ପୃଥିବୀ ଘୂର୍ଣ୍ଣନର ବେଗ ବଦଳୁଛି: ହେବ କି ବିପଦର କାରଣ?

ନ୍ୟୁୟର୍କ: ଆମେ ଜାଣିଛୁ ପୃଥିବୀ ନିଜ ଚାରିପଟେ ଥରେ ଘୁରିବାକୁ ୮୬,୪୦୦ ସେକେଣ୍ଡ ବା ୨୪ ଘଣ୍ଟା ସମୟ ନେଇଥାଏ। କିନ୍ତୁ ଏହା ମଧ୍ୟ ସତ ଯେ ପୃଥିବୀ ସବୁ ସମୟରେ ସଠିକ ଏବଂ ସମାନ ଗତିରେ ଘୁରିନଥାଏ। ବୈଜ୍ଞାନିକମାନେ…
Read More...

ଆଜିର ଦିନରେ ବିବାହ କରିଥିଲେ ଅମିତାଭ-ଜୟା

ମୁମ୍ବଇ: ଆଜି ଅର୍ଥାତ ଜୁନ୍‍ ୩ ତାରିଖରେ ବଲିଉଡ ସୁପରଷ୍ଟାର ଅମିତାଭ ବଚନ ଜୟା ଭାଦୁଡି ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ଆଜି ସେମାନେ ୪୮ତମ ବିବାହ ବାର୍ଷିକୀ ପାଳନ କରୁଛନ୍ତି। ଏହି ଅବସରରେ ଅମିତାଭ ତାଙ୍କର ବିବାହ…
Read More...

ଆନ୍ତର୍ଜାତିକ ମହାକାଶ କେନ୍ଦ୍ରରେ ମିଳିବ ତାଜା ସେଓ, କମଳା, ଲେମ୍ବୁ ଓ ପିଆଜ

ଫ୍ଲୋରିଡା: ଆଜି ମହାକାଶ ଅଭିମୁଖେ ଯାତ୍ରା କରିଛି ସ୍ପେଶଏକ୍ସର ପଣ୍ୟବାହୀ ମହାକାଶ ଯାନ। ଆନ୍ତର୍ଜାତିକ ମହାକାଶ କେନ୍ଦ୍ର ପାଇଁ ଆବଶ୍ୟକ ସାମଗ୍ରୀ ଧରି ଏହି ମହାମାଶ ଯାନ ଯାତ୍ରାରମ୍ଭ କରିଛି। ଚଳିତଥର ଏହା ୨୨ତମ ପଣ୍ୟ…
Read More...

କୋଭିଡ ପ୍ରଭାବ: ୨ ମାସରେ ୧୫ ଲକ୍ଷ କୋଟି ଟଙ୍କା ବ୍ୟବସାୟିକ କ୍ଷତି

ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ ଜନିତ ତାଲାବନ୍ଦ ସମୁଦାୟ ଅର୍ଥନୀତି ଉପରେ ସାଂଘାତିକ ପ୍ରତିକୂଳ ପ୍ରଭାବ ପକାଇଛି। ବିିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ତାଲାବନ୍ଦ କଟକଣା ଜାରି କରାଯିବା ଦ୍ୱାରା ଦେଶରେ ୬୦ ଦିନ…
Read More...

ଦୂଷିତ ପାଣି ପିଇ ୬ମୃତ, ୫୦ ଜଣ ଡାକ୍ତରଖାନାରେ ଭର୍ତ୍ତି

ସୁରଟ: ସୁରଟ ସହର ନିକଟ କାଠୋର ଗ୍ରାମରେ ଦୂଷିତ ପାଣି ପିଇ ୬ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଏଥିସହିତ ଅନ୍ୟ ୫୦ ଜଣ ଗୁରୁତର ଅସୁସ୍ଥ ହୋଇପଡିବା ପରେ ସେମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତ…
Read More...

ପୁରୁଷଙ୍କ ତୁଳନାରେ କମ୍‍ ମହିଳା ନେଉଛନ୍ତି କୋଭିଡ ଟିକା

ନୂଆଦିଲ୍ଲୀ: ଦେଶରେ ଯେତିକି ସଂଖ୍ୟାରେ କୋଭିଡ ଟିକାକରଣ କରାଯାଉଛି, ସେଥିମଧ୍ୟରେ ପୁରୁଷଙ୍କ ସଂଖ୍ୟା ଅଧିକ। କମ୍‍ ସଂଖ୍ୟକ ମହିଳା ଟିକା ନେବାକୁ ଆସୁଥିବା ଜଣାଯାଇଛି। ଦେଶରେ ଟିକାକରଣକୁ ପ୍ରାଧାନ୍ୟ ଦିଆଯିବା ପରେ ଗତ…
Read More...

କେନ୍ଦ୍ରର ଦେୟଯୁକ୍ତ କୋଭିଡ ଟିକାକରଣ ନୀତିକୁ ସର୍ବୋଚ୍ଚ ଅଦାଲତଙ୍କ ସମାଲୋଚନା

ନୂଆଦିଲ୍ଲୀ: ଦେଶରେ ୧୮ରୁ ୪୪ ବର୍ଷ ବୟସ୍କ ନାଗରିକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଦେୟଯୁକ୍ତ କୋଭିଡ ଟିକାକରଣ ନୀତିକୁ ସୁପ୍ରିମକୋର୍ଟ ବୁଧବାର ସମାଲୋଚନା କରିଛନ୍ତି। ମାନ୍ୟବର ସର୍ବୋଚ୍ଚ ଅଦାଲତ କହିଛନ୍ତି, ଏହି ବୟସ…
Read More...

ରାଜ୍ୟରେ ୮୮୩୯ ନୂଆ ସଂକ୍ରମିତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୧୨୩୫

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮୮୩୯ ଜଣ ନୂଆ କୋଭିଡ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୪୯୪୮ ଏବଂ ସ୍ଥାନୀୟ ସଂକ୍ରମିତ ୩୮୯୧ ଜଣ ରହିଛନ୍ତି। ଦିନକରେ ଚିହ୍ନଟ ହୋଇଥିବା ନୂଆ…
Read More...

ଡୋମିନିକାନ୍‍ ଅଦାଲତରେ ମେହୁଲଙ୍କ ମାମଲାର ଶୁଣାଣି ଆରମ୍ଭ

ନୂଆଦିଲ୍ଲୀ: ଡୋମିନିକା ପୁଲିସ ହାତରେ ଧରାପଡିଥିବା ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ସିଙ୍କ ମାମଲାର ଶୁଣାଣି ଆରମ୍ଭ ହୋଇଛି। ଭାରତକୁ ପ୍ରତ୍ୟର୍ପଣ ପାଇଁ ଏହି ମକଦ୍ଦମା ଚାଲିଥିବାବେଳେ ମେହୁଲଙ୍କ ପତ୍ନୀ ଏକ…
Read More...

ନୂଆ କରୋନା ଭୂତାଣୁର ହଟସ୍ପଟ୍‍ ପାଲଟିଛି ଚୀନ ଓ ଦକ୍ଷିଣ ପୂର୍ବ ଏସିଆ

ନ୍ୟୁୟର୍କ: ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଭୂତାଣୁ ପାଇଁ ଚୀନର ଅଧିକାଂଶ ଅଞ୍ଚଳ ହଟସ୍ପଟ ଭାବେ ପରିଚିତ ହୋଇଛି। କାରଣ ସେହିସବୁ ସ୍ଥାନରେ ମାଂସଜାତୀୟ ଖାଦ୍ୟର ଚାହିଦା ବୃଦ୍ଧି ସହିତ ବ୍ୟବସାୟିକ ଭିତ୍ତିରେ ଗୋସମ୍ପଦ…
Read More...

ଗାଁକୁ କରୋନାମୁକ୍ତ କର, ୫୦ ଲକ୍ଷ ପୁରସ୍କାର ଜିତ

ମୁମ୍ବଇ: ଯେତେ ସଚେତନ କଲେ କିମ୍ବା ଯେତେ ଆଇନ କଲେ ମଧ୍ୟ କିଛି ଲୋକ ଅମାନିଆ ହେବା କଥା ହେବେ। ସେମାନଙ୍କୁ ସୁଧାରିବା କଷ୍ଟକର। ସେମାନଙ୍କ ଉପରେ ଜରିମାନା ଠାରୁ ସେମାନଙ୍କ ପ୍ରତି ଦଣ୍ଡବିଧାନ ମଧ୍ୟ କିଛି କାମ…
Read More...

ସ୍ୱିଜରଲାଣ୍ଡ ପରିବର୍ତ୍ତେ ପହଞ୍ଚିଲେ ପାକିସ୍ତାନରେ

ହାଇଦରାବାଦ: ବ୍ୟକ୍ତିଗତ କାରଣ ପାଇଁ ସ୍ୱିଜରଲାଣ୍ଡ ଯିବାକୁ ବାହାରିଥିଲେ। କିନ୍ତୁ ପାଖରେ ସେତିକି ସମ୍ବଳ ନଥିଲା। ଚାଲିଚାଲି ସ୍ୱିଜରଲାଣ୍ଡ ଅଭିମୁଖେ ବାହାରିଲେ। କିନ୍ତୁ ପହଞ୍ଚିଗଲେ ପାକିସ୍ତାନ ଭିତରେ ଆଉ ଧରାପଡିଲେ…
Read More...

ଜାମ୍ମୁ କାଶ୍ମୀରରେ ସେନାମୁଖ୍ୟ; ନିୟନ୍ତ୍ରଣ ରେଖାରେ ସ୍ଥିତି ପରଖିବେ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ଅସ୍ତ୍ରବିରତି ରାଜିନାମା ୧୦୦ ଦିନ ପୂରଣ ହୋଇଥିବାବେଳେ ସେଠାରେ ସ୍ଥିତି ପରଖିବାକୁ ପହଞ୍ଚିଛନ୍ତି ଭାରତର ସେନା ମୁଖ୍ୟ ଜେନେରାଲ ମନୋଜ…
Read More...

ଟିକା ନନେଲେ ଦରମା ନାହିଁ

ନୂଆଦିଲ୍ଲୀ: ଜଣେ ସରକାରୀ କର୍ମଚାରୀ ଯଦି କେଭିଡ ଟିକା ନ ନେବେ, ତେବେ ତାଙ୍କ ବିରୁଦ୍ଧରେ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ତାଙ୍କର ଦରମା ବନ୍ଦ କରିଦିଆଯିବ। ଏଭଳି ଏକ ନିର୍ଦ୍ଦେଶନାମା ଜାରି…
Read More...

ନେହରୁ ଓ ଜବାହାର ଇନଷ୍ଟିଚ୍ୟୁଟର ଏଭରେଷ୍ଟ ଆରୋହଣ

ଉତ୍ତରକାଶୀ (ଉତ୍ତରାଖଣ୍ଡ): ନେହରୁ ଇନଷ୍ଟିଚ୍ୟୁଟ ଅଫ ମାଉଣ୍ଟେନିଅରିଂ (ଏନଆଇଏମ) ଏବଂ ଜବାହାର ଇନଷ୍ଟିଚ୍ୟୁଟ ଅଫ ମାଉଣ୍ଟେନିଅରିଂ (ଜେଆଇଏମ) ପହଲଗାଓଁ ପକ୍ଷରୁ ମିଳିତ ଭାବରେ ଏଭରେଷ୍ଟ ଆରୋହଣ କରାଯାଇଛି। ମଙ୍ଗଳବାର…
Read More...

ଇଲେକଟ୍ରନିକ ଯାନ ପାଇଁ ଲାଗୁ ହେବନାହିଁ ରେଜିଷ୍ଟ୍ରେସନ ଦେୟ

ନୂଆଦିଲ୍ଲୀ: ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ସଂପ୍ରତି ଯଥାସମ୍ଭବ ପେଟ୍ରୋଲିୟମ ଇନ୍ଧନ ବ୍ୟବହାର କମ୍‍ କରିବାକୁ ପ୍ରୟାସ ଚାଲିଛି। ସେଥିପାଇଁ ଦେଶରେ ଇଲେକଟ୍ରିକ ଯାନ ବ୍ୟବହାରକୁ ପ୍ରୋତ୍ସାହିତ…
Read More...

ଦୁଇଟି ଫଳ, ୩ଟି ପରିବା ଆଣିଦେବ ଦୀର୍ଘଜୀବନ

ହାର୍ଭାର୍ଡ: ପୁଷ୍ଟିସାଧନ ବିଶେଷଜ୍ଞ ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆମକୁ ଅନେକ ସମୟରେ ଉପାଦେୟ ସୂଚନା ଦେଇଆସୁଛନ୍ତି। ଶରୀରକୁ ସୁସ୍ଥ ରଖିବା ସକାଶେ କେଉଁଭଳି ଖାଦ୍ୟ ଏବଂ କେତେ ପରିମାଣରେ ଖାଇବା ଆବଶ୍ୟକ, ତାହା…
Read More...

ଆତଙ୍କବାଦ ମୁକାବିଲା ପାଇଁ ବ୍ରିକ୍ସରେ ସହମତି

ନୂଆଦିଲ୍ଲୀ: ଆତଙ୍କବାଦ ଦମନ ପାଇଁ ବ୍ରାଜିଲ-ରୁଷିଆ-ଭାରତ-ଚୀନ-ଦକ୍ଷିଣ ଆଫ୍ରିକା (ବ୍ରିକ୍ସ) ସମ୍ମିଳନୀରେ ଦୃଢମତ ପ୍ରକାଶ ପାଇଛି। ଚଳିତ ବର୍ଷ ଆତଙ୍କବାଦ ଦମନ ନିମନ୍ତେ ବ୍ରିକ୍ସ ଗୋଷ୍ଠୀର ସଦସ୍ୟ ରାଷ୍ଟ୍ରସମୂହ ଲକ୍ଷ୍ୟ…
Read More...

ଲଣ୍ଡନରେ ଖୋଲିଲା ଭାସମାନ ସନ୍ତରଣାଗାର; ବିଶ୍ୱରେ ପ୍ରଥମ

ଲଣ୍ଡନ: ଲଣ୍ଡନରେ ଉଦଘାଟିତ ହୋଇଛି ଏକ ସ୍ୱଚ୍ଛ ସନ୍ତରଣ ପୁଷ୍କରିଣୀ। ଏହା ଭାସମାନ ଅବସ୍ଥାରେ ମଧ୍ୟ ରହିଛି। ଏହାକୁ ବିଶ୍ୱର ପ୍ରଥମ ଭାସମାନ ସନ୍ତରଣ ପୁଷ୍କରିଣୀର ମାନ୍ୟତା ମିଳିଛି। ‘ସ୍କାଏ ପୁକ୍‍’ ନାମକ ଏହି ସନ୍ତରଣ…
Read More...

ବ୍ରିଟେନରେ କରୋନା ଜନିତ ମୃତ୍ୟୁ ଶୂନ ; ୨୦୨୦ ମାର୍ଚ୍ଚ ପରେ ପ୍ରଥମ ସଫଳତା

ଲଣ୍ଡନ: ୨୦୨୦ ମାର୍ଚ୍ଚ ପରବର୍ତ୍ତୀ ସମୟରେ ପ୍ରଥମ ଥର ପାଇଁ ବ୍ରିଟେନରେ କରୋନା ଜନିତ ମୃତ୍ୟୁସଂଖ୍ୟା ଶୂନରେ ପହଞ୍ଚିଛି। ସରକାରୀ ସୂତ୍ରରୁ ପ୍ରକାଶ ଯେ ଦେଶରେ କରୋନା ଜନିତ ମୋଟ ମୃତ୍ୟୁସଂଖ୍ୟା ୧,୨୭,୭୮୨ରେ ପହଞ୍ଚିଛି।…
Read More...

ରାଜଧାନୀକୁ ଟପିଗଲା ମାଲଗାଡି

ନୂଆଦିଲ୍ଲୀ: ଆମ ଦେଶରେ ସାଧାରଣତଃ ବେଗଗାମୀ ଟ୍ରେନ କହିଲେ ଆମେ ରାଜଧାନୀ ଅଥବା ଶତାବ୍ଦୀ ଏକ୍ସପ୍ରେସକୁ ବୁଝିଥାଉ। ମାଲବାହୀ ଟ୍ରେନଗୁଡିକ ମଧ୍ୟମ ବେଗରେ ଗତି କରିବା ସହିତ ଅନେକ ସମୟରେ ଅଧିକାଂଶ ଷ୍ଟେସନରେ ସିଗନାଲ…
Read More...

ଭାରତ ନିର୍ମିତ ସ୍ପୁଟନିକ ଭି ପ୍ରଥମ ବ୍ୟାଚକୁ ମଞ୍ଜୁରି

ଚଣ୍ଡିଗଡ: ଭାରତରେ ନିର୍ମିତ ପ୍ରଥମ ଦଫା ରୁଷୀୟ କୋଭିଡ ଟିକା ସ୍ପୁଟନିକ ଭି ସେଣ୍ଟ୍ରାଲ ଡ୍ରଗ୍ସ ଲାବୋରେଟୋରୀ (ସିଡିଏଲ) କସଉଲିର ମଞ୍ଜୁରି ଲାଭ କରିଛି। ଭାରତରେ ଏହି ଟିକା ଉତ୍ପାଦନ କରୁଥିବା କମ୍ପାନୀଗୁଡିକ ମଧ୍ୟରେ…
Read More...

ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୩୯୯ ନୂଆ ସଂକ୍ରମିତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୧୧୦୨

ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୮୩୯୯ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୧୦୨ ଜଣ ଆକ୍ରାନ୍ତ ରହିଛନ୍ତି। ଚିହ୍ନଟ ନୂଆ ସଂକ୍ରମିତଙ୍କ…
Read More...

ପୁଅର ଔଷଧ ପାଇଁ ୩୦୦ କିଲୋମିଟର ସାଇକେଲ ଚଳାଇଲେ

ବେଙ୍ଗାଲୁରୁ: କୋଭିଡ ମହାମାରୀ ପାଇଁ ତାଲାବନ୍ଦ। କେହି କୁଆଡେ ନାହିଁ। ରାସ୍ତାରେ ଗାଡି ମଟର ବି ଚାଲୁନାହିଁ। କିନ୍ତୁ ପୁଅର ଚିକିତ୍ସା ପାଇଁ ଔଷଧ ଦରକାର। ସେ ଔଷଧ କେବଳ ଡାକ୍ତରଖାନାରେ ମିଳିବ। ଡାକ୍ତରଖାନା ଘର ପାଖରେ…
Read More...

ଇଫକୋ କୃଷକମାନଙ୍କ ପାଇଁ ଆଣିଲା ବିଶ୍ୱର ପ୍ରଥମ ନାନୋ ୟୁରିଆ

ନୂଆଦିଲ୍ଲୀ : ଇଣ୍ଡିଆନ ଫାର୍ମର୍ସ ଫର୍ଟିଲାଇଜର କୋଅପରେଟିଭ ଲିମିଟେଡ (ଇଫକୋ) ପକ୍ଷରୁ ବିଶ୍ୱବ୍ୟାପୀ କୃଷକଙ୍କ ପାଇଁ ବିଶ୍ୱର ପ୍ରଥମ ନାନୋ ୟୁରିଆ ତରଳ ପ୍ରଚଳନ କରାଯାଇଛି। ଭାରତରେ ଇଫକୋର ଅନଲାଇନ ଏବଂ ଅଫଲାଇନ…
Read More...

ପ୍ରଦୂଷଣ ଓ ପରିବେଶ ଉପରେ ପର୍ଯ୍ୟବସିତ ପ୍ରଥମ ମ୍ୟୁଜିକ ଭିଡିଓ ‘ପୃଥିବୀ ମନ୍ଥନ’

ଭୁବନେଶ୍ୱର: ଲୋକପ୍ରିୟ ପ୍ରଡକ୍ସନ ହାଉସ୍ ଅରୋମିରା ଏଣ୍ଟରଟେନମେଣ୍ଟ ପକ୍ଷରୁ କଣ୍ଠଶିଳ୍ପୀ ସୁସ୍ମିତା ଦାସଙ୍କ ସହ ସହଯୋଗିତା ସ୍ଥାପନ କରି ରୋମାଂଚଳ ମ୍ୟୁଜିକ୍ ଭିଡିଓ "ପୃଥିବୀ ମନ୍ଥନ’ ପ୍ରସ୍ତୁତ କରାଯାଇଛି। ଶିବ…
Read More...

ରେଟିନା ଏବଂ ଏହାର ସ୍ନାୟୁକୁ କ୍ଷତି ପହଞ୍ଚାଉଛି କୋଭିଡ

ଭୁବନେଶ୍ୱର: କୋଭିଡ ମହାମାରୀ ଭଳି ସର୍ବବୃହତ ସ୍ୱାସ୍ଥ୍ୟସେବା ଭିତ୍ତିକ ଜରୁରୀ ପରିସ୍ଥିତିକୁ ବିଶ୍ୱ ସଂପ୍ରତି ସମ୍ମୁଖୀନ ହେଉଛି। ଏହି ଭୂତାଣୁ ମଣିଷ ଶରୀର ଉପରେ ଘାତକ ପ୍ରଭାବ ପକାଇ ପାରିବା ସହିତ ବହୁ ଅଙ୍ଗ…
Read More...

କୋଭିଡ ସମୟରେ ସହାୟତା ଯୋଗାଉଛି ମାଇକ୍ରୋଫାଇନାନ୍ସ ଶିଳ୍ପ

ଭୁବନେଶ୍ୱର: କୋଭିଡ-୧୯ ସାରା ବିଶ୍ୱରେ ଜୀବନଯାତ୍ରା ଓ ଅର୍ଥନୀତିରେ ବ୍ୟାଘାତ ପହଞ୍ଚାଇଛି। ଭାରତରେ କୋଭିଡକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ଭାରତରେ ଗଣ ସଚେତନତା ସୃଷ୍ଟି ସହିତ ସମୁଦାୟ ଜନସଂଖ୍ୟାରେ ମୁଖ୍ୟସ୍ଥାନ…
Read More...

ଗ୍ରାହକଙ୍କ ପାଇଁ ସୁବିଧାଜନକ ହେଉଛି ଡିଜିଟାଲ୍ ପ୍ଲାଟଫର୍ମ

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀ ସମୟରେ ଗ୍ରାହକ ଯେଭଳି ନିଜ ଘରେ ବସି ସମସ୍ତ ଆବଶ୍ୟକ ସାମଗ୍ରୀ କ୍ରୟ କରିପାରିବେ, ସେଥିପାଇଁ ଏବେ ସମସ୍ତ ଉତ୍ପାଦନକାରୀ କମ୍ପାନୀଗୁଡିକ ଅନ୍‍ଲାଇନ କାରବାରକୁ ପ୍ରୋତ୍ସାହିତ କରିବାରେ…
Read More...

କର୍ମଚାରୀ ଭବିଷ୍ୟନିଧି ସଂଗଠନରୁ କୋଭିଡର ଦ୍ୱିତୀୟ କିସ୍ତି ଅଗ୍ରୀମ ଉଠାଇହେବ

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ସଂଗଠନ (ଇପିଏଫଓ) ତାହାର ହିତାଧିକାରୀଙ୍କୁ କୋଭିଡ ଦ୍ୱିତୀୟ ଲହର ଜନିତ ପରିସ୍ଥିତିର ମୁକାବିଲା ପାଇଁ ସେମାନଙ୍କ ସଞ୍ଚୟ ଖାତାରୁ ଦ୍ୱିତୀୟ କିସ୍ତି ଅଗ୍ରୀମ ଉଠାଇବାକୁ ଅନୁମତି…
Read More...

ଆମଦାନୀ ହୋଇପାରିବନି ୧୦୮ ସାମରିକ ଉପକରଣ; ପ୍ରକାଶ ପାଇଲା ତାଲିକା

ନୂଆଦିଲ୍ଲୀ: ବିଦେଶରୁ ୧୦୮ଟି ସାମରିକ ଉପକରଣ ଆମଦାନୀକୁ ନିଷେଧ କରାଯାଇଛି। ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଲକ୍ଷ୍ୟରେ ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ଦେଶର ପ୍ରତିରକ୍ଷା…
Read More...

ଦିଲ୍ଲୀରେ କୋଭିଡ ମୃତ୍ୟୁ ଜାତୀୟ ହାରାହାରିର ୫ ଗୁଣ

ନୂଆଦିଲ୍ଲୀ: ଦିଲ୍ଲୀରେ କୋଭିଡ ଜନିତ ମୃତ୍ୟୁସଂଖ୍ୟା ଜାତୀୟ ହାରାହାରି ମୃତ୍ୟୁସଂଖ୍ୟାର ହାରାହାରି ୫ ଗୁଣ, ଏଭଳି ଏକ ଅଭିଯୋଗ ଆଣିଛି ଭାଜପା। ଦଳ ପକ୍ଷରୁ ସୋମବାର ଦିନ କୁହାଯାଇଛିଯେ ଦେଶରେ ପ୍ରତି ୧୦ ଲକ୍ଷ ଲୋକ ସଂଖ୍ୟା…
Read More...

ଅର୍ଥନୀତି ଉପରେ କୋଭିଡର ସାଂଘାତିକ ପ୍ରହାର; ଅଭିବୃଦ୍ଧି ବିଯୁକ୍ତ ୭.୩%

ନୂଆଦିଲ୍ଲୀ: ପରକୁ ପର ଦୁଇବର୍ଷ ଧରି କୋଭିଡ-୧୯ ମହାମାରୀ ସଂକ୍ରମଣ ଭାରତୀୟ ଅର୍ଥନୈତିକ ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିଦେଇଛି। ଗତବର୍ଷ କୋଭିଡ-୧୯ ପ୍ରଭାବରୁ ଦେଶ ସାମାନ୍ୟ ସୁଧୁରିବା ସ୍ଥିତିକୁ ଫେରୁଥିବାବେଳେ ଚଳିତ…
Read More...

ଭାରତରେ ଠାବ କୋଭିଡ ଭାରିଆଣ୍ଟ ‘ଡେଲଟା’; ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ନାମକରଣ

ଜେନେଭା: ଭାରତରେ ପ୍ରଥମେ ଠାବ କରାଯାଇଥିବା ସାର୍ସ-ସିଓଭି-୨ ଭୂତାଣୁ ଭାରିଆଣ୍ଟର ନାମକରଣ କରାଯାଇଛି। ସୋମବାର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ଏହି ଭାରିଆଣ୍ଟର ନାମ ‘ଡେଲଟା’ ରଖିଛି। ଏହି ବି.୧.୬୧୭.୨ ଏଣିକି ଡେଲଟା…
Read More...

ରାଜ୍ୟରେ ୮୭୩୫ ନୂଆ ସଂକ୍ରମିତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୧୨୨୨; ଦିନକରେ ୩୭ ମୃତ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୮୭୩୫ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୨୨୨ ଜଣ ଆକ୍ରାନ୍ତ ଥିବା ଜଣାଯାଇଛି। ଚିହ୍ନଟ ନୂଆ ସଂକ୍ରମିତଙ୍କ…
Read More...

କୋଭିଡ-୧୯ର ଉତ୍ପତ୍ତି ଖୋଜ, ନହେଲେ କୋଭିଡ-୨୬ ଓ କୋଭିଡ-୩୨ ପାଇଁ ପ୍ରସ୍ତୁତ ରୁହ

ୱାଶିଂଟନ: କୋଭିଡ-୧୯ର ଉତ୍ପତ୍ତି ସମ୍ପର୍କରେ ଯଦି ସଠିକ ଅନୁସନ୍ଧାନ କରାନଯାଏ ତେବେ ସାରା ବିଶ୍ୱ କୋଭିଡ-୨୬ ଓ କୋଭିଡ-୩୨ ଭଳି ମହାମାରୀକୁ ସାମନା କରିବ ବୋଲି ଚେତାବନୀ ଦେଇଛନ୍ତି ଆମେରିକାର ଜଣେ ଚିକିତ୍ସା ବିଶେଷଜ୍ଞ।…
Read More...

ଜୁନ୍‍ ସୁଦ୍ଧା ଉପଲବ୍ଧ ହେବ ୧୨ କୋଟି ପାନ ଟିକା

ନୂଆଦିଲ୍ଲୀ: ଦେଶରେ ଆଗାମୀ ଜୁନ୍‍ ସୁଦ୍ଧା ୧୨ କୋଟି ପାନ କୋଭିଡ ଟିକା ଉପଲବ୍ଧ ହେବ। ଦେଶର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରବିବାର କୁହାଯାଇଛି ଯେ ବିଭିନ୍ନ କମ୍ପାନୀ ସେମାନଙ୍କର ଟିକା ଉତ୍ପାଦନ କ୍ଷମତା ବୃଦ୍ଧି…
Read More...

ମିଳିଲାନି ଆମ୍ବୁଲାନ୍ସ, ଡାକ୍ତରଖାନାରୁ ଚାଲିଚାଲି ଘରକୁ ଫେରୁଥିବା ମହିଳାଙ୍କୁ ଦୁଷ୍କର୍ମ

ଗୁଆହାଟି: କୋଭିଡ ମହାମାରୀ ସମୟରେ ଦେଶର ବିଭିନ୍ନ ଭାଗରେ ବିପଦରେ ପଡିଥିବା ଲୋକଙ୍କୁ ସାହାଯ୍ୟ ସହଯୋଗ ମିଳୁଥିବା ଖବର ଆସୁଥିବାବେଳେ କିଛି ହୀନ ପ୍ରବୃତ୍ତିର ଲୋକଙ୍କ କଳା କାରନାମା ମଧ୍ୟ ପଦାକୁ ଆସୁଛି। ଏହିଭଳି ଏକ…
Read More...

ଉତ୍କଟ ନିଶାଦ୍ରବ୍ୟ ମାମଲାରେ ସିଦ୍ଧାର୍ଥ ପିଠାନି ଗିରଫ

ମୁମ୍ବଇ: ବଲିଉଡରେ ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଂଟ୍ରୋଲ ବ୍ୟୁରୋ ସିଦ୍ଧାର୍ଥ ପିଠାନିଙ୍କୁ ଗିରଫ କରିଛି। ଗତବର୍ଷ ମୃତ୍ୟୁ ଘଟିଥିବା ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ସହିତ ସଂପୃକ୍ତ ଏକ ଡ୍ରଗ୍ସ ମାମଲାରେ…
Read More...

ମହାରାଷ୍ଟ୍ରର ଗୋଟିଏ ଜିଲାରେ ୮୦୦୦ ପିଲା କୋଭିଡ ସଂକ୍ରମିତ

ମୁମ୍ବଇ: ଦେଶକୁ କୋଭିଡ-୧୯ର ତୃତୀୟ ଲହର ଆସିବ ଏବଂ ଏହା ମୁଖ୍ୟତଃ ପିଲାମାନଙ୍କୁ ସଂକ୍ରମିତ କରିବା ନେଇ ଗବେଷକମାନେ କରିଥିବା ଅନୁମାନ ମହାରାଷ୍ଟ୍ରକୁ ଲକ୍ଷ୍ୟକଲେ ଏବେ ଆପାତତଃ ସତ ବୋଲି ମନେହେଉଛି। ରାଜ୍ୟର ଅହମଦନଗର…
Read More...

ରାଜ୍ୟରେ ୮୩୧୩ ନୂଆ ସଂକ୍ରମିତ ଚିହ୍ନଟ, ୩୫ ମୃତ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୩୧୩ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୪୬୫୫ ଏବଂ ସ୍ଥାନୀୟ ସଂକ୍ରମିତ ୩୬୫୮ ଜଣ ରହିଛନ୍ତି। ନୂଆକରି ଚିହ୍ନଟ ଆକ୍ରାନ୍ତଙ୍କ…
Read More...

ଉହାନ୍‍ ଲାବୋରେଟୋରୀରେ ଚାଲିଛି ସାମରିକ ଗବେଷଣା- ମାଇକ ପମ୍ପିଓ

ୱାଶିଂଟନ: କୋଭିଡ-୧୯ ମହାମାରୀକୁ ନେଇ ଚୀନର ଉହାନ୍‍ ଲାବୋରେଟୋରୀ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ରହିଥିବାବେଳେ ଆମେରିକାର ପୂର୍ବତନ ବୈଦେଶିକ ମନ୍ତ୍ରୀ ମାଇକ ପମ୍ପିଓ ଏହି ଲାବୋରେଟୋରୀକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ…
Read More...

ମୁମ୍ବଇ ବାସଭବନରେ ଝୁଲୁଝି ମାଳ ମାଳ ନୋଟିସ ; ଡୋମିନିକା କାରାଗାରରେ ବନ୍ଦୀ ମେହୁଲ ଚୋକ୍ସି

ମୁମ୍ବଇ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଦୁର୍ନୀତିରେ ଅଭିଯୁକ୍ତ ମେହୁଲ ଚୋକ୍ସି ବିଦେଶକୁ ପଳାଇ ଯାଇଥିବାରୁ ତାଙ୍କ ବିରୁଦ୍ଧରେ ଅଦାଲତ ଏବଂ ବିଭିନ୍ନ ତଦନ୍ତକାରୀ ସଂସ୍ଥା ପକ୍ଷରୁ ଜାରି ମାଳ ମାଳ ନୋଟିସ ତାଙ୍କର…
Read More...

ନେପାଳରେ ତିଆରି ହେବ ଭବ୍ୟ ରାମମନ୍ଦିର ; ସରକାର ଯୋଗାଇଲେ ପାଣ୍ଠି

କାଠମାଣ୍ଡୁ: ନେପାଳର ଅଯୋଧ୍ୟାପୁରୀରେ ନିର୍ମାଣ ହେବ ଭଗବାନ ଶ୍ରୀରାମଙ୍କର ଏକ ଭବ୍ୟ ମନ୍ଦିର। ଏଥିପାଇଁ ନେପାଳ ସରକାର ଅର୍ଥ ବ୍ୟବସ୍ଥା କରିଛନ୍ତି। ତାହାସହିତ ଭଗବାନ ପଶୁପତିନାଥଙ୍କ ମନ୍ଦିରର ମରାମତି ଓ ଆଧୁନିକୀକରଣ…
Read More...

ଗୋପନରେ ବିବାହ କଲେ ବ୍ରିଟେନ ପ୍ରଧାନମନ୍ତ୍ରୀ

ଲଣ୍ଡନ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ ବିବାହ କରିଛନ୍ତି। ଗୋପନରେ ଆୟୋଜିତ ଏକ ଉତ୍ସବରେ ସେ ତାଙ୍କ ପ୍ରେମିକା କ୍ୟାରୀ ସାଇମଣ୍ଡସ୍‍ଙ୍କୁ ନିଜ ଜୀବନସାଥୀ ଭାବରେ ଗ୍ରହଣ କରିଛନ୍ତି। ଖବରକାଗଜ ସନ୍‍ ସୂତ୍ରରୁ…
Read More...

ସେନାମୁଖ୍ୟ ନରବାଣେଙ୍କ ପାକିସ୍ତାନକୁ ପରାମର୍ଶ- ସମ୍ପର୍କ ସ୍ୱାଭାବିକ କରିବାକୁ ହେଲେ ଆଗ ଆତଙ୍କି ଭିତ୍ତିଭୂମି ନଷ୍ଟକର

ନୂଆଦିଲ୍ଲୀ: ଭାରତ ସହିତ ପାକିସ୍ତାନ ଯଦି ସମ୍ପର୍କ ସ୍ୱାଭାବିକ କରିବାକୁ ଚାହୁଁଥାଏ ତେବେ ପ୍ରଥମେ ତାହା ନିଜ ଦେଶରେ ଥିବା ଆତଙ୍କି ଭିତ୍ତିଭୂମି ନଷ୍ଟ କରିବା ଆବଶ୍ୟକ। ତାହା ନହେଲେ ଦ୍ୱିପାକ୍ଷିକ ସମ୍ପର୍କ ସୁଧୁରିବା…
Read More...

ପୁଣି ବଢିଲା ସଂକ୍ରମଣ; ରାଜ୍ୟରେ ଦିନକରେ ୯୫୪୧ ନୂଆ ସଂକ୍ରମିତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୧୩୪୨

ଭୁବନେଶ୍ୱର: ରାଜ୍ୟରେ ପୁଣି ସଂକ୍ରମଣ ଗ୍ରାଫ ଉପରମୁହାଁ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୯୫୪୧ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୩୪୨…
Read More...

କୋଭିଡ-୧୯ ଟିକାକରଣ ଅଭିଯାନ ଆଗକୁ ବଢ଼ାଉଛି ଫିନୋ ପେମେଣ୍ଟସ୍‍ ବ୍ୟାଙ୍କର ମର୍ଚାଣ୍ଟ ନେଟୱର୍କ

ଭୁବନେଶ୍ୱର: ଲୋକମାନଙ୍କ ପାଖରେ ବ୍ୟାଙ୍କ ସେବା ପହଂଚାଇବା ବ୍ୟତୀତ ଫିନୋ ପେମେଣ୍ଟସ ବ୍ୟାଙ୍କର ସାରା ଦେଶରେ ଥିବା ମର୍ଚାଣ୍ଟ ଆଉଟ୍ଲେଟ୍ଗୁଡ଼ିକ ଟିକାକରଣ ଲାଗି ଲୋକମାନଙ୍କ ଅନଲାଇନ ପଞ୍ଜିକରଣରେ ସହାୟତା ପ୍ରଦାନ କରିବା…
Read More...

ଆଚାରରେ ଭରିରହିଛି ଆଣ୍ଟିଅକ୍ସିଡାଣ୍ଟ

ଭୁବନେଶ୍ୱର,୨୯ା୫: ଭାରତୀୟ ଖାଦ୍ୟରେ ଆଚାର ଏକ ମୁଖ୍ୟ ସ୍ଥାନ ନେଇଛି। ଆମ ଖାଦ୍ୟ ଥାଳିରେ ଶହ ଶହ ବର୍ଷ ଧରି ସ୍ଥାନ ପାଇଆସୁଥିବା ଆଚାରର ପ୍ରସ୍ତୁତି ପ୍ରଣାଳୀ ଏବଂ ଏଥିରେ ବ୍ୟବହାର କରାଯାଉଥିବା ସାମଗ୍ରୀ ମଧ୍ୟ ଦେଶର…
Read More...

ୟାସ୍‍ ପ୍ରଭାବିତ ଜନସମୁଦାୟଙ୍କୁ ରିଲିଫ ଯୋଗାଉଛି ଶ୍ୟାମ ଷ୍ଟିଲ

ଭୁବନେଶ୍ୱର: ଟିଏମ୍‍ଟି ବାର୍‍ର ଅନ୍ୟତମ ଅଗ୍ରଣୀ ଉତ୍ପାଦନକାରୀ ଏବଂ ନିର୍ମାତା ଶ୍ୟାମ ଷ୍ଟିଲ ଇଣ୍ଡିଆ ଓଡ଼ିଶାରେ ବାତ୍ୟା ୟାସ୍‍ ଦ୍ୱାରା ପ୍ରଭାବିତ ପରିବାରଗୁଡିକୁ ରିଲିଫ ସାମଗ୍ରୀ ଆବଣ୍ଟନ କ୍ଷେତ୍ରରେ ସହାୟତାର ହାତ…
Read More...

ଡା. ନାଗେଶ୍ୱର ରେଡ୍ଡୀଙ୍କୁ ଆମେରିକାନ୍ ସୋସାଇଟି ଅଫ ଗାଷ୍ଟ୍ରୋଇଣ୍ଟେଷ୍ଟାଇନାଲ ଏଣ୍ଡୋସ୍କୋପି ପକ୍ଷରୁ ସର୍ବୋଚ୍ଚ…

ହାଇଦରାବାଦ: ଦେଶର ଏକ ବୃହତ ସୁପରସ୍ପେଶିଆଲିଟି ହସପିଟାଲ ଏଆଇଜି ହସପିଟାଲର ଚେୟାରମ୍ୟାନ ଡା. ଡି. ନାଗେଶ୍ୱର ରେଡ୍ଡୀଙ୍କୁ ସମ୍ମାନଜନକ ତଥା ପ୍ରସିଦ୍ଧ ରୁଡଲଫ୍ ଭି ସିଣ୍ଡଲର ପୁରସ୍କାର ପ୍ରଦାନ କରାଯାଇଛି। ଦି…
Read More...

ଏଚଡିଏଫସି ବ୍ୟାଙ୍କ ଉପରେ ୧୦ କୋଟି ଟଙ୍କା ଜରିମାନା

ନୂଆଦିଲ୍ଲୀ: ଏଚଡିଏଫସି ବ୍ୟାଙ୍କ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ୧୦ କୋଟି ଟଙ୍କା ଜରିମାନା ଲାଗୁ କରାଯାଇଛି। ନିୟାମକ ବ୍ୟବସ୍ଥା ଅନୁପାଳନ କରିନଥିବା କାରଣରୁ ଏହି ଜରିମାନା କରାଯାଇଥିବା ଆରବିଆଇ ପକ୍ଷରୁ…
Read More...

୩୧ କୋଟି ଦେଇ ନୂଆ ଘର କିଣିଲେ ଅମିତାଭ ବଚନ

ମୁମ୍ବଇ: ବିଗ୍‍ ‘ବି’ ଅମିତାଭ ବଚନ ୩୧ କୋଟି ଟଙ୍କା ଦେଇ ଏକ ନୂଆ ଘର କିଣିଛନ୍ତି। ପୂର୍ବରୁ ତାଙ୍କର ମୁମ୍ବଇରେ ଜଲସା, ପ୍ରତୀକ୍ଷା ସମେତ ଏକାଧିକ ବ୍ୟୟବହୁଳ ବାସଭବନ ରହିଛି। ତେବେ ନିକଟରେ ସେ ନିଜ ସଂପତ୍ତି ତାଲିକାରେ…
Read More...

ବିମାନ ଭିତରେ ବାଦୁଡି; ମଝି ଆକାଶରୁ ଫେରିଲା ଏୟାର ଇଣ୍ଡିଆ ବିମାନ

ନୂଆଦିଲ୍ଲୀ: ଏକ ଅସ୍ୱାଭାବିକ ଘଟଣାକ୍ରମରେ ଏୟାର ଇଣ୍ଡିଆର ଏକ ବିମାନ ବାଦୁଡି କାରଣରୁ ମଝି ଆକାଶରୁ ଫେରିଆସିଛି। ଗୁରୁବାର ଘଟିଛି ଏହି ଘଟଣା। ଏୟାର ଇଣ୍ଡିଆର ଏକ ବିମାନ ଧାର୍ଯ୍ୟ ସମୟ ଭୋର ୨.୨୦ରେ ନୂଆଦିଲ୍ଲୀ ବିମାନ…
Read More...

ଚାଇନା ଯୁବତୀଙ୍କ କଣ୍ଠରେ ହିନ୍ଦୀ ଗୀତ ‘ଆଁଖେଁ ଖୁଲି’

ବେଜିଂ: ନିଜର ପ୍ରିୟ ଅଭିନେତା ଅଭିନେତ୍ରୀଙ୍କ ଅଭିନୟ ବାରମ୍ବାର ଦେଖିବା, ସେମାନଙ୍କୁ ଅନୁକରଣ କରିବାକୁ ଅନେକ ଭଲ ପାଆନ୍ତି। ବିଶେଷକରି ଭାରତରେ ନିର୍ମିତ ହେଉଥିବା ଚଳଚ୍ଚିିତ୍ରଗୁଡିକ ସାରା ବିଶ୍ୱରେ ଦର୍ଶକଙ୍କର ପସନ୍ଦ…
Read More...

ଜନସନ ଆଣ୍ଡ୍‍ ଜନସନର ଗୋଟିଏ ପାନ କୋଭିଡ ଟିକାକୁ ବ୍ରିଟେନର ମଞ୍ଜୁରି

ଲଣ୍ଡନ: ଜନସନ ଆଣ୍ଡ୍‍ ଜନସନର ଗୋଟିଏ ପାନ କୋଭିଡ-୧୯ ଟିକାକୁ ବ୍ରିଟେନ ସରକାର ଶୁକ୍ରବାର ମଞ୍ଜୁରି ପ୍ରଦାନ କରିଛନ୍ତି। ଏହା ଦେଶର ମେଡିସିନ୍ସ ଆଣ୍ଡ ହେଲ୍‍ଥକେୟାର ପ୍ରଡକ୍ଟସ ରେଗୁଲେଟୋରୀ ଏଜେନ୍ସି (ଏମଏଚଆରଏ) ପକ୍ଷରୁ…
Read More...

ଡିସେମ୍ବର ସୁଦ୍ଧା ଭାରତରେ ସରିବ ଟିକାକରଣ

ନୂଆଦିଲ୍ଲୀ: ଭାରତରେ କୋଭିଡ ଟିକାକରଣ ପ୍ରକ୍ରିୟା ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଶେଷହେବ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭାଡେକର କହିଛନ୍ତି। ଏଠାରେ ଏକ ସାମ୍ବାଦିକ ସମ୍ମଳିନୀରେ ପ୍ରକାଶ କରି ସେ କହିଛନ୍ତି ଯେ ଗତ…
Read More...

ଜୁନ୍‍ ୩୦ ପର୍ଯ୍ୟନ୍ତ ଆନ୍ତର୍ଜାତିକ ଉଡାଣ ବନ୍ଦ

ନୂଆଦିଲ୍ଲୀ: କେନ୍ଦ୍ର ସରକାର କୋଭିଡର ଦ୍ୱିତୀୟ ଲହର ପରିସ୍ଥିତିରେ ଆନ୍ତର୍ଜାତିକ ବିମାନ ସେବା ଉପରେ ଜାରି କରିଥିବା କଟକଣାକୁ ଜୁନ୍‍ ୩୦ ଦାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହି ସମୟ ମଧ୍ୟରେ ଆନ୍ତର୍ଜାତିକ…
Read More...

ଗୋଟିଏ ହେଲେ ଟିକା ୧୦୦% ସୁରକ୍ଷା ଦେଇପାରିବ ନାହିଁ

ନୂଆଦିଲ୍ଲୀ: ଦେଶରେ ସଂପ୍ରତି କୋଭିଡ ମୁକାବିଲା ପାଇଁ ଦିଆଯାଉଥିବା ଗୋଟିଏ ହେଲେ ଟିକା ଶତ ପ୍ରତିଶତ ସୁରକ୍ଷା ଦେଇପାରିବ ନାହିଁ। ସେଥିପାଇଁ ବୁଷ୍ଟର ଟିକାର ଆବଶ୍ୟକତା ରହିଛି କି ନାହିଁ ତାହା ଉପରେ ଅନୁଧ୍ୟାନ…
Read More...

ସମ୍ଭାବ୍ୟ ତୃତୀୟ ଲହର ପାଇଁ ଦିଲ୍ଲୀ ସରକାରଙ୍କ ପ୍ରସ୍ତୁତି

ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ର ତୃତୀୟ ଲହର ବ୍ୟାପିବା ସମ୍ଭାବନା ରହିଥିବା ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ କରାଇବା ପରେ ଦିଲ୍ଲୀ ସରକାର ସେଥିପାଇଁ ଆଗୁଆ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏହି ପରିସ୍ଥିତିର…
Read More...

ରାଜ୍ୟରେ ପୁଣି ବଢିଲା ସଂକ୍ରମଣ; ଦିନକରେ ୭୨୧୬ ଚିହ୍ନଟ; କଟକରୁ ସର୍ବାଧିକ ୧୦୯୧

ଭୁବନେଶ୍ୱର: ଗୋଟିଏ ଦିନ ରାଜ୍ୟରେ ସଂକ୍ରମଣ ସ୍ତର ସାମାନ୍ୟ ହ୍ରାସପାଇ ଆଶ୍ୱସ୍ତି ଆଣିଦେଇଥିବାବେଳେ ଗତକାଲି ତାହା ପୁଣି ଉପରମୁହାଁ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୨୧୬ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ…
Read More...

ଜୁନ୍‍ ଦ୍ୱିିତୀୟ ସପ୍ତାହରୁ ମିଳିବ ସ୍ପୁଟନିକ ଟିକା

ନୂଆଦିଲ୍ଲୀ: ଭାରତରେ କୋଭିଡ ମୁକାବିଲା ପାଇଁ ଅନୁମୋଦନ ଲାଭ କରିଥିବା ତୃତୀୟ ଟିକା ସ୍ପୁଟନିକ ଭି ଜୁନ୍‍ ଦ୍ୱିତୀୟ ସପ୍ତାହରୁ ଉପଲବ୍ଧ ହେବ। ଦେଶର ବିଭିନ୍ନ ସ୍ଥାନରେ ଥିବା ଆପୋଲୋ ହସପିଟାଲଗୁଡିକରେ ଏହି ଟିକା ମିଳିବ…
Read More...

ସଞ୍ଜୟ ଦତ୍ତଙ୍କୁ ୟୁଏଇର ଗୋଲ୍ଡେନ ଭିସା

ମୁମ୍ବଇ: ସଂଯୁକ୍ତ ଆରବ ଏମିରେଟ୍ସ କର୍ତ୍ତୃପକ୍ଷ ଅଭିନେତା ସଞ୍ଜୟ ଦତ୍ତଙ୍କୁ ଗୋଲ୍ଡେନ ଭିସା ପ୍ରଦାନ କରିଛନ୍ତି। ୟୁଏଇର ଜିଡିଆରଏଫଏ, ଦୁବାଇ ମହାନିର୍ଦ୍ଦେଶକ ମେଜର ଜେନେରାଲ ମହମ୍ମଦ ଅଲ୍‍ ମାରି ସଞ୍ଜଙ୍କୁ ଏହି ଭିସା…
Read More...

କୋଭିଡ-୧୯ ଉତ୍ପତ୍ତିର ଗୋଇନ୍ଦା ରିପୋର୍ଟ ମାଗିଲେ ବାଇଡେନ

ୱାଶିଂଟନ: ବିଶ୍ୱରେ ଆତଙ୍କ ଖେଳାଇ ଦେଇଥିବା କୋଭିଡ-୧୯ ମହାମାରୀ ଭୂତାଣୁର ଉତ୍ପତ୍ତି କେଉଁଠାରୁ ହୋଇଛି। ଏହା ଚୀନର ପଶୁଙ୍କ ଶରୀରରୁ ଆସିଛି, ଅଥବା ସେହି ଦେଶର ଉହାନଠାରେ ଥିବା ଗବେଷଣାଗାରରୁ ଏହା ଆସିଛି, ସେ…
Read More...

ଡକାୟତି ଯୋଜନା ବେଳେ ୩ ଡକାୟତ ଗିରଫ, ଦୁଇ ଫେରାର

ଗୋପାଳପୁର: ଗୋଳନ୍ଥରା ଥାନା ପୁୁୁୁଲିସକୁ ମିଳିଛି ଏକ ବଡ ସଫଳତା। ମଙ୍ଗଳବାର ରାତିରେ ଟାମଣା ଘାଟି ଅଞ୍ଚଳରେ ଡକାୟତି ଯୋଜନା କରିବା ନିମନ୍ତେ ପ୍ରସ୍ତୁତି ଚଳାଇଥିବା ଏକ ଗ୍ୟାଙ୍ଗକୁ ପୁଲିସ ଧରିବାରେ ସଫଳ ହେବା ସହ…
Read More...

ସମାଜସେବୀ ଇଂ ଅମରେନ୍ଦ୍ର କୁମାର ଦାସଙ୍କ ପରଲୋକ

ଖଇରା: ପରଲୋକରେ ସମାଜସେବୀ ଇଂ ଅମରେନ୍ଦ୍ର କୁମାର ଦାସ । ୯୨ବର୍ଷ ବୟସରେ ଗଣ୍ଡିବେଡ଼ସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଛି। ସେ ସାରା ଜୀବନ ସମାଜ ସେଵା ସହିତ ଲୋକସେବକ ମଣ୍ଡଳ ଓ ଦୈନିକ 'ସମାଜ 'ପାଇଁ ନିଜକୁ ସର୍ମପିତ…
Read More...

ତୁରୁମୁଙ୍ଗା ବୈତରଣୀ ପୋଲ ଉପରେ ୬ ଫୁଟ ଉଚ୍ଚର ବନ୍ୟା ଜଳ

https://youtu.be/Z5G6R76ZORc ପାଟଣା: ବାତ୍ୟା ୟାସ ପ୍ରଭାବରେ କେନ୍ଦୁଝର ଜିଲ୍ଲାର ରେକର୍ଡ ପରିମାଣର ବର୍ଷା ହୋଇଥିବା ବେଳେ ମାତ୍ର ୧୨ ଘଣ୍ଟା ଅବିଶ୍ରାନ୍ତ ବର୍ଷାରେ ପାଟଣା ବ୍ଲକର ୪୯ ନମ୍ବର ଜାତୀୟ ରାଜପଥ…
Read More...

ରାଜ୍ୟରେ ଦିନକରେ ୬୭୩୬ ନୂଆ ସଂକ୍ରମିତ ଚିହ୍ନଟ; ଅନୁଗୁଳରୁ ସର୍ବାଧିକ ୭୮୮

ଭୁବନେଶ୍ୱର: ଓଡ଼ିଶାବାସୀଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର। ରାଜ୍ୟରେ ଗତ କିଛିଦିନ ଧରି ୧୦ହଜାର ଉପରେ ରହୁଥିବା ଦୈନିକ କରୋନା ସଂକ୍ରମଣ ସ୍ତର ଗତ ୨୪ ଘଣ୍ଟା ମଧ୍ୟରେ ୬୭୩୬କୁ ହ୍ରାସପାଇଛି। ସବୁଠାରୁ ବଡ କଥା ହେଉଛି…
Read More...

ଆତଙ୍କବାଦକୁ କୂଟନୀତି ଭାବରେ ଗ୍ରହଣ କରିପାରିବୁ ନାହିଁ: ଜୟଶଙ୍କର

ନ୍ୟୁୟର୍କ: ଭାରତ ଆତଙ୍କବାଦକୁ ଗ୍ରହଣ କରିବ ନାହିଁ କିମ୍ବା ଏହା ଏହାକୁ କୂଟନୀତି, ଅନ୍ୟ କିଛି ପ୍ରକାରର ରାଷ୍ଟ୍ରନୀତି ଆକାରରେ ଗ୍ରହଣ କରିବ ନାହିଁ ବୋଲି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ସ୍ପଷ୍ଟ…
Read More...

ଭୁବନେଶ୍ୱର ଓ କୋଲକାତା ବିମାନ ବନ୍ଦରରୁ ଉଡାଣ ଆରମ୍ଭ

ଭୁବନେଶ୍ୱର/କୋଲକାତା: ଅତି ଭୀଷଣ ବାତ୍ୟା ୟସ୍‍ କାରଣରୁ ଭୁବନେଶ୍ୱର ଓ କୋଲକାତା ବିମାନ ବନ୍ଦରରୁ ବିମାନ ଉଡାଣ ସାମୟିକ ଭାବେ ବନ୍ଦ ରଖାଯାଇଥିବାବେଳେ ତାହା ପୁଣି ଆରମ୍ଭ ହୋଇଛି। ବାତ୍ୟା ଉପକୂଳ ଅତିକ୍ରମ କରି ଝାଡଖଣ୍ଡ…
Read More...

ଡୋମିନାକାରେ ଧରାପଡିଲେ ପଳାତକ ବ୍ୟବସାୟୀ ମେହୁଲ ଚୋକ୍ଷି

ନୂଆଦିଲ୍ଲୀ: ଆଣ୍ଟିଗୁଆରୁ ନିଖୋଜ ହୋଇଯାଇଥିବା ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ଷି ଡୋମିନିକାରେ ଧରାପଡିଛନ୍ତି। ପରେ ତାଙ୍କୁ ଆଣ୍ଟିଗୁଆ ପୁଲିସକୁ ହସ୍ତାନ୍ତର କରାଯାଇଛି। ଚଳିତ ମାସ ୨୩ ତାରିଖରେ ଚୋକ୍ଷି…
Read More...

ଆଇଆଇଏମ୍‍ ସମ୍ବଲପୁରର ରେକର୍ଡ ପ୍ଲେସମେଣ୍ଟ

ସମ୍ବଲପୁର: ଆଇଆଇଏମ୍‍ ସମ୍ବଲପୁରକୁ ଚଳିତ ନିଯୁକ୍ତି ଋତୁରେ ୧୪୦ ପାଖାପାଖି କମ୍ପାନୀ ଆସିଛନ୍ତି ଏବଂ ସେମାନଙ୍କ ମଧ୍ୟରେ ପ୍ରମୁଖ ଅଂଶଗ୍ରହଣକାରୀ ଏବଂ ନିଯୁକ୍ତିଦାତା ହେଉଛନ୍ତି ନିଲସେନ୍‍, ରିଲାଏନ୍ସ ରିଟେଲ, ରାମ୍‍କୋ…
Read More...

ଭାରତୀୟ ଔଷଧ କ୍ଷେତ୍ରର ଦ୍ରୁତ ଅଭିବୃଦ୍ଧି

ଅହମଦାବାଦ,୨୫ା୫: ବିଶ୍ୱରେ କୋଭିଡ-୧୯ ମହାମାରୀକୁ ବାଦ୍‍ଦେଲେ ଅନ୍ୟାନ୍ୟ ରୋଗ ଚିକିତ୍ସା କ୍ଷେତ୍ରରେ ଔଷଧ ଓ ଆନୁଷଙ୍ଗିକ କ୍ଷେତ୍ରରେ ଭାରତ ସମେତ ଚୀନ, ବ୍ରାଜିଲ, ରୁଷିଆ ଆଦି ରାଷ୍ଟ୍ର ନେତୃତ୍ୱ ନେବେ ବୋଲି ଏକ ଆକଳନରେ…
Read More...

ଆଜି ବୁଦ୍ଧ ପୂର୍ଣ୍ଣମୀ, ସଂପୂର୍ଣ୍ଣ ଚନ୍ଦ୍ରଗ୍ରହଣ

କଟକ: ଆଜି ବୈଶାଖ ମାସ ପୂର୍ଣ୍ଣମୀ। ଏହା ମଧ୍ୟ ବୁଦ୍ଧ ପୂର୍ଣ୍ଣମୀ ଭାବରେ ପରିଚିତ। ଏହି ଦିନ ଭଗବାନ ବୁଦ୍ଧଙ୍କର ଧରାବତରଣ ହୋଇଥିଲା। ଏହିଦିନ ପୃଥିବୀ ଓ ଜଳ ତତ୍ୱକୁ ସଂପୂର୍ଣ୍ଣ ଭାବରେ ପ୍ରଭାବିତ କରିଥାଏ ଚନ୍ଦ୍ର।…
Read More...

ଚିଲିକାକୂଳ ତିନିଟି ଗାଁରେ ପଶିଲା ସମୁଦ୍ର ପାଣି; ବାତ୍ୟା ପ୍ରଭାବରେ ଭାଙ୍ଗିଲା ସୁରକ୍ଷା ପ୍ରାଚୀରର କିଛି ଅଂଶ

ପୁରୀ: ଅତି ଭୀଷଣ ବାତ୍ୟା ୟସ୍‍ ପ୍ରଭାବରେ ଅଶାନ୍ତ ହୋଇପଡିଛି ବଙ୍ଗୋପସାଗର। ସମୁଦ୍ରରେ ଉଚ୍ଚ ଜୁଆର ଉଠିବା ସହିତ ତାହା କୂଳ ଲଂଘିବାରେ ଲାଗିଛି। ଏହାର ପ୍ରଭାବରେ ଚିଲିକା କୂଳରେ ଥିବା ସୁରକ୍ଷା ପ୍ରାଚୀରର କିଛି ଅଂଶ…
Read More...

ୟସ୍‍ର ସ୍ଥଳଭାଗ ଅତିକ୍ରମ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର: ଅତି ଭୀଷଣ ବାତ୍ୟା ୟସ୍‍ର ସ୍ଥଳଭାଗ ଅତିକ୍ରମ କରିବା ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ବୁଧବାର ସକାଳ ୯ଟା ପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ଏହା ପ୍ରାୟ ତିନିଘଣ୍ଟା ଧରି ଚାଲିବ। ଏହି ସମୟରେ ପବନର ବେଗ…
Read More...

ଓଡ଼ିଶାରେ ଦିନକରେ ନୂଆ ୧୧୬୨୩ ସଂକ୍ରମିତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୨୦୨୧

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୧୧୬୨୩ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୬୫୦୯ ଏବଂ ସ୍ଥାନୀୟ ସଂକ୍ରମିତ ୫୧୧୪ ଜଣ ରହିଛନ୍ତି। ଦିନକରେ ଚିହ୍ନଟ ହୋଇଥିବା କରୋନା…
Read More...

ଆଗାମୀ କିଛି ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର: ଅତି ଭୀଷଣ ବାତ୍ୟାରେ ପରିଣତ ହୋଇସାରିଥିବା ୟସ୍‍ ଉପକୂଳର ଯେତିକି ନିକଟବର୍ତ୍ତୀ ହେବାରେ ଲାଗିଛି, ଉପକୂଳବର୍ତ୍ତୀ ଜିଲାଗୁଡିକରେ ବର୍ଷା ପରିମାଣ ଏବଂ ପବନର ବେଗ ଅନୁରୂପ ଭାବେ ବୃଦ୍ଧିପାଇବାରେ ଲାଗିଛି।…
Read More...

ଜାତିସଂଘ ମହାସଚିବଙ୍କୁ ଭେଟିଲେ ଜୟଶଙ୍କର; ଟିକା ପ୍ରସଙ୍ଗରେ ହେଲା ଆଲୋଚନା

ଜାତିସଂଘ: ଭାରତର ବୈଦେଶିକ ମନ୍ତ୍ରୀ ଡ.ଏସ ଜୟଶଙ୍କର ମଙ୍ଗଳବାର ଦିନ ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ୍‍ଙ୍କୁ ସାକ୍ଷାତ କରି ତାଙ୍କ ସହିତ କୋଭିଡ-୧୯ ମହାମାରୀ ଦ୍ୱାରା ସୃଷ୍ଟି ହୋଇଥିବା ଆହ୍ୱାନମୂଳକ ପରିସ୍ଥିତି…
Read More...

ମଇ ୨୫ ସୁଦ୍ଧା ଦେଶରେ ୨୦ କୋଟିରୁ ଅଧିକ ପାନ ଟିକାକରଣ

ନୂଆଦିଲ୍ଲୀ: ଦେଶରେ ଚଳିତ ମାସ ୨୫ ତାରିଖ ସୁଦ୍ଧା ୨୦ କୋଟିରୁ ଅଧିକ ପାନ ଟିକାକରଣ କରାଯାଇସାରିଛି। ଏହି ସମୟ ମଧ୍ୟରେ ମୋଟ ୨୦ କୋଟି ୪ ଲକ୍ଷ ୯୪ ହଜାର ୯୯୧ ପାନ କୋଭିଡ ଟିକା ଦିଆଯାଇସାରିଛି। ଇତିମଧ୍ୟରେ ଦେଶରେ ଦୈନିକ…
Read More...

ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ କରୋନା ସଂକ୍ରମିତ; ହସପିଟାଲରେ ଭର୍ତ୍ତି

କୋଲକାତା: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି। ୭୭ ବର୍ଷ ବୟସ୍କ ସିପିଆଇ (ଏମ) ନେତା ଗତ…
Read More...

୧୦ଟାରୁ ୧୧ଟା ସୁଦ୍ଧା ବାସୁଦେବପୁର-ବାହାନଗା ମଧ୍ୟରେ ୟସ୍‍ ସ୍ଥଳଭାଗ ଅତିକ୍ରମ କରିବା ପ୍ରକ୍ରିୟା ଆରମ୍ଭ ହେବ

ଭୁବନେଶ୍ୱର: ଅତି ଭୀଷଣ ବାତ୍ୟା ୟସ୍‍ ସ୍ଥଳଭାଗ ଛୁଇଁବା ପ୍ରକ୍ର୍ରିୟା ସାମାନ୍ୟ ବିଳମ୍ବିତ ହେବ। ଏହା ସଂପ୍ରତି ଘଣ୍ଟା ପ୍ରତି ୧୫ କିଲୋମିଟର ବେଗରେ ଭୂଭାଗ ଆଡକୁ ଅଗ୍ରସର ହେଉଛି। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ…
Read More...

ଡିଜିଟାଲ ଲାଇଫଲାଇନ ଉପଲବ୍ଧ କରାଉଛି ଜିଓଫାଇବର

ଭୁବନେଶ୍ୱର: ସାଂପ୍ରତିକ ମହାମାରୀ ସମୟରେ ଅନ୍‍ଲାଇନ ପାଠପଢା ପାଇଁ ଛାତ୍ରଛାତ୍ରୀ ଓ ଶିକ୍ଷକ ହୁଅନ୍ତୁ, ଅଥବା ଘରେଥାଇ କାମ କରୁଥିବା (ୱାର୍କ ଫ୍ରମ ହୋମ୍‍) ବୃତ୍ତିଧାରୀ, କିମ୍ବା କ୍ଷୁଦ୍ର ବ୍ୟବସାୟୀ ଏବଂ ଉଦ୍ୟୋଗୀ…
Read More...

ଫେସବୁକ୍ ପକ୍ଷରୁ ଭାରତରେ କୋଭିଡ-୧୯ ସୂଚନା ବ୍ୟବସ୍ଥାର ବିସ୍ତାର

ନୂଆଦିଲ୍ଲୀ: ଫେସବୁକ୍ ଭାରତରେ କୋଭିଡ୍-୧୯ ସମ୍ପର୍କିତ ସୂଚନା ପ୍ରଦାନକୁ ବିସ୍ତାର କରିଛି। ଅତ୍ୟାବଶ୍ୟକୀୟ କୋଭିଡ୍-୧୯ ସମ୍ବନ୍ଧିତ ତାଜା ସୂଚନାଗୁଡିକୁ  ନିଜ ସମୁଦାୟ ସହିତ ଆଦାନପ୍ରଦାନ କରିବା ପାଇଁ ରାଜ୍ୟ ଓ…
Read More...

ବିରଳ ଆଣ୍ଠୁ ସ୍ଥାନାନ୍ତରଣ ଅସ୍ତ୍ରୋପଚାର ପରେ ୧୮ ବର୍ଷ କିଶୋରଙ୍କୁ ମିଳିଲା ନୂଆ ଜୀବନ

ଭୁବନେଶ୍ୱର : କ୍ରୀଡା ଆଘାତ ଓ ପୁନର୍ବାସ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଉତ୍କଳ ହସ୍ପିଟାଲର ଅର୍ଥୋପେଡିକ ଡାକ୍ତର ଓ ଅନ୍ୟମାନଙ୍କ ଏକ ଟିମ୍ ଏକ ବିରଳ ଅସ୍ତ୍ରୋପଚାର ମାଧ୍ୟମରେ ଜଣେ ୧୮ ବର୍ଷ ବୟସ୍କ…
Read More...

ଆଶାର ସଂଚାର କରୁଛି ଡିଆରଡିଓର କୋଭିଡ ଚିକିତ୍ସା ଔଷଧ

ଦେଶରେ କୋଭିଡ-୧୯ ମହାମାରୀକୁ ନେଇ ହା ହାକାର ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ କୋଭିଡ ରୋଗୀଙ୍କ ଚିକିିତ୍ସା ପାଇଁ ଡିଆରଡିଓରଏକ ଅଗ୍ରଣୀ ଲାବୋରେଟୋରୀ ଇନଷ୍ଟିଚ୍ୟୁଟ ଅଫ ନ୍ୟୁକ୍ଲିୟର ମେଡିସିନ ଆଣ୍ଡ ଆଲାଏଡ ସାଇନ୍ସେସ…
Read More...

ଗତ ୨୪ ଘଣ୍ଟାରେ ୧,୯୬,୪୨୭ କରୋନା ସଂକ୍ରମିତ; ଦିନକରେ ୩୫୧୧ ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦୀର୍ଘ ଏକମାସ ମଧ୍ୟରେ ଦେଶରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ୨ ଲକ୍ଷ ତଳକୁ ଖସିଛି। କଡାକଡି ତାଲାବନ୍ଦ ସହିତ ସଂକ୍ରମିତଙ୍କୁ ଚିହ୍ନଟ ଓ ନମୁନା ପରୀକ୍ଷାକୁ ବ୍ୟାପକ କରାଯିବା ତଥା ଟିକାକରଣରୁ ସୁଫଳ…
Read More...

ବର୍ନାର୍ଡ ଆର୍ନଲ୍ଟ ବିଶ୍ୱର ସବୁଠୁ ଧନୀ, ଜେଫ୍‍ ବେଜୋସଙ୍କୁ ପଛରେ ପକାଇଲେ

ନ୍ୟୁୟର୍କ: ଲୁଇ ଭିଟନ୍‍ ମାଲିକ ବର୍ନାର୍ଡ ଆର୍ନଲ୍ଟ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଭାବରେ ଉଭା ହୋଇଛନ୍ତି। ବିଶ୍ୱର ସବୁଠରୁ ଅଗ୍ରଣୀ ଫାଶନ ଲକଜୁରୀ ଉତ୍ପାଦ କମ୍ପାନୀ ଭିଟନ ମୋଏଟ ହେନେସି (ଏଲଭିଏମଏଚ)ର ମାଲିକା…
Read More...

ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ସି ନିଖୋଜ

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଅର୍ଥ ଜାଲିଆତି ମାମଲାରେ ଅନ୍ୟଦମ ଅଭିଯୁକ୍ତ ହୀରା ବ୍ୟବସାୟୀ ମେହୁଲ ଚୋକ୍ସି ଆଣ୍ଟିଗୁଆରୁ ନିଖୋଜ ହୋଇଯାଇଛନ୍ତି। ତାଙ୍କୁ ଖୋଜିବାକୁ ଆଣ୍ଟିଗୁଆ ପୁଲିସ ପକ୍ଷରୁ ବ୍ୟାପକ ତଲାସି…
Read More...

ରାଜ୍ୟରେ ଦିନକରେ ୩୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ; ଖୋର୍ଦ୍ଧାରୁ ସର୍ବାଧିକ ୭ ମୃତ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ପ୍ରାୟତଃ ସ୍ଥିର ରହୁଥିବାବେଳେ ଦିନକୁ ଦିନ କରୋନା ଜନିତ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି। ଗତକାଲି ଗୋଟିଏ ଦିନରେ ୩୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏହା ଏପର୍ଯ୍ୟନ୍ତ…
Read More...

ବିବାହ ଭୋଜି ରୋକିଲା ପ୍ରଶାସନ : ଦଶ ହଜାର ଜରିମାନା

ଲକ୍ଷ୍ମୀପୁର, ୨୪।୫(ନି.ପ୍ର) - କୋଭିଡ କଟକଣା ନମାନି ଚାଲିଥିବା ଏକ ବିବାହ ଭୋଜି ଉପରେ ଚଢାଉ କରି ପ୍ରଶାସନ ପକ୍ଷରୁ ୧୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। କରୋନା କଟକଣାକୁ ନମାନି ଲକ୍ଷ୍ମୀପୁର ବ୍ଲକର ବୁର୍ଜା…
Read More...

ଜୁନ୍‍ ୧ ପରେ ହୀରାକୁଦ ଛାଡିବ ପାଣି; ୧୩ଟି ମହାନଦୀ କୂଳ ଜିଲାକୁ ସତର୍କ ସୂଚନା ଜାରି

ଭୁବନେଶ୍ୱର: ଅତି ଭୀଷଣ ବାତ୍ୟା ୟାସ୍‍ ପ୍ରଭାବରେ ରାଜ୍ୟର ଅଧିକାଂଶ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଥିବାରୁ ହୀରାକୁଦ ଡ୍ୟାମରୁ ଜୁନ୍‍ ୧ ତାରିଖ ପରେ ପାଣି ଛଡାଯିବା ସମ୍ଭାବନା ରହିଛି। ପାଣିପାଗ…
Read More...

ରାଜ୍ୟରେ ଦିନକରେ ୧୦୯୩୯ ନୂଆ କରୋନା ସଂକ୍ରମିତ; ଖୋର୍ଦ୍ଧାରୁ ସର୍ବାଧିକ ୧୨୯୮ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୯୩୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୬୧୭୮ ଏବଂ ସ୍ଥାନୀୟ ସଂକ୍ରମିତ ୪୭୬୧ ଜଣ ରହିଛନ୍ତି। ରାଜ୍ୟରେ ଗୋଟିଏ ଦିନରେ ଚିହ୍ନଟ…
Read More...

ସିଲେରୁ ନଦୀରେ ଡ଼ଙ୍ଗା ବୁଡ଼ି ଜଣେ ମୃତ, ୩ ଉଦ୍ଧାର : ୭ ନିଖୋଜ

ଚିତ୍ରକୋଣ୍ଡା: ଗତ କାଲି ରାତିରେ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସିଲେରୁ ନଦୀରେ ଦୁଇଟି ଦେଶୀ ଡଙ୍ଗା ବୁଡିଯିବାରୁ ଜଣେ ଶିଶୁର ମୃତ୍ୟୁ ଘଟିଛି। ନଦୀ ଗର୍ଭରୁ ୩ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଆଉ ୭ ଜଣ…
Read More...

ମାଡିଆସୁଛି ଅତି ଭୟଙ୍କର ବାତ୍ୟା ୟାସ୍‍; ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ସ୍ଥାନାନ୍ତର କାର୍ଯ୍ୟ

ଭୁବନେଶ୍ୱର: ବଙ୍ଗୋସାଗରରେ ସୃଷ୍ଟି ହୋଇଥିବା ଭୟଙ୍କର ବାତ୍ୟା ‘ୟାସ୍‍’ ଉପକୂଳ ଆଡକୁ ଅଗ୍ରସର ହେଉଛି। ଘଣ୍ଟାକୁ ଏହା ୯ କିଲୋମିଟର ବେଗରେ ଉପକୂଳମୁହାଁ ଗତି କରୁଛି ।  ବାତ୍ୟା ସମୟରେ ଧନ ଜୀବନ ସୁରକ୍ଷିତ ରଖିବାକୁ…
Read More...

ବାତ୍ୟା ରୂପ ନେଲା ୟାସ୍‍; ପାରାଦୀପଠାରୁ ୫୪୦ କିଲୋମିଟର ଦୂରରେ ରହିଛି

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତ ରୂପ ନେବାପରେ ବାତ୍ୟାରେ ପରିଣତ ହୋଇଛି। ସୋମବାର ସକାଳ ୫.୩ରେ ୟାସ୍‍ ବାତ୍ୟା ରୂପ ନେଇସାରିଛି। ଗତ ୬ ଘଣ୍ଟା ମଧ୍ୟରେ ଏହା ସମୁଦ୍ର ମଧ୍ୟରେ ଗତି ନକରି…
Read More...

ବାତ୍ୟା ପାଇଁ ଦଶଟି ଜିଲାରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲିବା ସମୟ ବୃଦ୍ଧି

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ୟାସ୍‍ର ପ୍ରଭାବ ପଡିବା ପୂର୍ବରୁ ଓଡ଼ିଶାର ଦଶଟି ଜିଲାର ଜନସାଧାରଣଙ୍କ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ଖରିଦ କରିବାକୁ ରାଜ୍ୟ ସରକାର ଅଧିକ ସମୟ ପ୍ରଦାନ କରିଛନ୍ତି।…
Read More...

ଜଳବାୟୁ ପରିବର୍ତ୍ତନ ରୋକିବା ପ୍ରୟାସ: ପୋପଙ୍କ ପାଇଁ ନୂଆ ବିଦ୍ୟୁତଚାଳିତ ଗାଡି

ଭାଟିକାନ ସିଟି: ଜଳବାୟୁ ପରିବର୍ତ୍ତନ ରୋକିବା ସପକ୍ଷରେ ସବୁ ସମୟରେ ଯୁକ୍ତି ଦର୍ଶାଇ ଆସୁଛନ୍ତି ପୋପ୍‍ ଫ୍ରାନସିସ୍‍। ସେଥିପାଇଁ ସେ ବିଶ୍ୱରେ ପେଟ୍ରୋଲିୟମ ଇନ୍ଧନରେ ଚାଲୁଥିବା ଯାନବାହନ ପରିବର୍ତ୍ତନ କରିବାକୁ…
Read More...

ଚୀନରେ ପ୍ରତିକୂଳ ପାଗ ଯୋଗୁ ୨୧ ଧାବକ ମୃତ

ବେଜିଂ: ଚୀନରେ ଏକ କ୍ରସ କଂଟ୍ରି ମାଉଣ୍ଟେନ ରେସରେ ଅଂଶଗ୍ରହଣ କରିଥିବା ଧାବକଙ୍କ ମଧ୍ୟରୁ ୨୧ ଜଣ ଭୀଷଣ କୁଆପଥର ମାଡ, ବର୍ଷା, ଅତ୍ୟନ୍ତ ଥଣ୍ଡାପାଗ ଏବଂ ଜୋର୍‍ରେ ପବନ ବହିବା ଭଳି ପ୍ରତିକୂଳ ପାଗ ପରିସ୍ଥିତି କାରଣରୁ…
Read More...

ପ୍ଲାଷ୍ଟିକ ବୋତଲ ସାହାଯ୍ୟରେ ସମୁଦ୍ର ପହଁରି ସ୍ପେନ ପହଞ୍ଚିଲା ମରକ୍କୋ ବାଳକ

ଋାବା/ମାଦ୍ରିଦ: ନିଜ ଦେହସାରା ପ୍ଲାଷ୍ଟିକ ବୋତଲ ବାନ୍ଧି ତାହା ସାହାଯ୍ୟରେ ସମୁଦ୍ରରେ ପହଁରି ପହଁରି ସ୍ପେନ ସୀମାନ୍ତରେ ପହଞ୍ଚିଥିବା ମରକ୍କୋର ଜଣେ ବାଳକର ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ଓ ଚର୍ଚ୍ଚିତ…
Read More...