www.samajalive.in
Sunday, December 7, 2025
26.1 C
Bhubaneswar

ବିଜେବି ନଗରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ: ଖଣ୍ଡାରେ ହାଣି କାର କାଚ ଭାଙ୍ଗିଲେ, ଫାଙ୍କା ଗୁଳିଚାଳନା କଲେ

ଭୁବନେଶ୍ବର: କିଛି ଅସାମାଜିକ ଯୁବକ ବିଜେବି ନଗର ଅରବିନ୍ଦ କଲୋନୀରେ ଆତଙ୍କରାଜ ଖେଳାଇଥିବା ସୂଚନା ମିଳିଛି। ଏହି ଅସାମାଜିକ ଯୁବକମାନେ ଖଣ୍ଡା ବୁଲାଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କରାଜ ଖେଳାଇଥିଲେ। ଖଣ୍ଡାଧରି ଆତଙ୍କ ସୃଷ୍ଟି କରିଥିଲେ ରାସ୍ତାରେ ରଖାଯାଇଥିବା ୩ଟି କାରକୁ ଖଣ୍ଡାରେ ହାଣିଥିଲେ। ସେମାନେ ୩ଟି କାରର କାଚ ଭାଙ୍ଗି ଫାଙ୍କା ଗୁଳି ଚଳାଇ ଆତଙ୍କ ଖେଳାଇଥିଲେ। ଅସାମାଜିକ ଯୁବକମାନଙ୍କ ଏଭଳି ଆଚରଣରେ ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଥିଲେ। ଖବର ପାଇ ବରଗଡ଼ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories