ଖୁସି ଖବର ; ଜୁଲାଇରୁ ଶସ୍ତା ହୋଇପାରେ ଏସବୁ ଜରୁରୀ ଔଷଧର ଦାମ୍..

ନୂଆଦିଲ୍ଲୀ : ଖାଦ୍ୟ ଭଳି ବର୍ତ୍ତମାନ ସମୟରେ ଅଧିକାଂଶ ଲୋକଙ୍କ ଦୈନନ୍ଦିନ ଜୀବନରେ ଔଷଧ ମଧ୍ୟ ରହିଛି। କିଛି ରୋଗ ପାଇଁ ଲୋକଙ୍କୁ ପ୍ରତିଦିନ ଔଷଧ ଖାଇବାକୁ ପଡିଥାଏ। ଖାଦ୍ୟ ସାମଗ୍ରୀ ଜିନିଷ ମହଙ୍ଗା ହେଲେ ଯେପରି ସର୍ବସାଧାରଣଙ୍କ ଉପରେ ଚଡକ ପଡେ ଔଷଧ ଦାମ୍ ମହଙ୍ଗା ହେଲେ ସମାନ ପରିସ୍ଥିତି ଭୋଗିବାକୁ ପଡେ। ତେବେ ଜୁଲାଇରେ ଶସ୍ତା ହୋଇପାରେ ଅନେକ ଜରୁରୀ ଓ ନିତ୍ୟ ବ୍ୟବହାର ତଥା ଦୀର୍ଘ ଦିନ ରୋଗ ପାଇଁ ବ୍ୟବହାର କରାଯାଉଥିବା … Continue reading ଖୁସି ଖବର ; ଜୁଲାଇରୁ ଶସ୍ତା ହୋଇପାରେ ଏସବୁ ଜରୁରୀ ଔଷଧର ଦାମ୍..