www.samajalive.in
Saturday, December 6, 2025
14.1 C
Bhubaneswar

ଶୁକ୍ରଙ୍କ ୨ଥର ଚଳନ ; ଏହି ରାଶିଙ୍କୁ ଦେବ ଖୁବ୍ ଧନ,ଉନ୍ନତି, ଜୁଲାଇ ଚମକାଇବ ଭାଗ୍ୟ..

ଜୁଲାଇ ମାସରେ ଶୁକ୍ରଙ୍କ ଚଳନ ଥରେ ନୁହେଁ ବରଂ ୨ ଥର ହେବାକୁ ଯାଉଛି। ପ୍ରଥମେ ୭ ଜୁଲାଇ ୨୦୨୪ରେ ଶୁକ୍ର କର୍କଟ ରାଶିରେ ପ୍ରବେଶ କରିବେ। ଏହାପରେ ୩୧ ଜୁଲାଇ ୨୦୨୪ରେ ଶୁକ୍ର ସିଂହ ରାଶିରେ ପ୍ରବେଶ କରିବେ। ଏହି ସମୟରେ ଶୁକ୍ର ଲକ୍ଷ୍ମୀ ନାରାୟଣ ଯୋଗ ମଧ୍ୟ ସୃଷ୍ଟି କରିବେ। ଶୁକ୍ରଙ୍କ ଚଳନ ୫ ରାଶି ବ୍ୟକ୍ତି ବିଶେଷଙ୍କୁ ସଫଳତା, ଧନ ଓ ଲୋକପ୍ରିୟତା ପ୍ରଦାନ କରିବେ।

ମେଷ – ମେଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଶୁକ୍ରଙ୍କ ଚଳନ ଶୁଭଫଳ ପ୍ରଦାନ କରିବ। ଜୁଲାଇ ମାସରେ ଅତ୍ୟନ୍ତ ଲାଭ ମିଳିବ। ବ୍ୟବସାୟରେ ଲାଭ ମିଳିବ। ଚାକିରିରେ ପଦନ୍ନୋତି ହେବ। ମାନସମ୍ମାନ ବୃଦ୍ଧି ପାଇବ। ବୈବାହିକ ଜୀବନ ସୁଖମୟ ହେବ।

- Advertisement -

କର୍କଟ – ଜୀବନରେ ସୁଖସମୃଦ୍ଧି ବୃଦ୍ଧି ହେବ। ଘରେ ଧନର ଆଗମନ ହେବ। କର୍ମକ୍ଷେତ୍ର ଓ ବ୍ୟବସାୟରେ ଉନ୍ନତି ହେବ। ହଠାତ୍ ଧନ ପ୍ରାପ୍ତି ହେବ। ପାରିବାରିକ ଜୀବନ ସୁଖମୟ ହେବ।

କେତୁଙ୍କ ପ୍ରଭାବ ରହିଲେ ହୁଏ ଏସବୁ ସମସ୍ୟା ; ସରଳ ଉପାୟରେ ଚୁଟକିରେ କରନ୍ତୁ ସମାଧାନ..

ତୁଳା- ତୁଳା ରାଶି ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଶୁଭଫଳ ମିଳିବ। ହଠାତ୍ ଧନ ମିଳିବା ସହ ସଫଳତା ମଧ୍ୟ ମିଳିବ। ଉନ୍ନତି ପାଇଁ ସୁବର୍ଣ୍ଣ ସୁଯୋଗ ମିଳିବ। କର୍ମକ୍ଷେତ୍ରରେ ସମ୍ମାନ ମିଳିବ। ଅନେକ କାର୍ଯ୍ୟ ପୂରଣ ହେବ।

ବିଛା – ସଫଳତା ପାଇବା ପାଇଁ ନୂଆ ରାସ୍ତା ଖୋଲିବ। ଧନ ସମ୍ପତ୍ତି ବୃଦ୍ଧି ହେବ। ସୁଖମୟ ଜୀବନ ମିଳିବ। ଆତ୍ମବିଶ୍ୱାସ ବୃଦ୍ଧି ସହ ସଫଳତା ମିଳିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଶୁଭ ଖବର ମିଳିବ।

ମକର – ମକର ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଶୁକ୍ରଙ୍କ ଚଳନ ବଡ ଲାଭ ପ୍ରଦାନ କରିବ। ଆର୍ଥିକ ସମସ୍ୟା ଦୂର ହେବ। ପୁରୁଣା ନିବେଶରୁ ଲାଭ ମିଳିବ। ଚାକିରିରେ ପଦନ୍ନୋତି, ଦରମା ବୃଦ୍ଧି, ନୂତନ ଚାକିରିର ଯୋଗ ରହିଛି। କର୍ମକ୍ଷେତ୍ରରେ ଖୁବ୍ ଲାଭ ମିଳିବ।

ଖୁସି ଖବର ; ଜୁଲାଇରୁ ଶସ୍ତା ହୋଇପାରେ ଏସବୁ ଜରୁରୀ ଔଷଧର ଦାମ୍..

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories