କୀଟନାଶକ ଖାଇ ମହିଳା ମୃତ

ପାଟଣା : ପାଟଣା ଥାନା ଅଞ୍ଚଳ ସାହାରପଡା ଫାଣ୍ଡି ଅନ୍ତର୍ଗତ ଗାଇଁସିରି ଗ୍ରାମର ଗ୍ରାମର ମନୋରଞ୍ଜନ ମୁଣ୍ଡାଙ୍କ ପତ୍ନୀ ମେଞ୍ଜରୀ ମୁଣ୍ଡା(୨୪)କୀଟନାଶକ ଖାଇ ପ୍ରାଣ ହରାଇଛନ୍ତି। ଗତ ୭ ତାରିଖରେ ରେ କୌଣସି କାରଣରୁ…
Read More...

ସିରିଜ ବାଇକ୍ ଦୁର୍ଘଟଣା ଗ୍ରସ୍ତ, ୪ ଗୁରୁତର 

ପାଟଣା : କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ଗମ୍ଭାରିଆ ନିକଟରେ ଆଜି ଏକ ବାଇକ୍ ଲଗାତାର ତିନୋଟି ବାଇକକୁ ଧକ୍କା ଦେଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସମସ୍ତ…
Read More...

ସମାଜରେ ଶାନ୍ତି ପ୍ରତିଷ୍ଠାରେ ଉଭୟ ବିଜ୍ଞାନ ଓ ନୈତିକତାର ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର: କ୍ଲାଉଡ କମ୍ପ୍ୟୁଟିଙ୍ଗ ଆଣ୍ଡ ଡିଷ୍ଟ୍ରିବ୍ୟୁଟେଡ ସିଷ୍ଟମସ୍‌ ଲାବରୋଟରୀ, ମେଲବୋର୍ଣ୍ଣ ୟୁନିଭରସିଟି, ଅଷ୍ଟ୍ରେଲିଆର ନିର୍ଦ୍ଦେଶକ, ବିଶିଷ୍ଟ ବୈଜ୍ଞାନିକ ତଥା ପ୍ରଫେସର ରାଜକୁମାର ବୁୟା ଇନଷ୍ଟିଚ୍ୟୁଟ ଅଫ…
Read More...

କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ନାଭାଲ ଟାଟା ହକି ଗ୍ରାସରୁଟ୍ ଲିଗ୍ ଚାମ୍ପିୟନସିପର ଚତୁର୍ଥ ସଂସ୍କରଣ ଆରମ୍ଭ

ଭୁବନେଶ୍ୱର : ତୃଣମୂଳସ୍ତରର ଯୁବ ହକି ପ୍ରତିଭାଙ୍କୁ ଚିହ୍ନଟ କରି ସେମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ଦକ୍ଷ ଖେଳାଳିଙ୍କ ଏକ ମଜବୁତ ପାଇପ୍ ଲାଇନ୍ ସୃଷ୍ଟି କରିବା ଲକ୍ଷ୍ୟ ନେଇ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା…
Read More...

ଷ୍ଟେନ୍ସ ହତ୍ୟା ମାମଲା: ଓଡ଼ିଶା ସରକାରଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର : ବହୁ ଚର୍ଚ୍ଚିତ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କର ଦୁଇ ଶିଶୁପୁତ୍ରକୁ ହତ୍ୟା ମାମଲାରରେ ସୁପ୍ରିମ କୋର୍ଟ ପକ୍ଷରୁ ଓଡ଼ିଶା ସରକାରକୁ ଜବାବ ତଲବ କରାଯାଇଛି।  ଗ୍ରାହମ ଷ୍ଟେନ୍ସ ହତ୍ୟା ମାମଲାରେ ଆଜି ଓଡ଼ିଶା…
Read More...

ଶ୍ରୀପୟର ଧୂଳି କୋଟି ତୀର୍ଥ ବଳି କେଉଁ ତୀର୍ଥ ଯିବି ମୁହିଁ, ସେଇ ଧୂଳି ଅଙ୍ଗେ ନିଇତି ବୋଳୁଛି ଲଭିବି ବୈକୁଣ୍ଠ ଭୁଇଁ

ପୁରୀ/ଭୁବନେଶ୍ୱର: ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ଓଡିଆ ଅସ୍ମିତାର ସଂପର୍କ ନିବିଡା ଯେପରି ବିଶ୍ୱବାସୀଙ୍କ ହୃଦୟରେ ଶ୍ରୀଜଗନ୍ନାଥଙ୍କ ସ୍ଥାନ ସ୍ୱତନ୍ତ୍ର, ସେହିପରି ଶ୍ରୀଜଗନ୍ନାଥ ସଂସ୍କୃତି ମଧ୍ୟରେ ଓଡିଆ ଅସ୍ମିତାର…
Read More...

ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନ ପରିଦର୍ଶନ କଲେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର

ଭୁବନେଶ୍ୱର: ଅନ୍ଧାରୁଆ ଠାରେ ଥିବା ଗଣିତ ଓ ପ୍ରୟୋଗ ପ୍ରତିଷ୍ଠାନ, ଭୁବନେଶ୍ୱରକୁ ଆଜି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପରିଦର୍ଶନ କରିଛନ୍ତି । ଏଥିରେ ମନ୍ତ୍ରୀ ପ୍ରତିଷ୍ଠାନର ପରିସର ଯଥା…
Read More...

ଉଚ୍ଚା ହେଉଛି ମହାନଦୀ ପଠା, ହ୍ରାସ ପାଉଛି ଜଳ ସଂରକ୍ଷଣ କ୍ଷମତା

କଳାପଥର (ବାଙ୍କୀ):ଓଡ଼ିଶାର ବୃହତ୍ତମ ନଦୀ ମହାନଦୀ ପଠା କ୍ରମଶଃ ଉଚ୍ଚା ହେବାରୁ ଜଳସଂରକ୍ଷଣ କ୍ଷମତା ବହୁମାତ୍ରାରେ ହ୍ରାସ ପାଇଛି । ମହାନଦୀ ବାଙ୍କୀ ନିର୍ବାଚନ ମଣ୍ଡଳୀର ପଶ୍ଚିମ ସୀମା ନୟାଗଡ଼ ଜିଲ୍ଲାର ସିଧାମୂଳା ସେତୁ…
Read More...

ଓଡ଼ିଶା ଫୁଟବଲ ସଂଘ ସଭାପତି ପଦ ଛାଡ଼ିଲେ ଦେବାଶିଷ ସାମନ୍ତରାୟ

ଭୁବନେଶ୍ବର: ଓଡ଼ିଶା ଫୁଟବଲ ସଂଘ(ଏଫଏଓ) ସଭାପତି ପଦରୁ ବିଜେଡି ସାଂସଦ ଦେବାଶିଷ ସାମନ୍ତରାୟ ଇସ୍ତଫା ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଇସ୍ତଫା ପତ୍ର ପୋଷ୍ଟ କରି ଏଫଏଓ ସଭାପତି  ପଦ ଛାଡ଼ିଥିବା ସୂଚନା…
Read More...

ପୋତି ହୋଇ ପଡୁଛି ମହାନଦୀ: ହ୍ରାସ ପାଉଛି ଜଳପ୍ରବାହ, ଲୁପ୍ତ ପ୍ରାୟ ମତ୍ସ୍ୟ ସମ୍ପଦ

ବୌଦ୍ଧ: ମହାନଦୀରେ ଦିନକୁ ଦିନ ଜଳପ୍ରବାହ କମି ଆସୁଥିବା ବେଳେ ନଦୀପଠା ପୋତି ହେବାକୁ ଲାଗିଛି। ଦିନେ ମହାନଦୀର ମାଛ ପାଇଁ ପ୍ରସିଦ୍ଧି ଲାଭ କରିଥିବା ମାଛ ବଜାରରେ କେବଳ ପୋଖରୀ ମାଛ ଓ ଅନ୍ୟ ରାଜ୍ୟରୁ ଆମଦାନୀ ବରଫ ମାଛ…
Read More...

ସର୍ବଭାରତୀୟ ସ୍କେଟିଙ୍ଗ୍‌ରେ ଓଡ଼ିଆ ଝିଅଙ୍କ କୃତିତ୍ୱ

କଟକ: ଭାରତୀୟ ରୋଲର ସ୍କେଟିଙ୍ଗ ମହାସଂଘ ପକ୍ଷରୁ ଗ୍ରେଟର ନୋଇଡାରେ ଅନୁଷ୍ଠିତ ୨ୟ ଓପନ ଜାତୀୟ ରାଙ୍କିଙ୍ଗ ରୋଲର ସ୍କେଟିଙ୍ଗ ଚମ୍ପିଆନ୍‌ସିପ୍‌ରେ ଓଡ଼ିଆ ଝିଅ ବିଭାଂଶୀ ପାଣିଗ୍ରାହୀ ରୌପ୍ୟ ପଦକ ଜିତିଛନ୍ତି। ଏହି…
Read More...

ଟି୨୦ ବିଶ୍ବ ଚମ୍ପିଆନ୍‌ ଭାରତୀୟ ଦଳକୁ ବିସିସିଆଇର ଅର୍ଥ ପୁରସ୍କାର

ନୂଆଦିଲ୍ଲୀ: ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ହରାଇ ୧୭ ବର୍ଷ ପରେ ଭାରତ ଟ୍ବେଣ୍ଟି୨୦ ବିଶ୍ବ ଚମ୍ପିଆନ୍‌ ହୋଇଛି। ଦଳର ଏହି କୃତିତ୍ବ ପାଇଁ ଭାରତୀୟ ଦଳ ପାଇଁ ୧୨୫ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା…
Read More...

ଜଙ୍ଗଲ ଜମି କୁନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ଜଣେ ମୃତ

ଠାକୁରମୁଣ୍ଡା : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ମହୁଲଡ଼ିହା ଥାନା ଚାନ୍ଦିଖମଣ ଗ୍ରାମରେ ଗତ ଶନିବାର ଜଙ୍ଗଲ ଜମି କୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଘଟଣାରେ ଗୁରୁତରଙ୍କ କଟକ ବଡ ମେଡିକାଲ ରେ…
Read More...

ପୃଥକ ପୃଥକ ଦୁର୍ଘଟଣାରେ ଦୁଇ ମୃତ

ପାଟଣା: କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅଞ୍ଚଳରେ ପୃଥକ୍ ପୃଥକ୍ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ପ୍ରଥମ ଦୁର୍ଘଟଣା କ୍ରମରେ କେନ୍ଦେଇପଶି ରାଜନଗର ରାସ୍ତାର ଡେଣୁଆ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ…
Read More...

ଆତଙ୍କ ସୃଷ୍ଟି କଲେ ୨୪ ଟିକିଆ ହାତୀପଲ, ଲୋକେ ଭୟଭୀତ

ପାଟଣା : କିଛି ଦିନ ହେବ ପାଟଣା ବନାଞ୍ଚଳ ଅନ୍ତର୍ଗତ ସାହାରପଡା ଓ ପାଟଣା ବ୍ଲକ ର ବିଭିନ୍ନ ଗ୍ରାମରେ ୨୪ ଟିକିଆ ହାତୀ ପଲ ଆତଙ୍କ ସୃଷ୍ଟି କରି ଚାଲିଛନ୍ତି । ଗତକାଲି ରାତିରେ ହାତୀପଲ ଦୁଇ ଭାଗ ହୋଇ ସାହାରପଡା ବ୍ଲକର…
Read More...

ଭାରତୀୟ ସଂସ୍କୃତି ସର୍ବଦା ପ୍ରକୃତି ସହ ସୁସଙ୍ଗତ ଜୀବନଶୈଳୀ ଉପରେ ଗୁରୁତ୍ୱ ଦେଇ ଆସିଛି : ରାଷ୍ଟ୍ରପତି

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଓଡ଼ିଶାର ଭୁବନେଶ୍ୱର ନିକଟସ୍ଥ ହରିଡ଼ାମଡ଼ା ଗ୍ରାମରେ ବ୍ରହ୍ମକୁମାରୀମାନଙ୍କର ଡିଭାଇନ୍ ରିଟ୍ରିଟ୍ ସେଣ୍ଟରକୁ ଉଦଘାଟନ କରିଛନ୍ତି। ସେ ବ୍ରହ୍ମକୁମାରୀମାନଙ୍କର…
Read More...

ବିଷାକ୍ତ ସାପ କାମୁଡାରେ ଯୁବକ ମୃତ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ବଡ ପାଟଣା ପଞ୍ଚାୟତ ଅନ୍ତର୍ଗତ ପୁଟୁଳିଆ ଗ୍ରାମର ଜଣେ ୧୬ ବର୍ଷର ଯୁବକର ଆଜି ସାପ କାମୁଡାରେ ମୃତ୍ୟୁ ହୋଇଛି।‌ ସୂଚନା ଅନୁଯାୟୀ ପୁଟୁଳିଆ ଗ୍ରାମର ଦାଶରଥି ପାତ୍ରଙ୍କ ପୁଅ…
Read More...

ଗୌଡ଼ଥୁଆଗୁଡା ଠାରେ ଜଙ୍ଗଲୀ ହାତୀ ଉପଦ୍ରବ, ଅଙ୍ଗନବାଡି କେନ୍ଦ୍ରର ଘର ଭାଙ୍ଗିଲେ

ଲାଞ୍ଜିଗଡ଼: ଲାଞ୍ଜିଗଡ ବ୍ଲକ ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ବନାଞ୍ଚଳ ଅଧୀନରେ ଥିବା ଲାଞ୍ଜିଗଡ଼ ସେକ୍ସନ ସ୍ଥିତ ତ୍ରିଲୋଚନପୁର ପଞ୍ଚାୟତ ଗୌଡ଼ଥୁଆଗୁଡା ଗାଁରେ ଗତ ରବିବାର ରାତିରେ ୧୦ ଟିକିଆ ଜଙ୍ଗଲୀ ହାତୀପଲ ଆସି…
Read More...

ପଣ୍ଡିତ ସୁରମଣି ବାଉରୀବନ୍ଧୁ ସେଠୀଙ୍କୁ ସଙ୍ଗୀତରେ ଶ୍ରଦ୍ଧାଞ୍ଜଳୀ 

ଭୁବନେଶ୍ୱର: ଦିଲ୍ଲୀର ଅଗ୍ରଣୀ ସାଂସ୍କୃତିକ ସଂଗଠନ "ସ୍ଵରାଞ୍ଜଳୀ" ଆନୁକୁଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟ ପୁରାତନ ପ୍ରେକ୍ଷାଳୟଠାରେ ପ୍ରଖ୍ୟାତ ସୀତାର ବାଦକ ପଣ୍ଡିତ ସୁରମଣି…
Read More...

ତକ୍ଷ୍ୟଶିଳା ସ୍କୁଲରେ ରଥଯାତ୍ରା ଉତ୍ସବ, ପାରମ୍ପରିକ ନୃତ୍ୟ ପ୍ରଦର୍ଶିତ କଲେ ଛାତ୍ରଛାତ୍ରୀ

ଭୁବନେଶ୍ୱର: ବିଏମପିଏସ୍‌ ତକ୍ଷ୍ୟଶିଳା ସ୍କୁଲରେ ରଥ ଯାତ୍ରା ଉତ୍ସବ ପାଳିତ ହୋଇଯାଇଛି। ରଥ ଯାତ୍ରା ଉପଲକ୍ଷେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପହଣ୍ଡି ବିଜେ, ଛେରା ପହଁରା, ଓଡ଼ିଶୀ ଏବଂ ଗୋଟିପୁଅ ନୃତ୍ୟ ସହିତ…
Read More...

ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମୁହାଁମୁହିଁ

ନୂଆଦିଲ୍ଲୀ: ଜାମ୍ମୁ ଓ କାଶ୍ମିରର କଠୁଆ ମାଚେଡ଼ି ଅଞ୍ଚଳରେ ସେନା ଗାଡ଼ି ଉପରେ ବଡ଼ଧରଣର ଆତଙ୍କୀ ହମଲା ହୋଇଥିବା ସୂଚନା ମିଳିଛି। ଆତଙ୍କବାଦୀଙ୍କ ଆକ୍ରମଣ ପରେ ଅନ୍ୟ ଯବାନମାନେ ପାଲଟା ଆକ୍ରମଣ କରିଥିଲେ। ଫଳରେ ଉଭୟ…
Read More...

ମା’ ଜଳମଡିଏନ ଦେବୀଙ୍କ ସିରଜିନା  ପୂଜାପୀଠ ପ୍ରତିଷ୍ଠା ସମ୍ପନ୍ନ

ରେଙ୍ଗାଲିକ୍ୟାମ୍ପ : ସୋମବାର ରେମଣ୍ଡା ଗ୍ରାମରେ ମା’ ଜଳମଡିଏନ ଦେବୀଙ୍କର ମାଳିବାରି ସ୍ଥିତ ନବ ନିର୍ମିତ ସିରଜିନା  ପୂଜାପୀଠ ପ୍ରତିଷ୍ଠା ହୋଇଯାଇଅଛି।  ଏ ଅବସରରେ କୃଷ୍ଣଚନ୍ଦ୍ର ପଟେଲ ଓ ଲକ୍ଷ୍ମୀ ପଟେଲ ସପତ୍ନୀକ…
Read More...

ବୃତଙ୍ଗ ଜଳସେଚନ ପ୍ରକଳ୍ପ ପାଇଁ ମିଳିଲା ଚୂଡାନ୍ତ ଜଙ୍ଗଲ ଅନୁମୋଦନ, ଉପକୃତ ହେବେ ଦଶପଲ୍ଲା ଓ ନୟାଗଡର ଚାଷୀ

ଭୁବନେଶ୍ୱର: ନୟାଗଡ଼ ଜିଲାର ବହୁ ପ୍ରତିକ୍ଷିତ ବୃତଙ୍ଗ ଜଳସେଚନ ପ୍ରକଳ୍ପ ପାଇଁ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଜଙ୍ଗଲ ଜମି ରେ ଅଣ ଜଙ୍ଗଲ କାର୍ଯ୍ୟ ପାଇଁ ଚୂଡାନ୍ତ ମଞ୍ଜୁରୀ ଦେଇଛି। ସୂଚନା…
Read More...

ଅଧାରେ ଫସିଲା ସିଦ୍ଧ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ବଜ

କେନ୍ଦ୍ରାପଡ଼ା: ଅଧାରେ ଫସିଲା ସିଦ୍ଧ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ବଜ ରଥ। ଶ୍ରଦ୍ଧାଳୁ ଟାଣିବାବେଳେ ବାମମୋଡ଼ ନେଇ ଅଟକିଲା। ଦେବୋତ୍ତର କାର୍ଯ୍ୟାଳୟ ପାଖରେ ଅଟକିଲା ବ୍ରହ୍ମ ତାଳଧ୍ବଜ ରଥ। ମେସିନ ସାହାଯ୍ୟରେ ରଥକୁ…
Read More...

ଖୋର୍ଦ୍ଧା ତାପଙ୍ଗ ଅଞ୍ଚଳରେ ଅଘଟଣ, ରିଲ୍ସ କଲାବେଳେ ଖଣି ପୋଖରୀରେ ବୁଡ଼ିଗଲେ ୨ ଯୁବକ

ଭୁବନେଶ୍ବର: ଖୋର୍ଦ୍ଧା ତାପଙ୍ଗ ଅଞ୍ଚଳରେ ଅଘଟଣ। ୪ଜଣ ସାଙ୍ଗ ତାପଙ୍ଗ ବୁଲି ଆସିଥିବାବେଳେ ଅଘଟଣ ଘଟିଥିବା ସୂଚନା ମିଳିଛି। ରିଲ୍ସ କଲାବେଳେ ୨ଜଣ ଯୁବକ ଖଣି ପୋଖରୀରେ ବୁଡ଼ି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଜୀବିତ…
Read More...

ଜଗତ ସରସେ ଭାରତ କମଳ,  ତା ମଧ୍ୟେ କେଶର ପୁଣ୍ୟ ନୀଳାଚଳ

ପୁରୀ/ଭୁବନେଶ୍ୱର: ଶ୍ରୀଜଗନ୍ନାଥ ସଂସ୍କୃତିର ଅନାଲୋଚିତ ଅଧ୍ୟାୟ ଏବଂ ଓଡିଆ ଅସ୍ମିତାକୁ ବିଶ୍ୱଦରବାରରେ ପହଞ୍ଚାଇବା ଲକ୍ଷ୍ୟରେ ଓଡିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ସ୍ଥାନୀୟ ଭୋଳାନାଥ ଉଚ୍ଚ…
Read More...

ଡୁମୁଡୁମା ନିକଟରେ ଦବିଲା ଫ୍ଲାଏଓଭର ରାସ୍ତା

ଭୁବନେଶ୍ବର: ରାଜଧାନୀର ଡୁମୁଡୁମା ନିକଟରେ ଦବିଲା ଫ୍ଲାଏଓଭର ରାସ୍ତା। ଭୁବନେଶ୍ବରରେ ଜାତୀୟ ରାଜପଥ ଫ୍ଲାଏଓଭର ରାସ୍ତା ଦବି ଯାଇଥିବା ସୂଚନା ମିଳିଛି। ଦବି ଥିବା ରାସ୍ତାରେ ଏକ ମିନିଟ୍ରକ ଫସି ଯାଇଛି। ଖବର ପାଇ ଜାତୀୟ…
Read More...

ଶ୍ରୀଜଗନ୍ନାଥଙ୍କ ନିକଟରେ ସମର୍ପଣ ଭାବ  ରଖି କାର୍ଯ୍ୟ କଲେ ସଫଳତା ଓ ଆନନ୍ଦ ମିଳେ

ଆଠଗଡ: ପବିତ୍ର ଘୋଷଯାତ୍ରା ଅବସରରେ ଶ୍ରୀ ଜଗନ୍ନାଥ ସେବା ସଂସ୍ଥା ଆନୁକୂଲ୍ୟରେ ଆୟୋଜିତ ୪୫ତମ ଭଜନ ସମାରୋହ ଉଦଘାଟିତ ହୋଇଯାଇଛି । ସ୍ଥାନୀୟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଏଥିରେ ମୁଖ୍ୟ…
Read More...

ବିଜେବି ନଗରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ: ଖଣ୍ଡାରେ ହାଣି କାର କାଚ ଭାଙ୍ଗିଲେ, ଫାଙ୍କା ଗୁଳିଚାଳନା କଲେ

ଭୁବନେଶ୍ବର: କିଛି ଅସାମାଜିକ ଯୁବକ ବିଜେବି ନଗର ଅରବିନ୍ଦ କଲୋନୀରେ ଆତଙ୍କରାଜ ଖେଳାଇଥିବା ସୂଚନା ମିଳିଛି। ଏହି ଅସାମାଜିକ ଯୁବକମାନେ ଖଣ୍ଡା ବୁଲାଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କରାଜ ଖେଳାଇଥିଲେ। ଖଣ୍ଡାଧରି ଆତଙ୍କ…
Read More...

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ବାନ

ବୁର୍ଲା: ଶିଶୁ ମାନଙ୍କ ପାଇଁ କାର୍ଯ୍ୟ କରିଆସୁଥିବା ବୁର୍ଲାର ଆଲୋକ ସ୍ଵେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧବାର୍ଷିକୀ ପାଳିତ ହୋଇଯାଇଛି। ଅନୁଷ୍ଠାନର…
Read More...

ଗ୍ୟାସରେ ରୋଷେଇ କରୁଥିବାବେଳେ ଦେହରେ ଲାଗିଗଲା ନିଆଁ, ମହିଳା ଗୁରୁତର

ସିମୁଳିଆ: ରୋଷେଇ କରୁଥିବା ସମୟରେ ଗ୍ୟାସ ଲିକ ହୋଇଥିଲା। ଗ୍ୟାସ ସିଲିଣ୍ଡରରୁ ନିଆଁ ବାହାରି ମହିଳାଙ୍କ ଦେହରେ ଲାଗି ଯାଇଥିଲା। ଭୟଙ୍କର ଭାବେ ନିଆଁ ଲାଗି ଯିବାରୁ ମହିଳା ଜଣକ ଗୁରୁତର ହୋଇପଡ଼ିଥିଲା। ଗୁରୁତର…
Read More...

ଟିଟିଲାଗଡ଼ରେ ଅଧାରେ ଅଟକିଲା ରଥଟଣା

ଟିଟିଲାଗଡ:ସ୍ଥାନୀୟ ଶ୍ରୀଶ୍ରୀ ଦଧିବାମନ ଶ୍ରୀ ଧବଳେଶ୍ୱର ଟ୍ରଷ୍ଟ ଆନୁକୂଲ୍ୟରେ ମହାପ୍ରଭୁଙ୍କ ରଥଯାତ୍ରା ଆଜି ମହାସମାହରେ ଅନୁଷ୍ଠିତ ହୋଇଛି। ଝିପିଝିପି ବର୍ଷା ସତ୍ୱେ ବଡ଼ଦାଣ୍ଡରେ ପ୍ରବଳ ଜନ ସମାଗମ ଦେଖିବାକୁ…
Read More...

ପୁରୀ ରଥଯାତ୍ରା ସମୟରେ ଜଣେ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣା: ମୁଖ୍ୟମନ୍ତ୍ରୀଙ୍କ ଶୋକ, ୪ ଲକ୍ଷ ଟଙ୍କା ସହାୟତା ଘୋଷଣା

ଭୁବନେଶ୍ୱର : ଆଜି ରଥ ଯାତ୍ରା ସମୟରେ ଭିଡ଼ ଯୋଗୁ ବଲାଙ୍ଗିର ସଇଁତଳାର ଜଣେ ଶ୍ରଦ୍ଧାଳୁ ଲଳିତ ବାଗର୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୃତ ବ୍ୟକ୍ତିଙ୍କ ପରିବାରର…
Read More...

୭କ୍ବିଣ୍ଟାଲ ୬୫କେଜି ଗଞ୍ଜେଇ ଜବତ

ଭୁବନେଶ୍ବର: ଆଜି ଚାଲାଣବେଳେ ୭କ୍ବିଣ୍ଟାଲ ୬୫କେଜି ଗଞ୍ଜେଇ ଜବତ ହୋଇଛି। ଖୋର୍ଦ୍ଧା ଜିଲା ଧଳାନିକଟରୁ ଜିଆରଆଇ ଜବତ କରିଥିବା ସୂଚନା ମିଳିଛି। ପିକଅପ ଭ୍ୟାନରେ ୨୫ଟି ଅଖାରେ ୭କ୍ବିଣ୍ଟାଲ ୬୫କେଜି ଗଞ୍ଜେଇ ଚାଲାଣ…
Read More...

ଗଡ଼ିଲାନି ସିଦ୍ଧ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ବଜ ରଥ

କେନ୍ଦ୍ରାପଡ଼ା: ଗଡ଼ିଲାନି ସିଦ୍ଧ ବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ବଜ ରଥ। ପହଣ୍ଡି ପରେ ରଥାରୁଢ଼ ନୀତି ସମ୍ପନ୍ନ। ସନ୍ଧ୍ୟା ହେବାରୁ ରଥ ଗଡ଼ିଲାନି।  ଆସନ୍ତାକାଲି ନୀତିକାନ୍ତି ପରେ ଦିନ ୨ଟାରୁ ରଥ ଟଣା ଯିବ ବୋଲି…
Read More...

ଶ୍ରୀଜଗନ୍ନାଥ ସଂସ୍କୃତି ମାଧ୍ୟମରେ ଓଡିଆ ଅସ୍ମିତାକୁ ଉତ୍ତରପିଢି ନିକଟରେ ପହଞ୍ଚାଇବାରେ ସୂଚନା ଓ ଲୋକସମ୍ପର୍କ ବିଭାଗର…

ପୁରୀ/ଭୁବନେଶ୍ୱର: ଶ୍ରୀଜଗନ୍ନାଥଙ୍କ ବିନା ଓଡିଆ ଅସ୍ମିତାର ସୃଷ୍ଟି ଓ ସ୍ଥିତି ଅସମ୍ଭବା ଶ୍ରୀଜଗନ୍ନାଥ ସଂସ୍କୃତି ଏବଂ ତାଙ୍କର ସମସ୍ତ ରୀତିନୀତିରେ ଓଡିଆ ଅସ୍ମିତାର ପରିସ୍ପୁଟନ ହୋଇଥାଏା ଏହି କ୍ରମରେ, ଶ୍ରୀଜଗନ୍ନାଥ…
Read More...

ବାଣୀକ୍ଷେତ୍ରରେ ଘୋଷଯାତ୍ରା: ଛେରା ପହଁରା କଲେ ଉତ୍କଳ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ

ଭୁବନେଶ୍ବର: ଆଜି ଆଷାଢ଼ ଶୁକ୍ଲ ପକ୍ଷ ଦ୍ବିତୀୟା ତିଥିରେ ବାଣୀକ୍ଷେତ୍ରରେ ଭଗବାନ-ଭକ୍ତ-ରଥ-ପଥର ମହାମିଳନ ପର୍ବ ଅନୁଷ୍ଠିତ ହୋଇଛି। ଆରମ୍ଭ ହୋଇଛି ମହାପ୍ରଭୁଙ୍କ ନବ ଦିନାତ୍ମକ ଯାତ୍ରା। ଭାଇଭଉଣୀଙ୍କ ସହିତ ଭଗବାନ…
Read More...

ଶ୍ରୀଜୀଉଙ୍କ ଆରମ୍ଭ ହେଲା ରଥ ଟଣା, ଘଣ୍ଟଘଣ୍ଟା, ମୃଦଙ୍ଗ, ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର

ପୁରୀ: ଶ୍ରୀକ୍ଷେତ୍ର ଧାମ ପୁରୀରେ ଅନୁଷ୍ଠିତ ହେଉଛି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ନିଜର ଭକ୍ତମାନଙ୍କୁ ଦର୍ଶନ ଦେବା ପାଇଁ  ରତ୍ନ ସିଂହାସନରୁ ବଡଦାଣ୍ଡକୁ ଓହ୍ଲାଇ ଆସିଛନ୍ତି ଚତୁର୍ଦ୍ଧା ବିଗ୍ରହ । ରବିବାର ସକାଳେ…
Read More...

ଭକ୍ତ ଦାସିଆ ପୀଠରେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ତୁଳସୀ ବେଶ

ପିପିଲି:ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମଭକ୍ତ ଶିରୋମଣି ଦାସିଆଙ୍କ ବାଲିଗାଁ ସ୍ଥିତ ଜନ୍ମ ଓ ସାଧନା ପୀଠ ପରିସରସ୍ଥ ଶ୍ରୀଜଗନ୍ନାଥ ମନ୍ଦିରରେ ପବିତ୍ର ଘୋଷଯାତ୍ରା ଅବସରରେ ଚତୁର୍ଦ୍ଧାମୂର୍ତ୍ତୀଙ୍କୁ ତୁଳସୀ ବେଶ…
Read More...

ନିସ୍ୱାର୍ଥପର ସେବା ଓ ତ୍ୟାଗର ପ୍ରତୀକ ଥିଲେ ଗୋପବନ୍ଧୁ

ଗୁରୁଡିଝାଟିଆ:  ପ୍ରତିକୂଳ ପରିବେଶ ଭିତରେ ଗତି କରି ଝଡି, ବଢି ଓ ମରୁଡି ପ୍ରପୀଡିତ ଅସହାୟ ଦୁସ୍ଥ ଜନଙ୍କ ଯର୍ଥାର୍ଥ ପ୍ରତିନିଧି ଥିଲେ ମହାନ ଦେଶ ସେବକ ,ମୁକ୍ତିସଂଗ୍ରାମୀ ଓ ବକୁଳବନର ସନ୍ଥ ପୂଣ୍ୟାତ୍ମା ପଣ୍ଡିତ…
Read More...

 ଦୁଇଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୧୫ରୁ ଅଧିକ ବୋମାମାଡ଼

ଭୁବନେଶ୍ବର: ଭୁବନେଶ୍ବର ଉପକଣ୍ଠ ପଟିଆ ନିକଟସ୍ଥ ପଦ୍ମକେଶରୀପୁର ଗାଁରେ ପୁଣି ଗୋଷ୍ଠୀ ସଂଘର୍ଷ ହୋଇଛି ଏବଂ ଏହି ପଦ୍ମକେଶରୀପୁର ଗାଁରେ ୧୫ରୁ ଅଧିକ ବୋମାମାଡ଼ ହୋଇଥିବା ସୂଚନା ମିଳିଛି। ପଟିଆର କେଳା ସାହି ତଥା…
Read More...

ଓଡିଆ ଭାଷା ସାହିତ୍ୟର ପ୍ରତିଷ୍ଠା ପାଇଁ ଗୋପବନ୍ଧୁଙ୍କ ଉଦ୍ୟମ ଚିର ସ୍ମରଣୀୟ

ଭୁବନେଶ୍ଵର : ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ୯୬ ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଓଡ଼ିଶା ବିଧାନସଭା ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉତ୍କଳମଣିଙ୍କ…
Read More...

ମହାପ୍ରଭୁଙ୍କ ରଥ ଯାତ୍ରା ପୂର୍ବ ଦିନ ବଡ଼ ଦାଣ୍ଡ ସଫେଇ କରି ସ୍ବଚ୍ଛତା ଓ ପରିଚ୍ଛନ୍ନତାର ବାର୍ତ୍ତା ଦେଲେ…

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ପୁରୀ ବଡ଼ ଦାଣ୍ଡରେ ରଥ ଯାତ୍ରା ଅବ୍ୟବହିତ ପୂର୍ବରୁ ସଫେଇ କାର୍ଯ୍ୟକ୍ରମରେ ଯୋଗ ଦେଇ ସମସ୍ତଙ୍କୁ ସ୍ବଚ୍ଛତା ଓ ପରିଚ୍ଛନ୍ନତାର ବାର୍ତ୍ତା ଦେଇଛନ୍ତି।…
Read More...

ପୁରୀ ପଲ୍ଲିଶ୍ରୀ ମେଳାରେ ଖୋଲିଲା ଗ୍ରାହକ ସଚେତନତା ଷ୍ଟଲ

ଭୁବନେଶ୍ବର: ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅବସରରେ ପୁରୀଠାରେ ଆୟୋଜିତ ଜାତୀୟ ପଲ୍ଲିଶ୍ରୀ ମେଳାରେ ଆଜି ଗ୍ରାହକ ସଚେତନତା ଷ୍ଟଲ ଉଦଘାଟିତ ହୋଇଛି। ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନ(ସିକା) ପକ୍ଷରୁ ଖୋଲିଥିବା ଏହି…
Read More...

ସେବା ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ରାଷ୍ଟ୍ରନାୟକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ

ରେଙ୍ଗାଲି: ଶତାୟୁ ଖବରକାଗଜ ଦୈନିକ ‘ସମାଜ’ର ପ୍ରତିଷ୍ଠାତା ସେବା ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ ରାଷ୍ଟ୍ରନାୟକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧୋତ୍ସବ ଆଛି ସମ୍ବଲପୁର ଜିଲାର ରେଙ୍ଗାଲି ସ୍ଥିତ…
Read More...

କର୍ମଭୂମିରେ ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ୯୬ତମ ଶ୍ରାଦ୍ଧୋତ୍ସବ ପାଳିତ 

ସାକ୍ଷୀଗୋପାଳ : ଉତ୍କଳମଣିଙ୍କ କର୍ମଭୂମି ସତ୍ୟବାଦୀ ଅଞ୍ଚଳରେ ଆଜି ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ଶ୍ରାଦ୍ଧ ଶାସ୍ତ୍ରୀୟ ମତରେ ପାରମ୍ପରିକ ରୀତିରେ ପାଳନ ହୋଇଯାଇଛି। ପୂର୍ବାହ୍ନ ସାତଟା ସମୟରେ ବିଦ୍ୟାଳୟ ସଫେଇ , ପଞ୍ଚସଖା…
Read More...

“ଶ୍ରୀ ଜଗନ୍ନାଥ ଶୀର୍ଷକ” ଚିତ୍ରକଳା ପ୍ରଦର୍ଶନୀକୁ ଉଦଘାଟନ କଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର: ପବିତ୍ର ରଥଯାତ୍ରା ଅବସରରେ ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ଶ୍ରୀକ୍ଷେତ୍ର ପୁରୀ ଠାରେ ଆୟୋଜିତ "ଶ୍ରୀ ଜଗନ୍ନାଥ ଶୀର୍ଷକ" ଚିତ୍ରକଳା ପ୍ରଦର୍ଶନୀକୁ ଉଚ୍ଚ ଶିକ୍ଷା, କ୍ରୀଡା ଓ ଯୁବ ସେବା, ଓଡ଼ିଆ ଭାଷା,…
Read More...

ତ୍ୟାଗ ଓ ସେବାର ମୂର୍ତ୍ତିମନ୍ତ ପଣ୍ଡିତ ଗୋପବନ୍ଧୁଙ୍କୁ ଭାରତରତ୍ନ ଉପାଧି ଦିଆଯାଉ

କେନ୍ଦୁଝରଗଡ଼: ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧୋତ୍ସବ ଅବସରରେ ଶନିବାର ସକାଳେ ଟେଲିଫୋନ ଏକ୍ସଚେଞ୍ଜଛକସ୍ଥିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ବହୁ ବିଶିଷ୍ଟ ବ୍ୟକ୍ତି…
Read More...

ପୁଣ୍ୟାତ୍ମା ଗୋପବନ୍ଧୁ ଦାସଙ୍କ ଆଦର୍ଶ ପ୍ରତ୍ୟେକ ଓଡ଼ିଆ ପାଇଁ ପ୍ରେରଣା-ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର:  ଜୟଦେବ ଭବନରେ ଲୋକସେବକ ମଣ୍ଡଳ ଓ ‘ସମାଜ’ ଆନୁକୂଲ୍ୟରେ ଆୟୋଜିତ ଦୈନିକ ‘ସମାଜ’ର ପ୍ରତିଷ୍ଠାତା ପୁଣ୍ୟାତ୍ମା ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…
Read More...

ପୁଣ୍ୟାତ୍ମା ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧୋତ୍ସବ କାର୍ଯ୍ୟକ୍ରମ, ମୁଖ୍ୟ ଅତିଥି ଭାବେ ଯୋଗଦେଲେ ରାଷ୍ଟ୍ରପତି…

ଭୁବନେଶ୍ବର: ବାୟୁସେନାର ସ୍ବତନ୍ତ୍ର ବିମାନଯୋଗେ ଆସି ଭୁବନେଶ୍ବର ବିମାନବନ୍ଦରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପହଞ୍ଚିବା ପରେ ରାଜ୍ୟପାଳ ରଘୁବର ଦାସ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିମାନବନ୍ଦରରେ ତାଙ୍କୁ…
Read More...

ଭୁବନେଶ୍ବରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ସ୍ବାଗତ କଲେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଭୁବନେଶ୍ବରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଭାରତୀୟ ବାୟୁସେନାର ସ୍ବତନ୍ତ୍ର ବିମାନଯୋଗେ ଆସି ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଜ୍ୟପାଳ ରଘୁବର ଦାସ…
Read More...

ଅଜଣା ଗାଡି ଧକ୍କାରେ  ପୁଲିସ ଜିପ ଡ୍ରାଇଭରଙ୍କ ମୃତ୍ୟୁ 

ଗୋପାଳପୁର:  ଗତ ୨୬ ତାରିଖ  ଗୋଳନ୍ଥରା ଥାନା ଅନ୍ତର୍ଗତ କନିଷି ଢ଼ାବା ସାମ୍ନା ୧୬ ନଂ ଜାତୀୟ ରାଜପଥରେ ଅଜଣା ଗାଡି ଧକ୍କାରେ ଗୁରୁତର ପୁଲିସ ଜିପ ଡ୍ରାଇଭର ଶ୍ରୀପତି କାର୍ଜିଙ୍କ ଆଜି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ…
Read More...

ଆସନ୍ତା ୨୨ ତାରିଖରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ

ଭୁବନେଶ୍ବର: ଆସନ୍ତା ୨୨ ତାରିଖରୁ ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହେବ। ବିଧାନସଭା ଅଧିବେଶନ ସେପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ୨୩ ତାରିଖରେ ଉପ-ବାଚସ୍ପତି ନିର୍ବାଚନ ସମ୍ପର୍କିତ ଘୋଷଣା କରାଯିବ।…
Read More...

ନବନିଯୁକ୍ତ ଓଡିଶା ପ୍ରଭାରୀ ବିଜୟ ପାଲ ସିଂହ ତୋମାର ଏବଂ ସହ-ପ୍ରଭାରୀ ସୁଶ୍ରୀ ଲତା ଉସେଣ୍ଡିଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା…

ଭୁବନେଶ୍ୱର: ମାନନୀୟ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡାଜୀଙ୍କ ଦ୍ୱାରା ଓଡିଶା ସମେତ ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଓ ସହ-ପ୍ରଭାରୀ ନାମ ତାଲିକା ଘୋଷଣା କରିଛନ୍ତି । ଓଡିଶା ପ୍ରଭାରୀ ଭାବେ ବିଜୟ ପାଲ ସିଂହ ତୋମାର…
Read More...

ଅଭିଯୋଗ ଶୁଣାଣି ଓ ସମାଧାନ ପ୍ରକ୍ରିୟାକୁ ଦକ୍ଷ କରିବା ପାଇଁ ପରାମର୍ଶ, ଭିଜନ ୨୦୩୬ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଆଜି ଅପରାହ୍ନରେ ଖାରବେଳ ଭବନ ଠାରେ ସବୁ ସଚିବ ମାନଙ୍କ ବୈଠକରେ ଯୋଗ ଦେଇ ନୂଆ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିବା ସହିତ ନିର୍ବାଚନ ପ୍ରତିଶୃତି ପାଳନ ପାଇଁ ବିଧିବଦ୍ଧ…
Read More...

ଦେଶର ସାମଗ୍ରିକ ସମୃଦ୍ଧତା ପାଇଁ ଶକ୍ତି ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ବର : ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ (ଆଇସିସି) ପକ୍ଷରୁ ଭୁବନେଶ୍ୱର ଠାରେ ପୂର୍ବାଞ୍ଚଳରେ ବିକଳ୍ପ ଶକ୍ତି ଉତ୍ସର ସୁଚିନ୍ତିତ ତଥା ଅନୁସନ୍ଧାନ ପାଇଁ ଏକ ପ୍ଲାଟଫର୍ମ ସୃଷ୍ଟି କରିବା ପାଇଁ ‘ତୃତୀୟ ପୂର୍ବାଞ୍ଚଳ…
Read More...

ଶ୍ରୀଜଗନ୍ନାଥ ଚେତନା-ଆଧାରିତ ସ୍ୱତନ୍ତ୍ର ଭାକ୍ତିକ ସତ୍ତ୍ର ‘ଲୀଳାମୟ ନୀଳାଦ୍ରୀଶ’

ଭୁବନେଶ୍ବର: ଅଗ୍ରଣୀ ସାରସ୍ୱତ ଅନୁଷ୍ଠାନ 'ଭୁବନେଶ୍ୱର ଭଞ୍ଜଭାରତୀ' ପକ୍ଷରୁ ଆଗାମୀ ଜୁଲାଇ ୧୦ତାରିଖରେ ଜୟଦେବ ଭବନରେ ଶ୍ରୀଜଗନ୍ନାଥ ଚେତନା-ଆଧାରିତ ସ୍ୱତନ୍ତ୍ର ଭାକ୍ତିକ ସତ୍ତ୍ର 'ଲୀଳାମୟ ନୀଳାଦ୍ରୀଶ' ଅନୁଷ୍ଠିତ…
Read More...

ଭିଜିଲାନ୍ସ ଜାଲରେ ତହସିଲଦାର

ରାୟଗଡ଼ା: ଲାଞ୍ଚ ନେଲାବେଳେ ତହସିଲଦାରଙ୍କୁ ଧରିଲା ଭିଜିଲାନ୍ସ।  ଲାଞ୍ଚ ନେଇ ଧରିପଡ଼ିଛନ୍ତି ତହସିଲଦାର। ଲାଞ୍ଚ ନେଉଥିବା ଅଭିଯୋଗ ଆସିବା ପରେ ରାୟଗଡ଼ା ଜିଲା ଚନ୍ଦ୍ରପୁର ତହସିଲଦାର ବିଚ୍ଚିତ୍ରାନନ୍ଦ ନାୟକଙ୍କୁ…
Read More...

ପରିବେଶ ପରିବର୍ତ୍ତନକୁ ରୋକିବା ପାଇଁ ସରକାରଙ୍କ କାର୍ଯ୍ୟରେ ସହଯୋଗିତା ଓ ସହଭାଗିତା ପାଇଁ ଜନସାଧାରଣଙ୍କୁ…

ଭୁବନେଶ୍ବର:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନରେ ସାରା ଦେଶରେ ‘ଏକ ପେଡ ମା କେ ନାମ’ ଅଭିଯାନ ଚାଲିଛି । ଏଥିରେ ବ୍ୟକ୍ତିଗତ ସ୍ତରରେ ଗଛ ଲଗାଇ ଫଟୋ ଅପଲୋଡ କରିବାକୁ ଆହ୍ବାନ ଦିଆଯାଇଛି। ଏହି ଅଭିଯାନରେ…
Read More...

ରତ୍ନଭଣ୍ଡାର ଗଣତି ଓ ମଣତି ପାଇଁ ପ୍ରସ୍ତୁତ ହେବ ଏସଓପି-ଜଷ୍ଟିସ ରଥ

ଭୁବନେଶ୍ବର: ଏଇ ରଥଯାତ୍ରା ସମୟରେ ନା ନୀଳାଦ୍ରି ବିଜେ ଖୋଲିବ ରତ୍ନଭଣ୍ଡାର। ଏହାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ। କେବେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ତାହାକୁ ନେଇ କଳ୍ପନାଜଳ୍ପନା ଲାଗି ରହିଛି। ରାଜ୍ୟ…
Read More...

ଜୁଲାଇ ୮ ତାରିଖ (ସୋମବାର) ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

ଭୁବନେଶ୍ୱର: ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ରାଜ୍ୟ ସରକାର ୮ ତାରିଖ (ସୋମବାର)କୁ ଛୁଟି ଘୋଷଣା କରିଛନ୍ତିା ଛୁଟି ଘୋଷିତ ହେବାରୁ ୮ ତାରିଖ (ସୋମବାର) ଦିନ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି…
Read More...

ସଡ଼କ ଦୁର୍ଘଟଣା​‌ରେ ଜଣେ ମୃତ

ନର୍ଲା: ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଛତିକୁଡାରୁ ରାୟଗଡ଼ା ରାସ୍ତାରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ଯୁବକ ଜଣକ ଲାଞ୍ଜିଗଡ ଥାନା ଅନ୍ତର୍ଗତ ବିଲାଟିପଦର୍  ଗ୍ରାମର ଅଭି ମୁଣ୍ଡା (୩୭)…
Read More...

ରତ୍ନଭଣ୍ଡାର ପାଇଁ ୧୬ ଜଣିଆ କମିଟି ଗଠିତ, ୬ରେ ନିଆଯିବ ନିଷ୍ପତ୍ତି

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ  ରତ୍ନଭଣ୍ଡାର ଖୋଲିବା ପାଇଁ ୧୬ଜଣିଆ କମିଟି ଗଠନ କରାଯାଇଛି । ଜଷ୍ଟିସ ବିଶ୍ବନାଥ ରଥଙ୍କ ନେତୃତ୍ବରେ ଏହି  ଯାଞ୍ଚ କମିଟି ଗଠିତ ହୋଇଛି ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ…
Read More...

ମଧ୍ୟାହ୍ନ ଭୋଜନର ମାନ ଓ ଗୁଣବତ୍ତା ପରଖିଛନ୍ତି ସ୍ୱତନ୍ତ୍ର ପ୍ରତିନିଧି ଦଳ

ଗୁରୁଡିଝାଟିଆ: ମଧ୍ୟାହ୍ନ ଭୋଜନର ମାନ ଓ ଗୁଣବତ୍ତା ପରଖିଛନ୍ତି ସ୍ୱତନ୍ତ୍ର ପ୍ରତିନିଧି ଦଳ । ଗୁରୁଡିଝାଟିଆ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟକୁ ଯାଇ ପାଚିକା, ବିଦ୍ୟାର୍ଥୀ, ଅଭିଭାବକ ଓ ଶିକ୍ଷକମାନଙ୍କ ସହିତ ମଧ୍ୟାହ୍ନ…
Read More...

ଗୃହ ଓ ନଗର ଉନ୍ନୟନ ବିଭାଗର ଆଉ ପାଞ୍ଚଗୋଟି ସେବା ଓଡ଼ିଶା ଲୋକସେବା ଅଧିକାର ଆଇନରେ ସାମିଲ ହେବ

ଭୁବନେଶ୍ୱର: ଗୃହ ଓ ନଗର ଉନ୍ନୟନ ବିଭାଗ ଦ୍ଵାରା ପ୍ରଦାନ କରାଯାଉଥିବା ଆଉ ପାଞ୍ଚଗୋଟି ସେବାକୁ ରାଜ୍ୟ ସରକାର ଓଡ଼ିଶା ଲୋକସେବା ଅଧିକାର ଅଧିନିୟମ, ୨୦୧୨ରେ ଅନ୍ତର୍ଭୁକ୍ତ କରିବେ। ଏହା କାର୍ଯ୍ୟକାରୀ କରିବା ପାଇଁ…
Read More...

ବିଷ ପିଇଦେଲେ ଶାଳୀ ଓ ଭିଣୋଇ, ତଦନ୍ତ ଆରମ୍ଭ କଲା ପୁଲିସ

ଧର୍ମଗଡ଼: ଶାଳୀ ଭିଣୋଇ ପ୍ରେମର କରୁଣ ପରିଣତି। ଅପମାନ ସହି ନ ପାରି ଶାଳୀ ଓ ଭିଣୋଇ ଏକାଠି ବିଷ ପିଇ ଦେଇଥିଲେ। ବିଷ ପିଇବା ପରେ ଉଭୟ ଗୁରୁତର ହୋଇପଡ଼ିଥିଲେ। ତେବେ ଭିଣୋଇର ମୃତ୍ୟୁ ହୋଇଯାଇଥିବାବେଳେ ଶାଳୀ ଗୁରୁତର ହୋଇ…
Read More...

ରାଜ୍ୟର ବିକାଶରେ ଅଂଶୀଦାର ହେବାକୁ ଅଧିକାରୀଙ୍କୁ ପରାମର୍ଶ

ଭୁବନେଶ୍ୱର: ଓଡ଼ିଶାରାଜ୍ୟ ସମବାୟ ବିଭାଗ ତରଫରୁଆଜି ପୂର୍ବାହ୍ନରେକୃଷି ଭବନ ସମ୍ମିଳନୀ କକ୍ଷରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛିା ସମବାୟ, ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତମୁଖ୍ୟ ଅତିଥି…
Read More...

ଧବଳେଶ୍ୱର କଂକ୍ରିଟ ସେତୁରେ ଆଲୋକିକରଣ ବ୍ୟବସ୍ଥା ପାଇଁ ଦାବି

ଗୁରୁଡିଝାଟିଆ: ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରକୁ ଯିବା ପାଇଁ ନିର୍ମିତ ହୋଇଥିବା କଂକ୍ରିଟ ସେତୁ ସଞ୍ଜ ହେଲେ ଅନ୍ଧାର ହୋଇପଡୁଛି । ଯାହା ଫଳରେ କି ଶ୍ରଦ୍ଧାଳୁମାନେ ଯାତାୟାତରେ ଘୋର ଅସୁବିଧାର ସମ୍ମୁଖିନ ହେଉଛନ୍ତି।…
Read More...

ମର୍ଣ୍ଣିଂ କ୍ରିକେଟ୍‌ ଟିମ ଜର୍ସି ଉନ୍ମୋଚିତ

ଭୁବନେଶ୍ୱର : ମର୍ଣ୍ଣିଂ କ୍ରିକେଟ୍‌ ଟିମ ଜର୍ସି ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ଟିମ୍ର ସଦସ୍ୟ ରଶ୍ମି ରଞ୍ଜନ ପ୍ରଧାନ, ଆଲୋକ ପ୍ରଧାନ, ଶୁଭମ୍‌ କୁମାର, ସମୀର ଦାସ, ଜ୍ଞାନ ରଞ୍ଜନ ନାୟକ, ବିରେନ ସାହୁ ଓ ପ୍ରମୁଖ…
Read More...

ଓଡିଶାରେ କାର୍ଯ୍ୟକାରୀ ହେବ ଭାରତ ସରକାରଙ୍କ ସମନ୍ୱିତ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ‘ମିଶନ ଶକ୍ତି’

ଭୁବନେଶ୍ୱର: ଭାରତ ସରକାରଙ୍କ ସମନ୍ୱିତ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମ ‘ମିଶନ ଶକ୍ତି’କୁ ଓଡିଶାରେ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ଯୋଜନାରେ ମହିଳାଙ୍କ…
Read More...

ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ଥ, କ୍ୱାକଙ୍କ ହାତରେ ରୋଗୀଙ୍କ ଭାଗ୍ୟ !

ବୌଦ୍ଧ: ଖୁବଶୀଘ୍ର ବୌଦ୍ଧରେ ରାଜ୍ୟସରକାରଙ୍କ ପକ୍ଷରୁ ନିର୍ମାଣାଧିନ ତିନିଶହ ଶଯ୍ୟା ବିଶିଷ୍ଟ ଜିଲା ଚିିକିତ୍ସାଳୟ ଉଦଘାଟନ ହେବାକୁ ଯାଉଅଛି। ଏହି ଚିକିତ୍ସାଳୟକୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ କରିବା ପାଇଁ…
Read More...

ଲକ୍ଷ୍ମୀପୁର ବ୍ଲକରେ ସମ୍ପୂର୍ଣ୍ଣତା ଯୋଜନା ଶୁଭାରମ୍ଭ , ଦ୍ରୁତ ବିକାଶ ପାଇଁ ୬ ଟି ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ…

ଲକ୍ଷ୍ମୀପୁର: ନୀତି ଆୟୋଗ ଦ୍ବାରା ସଂପୂର୍ଣ୍ଣତା ଅଭିଯାନ କାର୍ଯ୍ୟକ୍ରମ କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକରେ ଜୁଲାଇ ୪ ତାରିଖରୁ ଆରମ୍ଭ ହୋଇଛି । ଏହା ସେପ୍ଟେମ୍ବର ମାସ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ ।  ବିକାଶ…
Read More...

ଦନ୍ତା ଆକ୍ରମଣରେ ବୃଦ୍ଧ ଗୁରୁତର, ଭୂବନେଶ୍ବର ସ୍ଥାନାନ୍ତର

ଜି.ଉଦୟଗିରି: ଆଜି ଭୋର ସମୟରେ ସ୍ଥାନୀୟ ବ୍ଳକ ଅନ୍ତର୍ଗତ କତିଙ୍ଗିଆ ପଞ୍ଚାୟତର ଟିଆଙ୍ଗିଆ ପିଡିସୁବାଲି ଗ୍ରାମର ଏଡୁଆଡ ନାୟକଙ୍କୁ ଦନ୍ତା ଆକ୍ରମଣ କରିଛି। ତାଙ୍କୁ ଅତର୍କିତ ଭାବେ ଦନ୍ତା ଆକ୍ରମଣ କରିବାରୁ ଏଡୁଆଡ ନାୟକ…
Read More...

ବିଜେପି ଯୁବମୋର୍ଚ୍ଚାର ହିଂସାକାଣ୍ଡକୁ କଂଗ୍ରେସର ନିନ୍ଦା, ଶାନ୍ତିପ୍ରିୟ ରାଜ୍ୟରେ ଅଶାନ୍ତି ସୃଷ୍ଟି କରୁଛି ବିଜେପି

ଭୁବନେଶ୍ୱର: ଓଡ଼ିଶା ଭଳି ଏକ ଶାନ୍ତିପ୍ରିୟ ରାଜ୍ୟରେ ଅଶାନ୍ତିର ବୀଜ ବୁଣୁଛି ବିଜେପି । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରତି ଓଡ଼ିଶା ବିଜେପି ଯୁବମୋର୍ଚ୍ଚା ଯେଭଳି ବ୍ୟବହାର ପ୍ରଦର୍ଶନ କଲା ଏବଂ କଂଗ୍ରେସ ଭବନ…
Read More...

ଓଡ଼ିଆ ଭାଷା ଓ ସଂସ୍କୃତିକୁ ସମୃଦ୍ଧ କରିବାର ଅଭିନବ ପ୍ରୟାସ

ରେଙ୍ଗାଲିକ୍ୟାମ୍ପ:ଓଡ଼ିଶାର ଭାଷା ତଥା ଭାଷା କ୍ଷେତ୍ରରେ ବିଶିଷ୍ଟ ଭାଷାବିଦ, ସାରସ୍ଵତ ସ୍ରଷ୍ଟାଙ୍କ ସୃଷ୍ଟିକୁ ସମୃଦ୍ଧି କରିବାର ମହାନ୍ ଉଦ୍ଦେଶ୍ୟକୁ ନେଇ ଓଡ଼ିଶା ସଂସ୍କୃତି  ବିଭାଗ  ପକ୍ଷରୁ ତଥା ବରଗଡ଼…
Read More...

ପୁଲି ଯାଞ୍ଚବେଳେ ଧରାପଡ଼ିଲା ୧୭କଜେି ଗଞ୍ଜେଇ, ଅଭିଯୁକ୍ତ ଗିରଫ

ଫୁଲବାଣୀ:କନ୍ଧମାଳ ଜିଲାର ଫିରିଙ୍ଗିଆ ଥାନା ଅଞ୍ଚଳଟି ଏବେ ଗଞ୍ଜେଇ ଚାଲାଣର ପେଣ୍ଠ ସ୍ଥଳୀ ପାଲଟି ଥିବା ବେଳେ ରୀତିମତ ଏହି ଅଂଚଳରୁ ବାହାର ରାଜ୍ୟ ଓ ଜିଲାମାନଙ୍କୁ ମାଫିଆମାନେ ଗଞ୍ଜେଇ ଚାଲାଣ କରିଚାଲିଛନ୍ତି। ଏହି…
Read More...

ନୂତନ ଅପରାଧିକ ଆଇନ କାର୍ଯ୍ୟକାରିତା, ସଚେତନତା ସଭା 

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ଥାନା ତରଫରୁ ନୂତନ ଅପରାଧିକ ଆଇନ କାର୍ଯ୍ୟକାରିତା ସମ୍ପର୍କରେ, ଥାନା ଅବ୍ୟର୍ଥନା ଗୃହରେ ଅନୁଷ୍ଠିତ ହୋଇଯାଇଛି। ଏହିଅବସରରେ ଏହିସଭାରେ କଣ୍ଟାବାଞ୍ଜି ଉପ ଆରକ୍ଷୀ ଅଧିକ୍ଷକ ଗୌରାଙ୍ଗ ଚରଣ…
Read More...

ଜୁଲାଇ ୮ରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର!

ଭୁବନେଶ୍ବର: ଜୁଲାଇ ୮ ତାରିଖରେ ଶ୍ରୀମନ୍ଦର ରତ୍ନଭଣ୍ଡାର ଖୋଲିପାରେ।  ଜୁଲାଇ ୮ରୁ ୨୭ ପର୍ଯ୍ୟନ୍ତ ରତ୍ନଭଣ୍ଡାର ଗଣତି ମଣତି କାମ ଚାଲିବା ନେଇ ସୂଚନା ମିଳିଛି। ୨୦ ଦିନ ପର୍ଯ୍ୟନ୍ତ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗଣତି ମଣତି…
Read More...

ବେଦାନ୍ତ ଲାଞ୍ଜିଗଡ଼କୁ କଳିଙ୍ଗ ପରିବେଶ ଓ ଶକ୍ତି ଉତ୍କର୍ଷ ପୁରସ୍କାର

ଲାଞ୍ଜିଗଡ଼: କଳାହାଣ୍ଡି ଜିଲା ଲାଞ୍ଜିଗଡ଼ରେ ସ୍ଥିତ ଆଲୁମିନା ରିଫାଇନାରୀ ୟୁନିଟକୁ ସମ୍ମାନଜନକ କଳିଙ୍ଗଶକ୍ତି ଉତ୍କର୍ଷ ପୁରସ୍କାର ଓ କଳିଙ୍ଗ ପରିବେଶ ଉତ୍କର୍ଷ ପୁରସ୍କାର ମିଳିଛି । ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ…
Read More...

୧୮ଟି ହାଇସ୍କୁଲରେ ନାହାନ୍ତି ସ୍ଥାୟୀ ପ୍ରଧାନଶିକ୍ଷକ

ଆଠଗଡ, ୦୨ା୭(ନିପ୍ର) ଆଠଗଡ ବ୍ଲକରେ ଥିବା ମୋଟ ୩୪ଟି ସରକାରୀ, ପୂର୍ଣ୍ଣ ଅନୁଦାନ ପ୍ରାପ୍ତ ଓ ବ୍ଲକ ଗ୍ରାଣ୍ଟ ହାଇସ୍କୁଲ ମଧ୍ୟରୁ ୧୮ଟି ହାଇସ୍କୁଲରେ ସ୍ଥାୟୀ ପ୍ରଧାନଶିକ୍ଷକ ପଦବୀ ବର୍ଷ ବର୍ଷ ଧରି ଖାଲି ପଡିଛି ।…
Read More...

କୃଷି ଓ କୃଷକ ସଶକ୍ତିକରଣ ବିଭାଗର ବୈଠକ, ଖରିଫ ଋତୁରେ ନୋଡାଲ ଅଧିକାରୀଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ

ଭୁବନେଶ୍ୱର: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧିନରେ ଚାଲୁଥିବା ବିଭିନ୍ନ ଯୋଜନାଗୁଡ଼ିକର କାର୍ଯ୍ୟକାରିତା, ସଫଳ ରୂପାୟନ ଏବଂ ଏ ସଂପର୍କରେ ତଥ୍ୟ ହାସଲ ନିମନ୍ତେ ବିଭାଗର ନୋଡାଲ ଅଧିକାରୀ ବ୍ୟବସ୍ଥା ବେଶ୍ ପ୍ରଭାବଶାଳୀ…
Read More...

ଆଠଗଡରେ ଖୁଣ୍ଟୁଣୀ ଏକ ଶାନ୍ତିପୂର୍ଣ୍ଣ ଗାଁ, ବନ୍ଧୁତ୍ୱ ଉପରେ ସର୍ବାଧିକ ଗୁରୁତ୍ୱ ଦେଇଥାଏ

ଗୁରୁଡିଝାଟିଆ: ଆଠଗଡରେ ଖୁଣ୍ଟୁଣୀ ଏକ ଶାନ୍ତିପୂର୍ଣ୍ଣ ଗାଁ । ଭାଇଚାରା ,ସାମୁହିକ ବିକାଶ ଓ ବନ୍ଧୁତ୍ୱ ଉପରେ ସର୍ବାଧିକ ଗୁରୁତ୍ୱ ଦେଇଥାଏ । ମିଳିମିଶି ବିକାଶ ପ୍ରକ୍ରିୟାକୁ ତ୍ୱାରନ୍ୱିତ କରିବାରେ ଅନ୍ୟମାନଙ୍କ ପାଇଁ…
Read More...

କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ ପକ୍ଷରୁ ବନ ମହୋତ୍ସବ

ଫୁଲବାଣୀ: କନ୍ଧମାଳ ଜିଲା ମୁଖ୍ୟ ଚିକିତ୍ସାଳୟ ପରିସର ମଧ୍ୟରେ କନ୍ଧମାଳ ପ୍ରଗତି ଚିନ୍ତନ ପରିଷଦ ପକ୍ଷରୁ ଆଜି ୭୫ତମ ବନମୋହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ କନ୍ଧମାଳ ଜିଲାପାଳ ଆଶିଷ ଈଶ୍ଵର ପାଟିଲ…
Read More...

ସଚେତନତା ବାର୍ତ୍ତା ପହଞ୍ଚାଇବା ପାଇଁ ଗଡିଲା ପ୍ରଚାର ଗାଡ଼ି

ଫୁଲବାଣୀ: ଫୁଲବାଣୀ ବ୍ଳକ ଅନ୍ତର୍ଗତ ଗୁମାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ସମସ୍ତ ଗ୍ରାମକୁ ସଚେତନତା ବାର୍ତ୍ତା ପହଞ୍ଚାଇବା ନିମନ୍ତେ ଗଡିଲା ପ୍ରଚାର ଗାଡ଼ି। ଲୋକ ପରିବାର ନିୟୋଜନ ପଦ୍ଧତି ଗୁଡ଼ିକ…
Read More...

ଲଡୁଗାଁ ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ

ଲଡୁଗାଁ: କଳାହାଣ୍ଡି ଜିଲା କୋକସରା ବ୍ଲକ ବ୍ଲକ ଅନ୍ତର୍ଗତ ଲଡୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବନମହୋତ୍ସବ ଉଦଘାଟିତ ହୋଇଯାଇଛି । ସ୍କୁଲ ବରିଷ୍ଠ ଶିକ୍ଷକ ବୁଦ୍ଧିରାମ ନାଏକ ତତ୍ତ୍ଵାବଧାନରେ ଅନୁଷ୍ଠିତ…
Read More...

ଭୁବନେଶ୍ବରରେ ବିଜେପି-କଂଗ୍ରେସ କର୍ମୀ ମୁହାଁମୁହିଁ

ଭୁବନେଶ୍ବର: ଭୁବନେଶ୍ବରରେ ବିଜେପି-ଛାତ୍ର କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଛନ୍ତି। ମାଷ୍ଟରକ୍ୟାଣ୍ଟିନ ଛକରେ ଉଭୟ ଦଳର କର୍ମୀ ମୁହାଁମୁହିଁ ହୋଇଛନ୍ତି। ରାହୁଲ ଗାନ୍ଧୀଙ୍କ ହିନ୍ଦୁ ବିରୋଧୀ ମନ୍ତବ୍ୟକୁ ବିଜେପିର…
Read More...

ବଡ଼ଦାଣ୍ଡ ଆଲୋକୀକରଣ ବ୍ୟବସ୍ଥା ତୁରନ୍ତ ସମ୍ପୂର୍ଣ୍ଣ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର : ଆଜି ପୁରୀରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ରଥଯାତ୍ରା ସମ୍ପର୍କିତ ସ୍ବତନ୍ତ୍ର ପ୍ରସ୍ତୁତି ବୈଠକରେ ଯୋଗ ଦେବା ପରେ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ତଥା ରାଷ୍ଟ୍ରାୟତ୍ତ…
Read More...

ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କ ଆନନ୍ଦବନ ଓ ସହରର ପ୍ରମୁଖ ପାର୍କ ପରିଦର୍ଶନ

ଭୁବନେଶ୍ବର: ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ଭୁବନେଶ୍ୱରର ବିଭିନ୍ନ ପ୍ରମୁଖ ପାର୍କ ଓ ଉଦ୍ୟାନ ପରିଦର୍ଶନ କରିଛନ୍ତି। ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ଉପାଧ୍ୟକ୍ଷ…
Read More...

ରଥଯାତ୍ରା ସାରା ବିଶ୍ୱ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଧାର୍ମିକ ଓ ଆଧ୍ୟାତ୍ମିକ ପର୍ବ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଆଜି ପୁରୀ ଟାଉନ ହଲଠାରେ ରଥଯାତ୍ରା ରାଜ୍ୟସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ରଥଯାତ୍ରାର ସୁପରିଚାଳନା ପାଇଁ ସମସ୍ତ ସେବାୟତଗଣ, ପ୍ରଶାସନ, ବିଭିନ୍ନ ସାମାଜିକ…
Read More...

ତିଗିରିଆରେ ବୋମାମାଡ଼

ଆଠଗଡ଼: ପୂର୍ବ ଶତ୍ରୁତାକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ବୋମାମାଡ଼ ହୋଇଥିବା ଜଣାପଡ଼ିଛି। ତିଗିରିଆ ଥାନା ବେଲଅଣ୍ଟା ଗାଁରେ ୧୦ରୁ ଊର୍ଦ୍ଧ୍ବ ବୋମାମାଡ଼ ହୋଇଥିବା ସୂଚନା ମିଳିଛି। ବୋମାମାଡ଼ ପରେ ଗାଁରେ ଉତ୍ତେଜନା…
Read More...

ଏମ୍‌ସ ଭୁବନେଶ୍ୱର ଶିଶୁ ବିଭାଗକୁ ଖ୍ୟାତିସମ୍ପନ୍ନ ଆରୋଗ୍ୟଭୂଷଣ ସମ୍ମାନ ପ୍ରଦାନ

ଭୁବନେଶ୍ୱର: ଏମ୍‌ସ ଭୁବନେଶ୍ୱରର ଶିଶୁ ବିଭାଗ(ଶିଶୁରୋଗ ପଲ୍‌ମୋନୋଲୋଜି ଏବଂ ଆଇସିୟୁ ଦଳକୁ) ରିଥିଙ୍କ୍‌ ଇଣ୍ଡିଆ ଦ୍ୱାରା ଖ୍ୟାତିସମ୍ପନ୍ନ ଡକ୍ଟର କେଶବ ବଳିରାମ ହେଡ୍‌ଗେୟାର ଆରୋଗ୍ୟ ଭୂଷଣ ସମ୍ମାନ ପ୍ରଦାନ କରାଯାଇଛି।…
Read More...

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ସହ ଜେଡଏସଆଇ ମଧ୍ୟରେ ଚୁକ୍ତିପତ୍ର ସ୍ଵାକ୍ଷର

ଗୋପାଳପୁର : କଲିକତା ସ୍ଥିତ ଭାରତୀୟ ପ୍ରାଣୀ ସର୍ବେକ୍ଷଣ କେନ୍ଦ୍ରର ୧୦୯ତମ ପ୍ରତିଷ୍ଠା ଦିବସ ଅବସରରେ କେନ୍ଦ୍ର ମନ୍ତ୍ରୀ ଉପେନ୍ଦ୍ର ଯାଦବ ଉପସ୍ଥିତିରେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଏବଂ ଜେଡଏସଆଇ ମଧ୍ୟରେ ଚୁକ୍ତିପତ୍ର…
Read More...

ଜିଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣୀ, ୪୩ ଅଭିଯୋଗର ତ୍ୱରିତ ଫଇସଲା

କେନ୍ଦୁଝରଗଡ: ଅତିରିକ୍ତ ଜିଲାପାଳ ଯଦୁମଣି ମହଲା ଏବଂ ଏସପି ନୀତିନ କୁଶଲକରଙ୍କ ମିଳିତ ଅଧ୍ୟକ୍ଷତାରେ ଦରବାରହଲ୍‌ଠାରେ ସୋମବାର ଜିଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗଶୁଣାଣୀରେ ଗ୍ରହଣ…
Read More...

ରକ୍ତ ଶିକୁଳି ରୋଗର ନିରାକରଣ ସଚେତନତା ଅଭିଯାନ

ଫୁଲବାଣୀ: ରକ୍ତ ଶିକୁଳି ରୋଗର ନିରାକରଣ ସଚେତନତା ଅଭିଯାନର ଉଦଯାପନୀ ସଭା ଫୁଲବାଣୀ ସରକାରୀ ସ୍ଵୟଂଶାସିତ ମହାବିଦ୍ୟାଳୟରେ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଯୁବ ରେଡକ୍ରସ୍ ଏବଂ ଜାତୀୟ ସେବା ଯୋଜନା ୟୁନିଟ୍…
Read More...

ଟ୍ରାକ୍ଟରକୁ ଧକ୍କା ଦେଲା ବାଇକ୍, ଜଣେ ମୃତ 

ପାଟଣା : କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥରର ପାରାଭାଡି ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ବାଇକ୍ ଟ୍ରାକ୍ଟର ପଛରେ ଧକ୍କା ଦେଇଛି। ଦୁର୍ଘଟଣାରେ ବାଇକ୍ ଚାଳକଙ୍କ…
Read More...

ଘର ଆଲମାରୀ ଭାଙ୍ଗି ସୁନା, ଟଙ୍କା, ରୂପା ଲୁଟିଲେ ଦୃର୍ବତ୍ତ

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ମାଣ୍ଡିଆପଲ୍ଲୀ ବିକାଶ ନଗର ପ୍ରଥମ ଲାଇନର ପ୍ରଫୁଲ୍ଲ ଚନ୍ଦ୍ର ଦାଶଙ୍କ ଘରୁ ଦୃର୍ବତ୍ତ ମାନେ ଗ୍ରିଲ କାଟି ସୁନା, ରୂପା ଓ ଟଙ୍କା ଚୋରି ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ…
Read More...

ବୌଦ୍ଧ ଷ୍ଟେଟବ୍ୟାଙ୍କ ପକ୍ଷରୁ ରକ୍ତଦାନ ଶିବିର, ୪୦ ୟୁନିଟ ରକ୍ତ ସଂଗ୍ରହ

ବୌଦ୍ଧ:  ଭାରତୀୟ ଷ୍ଟେଟବ୍ୟାଙ୍କର ୬୯ତମ ପ୍ରତିଷ୍ଠା ଦିବସରେ ବୌଦ୍ଧ ଷ୍ଟେଟବ୍ୟାଙ୍କ ଶାଖା ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବରେ ବୌଦ୍ଧ ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡା.…
Read More...

ଦେଶରେ ନୂତନ ଆଇନ କାର୍ଯ୍ୟକାରୀ ପୂର୍ବରୁ ସଚେତନତା ଆବଶ୍ୟକ

ବୌଦ୍ଧ: ଦୁଇଶହ ବର୍ଷର: ବ୍ରିଟିଶ ଆଇନକୁ ପରିବର୍ତ୍ତିତ କରି ନୂଆ ରୂପରେ ଦେଶରେ ନୂତନ ଆଇନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଥିବାବେଳେ ଏହାର ଉଦଘାଟନ ପର୍ବ ଜିଲାସ୍ତରରେ ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ଆଦର୍ଶଥାନା…
Read More...

ସ୍ୱାସ୍ଥ୍ୟକେନ୍ଦ୍ରରେ ଡାଇଲିସିସ୍, ସିଟି ସ୍କାନ ଓ ଏମ୍ଆରଆଇ ପରୀକ୍ଷଣ ସୁବିଧା; ଯାଞ୍ଚ ହେବ ଡାକ୍ତର ଓ ବିଶେଷଜ୍ଞଙ୍କ…

ଭୁବନେଶ୍ୱର:  ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଥିବା ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଣିକି ଡାଇଲିସିସ୍, ସିଟି ସ୍କାନ ଓ ଏମ୍ଆର୍ଆଇ ଭଳି ପରୀକ୍ଷଣ ସୁବିଧା ସରକାରୀ-ବେସରକାରୀ ସହଭାଗୀତା (ପିପିପି) ମାଧ୍ୟମରେ…
Read More...

ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଗ୍ୟାସ ଲିକ ଘଟଣାର ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର:  ରାଉରକେଲାଷ୍ଟିଲ ପ୍ଲାଣ୍ଟର ବ୍ଲାଷ୍ଟ ଫର୍ଣ୍ଣେନ୍ସରେ ଗ୍ୟାସ ଲିକ ଯୋଗୁଁ ୯ ଜଣ ଆହତ ହେବା ଏକ ଅଭାବନୀୟ ଓ ଦୁର୍ଭାଗ୍ୟଜନକ ଅଘଟଣା। ଏହି ଘଟଣାରେ ଭୁଲ ଓ ଅବହେଳା ଥିଲେ ଦୋଷୀଙ୍କ ବିରୁଦ୍ଧରେ କଠୋର…
Read More...