ବାଇକ ଦୁର୍ଘଟଣାଗ୍ରସ୍ତ, ଯୁବକ ଗୁରୁତର

ପାଟଣା : ଆଜି ବିଳମ୍ୱିତ ସନ୍ଧ୍ୟାରେ ବାଉଁଶୁଳୀ-ଉଖୁଣ୍ଡା ରାସ୍ତାର ବାଉଁଶୁଳୀ ଉଚ୍ଚବିଦ୍ୟାଳୟ ନିକଟରେ ଏକ ବାଇକ ଭାରସ୍ୟାମ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ବାଇକ ଚାଳକ ଟୁକୁଡିହା ଗ୍ରାମର ଜଣେ ଯୁବକ ଗୁରୁତର ହୋଇଛି । ତାଙ୍କୁ ସ୍ଥାନୀୟ ଲୋକେ ରୋଗୀଯାନ ଯୋଗେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି।

Comments are closed.