www.samajalive.in
Saturday, December 13, 2025
26.1 C
Bhubaneswar

ସଚେତନତା ବାର୍ତ୍ତା ପହଞ୍ଚାଇବା ପାଇଁ ଗଡିଲା ପ୍ରଚାର ଗାଡ଼ି

ଫୁଲବାଣୀ: ଫୁଲବାଣୀ ବ୍ଳକ ଅନ୍ତର୍ଗତ ଗୁମାଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ସମସ୍ତ ଗ୍ରାମକୁ ସଚେତନତା ବାର୍ତ୍ତା ପହଞ୍ଚାଇବା ନିମନ୍ତେ ଗଡିଲା ପ୍ରଚାର ଗାଡ଼ି। ଲୋକ ପରିବାର ନିୟୋଜନ ପଦ୍ଧତି ଗୁଡ଼ିକ ଗ୍ରହଣ କରି ସୁସ୍ଥ ପ୍ରଜନନ ସ୍ୱାସ୍ଥ୍ୟ ପାଇପାରିବେ ସେଇ ଲକ୍ଷ୍ୟ ନେଇ ଏହି ଅଭିଯାନ ଆରମ୍ଭ ହୋଇଛି। ଚଳିତ ସଚେତନତା ବର୍ଷର ବାର୍ତ୍ତା ହେଉଛି “ବିକଶିତ ଭାରତର ପରିଚୟ ନୂତନ ପରିବାର ନିୟୋଜନ ପ୍ରତି ଦମ୍ପତ୍ତିଙ୍କର ସମ୍ମାନ” ରହିଛି।

ଏହି ବାର୍ତ୍ତାକୁ ପ୍ରତେକ୍ ଦମ୍ପତିଙ୍କ ପାଖେ ପହଞ୍ଚେଇବା ପାଇଁ ୧୦ ଦିନ ଗାଡି ବୁଲିବା ଜୁଲାଇ ୧୦ ଯାଏଁ ସଚେତନତା ନିମନ୍ତେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଗୁମାଗଡ ର ଗୋଷ୍ଠୀ ଜନ ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର କଳ୍ପନା ଦଳାଇ ସଚେତନତା ରଥକୁ ପତାକା ଦେଖାଇ ଉଦଘାଟନ କରିଥିଲେ ଏବଂ ଉଦଘାଟନ ସମୟରେ ଡାକ୍ତର ପ୍ରଶାନ୍ତ ମହାପାତ୍ର,ଜନସ୍ବାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ଜ୍ୟୋତ୍ସ୍ନା ରାଣୀ ମହାନ୍ତି, ଡାକ୍ତର ରାଜକନ୍ୟା ଦୁବେ, ପୁରୁଷ ସ୍ବାସ୍ଥ୍ୟ କର୍ମୀ ସରୋଜ ସାହୁ, ଆଶା ଉପସ୍ଥିତ ଥିଲେ।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories