୨ ଜଣଙ୍କୁ ଦଳି ମାରିଦେଲା ହାତୀ

ଖୋର୍ଦ୍ଧା: ହାତୀ ଆକ୍ରମଣରେ ମହିଳା ଓ ନାବାଳକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଜଙ୍କିଆ ଥାନା ଡମଣଭୂଇଁରେ ହାତୀ ଆତଙ୍କ ଖେଳାଇ ବିଚରଣ କରୁଛନ୍ତି। ହାତୀ ଆକ୍ରମଣରେ ଆଉ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି। ବନ ବିଭାଗ…
Read More...

ଯାତ୍ରୀବାହୀ ବସ ଓଲଟିଲା, ଯାତ୍ରୀ ସୁରକ୍ଷିତ

ଆଠଗଡ: ଆଠଗଡ ଥାନା ଅନ୍ତର୍ଗତ ଦୋରଡ ଠାରେ ଏକ ଯାତ୍ରୀବାହୀ ବସ ରାସ୍ତା କଡ ମାଟିରେ ଦବି ଓଲଟି ପଡିଥିବା ଜଣାପଡିଛି। କଟକରୁ ଆଠଗଡ ଫେରୁଥିବା ମହାବୀର ନାମକ ଉକ୍ତ ଘରୋଇ ଯାତ୍ରୀବାହୀ ବସ ଦୋରଡର ଈଶ୍ବରା ଛକ ନିକଟସ୍ଥ ଏକ…
Read More...

ବର୍ଷାଦିନେ ସାପ ଭୟ, ମନୁଷ୍ୟ ପାଇଁ ବିପଦ

ଭୁବନେଶ୍ବର: ବର୍ଷାଦିନେ ସମସ୍ତଙ୍କ ମନରେ ସାପ ଭୟ ରହିଥାଏ। ଏହି ଋତୁରେ ଗାତ, ଫାଟରେ ପାଣି ପଶିଯିବାରୁ ସାପ ଏଣେତେଣେ ବୁଲିଥାନ୍ତି। ଅନେକ ସମୟରେ ବାହାରେ ଥିବା ଜୋତା, ସାଇକଲ, ଗାଡ଼ି ଚକ, କାନ୍ଥରେ ଥିବା କପଡ଼ା, ଘର…
Read More...

ବାଙ୍କୀ ଭଗିପୁର ମହାନଦୀ ପଠାରେ ହାତୀ ପଲ 

ବାଙ୍କୀ: ବାଙ୍କୀ ଡମପଡା  ବ୍ଲକ ଅନ୍ତର୍ଗତ ଭଗିପୁର ମହାନଦୀ ପଠାରେ ଏକ ହାତୀପଲ ଅଟକି ରହିଛିନ୍ତି । ଆଠଗଡ଼ ଜଙ୍ଗଲରୁ ଆସି ଚନ୍ଦକା ଜଙ୍ଗଲକୁ ଯିବାପାଇଁ ନଦୀ ପାର ବେଳେ ୩ରୁ ୫ ହାତୀ ମହାନଦୀ ପଠାରେ ଅଟକିଥିବା ଦେଖା…
Read More...

ଯୁଯୁମୁରା ବ୍ଲକରେ ସ୍ବଳ୍ପ ବୃଷ୍ଟିପାତ, ଗଜା ମୁଡ଼ି ଦାବି

ସମ୍ବଲପୁର: ସମ୍ବଲପୁର ମୁଖ୍ୟ କୃଷି ଅଧିକାରୀଙ୍କୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ଯୁଯୋମୁରା ବ୍ଲକକୁ ଗଜା ମରୁଡି ଘୋଷଣା କରିବା ଦାବିରେ ପଡିଆବାହାଲ ଜୟଦୁର୍ଗା କୃଷକ କ୍ଳବ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ…
Read More...

ସମ୍ବଲପୁର ଜିଲାରେ ୧୫ ଶହ ହେକ୍ଟର ଜମିରେ ହେବ ମାଣ୍ଡିଆ ଚାଷ

ସମ୍ବଲପୁର : ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବା ବେଳେ ବର୍ତ୍ତମାନ ରାଜ୍ୟ ସରକାର ପାରମ୍ପରିକ ଧାନ ଚାଷ ସମେତ ଅଣ ପାରମ୍ପରିକ ଚାଷ ଗୁଡିକୁ ମଧ୍ୟ ପ୍ରୋତ୍ସାହିତ କରିବାରେ ଲାଗିଛନ୍ତି। ବିଗତ କିଛି ବର୍ଷ ହେବ ଅଣ…
Read More...

ବିରଳ ନଅ ଫଣି ସର୍ପ ସହ ଲିଙ୍ଗ ମୂର୍ତ୍ତି ଉଦ୍ଧାର, ପୂଜାର୍ଚ୍ଚନା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼

ଗୋପାଳପୁର: ଗୋପାଳପୁର ନିକଟସ୍ଥ ପାର୍ବତୀପୁର ଗ୍ରାମରେ ଥିବା ଅଧପନ୍ତରିଆ ଶ୍ରୀଶ୍ରୀ ତାରକେଶ୍ବର ମନ୍ଦିର ନିକଟରେ ପିତଳର ନଅ ଫଣି ସର୍ପ ସହ ଲିଙ୍ଗ ମୂର୍ତ୍ତି ମିଳିଥିବା ଜଣାପଡିଛି। ଗ୍ରାମର ଭାବିନି ଦାସକୁ ପ୍ରାୟ ଏକ…
Read More...

ଆଇଓବି ଫୁଲବାଣୀ ଟାଉନ ଶାଖା ଉଦ୍‌ଘାଟିତ

ଫୁଲବାଣୀ:ରାଷ୍ଟ୍ରାୟତ ଇଣ୍ଡିଆନ ଓଭରସିଜ୍‌ ବ୍ୟାଙ୍କ ବ୍ରହ୍ମପୁର କ୍ଷେତ୍ରୀୟ କାର୍ଯ୍ୟଳୟ ଅନ୍ତର୍ଗତ ନୂତନ ଫୁଲବାଣୀ ଟାଉନ ଶାଖା ସହରର ମାଷ୍ଟରପଡ଼ା ଠାରେ ଆଜି ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ କନ୍ଧମାଳ…
Read More...

ସୁଭଦ୍ରା ଯୋଜନା ପାଇଁ ୧୦ହଜାର କୋଟି ବ୍ୟୟବରାଦ

ଭୁବନେଶ୍ବର:ରାଜ୍ୟର ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆଗତ କରିଛନ୍ତି। ବିଜେପି  ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ…
Read More...

ସର୍ପାଘାତରେ ଯୁବକ ମୃତ

ବାସୁଦେବପୁର : ଅଢୁଆଁ ପଞ୍ଚାୟତର ଲାଞ୍ଜିପଦା ଗ୍ରାମରେ ସର୍ପାଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ବୃନ୍ଦାବନ ମଳିକଙ୍କ ପୁଅ ରଞ୍ଜନ (୨୨) ବୋଲି ଜଣାପଡିଛି। ରାତିରେ ଶୋଇଥିବା ଅବସ୍ଥାରେ ସର୍ପାଘାତ ହୋଇଥିବା…
Read More...

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଅଧୀନରେ କୃଷକଙ୍କ ପଞ୍ଜୀକରଣ ଅବଧି ବୃଦ୍ଧି, ଶେଷ ତାରିଖ ଜୁଲାଇ ୩୧

ଭୁବନେଶ୍ୱର: ଖରିଫ, ୨୦୨୪ ରେ ୮ଟି ବିଜ୍ଞାପିତ ଫସଲ ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍-ଏଫ୍ବିଓ୍ୱାଇ) ଅଧୀନରେ କୃଷକମାନଙ୍କୁ ସାମିଲ କରିବା ପାଇଁ ରାଜ୍ୟ ସରକାର ଏକ ବିଜ୍ଞପ୍ତି ଚିଠି (ନଂ.୭୧୫୦,…
Read More...

୨୭ରୁ ଆଇସିସି ନିଯୁକ୍ତି ମେଳା, ଅଂଶଗ୍ରହଣ କରିବେ ୩୫ କମ୍ପାନୀ

ଭୁବନେଶ୍ୱର: ଇଣ୍ଡିଆନ ଚ୍ୟାମ୍ବର ଅଫ୍ କର୍ମସ(ଆଇସିସି) ପକ୍ଷରୁ ଚନ୍ଦ୍ରଶେଖରପୁର ଲୁମ୍ବିନୀ ବିହାର ସ୍ଥିତ ଗ୍ରାଣ୍ଡ ଲୁମ୍ବିନି କନଭେନସନରେ ୨୭ ଓ ୨୮ ଜୁଲାଇ ୨୦୨୪ ରେ ନିଯୁକ୍ତି ମେଳା ଅନୁଷ୍ଠିତ ହେବ। ଏହି ପ୍ରିମିୟର୍…
Read More...

ବରାଳଦେବୀ ମନ୍ଦିର ଚୋରୀ ଘଟଣା: ୫୭ ହଜାର ୨୮୨ ଟଙ୍କା  ଜବତ ସହ ୩ ଗିରଫ

ଫୁଲବାଣୀ:କନ୍ଧମାଳ ଜିଲା ଖଜୁରୀପଡ଼ା ବ୍ଲକ ଅଧିନସ୍ଥ ବଲସକୁମ୍ପା ଠାରେ ଥିବା ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ବରାଳ ଦେବୀ ମନ୍ଦିରର ଦାନ ହୁଣ୍ଡି ଭାଙ୍ଗି ତିନି ଦୁର୍ବୁତ୍ତ ଶନିବାର ଦିନ ଚୋରି କରିଥିଲେ । ରବିବାର ଦିନ…
Read More...

ଖଲ୍ଲିକୋଟ ବିଶ୍ବବିଦ୍ୟାଳୟ ଛାତ୍ରାବାସରେ ରାଗିଂ ଅଭିଯୋଗ

ବ୍ରହ୍ମପୁର: ବ୍ରହ୍ମପୁରସ୍ଥିତ ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟରେ ଏକାଧିକ ଛାତ୍ରଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ଆସିଛି। ବିଶ୍ବବିଦ୍ୟାଳୟର ଆର୍‌କେ ହଷ୍ଟେଲରେ ରହୁଥିବା ଯୁକ୍ତ ୩ ଦ୍ବିତୀୟ ବର୍ଷରେ ପଢୁଥିବା ଏକାଧିକ…
Read More...

କୋମନା ପୁଲିସକୁ ସଂଘବଦ୍ଧ ଆକ୍ରମଣ, ଜଙ୍ଗଲରୁ ମୁଖ୍ୟ ଅଭିଯୁକ୍ତ ଗିରଫ

କୋମନା: କୋମନା ପୁଲିସକୁ ମାଡ଼ମାରି ଥାନା ଗାଡ଼ି ଭଙ୍ଗାରୁଜୁ ଘଟଣାର ମୁଖ୍ୟ ଅଭିଯୁକ୍ତ ମନୋଜ ସାହୁକୁ ସୁନାବେଡ଼ା ଜଙ୍ଗଲରୁ ଗିରଫ କରାଯାଇଛି। ନୂଆପଡ଼ା ଜିଲା କୋମନା ଥାନା ବରକୋଟ ଗାଁରେ ମେ’ ୩୦ ତାରିଖରେ ବିଦ୍ୟୁତ…
Read More...

ଏନଟିପିସିରେ ଅଘଟଣ, ଶ୍ରମିକଙ୍କ ପେଟରେ ଗଳିଗଲା ବାଉଁଶ

କଣିହାଁ: ଅନୁଗୋଳ ଜିଲା କଣିହାଁସ୍ଥିତ ଏନଟିପିସି କାରଖାନାରେ ସଂଘଟିତ ଅଘଟଣରେ ଜଣେ କାର୍ଯ୍ୟରତ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। କାରଖାନା ଚିମିନି ଉପରୁ ଏକ ବାଉଁଶ ଖସି ପଡିବାରୁ ତଳେ ବିଶ୍ରାମ ନେଉଥିବା ଜଣେ…
Read More...

କିମ୍‍ସରେ ନବଜାତକର ସଫଳ ହୃଦ୍‍ ଅସ୍ତ୍ରୋପଚାର

କଟକ: କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ମେଡ଼ିକାଲ୍‍ ସାଇନ୍‍ସେସ୍‍(କିମ୍‍ସ)ର ଡାକ୍ତରମାନେ ଜନ୍ମରୁ ହୃଦରୋଗର ଶିକାର ଜଣେ ୧୦ଦିନର ଶିଶୁର ଜୀବନ ରକ୍ଷା କରିବାରେ ସଫଳ ହୋଇଛନ୍ତି। କିମ୍‍ସର ଶିଶୁରୋଗ, ହୃଦରୋଗ ଏବଂ ହୃଦରୋଗ…
Read More...

ଲୁଟିଆ ଗିରଫ , ୭ ମୋବାଇଲ ଜବତ

କଟକ: ଜଣେ ମୋବାଇଲ ଲୁଟିଆକୁ ମଙ୍ଗଳାବାଗ ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତଜଣକ ହେଲା ମେରିଆ ବଜାରର ହରିହର ନାୟକ(୩୪)। ପଚରାଉଚରା ପରେ ସେ ଲୁଚାଇ ରଖିଥିବା ୭ଟି ଚୋରି ମୋବାଇଲକୁ ପୁଲିସ ଜବତ କରିଛି। ମଙ୍ଗଳାବାଗ…
Read More...

ଜିଲାସ୍ତରୀୟ ମୋ ଜଙ୍ଗଲ ଜମି ଯୋଜନା କର୍ମଶାଳା

ଗୁରୁଡିଝାଟିଆ: ଜିଲାପାଳ କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ଜିଲା ସ୍ତରୀୟ ମୋ ଜଙ୍ଗଲ ଜମି ଯୋଜନା କର୍ମଶାଳା ଅନୁଷ୍ଠିତ ହୋଇଛି । ଭାରପ୍ରାପ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ ଆନୁଷ୍ଠାନିକଭାବେ କର୍ମଶାଳାକୁ ପ୍ରଦୀପ…
Read More...

ଘଣ୍ଟିଖାଲ-ନିଧିପୁର ରେଳଷ୍ଟେସନର ଉନ୍ନତିକରଣ ସାଙ୍ଗକୁ ଦ୍ରୂତଗାମୀ ରେଳ ରହଣି ପାଇଁ ବ୍ୟବସ୍ଥା ହେଉ

ଗୁରୁଡିଝାଟିଆ: ଜିଲାର ସର୍ବବୃହତ ଉପଖଣ୍ଡ ଆଠଗଡ । ରାଜନୀତି,ସଂସ୍କୃତି ,ଐତିହ୍ୟ ,କଳା ,ସାହିତ୍ୟ ,ପର୍ଯ୍ୟଟନ ଓ ଶିଳ୍ପ ଆଦି ମାନଚିତ୍ରରେ ରହିଛି ସ୍ୱତନ୍ତ୍ର ସ୍ଥାନ । ଜିଲ୍ଲାରେ ଆଠଗଡର ଘଣ୍ଟିଖାଲ ଅଞ୍ଚଳ ଶିଳ୍ପ…
Read More...

ପତ୍ନୀକୁ ନିର୍ଯ୍ୟାତନା ଦେବା ଅଭିଯୋଗରେ ସ୍ୱାମୀ ଗିରଫ

ଗୁରୁଡିଝାଟିଆ: ବିବାହର ୧୦ବର୍ଷ ପରେ ମଧ୍ୟ ନିଜର ପତ୍ନୀକୁ ନିର୍ଯ୍ୟାତନା ଦେବା ଅଭିଯୋଗରେ ଗୁରୁଡିଝାଟିଆ ପୁଲିସ ସାଉରିଆ ଗ୍ରାମର ରୂପକ ଜେନା ନାମକ ଯୁବକକୁ ଗିରଫ କରିଛି । ୨୦୧୪ ମସିହାରେ ରୂପକ ଏହି ଥାନା ଅନ୍ତର୍ଗତ…
Read More...

ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସମ୍ପର୍କିତ କାର୍ଯ୍ୟକ୍ରମ ଆୟୋଜନ

ଭୁବନେଶ୍ୱର: ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଶିକ୍ଷା ସପ୍ତାହ ପାଳନ କରାଯାଉଛିା କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ, ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ, ନୂଆଦିଲ୍ଲୀଙ୍କ…
Read More...

ଲୋକାଭିମୁଖି ବଜେଟ ପାଇଁ ଉଭୟ ପ୍ରଧାନ ମନ୍ତ୍ରୀ ଓ ଅର୍ଥମନ୍ତ୍ରୀଙ୍କୁ ଧନ୍ୟବାଦ-ଉପ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି କେନ୍ଦ୍ରରେ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଲୋକସଭାରେ ୨୦୨୪-୨୫ ପାଇଁ ବଜେଟ ଉପସ୍ଥାନ ପରିପ୍ରେକ୍ଷୀରେ ଓଡିଶାର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗଣମାଧ୍ୟମ ଆଗରେ ନିଜର…
Read More...

ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ପାଇଁ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଟାସ୍କ ଫୋର୍ସ ଗଠନ କଲେ…

ଭୁବନେଶ୍ୱର: ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ନିମନ୍ତେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଟାସ୍କ ଫୋର୍ସ ଗଠନ କରିଛନ୍ତି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ଟାସ୍କ ଫୋର୍ସର…
Read More...

କେନ୍ଦ୍ର ବଜେଟରେ ‘ଗରିବ’, ‘ମହିଳା’, ‘ଯୁବବର୍ଗ’ ଏବଂ…

ଭୁବନେଶ୍ବର: ଆଜି କେନ୍ଦ୍ର ଅର୍ଥ ମନ୍ତ୍ରୀ ବର୍ଷ ୨୦୨୪-୨୫ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି। ଏହି ବିକାଶ ଅଭିମୁଖୀ, ଦୂରଦୃଷ୍ଟିସମ୍ପନ୍ନ ବଜେଟରେ ଆମ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଗୁରୁତ୍ଵ ଦେଉଥିବା ଚାରିଟି…
Read More...

ଆଇସିସି ପକ୍ଷରୁ ୟୁନିଅନ୍ ବଜେଟ୍ ଉପରେ ଅଧିବେଶନରେ ଆଲୋଚନା

କଲକାତା, ୨୩ ଜୁଲାଇ ୨୦୨୪: ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ (ଆଇସିସି) ୟୁନିଅନର ବଜେଟ୍ ୨୦୨୪-୨୫ ସିଧାପ୍ରଶାରଣ ଦେଖିବା ପରେ ଚାମ୍ବରର ଦୃଷ୍ଟିକୋଣ ବିଷୟରେ ଆଲୋଚନା କରାଯାଇଛି। ୟୁନିଅନ ବଜେଟ ଉପଲକ୍ଷେ ଆୟୋଜିତ…
Read More...

କେନ୍ଦ୍ର ବଜେଟରେ ଓଡ଼ିଶାର ବିକାଶକୁ ଦିଆଯାଇଛି ଗୁରୁତ୍ୱ

ଭୁବନେଶ୍ୱର:  ଆଜି ଲୋକସଭାରେ ଆଗତ ହୋଇଛି କେନ୍ଦ୍ରୀୟ ବଜେଟା ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪- ୨୫ ଆର୍ଥିକ ବର୍ଷ ପାଇଁ ଉପସ୍ଥାପିତ କରିଥିବା ଏହି ବଜେଟରେ ଓଡ଼ିଶାର ମହିଳା ଓ ପର୍ଯ୍ୟଟନ ବିକାଶକୁ ପ୍ରାଧାନ୍ୟ…
Read More...

ପ୍ରତିଶ୍ରୁତି ପାଳନ କଲାନାହିଁ ବିଜେପି-ନବୀନ

ଭୁବନେଶ୍ବର: ୨୦୨୪-୨୫ ବଜେଟରେ ଓଡ଼ିଶାକୁ ଅଣଦେଖା କରାଯାଇଛି। ଓଡ଼ିଶାର ବିପର୍ଯ୍ୟୟ ମୁକାବିଲା ପାଇଁ ସ୍ବତନ୍ତ୍ର ଅନୁଦାନ ମିଳିନା ନାହିଁ। ଆନ୍ଧ୍ର ପ୍ରଦେଶ ଓ ବିହାରକୁ ସ୍ବତନ୍ତ୍ର ପ୍ୟାକେଜ ଦିଆଗଲା, କିନ୍ତୁ ଓଡ଼ିଶାକୁ…
Read More...

ସ୍କୁଲ ମରାମତି ପାଇଁ ଶୁଣୁନି ପ୍ରଶାସନ, ବିପଦସଙ୍କୁଳ କୋଠାରେ ଛାତରୁ ଗଳୁଛି ପାଣି

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ଲାଞ୍ଜିଗଡ଼ ସ୍ଥିତ ରାଜାପଡ଼ା ପ୍ରାଥମିକ ବିଦ୍ୟାଳୟଟି ବିପଦସଂକୁଳ ଅବସ୍ଥାରେ ରହିଛି। ୨୦୦୯ ମସିହାରେ ଏହି ବିଦ୍ୟାଳୟ ସ୍ଥାପନ ହୋଇଥିଲା। ବର୍ତ୍ତମାନ ଏଠାରେ ପ୍ରଥମରୁ…
Read More...

ପୁନଃ ହେବନି ନିଟ ପରୀକ୍ଷା, ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିଟ ପେପର ଲିକ୍ ମାମଲାକୁ ନେଇ ସୁପ୍ରିମକୋର୍ଟରେ ଦାଖଲ ହୋଇଥିବା ମାମଲାର ଶୁଣାଣି ଶେଷ ହୋଇଛି।  ପୁନଃ ନିଟ-ୟୁଜି ପରୀକ୍ଷା ହେବନି ବୋଲି କହିଲେ ସୁପ୍ରିମ କୋର୍ଟ। ପୁନଃ ନିଟ ପରୀକ୍ଷା କରିବାକୁ ମନାକଲେ…
Read More...

ଜୁଲାଇ ୨୪ରେ ଚନ୍ଦ୍ର ପଛରେ ଲୁଚିବ ଶନି

ଭୁବନେଶ୍ବର:  ଆଗ୍ରହିଜ୍ୟୋତିର୍ବିଜ୍ଞାନୀମାନଙ୍କ ପାଇଁ ଏକ ବିରଳ ମହାଜାଗତିକଘଟଣା ଦେଖିବାର ସୁଯୋଗ ଆସିବ ଜୁଲାଇ ୨୪ ତାରିଖ  ବୁଧବାର ମଧ୍ୟରାତ୍ର ପରେ ।ସେଦିନଖାଲି ଆଖିରେ ଦେଖାଯାଉଥିବା ଶନି ଗ୍ରହ ଚନ୍ଦ୍ର ପଛରେ ଲୁଚି…
Read More...

ରାସ୍ତାରେ ନାଳ ପାଣି, ବଢୁଛି ଡେଙ୍ଗୁ ଭୟ

ଉତ୍ତରଭୁବନେଶ୍ୱର: ରାଜଧାନୀରେ ଏବେ କାୟା ମେଲାଉଛି ଡେଙ୍ଗୁ। ଗତ ମାସକ ଭିତରେ ଏହି ସଂଖ୍ୟା ବୃଦ୍ଧି ପାଇଚାଲିଛି। ୱାର୍ଡ ନଂ ୧୦ ଶିଳ୍ପାଞ୍ଚଳର ପ୍ରାୟ ୩୩କିଲୋମିଟର ନାଳ ମଧ୍ୟରୁ ଅର୍ଦ୍ଧାଧିକ ନାଳ ଏବେବି ସଫେଇ ହୋଇପାରି…
Read More...

ନିଆଁ ଚେଙ୍କ ଦେଇ ପତ୍ନୀ ହତ୍ୟା ଅଭିଯୋଗ, ସ୍ୱାମୀ ଫେରାର

ଖୁଣ୍ଟା : ଖୁଣ୍ଟା ଥାନା ବାଲିଯୋଡ଼ା ଗ୍ରାମରେ ଜନୈକ ସ୍ୱାମୀ ନିଜର ପତ୍ନୀଙ୍କୁ ନୃଶଂସ ଭାବେ ନିଆଁ ଚେଙ୍କ ଦେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ହତ୍ୟାକାଣ୍ଡ ଭିଆଇବା ପରେ ଅଭିଯୁକ୍ତ ସ୍ବାମୀ ଘଟଣାସ୍ଥଳରୁ ଫେରାର…
Read More...

ଚନ୍ଦ୍ରର ଉଭୟ ମେରୁରେ ବିପୁଳ ପରିମାଣର ଜଳ, ଅନୁଧ୍ୟାନ କରିବେ ଆମେରିକା ଓ ଚୀନ

ଚନ୍ଦ୍ରରେ କେତେ ପରିମାଣର ଜଳ ଗଚ୍ଛିତ ରହିଛି ସେ ସମ୍ପର୍କରେ ଅନୁଧ୍ୟାନ କରିବାକୁ ଅଣ୍ଟା ଭିଡିଛନ୍ତି ଆମେରିକା ଓ ଚୀନ। ଚନ୍ଦ୍ରର ଉଭୟ ମେରୁରେ ବିପୁଳ ପରିମାଣର ଜଳ ବରଫ ଅବସ୍ଥାରେ ରହିଥିବା ବେଳେ ପ୍ରକୃତରେ କେତେ…
Read More...

ସରୋଜ ପ୍ରଧାନ ମୁଖ୍ୟ ସଚେତକ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ସରୋଜ କୁମାର ପ୍ରଧାନଙ୍କୁ ସରକାରୀ ଦଳ ମୁଖ୍ୟ ସଚେତକ ଭାବେ ନିଯୁକ୍ତ କରାଯାଇଛି। ବୌଦ୍ଧ ବିଧାୟକ ସରୋଜ ପ୍ରଧାନ ସରକାରୀ ଦଳ ମୁଖ୍ୟ ସଚେତକ ଭାବେ ନିଯୁକ୍ତ ହୋଇଛନ୍ତି। ସେହିପରି…
Read More...

ଚୌଦ୍ୱାରରେ ନୂତନ ଶିଳ୍ପ ପ୍ରତିଷ୍ଠା ଦାବିରେ ଦସ୍ତଖତ ଅଭିଯାନ

ଚୌଦ୍ୱାର: ଶିଳ୍ନନଗରୀ ବୋଲାଉଥିବା ଚୌଦ୍ୱାର ସହର ଓ ଏହାର ଆଖପାଖରେ ଗଢିଉଡିଥିବା ଶିଳ୍ପାଞ୍ଚାଳରେ ପ୍ରାୟ ସମସ୍ତ ଶିଳ୍ପ ଦୀର୍ଘ ବର୍ଷା ହେବ ବନ୍ଦ ହୋଇ ପଡିରହିଛି । ଫଳରେ ଚୌଦ୍ୱାର ଏବେ ଶିଳ୍ପ ଶୁନ୍ୟ ହୋଇପଡିଛି । ଦିନକୁ…
Read More...

ଚୋରି ମାମଲାରେ ଜଣେ ଗିରଫ 

ଗୋପାଳପୁର : ଚୋରି ମାମଲାରେ ଗୋପାଳପୁର ପୁଲିସ ଜଣକୁ ଗିରଫ ପରେ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବ୍ରହ୍ମପୁର ବଡ଼ ବଜାର ଥାନା ଅଞ୍ଚଳର ପିଲୁ ମୁଖି ବୋଲି ପୁଲିସ କହିଛି। ସୂଚନା ପ୍ରକାରେ ପୁରୁଣା…
Read More...

ୱାର୍ଡ କୋଅର୍ଡିନେଟର ନିଯୁକ୍ତି ଦାବି ଜୋର ଧରିଲା,୨୯ରେ ବିଧାନସଭା ଘେରାଉ

କେନ୍ଦୁଝରଗଡ଼: ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ମିଶନ ଶକ୍ତି ଜରିଆରେ ରାଜ୍ୟର ବିଭିନ୍ନ ପୌରାଞ୍ଚଳରେ ଥିବା ୱାର୍ଡ ଅଫିସ୍‍ ଗଠନ ଓ ଏହାର ପରିଚାଳନା ପାଇଁ ମିଶନ ଶକ୍ତି ଜରିଆରେ ୱାର୍ଡ କୋଅର୍ଡିନେଟର ନିଯୁକ୍ତି…
Read More...

ଶ୍ରାବଣ ପ୍ରଥମ ସୋମବାର ; ବଟେଶ୍ୱର ପୀଠରେ ବୋଲ ବମ ଭକ୍ତ ଭିଡ଼

ଗଞ୍ଜାମ: ଗଞ୍ଜାମ ଜିଲା ପ୍ରସିଦ୍ଧ ଶୈବ ପୀଠ କଣ୍ଟିଆ ଗଡ଼ ନିକଟରେ ଥିବା ବଟେଶ୍ୱର ମନ୍ଦିରରେ ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର ପାଇଁ ବୋଲ ବମ ଭକ୍ତ ଭିଡ଼ ଦେଖିବାକୁ ମିଳିଛି। ମାନସିକ ପୂରଣ ପାଇଁ ବହୁ ଦୂର…
Read More...

ପଞ୍ଚାୟତସ୍ତରୀୟ ଅଭିଯୋଗ ଶୁଣାଣି ଶିବିର

ଲାଞ୍ଜିଗଡ: ନିର୍ବାଚନ ପରେ ପ୍ରଥମ ଥର ପାଇଁ ଆଜିଠାରୁ ପୁଣିଥରେ ଲାଞ୍ଜିଗଡ ବ୍ଲକ ପ୍ରଶାସନ ଦ୍ୱାରା  ପଞ୍ଚାୟତସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର  ଅନୁଷ୍ଠିତ ହୋଇଯାଇଛି। ଏହିକ୍ରମରେ ଆଜି ଚମ୍ପାଦେଇପୁର ପଞ୍ଚାୟତ…
Read More...

ଜନସାଧାରଣଙ୍କୁ ସେବା ଯୋଗାଇ ଦେବା ଉପରେ ଜିଲାପାଳଙ୍କ ଗୁରୁତ୍ୱ

ଭୁବନେଶ୍ୱର:  ଭୁବନେଶ୍ୱର ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜିର ପ୍ରତ୍ୟକ୍ଷ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଆଜି ମୋଟ ୨୫ ଗୋଟି ଆପତ୍ତି ଅଭିଯୋଗ ଦାଖଲ ହୋଇଥିଲା । ସେଥିମଧ୍ୟରୁ ୨୦ଟି ଅଭିଯୋଗ…
Read More...

କେନ୍ଦ୍ରୀୟ ଯାନ୍ତ୍ରିକ ଓ ପ୍ରଶିକ୍ଷଣ କେନ୍ଦ୍ର ସହଓଡ଼ିଶା ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣର ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ଦେବଗଡ଼ ଜିଲାର ସରକାରୀ ବାରକୋଟ୍ ଆଇଟିଆଇ ଓ ଯାଜପୁର ଜିଲାରସରକାରୀ ପଲିଟେକ୍‌ନିକରେ ମିନି ଟୁଲ ନିର୍ମାଣ ପାଇଁ ଦକ୍ଷତା ବିକାଶ ଓ ବୈଷୟିକଶିକ୍ଷା ଅଧିନରେ କାର୍ଯ୍ୟରତ ବୈଷୟିକ ଶିକ୍ଷା ଓ ପ୍ରଶିକ୍ଷଣର…
Read More...

୨୦୨୪-୨୫ ବର୍ଷରେ ରାଜ୍ୟରେ ଆଉ ୫ ଟି ନିଶା ନିବାରଣ କେନ୍ଦ୍ର ଖୋଲାଯିବା ନେଇ ଯୋଜନା ରହିଛି

ଭୁବନେଶ୍ୱର: ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ନିଶା ନିବାରଣ କେନ୍ଦ୍ରଗୁଡ଼ିକର ପରିଚାଳନା ନିମନ୍ତେ ଦିନିକିଆ କର୍ମଶାଳା ଓ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୟୁନିଟ-୬ ସ୍ଥିତ…
Read More...

ନାବାଳିକା ଦୁଷ୍କର୍ମୀକୁ ଆଜୀବନ

ଜୟପୁର: ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ ଆଜୀବନ କାରାଦଣ୍ଡ ମିଳିଛି। ଦୋଷୀ ରାଜାରାମ ମୁଦୁଲିକୁ ଆଜୀବନ କାରାଦଣ୍ଡ ଦଣ୍ଡାଦେଶ ଶୁଣାଇଛନ୍ତି ପୋକ୍ସୋ କୋର୍ଟ। ୨୦୨୦ କାକିରିଗୁମ୍ମା ନବାଳିକା ଦୁଷ୍କର୍ମ ମାମଲାରେ…
Read More...

“ଜୈବଚିକିତ୍ସା ଓ ସ୍ବାସ୍ଥ୍ୟ ଗବେଷଣା” ଉପରେ କର୍ମଶାଳା

ବାରିପଦା/ଭୁବନେଶ୍ବର: ପଣ୍ଡିତ ରଘୁନାଥ ମୂର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲ, ବାରିପଦା ଏବଂ ଆଇସିଏମଆର୍ - ଆରଏମଆରସି, ଭୁବନେଶ୍ବର ସହଭାଗିତାରେ "ଜୈବଚିକିତ୍ସା ଏବଂ ସ୍ବାସ୍ଥ୍ୟ ଗବେଷଣା" ଉପରେ ଏକ ଦିନିକିଆ କର୍ମଶାଳା…
Read More...

ଚଳିତ ସପ୍ତାହରେ ବଜେଟ, ପ୍ରଭାବିତ ହେବ ପୁଞ୍ଜି ବଜାର

ମୁମ୍ବଇ: କେନ୍ଦ୍ର ବଜେଟ୍‌, ବିଭିନ୍ନ କମ୍ପାନୀର ତ୍ରୟମାସିକ ରାଜସ୍ବ ଓ ବୈଶ୍ବିକ ଧାରା ଦ୍ବାରା ଚଳିତ ସପ୍ତାହର ପୁଞ୍ଜି ବଜାର ପ୍ରଭାବିତ ହେବ। ଏଥିସହ ବିଦେଶୀ ନିବେଶକଙ୍କ ଗତିବିଧି, ଟଙ୍କା-ଡଲାର ଅନୁପାତ ଓ…
Read More...

ମାଇକ୍ରୋସଫ୍ଟ ତ୍ରୁଟିରେ ସୁଧାର, ସ୍ବାଭାବିକ ହେଉଛି ବିମାନ ସେବା

ନୂଆଦିଲ୍ଲୀ: ବୃହତ୍‌ ସୂଚନା ଓ ପ୍ରଯୁକ୍ତିବିଦ୍ୟା ସଫ୍ଟୱେର ପ୍ରଦାନକାରୀ ମାଇକ୍ରୋସଫ୍ଟରେ ଶୁକ୍ରବାର ଦେଖାଦେଇଥିବା ବୈଷୟିକ ତ୍ରୁଟିରେ ସୁଧାର ହେବା ପରେ ଭାରତୀୟ ବିମାନ ସେବା ଧୀରେ ଧୀରେ ସ୍ବାଭାବିକ ହେଉଛି।…
Read More...

ଆନ୍ଦୋଳନରୁ ଓହରିଲା ଘରୋଇ ବସ ମାଲିକ ସଂଘ

ବୌଦ୍ଧ : ବୌଦ୍ଧ ଜିଲାରେ ଗତ ଶନିବାର ଠାରୁ ଲକ୍ଷ୍ମୀବସ ଚଳାଚଳର ସମୟ ନିର୍ଘଣ୍ଟକୁ ନେଇ ଜିଲା ଘରୋଇ ବସ ମାଲିକ ସଂଘ ପକ୍ଷରୁ ପ୍ରତିବାଦ କରିବା ସହ ଗରୋଇ ବସ ଚକାବନ୍ଦ ଆନ୍ଦୋଳନ କରିଥିଲେ । ବସ ଗୁଡିକୁ ଆରଟିଓ ଅଫିସ ଆଗରେ…
Read More...

ବିରୋଧୀ ଦଳରେ ଥିବା ସମୟର ଅଭିଜ୍ଞତା ଓ ଶାସକ ଦଳର ନୂଆ ଅଭିଜ୍ଞତା ନେଇ ଗୃହ ଚାଲିବ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା । ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ ଓ ସାଧାରଣ ସମ୍ପାଦକ (ସଂଗଠନ) ମାନସ କୁମାର ମହାନ୍ତି, ଦୁଇ ଉପ ମୁଖ୍ୟମନ୍ତ୍ରୀ  କେ.ଭି.ସିଂହଦେଓ…
Read More...

ବୁର୍ଲା ଭିମସାର ସିଟିସ୍କାନ ବିଭାଗରେ ଅଘଟଣ: ରୋଗୀଙ୍କ ପରୀକ୍ଷା ସମୟରେ ଖସିଲା ସିଲିଂ 

ବୁର୍ଲା: ଆଜି ବୁର୍ଲା ଭିମସାର ସିଟିସ୍କାନ ବିଭାଗ କୋଠାରେ ଏକ ବଡଧରଣର ଅଘଟଣ ଘଟିଛି । ଜଣେ ରୋଗୀଙ୍କ ସିଟି ସ୍କାନ ପରୀକ୍ଷା ହେଉଥିବା ସମୟରେ ହିଁ ଏହି ଅଘଟଣ ଘଟିଥିବା ବେଳେ ରୋଗୀ ଏବଂ ତାଙ୍କ ସମ୍ପର୍କୀୟ ଅଳ୍ପକେ ବଡ…
Read More...

ଶାଗୁଆନ କାଠ ଗଣ୍ଡି ଜବତ

ବୌଦ୍ଧ : ବୌଦ୍ଧ ଜିଲା ବୌଦ୍ଧରେଂଜର ଖଜୁରୀପଡା ସେକସନର ବ୍ରାହ୍ମଣପାଲି ବିଟର ମୁଣ୍ଡାପଡା ଗ୍ରାମପଞ୍ଚାୟତର କେଉଟିସାହି ଗ୍ରାମ ନିକଟରୁ ୩୦ଟି କାଠ ଗଣ୍ଡିକୁ ରବିବାର ଜବତ କରିଛି ବନ ବିଭାଗ । ରବିବାର ରେଂଜର ଅର୍ଚ୍ଚନା…
Read More...

ଆଠଗଡ ସହର ରାସ୍ତା ଅବସ୍ଥା ବିପର୍ଯ୍ୟସ୍ତ

ଆଠଗଡ:  ପୁରୁଣା କଟକ-ସମ୍ବଲପୁର ମୁଖ୍ୟ ରାସ୍ତାଟି  ଆଠଗଡ ସହର ମଧ୍ୟ ଦେଇ ଯାଇଛି । ଏହି ରାସ୍ତାଟି ମାଧବପୁର, ଘଣ୍ଟିଖାଲ ଓ ଧବଳେଶ୍ୱର ବାଟ ଦେଇ କଟକ ପର୍ଯ୍ୟନ୍ତ ସଂଯୋଗ କରୁଥିବାରୁ ପ୍ରତ୍ୟହ ଏଥିରେ ଶହ ଶହ ଗାଡିମଟର…
Read More...

୫ କୋଟି ୮୨ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ଦୋବଲ ବସଷ୍ଟାଣ୍ଡ  ଅଧପନ୍ତରା 

ଦୋବଲ: ଭଦ୍ରକ ଜିଲା ଧାମନଗର-ଦୋବଲ ରାସ୍ତାର ମୁସ୍ତଫାପୁର ଘୋଡ଼ଗଣ୍ଡ ନାଳ ପାଖରେ ନିର୍ମାଣ ହେଉଥିବା ଆମ ବସଷ୍ଟାଣ୍ଡ ପ୍ରକଳ୍ପକୁ ବନ୍ଦ କରି ଦିଆଯାଇଛି। ଠିକାଦାର ପକ୍ଷରୁ ଏବେ କାମ ବନ୍ଦ ରଖାଯାଇଛି। ତା ସହ ପ୍ରକଳ୍ପ…
Read More...

ଓଡ଼ିଶା ପୁରୁଷ ହକି : କନିଷ୍ଠ ଦଳ ଇଣ୍ଡିଆ ଇଷ୍ଟ ଜୋନ୍ ଚାମ୍ପିଅନ, ମହିଳା ଦଳକୁ ମିଳିଲା ତୃତୀୟ ସ୍ଥାନ

ଭୁବନେଶ୍ୱର: ଓଡ଼ିଶା ପୁରୁଷ ହକି ଦଳ ଚମତ୍କାର ଖେଳ ପ୍ରଦର୍ଶନ କରି ଦ୍ୱିତୀୟ ହକି ଇଣ୍ଡିଆ ଇଷ୍ଟ ଜୋନ୍ ଚାମ୍ପିଅନସିପ-୨୦୨୪ (କନିଷ୍ଠ)ରେ ଝାଡ଼ଖଣ୍ଡ ପୁରୁଷ ହକି ଦଳକୁ ୨-୦ ଗୋଲରେ ପରାସ୍ତ କରି ବିଜେତା ହୋଇଛନ୍ତି। ଓଡ଼ିଶା…
Read More...

ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଲେ ମା ବୁଢ଼ିଆଈ ଦେବୀ

ଦେଓଗାଁ,: ଚଳିତ ବର୍ଷ ଠିକ ଭାବରେ ଯେମିତି ବର୍ଷା ହେବ ସେଥିପାଇଁ ପୂର୍ବ ଜମିଦାରୀ ପ୍ରଥା ଅନୁସାରେ ଅନୁଷ୍ଠିତ ହୋଇଛି ବୁଢ଼ୀଆଈ ଦେବୀଙ୍କ କାଦୋଯାତ୍ରା। ପ୍ରତି ବର୍ଷ ଯାତ୍ରା ସମୟରେ ଖରା ହେଉଥିବା ବେଳେ ଏଥର ଯାତ୍ରାରେ…
Read More...

ଲୁଟ ପାଇଁ ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ, ୨ ଅଟକ

ବାସୁଦେବପୁର: ବାସୁଦେବପୁର -ବାଲିଛନ୍ଦାଘାଟ ରାସ୍ତାର ଆର୍ତ୍ତୁଂ ଗ୍ୟାସ ଅଫିସ ନିକଟରେ ୩ଜଣ ଯୁବକ ଏକ କାରକୁ ଅଟକାଇ ଡ୍ରାଇଭରକୁ ମାଡମାରି ଲୁଟ ଉଦ୍ୟମ କରିଥିଲେ। ଏହି ୩ଜଣ ଯୁବକ ଡ୍ରାଇଭରକୁ ମରଣାନ୍ତକ ଆକ୍ରମଣ କରିଥିଲେ।…
Read More...

ସ୍କୁଲ୍ ବସରେ ଅଗ୍ନି ନିରାପତ୍ତା ନିୟମର କଡ଼ା ଅନୁପାଳନ ପାଇଁ ନିର୍ଦ୍ଦେଶନାମା ଜାରି

ଭୁବନେଶ୍ୱର: ସ୍କୁଲ ବସରେ ଅଗ୍ନି ନିରାପତ୍ତା ନିୟମ ପାଳନକୁ ସୁନିଶ୍ଚିତ କରିବା ଦିଗରେ ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛିା କେନ୍ଦ୍ରୀୟ ମୋଟର ଯାନ ନିୟମ (ସିଏମ୍ଭିଆର୍) ୧୯୮୯ର ଧାରା…
Read More...

ଚାପିଦେଲା ଅଜଣା ଗାଡ଼ି, ସଡ଼କ ଦୁର୍ଘଟଣାରେ ୩ ମୃତ

କୋଇଡ଼ା: ସଡ଼କ ଦୁର୍ଘଟଣାରେ ଚାଲିଗଲା ୩ଜଣଙ୍କ ଜୀବନ। ଆଜି ଅଜଣା ଗାଡ଼ି ଧକ୍କାରେ ୩ ବାଇକ ଆରୋହୀ ମୃତ୍ୟୁ ହୋଇଛି। ଏକ ଅଜଣା ଗାଡ଼ି ସେମାନଙ୍କ ବାଇକକୁ ଧକ୍କା ଦେବା ପରେ ଚାପି ଦେଇଥିଲା। ଫଳରେ ସେମାନଙ୍କର ଘଟଣାସ୍ଥଳରେ…
Read More...

ଅଜଣା ଗାଡି ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ

ରେଙ୍ଗାଲିକ୍ୟାମ୍ପ: ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ଲାଦରପାଲି  ଛକ ଠାରେ  ୫୩ ନଂ ଜାତୀୟ ରାଜପଥରେ  ଆଜି ଜଣେ ବୃଦ୍ଧାଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇ ଫେରାର  ମାରିଥିଲା। ଫଳରେ ବୃଦ୍ଧାଟି ସେଠାରେ ପଡିଯାଇ…
Read More...

‘ସମାଜ’ ଓ ଧରଣୀଧର ବିଶ୍ୱବିଦ୍ୟାଳୟ ପକ୍ଷରୁ ବନ ମହୋତ୍ସବ ଉଦ୍‍ଯାପିତ

କେନ୍ଦୁଝରଗଡ଼: ଦୈନିକ ‘ସମାଜ’ ଓ ଧରଣୀଧର ବିଶ୍ୱବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ସୁଲେଇଖମାରସ୍ଥିତ ବିଶ୍ୱବିଦ୍ୟାଳୟର ଦକ୍ଷିଣ ପରିସରରେ ଶୁକ୍ରବାର ଠାରୁ ଆରମ୍ଭ ହୋଇଥିବା ବନ ମହୋତ୍ସବ ରବିବାର  ଉଦ୍‍ଯାପିତ ହୋଇଯାଇଛି ।…
Read More...

ଷ୍ଟାରଲିଙ୍କ ଉପଗ୍ରହ ଧ୍ବଂସ ପାଇବ ଏବଂ ପୃଥିବୀ ପୃଷ୍ଠକୁ ଖସିବ

ୱାଶିଂଟନ: ସ୍ପେଶ୍‌ଏକ୍ସ ଦ୍ବାରା ମହାକାଶକୁ ପଠାଯାଇଥିବା ୨୦ଟି ଷ୍ଟାରଲିଙ୍କ ଉପଗ୍ରହ ଧ୍ବଂସ ପାଇବ ଏବଂ ପୃଥିବୀ ପୃଷ୍ଠକୁ ଖସିବ ବୋଲି କମ୍ପାନୀ ସ୍ପଷ୍ଟ କରିଦେଇଛି। ଏହା କହିଛି ଯେ, ସେଗୁଡିକ ମହାକାଶରେ କକ୍ଷପଥରେ…
Read More...

ଲୋକଙ୍କୁ ନଦୀ ସହିତ ଯୋଡିବାର ପ୍ରୟାସ

ଭୁବନେଶ୍ୱର: ମହାନଦୀ ବଞ୍ଚାଅ ଆନ୍ଦୋଳନ ଓ ଦୟା ସୁରକ୍ଷା ଅଭିଯାନ ପକ୍ଷରୁ ଦୟା ନଦୀ କୂଳରେ ପିପିଲି ବ୍ଲକ କଣ୍ଟିର କଲ୍ୟାଣ ମଣ୍ଡପ ଠାରେ ନଦୀ ସୁରକ୍ଷା ସଂକ୍ରାନ୍ତୀୟ ଏକ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଗଙ୍ଗୁଆ,କୁଶଭଦ୍ରା,…
Read More...

ଭାରତୀୟ  କ୍ରିକେଟ ଦଳର ନୂଆ ସହକାରୀ ପ୍ରଶିକ୍ଷକ ହେଲେ ନାୟର ଓ ଡୋସ୍କାଟେ 

ଦିଲୀପ ଫିଲ୍‌ଡିଂ, ମର୍କେଲ ବୋଲିଂ ପ୍ରଶିକ୍ଷକ ହୋଇପାରନ୍ତି ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ ଅଲ୍‌ରାଉଣ୍ଡର ଅଭିଷେକ ନାୟର ଓ ନେଦରଲାଣ୍ଡ୍‌ସର ପୂର୍ବତନ ଅଲ୍‌ରାଉଣ୍ଡର ରିୟାନ୍‌ ଟେନ୍‌ ଡୋସ୍କାଟେ ଭାରତୀୟ କ୍ରିକେଟ ଦଳର…
Read More...

ଅଲିମ୍ପିକ୍ସରେ ନିରାପତ୍ତା ଦାୟିତ୍ବରେ ଭାରତୀୟ ସନ୍ଧାନୀ କୁକୁର

ନୂଆଦିଲ୍ଲୀ: ଆସନ୍ତା ୨୬ରୁ ପ୍ୟାରିସ୍‌ ଅଲିମ୍ପିକ୍‌ସ ଆରମ୍ଭ ହେଉଛି। ଏହାର ନିରାପତ୍ତା ଦାୟିତ୍ବ​‌େ​‌ର ରହିବେ ବିଭିନ୍ନ ଭାରତୀୟ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ (ସିଏପିଏଫ୍‌)ରୁ ବଛା ଯାଇଥିବା ଉଚ୍ଚ ଦକ୍ଷତା ସମ୍ପନ୍ନ…
Read More...

ବାଘ ଛାଲ ଜବତ, ୬ ଗିରଫ କୋର୍ଟ ଚାଲାଣ

ଜି ଉଦୟଗିରି : ଟିକାବାଲି ବନ ବିଭାଗକୁ ମିଲିଛି ବଡ ସଫଳତା। ବାଘ ଛାଲ ଚାଲାଣ ଅଭିଯୋଗରେ ୬ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ବାଘ ଛାଲ, କୁତୁରା ଛାଲ, ବାଇକ୍, ବାରୁଦ, ଜାଲ ଓ ଧନୁତୀର ଆଦି ଜବତ କରାଯାଇଛି ବୋଲି…
Read More...

କମୁଛି ବ୍ୟାଙ୍କରେ ସଞ୍ଚୟ ଆଗ୍ରହ, ମ୍ୟୁଚୁଆଲ ଫଣ୍ଡରେ ବଢ଼ୁଛି ନିବେଶ

ନୂଆଦିଲ୍ଲୀ: ଭାରତୀୟ ସେମାନଙ୍କ ବଳକା ଅର୍ଥକୁ ସଞ୍ଚୟ ପାଇଁ ବ୍ୟାଙ୍କରେ ରଖିଥାନ୍ତି। ତେବେ କିଛି ବର୍ଷ ମଧ୍ୟରେ ଏଥିରେ ପରିବର୍ତ୍ତନ ଦେଖାଦେଇଛି। ଏବେ ଭାରତୀୟ ସେମାନଙ୍କ ବଳକା ଅର୍ଥକୁ ବ୍ୟାଙ୍କ ବଦଳରେ ମ୍ୟୁଚୁଆଲ…
Read More...

ଓଡ଼ିଶାର ଯୁବ ଚେସ୍ ପ୍ରତିଭାଙ୍କ ପାଇଁ ପ୍ରୋଚେସ୍ ପ୍ରଶିକ୍ଷଣ ଏକାଡେମୀ ପାଲଟିଛି ଆଶାର କିରଣ

ଭୁବନେଶ୍ୱର: କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ଭାସ୍କର ଜ୍ୟୋତି ଶର୍ମା ଆଜି ପ୍ରୋଚେସ୍ ପ୍ରଶିକ୍ଷଣ ଏକାଡେମୀ(ପ୍ରୋଚେଷ୍ଟା)ର ପ୍ରତିଷ୍ଠା ଦିବସ ଓ ଅନ୍ତର୍ଜାତୀୟ ଚେସ୍ ଦିବସ ଅବସରରେ ଏକ ପାଠାଗାର ଉଦଘାଟନ…
Read More...

ରାସ୍ତାରେ ବିରାଟ ଗର୍ତ୍ତ, ଯାତାୟତରେ ସମସ୍ୟା

ଫୁଲବାଣୀ:୧୩ ଟି ୱାର୍ଡ଼କୁ ନେଇ ଫୁଲବାଣୀ ପୌର ପରିଷଦ ଗଠିତ ହୋଇଛି । ଗଠନ ଦିନ ଠାରୁ କଂଗ୍ରେସ ଓ ବିଜେଡ଼ି ସହିତ ଅନ୍ୟଦଳ ନିଜ କ୍ଷମତାରେ ରଖିଥିବା ବେଳେ ଚଳିତ ଥର ପ୍ରଥମଥର ପାଇଁ ବିଜେପି ହାତରେ ରହିଛି ଅଧ୍ୟକ୍ଷ କ୍ଷମତା…
Read More...

ନାକ ବାଇନାରି ଆକ୍ରିଡେସନ ଆରମ୍ଭ ହେବ, ଶିକ୍ଷାନୁଷ୍ଠାନକୁ ମାନ୍ୟତା ପାଇଁ ମିଳିବ ସୁଯୋଗ

ଭୁବନେଶ୍ବର: ବଦଳିଲା ନାକ ମାନ୍ୟତା ନିୟମ, ଆଉ ରହିବନି ଗ୍ରେଡେସନ। ଏଣିକି ସ୍ବୀକୃତି ଓ ଅଣ ସ୍ବୀକୃତି ଆକ୍ରିଡେସନକୁ ମିଳିବ ନାକ ମାନ୍ୟତା। ଫଳରେ ନାକ ମାନ୍ୟତା ପାଇବା ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକୁ ସୁଯୋଗ ମିଳିବ।…
Read More...

‘ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର’ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ଯୋଗଦେଲେ ୧୭ଗୋଟି ବିଭାଗର ୨୦୦ ପ୍ରଶିକ୍ଷାର୍ଥୀ

ଭୁବନେଶ୍ୱର:  ଓଡ଼ିଆ ଭାଷା ପ୍ରତିଷ୍ଠାନ ତରଫରୁ "ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର' ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୧୮ରୁ ୨୦ ତାରିଖ ୩ଦିନ ଧରି ସଂସ୍କୃତି ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି…
Read More...

ବିଲରେ କାମ କରୁଥିବା ବେଳେ ସାପ କାମୁଡ଼ାରେ ଯୁବକ ମୃତ

ଫୁଲବାଣୀ: ବିଷାକ୍ତ ସାପ କାମୁଡ଼ାରେ ଜଣେ ଯୁବକର ମୃତ୍ୟ ହୋଇଛି। ସୂଚନା ଅନୁସାରେ ଆଜି ସକାଳେ ୭ ଟା ସମୟରେ କୋଟଗଡ଼ ବ୍ଲକ ପକାରୀ ପଞ୍ଚାୟତ ପକାରୀ ଗାଁର ଅବ୍ରହାମ ନାୟକଙ୍କ ପୁଅ ଲଛମନ୍ତ ନାୟକ (୨୨)  ନିଜ ବାପାଙ୍କ ସହ…
Read More...

ଝାରବେଡା ହାଇସ୍କୁଲରେ ନାହାନ୍ତି ଶିକ୍ଷକ ଓ କର୍ମଚାରୀ, ସ୍ମାର୍ଟ କ୍ଲାସ୍‍ରୁମ୍‍ ସାଜିଛିି ଛାତ୍ରଛାତ୍ରୀଙ୍କ ବିକଳ୍ପ…

କେନ୍ଦୁଝରଗଡ଼: କେନ୍ଦୁଝର ଜିଲା ଘଟଗାଁ ବ୍ଲକ ବଡବିଛୁଳା ପଞ୍ଚାୟତ ଝାରବେଡା ହାଇସ୍କୁଲ ୧୯୮୨ ମସିହାରୁ କାର୍ଯ୍ୟକ୍ଷମ ଏହି ବିଦ୍ୟାଳୟ ସରକାରୀ ହୋଇଥିଲେ ହେଁ ଚତୁର୍ଥଶ୍ରେଣୀ କର୍ମଚାରୀ ଠାରୁ ଆରମ୍ଭ କରି ପ୍ରଧାନଶିକ୍ଷକ…
Read More...

ଖଣି ଅଞ୍ଚଳରେ ଭାରିଯାନ ଚଳାଚଳ ଉପରେ କଟକଣା, ଜାତୀୟ ରାଜପଥରେ ପାର୍କିଂ କଲେ ହେବ କାର୍ଯ୍ୟାନୁଷ୍ଠାନ

କେନ୍ଦୁଝରଗଡ଼: କେନ୍ଦୁଝରରୁ କଟକ-ଭୁବନେଶ୍ୱରକୁ ଯାତାୟାତ ନିମନ୍ତେ ବିକଳ୍ପ ରାସ୍ତା ସ୍ୱରୂପ ନରଣପୁର-ହରିଚନ୍ଦନପୁର-ବ୍ରାହ୍ମଣୀପାଳ ଡୁବୁରୀ ଦେଇ ଯିବାକୁ ହୋଇଥାଏ । ଉକ୍ତ ରାସ୍ତାଦେଇ ଭାରୀଯାନ ଚଳାଚଳ ଉପରେ ପ୍ରଶାସନିକ…
Read More...

ପ୍ରାଣୀଧନ ଗଣନା ନେଇ ଆଞ୍ଚଳିକ ତାଲିମ କାର୍ଯ୍ୟକ୍ରମ, ଗଣନା ଉତ୍ପାଦକତା ବୃଦ୍ଧି ଗୁରୁତ୍ୱପୂର୍ଣ୍ଣ

ପୁରୀ/ ଭୁବନେଶ୍ୱର:  ପ୍ରାଣୀଧନ ଗଣନା ଫଳରେ ପ୍ରାଣୀପାଳକମାନଙ୍କର ଆଥ#ର୍କ ବିକାଶ ନିମନ୍ତେ ବିଭିନ୍ନ ପଦକ୍ଷେପ ନିଆଯାଇପାରିବା ଏହା ଫଳରେ ଉତ୍ପାଦକତା ବୃଦ୍ଧି ପାଇବ ବୋଲି କେନ୍ଦ୍ର ପଶୁପାଳନ ଓ ଡାଇରୀ ବିଭାଗ…
Read More...

ଅଧିକ ଶ୍ବେତସାରଯୁକ୍ତ ଖାଦ୍ୟ ଖାଇଲେ ଆୟୁ ହାନି!

ଅଧିକ ଶ୍ବେତସାରଯୁକ୍ତ ଖାଦ୍ୟ ଖାଇଲେ ଆୟୁ ହାନି ହେବାର ଆଶଙ୍କା ରହିଥିବା ହରିୟାଣାର ଅଶୋକା ବିଶ୍ବବିଦ୍ୟାଳୟର କେତେକ ଛାତ୍ର ଓ ଅଧ୍ୟାପକ କରିଥିବା ଗବେଷଣାରୁ ଜଣାପଡ଼ିଛି। ବିଶ୍ବବିଦ୍ୟାଳୟର ଜୈବବିଜ୍ଞାନ ଶାହା ତରଫରୁ…
Read More...

ଚମକ ଖେଳାଇବ କଙ୍ଗୁବା!

ତାମିଲ ଚଳଚ୍ଚିତ୍ର ‘କଙ୍ଗୁବା’ ଦର୍ଶକଙ୍କ ମଧ୍ୟରେ ଚମକ ଖେଳାଇବ ବୋଲି ଚର୍ଚ୍ଚା ହେଉଛି। ସଂଳାପର ହିନ୍ଦୀରେ ଭାଷାନ୍ତର ସହ ଏହା ଭାରତର ସବୁ ପ୍ରଦେଶ ଓ ବିଭିନ୍ନ ଦେଶରେ ପ୍ରଦର୍ଶିତ ହେବ। ଦର୍ଶକଙ୍କର ସ୍ୱତନ୍ତ୍ର ଆକର୍ଷଣ…
Read More...

୩୭୩ କୋଟିରେ ନିଲାମ ହେଲା ଡାଇନୋସର କଙ୍କାଳ

ଆମେରିକାରେ ମିଳିଥିବା ଏକ ଡାଇନୋସର କଙ୍କାଳ ୩୭୩ କୋଟି ଟଙ୍କାରେ ନିଲାମ ହୋଇଥିବା ଜଣାପଡ଼ିଛି। ଆମେରିକାର କଲୋରାଡୋ ବାସିନ୍ଦା ଜାସନ କୁପର ନିଜ ବାସଗୃହର ବାରିପଟେ ନିର୍ମାଣ କାର୍ଯ୍ୟ ପାଇଁ ଖନନ କରୁଥିବା ବେଳେ…
Read More...

ପୌର ବୈଠକରେ ବର୍ଷାଜଳ ନିଷ୍କାସନ ଉପରେ ଗୁରୁତ୍ୱ

ଚୌଦ୍ୱାର: ଚୌଦ୍ୱାର ସହରରେ ବର୍ଷାଜଳ ନିଷ୍କସନ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ପୌର ପରିଷଦ ବୈଠକରେ ନିଷ୍ପତ୍ତି ନିଆ ଯାଇଛି । ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲଙ୍କ ପୌରହିତ୍ୟରେ ପୌର ସଭା ଗୃହରେ…
Read More...

ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ପବିତ୍ର ରଥ ଯାତ୍ରା ଉପଲକ୍ଷେ ଆୟୋଜିତ ପୁସ୍ତକ ପ୍ରଦର୍ଶନୀ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରଠାରେ ପବିତ୍ର ରଥ ଯାତ୍ରା ଉପଲକ୍ଷେ ଆୟୋଜିତ ପୁସ୍ତକ ପ୍ରଦର୍ଶନୀର ଉଦଯାପନୀ ଉତ୍ସବରେ ଶ୍ରୀଜଗନ୍ନାଥ ସଂସ୍କୃତି…
Read More...

ଆସ ବୁଲି ଯିବା ପଟ୍ଟଚିତ୍ରର ଏନ୍ତୁଡିଶାଳ ‘କେନ୍ଦୁପଲ୍ଲୀ ଗ୍ରାମ’

କଳାପଥର (ବାଙ୍କୀ) :ବାଙ୍କୀ ବ୍ଲକ ବୈଦ୍ୟେଶ୍ୱର ଥାନା  ଅନ୍ତର୍ଗତ କେନ୍ଦୁପଲ୍ଲୀ ଗ୍ରାମ ଏକ ପଟ୍ଟଚିତ୍ର ଶିଳ୍ପର ଐତିହ୍ୟପୂର୍ଣ୍ଣ ଏନ୍ତୁଡିଶାଳ ଗ୍ରାମ ଭାବେ ପରିଚିତ। ଏହି ଗ୍ରାମରେ ଆଜକୁ ୪ଦଶନ୍ଧି ତଳେ ନୀଳକଣ୍ଠ ସାହୁ…
Read More...

ଉତ୍କଳ ବିଶ୍ବବିଦ୍ୟାଳୟରେ ନାକ ସଂସ୍କାର ପରାମର୍ଶଦାତା କର୍ମଶାଳା ଆରମ୍ଭ

ବେଙ୍ଗାଲୁର ଜାତୀୟ ମୂଲ୍ୟାଙ୍କନ ଓ ମାନ୍ୟତା ପରିଷଦ(ନାକ) ଏବଂ ଉତ୍କଳ ବିଶ୍ବବିଦ୍ୟାଳୟର ମିଳିତ ସହଯୋଗରେ ‘ନାକ ସଂସ୍କାର ୨୦୨୪, ଦ୍ବିପାକ୍ଷିକ ମାନ୍ୟତା ତଥା ଦକ୍ଷିଣାଞ୍ଚଳ ପରାମର୍ଶଦାତା କର୍ମଶାଳା’ ଆରମ୍ଭ ହୋଇଛି।…
Read More...

ଭିଜିଲାନ୍ସ ଜାଲରେ ସରପଞ୍ଚ, ଗାଡ଼ି ଯାଞ୍ଚବେଳେ ମିଳିଲା ୫ଲକ୍ଷ ୪୦ ହଜାର

ଭବାନୀପାଟଣା: କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବୃନ୍ଦାବାହାଲ ପଞ୍ଚାୟତ ସରପଞ୍ଚ ଦିନେଶ କୁମାର ରାଉତ ୫ ଲକ୍ଷ ୪୦ ହଜାର ଟଙ୍କା ନେଇ ଯାଉଥିବାବେଳେ ଭିଜିଲାନ୍ସ ଦ୍ବାରା ଧରାପଡିଛନ୍ତି। ଆଜି ଅପରାହ୍ନରେ ସେ…
Read More...

ଚାରାରୋପଣ ଦ୍ୱାରା ପରିବେଶ ସନ୍ତୁଳନ ରକ୍ଷା କରାଯାଇ ପାରିବ-ଜିଲାପାଳ

କେନ୍ଦୁଝରଗଡ଼: ଧରଣୀଧର ବିଶ୍ୱବିଦ୍ୟାଳୟ ସୁଲେଇଖମାରସ୍ଥିତ ଦକ୍ଷିଣ ପରିସରରେ ଶୁକ୍ରବାର ବନ ମହୋତ୍ସବ କାର୍ଯ୍ୟକ୍ରମକୁ ଜିଲାପାଳ ବିଶାଲ ସିଂହ ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦ୍‍ଘାଟନ କରିଛନ୍ତି । ଧରଣୀଧର ବିଶ୍ୱବିଦ୍ୟାଳୟର…
Read More...

ଲାଞ୍ଚୁଆ ସାଇଁକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଗିରଫ

କେନ୍ଦୁଝରଗଡ଼ : ଭଣ୍ଡାରିଡିହା ଓ ବାତୋ ସ୍ୱାସ୍ଥ୍ୟକେନ୍ଦ୍ରର ଯୋଗ ପ୍ରଶିକ୍ଷକ ଦେବବ୍ରତ ସାହୁଙ୍କ ମେ ଓ ଜୁନ ମାସର ଦରମା ବିଲ୍‍ ପାସ୍‍ କରିବା ଏବଂ ସାଇଁକୁଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ତରୁଆଁ, ବରିପାଳ,…
Read More...

ପିତାମ୍ବର ଆଚାର୍ଯ୍ୟ ହେଲେ ନୂଆ ଆଡଭୋକେଟ ଜେନେରାଲ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟଙ୍କୁ ବଡ଼ ଦାୟିତ୍ବ ଦିଆଯାଇଛି। ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟଙ୍କୁ ଆଡଭୋକେଟ ଜେନେରାଲ(ଏଜି) ଭାବେ ରାଜ୍ୟ…
Read More...

ଧାମରା ମତ୍ସ୍ୟ ପୋତାଶ୍ରୟରେ  ମତ୍ସ୍ୟ ଶାସନ ପରିଚାଳନା ପରିଷଦ ବୈଠକ

ଧାମରା: ଧାମରା ମତ୍ସ୍ୟପୋତଶ୍ରୟ ସଭା ଗୃହ ଠାରେ ୧୩ତମ ମତ୍ସ୍ୟ ଶାସନ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି ।  ଭଦ୍ରକ ଉପ ଜିଲାପାଳ ମନୋଜ ପାତ୍ରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ଆଗାମୀ ଦିନରେ କିପରି…
Read More...

ନିଶ୍ଚିନ୍ତକୋଇଲି ଅହମ୍ମଦ ବକ୍ସ ସରକାରୀ ଉଚ୍ଚ ବିଦ୍ୟାଳୟକୁ ମଡେଲ ସ୍କୁଲରେ ପରିଣତ କରାଯିବ, ସ୍କୁଲର ସବୁ ସମସ୍ୟା ଦୂର…

ଭୁବନେଶ୍ୱର: ଆଧୁନିକ ଓଡିଶା ଗଠନ ଓ ଭାଷାଭିତ୍ତିକ ରାଜ୍ୟ ଗଠନ ପାଇଁ ଏ ଅଞ୍ଚଳରେ ଜନ୍ମ ନେଇଥିବା ଉତ୍କଳ ଗୌରବ ମଧୁସୁଦନଙ୍କ ଭୂମିକା ଅତୁଳନୀୟ ଥିଲା। ଗଣକବି ବୈଷ୍ଣବ ପାଣି ଆମ ଓଡିଆ ସାହିତ୍ୟ, ସଂସ୍କୃତି ଓ ଅସ୍ମିତାକୁ…
Read More...

ଭିନ୍ନକ୍ଷମଙ୍କୁ ସ୍ୱାବଲମ୍ବନ ପାଇଁ ଇ-ରିକ୍ସା ବଣ୍ଟନ, ୧୦୦ ହୁଇଲ ଚେୟାର ପ୍ରଦାନ

ସମ୍ବଲପୁର: ଜିଲା ପ୍ରଶାସନ ଓ ମହାନଦୀ କୋଲ୍ଡ ଫିଲଡ୍ସର ମିଳିତ ଆନୁକୂଲ୍ୟରେ ୧୫ ଜଣ ଭିନ୍ନକ୍ଷମଙ୍କୁ ଇ-ରିକ୍ସା ବଣ୍ଟନ କରାଯାଇଛି। ଭିନ୍ନକ୍ଷମମାନଙ୍କୁ ସ୍ୱାବଲମ୍ବନ କରିବା ଲକ୍ଷ୍ୟ ନେଇ ବଣ୍ଟନ କରାଯାଇଥିବା ଏହି…
Read More...

ଶିକ୍ଷକ ବଦଳି ପ୍ରତିବାଦରେ ସ୍କୁଲରେ ପଡିଲା ତାଲା 

ଘଣ୍ଟାପଡା : ଶିକ୍ଷକ ବଦଳି ପ୍ରତିବାଦରେ ସ୍କୁଲ ଗେଟରେ ତାଲା ପକାଇଲେ ଅଭିଭାବକ। ସୂଚନା ପ୍ରକାରେ କଣ୍ଟାମାଳ ବ୍ଲକ ଖମନମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅଧ୍ୟୟନ…
Read More...

ପେଟ୍ରୋଲ ଟ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ଧରି ମ୍ୟାନେଜର ଫେରାର 

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ଗୋପାଳପୁର ମୁଖ୍ୟ ରାସ୍ତା କଡ଼ରେ ଥିବା ଏକ  ପେଟ୍ରୋଲ ଟ୍ୟାଙ୍କରୁ ଟଙ୍କା ଡିପୋଜିଟ କରିବା ବାହାନାରେ ଲକ୍ଷାଧିକ ଟଙ୍କା ଧରି  ମ୍ୟାନେଜର ଫେରାର ହୋଇ ଯାଇଥିବା ନେଇ ପମ୍ପ ମାଲିକ…
Read More...

ଜଙ୍ଗଲରୁ ବିବାହିତ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର 

ଫୁଲବାଣୀ : କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ବନ୍ଧଗଡ଼ ଗାଁ ନିକଟରେ ଥିବା ପାଟଖଣ୍ଡା ପାହାଡ଼ ଉପରେ ଥିବା ଜଙ୍ଗଲରେ ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହକୁ ପୋଲିସ ଉଦ୍ଧାର କରିଛି। ମୃତ ବ୍ୟକ୍ତି ଜଣକ ସେହି…
Read More...

ଅସରାଏ ବର୍ଷାରେ କୁତ୍ରିମ ପୋଖରୀ 

ଗଞ୍ଜାମ : ଗଞ୍ଜାମ ଏନଏସି ଅନ୍ତର୍ଗତ ୪ ନମ୍ବର ୱାର୍ଡ ରଘୁନାଥ ସାହିର ମୁଖ୍ୟରାସ୍ତାରେ  ଟିକିଏ ବର୍ଷାରେ କୁତ୍ରିମ ପୋଖରୀ ସୃଷ୍ଟି ହେଉଛି। ବର୍ଷା ଜଳ ଠିକ ଭାବେ ନିଷ୍କାସନ ହେଇପାରୁ ନାହିଁ।  ଯାହାଫଳରେ ସାହି ରାସ୍ତାରେ…
Read More...

ଘରୋଇ ଅର୍ଥଲଗାଣକାରୀ କର୍ମଚାରୀଙ୍କ ଠାରୁ ଟଙ୍କା ଲୁଟ

ପାଟଣା: ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଢେଙ୍କିକୋଟ-ବଡ଼ମସିଣାବିଲା ରାସ୍ତାର ଟିକିରା ବିଦ୍ୟୁତ ଗ୍ରୀଡ଼ ନିକଟରୁ  ଜଣେ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର କର୍ମଚାରୀ ଙ୍କ ଠାରୁ ୪୯ ହଜାର ଟଙ୍କା ଲୁଟ ହୋଇଛି। କର୍ମଚାରୀ…
Read More...

କୂଅରେ ପଡ଼ି ନାବାଳିକାର ଜୀବନ ଗଲା

ଘଣ୍ଟାପଡା: କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ଥାନା ଅଧୀନ ମାଣିକପୁର ଗ୍ରାମରେ ଏକ ଅଘଟଣ ଦେଖିବାକୁ ମିଳିଛି। କୂଅରେ ପଡ଼ି ନାବାଳିକାର ମୃତ୍ୟୁ ହୋଇଛି। ସୂଚନାପ୍ରକାରେ ବୁଧବାର ଗଣେଶ ମହାନନ୍ଦଙ୍କ ନାବାଳିକା ଝିଅ ସୁନି…
Read More...

ଏଣିକି ପାଠ୍ୟପୁସ୍ତକ ଓଡ଼ିଆ ଭାଷାରେ ଲେଖାହେବ, ୨୨ଟି ଆଞ୍ଚଳିକ ଭାଷାରେ ପ୍ରସ୍ତୁତ ହେବ ବହି :କୁଳପତି

ଭୁବନେଶ୍ବର:  ଏଣିକି ପାଠ୍ୟପୁସ୍ତକ ଓଡ଼ିଆ ଭାଷାରେ ଲେଖାହେବ।  ଓଡ଼ିଆ ଭାଷାରେ ପାଠ୍ୟପୁସ୍ତକ ଲେଖିବା ପାଇଁ ଉତ୍କଳ ବିଶ୍ବବିଦ୍ୟାଳୟକୁ ଭାଷା ସାହିତ୍ୟ ସମିତିର ନୋଡାଲ ବିଶ୍ବବିଦ୍ୟାଳୟ ହୋଇଛି। କେନ୍ଦ୍ର ସରକାରଙ୍କ…
Read More...

ଡେଙ୍ଗୁ ଓ ମ୍ୟାଲେରିଆ ନିରାକରଣ ଓ ସଚେତନତା ଅଭିଯାନ

ଆଠଗଡ: ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ଯୋରନ୍ଦା ସେକ୍ଟରର ଗାଁ କଲ୍ୟାଣ ସମିତି ସମୁହ ଆନୁକୁଲ୍ୟରେ ବେଣ୍ଟପଦା ପଞ୍ଚାୟତ କାର୍ଯ୍ୟାଳୟଠାରେ ବୁଧବାର ଡେଙ୍ଗୁ, ମ୍ୟାଲେରିଆ ଓ ଡାଇରିଆ ରୋଗର ନିୟନ୍ତ୍ରଣ ଏବଂ…
Read More...

ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଫୁଲବାଣୀ : ଫୁଲବାଣୀ ସଦର ଥାନା ଅନ୍ତର୍ଗତ ମିଣିଆ ଗ୍ରାମ ପଞ୍ଚାୟତ ଅଧୀନ ମାସାପଦର ଗ୍ରାମ ନିକଟରେ ବହିଯାଇଥିବା ସାଲୁଙ୍କି  ନଦୀ କୂଳରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ମୃତଦେହଟି ନଦୀରେ ଭାସି…
Read More...

ମେଗା ପାନୀୟ ଜଳ ପ୍ରକଳ୍ପ ଅଧପନ୍ତରା, ବିଧାନସଭାରେ ତଥ୍ୟ ଉପସ୍ଥାପନ କରିବେ ବିଧାୟକ

ଚାରିଛକ :ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ସାମୁହିକ ବିକାଶ ଆଭିମୁଖ୍ୟ ନେଇ ଗୁରୁବାର ଦିନ ବ୍ଲକ କାର୍ଯ୍ୟାଳୟ ସଭା ଗୃହରେ ଷଷ୍ଠ ସାଧାରଣ ପରିଷଦ ସମୀକ୍ଷା ବୈଠକ ବ୍ଲକ ଅଧ୍ୟକ୍ଷା ସ୍ନେହଲତା ପ୍ରଧାନଙ୍କ ଅଧକ୍ଷତାରେ ଅନୁଷ୍ଠିତ…
Read More...

ରୁପାନ୍ତରିତ ବିଦ୍ୟାଳୟ : ପାନୀୟଜଳ ବ୍ୟବସ୍ଥା ନାହିଁ ,ସଂପୁର୍ଣ୍ଣ ହୋଇପାରୁନି ଶୈାଚାଳୟ

ବାସୁଦେବପୁର: ସରକାରୀ ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀମାନଙ୍କୁ ଆକୃଷ୍ଟ କରିବା ସହିତ ଉନ୍ନତମାନର ଶିକ୍ଷା ବ୍ୟବସ୍ଥା ପାଇଁ ୫ଟି ଯୋଜନାରେ ରୁପାନ୍ତରିତ ବିଦ୍ୟାଳୟ । ହେଲେ ରୁପାନ୍ତରିତ ବିଦ୍ୟାଳୟରେ ପାନୀୟଜଳ ବ୍ୟବସ୍ଥା…
Read More...

ଉପାନ୍ତ ଅଞ୍ଚଳରେ ପଡୁନି ଶିକ୍ଷା ବିଭାଗ ନଜର, ଆଗୁଆ ହେଉଛି ସ୍କୁଲ ଛୁଟି

ବାସୁଦେବପୁର: ଗ୍ରାମାଞ୍ଚଳକୁ ସହର ସହ ଯୋଡିବା ପାଇଁ ସରକାରଙ୍କ ବସ ସେବା । ମାତ୍ର ଏହି ବସ ସେବାର ଫାଇଦା ଉଠାଉଛନ୍ତି କେତେକ ଶିକ୍ଷକ ଶିକ୍ଷୟତ୍ରୀ । ସରକାରୀ ବସେଯାଗେ ଘରକୁ ଫେରିବା ପାଇଁ ସରକାରଙ୍କ ନିର୍ଦ୍ଧାରିତ ସମୟ…
Read More...