www.samajalive.in
Wednesday, December 10, 2025
16.1 C
Bhubaneswar

ବେଦାନ୍ତ ଲାଞ୍ଜିଗଡ଼କୁ କଳିଙ୍ଗ ପରିବେଶ ଓ ଶକ୍ତି ଉତ୍କର୍ଷ ପୁରସ୍କାର

ଲାଞ୍ଜିଗଡ଼: କଳାହାଣ୍ଡି ଜିଲା ଲାଞ୍ଜିଗଡ଼ରେ ସ୍ଥିତ ଆଲୁମିନା ରିଫାଇନାରୀ ୟୁନିଟକୁ ସମ୍ମାନଜନକ କଳିଙ୍ଗଶକ୍ତି ଉତ୍କର୍ଷ ପୁରସ୍କାର ଓ କଳିଙ୍ଗ ପରିବେଶ ଉତ୍କର୍ଷ ପୁରସ୍କାର ମିଳିଛି । ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସହାୟତାରେ ଇନଷ୍ଟିଚ୍ୟୁଟ୍‌ ଅଫ୍‌ କ୍ବାଲିଟି ଆଣ୍ଡ ଏନ୍‌ଭର୍‌ମେଣ୍ଟ ମ୍ୟାନେଜମେଣ୍ଟ (ଆଇକ୍ୟୁଇଏମଏସ) ଓ ହାଇଦ୍ରାବାଦର ଇନଷ୍ଟିଚ୍ୟୁଟ୍‌ ଅଫ୍‌ ବ୍ଲିକ ଏଣ୍ଟରପ୍ରାଇଜେସ୍‌ ପକ୍ଷରୁ ପ୍ରଦାନ କରାଯାଇଛି ।

ସ୍ମେଲଟର-ଗ୍ରେଡ୍‌ ଆଲୁମିନାର ଭାରତର ପ୍ରମୁଖ ଉତ୍ପାଦକ ବେଦାନ୍ତର ଲାଞ୍ଜିଗଡ ୟୁନିଟ୍ ୨୦୫୦ ସୁଦ୍ଧା ନାଇଟ୍ରୋକାର୍ବନ୍, ୨୦୩୦ ସୁଦ୍ଧା ନେଟ୍ ୱାଟର୍‌ ପଜିଟିଭିଟି, ପ୍ରଭାବଶାଳୀ ବର୍ଜ୍ୟବସ୍ତୁ ପରିଚାଳନା, ଜୈବ ବିବିଧତା ପୁନରୁଦ୍ଧାର ଏବଂ ଶକ୍ତିଗ୍ରହଣ ଭଳିବେଦାନ୍ତ ଆଲୁମିନିୟମ୍‌ର ସ୍ଥିରତା ଲକ୍ଷ୍ୟର ଅଂଶ ଭାବରେ ଏକାଧିକ ପଦକ୍ଷେପମାନ ଗ୍ରହଣ କରିଛି । କାର୍ଯ୍ୟ ପରିସର ମଧ୍ୟରେ ଦକ୍ଷ ଜ୍ଞାନକୌଶଳ କମ୍ପାନୀର ସ୍ଥିରତା ପଦକ୍ଷେପଗୁଡିକ ସର୍ବୋଚ୍ଚ ଫୋରମରେ ବେଦାନ୍ତ ଆଲୁମିନିୟମ୍‌ ସହିତ ସିଏସଏ ରେଙ୍କିଂରେ ୨୦୨୩ ମୂଲ୍ୟାଙ୍କନ ପାଇଁ ସର୍ବୋଚ୍ଚ ଫୋରମରେ ସ୍ୱୀକୃତିପ୍ରାପ୍ତ ହୋଇଛି ।

- Advertisement -

ଏହି ସଫଳତା ଉପରେ ମନ୍ତବ୍ୟ ଦେଇ ବେଦାନ୍ତ ଆଲୁମିନିୟମର ସିଇଓ କନ୍‌କ୍ଲେଭ୍‌ରେ କହିଛନ୍ତି ଯେ, ଶକ୍ତିଦକ୍ଷତା ଓ ପରିବେଶ ସଂରକ୍ଷଣ କ୍ଷେତ୍ରରେ ଆମର ସଫଳତା, ଆମର ସ୍ଥାୟୀ କାର୍ଯ୍ୟରେ ପ୍ରତିବଦ୍ଧତା ଦ୍ୱାରା ପରିଚାଳିତ । ଆମର ଅନେକ ପ୍ରଶଂସାରେ ପ୍ରତିଫଳିତ ହୋଇଛି । ଏକସ୍ଥାୟୀ ମୂଲ୍ୟଶୃଙ୍ଖଳା ସହିତ ବର୍ଦ୍ଧିତ କାର୍ଯ୍ୟକ୍ଷମ ଦକ୍ଷତାକୁ ସନ୍ତୁଳନ କରିବା ଆମର ନିଷ୍ପତି ନେବା ପ୍ରକ୍ରିୟାରେ ଏକପ୍ରମୁଖ ପ୍ରାଥମିକତା । ଏହି ସଫଳତା ବେଦାନ୍ତ ଆଲୁମିନିୟମର ପରିବର୍ତନଶୀଳ ଯାତ୍ରକୁ ଦୃଢ କରି ଏକ ସ୍ଥାୟୀ ବ୍ୟବସାୟ ମଡେଲ ମାଧ୍ୟମରେ ଉତ୍କର୍ଷର ନିରନ୍ତର ଅନୁସରଣକୁ ସୂଚିତ କରେ ।

Hot this week

ରାଖେଲଗୁଡ଼ା-ଏମ୍‌ଭି-୨୬ ଗାଁରେ ଉତ୍ତେଜନା ଘଟଣା: ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର

ମାଟି ମୁଣ୍ଡ ଲଗାଇ କଲେ ଅନ୍ତିମ ସଂସ୍କାର ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା ପୋଟେରୁ...

ଧାନ ରଖି ଚାଷୀଙ୍କ ରାଜପଥ ଅବରୋଧ: ପୁଲିସ ସହ ଧସ୍ତାଧସ୍ତି, ୩ ଘଣ୍ଟା ଯାତାୟାତ ବନ୍ଦ

ଅତାବିରା/ରେଙ୍ଗାଲିକ୍ୟାମ୍ପ, : ମଣ୍ଡି ଗୁଡିକରେ ମନ୍ଥର ଗତିରେ ଧାନ ଉଠୁଥିଲା। ମଣ୍ଡିରୁ...

ବାରବାଟୀରେ ଏକତରଫା ବିଜୟ: ଦକ୍ଷିଣ ଆଫ୍ରିକାର ସର୍ବନିମ୍ନ ସ୍କୋର

କଟକ: କଟକ ବାରବାଟୀ ଷ୍ଟାଡିୟମ୍‌ରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

Related Articles

Popular Categories