www.samajalive.in
Saturday, December 6, 2025
14.1 C
Bhubaneswar

ଦୁଆପଡ଼ାରେ ମୋ ସ୍କୁଲ ଅଭିଯାନ

ତୁଷୁରା:ନୂଆପଡ଼ା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିଷରରେ ପୁରାତନ ଛାତ୍ରଛାତ୍ରୀଙ୍କୁ ନେଇ ରବିବାର ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ସଭାପତି ଶୁଶିଲ କୁମାର ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ଦିଗବାସ ସାମନ୍ତରାୟ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ମୋ ସ୍କୁଲ ଅଭିଯାନ ସଂର୍ପକରେ ଅଭିଭାଷଣ ପ୍ରଦାନ କରିଥିବାବେଳେ। ପ୍ରଧାନ ଶିକ୍ଷକ ନବିନ ମେହେର କାର୍ୟ୍ୟକ୍ରମର ସମ୍ୟକ ସୂଚନା ପ୍ରଦାନ କରିଥିଲେ। ମୋ ସ୍କୁଲ ଅଭିଯାନ କାର୍ୟ୍ୟକ୍ରମରେ ପୂର୍ବତନ ଛାତ୍ର ବିଭୁପ୍ରସାଦ ସାହୁ,ଇ.ମନୋଜ ମହାନନ୍ଦ,ମୁରଲୀ ଭୋଇ,ରଘୁନାଥ ପୁଝାରୀ ତଥା ଅନ୍ୟ ଛାତ୍ରଛାତ୍ରୀମାନେ ଆଦି ଯୋଗ ଦେଇ ଉତ୍ସାହ ପ୍ରଦାନ କରି କାର୍ୟ୍ୟକ୍ରମକୁ ସଂଞ୍ଚାଳନ କରିଥିଲେ। ଶେଷରେ ସମସ୍ତେ ମିଶି ବୃକ୍ଷ ରୋପଣ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories