www.samajalive.in
Thursday, December 11, 2025
15.1 C
Bhubaneswar

ଯାତ୍ରୀବାହୀ ବସ ଓଲଟିଲା, ଯାତ୍ରୀ ସୁରକ୍ଷିତ

ଆଠଗଡ: ଆଠଗଡ ଥାନା ଅନ୍ତର୍ଗତ ଦୋରଡ ଠାରେ ଏକ ଯାତ୍ରୀବାହୀ ବସ ରାସ୍ତା କଡ ମାଟିରେ ଦବି ଓଲଟି ପଡିଥିବା ଜଣାପଡିଛି। କଟକରୁ ଆଠଗଡ ଫେରୁଥିବା ମହାବୀର ନାମକ ଉକ୍ତ ଘରୋଇ ଯାତ୍ରୀବାହୀ ବସ ଦୋରଡର ଈଶ୍ବରା ଛକ ନିକଟସ୍ଥ ଏକ ମୁଢି ଫ୍ୟାକ୍ରଟି ଠାରେ ପହଞ୍ଚିବା ସମୟରେ ହଠାତ ଏକ ଦୁଇ ଚକିଆ ମୋପେଡ ବାହାରି ବସ ସମ୍ମୁଖରେ ଏପଟ ସେପଟ ହୋଇ ପଡିଯାଇଥିଲା।

ବସ ଚାଳକ ମୋପେଡ ଆରୋହୀକୁ ବଞ୍ଚାଇବାକୁ ଯାଇ  ବସଟିକୁ ଡାହାଣ ପଟକୁ କାଟି ଦେଇଥିଲେ। ବବର୍ଷା ଓ ମାଟି ଓଦା ବସଟି ମାଟିରେ ଦବିଯାଇ ଓଲଟି ପଡିଥିଲା। ସ୍ଥାନୀୟ ଲୋକ ବରଯାତ୍ରୀଙ୍କୁ ସୁରକ୍ଷିତ ଉଦ୍ଧାର କରିଥିବା ବେଳେ ଏ ଘଟଣାରେ କେହି ସେପରି ଗୁରୁତର ଆହତ ହୋଇ ନାହାନ୍ତି। ତୁରନ୍ତ ସେଠାରୁ ବସଟି କୁ ଉଠାଇ ଦିଆଯାଇଥିଲା।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories