ଟ୍ରାକ୍ଟରକୁ ଧକ୍କା ଦେଲା ବାଇକ୍, ଜଣେ ମୃତ 

ପାଟଣା : କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥରର ପାରାଭାଡି ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଏକ ବାଇକ୍ ଟ୍ରାକ୍ଟର ପଛରେ ଧକ୍କା ଦେଇଛି। ଦୁର୍ଘଟଣାରେ ବାଇକ୍ ଚାଳକଙ୍କ…
Read More...

ଘର ଆଲମାରୀ ଭାଙ୍ଗି ସୁନା, ଟଙ୍କା, ରୂପା ଲୁଟିଲେ ଦୃର୍ବତ୍ତ

ଗୋପାଳପୁର : ଗୋପାଳପୁର ଥାନା ଅନ୍ତର୍ଗତ ମାଣ୍ଡିଆପଲ୍ଲୀ ବିକାଶ ନଗର ପ୍ରଥମ ଲାଇନର ପ୍ରଫୁଲ୍ଲ ଚନ୍ଦ୍ର ଦାଶଙ୍କ ଘରୁ ଦୃର୍ବତ୍ତ ମାନେ ଗ୍ରିଲ କାଟି ସୁନା, ରୂପା ଓ ଟଙ୍କା ଚୋରି ହୋଇଥିବା ନେଇ ଥାନାରେ ଲିଖିତ ଅଭିଯୋଗ…
Read More...

ବୌଦ୍ଧ ଷ୍ଟେଟବ୍ୟାଙ୍କ ପକ୍ଷରୁ ରକ୍ତଦାନ ଶିବିର, ୪୦ ୟୁନିଟ ରକ୍ତ ସଂଗ୍ରହ

ବୌଦ୍ଧ:  ଭାରତୀୟ ଷ୍ଟେଟବ୍ୟାଙ୍କର ୬୯ତମ ପ୍ରତିଷ୍ଠା ଦିବସରେ ବୌଦ୍ଧ ଷ୍ଟେଟବ୍ୟାଙ୍କ ଶାଖା ପକ୍ଷରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବରେ ବୌଦ୍ଧ ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ ଡା.…
Read More...

ଦେଶରେ ନୂତନ ଆଇନ କାର୍ଯ୍ୟକାରୀ ପୂର୍ବରୁ ସଚେତନତା ଆବଶ୍ୟକ

ବୌଦ୍ଧ: ଦୁଇଶହ ବର୍ଷର: ବ୍ରିଟିଶ ଆଇନକୁ ପରିବର୍ତ୍ତିତ କରି ନୂଆ ରୂପରେ ଦେଶରେ ନୂତନ ଆଇନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଥିବାବେଳେ ଏହାର ଉଦଘାଟନ ପର୍ବ ଜିଲାସ୍ତରରେ ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ଆଦର୍ଶଥାନା…
Read More...

ସ୍ୱାସ୍ଥ୍ୟକେନ୍ଦ୍ରରେ ଡାଇଲିସିସ୍, ସିଟି ସ୍କାନ ଓ ଏମ୍ଆରଆଇ ପରୀକ୍ଷଣ ସୁବିଧା; ଯାଞ୍ଚ ହେବ ଡାକ୍ତର ଓ ବିଶେଷଜ୍ଞଙ୍କ…

ଭୁବନେଶ୍ୱର:  ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଥିବା ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏଣିକି ଡାଇଲିସିସ୍, ସିଟି ସ୍କାନ ଓ ଏମ୍ଆର୍ଆଇ ଭଳି ପରୀକ୍ଷଣ ସୁବିଧା ସରକାରୀ-ବେସରକାରୀ ସହଭାଗୀତା (ପିପିପି) ମାଧ୍ୟମରେ…
Read More...

ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଗ୍ୟାସ ଲିକ ଘଟଣାର ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ୱର:  ରାଉରକେଲାଷ୍ଟିଲ ପ୍ଲାଣ୍ଟର ବ୍ଲାଷ୍ଟ ଫର୍ଣ୍ଣେନ୍ସରେ ଗ୍ୟାସ ଲିକ ଯୋଗୁଁ ୯ ଜଣ ଆହତ ହେବା ଏକ ଅଭାବନୀୟ ଓ ଦୁର୍ଭାଗ୍ୟଜନକ ଅଘଟଣା। ଏହି ଘଟଣାରେ ଭୁଲ ଓ ଅବହେଳା ଥିଲେ ଦୋଷୀଙ୍କ ବିରୁଦ୍ଧରେ କଠୋର…
Read More...

‘ସ୍ୱାସ୍ଥ୍ୟ ହିଁ ସମ୍ପଦ’ ଏଥିପ୍ରତି ସମସ୍ତେ ଯତ୍ନବାନ ହେବା ଉଚିତ-ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି ସମନ୍ୱିତ ସ୍ବାସ୍ଥ୍ୟ ସର୍ବେକ୍ଷଣ ଅଭିଯାନ । ଏହି କାର୍ଯ୍ୟକ୍ରମକୁ ଗଞ୍ଜାମର ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡ଼ିକାଲ କଲେଜରୁ ଶୁଭାରମ୍ଭ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ…
Read More...

ସୃଜନଶୀଳତା, ସ୍ୱଚ୍ଛତା ଓ ସୁପ୍ରଶାସନ ଦିଗରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱାରୋପ

ଭୁବନେଶ୍ୱର: ନୂତନ ଭାବେ ଯୋଗଦେଇଥିବା ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଆଜି ବିଭିନ୍ନ ବିଭାଗର ସଚିବମାନଙ୍କ ସହିତ ଲୋକସେବା ଭବନରେ ପ୍ରାରମ୍ଭିକ ବୈଠକରେ ଯୋଗଦାନ କରିଥିଲେ। ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ…
Read More...

ଟ୍ରକ-ବାଇକ ଧକ୍କା, ୨ ମୃତ

ଭୁବନେଶ୍ବର: ସଡ଼କ ଦୁର୍ଘଟଣା ନେଲା ୨ଜଣଙ୍କ ଜୀବନ। ଆଜି ବରମୁଣ୍ଡା କାଳୀମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଏବଂ ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ବାଇକ ଉପରେ ଟ୍ରକ ଚଢ଼ି ଯାଇଥିବା ସୂଚନା…
Read More...

କଟକରେ ସିରିଜ ଦୁର୍ଘଟଣା: ୨ ଗୁରୁତର, ଜଣଙ୍କ ଅବସ୍ଥା ସଂକଟାପନ୍ନ

କଟକ: କଟକ ନରାଜ ନିକଟରେ ସିରିଜ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ନିଶାଶକ୍ତ ପୁଲିସ ଦୁର୍ଘଟଣା ଘଟାଇଥିବା ଅଭିଯୋଗ ହୋଇଛି। ଦୁଇଟି ବାଇକ ଓ ସାଇକଲକୁ କାରଟି ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ୨ଜଣ ଗୁରୁତର…
Read More...

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ, ଜଣେ ମୃତ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ସୁନାପୁର ବେଳାଭୂମି ରେ ବଣଭୋଜି କରିବାକୁ ଆସିଥିବା ଦୁଇ ଗୋଷ୍ଠୀ ମଧ୍ୟରେ କଥା  କଟାକଟି ହେବା ପରେ ବାଦି ଛକ ଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟି ଜଣଙ୍କର ମୃତ୍ୟୁ ଘଟିଥିବା…
Read More...

ଅବସର ଗ୍ରହଣ କରିଥିବା ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର: ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଆଜି ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି। ଆଜି ରବିବାର ଥିବାରୁ ତାଙ୍କର ଅବସର ଗ୍ରହଣ ପରିପ୍ରେକ୍ଷୀରେ ଗତକାଲି ଶନିବାର ଅପରାହ୍ଣରେ ଲୋକସେବା ଭବନ…
Read More...

ଅଟୋ-ବାଇକ-ବୋଲେରୋ ଧକ୍କା: ଦୁଇ ମୃତ, କ୍ଷତି ପୂରଣ ଦାବିରେ ରାସ୍ତାରୋକ

ରାୟଗଡ଼ା: ରାୟଗଡା-ପୀତାମହଲ ରାସ୍ତାରେ ଆଜି ଘଟିଥିବା ସିରିଜ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି । ଏଥିରେ ଗଣେଶ ପିଡିକାକା(୩୫) ଓ ସତ୍ୟ ମାଣ୍ମାଣ୍ଡାଙ୍ଗିଙ୍କ ମୃତ୍ୟୁ ହୋଇଥିଲା ।…
Read More...

ଦୁର୍ଘଟଣାରେ ବାପା-ପୁଅ ମୃତ

ଖଡ଼ିଆଳ: କାର ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ବାପା ଓ ପୁଅଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସିନାପାଲି ବ୍ଲକ ବରିଗାଁ-କାପସି ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଗୁରୁତର ଝିଅ…
Read More...

ନିକୁଞ୍ଜ ବିହାରୀ ଧଳ ହେଲେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ନିକୁଞ୍ଜ ବିହାରୀ ଧଳଙ୍କୁ ନୂଆ ଦାୟିତ୍ବ ଦିଆଯାଇଛି। ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ନିକୁଞ୍ଜ ବିହାରୀ ଧଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ…
Read More...

ଟି-୨୦ ବିଶ୍ବକପ ବିଜେତା ଭାରତୀୟ ଦଳକୁ ୧୨୫ କୋଟି ପୁରସ୍କାର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ଟି-୨୦ ବିଶ୍ବକପ ବିଜୟୀ ଭାରତୀୟ ଦଳ ପାଇଁ ପୁରସ୍କାର ଘୋଷଣା କରାଯାଇଛି। ଟି-୨୦ ବିଶ୍ବକପ ବିଜେତା ଭାରତୀୟ ଦଳକୁ ବିସିସିଆଇ ପକ୍ଷରୁ ୧୨୫ କୋଟି…
Read More...

୨ ହଜାର ଗ୍ରହାଣୁ ପିଣ୍ଡ  ଠାବ, ପୃଥିବୀ ସହ ଧକ୍କା ହେବାର ସମ୍ଭାବନା

ପୃଥିବୀ ସହ ଧକ୍କା ହେବାର ସମ୍ଭାବନା ଥିବା ୨ ହଜାରଟି ପିଣ୍ଡ ଠାବ କରାଯାଇ ସେସବୁ ଗୁଡିକର ଗତିବିଧି ଉପରେ କଡା ନଜର ରଖାଯାଇଛି ଆସନ୍ତା କିଛି ବର୍ଷ ମଧ୍ୟରେ ଏପରି କୌଣସି ପିଣ୍ଡ ଦ୍ଵାରା ପୃଥିବୀ ପ୍ରତି କିଛି…
Read More...

ଦାୟିତ୍ବ ନେଲେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ପୁରୀ ଯାଇ ମହାପ୍ରଭୁଙ୍କୁ କଲେ ଦର୍ଶନ

ଭୁବନେଶ୍ୱର: ରାଜ୍ୟକୁ ମିଳିଲା ନୂଆ ମୁଖ୍ୟ ଶାସନ ସଚିବ। ବିଜେପି ସରକାରରେ ନୂଆ ମୁଖ୍ୟ ଶାସନ ସଚିବ ଭାବେ ମନୋଜ ଆହୁଜାଙ୍କୁ ନିଯୁକ୍ତି ମିଳିଛି। ଆଜି ଭୁବନେଶ୍ବର ପହଞ୍ଚିବା ପରେ ଶ୍ରୀ ଆହୁଜା ଅପରାହ୍ଣରେ ମୁଖ୍ୟ ଶାସନ…
Read More...

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧୋତ୍ସବ ଉପଲକ୍ଷେ ଜିଲାସ୍ତରୀୟ ଓଡ଼ିଆ ପ୍ରବନ୍ଧ ପ୍ରତିଯୋଗିତା

କେନ୍ଦୁଝରଗଡ଼: ଦୈନିକ ‘ସମାଜ’ର ପ୍ରତିଷ୍ଠାତା ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧୋତ୍ସବ ପରିପ୍ରେକ୍ଷୀରେ ରବିବାର ରାଜ୍ୟବ୍ୟାପୀ ବିଦ୍ୟାଳୟସ୍ତରୀୟ ଓଡିଆ ପ୍ରବନ୍ଧ ପ୍ରତିଯୋଗିତା…
Read More...

ରଶି ଲଗାଇ ଯୁବତୀଙ୍କ ଆତ୍ମହତ୍ୟା: ଧାମରା ଥାନାରେ ମାମଲା ରୁଜୁ, ତଦନ୍ତ ଆରମ୍ଭ

ଧାମରା: ଧାମରା ଥାନା ଅର୍ନ୍ତଗତ ଧାମରା ଗ୍ରାମରେ ଜଣେ ଯୁବତୀ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ବୋଲି ଅଭିଯୋଗ ହୋଇଛି । ଧାମରା ଗ୍ରାମରା ସୀମା ଲେଙ୍କା(୧୮) ଆଜି ନିଜ ଭଡା ଘରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ସୂଚନା…
Read More...

ସାମାଜିକ ସୁରକ୍ଷା ଓ ଯୋଜନା ସମ୍ପର୍କରେ ସଚେତନ ହେବା ଉଚିତ

ଭୁବନେଶ୍ୱର: ସରକାରଙ୍କର ସାମାଜିକ ସୁରକ୍ଷା ଯୋଜନା ଓ ନିଜର ଅଧିକାର ଉପରେ ଅଣସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ ଲୋକେ  ଜାଣିବା ଜରୁରୀ, ଯାହା ଫଳରେ ତୃଣମୂଳ ସ୍ତରରେ ଲୁକ୍କାୟିତ ଭାବେ ରହିଯାଉଥିବା ପରିବାରଟି ବିକାଶର…
Read More...

ଆନ୍ତର୍ଜାତୀୟ ଟି-୨୦ରୁ ଅବସର ଘୋଷଣା କଲେ ବିରାଟ କୋହଲି

ବ୍ରିଜଟାଉନ :  ଟି-୨୦ ମ୍ୟାଚରୁ ଅବସର ନେଲେ ବିରାଟ କୋହଲି। ଭାରତର ଟି-୨୦ ବିଶ୍ବକପ ବିଜୟ ପରେ ଅବସର ଘୋଷଣା କଲେ ବିରାଟ କୋହଲି। ଆନ୍ତର୍ଜାତୀୟ ଟି-୨୦ରୁ ଅବସର ଘୋଷଣା କଲେ ବିରାଟ କୋହଲି । ଟି-୨୦ ବିଶ୍ବକପର…
Read More...

ଟି-୨୦ ବିଶ୍ବକପ ଜିତିଲା ଭାରତ, ଦକ୍ଷିଣ ଆଫ୍ରିକାକୁ ୭ ରନ୍‌ରେ ହରାଇଲା ଟିମ ଇଣ୍ଡିଆ

ବାର୍ବୋଡାସ୍:ଟିମ ଇଣ୍ଡିଆର ରୋମାଞ୍ଚକର ବିଜୟ।  ଟି-୨୦ ବିଶ୍ବକପ ଜିତିଲା ଭାରତ। ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ଭାରତ ୭ ରନରେ ପରାସ୍ତ କରିଛି । ୧୭ ବର୍ଷ ପରେ ଭାରତ ପୁଣି ଥରେ ଟି-୨୦ ବିଶ୍ବ ଚାମ୍ପିଅନ ହୋଇଛି।…
Read More...

ବିପୁଳ ପରିମାଣର ଚୋରା ମଦ ଜବତ, ୪ଗିରଫ

ଚୌଦ୍ୱାର: ଚୌଦ୍ୱାର ଅବକାରୀ ବିଭାଗ ମଙ୍ଗୁଳି ଛକରୁ ୬୦୦ ଲିଟର ବେଆଇନ୍‌ ଦେଶୀ ମଦ ଜବତ କରିବା ସହିତ ମଦ ନେଇ ଯାଉଥିବା ୨ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ଅଠଗଡ଼ ଅଞ୍ଚଳର ସୂର୍ଯ୍ୟକାନ୍ତ ଦାସ ଏବଂ ଜିନା ମଲ୍ଲିକ ।…
Read More...

ବ୍ରେସଲେଟ ଦେଖିବା ପରେ ସୁନାଗହଣା ଲୁଟ, ଧାମରା ଥାନାରେ ଅଭିଯୋଗ

ଧାମରା: ଧାମରା ଥାନା ନିକଟସ୍ଥ ଦୋସିଙ୍ଗା ବଜାର ଠାରେ ଜଣେ ସୁନା ଦୋକାନୀ ଠାରୁ ସୁନା ନେବା ବାହାନାରେ ଆସି ଦୋକାନରେ ଥିବା ଅଳଙ୍କାର ଲୁଟି ନେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି। ଧାମରା ଥାନାଧିକାରୀ ଶୋଭନ କୁମାର…
Read More...

ଖେଳୁଥିବାବେଳେ ପୋଖରୀରେ ପଡିଗଲେ ଶିଶୁ, ମେଡ଼ିକାଲରେ ମୃତ ଘୋଷଣା କଲେ ଡାକ୍ତର

ଧାମରା: ବାଂଶଡା ଥାନା ଅଧିନସ୍ତ ବେଗୁନିଆ ଗ୍ରାମରେ ଜଣେ ୨ବର୍ଷର ଶିଶୁ ପାଣିରେ ପଡି ମୃତ୍ୟୁ ବରଣ କରିଛି । ସୋରୋ ଥାନା ଅଂଚଳର ସୁରେଶ ମାଠଙ୍କ ପରିବାର ବେଗୁନିଆ ଗ୍ରାମକୁ ଆସିଥିଲେ। ଛୋଟ ଛୁଆ ଘର ପାଖରେ ଖେଳୁଥିବା…
Read More...

ଦୁଷ୍କର୍ମ ମାମଲାରେ ଅଭିଯୁକ୍ତକୁ ୧୦ବର୍ଷ କାରାଦଣ୍ଡ ସହ ୫୦ହଜାର ଟଙ୍କା ଜୋରିମାନା

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ଥାନା ଅନ୍ତର୍ଗତ ଧୁମସୁ ଗାଁରେ ଜଣେ ଭିନ୍ନକ୍ଷମ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗର ମାମଲା ବିଚାର କରି କଣ୍ଟାବାଞ୍ଜି ଅତିରିକ୍ତ ଜିଲା ଦୌରାଜଜ ହିମାଂଶୁ ଶେଖର ମଲ୍ଲିକ ୨୧ଜଣ ଙ୍କ ସାକ୍ଷ୍ୟ…
Read More...

ଦକ୍ଷିଣ ଆଫ୍ରିକା ଆଗରେ ୧୭୭ ରନର ଟାର୍ଗେଟ ରଖିଲା ଭାରତ

ବାର୍ବୋଡାସ୍: ଟି-୨୦ ବିଶ୍ବକପ ଫାଇନାଲରେ ଦକ୍ଷିଣ ଆଫ୍ରିକା ଆଗରେ ୧୭୭ ରନର ବିଜୟ ଲକ୍ଷ୍ୟ ରଖିଲା ଭାରତ। ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୭ ଓ୍ବିକେଟ ବିନିମୟରେ ୧୭୬ ରନ ସଂଗ୍ରହ କରିଥିଲା। ଭାରତ…
Read More...

ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲା ତୁରେକେଲା ଥାନା ଅନ୍ତର୍ଗତ ଖୁଜେନ ଗାଁରେ ଗତ ୨୦୨୩ ଜୁନ ମାସ ୮ତାରିଖରେ ଏକ ହତ୍ୟା ମାମଲାରେ ଅଭିଯୁକ୍ତ କେଦାର ମଲିକଙ୍କୁ କଣ୍ଟାବାଞ୍ଜି ଜିଲା ଅତିରିକ୍ତ ଦୌରାଜାଜ ଆଜୀବନ କାରାଦଣ୍ଡ ସହ…
Read More...

ଗଣତନ୍ତ୍ର ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବାରେ ପରିସଂଖ୍ୟାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ଅର୍ଥନୀତି ଓ ପରିସଂଖ୍ୟାନ ନିର୍ଦ୍ଦେଶାଳୟ, ଯୋଜନା ଓ ସଂଯୋଜନ ବିଭାଗ ଆନୁକୂଲ୍ୟରେଜୁନ୍ ୨୯ ତାରିଖ  ପ୍ରଖ୍ୟାତ ପରିସଂଖ୍ୟାନବିତ୍ ତଥା ଭାରତୀୟ ପରିସଂଖ୍ୟାନର ଜନକ ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର…
Read More...

ଟି-୨୦ ବିଶ୍ବକପ ଫାଇନାଲ: ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ, ଶୂନ୍ୟରେ ଆଉଟ ହେଲେ ରିଷଭ ପନ୍ଥ

ବାର୍ବୋଡାସ୍:  ଟି-୨୦ ବିଶ୍ବକପ ଫାଇନାଲରେ ଭାରତର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟିଛି। ୯ ରନ କରି ଆଉଟ ହେଲେ ରୋହିତ ଶର୍ମା। ସେହିପରି ରିଷଭ ପନ୍ଥ ଶୂନ୍ୟ ରନରେ ଆଉଟ ହୋଇଛନ୍ତି। ଅପରପକ୍ଷରେ ଭାରତର ତୃତୀୟ ୱିକେଟ…
Read More...

ହାତୀ ଆକ୍ରମଣରେ ଛେଳି ଚରାଳି ମୃତ

ପାଟଣା : ପାଟଣା ବନାଞ୍ଚଳରେ ଡେରା ପକାଇଥିବା ହାତୀପଲ ଆଜି ଦିନ ୨ଟାରୁ ଅଢେଇଟା ମଧ୍ୟରେ ୩ ଭାଗରେ ବିଭକ୍ତ ହୋଇଯାଇଥିବା ବେଳେ ହାତୀ ଆକ୍ରମଣରେ ଜଣେ ଛେଳି ଚରାଳିଙ୍କର ମୃତ୍ୟୁ ଘଟିଛି। ଛେଳି ଚରାଳି ଜଣକ ପୁରୁଣାପାଣି…
Read More...

ସାପ କାମୁଡାରେ ଭିନ୍ନକ୍ଷମ ଯୁବତୀଙ୍କ ମୃତ୍ୟୁ

ଆରଡି : ଭଦ୍ରକ ଜିଲା ଧୂଷୁରୀ ଥାନା ଓ ଆରଡି ଫାଣ୍ଡି ଅନ୍ତର୍ଗତ ବୋଡକ ଗାଁର ଲକ୍ଷ୍ମୀ ଦଳାଇ (୪୪) ନାମକ ଜଣେ ଭିନ୍ନକ୍ଷମ ଯୁବତୀ ଶୁକ୍ରବାର ସନ୍ଧ୍ୟାରେ ସାପ କାମୁଡାରେ ମୃତ୍ୟୁ ବରଣ କରିଛନ୍ତି । ସେ ଶୌଚ ହେବାକୁ ବିଲକୁ…
Read More...

ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାରେ ପାରଦର୍ଶିତା ଆଣିବାକୁ ପରାମର୍ଶ

ଭୁବନେଶ୍ୱର: ଯୁବ ଜ୍ୟୋତିର୍ବିଜ୍ଞାନୀ ମେଧା ଅନ୍ବେଷଣ କାର୍ଯ୍ୟକ୍ରମରେ ସଫଳ ହୋଇଥିବା ୨୦ ଜଣ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବା ଏବଂ ସେମାନଙ୍କର ମହାକାଶ ପ୍ରୟୋଗ କେନ୍ଦ୍ର, ଅହମଦାବାଦକୁ ପରିଦର୍ଶନ ନିମନ୍ତେ…
Read More...

କୁମ୍ଭୀର ଆକ୍ରମଣରେ ବାଳକର ମୃତ୍ୟୁ ଘଟଣା: ମୁଖ୍ୟମନ୍ତ୍ରୀଙ୍କ ଗଭୀର ଶୋକ, ୬ ଲକ୍ଷ ଟଙ୍କା ସହାୟତା ଘୋଷଣା

ଭୁବନେଶ୍ୱର: ଅନୁଗୁଳ ଜିଲାର ଟିକରପଡା ଠାରେ ମହାନଦୀରେ କୁମ୍ଭୀର ଆକ୍ରମଣରେ ଗୋଟିଏ ବାଳକର ମୃତ୍ୟୁ ଘଟଣା ରେ ମୂଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ପରିବାର ବର୍ଗଙ୍କ ପ୍ରତି ସମବେଦନା…
Read More...

ଦେଶର ସୁରକ୍ଷା ପାଇଁ ପ୍ରତିରକ୍ଷା ବାହିନୀ ସର୍ବଦା ପ୍ରସ୍ତୁତି ଅଭ୍ୟାସ କରିଥାଏ

ଭୁବନେଶ୍ୱର: ଗତ ରାତି ରେ ଲଦାଖରେ ଯୁଦ୍ଧ ଅଭ୍ୟାସ ଚାଲିଥିବା ବେଳେ ଏକ ନଦୀରେ ସେନା ଟ୍ୟାଙ୍କ ଭାସିଯିବାରୁ ସେନାର ପାଞ୍ଚ ଜଣ ଯବାନଙ୍କ ସହିଦ ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ…
Read More...

ରାଜସ୍ବ ବିଭାଗ ନେବ ପଦକ୍ଷେପ, ସବୁ ସରକାରୀ ବିଦ୍ୟାଳୟକୁ ମିଳିବ ଜମି ପଟ୍ଟା

ରେଙ୍ଗାଲିକ୍ୟାମ୍ପ: ଆଜି ଅତାବିରା  ମାରୱାଡ଼ି ଧର୍ମଶାଳାରେ ଆୟୋଜିତ  ସମ୍ବର୍ଦ୍ଧନା ସଭାରେ ଯୋଗ ଦେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କହିଥିଲେ  ଯେ ଡିସେମ୍ବର ୨୦୨୪ ସୁଦ୍ଧା ସମସ୍ତ ସରକାରୀ ବିଦ୍ୟାଳୟ ଗୁଡ଼ିକର…
Read More...

ଜୁଲାଇ ପହିଲାରୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଜୁଲାଇ ପହିଲାରୁ ଆରମ୍ଭ ହେବ। ଆଜି ଏ ନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ସାଧାରଣ ପ୍ରଶାସନ ଓ…
Read More...

ବିକଶିତ ଓଡିଶା ଗଠନ ଆମର ସଂକଳ୍ପ-ବିଜେପି

ଭୁବନେଶ୍ୱର : ଓଡିଶାବାସୀଙ୍କ ଆର୍ଶୀବାଦରେ ଭାରତୀୟ ଜନତା ପାର୍ଟୀ ପ୍ରଥମ ଥର ପାଇଁ ରାଜ୍ୟରେ ଏକାକୀ ସରକାର ଗଠନ କରିଛି । ଏଥି ସହ ଦେଶବାସିଙ୍କ ଆର୍ଶୀବାଦ ପାଇ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରେ ମଧ୍ୟ ସରକାର…
Read More...

ପୁରୀ ହେବ ଭାରତର ସର୍ବଶ୍ରେଷ୍ଠ ତୀର୍ଥ କ୍ଷେତ୍ର

ପୁରୀ:  ଶ୍ରୀକ୍ଷେତ୍ରକୁ ଭାରତ ବର୍ଷର ସର୍ବଶ୍ରେଷ୍ଠ ତୀର୍ଥ କ୍ଷେତ୍ର ଭାବେ ପରିଗଣିତ କରାଯିବ ବୋଲି କହିଛନ୍ତି ଆଇନ,ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଆଜି ଅପରାହ୍ନରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ…
Read More...

ଉଦ୍ଭିଦ ଟିସୁକଲଚର୍ ଏବଂ ଟ୍ରାନ୍ସଜେନିକ ଗବେଷଣାଗାର ଉଦଘାଟିତ   

ଗୋପାଳପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ର ବାଓଟେକ୍ନୋଲୋଜି ବିଭାଗରେ ଆଜି ଉଦ୍ଭିଦ ଟିସୁକଲଚର୍ ଏବଂ ଟ୍ରାନ୍ସଜେନିକ ଗବେଷଣାଗାର ଉଦଘାଟନ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର କୁଳପତି…
Read More...

ଜୈବ ବିବିଧତା ଏବଂ ପ୍ରକୃତିର ସୁରକ୍ଷା ଭବିଷ୍ୟତ ପାଇଁ ଗୁରୁତ୍ଵପୂର୍ଣ୍ଣ

ଭୁବନେଶ୍ୱର: ବନ୍ୟପ୍ରାଣୀ ଏବଂ ଜୈବବିବିଧତା ପ୍ରତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ସହିତ ଏହାର ସୁରକ୍ଷା ଦିଗରେ ସଚେତନ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଲୋକସେବା ଭବନ ପରିସରରେ…
Read More...

ନୂଆ ଓଡ଼ିଶା ଗଠନ ଦିଗରେ କେନ୍ଦ୍ରର ସହାୟତା ନୂଆ ଅଧ୍ୟାୟ ସୃଷ୍ଟି କରିବ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ନୂଆ ଦିଲ୍ଲୀ ଠାରେ ଲୋକ ସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲା ଓ ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କ ସହ ସାକ୍ଷାତ କରିବା ସହ ଓଡ଼ିଶାର ସାମଗ୍ରିକ ବିକାଶ ଦିଗରେ ଆଲୋଚନା…
Read More...

ସାପ କାମୁଡାରେ ଚାଲିଗଲା ଛାତ୍ରୀଙ୍କ ଜୀବନ

କଳାପଥର(ବାଙ୍କୀ):ବୈଦ୍ୟେଶ୍ୱର ଥାନା ଅନ୍ତର୍ଗତ କନ୍ତକାଇ ପାଟଣା ଗ୍ରାମରେ ସାପ କାମୁଡ଼ାରେ ଜଣେ ଯୁକ୍ତ ଦୁଇ ଛାତ୍ରୀଙ୍କ ଜୀବନ ଚାଲିଯାଇଛି। ଘରେ ଶୋଇଥିବା ବେଳେ ତାଙ୍କୁ ବିଷଧର ସାପଟି ଦଂଶନ କରିଥିଲା । ଗତ ରାତିରେ…
Read More...

୩୨ କେଜି ଗଞ୍ଜେଇ ସହ ଜଣେ ଗିରଫ

ବାଉଁଶୁଣି: ବୌଦ୍ଧ ଜିଲା ବାଉଁଶୁଣି ପୋଲିସ ପକ୍ଷରୁ ଚଢାଉ କରି ୩୨ କେଜି ଗଞ୍ଜେଇ ସହ ଜଣେ ଜଣକୁ ଗିରଫ କରିଛି ବାଉଁଶୁଣି ପୁଲିସ। ସୂଚନା ମୁତାବକ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ବାଉଁଶୁଣି ଥାନା ଅଧିକାରୀ ଅଞ୍ଜଳି…
Read More...

ତିନୋଟି ସନ୍ତାନର ଜନକ ହୋଇ ହାତେଇ ଥିଲେ ସରପଞ୍ଚ ପଦ, ଅଯୋଗ୍ୟ ଘୋଷଣା କଲେ ଅତିରିକ୍ତ ଜିଲା ଦୌରାଜଜ୍

ଲଡ଼ୁଗାଁ: କୋକସରା ବ୍ଲକ  ସବୁବେଳେ ବିଭିନ୍ନ ଖବରକୁ ନେଇ ପଞ୍ଚାୟତ ପ୍ରତିନିଧି ତଥା ପ୍ରଶାସନିକ ଅଧିକାରୀମାନେ ଖବରର ଶିରୋନାମା ପାଲଟିଥିବା ଵେଳେ ଏବେ କିନ୍ତୁ ତିନୋଟି କନ୍ୟା ସନ୍ତାନର ଜନକ ସରପଞ୍ଚ ପଦ ହାତେଇବା ଓ…
Read More...

ରାସ୍ତା ପାର୍ଶ୍ବରେ କୁକୁଡା ଫାର୍ମ, ଦୁର୍ଗନ୍ଧରେ ଅତିଷ୍ଠ ପଥଚାରୀ ଓ ଗାଡିଚାଳକ

ଗୁରୁଡିଝାଟିଆ:  ରାସ୍ତା ପାର୍ଶ୍ବରେ ନିର୍ମାଣ ହୋଇଛି କୁକୁଡା ଫାର୍ମ । ଦୁର୍ଗନ୍ଧରେ ନାକ ଫାଟି ପଡୁଛି । ଗ୍ରାମ୍ୟ ଉନ୍ନୟନ ରାସ୍ତା ଓ ପୁରୁଣା କଟକ-ସମ୍ବଲପୁର ଅନ୍ତର୍ଗତ ବାଳିର ଛଅଗାଁକୁ ସଂଯୋଗ କରୁଥିବା ରାସ୍ତା…
Read More...

କେନ୍ଦୁପଲ୍ଲୀରେ ମାଙ୍କଡ଼ ଆକ୍ରମଣ, ୧୦ ଆହତ 

କଳାପଥର (ବାଙ୍କୀ ): ଖୋର୍ଦ୍ଧା ଜଙ୍ଗଲ ଡିଭିଜନ ବୈଦ୍ୟେଶ୍ୱର ଥାନା  ଅନର୍ଗତ କେନ୍ଦୁପଲ୍ଲୀ ଗ୍ରାମରେ ମାଙ୍କଡ଼  ଆକ୍ରମଣରେ ଲୋକେ ଭୟଭୀତ ହୋଇ ପଡିଛନ୍ତି। ଗ୍ରାମର ବୟସ୍କ ମହିଳା, ପୁରୁଷ ଓ ଛୋଟ ପିଲା, ପଥଚାରୀ, ଛାତ୍ର,…
Read More...

ମନୋଜ ଆହୁଜା ମୁଖ୍ୟ ଶାସନ ସଚିବ ନିଯୁକ୍ତ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀ ମନୋଜ ଆହୁଜାଙ୍କୁ ନୂଆ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଆଜି ମନୋଜ ଆହୁଜାଙ୍କ ନିଯୁକ୍ତି ନେଇ ସାଧାରଣ ପ୍ରଶାସନ ବିଭାଗ…
Read More...

ରେଳ ସେକ୍ସନ ନିରୀକ୍ଷଣ, ଯାତ୍ରୀ ସୁବିଧାକୁ ପ୍ରାଥମିକତା

ସମ୍ବଲପୁର: ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଦୁଇଦିନିଆ ସମ୍ବଲପୁର ରେଳ ମଣ୍ଡଳ ଗସ୍ତରେ ଯାଇ ଥେରୁବାଲି-ଟିଟିଲାଗଡ଼-ସମ୍ବଲପୁର ଏବଂ ସମ୍ବଲପୁର-ଝାରସୁଗୁଡା ରୋଡ-ସମ୍ବଲପୁର ସିଟି-ଜରପଡା ରେଳ ସେକ୍ସନ…
Read More...

ରୋଗରୁ ରକ୍ଷା ପାଇଁ ସଚେତନତା ଓ ସତର୍କତା ଅବଲମ୍ବନ ଜରୁରୀ

ଆଠଗଡ:  ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ ଯୋରନ୍ଦା ସେକ୍ଟର ଅନ୍ତର୍ଗତ ଯୋରନ୍ଦା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଆଠଗଡ ଡାକ୍ତରଖାନାର ଆଇସିଟିସିର ମିଳିତ ଆନୁକୁଲ୍ୟରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର…
Read More...

ନିଶା ସେବନ ଦ୍ୱାରା ଶାରୀରିକ ଅସୁସ୍ଥତା ବ୍ୟତୀତ ପାରିବାରିକ ଓ ସାମାଜିକ ଅଶାନ୍ତି ସୃଷ୍ଟି ହୋଇଥାଏ

ଆଠଗଡ: ଆଠଗଡସ୍ଥିତ ଗୋପବନ୍ଧୁ ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ (କନିଷ୍ଠ କଲେଜ)ର ଯୁବ ରେଡକ୍ରସ ଆନୁକୁଲ୍ୟରେ ଗୁରୁବାର ଆନ୍ତର୍ଜାତିକ ନିଶା ଅପବ୍ୟବହାର ଓ ଅବୈଧ କାରବାର ନିରୋଧ ଦିବସ ଅବସରରେ ଏକ ସଚେତନତା ସଭା…
Read More...

ନିମ୍ନ ମାନର ହୋଇଛି ରାସ୍ତାର ସୁରକ୍ଷା ପ୍ରାଚୀର କାର୍ଯ୍ୟ, ସ୍ଥାୟୀତ୍ୱକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି

ଗୁରୁଡିଝାଟିଆ: ବାଳି ଠାରୁ ପର୍ବତିଆ-ଛଅଗାଁ ଦେଇ ବଳିପୁର ପର୍ଯ୍ୟନ୍ତ ୮କିମି ଦୂରତା ରାସ୍ତାର ସଂପ୍ରସାରଣ କାର୍ଯ୍ୟ ଚାଲୁରହିଛି । ପର୍ବତିଆ ଠାରୁ ବାଳି ପର୍ଯ୍ୟନ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ବିଭାଗୀୟ ଠିକାଦାର…
Read More...

ସମ୍ବଲପୁରରେ ଟ୍ରକ ଟର୍ମିନାଲ: ୩ କୋଟି ମଞ୍ଜୁର, ୮ ବର୍ଷ ହେଲା ହୋଇନି କାମ ଆରମ୍ଭ

ରେଙ୍ଗାଲି: ସମ୍ବଲପୁର ଦ୍ରୁତ ଶିଳ୍ପାୟନ ଯୋଗୁଁ ରେଙ୍ଗାଲି ଅଞ୍ଚଳ ଶୀଳ୍ପ କରିଡର ରୂପେ ବିବେଚିତ ହେଉଛି। ଅଞ୍ଚଳ ହଜାର ହଜାର ଭାରି ମାଳବାହୀ ଯାନ ଆବରହ ଦିବାନିଶି ଚଳାଚଳ କରୁଛି । ବେଆଇନ୍‌ ଭାବରେ  ରାସ୍ତା କଡରେ…
Read More...

ଭଙ୍ଗାଘରେ ବିତୁଛି ଅସହାୟ ଯୁବତୀଙ୍କ ନିଃସଙ୍ଗ ଜୀବନ, ସାତ ସପନ ପାଲଟିଛି ଆବାସ ଯୋଜନା

ରେଙ୍ଗାଲି:  ସରକାର କାର୍ଯ୍ୟକାରୀ କରୁଥିବା ଆବାସ ଯୋଜନାରେ ନିରାଶ୍ରିତ ହୋଇ ଗଛ ମୂଳେ ରହୁଥିବା କିମ୍ବା ଭଙ୍ଗା ଦଦରା ଘରେ ରହୁଥିବା ପରିବାରକୁ ଅଗ୍ରାଧିକାର ଭିତ୍ତିରେ ଆବାସ ଯୋଜନାରେ ସାମିଲ କରି ଘର ଯୋଗାଇ ଦେବା ନିୟମ…
Read More...

କେଜରିୱାଲ ସିବିଆଇ ଦ୍ବାରା ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ସିବିଆଇ ଦ୍ବାରା ଗିରଫ ହୋଇଥିବା ସୂଚନା ମିଳିଛି। ଇଡି ପରେ ସିବିଆଇ ତିହାର ଜେଲରେ କେଜରିୱାଲଙ୍କୁ ଗିରଫ କରିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ…
Read More...

ରାହୁଲ ଗାନ୍ଧୀ ବିରୋଧୀଦଳ ନେତା

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ଲୋକସଭାରେ ବିରୋଧୀଦଳ ନେତା ଭାବେ ନିଯୁକ୍ତି ପାଇଛନ୍ତି ବୋଲି କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ସୂଚନା ଦେଇଛନ୍ତି। ରାହୁଲ ଗାନ୍ଧୀଙ୍କୁ ଲୋକସଭାରେ ବିରୋଧୀଦଳ ନେତା ଭାବେ…
Read More...

ବଧୁ ହତ୍ୟା, ଶାଶୁ ଘରର ୫ ଗିରଫ

ଦିଗପହଣ୍ଡି: ଭୀଷ୍ମଗିରି ଗାଁରେ ନାବାଳିକା ବୋହୁକୁ ହତ୍ୟା ମାମଲାରେ ପୁଲିସ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ବୋହକୁ ହତ୍ୟା କରିଥିବା ଅଭିଯୋଗରେ ପୁଲିସ ପକ୍ଷରୁ ଶାଶୁ ଘର ପରିବାରର ୫ଜଣଙ୍କୁ ଗିରଫ କରିଛି।…
Read More...

ପ୍ରକାଶ ପାଇଲା ଯୁକ୍ତ ୩ ନାମଲେଖା ପ୍ରଥମ ପର୍ଯ୍ୟାୟ ମେଧାତାଲିକା

ଭୁବନେଶ୍ବର: ଆଜି ରାଜ୍ୟର ବିଭିନ୍ନ ସ୍ନାତକ ଓ ସ୍ବୟଂଶାସିତ ମହାବିଦ୍ୟାଳୟରେ ଯୁକ୍ତ ୩ କଳା, ବାଣିଜ୍ୟ ଓ ବିଜ୍ଞାନରେ ନାମଲେଖା ପାଇଁ ପ୍ରଥମ ପର୍ଯ୍ୟାୟ ମେଧାତାଲିକା ପ୍ରକାଶ ପାଇଛି। ସମସ୍ତ ୩ଟି ବର୍ଗରେ କଟଅଫ ମାର୍କରେ…
Read More...

ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶା ଉନ୍ନୟନ ପରିଷଦ ଗଠନ ପାଇଁ ଟାସ୍କ ଫୋର୍ସ କରାଯିବ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଆଜି ଯୋଜନା ଓ ସଂଯୋଜନ ବିଭାଗର କାର୍ଯ୍ୟ ସମୀକ୍ଷା କରି ଏକ ଲୋକାଭିମୁଖୀ ବଜେଟ୍ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଛନ୍ତି। ନୂଆ ସରକାରଙ୍କ ଉପରେ ଜନ ସାଧାରଣଙ୍କ ବହୁତ୍ ଆଶା…
Read More...

ରୋହିତଙ୍କ ଏକାଧିକ ବିଶ୍ବ କୀର୍ତ୍ତିମାନ

ଗ୍ରସ୍ ଆଇଲେଟ୍‌ : ଚଳିତ ଆଇସିସି ଟ୍ବେଣ୍ଟି୨୦ ବିଶ୍ବକପ୍‌​‌ର ସୁପର ଏଇଟ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ବିସ୍ଫୋରକ ୯୨ ରନ୍‌ ସ୍କୋର୍‌ କରିଥିଲେ। ଓପ୍‌ନର ରୋହିତ ୪୧ ବଲ୍‌ରୁ…
Read More...

ମୁନୁଷପଦରବାସୀ : ବିକାଶ ଯେଉଁଠି ଏବେ ବି ଅପହଞ୍ଚ

ରାୟଗଡ଼ା : ରାୟଗଡ଼ା ଜିଲା କାଶୀପୁରରେ କାୟା ମେଲାଇଛି ଡିପ୍‌ଥେରିଆ। ଏହି ରୋଗର ଭୟାବହତା ଦୁର୍ଗମ ଅଞ୍ଚଳର ଆଦିବାସୀଙ୍କୁ ଅଜଣା। ଫଳରେ କାଶୀପୁର ବ୍ଲକ ଡଙ୍ଗାସିଲ ପଞ୍ଚାୟତର ମୁନୁଷପଦର ଗାଁରେ ଜଣକ ପରେ ଜଣେ ଏପରି ୫ ଜଣ…
Read More...

ଆଠଗଡରେ ରୋଗୀସେବା ବିପର୍ଯ୍ୟସ୍ତ

ଆଠଗଡ: ଆଠଗଡ ଡାକ୍ତରଖାନାରେ ରୋଗୀ ଉପଯୁକ୍ତ ସେବା ପାଉନଥିବା ଆଠଗଡର ବହୁ ସାଧାରଣ ଲୋକଙ୍କ ଅଭିଯୋଗ ଆଧାରରେ ଏବଂ ଏଠି କିପରି ସ୍ଵାସ୍ଥ୍ୟସେବାର ଉନ୍ନତି ହୋଇପାରିବ ସେ ଦିଘମଗରେ ରାଜ୍ୟର ନୂଆ ସରକାର ପଦକ୍ଷେପ ନେବେ ବୋଲି…
Read More...

ଲୋପ ପାଉଛଇ ତାଳଗଛ, ବଜ୍ରାଘାତ ନେଉଛି ଜୀବନ 

କଳାପଥର (ବାଙ୍କୀ): କ୍ରମାଗତ ଭାବେ ଜଙ୍ଗଲ ଧ୍ୱଂସ କାରଣରୁ ବ୍ୟାପକ ଭାବେ ଜଳବାୟୁ ପରିବର୍ତ୍ତନ ହେବାରେ ଲାଗିଛି ।  କଂକ୍ରିଟ ଜଙ୍ଗଲ ଓ କଂକ୍ରିଟ୍ ରାସ୍ତାଘାଟ ହେବା ଫଳରେ ତାପମାତ୍ରା ଦିନକୁ ଦିନ ଅଧିକ ବୃଦ୍ଧି ପାଉଛି ।…
Read More...

ବାଙ୍କୀରେ ଅବକାରୀ ଚଢ଼ାଉ: ୬୫ଲିଟର ଚୋରା ଦେଶୀମଦ ଜବତ, ୪ଗିରଫ 

କଳାପଥର (ବାଙ୍କୀ):କଟକ ଜିଲା ଅବକାରୀ ଅଧିକ୍ଷକ ଦେବାଶିଷ ପଟେଲଙ୍କ ନିର୍ଦ୍ଦେଶ କ୍ରମେ ଆଠଗଡ଼ ଅବକାରୀ ଉପଅଧିକ୍ଷକଙ୍କ ତତ୍ତ୍ୱାବଧାନରେ ବାଙ୍କୀ ଓ ବୈଦ୍ୟେଶ୍ୱର ଥାନା ଅନ୍ତର୍ଗତ କଳାପଥର, ଗୋପାଳପୁର, ରଗଡ଼ି ଅଞ୍ଚଳରେ ଚଢ଼ାଉ…
Read More...

ଜୁଲାଇ ୨୭ରେ ଆଇସିସି’ର ଗ୍ରାଣ୍ଡ ନିଯୁକ୍ତି ମେଳା

ଭୁବନେଶ୍ବର: କୋଲକାତାରେ ଥିବା ମୁଖ୍ୟ କାର୍ଯ୍ୟାଳୟ ତଥା ଏକମାତ୍ର ନ୍ୟାସନାଲ ଚାମ୍ବର ଅଫ୍ କମର୍ସ ଇଣ୍ଡିଆନ୍ ଚାମ୍ବର ଅଫ୍ କମର୍ସ (ଆଇସିସି) ଗ୍ରାଣ୍ଡ ଆଇସିସି ନିଯୁକ୍ତି ମେଳା ଘୋଷଣା କରିଛି। ଏହି କାର୍ଯ୍ୟକ୍ରମ ୨୭ ଏବଂ…
Read More...

ପ୍ରଶଂସା ସାଉଁଟିଲା ସାମାଜିକ ନାଟକ ‘ଅକାହାଣୀ’

ଭୁବନେଶ୍ୱର: ସାଂସ୍କୃତିକ ଉତ୍ସବ ଆମ ଜୀବନଚର୍ଯ୍ୟାକୁ ଋଦ୍ଧିମନ୍ତ ଏବଂ ଭ୍ରାତୃଭାବକୁ ସୁଦୃଢ କରିଥାଏ । ଜୀବନକୁ ଏହା ଆମୋଦଦାୟକ ଏବଂ ଅର୍ଥପୂର୍ଣ୍ଣ କରିଥାଏ । ନିଜ ଈପସିତ ସ୍ୱପ୍ନ ପୂରଣ ପାଇଁ ଏହା ନୂତନ ଆଶା ଓ ଶକ୍ତିର…
Read More...

ରେଳ ବିଭାଗର ଦାୟିତ୍ୱହୀନତା: ଫାଟକ ଖୋଲା ଥିବା ସମୟରେ ଚାଲିଲା ଯାତ୍ରୀବାହୀ ରେଳଗାଡି

ସମ୍ବଲପୁର : ବିଗତ ଏକ ବର୍ଷ ହେବ ରାଜ୍ୟର ବାହାନଗା ସମେତ ଦେଶର ବିଭିନ୍ନ ସ୍ଥାନରେ ମର୍ମଦୁନ୍ତ ରେଳ ଦୁର୍ଘଟଣାରେ ଶତାଧିକ ରେଳଯାତ୍ରୀଙ୍କ ଅମୂଲ୍ୟ ଜୀବନ ଚାଲି ଯାଇଥିବା ବେଳେ କୋଟି କୋଟି ଟଙ୍କାର ରାଜସ୍ୱ ହାନି ହୋଇଥିବା…
Read More...

ବାଇକ ଦୁର୍ଘଟଣାଗ୍ରସ୍ତ, ଯୁବକ ଗୁରୁତର

ପାଟଣା : ଆଜି ବିଳମ୍ୱିତ ସନ୍ଧ୍ୟାରେ ବାଉଁଶୁଳୀ-ଉଖୁଣ୍ଡା ରାସ୍ତାର ବାଉଁଶୁଳୀ ଉଚ୍ଚବିଦ୍ୟାଳୟ ନିକଟରେ ଏକ ବାଇକ ଭାରସ୍ୟାମ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ବାଇକ ଚାଳକ ଟୁକୁଡିହା ଗ୍ରାମର ଜଣେ ଯୁବକ ଗୁରୁତର…
Read More...

ଭୂତକୋଠି ପାଲଟିଛି ଗୁଦୁଗୁଦି ଚେକ୍ ଗେଟ

ରେଙ୍ଗାଲିକ୍ୟାମ୍ପ: ବରଗଡ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ସିଲେଟ ଗ୍ରାମରୁ ଦୁଇ କିମି ତଥା ଗୋଡଭଗା ଠାରୁ ତିନି କିମି ଦୂରରେ ରହିଛି  ଗୁଦୁଗୁଦି ଚେକ୍ ଗେଟ । କେନାଲ ଉପରେ ଏକ  ସରୁ ପୋଲ ରହିଛି ଯାହା ଫଳରେ  କେନାଲ…
Read More...

ଭୁବନେଶ୍ୱର ଜିଲା ଅଦାଲତକୁ ମିଳିବ ଦେଶର ସର୍ବଶ୍ରେଷ୍ଠ ମାନ୍ୟତା

ଭୁବନେଶ୍ୱର: ଆଇନ, ପୂର୍ତ୍ତ, ଅବକାରୀ ବିଭାଗ ମାନ୍ୟବର ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଆଜି ଭୁବନେଶ୍ୱର ଜିଲା ଅଦାଲତର ନିର୍ମାଣାଧିନ ନୂଆ କୋଠାର ସ୍ଥିତି ଅନୁଧ୍ୟାନ କରିବା ସହ କାର୍ଯ୍ୟକୁ ତ୍ୱରିତ ଢଙ୍ଗରେ ଆଗେଇନେବା…
Read More...

ଜିଲାସ୍ତରୀୟ ବ୍ୟାଡମିଣ୍ଟନ ଉଦଯାପିତ

ବୌଦ୍ଧ : ବୌଦ୍ଧ ବ୍ୟଡମିଣ୍ଟନ ଏସୋସିଏସନ ଆନୁକୂଲ୍ୟରେ ବୌଦ୍ଧ ଇଣ୍ଡୋର ଷ୍ଟାଡିୟମଠାରେ ଚାଲିଥିବା ଦୁଇଦିନିଆ ଜିଲାସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ବ୍ୟାଡମିଣ୍ଟନ ଆସୋସିଏସନର ସଭାପତି…
Read More...

କେନ୍ଦୁଝରରେ ବୃହତ୍‍ ଇସ୍ପାତ ପ୍ରକଳ୍ପ ପ୍ରତିଷ୍ଠା ହେଉ ଓ ବେଦ ବିଦ୍ୟାଳୟକୁ ମାଲିକାନାସତ୍ତ୍ବ ପଟ୍ଟା ମିଳୁ

କେନ୍ଦୁଝରଗଡ:ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜନ୍ମମାଟି କେନ୍ଦୁଝରକୁ ଦୁଇଦିନିଆ ଗସ୍ତ ପରିପ୍ରେକ୍ଷୀରେ ରବିବାର ସନ୍ଧ୍ୟାରେ କେନ୍ଦୁଝର ଷ୍ଟାଡିୟମ ପଡିଆ ଠାରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ କେନ୍ଦୁଝରର ଅଗ୍ରଣୀ ସଙ୍ଗଠନ…
Read More...

ବୀରାଙ୍ଗନା ମହାରାଣୀ ଦୁର୍ଗାବତୀଙ୍କର ଜିଲାସ୍ତରୀୟ ବଳିଦାନ ସ୍ମୃତି ଦିବସ

କେନ୍ଦୁଝରଗଡ : ଜିଲା ଗୋଁଡ ସାଂସ୍କୃତିକ ସମାଜ କେନ୍ଦୁଝର ପକ୍ଷରୁ ବୀରାଙ୍ଗନା ମହାରାଣୀ ଦୁର୍ଗାବତୀଙ୍କର ଜିଲାସ୍ତରୀୟ ବଳିଦାନ ସ୍ମୃତି ଦିବସ ସୋମବାର କେନ୍ଦୁଝରଗଡ଼ ସହିଦଭବନ ଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିସହିତ ଜିଲାର…
Read More...

ଝୁମ୍ପୁରାର ବିକାଶ ମୋର ପ୍ରାଥମିକତା ହେବ-ମୁଖ୍ୟମନ୍ତ୍ରୀ

କେନ୍ଦୁଝରଗଡ: କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ ଚତୁର୍ଥଥର ବିଧାୟକ ନିର୍ବାଚିତ ହେବାପରେ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ ୧୧ଦିନ ପରେ ନିଜ ଜିଲା କେନ୍ଦୁଝରକୁ…
Read More...

ସମସ୍ତେ ଭାଷା, ସାହିତ୍ୟ, ପରମ୍ପରା ଓ ସଂସ୍କୃତିକୁ ପାଳନ କଲେ ଓଡ଼ିଆ ଅସ୍ମିତାର ସୁରକ୍ଷା ହେବ-ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଶପଥ ନେବା ପରେ ପ୍ରଥମ ଥର ପାଇଁ ନିଜ ଜିଲା କେନ୍ଦୁଝରକୁ ଦୁଇ ଦିନିଆ ଗସ୍ତରେ ଯାଇଛନ୍ତି। ଆଜି ଅପରାହ୍ନରେ ବଳଦେବଜୀଉ ମନ୍ଦିରରୁ ଷ୍ଟାଡିୟମ୍ ପର୍ଯ୍ୟନ୍ତ ପ୍ରାୟ ସାଢେ଼…
Read More...

ମଇଁଷି ଚୋରକୁ ଧରିଲେ ଗ୍ରାମବାସୀ

ଲାଞ୍ଜିଗଡ:କଳାହାଣ୍ଡି ଜିଊର ବିଜେପୁର ଥାନା ଉପାନ୍ତ ଅଞ୍ଚଳରେ  ଛେଳି, ମେଣ୍ଡା, ଗାଈ, ଓ ମଇଁଷି ଭଳି ଅନେକ ଗୃହପାଳିତ ପଶୁ  ଦିନକୁ ଦିନ ଚୋରା ଚାଲାଣ ବୃଦ୍ଧି ପାଉଥିବା ବେଳେ ଶନିବାର ବିଳମ୍ବିତ ରାତିରେ ୨ ଜଣ ମଇଁଷି…
Read More...

କନ୍ଧମାଳ ଜିଲା ପୁଲିସ ପକ୍ଷରୁ ରକ୍ତଦାନ ଶିବିର , ୧୨୪ ୟୁନିଟ୍ ରକ୍ତ ସଂଗ୍ରହ

ଫୁଲବାଣୀ :କନ୍ଧମାଳ ଜିଲାପାଳ ଓ ଜିଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଆଜି ଜିଲା ପୁଲିସ ପକ୍ଷରୁ ଫୁଲବାଣୀ ମାଦିକୁନ୍ଦା ରିଜର୍ଭ ପୁଲିସ ପଡିଆର ପୁଲିସ ମେଡିକାଲ ପରିସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର…
Read More...

ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳିତ

ଚୌଦ୍ୱାର:ବିଜେପିର ଚୌଦ୍ୱାର ମଣ୍ଡଳ ଆନୁକୁଲ୍ୟର ମହାନ୍ ରାଷ୍ଟ୍ରଭକ୍ତ, ପ୍ରବୀଣ ଶିକ୍ଷାବିତ୍, ଭାରତୀୟ ଜନସଂଘର ସଂସ୍ଥାପକ ଡ. ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ପାଳିତ ହୋଇ ଯାଇଛି । ମଣ୍ଡଳ ସଭାପତି ସନ୍ତୋଷ…
Read More...

୭୫ କିଲୋ ଗଞ୍ଜେଇ ଜବତ, ୨ ଅଭିଯୁକ୍ତ ଗିରଫ

ଫୁଲବାଣୀ :କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ପବିଙ୍ଗିଆ ପଞ୍ଚାୟତ ଅଧୀନରେ ଥିବା ପତଖୋଲ ଛକ ନିକଟରୁ ଫୁଲବାଣୀ ସଦର ଅବକାରୀ ବିଭାଗ ରବିବାର ୭୫ କିଲୋ ଗଞ୍ଜେଇ ଜବତ କରିବା ସହ ଏହି ଘଟଣାରେ ଦୁଇଜଣ ବ୍ୟକ୍ତିଙ୍କୁ ଗିରଫ…
Read More...

କ୍ଲଷ୍ଟରସ୍ତରୀୟ ଶିକ୍ଷକ ପ୍ରଶିକ୍ଷଣ ଶିବିର

ଆରଡି : ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧିନସ୍ଥ ସୁନ୍ଦରପୁର ଦୋହରାପାଟଣା ଉପ୍ରା ବିଦ୍ୟାଳୟରେ ମଠଡିହ ଓ ପହଣା କ୍ଲଷ୍ଟରର ସିଆରସିସି ଦିଲ୍ଲୀପ ଶେଖର ନାୟକଙ୍କ ଅଧ୍ୟକ୍ଷତାରେ ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଉଭୟ…
Read More...

ଡ.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କର ବଳିବାନ ଦିବସ ପାଳିତ

ଗୋପାଳପୁର:  ରଙ୍ଗେଇଲୁଣ୍ଡାବ୍ଳକ ଅନ୍ତର୍ଗତ ରଙ୍ଗିପୁର ଗ୍ରମପଞ୍ଚାୟତର ରାଳବ ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ଭାରତକେଶରୀ ପୂଜ୍ୟ ଡ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କର ବଳିବାନ ଦିବସ ପାଳନ କରାଯାଇଛି।  କାର୍ଯ୍ୟକ୍ରମରେ…
Read More...

ମା’ ତାରିଣୀଙ୍କ ମନ୍ଦିର ବିକାଶ ପାଇଁ ଆଉ ୫୦ କୋଟି ଟଙ୍କା ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର ଘଟ ଗାଁରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମା ତାରିଣୀଙ୍କ ଦର୍ଶନ କଲେ ଘଟଗାଁ ହାଇସ୍କୁଲ ପଡିଆରୁ ମା'ଙ୍କ ମନ୍ଦିର ପର୍ଯ୍ୟନ୍ତ ବିଶାଳ ରୋଡ ଶୋ, ଲୋକଙ୍କ ଭିତରେ ବିପୁଳ ଉତ୍ସାହ ଲୋକଙ୍କ ସହ…
Read More...

ନୂତନ ଓଡ଼ିଶାର ଅଭ୍ୟୁଦୟ ଶୀର୍ଷକ ଆଲୋଚନାଚକ୍ର

ଭୂବନେଶ୍ୱର: ଆଇସିଏସଆଇର ପୂର୍ବ ଭାରତ ଆଞ୍ଚଳିକ ପରିଷଦ ଭୁବନେଶ୍ୱର ଶାଖା ଦ୍ୱାରା ଷ୍ଟେଟ କନଫରେନ୍ସ ‘ଅଭ୍ୟୁଦୟ’ ସଫଳତା ପୂର୍ବକ ‘ପ୍ରଥମ ରାଜ୍ୟସ୍ତରୀୟ ସମ୍ମିଳନୀ’ ହୋଟେଲ ମେଫେୟାରଠାରେ ଉଦଘାଟିତ ହୋଇଅଛି। ଓଡିଶାର…
Read More...

ଶ୍ରୀଜୀଉଙ୍କ ଅନବସର, ଅଲାରନାଥଙ୍କୁ ଶ୍ରଦ୍ଧାଳୁଙ୍କ ଦର୍ଶନ

ବ୍ରହ୍ମଗିରି: ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଅନବସର ସେବା ଆଜିଠାରୁ ଆରମ୍ଭ ହୋଇଛି।   ଶ୍ରୀଜୀଉଙ୍କ ଅନବସର ସମୟରେ ଅଲାରନାଥଙ୍କୁ ଶ୍ରଦ୍ଧାଳୁମାନେ ଦର୍ଶନ କରିଛନ୍ତି। ବ୍ରହ୍ମଗିରିର ଅଲାରନାଥ ପୀଠରେ ଦର୍ଶନ…
Read More...

ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜିଲା ସ୍ତରୀୟ ବଳିଦାନ ଦିବସ ପାଳିତ

ବୌଦ୍ଧ:ବୌଦ୍ଧ ଜିଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ମହା ସମାରୋହରେ ଜିଲା ବିଜେପି କାର୍ୟ୍ୟାଳୟ ରାମେଶ୍ବର ବିହାର ଠାରେ ଓ ସମସ୍ତ ମଣ୍ଡଳ ଓ ଶକ୍ତି କେନ୍ଦ୍ର ମାନଙ୍କରେ…
Read More...

ଏୟାର ଗନରୁ ଫଲ୍ସ ଫାୟାରିଂ,  ଯୁବକ ଗିରଫ

ଧାମରା: ବାଂଶଡା ଥାନା ଅଞ୍ଚଳର ଜଣେ ଯୁବକ ନିଜ ଏୟାର ଗନରୁ ଫଲ୍ସ ଫାୟାରିଂ  ଅଭିଯୋଗରେ ଜଣେ ଯୁବକକୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ବାଂଶଡା ଥାନା ଅଧିନସ୍ଥ ଜଳେଶ୍ୱରପୁର ଗ୍ରାମର ଯୁବକ ନିଜର ଏୟାର ଗନରୁ ଫଲ୍ସ…
Read More...

ନିଟ-ୟୁଜି ବିବାଦ: ପରୀକ୍ଷାରେ ଅନିୟମିତା ଅଭିଯୋଗରେ ମାମଲା ରୁଜୁ, ତଦନ୍ତ ଆରମ୍ଭ କଲା ସିବିଆଇ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ  ନିଟ-ୟୁଜି ଅନିୟମିତତା ଘଟଣାର ତଦନ୍ତ ଭାର ସିବିଆଇ ହାତରେ ଅର୍ପଣ କରାଯାଇଥିଲା। ଆଜିଠାରୁ ସିବିଆଇ ପକ୍ଷରୁ ଏହାର ତଦନ୍ତ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏହାସହିତ ଏନଟିଏ…
Read More...

କେନ୍ଦୁଝର ଷ୍ଟାଡ଼ିୟମରେ ଅଲ ଓଡିଶା କ୍ୟାରମ ଚମ୍ପିଆନସିପ୍‌‌ ଆରମ୍ଭ

କେନ୍ଦୁଝରଗଡ: କେନ୍ଦୁଝର ଷ୍ଟାଡିୟମହଲରେ ଅଲ ଓଡ଼ିଶା ଚାମ୍ପିଆନ୍ସ ଟ୍ରଫି କ୍ୟାରମ ପ୍ରତିଯୋଗିତା ଉଦ୍‌‌ଘାଟିତ ହୋଇଯାଇଛି। ଜିଲା କ୍ରୀଡା ସଂସ୍ଥା ସାଧାରଣ ସମ୍ପାଦକ ଜନାର୍ଦ୍ଦନ ଦାଶ, ଜିଲା ରେଡକ୍ରସ ଯୁଗ୍ମସମ୍ପାଦକ ଏ.ଆର…
Read More...

ଅନ୍ଵେଷା ପରିସରରେ ଚାରା ରୋପଣ 

ଫୁଲବାଣୀ :  କନ୍ଧମାଳ ଜିଲା ଫୁଲବାଣୀ ବନଖଣ୍ଡ ଅଧିନସ୍ଥ ଫୁଲବାଣୀ  ବନ ବିଭାଗ ରେଞ୍ଜ ସହାୟତାରେ ରୋଟାରୀ କ୍ଲବ ପକ୍ଷରୁ ରବିବାର  ନାରାୟଣୀ ରୋଡ ସ୍ଥିତ ଅନ୍ଵେଷା ହଷ୍ଟେଲ ପରିସରରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ…
Read More...

ଦାରୁବ୍ରହ୍ମଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ପୁରୀ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ପରିବାର ସହ ପୁରୀ ଆସି ସ୍ନାନ ମଣ୍ଡପରେ ଦାରୁବ୍ରହ୍ମଙ୍କୁ ଦର୍ଶନ କରିଛନ୍ତି। ସେ କହିଲେ ଓଡ଼ିଶାର ସାଢ଼େ ଚାରି କୋଟି ଲୋକଙ୍କ ମଙ୍ଗଳ ପାଇଁ ସେ ମହାପ୍ରଭୁଙ୍କୁ ପ୍ରାର୍ଥନା…
Read More...

ପ୍ରତିଯୋଗିତା ପରୀକ୍ଷାରେ ଦୁର୍ନୀତି ରୋକିବାକୁ ଆସିଲା ଆଇନ: ସର୍ବାଧିକ ୧୦ ବର୍ଷ ଜେଲ୍‌, ୧ କୋଟି ପର୍ଯ୍ୟନ୍ତ ଜୋରିମାନା

ନୂଆଦିଲ୍ଲୀ: ଡାକ୍ତରୀ ପାଠ୍ୟକ୍ରମ ପାଇଁ ଉଦ୍ଦିଷ୍ଟ ନିଟ୍‌ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ଭଳି ଦେଖାଦେଇଥିବା ଦୁର୍ନୀତିକୁ ନେଇ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏଥିସହିତ ସମାନ କାରଣରୁ ବିବାଦୀୟ…
Read More...

ଏନଟିଏ ମହାନିର୍ଦେଶକ ସୁବୋଧ ବିଦା, ପ୍ରଦୀପଙ୍କୁ ମିଳିଲା ନୂଆ ଦାୟିତ୍ୱ

ନୂଆଦିଲ୍ଲୀ: ନିଟ ଏବଂ ୟୁଜିସି-ନେଟ ବିବାଦ ମଧ୍ୟରେ କେନ୍ଦ୍ର ସରକାରଙ୍କ ବଡ଼ ପଦକ୍ଷେପ ନେଇଛନ୍ତି। ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁବୋଧ କୁମାର ସିଂହଙ୍କୁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି(ଏନଟିଏ) ମହାନିର୍ଦେଶକ ପଦରୁ…
Read More...

ସ୍ନାନ ମଣ୍ଡପରେ ଅଟ୍ଟାଳି ଜଗନ୍ନାଥଙ୍କ ଗଜାନନ ବେଶ

ଆଠଗଡ: ପବିତ୍ର ସୂନାନପୃର୍ଣ୍ଣିମା ଅବସରରେ ଶନିବାର ଆଠଗଡର ଆରାଧ୍ୟ ପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥଙ୍କ ମହାସ୍ନାନ ଓ ପରେ ଗଜାନନ ବେଶ ଅନୁଷ୍ଠିତ ହୋଇଯାଇଛି । ରାଜପୁରୋହିତ ସୁଶାନ୍ତ କୁମାର ମିଶ୍ର ଶ୍ରୀ ଜଗନ୍ନାଥଙ୍କର…
Read More...

ରୂପଦେଇପୁର ଜଗନ୍ନାଥଙ୍କ ମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ହାତୀବେଶ

ପିପିଲି: ପିପିଲି ବ୍ଲକ ଅନ୍ତର୍ଗତ ରୂପଦେଇପୁର ଗ୍ରାମର ଆରାଧ୍ୟ ଠାକୁର ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ଶନିବାର ପବିତ୍ର ଦେବସ୍ନାନ ପୂଣ୍ଣିମା ଅବସରରେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ସ୍ନାନଯାତ୍ରା ସମାରୋହରେ ସଂପନ୍ନ…
Read More...

କାଗଜ କଲମରେ ସୀମିତ ଓଡ଼ିଆ ଭାଷା ସଂଶୋଧନ ଆଇନ

ଯାଜପୁର : ଆମେ ଓଡିଆ, ଆମ ମାତୃଭାଷା ଓଡିଆ, ଦୁଇ ହଜାର ବର୍ଷର ପୁରୁଣା ଆମ ଏଇ ଭାଷା। ଭାଷା ଭିତ୍ତିକ ରାଜ୍ୟଭାବେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ। ସମଗ୍ର ଦେଶରେ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଥିବା ପ୍ରଥମ ଭାଷା ଓଡିଆ।…
Read More...

କଲ୍ୟାଣସିଂହପୁରରେ  ଶ୍ରୀଜୀଉଙ୍କ ଦେବସ୍ନାନ ଉତ୍ସବ ପାଳିତ 

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଆଜି ଶ୍ରୀ ଜୀଉଙ୍କ ସ୍ନାନ ଉତ୍ସବ ମହାଆଡ଼ମ୍ବରରେ ପାଳିତ ହୋଇଛି । ସକାଳୁ ସେବାୟତ ଓ…
Read More...

ଭକ୍ତ ଦାସିଆଙ୍କ ପୀଠରେ ଚତୁର୍ଦ୍ଧାମୂର୍ତ୍ତୀଙ୍କ ସ୍ନାନଯାତ୍ରା

ପିପିଲି: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରମଭକ୍ତ ଶିରୋମଣୀ ଦାସିଆଙ୍କ ଜନ୍ମ ଓ ସାଧନାପୀଠ ପିପିଲି ନିକଟବର୍ତ୍ତୀ ତେଇସିପୁର ପଞ୍ଚାୟତ ଅନ୍ତର୍ଗତ ବାଲିଗାଁ ସ୍ଥିତ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପରିସରରେ ଶନିବାର…
Read More...

ଶ୍ରୀପତିତପାବନ ଦେବଙ୍କ ସ୍ନାନ ଯାତ୍ରା

ପିପିଲି: ପିପିଲି ପୌରାଞ୍ଚଳ ଅନ୍ତର୍ଗତ ଦରଜୀସାହି ସ୍ଥିତ ପ୍ରଭୁ ଶ୍ରୀପତିତପାବନ ଦେବଙ୍କ ମନ୍ଦିରରେ ସ୍ନାନଯାତ୍ରା ସମାରୋହରେ ସଂପନ୍ନ ହୋଇଥିବା ବେଳେ ଠାକୁରଙ୍କୁ ଅଣସର ଘରେ ବିଜେ କରାଯାଇଛି। ପବିତ୍ର ଦେବସ୍ନାନ…
Read More...

ଓଡିଶାରେ ଗ୍ରୀନ୍ ଏନର୍ଜି କରିଡର ପ୍ରକଳ୍ପ ପାଇଁ କେନ୍ଦ୍ରୀୟ ଅର୍ଥ ପ୍ରଦାନ ଆବଶ୍ୟକ

ଭୁବନେଶ୍ବର: ଆଜି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରାକ-ବଜେଟ୍ ପରାମର୍ଶ ବୈଠକରେ ଓଡିଶାର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦାନ କରିଥିଲେ । ଆଗାମୀ କେନ୍ଦ୍ର…
Read More...