www.samajalive.in
Thursday, December 11, 2025
13.1 C
Bhubaneswar

ଡ.ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କର ବଳିବାନ ଦିବସ ପାଳିତ

ଗୋପାଳପୁର:  ରଙ୍ଗେଇଲୁଣ୍ଡାବ୍ଳକ ଅନ୍ତର୍ଗତ ରଙ୍ଗିପୁର ଗ୍ରମପଞ୍ଚାୟତର ରାଳବ ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ଭାରତକେଶରୀ ପୂଜ୍ୟ ଡ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କର ବଳିବାନ ଦିବସ ପାଳନ କରାଯାଇଛି।  କାର୍ଯ୍ୟକ୍ରମରେ ଭାଜାପା ଜିଲା ଉପସଭାପତି ଗଙ୍ଗାଧର ଶତପଥୀ , ଜିଲ୍ଲା ସମ୍ପାଦକ ବାଳକୃଷ୍ଣ ସାମନ୍ତରାୟ , ବରିଷ୍ଠ ନେତା ପ୍ରତାପଚନ୍ଦ୍ର ମିଶ୍ର , ପଣ୍ଡିତ ଗଙ୍ଗାଧର ମିଶ୍ର,  ରଜତ କୁମାର ପଣ୍ଡିତ , ପୂର୍ବତନ ସରପଞ୍ଚ ବି ଗଣେଶ ପାତ୍ର  , ଏମ୍ ରାମେୟା ପାତ୍ର,  ସନ୍ଦିପ ଖାଡଙ୍ଗା ,  ବିରବର ଵେହେରା , ଗୁରୁନାଥ ଖୁଣ୍ଟିଆ , ରାଜେନ୍ଦ୍ର ନାହାକ , ଟୁନା ମହାନ୍ତି,  ଗୋପାଳ ଦାସ , ପିଣ୍ଟୁ ଦାସ , ଟୁଟୁ ଦାସ ,  ଶଙ୍କର ରାଓ , ନାରାୟନ ରାଓ , ସନ୍ତୋଷ ସାହୁ  ପି ବାସୁଦେବ  ପ୍ରମୁଖ ଉପସ୍ଥିତ ରହି ଶ୍ୟାମାପ୍ରସାଦଙ୍କ ସ୍ମୃତି ଚାରଣ କରିବା ସହ ଶ୍ୟାମାପ୍ରସାଦଙ୍କ ଦ୍ବାରା ଦେଖାଇଥିବା ମାର୍ଗକୁ ଆପଣେଇବାକୁ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories