କେତୁଙ୍କ ପ୍ରଭାବ ରହିଲେ ହୁଏ ଏସବୁ ସମସ୍ୟା ; ସରଳ ଉପାୟରେ ଚୁଟକିରେ କରନ୍ତୁ ସମାଧାନ..

ରାହୁ ଓ କେତୁ ଗ୍ରହଙ୍କ ନାମ ଶୁଣିବା ମାତ୍ରେ ଲୋକେ ଚିନ୍ତାରେ ପଡି ଯାଆନ୍ତି। ରାହୁ,କେତୁ ଉଭୟଙ୍କ ସ୍ୱଭାବ ପରସ୍ପର ବିପରୀତ ବୋଲି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ରାହୁ-କେତୁ ଉଭୟ ଛାୟା ଗ୍ରହ ହୋଇଥିବା ବେଳେ ଏମାନଙ୍କ ପ୍ରଭାବ ଭିନ୍ନ ଭିନ୍ନ ରହିଛି। କେତୁଙ୍କୁ ରହସ୍ୟମୟ ଶକ୍ତିର କାରକ ବୋଲି କୁହାଯାଏ। କେତୁଙ୍କ ପ୍ରଭାବ ରହିଲେ କି କି ସଙ୍କେତ ମିଳିଥାଏ ଏହାସହ କେମିତି ଶୁଭଫଳ ପାଇବେ ଜାଣନ୍ତୁ.. କେତୁଙ୍କ ପ୍ରଭାବ ଶରୀରରେ ପଡିଲେ, ବିଭିନ୍ନ ପ୍ରକାର … Continue reading କେତୁଙ୍କ ପ୍ରଭାବ ରହିଲେ ହୁଏ ଏସବୁ ସମସ୍ୟା ; ସରଳ ଉପାୟରେ ଚୁଟକିରେ କରନ୍ତୁ ସମାଧାନ..