www.samajalive.in
Friday, December 12, 2025
14.1 C
Bhubaneswar

ସମସ୍ତ ସେବାୟତ ସୁସ୍ଥ ଅଛନ୍ତି, ମହାପ୍ରଭୁ ଜନ୍ମବେଦିରେ ପହଞ୍ଚି ଗଲେଣି: ଜିଲାପାଳ

ପୁରୀ: ପହଣ୍ଡିବେଳେ ଖସି ପଡ଼ିଲେ ବଡ଼ ଠାକୁର। ମୁହଁମାଡ଼ି ପଡ଼ିଗଲେ ବଡ଼ ଠାକୁର ବଳଭଦ୍ର। ସେବାୟତମାନଙ୍କ ହାତରୁ ଖସି ଚାରମାଳ ଆଗକୁ ପଡ଼ିଲେ ମହାପ୍ରଭୁ। ଆହତ ସେବାୟତଙ୍କୁ ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ମେଡ଼ିକାଲରେ ଚିକିତ୍ସିତ ହେଉଥିବା ସେବାୟତଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଅଛି ବୋଲି ଜଣେ ବରିଷ୍ଠ ସେବାୟତ ପ୍ରକାଶ କରିଛନ୍ତି।  ଏ ସଂକ୍ରାନ୍ତରେ ପୁରୀ ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ପ୍ରତିକ୍ରିୟା ରଖି କହିଛନ୍ତି ଯେ ପହଣ୍ଡିବେଳେ ଚାଳମାଳ ଆଗକୁ ମହାପ୍ରଭୁ ଖସିପଡ଼ିଥିଲେ। ଏହି ଅଘଟଣରେ ୮ଜଣ ସେବାୟତ ଆହତ ହୋଇଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସମସ୍ତ ସେବାୟତ ସୁସ୍ଥ ଅଛନ୍ତି ବୋଲି ଜିଲାପାଳ ପ୍ରକାଶ କରିଛନ୍ତି। ମହାପ୍ରଭୁ ଜନ୍ମବେଦିରେ ପହଞ୍ଚି ଗଲେଣି ବୋଲି ଜିଲାପାଳ କହିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories