www.samajalive.in
Monday, December 15, 2025
16.1 C
Bhubaneswar

ସୁନ୍ଦରଗଡ ଜିଲ୍ଲାରେ ପୁଣି ଠାବ ହେଲା ବ୍ଲାକ ପାନ୍ଥର

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ପୁଣି ଥରେ କଳା ପାନ୍ଥର ଦେଖିବାକୁ ମିଳିଛି। ସୁନ୍ଦରଗଡ ହେମଗିରି ଫରେଷ୍ଟ ରେଞ୍ଜ ଗର୍ଜନ ପାହାଡ ଜଙ୍ଗଲରେ ବ୍ଲାକ୍ ପାନ୍ଥର ଠାବ ହୋଇଥିବା ସୁନ୍ଦରଗଡ ବନଖଣ୍ଡ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି। ଅଲ୍ ଓଡ଼ିଶା ଲିଓପାର୍ଡ ସର୍ଭେରୁ ଏହି ବ୍ଲାକ ପାନ୍ଥର ଥିବାର ସୂଚନା ମିଳିଛି। ୨୦୨୩ ଡିସେମ୍ବର ମାସରେ ମଧ୍ୟ ଏଠାରୁ ଏକ ବ୍ଲାକ୍ ପାନ୍ଥର ଠାବ ହୋଇଥିଲା। ଗର୍ଜନ ପାହାଡରେ ଥିବା ଜଙ୍ଗଲରେ ଅଧିକରୁ ଅଧିକ କ୍ୟାମେରା ଲଗାଯିବ। ଏବଂ ଏହି ବାଘ ବିଷୟରେ ଅଧିକ ତଥ୍ୟ ଅନୁଧ୍ୟାନ କରାଯିବ। ତେବେ ଦୁଇ ଦିନ ପୂର୍ବରୁ ଶିମିଳିପାଳରେ ମଧ୍ୟ ଏକ କଳାବାଘ  ଠାବ ହୋଇଥିଲା।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories