www.samajalive.in
Friday, December 12, 2025
27.1 C
Bhubaneswar

ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜିଲା ସ୍ତରୀୟ ବଳିଦାନ ଦିବସ ପାଳିତ

ବୌଦ୍ଧ:ବୌଦ୍ଧ ଜିଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ଡ. ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ମହା ସମାରୋହରେ ଜିଲା ବିଜେପି କାର୍ୟ୍ୟାଳୟ ରାମେଶ୍ବର ବିହାର ଠାରେ ଓ ସମସ୍ତ ମଣ୍ଡଳ ଓ ଶକ୍ତି କେନ୍ଦ୍ର ମାନଙ୍କରେ ପାଳନ କରାଯାଇଥିଲା । କାର୍ୟ୍ୟକ୍ରମରେ ଜିଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତିଙ୍କ ସଭାପତିତ୍ବରେ ଆୟୋଜିତ ଜିଲା ସ୍ତରୀୟ ବଳିଦାନ ଦିବସ ପାଳନ କରାଯାଇ ଥିଲା ।

କାର୍ଯ୍ୟକ୍ରମରେ ଜିଲା ବିଜେପି ଉପ ସଭାପତି ଶ୍ୟାମ ସୁନ୍ଦର ପୁରୋହିତ, ଜିଲା ସାଧାରଣ ସଂପାଦକ ତାପସ ପଟ୍ଟନାୟକ, ପ୍ରେମାନନ୍ଦ ମିଶ୍ର,ମନ ରଞ୍ଜନ ଦାସ, ମାଗୁଣି ଗାଈ ଗୌରିଆ ,ଶଙ୍କର ପ୍ରସାଦ ମିଶ୍ର, ନମିତା ରାଣୀ ଦାସ, ନିରଞ୍ଜନ ଦାନୀ , ରାଜ କୁମାର ମେହେର, ବାମନ ବାରିକ, ଶମ୍ଭୁ ପ୍ରଧାନ, ବିଶି କେଶନ ପ୍ରଧାନ , ବିଶି କେଶନ୍ ମେହେର, ନବୀନ ହୋତା , ବଂଶୀ ଧର ନାୟକ ପ୍ରମୁଖ ଯୋଗଦେଇଥିଲେ । ଏହି ଅବସରରେ ବୌଦ୍ଧ ମହାନଦୀ କୂଳ ଜଳେଶ୍ଵର ମନ୍ଦିର ପାଖର ବିଭିନ୍ନ ପ୍ରକାର ବୃକ୍ଷ ରୋପଣ କାର୍ୟ୍ୟକ୍ରମ କରାଯାଇ ଥିଲା ।

Hot this week

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

Related Articles

Popular Categories