www.samajalive.in
Tuesday, December 9, 2025
16.1 C
Bhubaneswar

ବାଙ୍କୀ ଭଗିପୁର ମହାନଦୀ ପଠାରେ ହାତୀ ପଲ 

ବାଙ୍କୀ: ବାଙ୍କୀ ଡମପଡା  ବ୍ଲକ ଅନ୍ତର୍ଗତ ଭଗିପୁର ମହାନଦୀ ପଠାରେ ଏକ ହାତୀପଲ ଅଟକି ରହିଛିନ୍ତି । ଆଠଗଡ଼ ଜଙ୍ଗଲରୁ ଆସି ଚନ୍ଦକା ଜଙ୍ଗଲକୁ ଯିବାପାଇଁ ନଦୀ ପାର ବେଳେ ୩ରୁ ୫ ହାତୀ ମହାନଦୀ ପଠାରେ ଅଟକିଥିବା ଦେଖା ଦେଇଛି। ଚନ୍ଦକା ଡମପଡ଼ା ଅଭୟାରଣ୍ୟର କର୍ମଚାରୀମାନେ ଉପସ୍ଥିତ ରହି ହାତୀମାନଙ୍କ ଗତିବିଧିକୁ  ଅନୁଧ୍ୟାନ କରୁଛନ୍ତି।

Hot this week

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

Related Articles

Popular Categories