ପ୍ରାଣୀଧନ ଗଣନା ନେଇ ଆଞ୍ଚଳିକ ତାଲିମ କାର୍ଯ୍ୟକ୍ରମ, ଗଣନା ଉତ୍ପାଦକତା ବୃଦ୍ଧି ଗୁରୁତ୍ୱପୂର୍ଣ୍ଣ

ଆମ ଅର୍ଥନୀତିରେ ଗଣନାର ଉଲ୍ଲେଖନୀୟ ଭୂମିକା ରହିବ

ପୁରୀ/ ଭୁବନେଶ୍ୱର:  ପ୍ରାଣୀଧନ ଗଣନା ଫଳରେ ପ୍ରାଣୀପାଳକମାନଙ୍କର ଆଥ#ର୍କ ବିକାଶ ନିମନ୍ତେ ବିଭିନ୍ନ ପଦକ୍ଷେପ ନିଆଯାଇପାରିବା ଏହା ଫଳରେ ଉତ୍ପାଦକତା ବୃଦ୍ଧି ପାଇବ ବୋଲି କେନ୍ଦ୍ର ପଶୁପାଳନ ଓ ଡାଇରୀ ବିଭାଗ ରାଷ୍ଟ୍ରମନ୍ତ୍ରୀ ପ୍ରଫେସର ଏସ୍.ପି. ସିଂହ ବାଘେଲ ମତପ୍ରକାଶ କରିଛନ୍ତିା ଆଜି ପୁରୀଠାରେ ଏକବିଂଶତମ ଜାତୀୟ ପ୍ରାଣୀଧନ ଗଣନା ନେଇ ଆୟୋଜିତ ତାଲିମ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଫେସର ବାଘେଲ ଉପରୋକ୍ତ ମର୍ମରେ ସଂପୃକ୍ତ କ୍ଷେତ୍ର ଅଧ#କାରୀ ତଥା କର୍ମଚାରୀମାନେ ବିଶେଷ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତିା
ମତ୍ସ୍ୟ, ପ୍ରାଣୀସଂପଦ ବିକାଶ ବିଭାଗ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ
କାର୍ଯ୍ୟକ୍ରମରେ ଯୋଗଦେଇ ପୁରୀଠାରେ ଏପରି ତାଲିମ କାର୍ଯ୍ୟକ୍ରମ ଆୟୋଜନ ହୋଇଥ#ବାରୁ ଆନନ୍ଦ ପ୍ରକାଶ କରିବା ସହିତ ଏପରି ଗଣନା ଫଳରେ ପ୍ରାଣୀସଂପଦ ଙ୍କ ସୁରକ୍ଷା, ରୋଗ ନିରୀକ୍ଷଣ ସାଙ୍ଗକୁ ନୟି ନ୍ତ୍ରଣ ପଦ କ୍ଷେପ, ପ୍ରାଣୀଜ ଉତ୍ପାଦ ବୃଦ୍ଧି ଓ ପ୍ରଜନନ ଇତ୍ୟାଦି ଦିଗରୁ ବିବିଧ ସଫଳତା ମିଳିପାରିବ ବୋଲି ପ୍ରକାଶ କରିଥ#ଲୋ ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଥିଲେ ଯେ ଆଧୁନିକ ଜ୍ଞାନକୌଶଳ ଓ ପ୍ରଯୁକ୍ତି ବିଦ୍ୟା ବ୍ୟବହାର ଫଳରେ ପ୍ରାଣୀଧନ ଗଣନା ପାଇଁ ରାଜ୍ୟ ଓ ଜିଲ୍ଲା ନୋଡାଲ ଅଧିକାରୀମାନେ ପରବର୍ତ୍ତୀ ପର୍ଯ୍ୟାୟରେ ମାଷ୍ଟର ଟ୍ରେନର ଭାବରେ ଦାୟିତ୍ୱ ନିର୍ବାହ କରିବୋ
ଏହି ତାଲିମ କାର୍ଯ୍ୟକ୍ରମରେ ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଓ ଛତିଶଗଡ଼ରୁ ୨୦୦ରୁ ଅଧ#କ ପ୍ରଶିକ୍ଷାର୍ଥୀ
ଯୋଗଦେଇଥିଲୋ ମୋବାଇଲ୍ ଆପ୍ ଓ ଡ୍ୟାସ୍ବୋର୍ଡ ବ୍ୟବହାର ସାଙ୍ଗକୁ ବିଭିନ୍ନ ପ୍ରଜାତି ଚିହ୍ନଟକରଣ ବାବଦରେ
ସେମାନଙ୍କୁ ବିସ୍ତୃତ ତାଲିମ ପ୍ରଦାନ କରାଯାଇଥ#ଲାା ଭାରତ ସରକାରଙ୍କ ପଶୁପାଳନ ଓ ଡାଇରୀ ବିଭାଗର ବିଶେଷଜ୍ଞ ଏବଂ
ରାଷ୍ଟ୍ରୀୟ ପଶୁ ଆନୁବଂଶିକ ସଂସାଧନ ବୁ୍ୟରୋର ବୈଜ୍ଞାନିକମାନେ ପ୍ରଶିକ୍ଷାର୍ଥୀମାନଙ୍କୁ ତାଲିମ ଦେଇଥ#ଲୋ
ଓଡ଼ିଶାର ମତ୍ସ, ପ୍ରାଣୀସଂପଦ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ଆଗାମୀ
ପ୍ରାଣୀଧନ ଗଣନାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଦର୍ଶାଇ କ୍ଷେତ୍ର ଅଧ#କାରୀମାନଙ୍କୁ ଆନ୍ତରିକତାର ସହିତ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲୋ କାର୍ଯ୍ୟକ୍ରମରେ ଭାରତ ସରକାରଙ୍କ ପଶୁପାଳନ ଓ ଡାଇରୀ ବିଭାଗର ପରିସଂଖ୍ୟାନ ପରାମର୍ଶଦାତା ଶ୍ରୀ ଜଗତ ହଜାରିକା, ବିଭାଗର ନିର୍ଦ୍ଦେଶକ ଭି.ପି. ସିଂହ, ରାଷ୍ଟ୍ରୀୟ ପଶୁ ଆନୁବଂଶିକ ସଂସାଧନ ବୁ୍ୟରୋର ନିର୍ଦ୍ଦେଶକ ଡ. ବିପି. ମିଶ୍ର ଓ ଓଡ଼ିଶା ପ୍ରାଣୀସଂପଦ ବିକାଶ ବିଭାଗର ନିର୍ଦ୍ଦେଶକ ଶ୍ରୀ ରାମାଶିଷ ହାଜ୍ରାଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲୋ

Comments are closed.