ମର୍ଣ୍ଣିଂ କ୍ରିକେଟ୍‌ ଟିମ ଜର୍ସି ଉନ୍ମୋଚିତ

ଭୁବନେଶ୍ୱର : ମର୍ଣ୍ଣିଂ କ୍ରିକେଟ୍‌ ଟିମ ଜର୍ସି ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ଟିମ୍ର ସଦସ୍ୟ ରଶ୍ମି ରଞ୍ଜନ ପ୍ରଧାନ, ଆଲୋକ ପ୍ରଧାନ, ଶୁଭମ୍‌ କୁମାର, ସମୀର ଦାସ, ଜ୍ଞାନ ରଞ୍ଜନ ନାୟକ, ବିରେନ ସାହୁ ଓ ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ । ମର୍ଣ୍ଣିଂ କ୍ରିକେଟ୍‌ ଟିମ୍‌ ୬ ବର୍ଷରେ ପଦାର୍ପଣ କରିଥିବା ବେଳେ ବହୁତ ରାଜ୍ୟରେ ସ୍ତରୀୟ କ୍ରିକେଟ୍‌ ଟୁର୍ନାମେଣ୍ଟରେ ଅଂଶ ଗ୍ରହଣ କରି ଖ୍ୟାତି ଅର୍ଜନ କରିଛନ୍ତି ।

Comments are closed.