ଟ୍ରକ-ବାଇକ ଧକ୍କା, ୨ ମୃତ

ଭୁବନେଶ୍ବର: ସଡ଼କ ଦୁର୍ଘଟଣା ନେଲା ୨ଜଣଙ୍କ ଜୀବନ। ଆଜି ବରମୁଣ୍ଡା କାଳୀମନ୍ଦିର ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଏବଂ ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ବାଇକ ଉପରେ ଟ୍ରକ ଚଢ଼ି ଯାଇଥିବା ସୂଚନା ମିଳିଛି। ଟ୍ରକ ଓ ବାଇକ ଧକ୍କା ଫଳରେ ୨ଜଣଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comments are closed.