ଭିଜିଲାନ୍ସ ଜାଲରେ ସେଲ୍ସଟ୍ୟାକ୍ସ ଅଧିକାରୀ

ମାଲକାନଗିରି : ମାଲକାନଗିରି ଜିଲାର ସେଲ୍ସଟ୍ୟାକ୍ସ ବିଭାଗର ଜଣେ ଅଧିକାରୀ ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଶୁକ୍ରବାର ଧରାପଡିଛନ୍ତି । ସେ ହେଉଛନ୍ତି ମାଲକାନଗିରିର ଅବଶିଷ୍ଟାଂଶ କମିଶନର ଅଜୟ କୁମାର ମଲ୍ଲିକ । ଜିଏସଟି କ୍ଲିଅରାନ୍ସ ନିମନ୍ତେ ଜଣେ  ବ୍ୟକ୍ତି ଙ୍କ ଠାରୁ ୧୦ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତ ।

Comments are closed.