ରେଳ ପ୍ରକଳ୍ପର ତ୍ୱରିତ କାର୍ଯ୍ୟାନ୍ବୟନ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସହଯୋଗ ଯୋଗାଇ ଦେବେ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: କେନ୍ଦ୍ର କ୍ୟାବିନେଟରେ ଓଡିଶା ପାଇଁ ୬ ଟି ଗୁରୁତ୍ବପୂର୍ଣ୍ଣ ରେଳ ପ୍ରକଳ୍ପ ଅନୁମୋଦନ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନ ଠାରୁ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କ ସହିତ…
Read More...

ଗୋଲାମୁଣ୍ଡା ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅକ୍ଷମିତା କାର୍ତ୍ତିକ ନିଲମ୍ବିତ

ଭୁବନେଶ୍ୱର: କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅକ୍ଷମିତା କାର୍ତ୍ତିକଙ୍କୁ ନିଲମ୍ବିତ କରାଯାଇଅଛି । କୋରାପୁଟ ଦୁର୍ନୀତି ନିବାରଣ ଥାନା ମାମଲା ସଂଖ୍ୟା ୧୪, ତା. ୦୨. ୦୮. ୨୦୨୪ ରେ…
Read More...

ଭୁବନେଶ୍ବର ୟୁନିଟ ୧ ମାର୍କେଟରେ ଚଢ଼ାଉ, କିଲୋ ପିଛା ୩୨ ଓ ୩୫ ଟଙ୍କାରେ ଆଳୁ ବିକ୍ରୀ ପାଇଁ ନିର୍ଦେଶ

ଭୁବନେଶ୍ବର: ରାଜ୍ୟରେ ଆଳୁ ସଙ୍କଟ ଜାରି ରହିଥିବାବେଳେ ଅସାଧୁ ବ୍ୟବସାୟୀ ମନଇଛା ଦରରେ ଆଳୁ ବିକ୍ରୀ କରୁଛନ୍ତି। ରାଜ୍ୟ ରାଜଧାନୀ ଭୁବନେଶ୍ବର ୟୁନିଟ ୧ ମାର୍କେଟର ବ୍ୟବସାୟୀ ଚଢ଼ା ଦରରେ ଆଳୁ ବିକ୍ରୀ କରୁଥିବା ଅଭିଯୋଗ…
Read More...

ବିକଶିତ ଓଡିଶା ପାଇଁ ଆମର ଯାତ୍ରା ଓଡିଶା ଇତିହାସରେ ଆଣିବ ‘ବିକାଶର ଏକ ନୂଆ କ୍ରାନ୍ତି’

ଭୁବନେଶ୍ୱର : ବର୍ତ୍ତମାନ ସମୟର ସବୁ ସଫଳତା ଓ ସବୁ ଆନନ୍ଦ ପଛରେ ରହିଛି ଆମର ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କର ଚରମ ତ୍ୟାଗ ଓ ବଳିଦାନ। ତେଣୁ ରାଜ୍ୟ ସରକାର ସ୍ୱାଧୀନତା ସଂଗ୍ରାମୀମାନଙ୍କର ପରିବାରକୁ ଚିହ୍ନଟ କରି…
Read More...

ଅଜଣା ଟ୍ରାକ୍ଟର ଧକ୍କାରେ ମାଛ ବ୍ୟବସାୟୀ ମୃତ

ବାଲିଆପାଳ : ମାଛ ନେଇ ଆସୁଥିବା ବ୍ୟବସାୟୀଙ୍କୁ ଧକ୍କା ଦେଲା ଚିପ୍ସ, ରଡ଼ ବୋଝେଇ ଟ୍ରାକ୍ଟର। ଘଟଣା ସ୍ଥଳରେ ମାଛ ବ୍ଯବସାୟୀଙ୍କ ମୃତ୍ୟୁ। ମୃତ ମାଛ ବ୍ୟବସାୟୀ ଜଣକ ହେଲେ ମୁରଲୀଧର ମଣ୍ଡଳ ( ୪୫)। ସୂଚନା ଅନୁଯାୟୀ…
Read More...

ମଣିଷ ତିଆରି କାରଖାନାରେ ସୁସ୍ଥ ମାନସିକତା ଏକାନ୍ତ କାମ୍ୟ

ଭୁବନେଶ୍ୱର : ମଣିଷ ତିଆରି କାରଖାନାରେ ସୁସ୍ଥ ମାନସିକତା ଏକାନ୍ତ କାମ୍ୟ ଅଟେ ବୋଲି ରମାଦେବୀ ମହିଳା ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଅପରାଜିତା ଚୌଧୁରୀ ପ୍ରକାଶ କରିଛନ୍ତି । କୁଳପତିଙ୍କ ଅଧ୍ୟକ୍ଷତାରେ ' ଆନ୍…
Read More...

ଏସସିବିରେ କ୍ରେନ ଭାଙ୍ଗି ୩ ଗୁରୁତର

କଟକ: କଟକ ଏସସିବି ମେଡ଼ିକାଲ ସମ୍ପ୍ରସାରଣ କାମ ବେଳେ ବଡ଼ ଅଘଟଣ।ଏସସିବି ନିର୍ମାଣ କାର୍ଯ୍ୟରେ ଲାଗିଥିବା କ୍ରେନ ଭାଙ୍ଗିପଡ଼ିଥିବା ସୂଚନା ମିଳିଛି। ୧୦ ମହଲା ଉପରକୁ ଜିନିଷ ଉଠାଯାଉଥିବାବେଳେ କ୍ରେନଟି ଭାଙ୍ଗି…
Read More...

ବନ୍ଧୁ ସାଜିଲା ଲୁଟେରା, ୧୦୬ ଗ୍ରାମ ସୁନା ଜବତ

ଭୁବନେଶ୍ବର: ବନ୍ଧୁ ଘରେ କଳାକନା ବୁଲାଇଲା ବନ୍ଧୁ। ଖଣ୍ଡଗିରି ଥାନା ଡୁମୁଡୁମା ଫେଜ-୧ରେ ଚୋରି ଘଟଣାର ପର୍ଦ୍ଦାଫାଶ ହୋଇଛି। ଅଭିଯୁକ୍ତ ବନ୍ଧୁଙ୍କୁ ଗିରଫ ସହ ୧୦୬ ଗ୍ରାମ ସୁନା ଜବତ। ସିସିଟିଭି ଫୁଟେଜରୁ ସାଙ୍ଗ ଚୋରି…
Read More...

ଖାଉଟିଙ୍କୁ ୩୦ ଟଙ୍କାରେ ଆଳୁ ଦେବେ ସରକାର

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ କିଲୋଗ୍ରାମ ପ୍ରତି ଆଳୁ ୩୦ ଟଙ୍କାରେ ଖାଉଟିଙ୍କୁ ଦିଆଯିବ। ଆଲୋଚନାସତ୍ତ୍ବେ ପଶ୍ଚିମବଙ୍ଗଳୁ ଆଳୁ ଆସି ପାରୁନାହିଁ। ତେଣୁ ରାଜ୍ୟ ସରକାର ନାଫେଡ ଜରିଆରେ ଆଳୁ ଆଣିବେ। ଦିନକ ପରେ…
Read More...

ଭିକେ ପାଣ୍ଡିଆନଙ୍କ ହେଲିକପ୍ଟର ଖର୍ଚ୍ଚର ହେବ ତଦନ୍ତ

ଭୁବନେଶ୍ବର: ଭିକେ ପାଣ୍ଡିଆନଙ୍କ ହେଲିକପ୍ଟର ଖର୍ଚ୍ଚର ତଦନ୍ତ ହେବ । ପାଣ୍ଡିଆନଙ୍କ ହେଲିକପ୍ଟର ଗସ୍ତ ଖର୍ଚ୍ଚ ନେଇ ପରିବହନ ମନ୍ତ୍ରୀ ବିଭୂତି ଜେନା କହିଛନ୍ତି ଯେ ପାଣ୍ଡିଆନ ହେଲିକପ୍ଟର ଖର୍ଚ୍ଚର ତଦନ୍ତ ଚାଲିଛି, ଖୁବ…
Read More...

ଜାପାନୀ ପ୍ରତିନିଧି ଦଳଙ୍କ ସହ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଆଲୋଚନା

ଭୁବନେଶ୍ୱର: ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀଙ୍କ ସହ ସାକ୍ଷାତ କଲେ ଜାପାନୀ ପ୍ରତିନିଧି ଦଳ । ଓଡ଼ିଶାରେ ଦୃଷ୍ଟିବାଧିତ ଛାତ୍ରଛାତ୍ରୀମାନଙ୍କ ପାଇଁ…
Read More...

ବିବାହିତ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୁଲିସର ତଦନ୍ତ ଜାରୀ

ଫୁଲବାଣୀ:ସଦର ଥାନା ଅନ୍ତର୍ଗତ ବିଶିପଡା ପଂଚାୟତର କୁମୁରିଗୂଡା ନିକଟରେ ଥିବା ଏକ ଜାମୁକୋଳି ଗଛରୁ ଜଣେ ବିବାହିତ ମହିଳାଙ୍କ ଝୁଲନ୍ତା ମୃତଦେହ ପୁଲିସ ଉଦ୍ଧାର କରିଛି ଓ ମୃତ ମହିଳା ଜଣକ କୁମୁରିଗୂଡାର ମନୋରଞ୍ଜନ…
Read More...

ଉଛୁଳା ନଦୀରେ ରୋଗୀଣି ମା’ଙ୍କୁ ଦୋଳାରେ ବୋହିଲେ ପୁଅ

ଫୁଲବାଣୀ,ବାଲିଗୁଡା:କନ୍ଧମାଳ ଜିଲା କ.ନୂଆଗାଁ ବ୍ଲକ ମହାସିଂ ପଂଚାୟତ ଏକ ନମ୍ବର ୱାର୍ଡ଼ କୁବେର ମୁଣ୍ଡା ଗ୍ରାମରେ ୨୦ ପରିବାର ବସ ବାସ କରନ୍ତି। ତେବେ ଅନନ୍ତି ପ୍ରଧାନଙ୍କ ଦେହ ଦୀର୍ଘ ଦିନ ଧରି ଅସୁସ୍ଥ ହୋଇଥିଲା। ଲଗାଣ…
Read More...

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, ଛୁରା ମାଡ଼ରେ ମୃତ

ପୁରୀ: ପୁରୀ ସହରର ଜନଗହଳିପୂର୍ଣ୍ଣ ସ୍ଥାନରେ ଜଣେ ଯୁବକଙ୍କୁ କିଛି ଦୁର୍ବୁତ୍ତ ସଂଘବଦ୍ଧ ଆକ୍ରମଣ କରିଥିଲେ। ସେମାନଙ୍କ ସଂଘବଦ୍ଧ ଆକ୍ରମଣ ଓ ଛୁରାମାଡ଼ରେ ଯୁବକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ପୁରୀ ଟାଉନଥାନା…
Read More...

ଜିଲା ଆଇନସେବା ପ୍ରାଧିକରଣ କାର୍ଯ୍ୟାଳୟ ପକ୍ଷରୁ ଆଇନ ସଚେତନତା କାର୍ଯ୍ୟକ୍ରମ

ବୌଦ୍ଧ : ଜିଲ୍ଲା ଆଇନସେବା ପ୍ରାଧିକରଣ, ବୌଦ୍ଧ ଅଫିସ ଦ୍ୱାରା ବ୍ରାହ୍ମଣୀପାଲି ଉଚ୍ଚ ବିଦ୍ୟାଳୟ, ବ୍ରାହ୍ମଣୀପାଲି, ବୌଦ୍ଧ ଠାରେ ବିଭିନ୍ନ ସରକାରୀ ସାମାଜିକ ମଙ୍ଗଳ ଯୋଜନା ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ…
Read More...

ଦୁଇ ଲୁଟେରା ଥାନାରେ ଅଟକ

ନର୍ଲା: ନର୍ଲା ଥାନା ଅନ୍ତର୍ଗତ ଉଲିଶିର୍କା ଗ୍ରାମ ନିକଟସ୍ଥ ମାଝୀ ଛକରେ ସାଗରା ମ୍ୟାନେଜମେଣ୍ଟ ପ୍ରାଇଭେଟ୍ ଲିମିଟେଡ଼ର ଏଜେଣ୍ଟ ଗ୍ରୁପ୍ କଲେକ୍ସନ କରିଥିବା ପାଖାପାଖି ୮୦ ହଜାରରୁ ଉର୍ଦ୍ଧ୍ବ ଟଙ୍କା ବ୍ୟାଗରେ ନେଇ …
Read More...

ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା, ଜଣେ ଶିକ୍ଷକ ମୃତ

ନର୍ଲା: କଳାହାଣ୍ଡି ଜିଲା ନର୍ଲାବ୍ଲକ୍ ଅଧିନ ରୁପ୍ରା ଭାୟା ବାଲିପଡା ଦେଇ ଯାଇଥିବା ପିଡବ୍ଲୁଡି ରାସ୍ତାର ନିଘୁପଡା ଛକ ଠାରେ ଆଜି ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ଜଣେ ଶିକ୍ଷକଙ୍କ ମୃତ୍ୟୁ…
Read More...

ରାଜ୍ୟରେ ଅଧିକ ଖଣିଭିତ୍ତିକ ଶିଳ୍ପ ପ୍ରତିଷ୍ଠା ଓ ଖଣି କ୍ଷେତ୍ରରେ ଜନଜାତିମାନଙ୍କୁ ଅଧିକ ନିଯୁକ୍ତି ଦେବା ପାଇଁ…

ଭୁବନେଶ୍ୱର: ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡିଶା ଖଣି ନିଗମର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ଖଣି ନିଗମ ରାଜ୍ୟ ସରକାରଙ୍କର ଏକ…
Read More...

ନାଫେଡ ମାଧ୍ୟମରେ ଉତ୍ତରପ୍ରଦେଶରୁ ଆସିବ ଆଳୁ, ଖାଉଟିଙ୍କୁ ମିଳିବ କିଲୋଗ୍ରାମ ପ୍ରତି ୩୦ ଟଙ୍କାରେ

ଭୁବନେଶ୍ୱର: ରାଜ୍ୟରେ ଆଳୁ ସଙ୍କଟ ଦୂର କରିବା ପାଇଁ ସରକାର ବିଧିବଦ୍ଧ ଭାବେ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଏଣିକି ରାଜ୍ୟ ସରକାର ନାଫେଡ ମାଧ୍ୟମରେ ଆଳୁ କିଣିବା ସହ ଖାଉଟି ମାନଙ୍କୁ କିଲୋଗ୍ରାମ ପିଛା ୩୦ ଟଙ୍କାରେ…
Read More...

“ହର ଘର ତ୍ରିରଙ୍ଗା” ଅଭିଯାନ ପ୍ରସ୍ତୁତିର ସମୀକ୍ଷା କଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ସଚିବ

ଭୁବନେଶ୍ୱର : ଆସନ୍ତା ୭୭ତମ ସ୍ୱାଧୀନତା ଦିବସକୁ ଦୃଷ୍ଟିରେ ରଖି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀ ରାଜ୍ୟବ୍ୟାପୀ ପୌର ସଂସ୍ଥାଗୁଡିକର ପ୍ରସ୍ତୁତି ର ସମୀକ୍ଷା କରିଛନ୍ତି। ଭିଡିଓ…
Read More...

ପ୍ୟାରିସ ଅଲିମ୍ପିକ୍ସ : ହକିରେ ଭାରତ ଜିତିଲା ବ୍ରୋଞ୍ଜ ପଦକ

ପ୍ୟାରିସ: ପ୍ୟାରିସ ଅଲିମ୍ପିକ୍ସ ପୁରୁଷ ହକିରେ ଭାରତ ଜିତିଲା ବ୍ରୋଞ୍ଜ ପଦକ।ସ୍ପେନକୁ ୨-୧ ଗୋଲରେ ହରାଇ ବ୍ରୋଞ୍ଜ ପଦକ ଜିତିଲା ଭାରତ। ଅଧିନାୟକ ହରମନପ୍ରୀତ ସିଂହଙ୍କ ଡବଲ ଗୋଲ ବଳରେ ଭାରତ ଏହି ବିଜୟ ହାସଲ କରିଛି।…
Read More...

ମାଝୀଗୁଡା ସାପ୍ତାହିକ ହାଟ ନିଲାମ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ମାଝୀଗୁଡା ପଞ୍ଚାୟତରେ ହେଉଥିବା ସାପ୍ତାହିକ ହାଟକୁ ଆଜି ନିଲାମ କରାଯାଇଛି ।ଏଥିରେ (ଜିପିଓ) ଗ୍ରାମପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଶ୍ୱେତମ୍ବର ପ୍ରଧାନଙ୍କ…
Read More...

କେନ୍ଦୁଝର ନର୍ସିଂ ମହାବିଦ୍ୟାଳୟ ପକ୍ଷରୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ

କେନ୍ଦୁଝରଗଡ: କେନ୍ଦୁଝର ସହର ଉପକଣ୍ଠ ଡିମ୍ବୋସ୍ଥିତ ଇଂ ବସନ୍ତ କୁମାର ଦାନୀଙ୍କ ପ୍ରତିଷ୍ଠିତ କେନ୍ଦୁଝର ନର୍ସିଂ ମହାବିଦ୍ୟାଳୟ ପକ୍ଷରୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି। ସପ୍ତାହେବ୍ୟାପୀ ଅନୁଷ୍ଠିତ…
Read More...

ମାଲକାନଗିରି ମହିଳା ମହାବିଦ୍ୟାଳୟରେ ଆଇନ ସଚେତନତା ଶିବିର

ମାଲକାନଗିରି : ଜିଲା ତଥା ଦୌରା ଜଜ୍ ଡକ୍ଟର ପ୍ରସନ୍ନ କୁମାର ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ସ୍ଥାନୀୟ  ମହିଳା ମହାବିଦ୍ୟାଳୟରେ ଜିଲା ଆଇନିସେବା ପ୍ରାଧିକରଣ  ଦ୍ଵାରା   ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ…
Read More...

ପ୍ରସନ୍ନ ଆଚାର୍ଯ୍ୟଙ୍କ ଜନ୍ମ ଦିନରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ନାକଟିଦେଉଳ: ରେଢ଼ାଖୋଲ ବିଧାୟକ ତଥା ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ୭୫ତମ ଜନ୍ମ ଦିବସ ଅବସରରେ ଗୁରୁବାର ଦିନ ସମ୍ବଲପୁର ଜିଲା ନାକଟିଦେଉଳ ବିଜେଡି ଦଳ ପକ୍ଷରୁ ବୃକ୍ଷ ରୋପଣ ସହ ମନ୍ଦିରରେ ମହାଦେବଙ୍କ…
Read More...

ଶିଶୁ ପାଇଁ ଟୀକା ଭାବେ ସୁରକ୍ଷା ଦେଇଥାଏ ମା’ର କଷ କ୍ଷୀର

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ନାରାୟଣପୁର ପଞ୍ଚାୟତର ବଡ଼ ତୋଡ୍ରା ଗ୍ରାମରେ ସ୍ତନ୍ୟପାନ ଦିବସ ପାଳିତ ହୋଇଯାଇଛି। ଅଗଷ୍ଟ୧ ଠାରୁ ୭ ସ୍ତନ୍ୟପାନ ସପ୍ତାହ ଅବସରରେ ପିହେଚଆରଏସ ସଂସ୍ଥା ପକ୍ଷରୁ…
Read More...

ପୃଥିବୀର ସବୁଠାରୁ ପୁରାତନ ନକ୍ସା!

ଲଣ୍ଡନ: ବ୍ରିଟିଶ ମ୍ୟୁଜିୟମରେ ବିଶ୍ବର ବହୁ ପ୍ରାଚୀନ ସଭ୍ୟତାର ଅବଶେଷ ସହ ବିଭିନ୍ନ କଳାକୃତି ରହିଛି। ଏସବୁ ଦୁର୍ଭଲ ପଦାର୍ଥ ମଧ୍ୟରେ ପୃଥିବୀର ସବୁଠାରୁ ପୁରାତନ ନକ୍ସା ରହିଥିବା ଦାବି କରାଯାଉଛି। ବ୍ରିଟିଶ ମ୍ୟୁଜିୟମର…
Read More...

ପ୍ୟାରିସ ଅଲିମ୍ପିକ୍ସ: ଫାଇନାଲରେ ଭିନେଶ ଫୋଗଟ, ପଦକ ନିଶ୍ଚିତ

ପ୍ୟାରିସ : କୁସ୍ତି ଫାଇନାଲରେ ପ୍ରବେଶ କରିଛନ୍ତି ଭିନେଶ ଭୋଗଟ। ୫୦ କେଜି ଫ୍ରିଷ୍ଟାଇଲରେ ଫାଇନାଲକୁ ଉନ୍ନୀତ ହୋଇଛନ୍ତି। କ୍ୟୁବାର ଲୋପେଜଙ୍କୁ ୫-୦ରେ ହରାଇ ଫାଇନାଲରେ ପହଞ୍ଚିଛନ୍ତି ଫୋଗଟ। ଫାଇନାଲରେ ପହଞ୍ଚିବାସହ…
Read More...

ସମ୍ବଲପୁର-ପୁରୀ ଇନ୍ଟରସିଟି ଏକ୍ସପ୍ରେସ ଏସି ରେଳ ବଗିର ଛାତରୁ ଗଳୁଛି ପାଣି 

ସମ୍ବଲପୁର: ଭାରତୀୟ ରେଳବାଇ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଯାତ୍ରୀ ସୁବିଧା ଓ ସୁରକ୍ଷାକୁ ନିଶ୍ଚିତ କରାଯାଉଥିବାବେଳେ କିନ୍ତୁ ବାସ୍ତବରେ ସେଭଳି କିଛି ପରିଲକ୍ଷିତ ହେଉ ନାହିଁ। ପଶ୍ଚିମ ଓଡିଶାର ପ୍ରମୁଖ…
Read More...

ପାଣିଘେରରେ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ

ବୌଦ୍ଧ : ବୌଦ୍ଧଜିଲାରେ ଗତକାଲି ରାତିରୁ ପ୍ରବଳ ବର୍ଷା ଲାଗି ରହିବା ଫଳରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ତଳିଆ ଅଂଚଳ ଗୁଡିକରେ ରହୁଥିବା ବସ୍ତି ଗୁଡିକରେ ବର୍ଷା ପାଣି ପ୍ରବେଶ କରିଛି। ଯାହାଫଳରେ ଲୋକେ ନାହିଁ ନଥିବାର…
Read More...

କନ୍ଧମାଳ ଜିଲାରେ ମହାପ୍ରୟାଣ ଗାଡ଼ି ବଦଳରେ ବ୍ୟବହାର ହେବ ୧୦୮ ଆମ୍ବୁଲାନ୍ସ

ଫୁଲବାଣୀ:ଜିଲାପାଳଙ୍କ କାର୍ଯ୍ୟାଳୟର ସଦ୍ଭାବନା ସଭାଗୃହରେ କନ୍ଧମାଳ ଜିଲାପାଳ ଆଶିଷ ଇଶ୍ୱର ପାଟିଲଙ୍କ ଅଧ୍ୟକ୍ଷତାରେ ଜିଲା ସ୍ୱାସ୍ଥ୍ୟ ସମିତିର କାର୍ଯ୍ୟନିର୍ବାହୀ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା ସ୍ୱାସ୍ଥ୍ୟ…
Read More...

ଧରଣୀଧର ବିଶ୍ୱବିଦ୍ୟାଳୟରେ ସ୍ପେକ୍ଟ୍ରୋମେଟ୍ରି ଓ ଭୂ-କାଳାନୁକ୍ରମ କର୍ମଶାଳା 

କେନ୍ଦୁଝରଗଡ:ନବଗଠିତ ଧରଣୀଧର ବିଶ୍ୱବିଦ୍ୟାଳୟ ଓ ଆନ୍ତଃ ବିଶ୍ୱବିଦ୍ୟାଳୟ ଗତିବର୍ଦ୍ଧକ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ସ୍ପେକ୍ଟ୍ରୋମେଟ୍ରି ଓ ଭୁ-କାଳାନୁକ୍ରମ ସମ୍ପର୍କିିତ କର୍ମଶାଳା ସୋମବାର ବିଶ୍ୱବିଦ୍ୟାଳୟ ଉତ୍ତର…
Read More...

କଳିଙ୍ଗ ଷ୍ଟାଡିୟମରେ ଜାତୀୟ ସନ୍ତରଣ ପ୍ରତିଯୋଗିତା ଉଦ୍‌ଘାଟିତ, ନିଜ ରାଜ୍ୟର ପ୍ଲାକାର୍ଡ ଧରି କ୍ରୀଡ଼ାବିତଙ୍କ…

ଭୁବନେଶ୍ୱର: ଆଜି କଳିଙ୍ଗ ଷ୍ଟାଡିୟମ୍ ସ୍ଥିତ ଇନଡୋର୍ ଜଳକ୍ରୀଡା କେନ୍ଦ୍ରରେ ୪୦ତମ ସବ -ଜୁନିୟର ଏବଂ ୫୦ତମ ଜୁନିୟର ସନ୍ତରଣ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି। ଭାରତୀୟ ସନ୍ତରଣ ମହାସଂଘ, ଓଡ଼ିଶା ରାଜ୍ୟ ସନ୍ତରଣ…
Read More...

ଅଣଓସାରିଆ ଭାବେ ନିର୍ମାଣ ହୋଇଛି ମାର୍କୋଣା ଛକର ଓଭର ବ୍ରିଜ

ସିମୁଳିଆ : ମାର୍କୋଣା ଛକର ଓଭର ବ୍ରିଜ ଓସାର ବୃଦ୍ଧିକୁ ନେଇ ପ୍ରୋଜେକ୍ଟ ଡିରେକଟରଙ୍କ ସହ ସିମୁଳିଆ ବିଧାୟକଙ୍କ ଦୀର୍ଘ ସମୟ ଆଲୋଚନା ପରେ ଓସାର ବୃଦ୍ଧି କରିବାକୁ ପିଡି ରାଜି ନ ହେବାରୁ କାର୍ଯ୍ୟ ସ୍ଥଗିତ ରଖିବାକୁ…
Read More...

ବଜ୍ରାଘାତରେ ଜଣେ ମୃତ, ୩ ଗୁରୁତର

ବଣାଇ: ବଣାଇ ଉପଖଣ୍ଡ ଲହୁଣୀପଡା ଥାନା ଅନ୍ତର୍ଗତ ଠାକୁରପାଲି ଗ୍ରାମ ନିକଟରେ ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ମହିଳା ଗୁରୁତର ଆହତ ହୋଇଥିବା ଜଣାପଡିଛି।  ଠାକୁରପାଲି ଗ୍ରାମ ନିକଟରେ କେତେକ ମହିଳା…
Read More...

ପରିବା ଚାଷ ଗାଁକୁ ଦେଇଛି ନୂଆ ପରିଚୟ

ବୌଦ୍ଧ : ବର୍ତ୍ତମାନ ରାଜ୍ୟରେ ବିଭିନ୍ନ ବଜାରର ପନିପରିବା ଦର ଆକାଶ ଛୁଆଁ ରହିଛି। ହେଲେ ବୌଦ୍ଧ ଜିଲାରେ ଏଭଳି ଏକ ଗାଁ ରହିଛି ଯେଉଁଠି ଅଧା ଦରରେ ମିଳୁଛି ପୋଟଳ ଭଳି ପରିବା। ଆଉ ପୋଟଳ ଚାଷ କରି ଚର୍ଚ୍ଚାରେ ରହିଛନ୍ତି…
Read More...

ପୈତୃକ ସଂପତ୍ତିରୁ ଅଧିକାର ପାଇବା ପାଇଁ ୭ବର୍ଷ ଧରି ଚାଲିଛି ସଂଗ୍ରାମ

ପିପିଲି:ନିଜ ପୈତୃକ ସଂପତ୍ତିରୁ ଭାଗ ପାଇବା ପାଇଁ ଦୀର୍ଘ ୭ବର୍ଷ ଧରି ସଂଗ୍ରାମ ଚଳାଇଥିବା କଣ୍ଟି ପଞ୍ଚାୟତ ଅନ୍ତର୍ଗତ ନିଜିଗଡକୁରୁଖି ଧଳସାହିର ବାସିନ୍ଦା ସୁରଥ ଧଳଙ୍କ ପରିବାର ମଙ୍ଗଳବାର ଠାରୁ ପୁନର୍ବାର ପିପିଲି…
Read More...

ଜାତୀୟ ଉଦ୍ୟାନ ଭିତରକନିକା ଠାରୁ ୨୦କି.ମି ମଧ୍ୟରେ ପର୍ଯ୍ୟାବରଣ ସମ୍ବେଦନଶୀଳ ଅଂଚଳ ଘୋଷଣା କରିବାର କୌଣସି ଯଥାର୍ଥତା…

ଧାମରା: ଭାରତ ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତନ ମନ୍ତ୍ରଣାଳୟ ପକ୍ଷରୁ ଚାନ୍ଦବାଲି ବ୍ଲକର ୪୫ଟି ରାଜସ୍ୱ ଗ୍ରାମକୁ ପର୍ଯ୍ୟାବରଣ ସମ୍ବେଦନଶୀଳ ଅଂଚଳ ଘୋଷଣା କରାଯାଇଛି। ଏହା ଘୋଷଣା ହେବା ପରେ ଅଂଚଳବାସୀଙ୍କ…
Read More...

ଝାଡାବାନ୍ତିରେ ୧୬ ଆକ୍ରାନ୍ତ

ଭବାନୀପାଟଣା: ଜୟପାଟଣା ବ୍ଲକ ଅଁଳାଭଟା ପଂଚାୟତର ଟିଙ୍ଗୋପଖାନ ଗାଁରେ ଝାଡାବାନ୍ତିରେ ୧୬ ଜଣ ଆକ୍ରାନ୍ତ ହେଇ ଜୟପାଟଣା ଡାକ୍ତରଖାନାରେ ଭର୍ତ୍ତି ହେଇଛନ୍ତି। ପୂର୍ବରୁ ପଂଚାୟତ ମହକୁମା ଅଁଳାଭଟାର ୪ ଜଣ ଆକ୍ରାନ୍ତ…
Read More...

ଶ୍ରାବଣ ତୃତୀୟ ସୋମବାରରେ ଆଖଣ୍ଡଳମଣିଙ୍କୁ ଜଳଲାଗି କଲେ  ୩୦ହଜାର   କାଉଡିଆ

ଆରଡି: ଶ୍ରାବଣମାସର  ୩ୟ ସୋମବାରରେ  ଆଖଣ୍ଡଳମଣିଙ୍କୁ ଜଳାଲାଗି କରିବା ପାଇଁ  ପୀଠରେ ୩୦ହଜାର କାଉଡିଆଙ୍କ ଭିଡ ଲାଗିଥିଲା।  କାଉଡିଆଙ୍କ ଭିଡକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ଓ ପୁଲିସ ପକ୍ଷରୁ  ପୀଠରେ କଡା ସୁରକ୍ଷା…
Read More...

ସାପ କାମୁଡାରେ କାଉଡିଆର ମୃତ୍ୟୁ

ଆରଡି: ଅଧୁରା ରହିଲା ବାବା ଆଖଣ୍ଡଳମଣିଙ୍କ ପାଖରେ ଜଳଲାଗି। ଜଳଭାର ଧରି ମଣିବାବାଙ୍କ ପୀଠକୁ ଆସିଥିବା ଧାମନଗର ପାଟୁଳି ଅଞ୍ଚଳ  ହିମାଂଶୁ ମାଝି(୪୦)ଙ୍କୁ  ଗତ ରବିବାର ରାତିରେ ପୀଠର ପ୍ରବେଶପଥ ନିକଟରେ ଏକ ବିଷଧର ସାପ …
Read More...

ଉତ୍କଳ ସଂଗୀତ ମହାବିଦ୍ୟାଳୟର ସାଂସ୍କୃତିକ କାର୍ଯ୍ୟକ୍ରମ ସଙ୍ଗୀତୟାନ

ଭୁବନେଶ୍ୱର : ଓଡ଼ିଆ ଭାଷା ସାହିତ୍ୟ ସଂସ୍କୁତି ବିଭାଗ ଆନୁକୂଲ୍ୟରେ ଉତ୍କଳ ସଂଗୀତ ମହା ବିଦ୍ୟାଳୟ ଦ୍ୱାରା ମାସିକ ସାଂସ୍କୁତିକ କାର୍ଯ୍ୟକ୍ରମ ସଙ୍ଗୀତାୟନ ରବୀନ୍ଦ୍ର ମଣ୍ଡପ ପ୍ରେକ୍ଷାଳୟ ଅନୁଷ୍ଠିତ ହୋଇଯାଇଛି। ଏହି…
Read More...

ଜନ୍ମପୀଠ ଶ୍ରୀରାମଚନ୍ଦ୍ରପୁରରେ ପଣ୍ଡିତ ନୀଳକଣ୍ଠଙ୍କର ଜୟନ୍ତୀ 

ସୁଆଣ୍ଡୋ : ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଶାସନରେ ଓଡିଶା ସାହିତ୍ୟ ଏକାଡେମୀ ଓ ଆଚାର୍ଯ୍ୟ ହରିହର ପରିଷଦ ମିଳିତ ଆନୁକୂଲ୍ୟରେ ପଣ୍ଡିତ ନୀଳକଣ୍ଠ ଦାସଙ୍କର ୧୪୦ତମ ଜୟନ୍ତୀ ଉତ୍ସବ ସୋମବାର ସନ୍ଧ୍ୟାରେ ପାଳିତ…
Read More...

ରାସ୍ତା ପାର୍ଶ୍ବରେ ବେଆଇନ ବାଲି ଷ୍ଟକ ୟାର୍ଡ

ବାସୁଦେବପୁର :  ବାସୁଦେବପୁରର ବ୍ରହ୍ମଣଗାଁ, ଆର୍ତ୍ତୁଂ, ଜଗନ୍ନାଥପ୍ରସାଦ, ବାଲିମେଦ, ଲକ୍ଷ୍ମୀଦାସପୁର, ପଦ୍ମପୁର, କିଆପଡା, ବିନାୟକପୁର, ବାଲିମୁଣ୍ଡା, ଗୋପବନ୍ଧୁନଗର, ବିନୋବାଭାବେ ନଗର, ବିରସ, ରାଜଘରପୋଖରୀ, ଆରୁହା,…
Read More...

ଏବର୍ଷ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ ଉତ୍ସବ ମହାତ୍ମା ଗାନ୍ଧୀ ମାର୍ଗରେ ପାଳିତ ହେବ, ପରେଡରେ ଭାଗ ନେବେ ୪୦ଟି…

ଭୁବନେଶ୍ୱର : ଚଳିତ ବର୍ଷର ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମ ମହାତ୍ମା ଗାନ୍ଧୀ ମାର୍ଗରେ ପାଳନ କରାଯିବ। ଆଜି ରାଜ୍ୟ ଗୃହ ବିଭାଗ ଏବଂ ସୂଚନା ଓ ଲୋକସଂପର୍କ ବିଭାଗ ସହିତ ଏକ ବୈଠକରେ ମୁଖ୍ୟମନ୍ତ୍ରୀ ଶ୍ରୀ…
Read More...

ଓଡ଼ିଶାରେ ଆୟୋଜିତ ହେବ ଜାତୀୟ ସନ୍ତରଣ ପ୍ରତିଯୋଗିତା

ଭୁବନେଶ୍ୱର: ଆସନ୍ତା ୬ ଅଗଷ୍ଟ, ୨୦୨୪ ରିଖ ଠାରୁ ୧୧ ଅଗଷ୍ଟ, ୨୦୨୪ ରିଖ ପର୍ଯ୍ୟନ୍ତ ଓଡ଼ିଶାର କଳିଙ୍ଗ ଷ୍ଟାଡିୟମ୍ ସ୍ଥିତ ଇନଡୋର୍ ଜଳକ୍ରୀଡା କେନ୍ଦ୍ରରେ ୪୦ ତମ ସବ-ଜୁନିୟର ଏବଂ ୫୦ ତମ ଜୁନିୟର ସନ୍ତରଣ ପ୍ରତିଯୋଗିତା ର…
Read More...

ଏମବିବିଏସ ପାଠ୍ୟକ୍ରମରେ ଯୋଡ଼ି ହେବ ନୂଆ ବିଷୟ ‘ଅଙ୍ଗଦାନ ଓ ପ୍ରତିରୋପଣ’, ଘୋଷଣା କଲେ ସ୍ବାସ୍ଥ୍ୟ ବିଶ୍ବବିଦ୍ୟାଳୟ…

ଭୁବନେଶ୍ବର: ଜାତୀୟ ଅଙ୍ଗଦାନ ଦିବସ ପାଳନ ଅବସରରେ ବଡ଼ ଘୋଷଣା କରାଯାଇଛି। ଚିକିତ୍ସା ଓ ସର୍ଜରୀ ସ୍ନାତକ(ଏମବିବିଏସ) ପାଠ୍ୟକ୍ରମରେ ଯୋଡ଼ି ହେବ ନୂଆ ବିଷୟ । ଏମବିବିଏସ ପାଠ୍ୟକ୍ରମରେ ଅଙ୍ଗଦାନ ଓ ପ୍ରତିରୋପଣ ବିଷୟକୁ…
Read More...

ଜିଲାସ୍ତରୀୟ ମିଳିତ ଅଭିଯୋଗଶୁଣାଣୀ, ୫୨ ଅଭିଯୋଗର ତ୍ୱରିତ ଫଇସଲା

କେନ୍ଦୁଝରଗଡ: ଜିଲାପାଳ ବିଶାଲ ସିଂହଙ୍କ ଅଧ୍ୟକ୍ଷତାରେ ସୋମବାର ଦରବାରହଲଠାରେ ସାଧାରଣ ଅଭିଯୋଗଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ମୋଟ ୨୨୬ଟି ଅଭିଯୋଗ ଗ୍ରହଣ କରାଯାଇଥିଲା।…
Read More...

ବର୍ଷାରେ ଧୋଇଗଲା ଲକ୍ଷାଧିକ ଟଙ୍କାର  ପୋଲ

ରେଙ୍ଗାଲିକ୍ୟାମ୍ପ: ଅତାବିରା  ଏନଏସି  ୱାର୍ଡ ନଂ  ୪ରେ  ଥିବା  ଅତାବିରା ଦମଦମା  ପୋଲର  ପାର୍ଶ୍ଵରେ ସେହି ନାଳ  ଉପରେ ତିଆରି ହୋଇଛି ଏକ ଛୋଟ ପୋଲ । ଏହି ପୋଲ ରାସ୍ତା ଦେଇ ଗଲେ ସିଧାସଳଖ ଖାଦ୍ୟ  ନିଗମ, ଟୋପ ପାହାର…
Read More...

ଧାମରାରେ ବିଜେଡିର ମିଶ୍ରଣ ପର୍ବ, ବିଧାୟକଙ୍କ ଉପସ୍ଥିତିରେ ଦାୟିତ୍ୱ ବଣ୍ଟନ

ଧାମରା: ଧାମରା ପଂଚାୟତରେ ବିଜୁ ଜନତା ଦଳର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହେବା ସହ ଏହି ସଭାରେ ସମସ୍ତ କର୍ମକର୍ତ୍ତାଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟନ କରାଯାଇଛି। ଧାମରା ଜୋନର ଜିଲା ପରିଷଦ ସଭ୍ୟ ବଳଭଦ୍ର ଲେଙ୍କାଙ୍କ…
Read More...

ସାରା ବିଶ୍ୱରେ ବିଜ୍ଞାନ କ୍ଷେତ୍ରରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ଭାରତ

ଭୁବନେଶ୍ୱର: ନୀଳାଦ୍ରି ବିହାର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରରେ ଜ୍ଞାନ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା ସମିତିର ଉପସଭାପତି ପଙ୍କଜ କୁମାର କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନୀ…
Read More...

ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କଲା ରାଜ୍ୟ ଗୃହରକ୍ଷୀ ମହାସଂଘ

ଭୁବନେଶ୍ୱର : ରାଜ୍ୟର ଗୃହରକ୍ଷୀମାନଙ୍କ ଦୀର୍ଘଦିନର ସମସ୍ୟାକୁ ନେଇ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସହିତ ଆଲୋଚନା କରିଛି…
Read More...

ଯୁବତୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

ଫୁଲବାଣୀ: କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ଅନ୍ତର୍ଗତ ମୁସ୍କୁଲି ଗ୍ରାମ ନିକଟ ଏକ ଗଛରେ ଜଣେ ଯୁବତୀର ମୃତଦେହ ଝୁଲୁଥିବା ଦେଖି ଅଞ୍ଚଳବାସି ପୁଲିସ କୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ପ୍ରାଥମିକ…
Read More...

ପାଟଣା ପୁଲିସକୁ ବଡଧରଣର ସଫଳତା, ଧରା ପଡିଲେ ୩ ଆନ୍ତଃରାଜ୍ୟ ଲୁଟେରା ଓ ଜଣେ କ୍ରେତା

ପାଟଣା : ପାଟଣା ପୁଲିସକୁ ବଡଧରଣର ସଫଳତା  ମିଳିଛି। କେନ୍ଦୁଝର ଜିଲାର ବିଭିନ୍ନ ଥାନା ଅଞ୍ଚଳରୁ କ୍ରମାଗତ ଚୋରୀ ଓ ଲୁଟ୍ ପୁଲିସର ନିଦ ହଜାଇ ଦେଇଥିବା ବେଳେ କେନ୍ଦୁଝର ଏସ ପି ନିତିନ କୁଶଲକରଙ୍କ ନିର୍ଦ୍ଦେଶରେ…
Read More...

ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ଼, ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଉତ୍ତେଜନା

ବେରୁଟ: ମଧ୍ୟପ୍ରାଚ୍ୟ ଦେଶରେ ଯୁଦ୍ଧ ଉତ୍ତେଜନା ଜୋର ଧରିଛି। ଲେବାନନ୍‌ସ୍ଥିତ ଆତଙ୍କବାଦୀ ସଂଗଠନ ହେଜବୋଲ୍ଲା ଶନିବାର ରାତିରେ ଇସ୍ରାଏଲ ଉପରେ କ୍ଷେପଣାସ୍ତ୍ର ମାଡ କରିଛି। ହେଜବୋଲ୍ଲା ମାଡ କରିଥିବା ଅଧିକାଂଶ…
Read More...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ସଦର ବ୍ଲକର ୧୮ ସମିତିସଭ୍ୟ, ପଞ୍ଚାୟତ ସମିତି ଅଧ୍ୟକ୍ଷାଙ୍କ ବିରୋଧରେ ଆଗତ ହେବ ଅନାସ୍ଥା…

କେନ୍ଦୁଝରଗଡ଼: ମୋହନ ଚରଣ ମାଝୀ ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ୩ଥର ସଦର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ବିଧାୟକ କାର୍ଯ୍ୟକାଳରେ ଶ୍ରୀ ମାଝୀଙ୍କ ଛାଇ ମାଡୁନଥିବା ନିଜ ନିର୍ବାଚନମଣ୍ଡଳୀ ଓ ଜିଲାର କେତେକ ଅନ୍ୟ ଦଳର…
Read More...

କଳାପଥର ଶିଶୁମନ୍ଦିରରେ ସାହିତ୍ୟ ଆଲୋଚନାଚକ୍ର

କଳାପଥର (ବାଙ୍କୀ ):ବାଙ୍କୀ ବ୍ଲକ ଅନ୍ତର୍ଗତ କଳାପଥର ସରସ୍ବତୀ ଶିଶୁମନ୍ଦିର ପରିସରରେ ସାହିତ୍ୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା. କଳାପଥରସ୍ଥ ଅନ୍ୱେଷଣ ଟ୍ରଷ୍ଟ ଆନୁକୂଲ୍ୟରେ ଆୟୋଜିତ ସାହିତ୍ୟ ଆଲୋଚନା ଚକ୍ର ରେ…
Read More...

ନିର୍ବାଚନୀ ସଂକଳ୍ପପତ୍ର ପ୍ରତିଶ୍ରୁତି ପାଳନ କରୁଛି ବିଜେପି

ଫୁଲବାଣୀ: କନ୍ଧମାଳ ଜିଲା ବିଜେପି ସଭାପତି ଜଗନାଥ ସାହୁଙ୍କ ସଭାପତିତ୍ୱରେ ରବିବାର ସ୍ଥାନୀୟ ସର୍କିଟ ହାଉସ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ବିଜେପି ନେତା ତଥା ସାଂସଦ ସୁକାନ୍ତ କୁମାର…
Read More...

ସଂକଳ୍ପପତ୍ରର ସମସ୍ତ ପ୍ରତିଶ୍ରୁତିକୁ ପୂରଣ କରିବା ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ

ପାରଳାଖେମୁଣ୍ଡି /ଭୁବନେଶ୍ୱର: ରାଜ୍ୟରେ ବିଜେପି ପ୍ରଥମ ଥର ପାଇଁ ଏକାକୀ ସରକାର ଗଠନ କରିଛି । ଓଡ଼ିଶାବାସୀଙ୍କ ବିଶ୍ୱାସ ଓ ଭଲ ପାଇବା ପାଇଁ ଏହା ସମ୍ଭବ ହୋଇପାରିଛି । ବିଜେପି ସଂକଳ୍ପପତ୍ରରେ ଯାହା ସବୁ ପ୍ରତିଶ୍ରୁତି…
Read More...

ବିଶ୍ୱ ସ୍ତନ୍ୟପାନ ଦିବସ ଓ ସଚେତନତା ଶୋଭାଯାତ୍ରା

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାଠାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣବିଭାଗ ନିର୍ଦେଶକ୍ରମେ ଜିଲା ସ୍ୱାସ୍ଥ୍ୟ ସମିତି ଆହ୍ୱାନରେ  କଲ୍ୟାଣସିଂହପୁର  ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର …
Read More...

ନିବନ୍ଧ ଲେଖିବାର ଯୋଜନାଠାରୁ ଆରମ୍ଭ କରି ତଥ୍ୟକୁ ସହଜରେ ଯୋଗାଡ଼ କରିବାରେ କୃତ୍ରିମ ମେଧାର ଭୂମିକା ରହିଛି

ଢେଙ୍କାନାଳ ସଦର: ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମସି) ଢେଙ୍କାନାଳ ପକ୍ଷରୁ ଓଡ଼ିଆ ସାମ୍ବାଦିକତା ଦିବସ ପାଳିତ ହୋଇଛି। ଏହି ଅବସରରେ 'କୃତ୍ରିମ ମେଧା, ନୂତନ ଜ୍ଞାନକୌଶଳ ଏବଂ ଓଡ଼ିଆ ସାମ୍ବାଦିକତା' ବିଷୟ ଉପରେ ଏକ…
Read More...

ଲୋକେ ବୁଝିବା ପରେ ସରକାର ବଦଳିଛି, ପ୍ରତି ବ୍ଲକରେ ନିର୍ମାଣ ହେବ ଶୀତଳଭଣ୍ଡାର

ଢେଙ୍କାନାଳ ସଦର: ଢେଙ୍କାନାଳ ଜିଲା ବିଜେପି କାର୍ଯ୍ୟାଳୟରେ ରାଜ୍ୟ ଓ କେନ୍ଦ୍ର ବଜେଟକୁ ନେଇ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସାମ୍ବାଦିକମାନଙ୍କୁ ସୂଚନା…
Read More...

ସୋମବାର ମୁଖ୍ୟମନ୍ତ୍ରୀ କରିବେ ଜନ ଅଭିଯୋଗ ଶୁଣାଣି

ଭୁବନେଶ୍ୱର : ଆସନ୍ତାକାଲି(ସୋମବାର) ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ। ଭୁବନେଶ୍ୱର ୟୁନିଟ- ୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ହେବ ଜନ ଶୁଣାଣି। ସାଧାରଣ ପ୍ରଶାସନ ଓ…
Read More...

ସାମାଜିକ ବିକାଶର ମୂଳ ସୋପାନ ହେଉଛି ଶିକ୍ଷା ଓ ସଚେତନତା, ସାମଗ୍ରୀକ ଭାବେ ଓଡିଶାକୁ ଆଗକୁ ନେବାକୁ ହେଲେ ଆମ ସମସ୍ତଙ୍କୁ…

ଭୁବନେଶ୍ୱର: ସାମାଜିକ ବିକାଶର ମୂଳ ସୋପାନ ହେଉଛି ଶିକ୍ଷା ଓ ସଚେତନତା। ଏ ଦୁଇଟି ସହ ଆମ ପରମ୍ପରାକୁ ନେଇ ଆମକୁ ଆଗକୁ ବଢିବାକୁ ପଡିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ରବିନ୍ଦ୍ର ମଣ୍ଡପଠାରେ ଓଡିଶା ଅନୁସୂଚିତ…
Read More...

ସରକାରୀ ଚାକିରି ସଂରକ୍ଷଣକୁ ନେଇ ବାଂଲାଦେଶରେ ପୁଣି ହିଂସାକାଣ୍ଡ, ୭୨ ମୃତ

ଢାକା : ପୁଣି ଅଶାନ୍ତ ହୋଇଛି ବାଂଲାଦେଶ। ସରକାରୀ ଚାକିରି ସଂରକ୍ଷଣକୁ ନେଇ ବାଂଲାଦେଶରେ ପୁଣି ହିଂସାକାଣ୍ଡ  ଦେଖାଦେଇଛି। ଏହି ହିଂସାକାଣ୍ଡରେ ୭୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଶତାଧିକ ଆହତ ହୋଇଥିବା ସୂଚନା ମିଳିଛି।…
Read More...

ବଟେଶ୍ୱର ମନ୍ଦିରରୁ ହୁଣ୍ଡି ଭାଙ୍ଗି ଟଙ୍କା ଲୁଟିରେ ଦୁର୍ବୃତ୍ତ

ଗଞ୍ଜାମ:ଗଞ୍ଜାମ ଜିଲ୍ଲାର ପାଳିବନ୍ଦ ପଂଚାୟତ ଅନ୍ତର୍ଗତ କଣ୍ଟିଆ ଗଡ଼ ନିକଟରେ ଅବସ୍ଥିତ ପ୍ରସିଦ୍ଧ ଶୈବ ପୀଠ ବଟେଶ୍ୱର ମନ୍ଦିର  ଶନିବାର ମଧ୍ୟ୍ୟ ରାତ୍ର ରେ ରୁ କେହି ଦୃବୃତ୍ତ ମନ୍ଦିର ଭିତରେ ଥିବା ହୁଣ୍ଡୀ କୁ ଭାଙ୍ଗି…
Read More...

ଚିତାଲାଗି ଅମାବାସ୍ୟାରେ ଗେଣ୍ଡାପୂଜା

ପିପିଲି:ଶ୍ରାବଣ ଅମାବାସ୍ୟା ତଥା ଚିତାଲାଗି ଅମାବାସ୍ୟା ଅବସରରେ ପିପିଲିରେ ପ୍ରତ୍ୟେକ କୃଷକ ପରିବାର ପକ୍ଷରୁ ରବିବାର ସକାଳେ ଗେଣ୍ଡାଙ୍କୁ ପୂଜା କରାଯିବା ସହ ସେମାନଙ୍କୁ ଅରୁଆ ଚାଉଳରେ ପ୍ରସ୍ତୁତ ଚିତଉ ପିଠା ଖାଇବାକୁ…
Read More...

ସ୍କୁଟରକୁ ଧକ୍କା ଦେଇ ଜଳିଗଲା କାର, ଅଳ୍ପକେ ବର୍ତ୍ତିଲେ ୩ମାସର ଶିଶୁପୁତ୍ର ସହ ଅନ୍ୟ ୭ଜଣ

ପିପିଲି:ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥର ପିପିଲି ନିକଟରେ ରବିବାର ଘଟିଥିବା ଏକ ସଡକ ଦୁର୍ଘଟଣାରେ ଗୋଟିଏ କାର୍‌‌ ରାସ୍ତା ପାର୍ଶ୍ବରେ ନୟନଜୋରୀ ମଧ୍ୟକୁ ଓଲଟି ପଡି ସଂପୂର୍ଣ୍ଣ ଜଳିଯାଇଛି। ତେବେ କାର୍‌‌ ମଧ୍ୟରେ ଥିବା…
Read More...

ସୋମବାର ୪ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ

ପୁରୀ: ସୋମବାର ୪ ଘଣ୍ଟା ପାଇଁ ଜଗା ଦର୍ଶନ ବନ୍ଦ ରହିବ। ଆସନ୍ତାକାଲି(ସୋମବାର) ଶ୍ରାବଣ ମାସ ଶୁକ୍ଲ ପ୍ରତିପଦ ତିଥି ପଡୁଥିବାରୁ ଶ୍ରୀବିଗ୍ରହମାନଙ୍କ ଖସାପଡ଼ା ନୀତି ଅନୁଷ୍ଠିତ ହେବ । ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ…
Read More...

କଟକ ଓ ଖୋର୍ଦ୍ଧାକୁ ୩ ଘଣ୍ଟିଆ ସତର୍କତା, ଘଡ଼ଘଡ଼ି ସହ ପ୍ରବଳ ବର୍ଷିବ

ଭୁବନେଶ୍ବର: କଟକ ଓ ଖୋର୍ଦ୍ଧା ଜିଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଘଡ଼ଘଡ଼ି ସହ ପ୍ରବଳ ବର୍ଷା ହେବାକୁ ଥିବାରୁ କଟକ ଓ ଖୋର୍ଦ୍ଧାକୁ ୩ ଘଣ୍ଟିଆ ସତର୍କତା…
Read More...

ଜିଲା ଶ୍ରମ ଅଧିକାରୀଙ୍କୁ ଆକ୍ରମଣ ଓ କାର୍ଯ୍ୟାଳୟରେ ଭଙ୍ଗାରୁଜା, ଥାନାରେ ମାମଲା

ବୌଦ୍ଧ: ବୌଦ୍ଧଜିଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟ ମଧ୍ୟରେ ପଶି ଜଣେ ଯୁବକ ଅଫିସ ଆସବାବପତ୍ର ଭଙ୍ଗାରୁଜା କରିବା ସହିତ ଶ୍ରମ ଅଧିକାରୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ନେଇ ବୌଦ୍ଧଥାନାରେ ଅଭିଯୋଗ ହୋଇଛି। ସୂଚନା…
Read More...

ଚାଉଁରପୁର ପୋଲ ଉପରୁ ମହାନଦୀକୁ ଡେଇଁ ବଞ୍ଚିଗଲେ ସନ୍ତୋଷ

ସମ୍ବଲପୁର: ସମ୍ବଲପୁର ସହରରେ ଅବସ୍ଥିତ ଦ୍ୱିତୀୟ ପୋଲ (ଚାଉଁରପୁର) ଉପରୁ ଜଣେ ବ୍ୟକ୍ତି ମହାନଦୀ ଗର୍ଭକୁ ଶୁକ୍ରବାର ରାତ୍ରିରେ ଜଣେ ବ୍ୟକ୍ତି ଡେଇଁ ପଡିଥିଲେ। ତେବେ ସୌଭାଗ୍ୟବଶତଃ ଉକ୍ତ ବ୍ୟକ୍ତି ଜଣକ ସ୍ଥାନୀୟ…
Read More...

କେନ୍ଦୁଝରରେ ମେଗା ଷ୍ଟିଲ ପ୍ଲାଣ୍ଟ ସ୍ଥାପନ ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ହେବ ଟାସ୍କ ଫୋର୍ସ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ରାଜ୍ୟର ଶିଳ୍ପ କ୍ଷେତ୍ରରେ ଅଗ୍ରଗତି ସମୀକ୍ଷା କରି ଅଧିକ ନିଯୁକ୍ତି ପ୍ରଦାନକାରୀ କ୍ଷେତ୍ର ଗୁଡିକ ଉପରେ ଗୁରୁତ୍ୱପ୍ରଦାନ କରିବାକୁ ପରାମର୍ଶ…
Read More...

ସରକାରୀ ଓ ବେସରକାରୀ ସ୍ତରରେ ଓଡ଼ିଆ ଭାଷାର ବ୍ୟବହାର ବୃଦ୍ଧି ପାଇବ – ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ଲୋକସେବା ଭବନଠାରେ ଓଡିଶା ପବ୍ଲିସର ଆଣ୍ଡ ବୁକ୍‌ ସେଲର୍ସ ଆସୋସିଏସନ, କଟକର କର୍ମକର୍ତ୍ତା ଓ ସଦସ୍ୟମାନେ ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀଙ୍କୁ ଭେଟି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏହି…
Read More...

ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜ୍ଞାନ ବିଜ୍ଞାନ ମେଳା

ପିପିଲି:ପିପିଲି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ବାର୍ଷିକ ଜ୍ଞାନ ବିଜ୍ଞାନ ମେଳା ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶିଶୁ, ବାଲ ଓ କିଶୋର ବର୍ଗରେ ୯୫ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଏଥିସହ ଗଣିତ ଓ…
Read More...

ଭୁଷୁଡି ପଡିଲା ନବନିର୍ମତ ପୋଲର ପ୍ରାଚୀର,

ପିପିଲି:ମଙ୍ଗଳପୁର ଠାରୁ କମାକନ୍ତିଆ ଦେଇ ବଳଙ୍ଗାକୁ ସଂଯୋଗ କରିଥିବା ମୁଖ୍ୟମନ୍ତ୍ରୀ ସଡକ ଯୋଜନା ରାସ୍ତାରେ ଥିବା ନବନିର୍ମିତ ସଫେଇନାଳୀ ପୋଲର ପାଶ୍ୱର୍ ପ୍ରାଚୀର ଦବି ଯିବା ସହ ଭୁଷୁଡି ପଡିଛି। ଏଥିସହ ପୋଲକୁ ସଂଯୋଗ…
Read More...

କଳାପଥରରେ ଵିଭାହିତା ମହିଳାଙ୍କୁ ଯୋତୁକ ନିର୍ଯାତନା ଅଭିଯୋଗ,

କଳାପଥର(ବାଙ୍କୀ ):ବୈଦ୍ୟେଶ୍ୱର ଥାନା ଅନ୍ତର୍ଗତ କଳାପଥର ଗ୍ରାମର ମୁସଲିମ ସମ୍ପ୍ରଦାୟ ର ଜଣେ ମହିଳା ଯୌତୁକ ନିର୍ଯାତନା ନେଇ ଥାନାରେ ଅଭିଯୋଗ କରିଛନ୍ତି। ସାହିନ ବେଗମ ନାମ୍ନୀ ଜଣେ ମହିଳା କଳାପଥର ଗ୍ରାମର ଆବାଷ ଖାଁକୁ…
Read More...

ଲଜରୁ ଫୁଲ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର

କଟକ: ଲଜରୁ ଫୁଲ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଜଗତପୁର ଥାନା ଅଞ୍ଚଳର ଏକ ଲଜରୁ ମିଳିଲା ଫୁଲ ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର ହୋଇି। ଶୁକ୍ରବାର ୩ରୁ ୪ଜଣ ଯୁବକଙ୍କ ସହ ଜଗତପୁର ଅଞ୍ଚଳରେ ଥିବା ଏକ ଲଜକୁ…
Read More...

କେନ୍ଦ୍ର ଓ ରାଜ୍ୟ ସରକାରଙ୍କର କୃଷକ କଲ୍ୟାଣକାରୀ ଯୋଜନାକୁ ନେଇ ସମସ୍ତ କୃଷକଙ୍କ ପାଖକୁ ଯିବ ରାଜ୍ୟ କୃଷକମୋର୍ଚ୍ଚା

ଭୁବନେଶ୍ୱର: ଭୁବନେଶ୍ୱର ରାଜ୍ୟ କାର୍ଯ୍ୟାଳୟଠାରେ କୃଷକମୋର୍ଚ୍ଚା ରାଜ୍ୟ ସଭାପତି ମହେଶ୍ୱର ସାହୁଙ୍କ ସଭାପତିତ୍ୱରେ କୃଷକମୋର୍ଚ୍ଚା ରାଜ୍ୟ ପଦାଧିକାରୀ, ରାଜ୍ୟ ସଂଯୋଜକ ଓ ଜିଲ୍ଲା ସଭାପତିମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ…
Read More...

ପୂର୍ବ ଶତୃତାକୁ ନେଇ ଧାରୁଆ ଅସ୍ତ୍ରରେ ଆକ୍ରମଣ, ଜଣେ ଗିରଫ

ଫୁଲବାଣୀ :ପୂର୍ବ ଶତୃତାକୁ ନେଇ ଜଣେ ଯୁବକଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ ଯୋଗୁଁ ସେ ଗୁରୁତ୍ୱର ହୋଇ ପ୍ରଥମେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ ଓ ପରେ ଅଧିକା ଚିକିତ୍ସାପାଇଁ ବାହାରୁ ପଠାଯାଇଥିବାର ଖବର ମିଳିଛି।…
Read More...

କାନସୁର ବାଳିକା ଉଚ୍ଚ ବିଦ୍ୟାଳୟରେ ବୃକ୍ଷ ରୋପଣ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ପାର୍ଷାଲି ପଞ୍ଚାୟତରେ ଥିବା କାନସୁର ବାଳିକା ଉଚ୍ଚ ବିଦ୍ୟାଳୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ା  ଶିକ୍ଷା…
Read More...

ବାପାମା’ଙ୍କ ମୃତ୍ୟୁ ପରେ ବେସାହାରା ୩ଭାଇ ଭଉଣୀ

ଦାରିଙ୍ଗବାଡି: କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ କାଟିଙ୍ଗିଆ ଗ୍ରାମର କରମନଗର ସାହିରୁ ହସ୍ତଗତ ହୋଇଛି ଏକ ଦୁଃଖଦ ଘଟଣା। ବାପା ମାଆଙ୍କ ମୃତ୍ୟୁ ପରେ ଭାଗ୍ୟକୁ ଆଦରି ତିନି ଭାଇ ଭଉଣୀ ସାହାରା ନେଇଛନ୍ତି…
Read More...

ମଶା ପ୍ରାଦୃଭାବରୁ ରକ୍ଷା ପାଇବା ପାଇଁ ମାଝୀଗୁଡାରେ ଡ୍ରେନ ସଫେଇ

କଲ୍ୟାଣସିଂହପୁର:ରାୟଗଡା ଜି କଲ୍ୟାଣସିଂହପୁର ବ୍ଲକ ମାଝୀଗୁଡା ପଞ୍ଚାୟତ ସଦରରେ ଆଜି ପଞ୍ଚାୟତ ପକ୍ଷରୁ ଡ୍ରେନ ସଫେଇ ହେଉଥିବା ଦେଖିବାକୁ ମିଳିଛି । ମାଝୀଗୁଡା ଠାରେ ବହୁ ସଂଖ୍ୟକ ଲୋକ ମ୍ୟାଲେରିଆ ଜ୍ଵରରେ ଆକ୍ରାନ୍ତ…
Read More...

 ଓଡିଶା ଆଦର୍ଶ ବିଦ୍ୟାଳୟରେ ଜିଲା ସ୍ତରୀୟ ହାକାଥନ୍  ପ୍ରତିଯୋଗିତା 

ରେଙ୍ଗାଲି: ସମ୍ବଲପୁର ଜିଲାର ରେଙ୍ଗାଲି ସ୍ଥିତ  ଓଡିଶା ଆଦର୍ଶ ବିଦ୍ୟାଳୟରେ ଆଜି ଜିଲା ସ୍ତରୀୟ ହାକାଥନ ପ୍ରତିଯୋଗିତା ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଶ୍ରୀମତୀ ଜୟଶ୍ରୀ ଦୋରାଙ୍କ ସଭାପତିତ୍ବରେ ଅନୁଷ୍ଠିତ…
Read More...

କୁର୍ଲି ଗାଁରେ ଚାଲିଛି ରାସ୍ତା କାମ, ଯୋଗାଣ ହେଉନି ପାଣି

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ଠାରୁ ୫କିମି ଦୂର ତୁରେକେଲା ବ୍ଲକ ଚଟୁ ଅନକା ପଂଚାୟତର କୁର୍ଲି ଗାଁରେ ଅନେକ ଦିନ ହେଲା ରାସ୍ତାକାମ ଚାଲିଛି। ଫଳରେ ଗାଁକୁ ପାଣି ଯୋଗାଣ ବନ୍ଦ ରହିଛି। ଏହାର ପ୍ରତିବାଦରେ ଆଜି…
Read More...

ବ୍ଲକ କର୍ମଚାରୀ ବିଳମ୍ବରେ ଆସୁଥିବାକୁ ନେଇ ଜନ ଅସନ୍ତୋଷ

ବାସୁଦେବପୁର:ବାସୁଦେବପୁର ବ୍ଲକରେ କାର୍ଯ୍ୟରତ କେତେଜଣ କର୍ମଚାରୀ ବିଳମ୍ବରେ ଅଫିସ ଅସୁଥିବାରୁ ଅସନ୍ତୋଷ ବଢିବାରେ ଲାଗିଛି। ଗ୍ରାମାଞ୍ଚଳରୁ ବିଭିନ୍ନ ଅଭିଯୋଗକୁ ନେଇ ଆସୁଥିବା ଜନସାଧାରଣ କର୍ମଚାରୀମାନଙ୍କ ଅନୁପସ୍ଥିତ…
Read More...

ଶିକ୍ଷକ ସଂଘର ସମ୍ବର୍ଦ୍ଧନା ଉତ୍ସବ

ବାସୁଦେବପୁର:ବାସୁଦେବପୁର ତହସିଲ ଅଧିନ ନରସିଂହପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିସରରେ ନିମ୍ନ ମାଧ୍ୟମିକ ସଂଘର ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । ଶାନ୍ତିଲତା ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ…
Read More...

ପ୍ରେସ କ୍ଳବର ଚତୁର୍ଥ ବାର୍ଷିକ ଉତ୍ସବ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ହୋଟେଲ ରୋୟାଲ ଟୁଲୀପ ଠାରେ ପ୍ରେସ କ୍ଳବର ଚତୁର୍ଥ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ସମ୍ମାନିତ…
Read More...

ବାଇକକୁ ଧକ୍କାଦେଲା ଟ୍ରକ, ୨ ମୃତ

ନୂଆପଡ଼ା: କୋମନା ଥାନା ସୋରିପଡ଼ା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା। ଏହି ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇଜଣଙ୍କ ଜୀବନ ଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଆଜି କୋମନା ଥାନା ଅନ୍ତର୍ଗତ ସୋରିପଡ଼ା ନିକଟରେ ଏକ ବାଇକକୁ ମିନି…
Read More...

କୋର୍ଟରେ ଜ୍ବାଇଁଙ୍କୁ ଗୁଳି କରି ହତ୍ୟା

ପଞ୍ଜାବ : ପଞ୍ଜାବ ଚଣ୍ଡିଗଡ଼ ଜିଲା କୋର୍ଟରେ ଗୁଳିକାଣ୍ଡ। ଆଇଆରଏସ ଜ୍ବାଇଁଙ୍କୁ ଶ୍ବଶୁର ଗୁଳି କରି ହତ୍ୟା କରିଛି। ପଞ୍ଜାବ ପୁଲିସର ନିଲମ୍ବିତ ଏଆଇଜି ତଥା ଶ୍ବଶୁର ନିଜ ଜ୍ବାଇଁଙ୍କୁ ଗୁଳି କରି ହତ୍ୟା କରିଥିଲା। ଝିଅର…
Read More...

ବିଧାୟକଙ୍କ ସିମୁଳିଆ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ

ସିମୁଳିଆ:ସିମୁଳିଆ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଭିନ୍ନ ସମସ୍ୟା ସମ୍ପର୍କରେ ଗଣମାଧ୍ୟମରେ ପ୍ରକାଶ ପରେ ବିଧାୟକଙ୍କ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ । ସୂଚନାରୁ ପ୍ରକାଶ ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଳକରେ ଥିବା ସିମୁଳିଆ…
Read More...

ସ୍ୱାଧୀନତା ଦିବସ ସମସ୍ତଙ୍କ ପାଇଁ ଗର୍ବ, ଗୌରବ ଓ ଭାବାବେଗର ପ୍ରତୀକ

ଭୁବନେଶ୍ୱର: ଚଳିତ ବର୍ଷ ୭୮ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବେ । ଏ ସଂକ୍ରାନ୍ତରେ ସୂଚନା ଓ ଲୋକସଂପର୍କ ବିଭାଗର…
Read More...

ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ ଟାଇ

କଲମ୍ବୋ: ଘରୋଇ ଶ୍ରୀଲଙ୍କା ଓ ଭାରତ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ ରୋମାଞ୍ଚକର ଭାବେ ଟାଇ ରେ ଶେଷ ହୋଇଛି। ଶୁକ୍ରବାର କଲମ୍ବୋର ଆର ପ୍ରେମାଦାସ ଷ୍ଟାଡ଼ିୟମରେ ଖେଳାଯାଇଥିବା ମ୍ୟାଚରେ…
Read More...

ବିଦ୍ୟୁତ୍‌ ସ୍ପର୍ଶରେ ମା’ପୁଅ ମୃତ

ଜୟପୁର: ମୃତ୍ୟୁ ଏମିତି ବି ଆସେ। କିଛି ସମୟ ମଧ୍ୟରେ ଦୁଇ ଦୁଇଟି ଜୀବନ ଚାଲିଯାଇଛି। ପୁଅକୁ ବଞ୍ଚାଇବାକୁ ଯାଇ ମା’ର ବି ହୋଇଛି ମୃତ୍ୟୁ। ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ବୋରିଗୁମ୍ମା ଥାନା ଅନ୍ତର୍ଗତ ଜୟନ୍ତଗିରି…
Read More...

ବିଦ୍ୟାଳୟରେ ପଶି ଦୁଇ ଛାତ୍ରଙ୍କୁ ପିଟିଲେ ୬ ନାବାଳକ

ନୟାଗଡ଼: ବିଦ୍ୟାଳୟରେ ପଶି ଦୁଇ ଛାତ୍ରଙ୍କୁ ଶ୍ରେଣୀଗୃହରୁ ଟାଣି ଆଣି ମାଡ଼ ମାରିଲେ ୬ ନାବାଳକ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୟାଗଡ଼ ବ୍ଲକ ମାଛିପଡ଼ା ଶ୍ୟାମବନ୍ଧୁ ଉଚ୍ଚ ବିଦ୍ୟାଳୟରେ। ଛାତ୍ରଦ୍ବୟ ଆହତ ହୋଇଥିବା…
Read More...

ବାଲିପଟାରେ ବ୍ୟାପୁଛି ଝାଡ଼ାବାନ୍ତି; ଗଲାଣି ୨ ଜୀବନ, ୯ ଗୁରୁତର

ପାଟଣାଗଡ଼: ବଲାଙ୍ଗିର ଜିଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ବାଲିପଟା ଗ୍ରାମର ଝାଙ୍କରପଡ଼ାରେ ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ୨୮ରେ ଗ୍ରାମର ଜୟନ୍ତୀ ବାଗ(୪୮)ଙ୍କ ମୃତ୍ୟୁ ହୋଇଥିବାବେଳେ ଶୁକ୍ରବାର…
Read More...

ଋଣବୋଝରୁ ପରିବାରର ୩ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ: ଋଣ ବୋଝ ସମ୍ଭାଳି ନପାରି ଗୋଟିଏ ପରିବାରର ୩ ଜଣ ସଦସ୍ୟ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଭଳି ଘଟଣା…
Read More...

ଏସବିଆଇ ପକ୍ଷରୁ ମା’ଙ୍କ ନାମରେ ଗୋଟିଏ ବୃକ୍ଷ କାର୍ଯ୍ୟକ୍ରମ

ସମ୍ବଲପୁର: ଭାରତୀୟ ଷ୍ଟେଟ ବ୍ୟାଙ୍କର ସମ୍ବଲପୁର ସ୍ଥିତ ଆଞ୍ଚଳିକ ଶାଖା ତରଫରୁ ମା’ଙ୍କ ନାମରେ ଗୋଟିଏ ବୃକ୍ଷ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଭାରତ ସରକାରଙ୍କ ଦ୍ୱାରା ଚାଲିଥିବା ଅଭିଯାନ ମା’ଙ୍କ ନାମରେ ଗୋଟିଏ…
Read More...

ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ସମ୍ବଲପୁର-୧ରେ ଅଳଙ୍କରଣ ମହୋତ୍ସବ

ସମ୍ବଲପୁର: ସମ୍ବଲପୁର ସ୍ଥିତ ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ-୧ ଠାରେ ପଦ ଅଳଙ୍କର ମହୋତ୍ସବ ୨୦୨୪ – ୨୫ ମନୋନୀତ ହୋଇଛି। ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ରଣରଞ୍ଜୟ ସିଂ ଓ ଉପ ଅଧ୍ୟକ୍ଷ ବଳରାମ ମିଶ୍ର ଉପସ୍ଥିତ ରହି…
Read More...

୭ ବର୍ଷ ହେଲା ସରୁନି ପୋଲ ନିର୍ମାଣ କାମ 

ଫୁଲବାଣୀ/ବାଲିଗୁଡା:କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକ ବାରଖମକ୍ଷ ପଂଚାୟତ ୨ ନମ୍ବର ୱାର୍ଡ଼ ଗାଟିଙ୍ଗିଆ ଓ ୧୨ ନମ୍ବର ୱାର୍ଡ଼ ତଗାପଦର ଗ୍ରାମର ପ୍ରାୟ ୩୦୦ରୁ ଉର୍ଦ୍ଧ ଗ୍ରାମବାସି ବାହ୍ୟ ଜଗତରୁ ବିଛିନ୍ନ ହୋଇ ରହିଛନ୍ତି।…
Read More...