www.samajalive.in
Wednesday, December 10, 2025
18.1 C
Bhubaneswar

ମାଝୀଗୁଡା ସାପ୍ତାହିକ ହାଟ ନିଲାମ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ମାଝୀଗୁଡା ପଞ୍ଚାୟତରେ ହେଉଥିବା ସାପ୍ତାହିକ ହାଟକୁ ଆଜି ନିଲାମ କରାଯାଇଛି ।ଏଥିରେ (ଜିପିଓ) ଗ୍ରାମପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଶ୍ୱେତମ୍ବର ପ୍ରଧାନଙ୍କ ଅଧକ୍ଷତାରେ ଅନୁଷ୍ଠିତ ନିଲାମୀରେ ସରପଞ୍ଚ ଲକ୍ଷ୍ମୀ ପ୍ରାସ୍କା ,ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ  ରାଜେଶ ପଟ୍ଟନାୟକ ମଞ୍ଚାସିନ ରହିଥିଲେ ।
ଏହି ନିଲାମୀ ସମୟରେ ବ୍ଲକର ବହୁ ଜନସାଧାରଣ ଙ୍କ ଉପସ୍ଥିତିରେ ହାଟ ନିଲାମ କରାଯାଇଛି । ଗତ ୨୦୨୩-୨୦୨୪ ବର୍ଷରେ  ୪ଲକ୍ଷ ୬୯ହଜାର ଟଙ୍କା ରେ ମାଝୀଗୁଡା ଗ୍ରାମର ମାର୍ଶେଲି ଗୌରୀ ଶଙ୍କର ରାଓ ହାଟ ନିଲାମ ନେଇଥିଲେ ।ବର୍ତ୍ତମାନ  ନାରାୟଣପୁର ପଞ୍ଚାୟତର ପଡେଇକାନି ଗ୍ରାମର ଅକ୍ଷୟ ପିଡ଼ିସିକା ଉକ୍ତ ହାଟକୁ  ୫ଲକ୍ଷ ୧୬ହଜାରକୁ ନେଇଥିବା ଜଣାପଡିଛି । ଏଥିରେ ପଞ୍ଚାୟତର ସମସ୍ତ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ ।

Hot this week

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

Related Articles

Popular Categories