ଶିକ୍ଷକ ବଦଳି ପ୍ରତିବାଦରେ ସ୍କୁଲରେ ପଡିଲା ତାଲା 

ଘଣ୍ଟାପଡା : ଶିକ୍ଷକ ବଦଳି ପ୍ରତିବାଦରେ ସ୍କୁଲ ଗେଟରେ ତାଲା ପକାଇଲେ ଅଭିଭାବକ। ସୂଚନା ପ୍ରକାରେ କଣ୍ଟାମାଳ ବ୍ଲକ ଖମନମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅଧ୍ୟୟନ…
Read More...

ପେଟ୍ରୋଲ ଟ୍ୟାଙ୍କରୁ ଲକ୍ଷାଧିକ ଟଙ୍କା ଧରି ମ୍ୟାନେଜର ଫେରାର 

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ଗୋପାଳପୁର ମୁଖ୍ୟ ରାସ୍ତା କଡ଼ରେ ଥିବା ଏକ  ପେଟ୍ରୋଲ ଟ୍ୟାଙ୍କରୁ ଟଙ୍କା ଡିପୋଜିଟ କରିବା ବାହାନାରେ ଲକ୍ଷାଧିକ ଟଙ୍କା ଧରି  ମ୍ୟାନେଜର ଫେରାର ହୋଇ ଯାଇଥିବା ନେଇ ପମ୍ପ ମାଲିକ…
Read More...

ଜଙ୍ଗଲରୁ ବିବାହିତ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର 

ଫୁଲବାଣୀ : କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ବନ୍ଧଗଡ଼ ଗାଁ ନିକଟରେ ଥିବା ପାଟଖଣ୍ଡା ପାହାଡ଼ ଉପରେ ଥିବା ଜଙ୍ଗଲରେ ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହକୁ ପୋଲିସ ଉଦ୍ଧାର କରିଛି। ମୃତ ବ୍ୟକ୍ତି ଜଣକ ସେହି…
Read More...

ଅସରାଏ ବର୍ଷାରେ କୁତ୍ରିମ ପୋଖରୀ 

ଗଞ୍ଜାମ : ଗଞ୍ଜାମ ଏନଏସି ଅନ୍ତର୍ଗତ ୪ ନମ୍ବର ୱାର୍ଡ ରଘୁନାଥ ସାହିର ମୁଖ୍ୟରାସ୍ତାରେ  ଟିକିଏ ବର୍ଷାରେ କୁତ୍ରିମ ପୋଖରୀ ସୃଷ୍ଟି ହେଉଛି। ବର୍ଷା ଜଳ ଠିକ ଭାବେ ନିଷ୍କାସନ ହେଇପାରୁ ନାହିଁ।  ଯାହାଫଳରେ ସାହି ରାସ୍ତାରେ…
Read More...

ଘରୋଇ ଅର୍ଥଲଗାଣକାରୀ କର୍ମଚାରୀଙ୍କ ଠାରୁ ଟଙ୍କା ଲୁଟ

ପାଟଣା: ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଢେଙ୍କିକୋଟ-ବଡ଼ମସିଣାବିଲା ରାସ୍ତାର ଟିକିରା ବିଦ୍ୟୁତ ଗ୍ରୀଡ଼ ନିକଟରୁ  ଜଣେ ଘରୋଇ ଅର୍ଥ ଲଗାଣକାରୀ ସଂସ୍ଥାର କର୍ମଚାରୀ ଙ୍କ ଠାରୁ ୪୯ ହଜାର ଟଙ୍କା ଲୁଟ ହୋଇଛି। କର୍ମଚାରୀ…
Read More...

କୂଅରେ ପଡ଼ି ନାବାଳିକାର ଜୀବନ ଗଲା

ଘଣ୍ଟାପଡା: କଣ୍ଟାମାଳ ବ୍ଲକ ଘଣ୍ଟାପଡ଼ା ଥାନା ଅଧୀନ ମାଣିକପୁର ଗ୍ରାମରେ ଏକ ଅଘଟଣ ଦେଖିବାକୁ ମିଳିଛି। କୂଅରେ ପଡ଼ି ନାବାଳିକାର ମୃତ୍ୟୁ ହୋଇଛି। ସୂଚନାପ୍ରକାରେ ବୁଧବାର ଗଣେଶ ମହାନନ୍ଦଙ୍କ ନାବାଳିକା ଝିଅ ସୁନି…
Read More...

ଏଣିକି ପାଠ୍ୟପୁସ୍ତକ ଓଡ଼ିଆ ଭାଷାରେ ଲେଖାହେବ, ୨୨ଟି ଆଞ୍ଚଳିକ ଭାଷାରେ ପ୍ରସ୍ତୁତ ହେବ ବହି :କୁଳପତି

ଭୁବନେଶ୍ବର:  ଏଣିକି ପାଠ୍ୟପୁସ୍ତକ ଓଡ଼ିଆ ଭାଷାରେ ଲେଖାହେବ।  ଓଡ଼ିଆ ଭାଷାରେ ପାଠ୍ୟପୁସ୍ତକ ଲେଖିବା ପାଇଁ ଉତ୍କଳ ବିଶ୍ବବିଦ୍ୟାଳୟକୁ ଭାଷା ସାହିତ୍ୟ ସମିତିର ନୋଡାଲ ବିଶ୍ବବିଦ୍ୟାଳୟ ହୋଇଛି। କେନ୍ଦ୍ର ସରକାରଙ୍କ…
Read More...

ଡେଙ୍ଗୁ ଓ ମ୍ୟାଲେରିଆ ନିରାକରଣ ଓ ସଚେତନତା ଅଭିଯାନ

ଆଠଗଡ: ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ଯୋରନ୍ଦା ସେକ୍ଟରର ଗାଁ କଲ୍ୟାଣ ସମିତି ସମୁହ ଆନୁକୁଲ୍ୟରେ ବେଣ୍ଟପଦା ପଞ୍ଚାୟତ କାର୍ଯ୍ୟାଳୟଠାରେ ବୁଧବାର ଡେଙ୍ଗୁ, ମ୍ୟାଲେରିଆ ଓ ଡାଇରିଆ ରୋଗର ନିୟନ୍ତ୍ରଣ ଏବଂ…
Read More...

ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

ଫୁଲବାଣୀ : ଫୁଲବାଣୀ ସଦର ଥାନା ଅନ୍ତର୍ଗତ ମିଣିଆ ଗ୍ରାମ ପଞ୍ଚାୟତ ଅଧୀନ ମାସାପଦର ଗ୍ରାମ ନିକଟରେ ବହିଯାଇଥିବା ସାଲୁଙ୍କି  ନଦୀ କୂଳରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ମୃତଦେହଟି ନଦୀରେ ଭାସି…
Read More...

ମେଗା ପାନୀୟ ଜଳ ପ୍ରକଳ୍ପ ଅଧପନ୍ତରା, ବିଧାନସଭାରେ ତଥ୍ୟ ଉପସ୍ଥାପନ କରିବେ ବିଧାୟକ

ଚାରିଛକ :ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ସାମୁହିକ ବିକାଶ ଆଭିମୁଖ୍ୟ ନେଇ ଗୁରୁବାର ଦିନ ବ୍ଲକ କାର୍ଯ୍ୟାଳୟ ସଭା ଗୃହରେ ଷଷ୍ଠ ସାଧାରଣ ପରିଷଦ ସମୀକ୍ଷା ବୈଠକ ବ୍ଲକ ଅଧ୍ୟକ୍ଷା ସ୍ନେହଲତା ପ୍ରଧାନଙ୍କ ଅଧକ୍ଷତାରେ ଅନୁଷ୍ଠିତ…
Read More...

ରୁପାନ୍ତରିତ ବିଦ୍ୟାଳୟ : ପାନୀୟଜଳ ବ୍ୟବସ୍ଥା ନାହିଁ ,ସଂପୁର୍ଣ୍ଣ ହୋଇପାରୁନି ଶୈାଚାଳୟ

ବାସୁଦେବପୁର: ସରକାରୀ ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀମାନଙ୍କୁ ଆକୃଷ୍ଟ କରିବା ସହିତ ଉନ୍ନତମାନର ଶିକ୍ଷା ବ୍ୟବସ୍ଥା ପାଇଁ ୫ଟି ଯୋଜନାରେ ରୁପାନ୍ତରିତ ବିଦ୍ୟାଳୟ । ହେଲେ ରୁପାନ୍ତରିତ ବିଦ୍ୟାଳୟରେ ପାନୀୟଜଳ ବ୍ୟବସ୍ଥା…
Read More...

ଉପାନ୍ତ ଅଞ୍ଚଳରେ ପଡୁନି ଶିକ୍ଷା ବିଭାଗ ନଜର, ଆଗୁଆ ହେଉଛି ସ୍କୁଲ ଛୁଟି

ବାସୁଦେବପୁର: ଗ୍ରାମାଞ୍ଚଳକୁ ସହର ସହ ଯୋଡିବା ପାଇଁ ସରକାରଙ୍କ ବସ ସେବା । ମାତ୍ର ଏହି ବସ ସେବାର ଫାଇଦା ଉଠାଉଛନ୍ତି କେତେକ ଶିକ୍ଷକ ଶିକ୍ଷୟତ୍ରୀ । ସରକାରୀ ବସେଯାଗେ ଘରକୁ ଫେରିବା ପାଇଁ ସରକାରଙ୍କ ନିର୍ଦ୍ଧାରିତ ସମୟ…
Read More...

ବିକାଶ କ୍ଷେତ୍ରରେ ଏକ ଆଦର୍ଶ ଜିଲା ଭାବରେ ପରିଗଣିତ ହେବ ବୌଦ୍ଧ ଜିଲା

ବୌଦ୍ଧ: କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଗୁରୁବାର ଦିନ ବୌଦ୍ଧ ଜିଲାପାଳଙ୍କ କାର୍ଯ୍ୟାଳୟଠାରେ ସମସ୍ତ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିବା ସହିତ ବିଭାଗୀୟ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ।…
Read More...

ଶିଶୁଙ୍କୁ ଫାଷ୍ଟଫୁଡ୍ ବଦଳରେ ପୁଷ୍ଟିକର ଖାଦ୍ୟ ଦେବା ପାଇଁ ମା’ମାନଙ୍କୁ ଉପଦେଶ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ମହିଳା ଓ ଶିଶୁ ବିକାଶ ଅନ୍ତର୍ଗତ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନରେ ଅନୁଷ୍ଠିତ ଜିଲା ସମାଜ ମଙ୍ଗଳ ଅଧ#କାରୀଙ୍କ ସମୀକ୍ଷା ବୈଠକରେ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଯୋଗଦେଇ…
Read More...

ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ଅଚାନକ ଆହାର କେନ୍ଦ୍ର ପରିଦର୍ଶନ, ବାସନ ସଫାକରିବା ଯନ୍ତ୍ର ତୁରନ୍ତ ମରାମତି…

ଭୁବନେଶ୍ୱର : ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡାଃ କୃଷ୍ଣଚନ୍ଦ୍ର ମହାପାତ୍ର ଆଜି କ୍ୟାପିଟାଲ ହସପିଟାଲ ପରିସରରେ ଥିବା ଆହାର କେନ୍ଦ୍ରକୁ ଅଚାନକ ପରିଦର୍ଶନ କରିଥିଲେ । ମନ୍ତ୍ରୀ ଡାଃ ମହାପାତ୍ର ଆହାର କେନ୍ଦ୍ରରେ…
Read More...

କାଳିଆ-ବଳିଆଙ୍କ ପାଇଁ ବିଧାୟକଙ୍କ ରୌପ୍ୟ ଶ୍ରୀପୟର ଅର୍ପଣ କଲେ

ନୀଳଗିରି: ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ବଡ଼ଭାଇ ବଳଭଦ୍ରଙ୍କୁ ରୌପ୍ୟ ଶ୍ରୀପୟର(ଗୋଡ଼) ଅର୍ପଣ କରିଛନ୍ତି ସ୍ଥାନୀୟ ବିଧାୟକ ସନ୍ତୋଷ ଖଟୁଆ । ପ୍ରାୟ ୨ମାସ ପୂର୍ବରୁ ନୀଳଗିରି…
Read More...

ଦୟା ୱେଷ୍ଟ କେନାଲର ପୁନରୁଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର କାର୍ଯ୍ୟକ୍ରମ ସମୀକ୍ଷା କରି ଯୋଜନା ଗୁଡିକୁ ତ୍ୱରାନ୍ୱିତ କରି ସହର ଗୁଡିକରେ ଲୋକଙ୍କ ପାଇଁ ଆଧୁନିକ ସୁବିଧାର…
Read More...

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପରେ ମୁମ୍ବାଇରୁ ଆସିଲା ବାଲେଶ୍ବରର ଓଡିଆ ଶ୍ରମିକଙ୍କ ମର ଶରୀର

ଭୁବନେଶ୍ୱର :  ବାଲେଶ୍ବର ଜିଲା ଖଇରାବ୍ଲକ ଗୋବିନ୍ଦପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାହାପୁର ଗ୍ରାମର ମୁରଲୀଧର ମହାକୁଡ ମୁମ୍ବାଇରେ ଶ୍ରମଜୀବୀ ଭାବେ କାର୍ଯ୍ୟ କରୁଥିଲେ। ଅସୁସ୍ଥତା ବଶତଃ ଚିକିତ୍ସାଧୀନ ଅବସ୍ଥାରେ…
Read More...

ସହରରେ ପ୍ୟାକେଜ ଫୁଡ୍ ଚାହିଦା ରହିଛି, ଖାଦ୍ୟ ପ୍ୟାକେଜିଂ ଶିଳ୍ପରେ ଭବିଷ୍ୟତ ଉଜ୍ଜ୍ଵଳ

ଭୁବନେଶ୍ୱର: ଇଣ୍ଡିଆନ୍ ଚ୍ୟାମ୍ବର ଅଫ୍ କର୍ମସ(ଆଇସିସି), କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରଣାଳୟ ସହଯୋଗରେ ଶିଳ୍ପ ଭିତ୍ତିକ ଆଲୋଚନାଚକ୍ର ଏକ ତାରକା ହୋଟେଲରେ ଅନୁଷ୍ଠିତ ହୋଇଯାଇଛି । ଆଇସିସି ଓଡିଶା ରାଜ୍ୟ…
Read More...

ରୋଗୀ କଲ୍ୟାଣ ସମିତି ବୈଠକ, ସମୟାନୁବର୍ତ୍ତିତା ସହ ସମସ୍ୟା ସମାଧାନକୁ ଗୁରୁତ୍ୱ

ବାସୁଦେବପୁର : ବାସୁଦେବପୁର ଡାକ୍ତରଖାନା ଉପରେ ବାସୁଦେବପୁର ବ୍ଲକ, ଚାନ୍ଦବାଲି ବ୍ଲକର ଧାମରା ଅଞ୍ଚଳ,କେନ୍ଦ୍ରାପଡା ର କେତେକ ଅଞ୍ଚଳ ସମେତ ବାଲେଶ୍ୱର ଜିଲ୍ଲା ସୋରୋ ବ୍ଲକ ର କେତେକ ଜନସାଧାରଣ ନିର୍ଭର କରିଆସୁଛନ୍ତି ।…
Read More...

ହତ୍ୟା ଅଭିଯୁକ୍ତ ମେଡିକାଲ ଫାଣ୍ଡିରୁ ଫେରାର,  ଗିରଫ ଦାବିରେ ଥାନା ସମ୍ମୁଖରେ ବିକ୍ଷୋଭ

ଗୋପାଳପୁର : ଗୋଳନ୍ଥରା ଥାନା ଅନ୍ତର୍ଗତ ଜଗନ୍ନାଥପୁର ଓ ଡିଆରପି କଲୋନୀରେ ଜଣେ ନବବିବାହିତା ସ୍ତ୍ରୀକୁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଶ୍ବଶୁରଘର ଲୋକେ ଅଭିଯୁକ୍ତ ଜ୍ବାଇଁ ଲକ୍ଷ୍ମୀ ମହାରଣାଙ୍କୁ ବ୍ରହ୍ମପୁର ବଡ…
Read More...

ସରକାରଙ୍କ ଜବର ଦଖଲ ଉଚ୍ଛେଦ ନିଷ୍ପତ୍ତି ସମ୍ପୂର୍ଣ୍ଣ ଭୁଲ

ଫୁଲବାଣୀ:  ରାଜ୍ୟ ସରକାରଙ୍କ ଜବରଦଖଲ ଉଚ୍ଛେଦ ନିଷ୍ପତ୍ତି ବିରୋଧରେ ମଙ୍ଗଳବାର କଳିଙ୍ଗା ଡ଼ାକବଙ୍ଗଳା ଠାରେ ଜିଲା ସିଟିଜେନ ଫୋରମ ପକ୍ଷରୁ ସାଧାରଣ ସମ୍ପାଦକ ସୁନୀଲ ପଟ୍ଟନାୟକ, କନ୍ଧମାଳ ପିପୁଲସ ଫୋରମ ପକ୍ଷରୁ ଅଧ୍ୟକ୍ଷ…
Read More...

ବିପଜ୍ଜନକ ଅବସ୍ଥାରେ ବିଦ୍ୟୁତ୍‌ ତାର, ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିଘା ପଡିବ କେବେ?

ଗୁରୁଡିଝାଟିଆ: ହାତ ପାହାନ୍ତାରେ ବିଦ୍ୟୁତ ତାର। ଅସାବଧାନ ବଶତଃ ହଠାତ୍‌ ଦୁଇହାତ ଉପରକୁ ଟେକିଦେଲେ ଉଚ୍ଚ ଶକ୍ତି ସଂପନ୍ନ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଯିବାଟା ଥୟ । କହିବାକୁ ଗଲେ ମୃତ୍ୟୁ ଯେ କେତେବେଳେ କାହାର…
Read More...

ବ୍ୟବସାୟୀ ଠାରୁ ଟଙ୍କା ଲୁଟ:୨ ଅଭିଯୁକ୍ତ ଅଟକ, ବାଇକ ଜବତ

ଗୁରୁଡିଝାଟିଆ: ପୁରୁଣା କଟକ-ସମ୍ବଲପୁର ରସ୍ତାର ଭୁୟାଁଯୋର ନିକଟରୁ ୩ଜଣ ଦୁର୍ବୁତ୍ତ ଏକ ବାଇକରେ ଆସି ପାଇକରାପୁର ଗ୍ରାମର ଆମ୍ବ ବ୍ୟବସାୟୀ ବଲ୍ଲଭ ଜେନା ଠାରୁ ୧୫ହଜାର ଟଙ୍କା ଲୁଟିନେଇଥିଲେ। ହେଲେ ବଲ୍ଲଭର ଚିତ୍କାର…
Read More...

ବିବାଦୀୟ ଟ୍ରେନି ଆଇଏଏସ ଅଧିକାରୀ ପୂଜା ଖେଡକରଙ୍କ ଟ୍ରେନିଂ ସ୍ଥଗିତ, ଜୁଲାଇ ୨୩ ସୁଦ୍ଧା ଏକାଡେମି ଫେରିବାକୁ ନିର୍ଦେଶ

ନୂଆଦିଲ୍ଲୀ: ବିବାଦୀୟ ଟ୍ରେନି ଆଇଏଏସ ଅଧିକାରୀ ପୂଜା ଖେଡକର ଆଗକୁ ଆଉ ଟ୍ରେନିଂ ନେଇ ପାରିବେ ନାହିଁ। ବିବାଦ ମଧ୍ୟରେ ପ୍ରୋବେସନାରୀ ଆଇଏଏସ ଅଧିକାରୀ ପୂଜା ଖେଡକରଙ୍କ ଟ୍ରେନିଂକୁ ସ୍ଥଗିତ ରଖାଯାଇଥିବା ଜଣାପଡ଼ିଛି।…
Read More...

ପରିବେଶ ସୁରକ୍ଷା ପାଇଁ ବନମହୋତ୍ସବ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ୍ ଅନ୍ତର୍ଗତ ଦୁତୀମେଣ୍ଡି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବନମହୋତ୍ସବ ପାଳିତ ହୋଇଯାଇଛି । ପୃଥିବୀ ପୃଷ୍ଠରେ ଗଛ ଗୁଡିକ କମି କମି ଯାଉ ଥିବାବାବେଳେ ଏହାର…
Read More...

ଶୀତଳଷଷ୍ଠୀ ଯାତ୍ରା ଆନୁଷ୍ଠାନିକ ରୂପେ ସମ୍ପନ୍ନ, ନିଜସ୍ୱ ମନ୍ଦିରକୁ ଫେରିଲେ ସାକ୍ଷୀଗୋପିନାଥ

ସମ୍ବଲପୁର: ସମ୍ବଲପୁରର ସର୍ବପୁରାତନ ନନ୍ଦପଡା ଶୀତଳଷଷ୍ଠୀ ଯାତ୍ରା କମିଟିର ବରାଡ ବାଲୁଙ୍କେଶ୍ୱର ଓ ଜଗତଜନନୀ ମାତା ପାର୍ବତୀଙ୍କର ଲୌକିକ ବିବାହ ପାଇଁ ସାକ୍ଷୀପଡା ସ୍ଥିତ ଭଗବାନ ବିଷ୍ଣୁଙ୍କ ଅନ୍ୟତମ ଅବତାର…
Read More...

ମହାନ ବିପ୍ଲବୀ ଚକ୍ରଧର ବେହେରାଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଓ ପୁଷ୍ପାର୍ଘ୍ୟ ଅର୍ପଣ

ଭୁବନେଶ୍ବର: ମହାନ ବିପ୍ଲବୀ ଚକ୍ରଧର ବେହେରାଙ୍କ ଜୟନ୍ତୀ ଅବସରରେ ରାଜଭବନ ଛକସ୍ଥିତ ପ୍ରତିମୂର୍ତ୍ତିରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଓ ପୁଷ୍ପାର୍ଘ୍ୟ ଅର୍ପଣ କରାଯାଇଛି । ଏହି ଅବସରରେ ସୂଚନା ଓ ଲୋକସମ୍ପର୍କ ନିର୍ଦ୍ଦେଶକ…
Read More...

୧୦ ଟି ଉଚ୍ଚ ବିଦ୍ୟାଳୟକୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଉନ୍ନୀତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର କାର୍ଯ୍ୟକ୍ରମର ସମୀକ୍ଷା କରି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ପିଲାମାନଙ୍କ ସର୍ବାଙ୍ଗୀନ ଉନ୍ନତି…
Read More...

ବାରିପଦାର ‘ସାଇ ହସ୍ପିଟାଲ’ରେ ଅଗ୍ନିକାଣ୍ଡ

ବାରିପଦା: କଟକର ପୁରୀଘାଟ ଥାନା ନିକଟସ୍ଥ ଘରୋଇ ନର୍ସିଂହୋମ୍‌ ‘ତ୍ରିଶା’ରେ ଅଗ୍ନିକାଣ୍ଡ ଘଟଣାର ଦିନକ ପରେ ବାରିପଦା ସହରର କେନ୍ଦ୍ର ସ୍ଥଳରେ ଥିବା ଏକ ଘରୋଇ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି। ତେବେ ହସ୍ପିଟାଲରେ ଥିବା…
Read More...

ପାପଡ଼ାହାଣ୍ଡି-ଉମରକୋଟ ଯୋଗାଯୋଗ ବିଚ୍ଛିନ୍ନ

ପାପଡ଼ାହାଣ୍ଡି: ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ଟୁରୀନଦୀର ଅସ୍ଥାୟୀ ପୋଲ ଲଗାଣ ବର୍ଷାରେ ବୁଡ଼ି ଯାଇଛି। ପାପଡ଼ାହାଣ୍ଡିରୁ ଉମରକୋଟକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ପାପଡ଼ାହାଣ୍ଡିଠାରୁ ଉମରକୋଟ ଦେଇ ଛତିଶଗଡ଼କୁ…
Read More...

ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଫୁଲବାଣୀରେ ବିଶ୍ୱ ଯୁବ ଦକ୍ଷତା ଦିବସ ପାଳନ

ଫୁଲବାଣୀ:ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ ଫୁଲବାଣୀ ପକ୍ଷରୁ ବିଶ୍ୱ ଯୁବ ଦକ୍ଷତା ଦିବସ ପାଳିତ ହୋଇଯାଇଅଛି । ଏହି କାର‌୍ୟ୍ୟକ୍ରମରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ, ଜିଲା ମଙ୍ଗଳ ଅଧିକାରୀ (ଊଝଡଙ )ଶ୍ରୀମତୀ…
Read More...

ବୌଦ୍ଧର ବାହୁଡା ଯାତ୍ରା ଧୁମଧାମରେ ପାଳିତ,  ଡାହୁକ ଗୀତର ତାଳେ ତାଳେ ଆଗକୁ ଗଡିଲା ରଥ

ବୌଦ୍ଧ : ବୌଦ୍ଧ ଗଡଜାତର ପ୍ରସିଦ୍ଧ ବାହୁଡା ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରଭୁ ଶ୍ରୀଜଗନ୍ନାଥ ଭାଇ ଭଉଣୀଙ୍କ ସହ ନଅ ଦିନ ମାଉସୀ ଗୁଣ୍ଡିଚାଙ୍କ ଘରେ ଲୀଳାଖେଳା ପରେ ନିଜ ମନ୍ଦିରକୁ ବାହୁଡିଛନ୍ତି । ମାଉସୀ…
Read More...

ସାହିତ୍ୟ ପତ୍ରିକା ‘ଲାବଣ୍ୟବତୀ’ର ସ୍ୱନକ୍ଷତ୍ର ଉତ୍ସବ

ଆଠଗଡ: ଆଠଗଡରୁ ପ୍ରକାଶିତ ହେଉଥିବା ମାସିକ ସାହିତ୍ୟ ପତ୍ରିକା 'ଲାବଣ୍ୟବତୀ'ର ସ୍ୱନକ୍ଷତ୍ର ଉତ୍ସବ ପବିତ୍ର ବାହୁଡା ଅବସରରେ ସୋମବାର ସ୍ଥାନୀୟ ମବାବୀର ପ୍ଲାଜାଠାରେ ଅନୁଷ୍ଠିତ ହୋଇଯାଇଛି । ଲାବଣ୍ୟବତୀ ପତ୍ରିକାର…
Read More...

ଅଭିଯୋଗ ଶୁଣାଣି ପୋର୍ଟାଲକୁ ଅପ୍‌ଡେଟ୍‌ କରି ଦୈନିକ ରିପୋର୍ଟ ପ୍ରସ୍ତୁତ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: ଲୋକଙ୍କ ମୁଖ୍ୟମନ୍ତ୍ରୀ ଲୋକଙ୍କୁ ଶୁଣିବା ଧାରା ଜାରି ରଖିଛନ୍ତି। ଜୁଲାଇ ୧ ତରିଖରୁ ଆରମ୍ଭ ହୋଇଥିବା ଅଭିଯୋଗ ଶୁଣାଣି ପ୍ରକ୍ରିୟା ଆଜି ଦ୍ୱିତୀୟ ଦିନରେ ପହଞ୍ଚିଲା। ମୁଖ୍ୟମନ୍ତ୍ରୀଙ୍କ ସହିତ…
Read More...

ଓଡିଶାକୁ ଦକ୍ଷ ମାନବ ସମ୍ବଳର କେନ୍ଦ୍ରରେ ପରିଣତ କରିବା ପାଇଁ ଆମ ସରକାର ପ୍ରତିଶୃତିବଦ୍ଧ , ଦକ୍ଷତା ବିକାଶ ପାଇଁ…

ଭୁବନେଶ୍ୱର: ଓଡିଶାକୁ ଦକ୍ଷ ମାନବ ସମ୍ବଳର କେନ୍ଦ୍ରରେ ପରିଣତ କରିବା ପାଇଁ ଆମ ସରକାର ପ୍ରତିଶୃତିବଦ୍ଧ। ଦକ୍ଷତା ବିକାଶ ପାଇଁ ଏକ ରୋଡମ୍ୟାପ ପ୍ରସ୍ତୁତ କରାଯାଇଛି । ଆଗାମୀ ୨-୩ ବର୍ଷ ମଧ୍ୟରେ ଆମର ଯୁବ ପିଢି…
Read More...

ପଦ୍ମଶ୍ରୀ ଗୁରୁ ଗୋପିନାଥ ସ୍ୱାଇଁଙ୍କୁ ମିଳିଲା ୩ଲକ୍ଷ ଟଙ୍କାର ଆର୍ଥିକ ସହାୟତା

ଛତ୍ରପୁର: ପଦ୍ମଶ୍ରୀ  ଗୁରୁ ଗୋପିନାଥ ସ୍ୱାଇଁଙ୍କ ବାର୍ଦ୍ଧକ୍ୟଜନିତ ସ୍ୱାସ୍ଥ୍ୟ ସମସ୍ୟାର ଆଶୁ ଚିକିତ୍ସା ଓ ଅନ୍ୟାନ୍ୟ ଆନୁସାଙ୍ଗିକ ବ୍ୟବସ୍ଥା ସକାଶେ ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ସୋମବାର ତିନି…
Read More...

ଓଡିଶାର ସ୍ବାର୍ଥ ବିରୋଧୀ ତଥା ଓଡିଶାବାସୀଙ୍କ ଜୀବିକା ପ୍ରତି ବିପଦ ସୃଷ୍ଟି କରୁଥିବା ପ୍ରକଳ୍ପ ଗୁଡିକୁ ଜୋରଦାର ବିରୋଧ…

ଭୁବନେଶ୍ବର:  ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ଓଡିଶା ସହିତ ଜଡିତ ଥିବା ବିଭିନ୍ନ ଆନ୍ତଃ ରାଜ୍ୟ ଜଳସେଚନ ପ୍ରକଳ୍ପ ଗୁଡିକର ସମୀକ୍ଷା କରିଛନ୍ତି । ଉନ୍ନୟନ କମିଶନର ତଥା ଜଳସଂପଦ ବିଭାଗର ଅତିରିକ୍ତ…
Read More...

କ୍ଷେତରାଜପୁର ଶ୍ରୀ ଜଗନ୍ନାଥ ମନ୍ଦିର କମିଟି ପକ୍ଷରୁ ବାହୁଡା ଯାତ୍ରା ଅନୁଷ୍ଠିତ 

ସମ୍ବଲପୁର: ସୋମବାର ସମ୍ବଲପୁର ସହର କ୍ଷେତରାଜପୁର ଠାରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିର କମିଟି ପକ୍ଷରୁ ଠାକୁରଙ୍କ ବାହୁଡ଼ା ଯାତ୍ରା ଅବସରରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା। ବାହୁଡା ଯାତ୍ରା…
Read More...

ଆଇପିଏସ ଡିଏସ କୁଟ୍ଟେଙ୍କୁ ଗୃହ ବିଭାଗ ଓଏସଡି ଭାବେ ନିଯୁକ୍ତି ଦେଲେ ସରକାର

ଭୁବନେଶ୍ବର: ବିବାଦୀୟ ଆଇପିଏସ ଡିଏସ କୁଟ୍ଟେଙ୍କୁ ଓଏସଡି ଭାବେ ନିଯୁକ୍ତି ଦିଆଯାଇଛି। ରାଜ୍ୟ ଗୃହ ବିଭାଗରେ ଓଏସଡି ଭାବେ ଶ୍ରୀ କୁଟ୍ଟେଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି। ନିଲମ୍ବନ ଉଠିବା ପରେ ତାଙ୍କୁ…
Read More...

ପୁରୁଣା କଟକ-ସମ୍ବଲପୁର ରାସ୍ତା ସଂପ୍ରସାରଣ କାର୍ଯ୍ୟ ଅଧାପାନ୍ତରା

ଗୁରୁଡିଝାଟିଆ: ସପ୍ତାହକ ମଧ୍ୟରେ ୪ ଦୁର୍ଘଟଣା । କାହାର ହାତ ଅଚଳ ହୋଇଛି ତ କାହାର ଗୋଡ । ଏଥିରୁ ବାଦ ପଡିନାହାନ୍ତି ମହିଳା ଓ ଶିଶୁ । ଗତ ଦୁଇଦିନ ତଳେ ଢେଙ୍କାନାଳରୁ ସିଡିଏ ଅଭିମୁଖେ ଆସୁଥିବା ଏକ ବାଇକ ଆରୋହୀ ପୁରୁଣା…
Read More...

ରାଧାକିଶୋରପୁର ପଞ୍ଚାୟତରେ ରକ୍ତଦାନ ଶିବିର, ୬୦ ୟୁନିଟ ରକ୍ତ ସଂଗ୍ରହ

ଗୁରୁଡିଝାଟିଆ: ରାଧାକିଶୋରପୁର ପଞ୍ଚାୟତରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି । ରକ୍ତଦାନ ଶିିବିରକୁ ପଞ୍ଚାୟତ ମୁରବୀ ତଥା ସମାଜଦେବୀ ଭାଗିରଥି କର ଆନୁଷ୍ଠାନିକ ଭାବେ ଉଦଘାଟନ କରି ରକ୍ତଦାନ ର ମହତ୍ୱ…
Read More...

ବାଣୀକ୍ଷେତ୍ରରେ ବାହୁଡ଼ାଯାତ୍ରା: ବାହୁଡ଼ିଲେ ମହାବାହୁ, ଛେରା ପହଁରା କଲେ କୁଳପତି ସବିତା ଆଚାର୍ଯ୍ୟ

ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟ ତଥା ବାଣୀକ୍ଷେତ୍ର ବାଣୀବିହାର ପରିସରରେ କାଳିଆ ସାଆନ୍ତେଙ୍କ ବାହୁଡା ଯାତ୍ରା ସୋମବାର ଶେଷ ହୋଇଛି। ଏହି ଅବସରରେ ପାରମ୍ପରିକ ରୀତିନୀତି ଅନୁସାରେ ଠାକୁରଙ୍କୁ ପୂଜାର୍ଚ୍ଚନା କରି…
Read More...

ପୋଲ ଉପରେ ୪ ଫୁଟ ପାଣି ପ୍ରବାହିତ, ଯାତାୟତ ପ୍ରଭାବିତ

ରେଙ୍ଗାଲିକ୍ୟାମ୍ପ: ବରଗଡ ଜିଲା ଅତାବିରା ଏନ୍ ଏସି ଅନ୍ତର୍ଗତ ୱାର୍ଡ ନଂ -୪ ଅଧିନରେ ଥିବା  ଦମ୍ ଦମା ନଲିଆ ଦେଇ  ଅତାବିରା ଗେସ ଗୋଦାମକୁ ଯିବା ରାସ୍ତାରେ ଥିବା ପୋଲ ଉପରେ ପାଖାପାଖି ୩/୪ ଫୁଟରୁ ଊର୍ଦ୍ଧ୍ବ ପାଣି…
Read More...

ଜବାହର ନବୋଦୟ ବିଦ୍ୟାଳୟରେ ଅଭିଭାବକ-ଶିକ୍ଷକ ସମ୍ମିଳନୀ

 ବୌଦ୍ଧ:  ପାଲଝାର ସ୍ଥିତ ବୌଦ୍ଧ ଜବାହାର ନବୋଦୟ ବିଦ୍ୟାଳୟରେ ଅଭିଭାବକ-ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷ ସୁରେଶ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶିକ୍ଷକ ଦୀପକ…
Read More...

ସ୍ତ୍ରୀର ମୃତ୍ୟୁ ପରେ ଆଖି ବୁଜିଲେ ସ୍ୱାମୀ; ହୃଦ୍‍ଘାତ ନେଲା ବାପାଙ୍କ ପ୍ରାଣ

ନୀଳଗିରି: ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଋଣ ବୋଝ ନେଲା ତିନି ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରି ଦେଇଛି । ନୀଳଗିରି ବ୍ଲକ ମିତ୍ରପୁର ନିକଟସ୍ଥ ଚଣ୍ଡୀପୁର ଗାଁର ଜୟକୃଷ୍ଣ ନନ୍ଦ…
Read More...

ବିଧାୟକ ଲକ୍ଷ୍ମଣ ବାଗ ଡାକ୍ତର ଖାନା ପରିଦର୍ଶନ, ରୋଗୀ ସମସ୍ୟା ବୁଝିଲେ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ରବିବାର କଣ୍ଟାବାଞ୍ଜି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଯାଇ ଅନ୍ତେବାସୀ ରୋଗୀମାନଙ୍କ  ସମସ୍ୟା ବୁଝିଛନ୍ତି । ଡାକ୍ତରଖାନାକୁ ବିଭିନ୍ନ ଅଞ୍ଚଳରୁ ଆସୁଥିବା  ଡାଇରିଆ…
Read More...

ଶ୍ରୀଗୁଣ୍ଡିଚା ଭଜନ ସମାରୋହ, ଆଧ୍ୟାତ୍ମିକ ଓ ଭକ୍ତିମୟ ପରିବେଶ ସୃଷ୍ଟି

 ଆଠଗଡ: ଆଠଗଡର  ଶ୍ରୀ ଜଗନ୍ନାଥ ସେବା ସଂସ୍ଥା ଆନୁକୂଲ୍ୟରେ ରଥ ଯାତ୍ରାଠାରୁ ବାହୁଡା ପୂର୍ବ ସନ୍ଧ୍ୟା ପର୍ଯ୍ୟନ୍ତ ୮ଦିନ ବ୍ୟାପୀ ଚାଲିଥିବା ୪୫ତମ ଶ୍ରୀଗୁଣ୍ଡିଚା ଭଜନ ସମାରୋହ ରବିବାର ରାତିରେ ଉଦଯାପିତ ହୋଇଯାଇଛି ।…
Read More...

ସମୁଦ୍ର ଜଳ ସ୍ଥଳଭାଗ ଆଡକୁ ମାଡିଆସିଲାଣି, ପୃଥିବୀର ତାପମାତ୍ରା ମଧ୍ୟ ବୃଦ୍ଧି ପାଉଛି

ଗୁରୁଡିଝାଟିଆ: ବାଳିସ୍ଥିତ ଶ୍ରୀ ଶ୍ରୀ ଧବଳେଶ୍ୱର ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟ ରେ ବନ ମହୋତ୍ସବ ପାଳିତ ହୋଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ରାଉତରାୟ ଙ୍କ ଅଧ୍ୟକ୍ଷତାରେ ଚାରା ରୋପଣ ଓ ସଚେତନତା…
Read More...

ଘଣ୍ଟାପଡ଼ା ଡାକ୍ତରଖାନାରେ ରକ୍ତଦାନ ଶିବିର, ୪୫ ୟୁନିଟ ରକ୍ତ ସଂଗ୍ରହ

ଘଣ୍ଟାପଡା : କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କଣ୍ଟାମାଳ ନିର୍ବାଚନ ମଣ୍ଡଳୀ ସ୍ୱେଚ୍ଛାସେବୀ ସଙ୍ଗଠନର ଆହ୍ୱାନକ୍ରମେ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ମନମୁଣ୍ଡା ଗୋଷ୍ଠୀ…
Read More...

ସାଇ ସେବା ସମିତିର ୨୦୦ରୁ ଅଧିକ ଚାରା ରୋପଣ

ଚୌଦ୍ୱାର : ସ୍ଥାନୀୟ ସତ୍ୟସାଇ ସେବା ସମିତି ତରଫରୁ ଗାନ୍ଧୀଛକସ୍ଥିତ ମଧୁସୁଦନ ଶିଳ୍ପ ତାଲିମ ଅନୁଷ୍ଠାନ ପରିସରରେ ଚରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ସମିତିର ସଦସ୍ୟ ମାନେ ଅନୁଷ୍ଠାନ ପରିସରରେ ବିଭିନ୍ନ…
Read More...

ସ୍ୱେଚ୍ଛାକୃତ ରକ୍ତଦାନ ଶିବିର, ୬୫ ୟୁନିଟ୍‌ ରକ୍ତ ସଂଗ୍ରହ

ଚୌଦ୍ୱାର:ଚାରବାଟିଆ ଶ୍ରୀଜଗନ୍ନାଥ ମହାପ୍ରଭୁ ଟ୍ରଷ୍ଟ ଆନୁକୁଲ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜଗନ୍ନାଥ ରଥଯାତ୍ରା କମିଟି, ଚୌଦ୍ୱାର ରକ୍ତଦାତା ସଂଘ , ଗୁଣ୍ଡିଚା ବିହାର ଉନ୍ନୟନ ପରିଷଦ, କେଦାରେଶ୍ୱର…
Read More...

ସ୍ୱାସ୍ଥ୍ୟାନୁଷ୍ଠାନରେ ଅଗ୍ନି ନିରାପତ୍ତା ନେଇ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ, କମିଟି ଗଠନ କଲେ ମୁଖ୍ୟ ଶାସନ…

ଭୁବନେଶ୍ୱର: ଉଭୟ ମହାନଗର ନିଗମ ଏବଂ ଜିଲ୍ଲାଗୁଡ଼ିକ ଅଧିନରେ ଥ#ବା ପ୍ରତ୍ୟେକ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ ସୁରକ୍ଷିତ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ, ଗୃହ ବିଭାଗ ଏବଂ ବିଦୁ୍ୟତ…
Read More...

ଶରଧାବାଲିରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଫଟୋଚିତ୍ର ପ୍ରଦର୍ଶନୀ, ଶ୍ରୀଜଗନ୍ନାଥଙ୍କ ସମସ୍ତ ମାନବୀୟ ଲୀଳାରେ ଅଭିଭୂତ…

ପୁରୀ/ଭୁବନେଶ୍ୱର: ଶରଧାବାଲିର ଭୋଳାନାଥ ବିଦ୍ୟାପୀଠରେ ଚାଲିଥ#ବା ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଆୟୋଜିତ ଫଟୋଚିତ୍ର ପ୍ରଦର୍ଶନୀ ମଣ୍ଡପରେ ଶ୍ରୀଜଗନ୍ନାଥଙ୍କ ମାନବୀୟ…
Read More...

କିଆଫୁଲ ଓ ଟଙ୍କା ଲୁଟ୍ ନେଇ ମାମଲା

ଗୋପାଳପୁର:  ଗୋଳନ୍ଥରା ଥାନା ଅନ୍ତର୍ଗତ କେଲୁଆପଲ୍ଲୀ ଠାରେ  ଥିବା ଆଞ୍ଚଳିକ ଚାଷୀ କମିଟି ସଦସ୍ୟଙ୍କୁ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେବା ଏବଂ କମିଟି ସଦସ୍ୟଙ୍କ ଦ୍ବାରା କିଆଫୁଲ, ଧରିଥିବା ଟଙ୍କା ଓ ଅଳଙ୍କାର ଲୁଟି…
Read More...

ମେଧାବୀଙ୍କୁ ଉଚ୍ଚଶିକ୍ଷାରୁ ବଞ୍ଚିତ କରୁଛି କେନ୍ଦ୍ର ସରକାରଙ୍କ ନୂତନ ଶିକ୍ଷାନୀତି 

ଆଠଗଡ: କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୂତନ ଶିକ୍ଷାନୀତି ଯୋଗୁଁ ଦେଶର ଶିକ୍ଷାବ୍ୟବସ୍ଥା  ବ୍ୟବସାୟକରଣ ହୋଇଯାଉଛି । ଏଥିପାଇଁ ଦେଶର ଗରିବ ମେଧାବୀ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷାରୁ ବଞ୍ଚିତ ହେଉଛନ୍ତି ବୋଲି ପୂର୍ବତନ…
Read More...

ସରକାରଙ୍କ ଜବରଦଖଲ ଉଛେଦନେଇ  ସିଟିଜେନ ଫୋରମ ବୈଠକ

ଫୁଲବାଣୀ:  ରବିବାର  ବନାନୀ କଳା ସଂଗମ ପରିସରରେ କନ୍ଧମାଳ ଜିଲ୍ଲା ସିଟିଜେନ ଫୋରମ ପକ୍ଷରୁ ଏକ ବୈଠକ ସଭାପତି ଅରୂପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସାଧାରଣ ସମ୍ପାଦକ ସୁନୀଲ ପଟ୍ଟନାୟକ ବୈଠକର…
Read More...

ରଥଯାତ୍ରା ଉତ୍ସବ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ

ଫୁଲବାଣୀ : ପବିତ୍ର ରଥଯାତ୍ରା ଅବସରରେ ଫୁଲବାଣୀ ମାଦିକୁନ୍ଦା ଛକ ସ୍ଥିତ ମାଉସିମା’ ମନ୍ଦିର ପରିସରରେ ଜିଲା ସାଂସ୍କୃତି ପରିଷଦ ପକ୍ଷରୁ ପ୍ରତ୍ୟେକ ଦିନ ସଂନ୍ଧ୍ୟାରେ ବିିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ…
Read More...

ଆଡପ ମଣ୍ଡପରେ ଶ୍ରୀ ଅଟ୍ଟାଳି ଜଗନ୍ନାଥଙ୍କ ଶେଷ ଦର୍ଶନ 

ଆଠଗଡ଼: ବାହୁଡା ଯାତ୍ରାର ପୂର୍ବଦିନ ନବମୀ ତିଥିରେ ଆଡପ ମଣ୍ଡପରେ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କଲେ କୋଟି ପୂଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି। ଏଥିପାଇଁ ଆଠଗଡ଼ର ଆରାଧ୍ୟ ପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ଦେବଙ୍କୁ ନବମୀ…
Read More...

ଶ୍ରୀଜଗନ୍ନାଥ ହିଁ ଉତ୍କଳୀୟ ସାହିତ୍ୟ ସଂସ୍କୃତିର ପ୍ରାଣାଧାର

କେନ୍ଦୁଝରଗଡ଼: ରାଜ୍ୟର ଅଗ୍ରଣୀ ସାରସ୍ୱତ ପ୍ରତିଷ୍ଠାନ ମିଳନୀ ସାହିତ୍ୟ ସଂସଦ ପକ୍ଷରୁ ରବିବାର ଭକ୍ତି ସାହିତ୍ୟ ଆସର ଅନୁଷ୍ଠାନର ସଭାପତି କବି ଦେବାଶିଷ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ମିଳନୀ ଭବନରେ ଅନୁଷ୍ଠିତ…
Read More...

ଓଡ଼ିଶା ରକ୍ତ କେନ୍ଦ୍ର, ୪ ବର୍ଷ ହେଲା ନବୀକରଣ ହୋଇନି ଲାଇସେନ୍ସ

କେନ୍ଦୁଝରଗଡ଼ : ଆବଶ୍ୟକ ଭିତ୍ତିଭୂମି ଅଭାବ ସାଙ୍ଗକୁ ଦାୟିତ୍ୱରେ ଥିବା ଅଧିକାରୀଙ୍କ ଖାମଖିଆଲି ନୀତି ଯୋଗୁଁ ଜିଲା ମୁଖ୍ୟ ଚିକିତ୍ସାଳୟରେ ୬୦ବର୍ଷରୁ ଅଧିକ ବର୍ଷ ହେଲା କାର୍ଯ୍ୟକ୍ଷମ ହୋଇପାରୁନି ଜିଲା ରକ୍ତ କେନ୍ଦ୍ର।…
Read More...

ରଥଯାତ୍ରା ଠାରୁ ବାହୁଡା ମଧ୍ୟରେ ସୁଦର୍ଶନ ବାବୁ ଋଷିଆରେ ସମ୍ମାନିତ ହେବା ଏକ କଳାତ୍ମକ ସଂଯୋଗ, ଓଡ଼ିଆ ଅସ୍ମିତାକୁ…

ଭୁବନେଶ୍ୱର : ଅନ୍ତର୍ଜାତୀୟ ବାଲୁକା କଳା ଚାମ୍ପିଅନସିପରେ ବିଜୟୀ ହୋଇ ସ୍ଵର୍ଣ୍ଣ ପଦକ ହାସଲ କରିବା ପରେ ବିଶିଷ୍ଟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଆଜି ଭୁବନେଶ୍ଵରରେ ପହଞ୍ଚିଛନ୍ତି। ଭୁବନେଶ୍ଵରରେ…
Read More...

ଆମ୍ବୁଲାନ୍ସ ଧକ୍କାରେ ଯୁବକ ଗୁରୁତର 

କେଶଦୁରାପାଳ : ଆମ୍ବୁଲାନ୍ସ ଧକ୍କାରେ ଜଣେ ଯୁବକ ଗୁରୁତରହୋଇ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡିଛି। ଆନନ୍ଦପୁର ଥାନ ଫକିରପୁରର ବଳରାମ ସାହୁ(୪୦) ଆନନ୍ଦପୁର ଡାକ୍ତରଖାନାରେ ନିକଟରେ ପାନଦୋକାନ…
Read More...

କୂଅ ଭିତରୁ ଶିଆଳ ଉଦ୍ଧାର 

ପାଟଣା : କେନ୍ଦୁଝର ଜିଲା ପାଟଣା ବନାଞ୍ଚଳ ଖଜୁରିଡିହା ଗାଁର  ଏକ ପଥର କୂଅରୁ ଏକ ଶିଆଳକୁ ବନ ବିଭାଗ ଓ ଅଗ୍ନିଶମ ବାହିନୀ ଉଦ୍ଧାର କରି ସ୍ଥାନୀୟ ଜଙ୍ଗଲରେ ଛାଡିଛନ୍ତି। ଶିଆଳଟି ଗାଁ ଆଡ଼କୁ ଚାଲି ଆସିଥିବା ସମୟରେ  କୁଅ…
Read More...

ଚୋରା କୋଇଲା ଜବତ, ଖସିଗଲେ ମାଫିଆ

ବାସୁଦେବପୁର: ମାଫିଆଙ୍କ ଟେର ପାଉନି ପୋଲିସ । ଏବେ ଚୋରା କୋଇଲା ସହିତ ଚୋରାବାଲି ଓ ଚୋରା ଆଇରନ କାରବାର ସାଜିଛି କେତେଜଣ ମାଫିଆଙ୍କ ବ୍ୟବସାୟ । ପୁଲିସ ପ୍ରଶାସନ, ତହସିଲଦାର ଓ ଖଣିବିଭାଗକୁ ଚକମା ଦେଇ ବେଧଡକ ଭାବରେ…
Read More...

ଲକ୍ଷ୍ମୀ ବସ ଧକ୍କାରେ ଯୁବକ ଗୁରୁତର

ସିମୁଳିଆ: ଗୀତ ଶୁଣି ଗାଡି ଚଳାଇବା ଯୁବକ ପାଇଁ ହେଲା କାଳ । ବାଲେଶ୍ୱର ଜିଲା ସିମୁଳିଆ ଥାନା ଗରସଙ୍ଗ ବଜାର ନିକଟରେ ବାଇକକୁ ଧକ୍କାଦେଲା ମୁଖ୍ୟମନ୍ତ୍ରୀ ବସ। ଫଳରେ ଯୁବକ ଜଣକ ଗୁରୁତର ଆହତ ହୋଇଥିବା ସୂଚନା ମିଳଛି।…
Read More...

ଶାଳ ଚୌକାଠ ବୋଝେଇ ଅଟୋ ଜବତ

ପାଟଣା :  ପାଟଣା ବନାଞ୍ଚଳ ଅଧିକାରୀଙ୍କ ଦ୍ୱାରା ଶାଳ ଚଉକାଠ ବୋଝେଇ ଏକ ଅଟୋ ଜବତ କରାଯାଇଛି । ଖବରରୁ ପ୍ରକାଶ ଯେ ଗତ କାଲି ଅପରାହ୍ନରେ ପାଟଣା ବନାଞ୍ଚଳ ଅଧିକାରୀ ବନବିହାରୀ ସର୍ଦ୍ଦାର କୌଣସି କାର୍ଯ୍ୟ ନେଇ…
Read More...

ନୂତନ ଆଇନର ସଠିକ ରୂପାୟନ ପାଇଁ ଅଧିକ ଅଧ୍ୟୟନ ଜରୁରୀ

ଭୁବନେଶ୍ୱର: ପୂର୍ବ ପ୍ରଚଳିତ ଆଇପିସି, ସିଆର୍ପିସି ଏବଂ ଇଣ୍ଡିଆନ୍ ଏଭିଡେନ୍ସ ଆକଫକୁ ଉଚ୍ଛେଦ କରାଯାଇ ବର୍ତ୍ତମାନ ଦେଶରେ ଭାରତୀନୟ ନ୍ୟାୟ ସଂହିତା (ବିଏନ୍ଏସ୍), ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନ୍ଏସ୍ଏସ୍) ଏବଂ…
Read More...

ଜୁଲାଇ ୧୪ରୁ ଖୋଲିବ ରତ୍ନଭଣ୍ଡାର, ଏସଓପିକୁ ମିଳିଲା ମଞ୍ଜୁରୀ

ଭୁବନେଶ୍ବର: ରତ୍ନ ଭଣ୍ଡାର ଖୋଲିବା ନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇ କହିଛନ୍ତି ଯେ ରତ୍ନଭଣ୍ଡାର ଖୋଲିବା ନେଇ ଏସଓପିକୁ ସରକାର ମଞ୍ଜୁର କରିଛନ୍ତି। ଆସନ୍ତାକାଲି ଅର୍ଥାତ ଜୁଲାଇ ୧୪ ତାରିଖ ଠାରୁ…
Read More...

ବାରିପଦାରେ ବସ୍ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖ ପ୍ରକାଶ, ୨ ଲକ୍ଷ ଟଙ୍କା ଲେଖାଏଁ…

ଭୁବନେଶ୍ୱର : ଆଜି ହାଇଦ୍ରାବାଦରୁ ଗୟା ଯାଉଥିବା ଏକ ବସ୍ ବାରିପଦା ଠାରେ ଦୁର୍ଘଟଣା ଗ୍ରସ୍ତ ହୋଇ ୩ ଜଣ ବ୍ୟକ୍ତି ପ୍ରାଣ ହରାଇବା ଓ ୬ ଜଣ ଗୁରୁତର ଆହତ ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ…
Read More...

କର୍ତ୍ତବ୍ୟନିଷ୍ଠା ସହିତ ଉତ୍ତମ ବ୍ୟବହାର ପୋଲିସର ଭାବମୂର୍ତ୍ତିକୁ ଉଜ୍ଜଳ କରିବାରେ ସହାୟକ ହୁଏ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ୟୁନିଫର୍ମ ସର୍ଭିସ୍‌ରେ ନିଜର ବ୍ୟକ୍ତିଗତ ଜୀବନରେ ଅନେକ ତ୍ୟାଗ ଦେବାକୁ ପଡିଥାଏ। ସାଧାରଣ ନାଗରିକ, ଆମର ମା, ଭଉଣୀ ଏବଂ ପିଲାମାନଙ୍କର ସୁରକ୍ଷା ଆମ ଉପରେ ନିର୍ଭର କରେ। ଏ କ୍ଷେତ୍ରରେ କର୍ତ୍ତବ୍ୟନିଷ୍ଠା…
Read More...

କଟକ ଘରୋଇ ନର୍ସିଂ ହୋମ୍ ଅଗ୍ନିକାଣ୍ଡ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍‌ବେଗ

ଭୁବନେଶ୍ୱର : କଟକର ଏକ ଘରୋଇ ନର୍ସିଂ ହୋମ୍ ରେ ନିଆଁ ଲାଗିବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଏହା ଅତ୍ୟନ୍ତ ଦୁଃଖଦ ଘଟଣା। ରୋଗୀମାନଙ୍କ ଜୀବନ…
Read More...

ସାପ କାମୁଡ଼ାରେ ଶିଶୁ ପୁତ୍ର ମୃତ

ପାଟଣା : ଘଟଗାଁ ଥାନା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ବଡମସିଣାବିଲା ଗ୍ରାମରେ ଗତକାଲି ଚିତି ସାପ କାମୁଡ଼ାରେ ଜଣେ ଶିଶୁ ପୁତ୍ର ପ୍ରାଣ ହରାଇଛି। ବଡ଼ମସିଣାବିଲା ଗ୍ରାମର କମଳା କାନ୍ତ ନାଏକ ପରିବାର ସହ ଘରେ ଚଟାଣରେ…
Read More...

ପୁରୀ ପୌରାସଂସ୍ଥା ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ପୁଲିସ ଅଧିକାରୀ ମାଡ଼ ମାରିଥିବା ଅଭିଯୋଗ

ପୁରୀ: ପୁରୀ ପୌରାସଂସ୍ଥା ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ବରଞ୍ଜନ ପ୍ରଧାନଙ୍କୁ ଶରଧାବାଲିରେ ପୁଲିସ ଅଧିକାରୀ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦ କରି ଶତାଧିକ ପୌର କର୍ମଚାରୀଙ୍କ ରାସ୍ତା…
Read More...

ଋଣ ବୋଝରେ ଦମ୍ପତି: ବିଷ ପିଇ ସ୍ତ୍ରୀ ମୃତ; ସ୍ୱାମୀ ଗୁରୁତର

ନୀଳଗିରି: ବାଲେଶ୍ୱର ନୀଳଗିରି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଅଞ୍ଚଳବାସୀଙ୍କଠାରେ ଉଦବେଗ ଭରି ଦେଇଛି। ଋଣ ବୋଝ ସହି ନପାରି ଦମ୍ପତି ବିଷ ପିଇ ଦେଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ସ୍ତ୍ରୀଙ୍କର ମୃତ୍ୟୁ ଘଟିଛି।…
Read More...

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗାଡ଼ି ପୋଡ଼ି, ପୁଲିସ ତଦନ୍ତ ଆରମ୍ଭ

କେଶଦୁରାପାଳ :  ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କ ଗାଡ଼ି ପୋଡ଼ି ଦିଆଯାଇଥିବା ଅଭିଯୋଗ ହୋଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ଭଣ୍ଡାରିପଡ଼ା…
Read More...

ଦୁର୍ଘଟଣାରେ ମା’ପୁଅ ମୃତ

ଯାଜପୁର: ଅଜଣା ଗାଡ଼ି ଧକ୍କାରେ ମା’ପୁଅଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଜାତୀୟ ରାଜପଥ ୧୬ ବଡ଼ଚଣା ଥାନା ବନ୍ଦାଳ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବିବାହ ଭୋଜିକୁ ଯାଉଥିବାବେଳେ ଏକ ଅଜଣା ଗାଡ଼ି…
Read More...

ଅନ୍ତର୍ଜାତୀୟ ବାଲୁକା କଳା ଚାମ୍ପିଅନସିପ, ସୁଦର୍ଶନ ପଟ୍ଟନାୟକଙ୍କୁ ସ୍ବର୍ଣ୍ଣପଦକ

ଭୁବନେଶ୍ବର: ଅନ୍ତର୍ଜାତୀୟ ବାଲୁକା କଳା ଚାମ୍ପିଅନସିପରେ ସୁଦର୍ଶନ ପଟ୍ଟନାୟକଙ୍କୁ ସ୍ବର୍ଣ୍ଣପଦକ ମିଳିଛି। ପିଟର ଓ ପଲ ଦୁର୍ଗର ବାଲୁକା ପ୍ରତିମୂର୍ତ୍ତି ନିର୍ମାଣ କରି ସୁଦର୍ଶନ ପଟ୍ଟନାୟକ ସ୍ବର୍ଣ୍ଣ ପଦକ ବିଜୟୀ…
Read More...

କଣ୍ଟାମାଳ ଅବକାରୀ ବିଭାଗ ପକ୍ଷରୁ ଚଢାଉ: ୨ ବାଇକ ଜବତ, ୨ଗିରଫ 

ଘଣ୍ଟାପଡା: କଣ୍ଟାମାଳ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ଦେଶୀ ମଦ ଓ ବାଇକ ଜବତ କରିବା ସହ ଜଣକୁ ଗିରଫ କରିଥିବା ଜଣା ପଡ଼ିଛି । ସୂଚନା ଅନୁସାରେ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଅବକାରୀ ଅଧିକାରୀ ସୂର୍ଯ୍ୟକାନ୍ତ…
Read More...

ଅଜଣା ଗାଡି ଧକ୍କାରେ ଜଣେ  ମୃତ 

ପାଟଣା : କେନ୍ଦୁଝର ଜିଲା ପାଟଣା ଥାନା ଅନ୍ତର୍ଗତ ୨୨୦ ନମ୍ବର ଜାତୀୟ ରାଜପଥ ବଡ଼ବିଲ ନିକଟରେ ଆଜି ଏକ ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ବଡିବିଲ ଗ୍ରାମର ଗୋବର୍ଦ୍ଧନ ନାୟକ ବୋଲି ଜଣା…
Read More...

ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କୁ ସାକ୍ଷାତ କଲେ ‘ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ’ ଭାରତର ପ୍ରତିନିଧି…

ଭୁବନେଶ୍ୱର: ଆଜି ଲୋକସଭା ଭବନରେ ‘ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ' ଭାରତର ପ୍ରତିନିଧି ତଥା କଣ୍ଟ୍ରି ଡାଇରେକ୍ଟର ମିସ୍ ଏଲିଜାବେଥ୍ ଫୌରେ ଏବଂ ଓଡ଼ିଶାର ଡବ୍ଲ୍ୟୁଏଫପିର ମୁଖ୍ୟ ହିମାଂଶୁ ବଳ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ…
Read More...

ସେବା ଓ ତ୍ୟାଗର ପ୍ରତୀକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ

ଆଠଗଡ: ଆଠଗଡ ବ୍ଲକର ଖୁଣ୍ଟକଟାସ୍ଥିତ ଗୋପବନ୍ଧୁ ବାଳିକା ହାଇସ୍କୁଲର ୩୨ତମ ପ୍ରତିଷ୍ଠା ଦିବସ ସମାରୋହ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଖୁଣ୍ଟକଟା ସରପଞ୍ଚ ମନୋଜ କୁମାର ନାୟକଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଉତ୍ସବରେ…
Read More...

କୌତୁହଳ ସୃଷ୍ଟି କରୁଛି ନୀଳାଦ୍ରି ବିଜେ ସମୟର ଲକ୍ଷ୍ମୀ-ନାରାୟଣ ବଚନିକା

ପୁରୀ/ଭୁବନେଶ୍ୱର: ହେରାପଞ୍ଚମୀରେ ମା' ମହାଲକ୍ଷ୍ମୀଙ୍କ ରୋଷ ଓ ରଥଭଙ୍ଗା ପରେ ଦକ୍ଷିଣାମୋଡ଼ ନେଇଛନ୍ତି ରଥତ୍ରୟା ଆଷାଢ ଶୁକ୍ଲ ନବମୀରେ ବଡଭାଇ ଶ୍ରୀବଳଭଦ୍ର ଏବଂ ଅଲିଅଳୀ ଭଉଣୀ ସୁଭଦ୍ରାଙ୍କୁ ନେଇ ଶ୍ରୀମନ୍ଦିର ଅଭିମୁଖେ…
Read More...

ଡେଙ୍ଗୁ ଜ୍ବରର ନିର୍ଦିଷ୍ଟ ଚିକିତ୍ସା ପଦ୍ଧତି ନଥିବାରୁ ସଚେତନତା ଜରୁରୀ

ଭୁବନେଶ୍ବର:  ପାଣିପାଗର ପରିବର୍ତ୍ତନ ସାଙ୍ଗକୁ ଡେଙ୍ଗୁ ଏବେ ସମସ୍ତଙ୍କୁ ଡରାଇବାରେ ଲାଗିଛି। ବର୍ଷା ଯୋଗୁଁ ଘର ଚାରିପଟେ ପଡ଼ିଥିବା ଡବା, ଟାୟାର, ପଇଡ଼ଖୋଳ କିମ୍ବା ଖାଲ, କୁଣ୍ଡରେ ପାଣି ଜମୁଛି। ଏହାଦ୍ବାରା ଡେଙ୍ଗୁ…
Read More...

ଲୋକସେବା ଭବନସ୍ଥ ନିଜ କାର୍ଯ୍ୟାଳୟରୁ କାର୍ଯ୍ୟାରମ୍ଭ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଶକ୍ତି ବିଭାଗ ଦାୟିତ୍ୱରେ ଥିବା ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଇଷ୍ଟ ଦେବଦେବୀଙ୍କୁ ପୂଜାର୍ଚ୍ଚନା କରି ଲୋକସେବା ଭବନସ୍ଥ ନିଜ…
Read More...

ଧର୍ମଗଡ଼ ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମ: ଲୋକାର୍ପଣର ୪ମାସ ପୁରିନି, ଅଚଳ ହେଲାଣି ଅନେକ ମେସିନ

ଧର୍ମଗଡ଼: ନିର୍ବାଚନର ମାତ୍ର ତିନି ମାସ ପୂର୍ବରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକଙ୍କ ଦ୍ବାରା ଲୋକାର୍ପଣ ହୋଇଥିଲା। ସହରର କ୍ରମ ବର୍ଦ୍ଧିଷ୍ଣୁ ଜନସଂଖ୍ୟା ସହ ସଙ୍କୁଚିତ ପରିବେଶ ପାଇଁ ସହରବାସୀ ଏକ ଇନଡୋର…
Read More...

ଲୋକଙ୍କ ସରକାର ପ୍ରସ୍ତୁତ କରିବ ‘ଲୋକଙ୍କ ବଜେଟ୍’, ସମସ୍ତଙ୍କ ଆଶା ଆକାଂକ୍ଷାକୁ ପ୍ରତିଫଳିତ କରିବ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଆମର ବଜେଟ୍ ଟି ଯେପରି ବାସ୍ତବରେ ‘ଲୋକଙ୍କ ବଜେଟ୍’ ଭାବରେ ସମସ୍ତଙ୍କ ଆଶା ଆକାଂକ୍ଷାକୁ ପ୍ରତିଫଳିତ କରିବ, ସେଥିପାଇଁ ଆମର ଉଦ୍ୟମ ଜାରି ରହିଛି। ସେଥିପାଇଁ ସମାଜର ସବୁ ବର୍ଗଙ୍କ ମତାମତ ଆମେ ଗ୍ରହଣ…
Read More...

ଅରବିନ୍ଦ ପାଢ଼ୀ ହେଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ଭୁବନେଶ୍ବର: ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀ ଅରବିନ୍ଦ ପାଢ଼ୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ହୋଇଛନ୍ତି। ବୀର ବିକ୍ରମ ଯାଦବଙ୍କ ସ୍ଥାନରେ ଅରବିନ୍ଦ ପାଢ଼ୀଙ୍କୁ ଦାୟିତ୍ବ ଦିଆଯାଇଛି। ୧୯୯୬ ମସିହା…
Read More...

ଅଗ୍ନିବୀରଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ: ଅଗ୍ନିବୀର ପାଇଁ ବଡ଼ ଘୋଷଣା କଲେ କେନ୍ଦ୍ର ସରକାର। ବିଏସଏଫ, ସିଆଇଏସଏଫ ଏବଂ ଆରପିଏଫରେ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ କରାଯାଇଛି। ଏହାସହିତ କନଷ୍ଟେବଳ ପାଇଁ ମଧ୍ୟ କୋହଳ ସୁବିଧା ମିଳିବ। ଏହାସହିତ ବୟସ ଓ…
Read More...

ଧାନ କୁଇଣ୍ଟାଲ ପ୍ରତି ୩୧ଶହ ଟଙ୍କାରେ କିଣା ଯିବ

ବୌଦ୍ଧ : ଭାରତ ବର୍ଷର ଯଶସ୍ୱୀ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ୨୦୨୪ ସାଧାରଣ ନିର୍ବାଚନରେ ଓଡିଶାକୁ ପ୍ରଚାର ପାଇଁ ଆସିଥିବା ବେଳେ ସାଧାରଣ ସଭାରେ ତାକଂର ଭାଷଣରେ କହିଥିଲେ ଓଡିଶାରେ ବିଜେପିର ଡବଲ…
Read More...

ପିପିଲିରେ ହେରାପଞ୍ଚମୀ ନୀତି ସଂପନ୍ନ

ପିପିଲି:ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି କାଳିଆ ଠାକୁର ଏବେ ଯାଇଛନ୍ତି ଘୋଷଯାତ୍ରାରେ ମାଉସୀ ଘରକୁ । ଅଥଚ ଏକାକୀ ପତ୍ନୀଙ୍କୁ ଛାଡିଦେଇ ଆସିଛନ୍ତି ଶ୍ରୀପତିତପାବନ ମନ୍ଦିରରେ । ତେଣୁ ପ୍ରଭୁଙ୍କ ଉପରେ ରୋଷ କରିଛନ୍ତି…
Read More...

ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ଆୟୋଜିତ ଓ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ନିବେଦିତ ଶ୍ରୀ ଜଗନ୍ନାଥ ଭକ୍ତି ସଙ୍ଗୀତ ସମାରୋହ ‘ଗୁହାରି ୨୦୨୪’ର ଆଜି ଥିଲା…
Read More...

ବୈତରଣୀ ନଦୀ ଶଯ୍ୟାରୁ ପ୍ରାଚୀନ ଜୈନ ମୂର୍ତ୍ତି ଉଦ୍ଧାର, ବୌଦ୍ଧ ସଂଗ୍ରହାଳୟରେ ସ୍ଥାନିତ

ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ମୁଢ଼ାପଦା ବୈତରଣୀ ନଦୀ ଶଯ୍ୟାରୁ ପ୍ରାଚୀନ ଜୈନ ମୂର୍ତ୍ତି ଗତ ମଙ୍ଗଳବାର ଉଦ୍ଧାର ହୋଇଛି। ଏହା ଦେଢଫୁଟ ଉଚ୍ଚତା ଓ ୧ ଫୁଟ ଚଉଡାର ଖାଣ୍ଡେଲାଇଟ ପ୍ରସ୍ତରରେ ନିର୍ମିତ…
Read More...

ଧନ୍ଦାମୂଳକ ଶିକ୍ଷା ପାଇଁ କାଉନସେଲିଂ କାର୍ଯ୍ୟକ୍ରମ, ଜୁଲାଇ ୨୦ ପର୍ଯ୍ୟନ୍ତ ନାମଲେଖା

ଲାଞ୍ଜିଗଡ: ଆଦିବାସୀ ଓ ଆଦିମ ଜନଜାତି ଶ୍ରେଣୀର ଛାତ୍ରଛାତ୍ରୀଙ୍କ ସମେତ ଅନ୍ୟାନ୍ୟ ବର୍ଗର ଛାତ୍ରଛାତ୍ରୀମାନଙ୍କ ଧନ୍ଦାମୂଳକ ଶିକ୍ଷାର ସ୍ବପ୍ନକୁ ସାକାର କରିବା ପାଇଁ ସରକାରଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟକ୍ରମ ହାତକୁ…
Read More...

ଆଜି ପବିତ୍ର ହେରାପଞ୍ଚମୀ: ପୁରାତନ ଲେଖା ଉଜ୍ଜୀବିତ କରୁଛି ଓଡିଆ ଅସ୍ମିତାର ଗୌରବମୟ ଅତୀତ

ପୁରୀ/ଭୁବନେଶ୍ୱର: ଆଜି ଥିଲା ପବିତ୍ର ହେରାପଞ୍ଚମୀା ରଥଯାତ୍ରାରେ ଆସିବା ପୂର୍ବରୁ ମା' ଲକ୍ଷ୍ମୀଙ୍କ ଉଦ୍ଦେଶ୍ୟରେ କେବଳ ଗୋଟିଏ ଦିନ ପାଇଁ କଳମ ଶାଗ ରଖିଦେଇ ଆସିଥ#ଲେ ମହାପ୍ରଭୁ ଶ୍ରୀଜଗନ୍ନାଥା ଯାହାକି ଇତିମଧ୍ୟରେ…
Read More...

ଗଜପତି ଅତିରିକ୍ତ ଜିଲାପାଳଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର : ଗଜପତି ଜିଲ୍ଲାର ଅତିରିକ୍ତ ଜିଲାପାଳ ବିରେନ୍ଦ୍ର କୁମାର ଦାସଙ୍କ ଅକାଳ ବିୟୋଗ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ଵର୍ଗତ ଦାସ…
Read More...

ଛାତ୍ର କଂଗ୍ରେସ ପକ୍ଷରୁ ରାଜନଗର ବିଧାୟକଙ୍କ ସରକାରୀ ବାସଭବନ ଘେରାଉ

ଭୁବନେଶ୍ୱର : ରାଜଗନର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭିତରକନିକା ଅଭୟାରଣ୍ୟ ପରିସୀମା ମଧ୍ୟରେ ବାଙ୍କୁଆଳ ମୌଜା ଜଙ୍ଗଲ ଜମିକୁ ଜବର ଦଖଲ କରି ଯେଉଁ ସ୍ୱାଦ ହୋଟେଲ କରାଯାଇଛି, ସେଥିରେ ରାଜନଗର ବିଧାୟକ ଧ୍ରୁବ ଚରଣ…
Read More...

ଆଡ଼ପ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି; ଆଜିଠୁ ଭକ୍ତ ପାଇବେ ଆଡ଼ପ ଅବଢ଼ା

ପୁରୀ:ଜନ୍ମବେଦୀରେ ବିଜେ କରିଛନ୍ତି ଦାରୁବ୍ରହ୍ମ। ଶ୍ରୀଗୁଣ୍ଡିଚା ମନ୍ଦିର ଭକ୍ତମୟ ହୋଇଛି। ଆଡ଼ପମଣ୍ଡପ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ଉତ୍କଣ୍ଠା ପ୍ରକାଶ ପାଇଛି।  ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିଜେ କରିଛନ୍ତି…
Read More...

ଆହତଙ୍କୁ ଭେଟିଲେ ପ୍ରଭାତି, ପୃଥ୍ବୀରାଜ; ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଲେ

ପୁରୀ: ପହଣ୍ଡିବେଳେ ବଡ଼ ଠାକୁର ପଡ଼ିଯିବାରୁ ୮ଜଣ ସେବାୟତ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁରୀ ମେଡ଼ିକାଲରେ ଭର୍ତ୍ତି କାଯାଇଛି। ପହଣ୍ଡି ବେଳେ ବଡ଼ ଠାକୁର ଖସିପଡ଼ିଥିବାବେଳେ ଆହତ ହୋଇଥିବା ସେବାୟତଙ୍କୁ ଆମ୍ବୁଲାନ୍ସ…
Read More...

ସମସ୍ତ ସେବାୟତ ସୁସ୍ଥ ଅଛନ୍ତି, ମହାପ୍ରଭୁ ଜନ୍ମବେଦିରେ ପହଞ୍ଚି ଗଲେଣି: ଜିଲାପାଳ

ପୁରୀ: ପହଣ୍ଡିବେଳେ ଖସି ପଡ଼ିଲେ ବଡ଼ ଠାକୁର। ମୁହଁମାଡ଼ି ପଡ଼ିଗଲେ ବଡ଼ ଠାକୁର ବଳଭଦ୍ର। ସେବାୟତମାନଙ୍କ ହାତରୁ ଖସି ଚାରମାଳ ଆଗକୁ ପଡ଼ିଲେ ମହାପ୍ରଭୁ। ଆହତ ସେବାୟତଙ୍କୁ ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି…
Read More...