www.samajalive.in
Monday, December 8, 2025
27.1 C
Bhubaneswar

ମା ମାଣିକେଶ୍ୱରୀଙ୍କ ନବାନ୍ନ ଲାଗିପାଇଁ ନୀତି ନିର୍ଘଣ୍ଟ

କଳାହାଣ୍ଡି:କଳାହାଣ୍ଡିର ଆରାଧ୍ୟଦେବୀ ମା ମାଣିକେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିପାଇଁ ନୀତି ନିର୍ଘଣ୍ଟ ହୋଇଛି। ସେପ୍ଟେମ୍ବର ୮ ଦଶମୀ ତିଥି ସକାଳ ୬.୩୦ ମିନିଟ ରୁ ୯.୪୦ ମଧ୍ୟରେ ନବାନ୍ନ ଭୋଗ ଲାଗିବା ପାଇଁ ସମୟ ଧାର୍ଯ୍ୟ ହୋଇଛି। ମା ମାଣିକେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି ପରେ ଭବାନୀପାଟଣା ବାସୀ ନବାନ୍ନ ଖାଇବେ। ଏନେଇ ସୋମବାର ଦିନ ମନ୍ଦିର ସୂତ୍ରରୁ ପ୍ରକାଶ କରାଯାଇଛି।

Hot this week

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

Related Articles

Popular Categories