ସୁସ୍ଥ ଜୀବନଶୈଳୀ ବଞ୍ଚିବାରେ ସାହାଯ୍ୟ କରେ ଆଲମଣ୍ଡ

ନୂଆଦିଲ୍ଲୀ : କୋଭିଡ-୧୯ ମହାମାରୀ ମଧ୍ୟରେ ସମଗ୍ର ବିଶ୍ୱର ଲୋକ, ବିଶେଷ କରି ଭାରତର ଲୋକମାନେ ନୂଆ ସ୍ୱାଭାବିକତାକୁ ନେଇ ବଞ୍ଚୁଥିବାବେଳେ ସେମାନଙ୍କ ପାଇଁ ସ୍ୱାସ୍ଥ୍ୟଗତ ନିରାପତ୍ତା ପ୍ରଥମ ସ୍ଥାନ ନେଉଛି । ବିଶେଷକରି…
Read More...

ଉତ୍ତରପ୍ରଦେଶ ଧର୍ମାନ୍ତିକରଣ ସହିତ ଜାକିର ନାଏକ ସଂପୃକ୍ତ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶରେ ଧର୍ମ ପରିବର୍ତ୍ତନ ଘଟଣାରେ ଜାକିର ନାଏକ ସଂପୃକ୍ତ ଥିବା ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଇସଲାମିକ ଦାୱାହ ସେଣ୍ଟର ଏ କ୍ଷେତ୍ରରେ ନାଏକଙ୍କ ସହଯୋଗୀ ସହିତ ଯୋଗାଯୋଗରେ ରହିଥିଲା ।…
Read More...

ହାଫିଜ ସଇଦ ଘର ନିକଟରେ ବଡଧରଣର ବିସ୍ଫୋରଣ; ୨ ମୃତ, ୧୬ ଗୁରୁତର

ଲାହୋର: କୁଖ୍ୟାତ ଆତଙ୍କବାଦୀ ହାଫିଜ ସୟିଦର ଏଠାରେ ଥିବା ବାସଭବନ ନିକଟରେ ବୁଧବାର ବଡଧରଣର ବିସ୍ଫୋରଣ ଘଟିଛି । ଏଥିରେ ୨ ଜଣ ପ୍ରାଣ ହରାଇଛନ୍ତି ଏବଂ ୧୬ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ବିସ୍ଫୋରଣ ପରେ ଉଦ୍ଧାରକାରୀ…
Read More...

ମାଲ୍ୟା, ମୋଦି ଓ ଚୋକ୍ସିଙ୍କର ୧୮,୧୭୦ କୋଟି ସମ୍ପତ୍ତି ଜବତ କରିଛି ଇଡି

ନୂଆଦିଲ୍ଲୀ: ଭାରତରେ ବିପୁଳ ଅର୍ଥ ଠକେଇ କରି ବିଦେଶକୁ ପଳାଇ ଯାଇଥିବା ବିଜୟ ମାଲ୍ୟା, ନିରବ ମୋଦି ଏବଂ ମେହୁଲ ଚୋକ୍ସିଙ୍କର ଏପର୍ଯ୍ୟନ୍ତ ମୋଟ ୧୮,୧୭୦.୦୨ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ…
Read More...

ତାଜିକିସ୍ତାନ ସୀମାନ୍ତ ମୁଖ୍ୟ ପଥକୁ ଦଖଲ କଲା ତାଲିବାନ

କାବୁଲ: ଆଫଗାନିସ୍ତାନ ଓ ତାଜିକିସ୍ତାନ ମଧ୍ୟରେ ଥିବା ମୁଖ୍ୟ ଯାତାୟତ ପଥ ଶାର୍‍ ଖାନ ବନ୍ଦରକୁ ତାଲିବାନ ଆତଙ୍କବାଦୀମାନେ ନିଜ ଦଖଲକୁ ନେଇଛନ୍ତି। ଆଫଗାନ ସେନାର ଜଣେ ଅଧିକାରୀ କହିଛନ୍ତି ଯେ ତାଲିବାନ ଆତଙ୍କମାନେ ଦେଶର…
Read More...

ଭାରତର ଚିନ୍ତା ବଢିଲା; ସମୁଦାୟ ଏଲଏସିରେ ଚାଇନା ମୁତୟନ କରିଛି ଏସ-୪୦୦ ବ୍ୟବସ୍ଥା

ନୂଆଦିଲ୍ଲୀ: ଲଦାଖ ଏବଂ ଅରୁଣାଚଳପ୍ରଦେଶ ସୀମାନ୍ତରେ ଚାଇନାର ପିପୁଲ୍ସ ଲିବରେସନ ଆର୍ମି (ପିଏଲଏ) ଏସ-୪୦୦ ବିମାନ ବିଧ୍ୱଂସୀ ବ୍ୟବସ୍ଥା ମୁତୟନ କରିଛି। ଏହାକୁ ନେଇ ଭାରତର ଚିନ୍ତା ବଢିଯାଇଛି। ଭାରତର ଚିଫ୍‍ ଅଫ ଡିଫେନ୍ସ…
Read More...

ଆସନ୍ତା ସପ୍ତାହରେ ଅଗ୍ନି ପ୍ରାଇମ୍‍ କ୍ଷେପଣାସ୍ତ୍ର ପରୀକ୍ଷା

ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ସଂଗଠନ (ଡିଆରଡିଓ) ପକ୍ଷରୁ ଆସନ୍ତା ସପ୍ତାହରେ ଅଗ୍ନି ପ୍ରାଇମ୍‍ କ୍ଷେପଣାସ୍ତ୍ର ପରୀକ୍ଷା ପାଇଁ ପଦକ୍ଷେପ ନିଆଯାଉଛି। କୋଭିଡ-୧୯ର ଦ୍ୱିତୀୟ ଲହର ସମୟରେ…
Read More...

ସେପ୍ଟେମ୍ବରରୁ ୨ ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇଁ ମିଳିବ କୋଭାକ୍ସିନ ଟିକା

ନୂଆଦିଲ୍ଲୀ: ଦେଶରେ କୋଭିଡ ଟିକାକରଣ ଅଭିଯାନକୁ ବ୍ୟାପକ କରାଯାଇଥିବାବେଳେ ପିଲାଙ୍କ ପାଇଁ କୋଭିଡ ଟିକା ସେପ୍ଟେମ୍ବର ସୁଦ୍ଧା ଉପଲବ୍ଧ ହେବା ଆଶା କରାଯାଉଛି। ଭାରତ ବାୟୋଟେକ୍‍ ପକ୍ଷରୁ ପିଲାଙ୍କ ପାଇଁ କୋଭାକ୍ସିନ ଟିକା…
Read More...

ଭାରତର ସର୍ବାଧିକ ଧନାଢ୍ୟଙ୍କ ସମ୍ପତ୍ତି ୪.୪% କମିଛି ; ୨୦୨୦ରେ ଅମ୍ବାନିଙ୍କ ଆୟ ଘଣ୍ଟାକୁ ୯୦ କୋଟି ଥିଲା

ମୁମ୍ବଇ: ଭାରତର ସବୁଠାରୁ ଧନୀ ବ୍ୟକ୍ତିମାନଙ୍କର ମୋଟ ସଂପତ୍ତି ପରିମାଣ ୨୦୨୦ରେ ୪.୪% ହ୍ରାସପାଇଛି। ଏହା ପୂର୍ବବର୍ଷ ତୁଳନାରେ ୪.୪% ହ୍ରାସପାଇ ୧୨.୮୩ ଟ୍ରିଲିଅନ ଡଲାର ହୋଇଥିବା ଜଣାଯାଇଛି। ମୁକେଶ ଅମ୍ବାନି, ଗୌତମ…
Read More...

ଚାଇନା ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟ ୱେବସାଇଟ୍‍ ହ୍ୟାକ୍‍ କରିବା ଉଦ୍ୟମ ଜାରି ରଖିଛି

କୋଲକାତା: ଚାଇନା ସରକାର ଭାରତର ପ୍ରତିରକ୍ଷା ମନ୍ତ୍ରଣାଳୟ ସହିତ ଅନ୍ୟାନ୍ୟ ବହୁ ମନ୍ତ୍ରଣାଳୟର ୱେବସାଇଟ୍‍ ହ୍ୟାକ କରିବାକୁ ଉଦ୍ୟମ ଜାରି ରଖିଛନ୍ତି। ସେମାନେ ଟାର୍ଗେଟ କରିଛନ୍ତି। ତାହାସହିତ ଭାରତର କେତେକ ଏରୋସ୍ପେଶ୍‍…
Read More...

ଗୃହରକ୍ଷୀଙ୍କ ସଚ୍ଚୋଟପଣିଆ; ଲାଞ୍ଚ ନେଲେନାହିଁ, ୧୨ କୋଟି ଟଙ୍କା ମୂଲ୍ୟର ନିଶାଦ୍ରବ୍ୟ ଧରାଇଦେଲେ

ଗୁଆହାଟି: ଖାକି ପୋଷାକ ପିନ୍ଧୁଥିବା ପୁଲିସ ଆଇନଶୃଙ୍ଖଳା ରକ୍ଷା ସହିତ ଅନେକ ସମୟରେ ସାଧାରଣ ନାଗରିକଙ୍କୁ ଶାରୀରିକ, ଆର୍ଥିକ ଆଦି ଅନେକ କ୍ଷେତ୍ରରେ ସହଯୋଗ, ସହାୟତା କରୁଥିବାର ଅନେକ ଉଦାହରଣ ରହିଛି। ଅବଶ୍ୟ ମଝିରେ…
Read More...

ଯୋଗ ଭାରତ ନୁହେଁ, ନେପାଳରେ ସୃଷ୍ଟି ; ଓଲିଙ୍କର ଆଉ ଏକ ହାସ୍ୟାସ୍ପଦ ଦାବି

କାଠମାଣ୍ଡୁ: ଭଗବାନ ଶ୍ରୀରାମଙ୍କ ଜନ୍ମସ୍ଥାନ ନେପାଳରେ ବୋଲି ଦାବିକରି ବହୁ ସମାଲୋଚନା ଶିକାର ହୋଇଥିବା ନେପାଳର କାମଚଳା ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲି ଅନୁରୂପ ଆଉ ଏକ ହାସ୍ୟାସ୍ପଦ ଦାବି କରିଛନ୍ତି। ସୋମବାର…
Read More...

ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଘରୋଇକରଣ; ମୌସୁମୀ ଅଧିବେଶନରେ ଆସିପାରେ ସଂଶୋଧନ ବିଲ୍‍

ନୂଆଦିଲ୍ଲୀ: କିଛି ହାତଗଣତି ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଘରୋଇକରଣ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ସଂସଦର ଆଗାମୀ ମୌସୁମୀ ଅଧିବେଶନ କାଳରେ ସଂଶୋଧନ ବିଲ୍‍ ଆସିବା ସମ୍ଭାବନା ରହିଛି। ଏକ…
Read More...

ଗଞ୍ଜାମ ଜିଲାପାଳଙ୍କ ନିୟମ- ଟିକା ନନେଲେ ଦୋକାନା ଖୋଲିବା ମନା

ବ୍ରହ୍ମପୁର: ଜିଲାରେ ଟିକାକରଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ଗଞ୍ଜାମ ଜିଲାପାଳ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି। ତାଲାବନ୍ଦ କଟକଣା ମଧ୍ୟରେ ଯେତିକି ବ୍ୟବସାୟ ପ୍ରତିଷ୍ଠାନ ଖୋଲୁଛି, ସେମାନଙ୍କ ପାଇଁ ଟିକା ନେବା…
Read More...

ଜୁଲାଇ ୧ରୁ ଆରମ୍ଭ ହେବ ଚାରଧାମ ଯାତ୍ରା

ଡେରାଡୁନ: ଚାରଧାମ ଯାତ୍ରା ଆଗାମୀ ଜୁଲାଇ ୧ ତାରିଖରୁ ଆରମ୍ଭ ହେବ। ଉତ୍ତରାଖଣ୍ଡ ସରକାର ହିମାଳୟ ପର୍ବତମାଳାରେ ଥିବା ପ୍ରସିଦ୍ଧ ଚାରିଟି ତୀର୍ଥସ୍ଥଳ ପାଇଁ ଯାତ୍ରା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିରେ…
Read More...

ବ୍ୟାଙ୍କ କାନ୍ଥ କାଟି ପଶିଲେ; ୫୫ ଲକ୍ଷ ଟଙ୍କା ଲୁଟିନେଲେ

ନୂଆଦିଲ୍ଲୀ: ଡକାୟତମାନେ କିଭଳି ଉପାୟରେ ଡକାୟତି କରିପାରନ୍ତି ତାହା ନୂଆଦିଲ୍ଲୀରେ ଘଟିଥିବା ଏକ ବଡଧରଣର ବ୍ୟାଙ୍କ ଡକାୟତିରୁ ଜଣାଯାଉଛି। ରବିବାର ରାତିରେ ପୂର୍ବ ଦିଲ୍ଲୀର ବିଶ୍ୱାସ ନଗର ଅଞ୍ଚଳରେ ଘଟିଛି ଏହି ଡକାତି…
Read More...

ମଗାଇଲେ ରିମୋଟ କଂଟ୍ରୋଲ କାର; ପହଞ୍ଚିଲା ପାର୍ଲେ ଜି ବିସ୍କୁଟ

ନୂଆଦିଲ୍ଲୀ: ଇ-କମର୍ସ ପ୍ଲାଟଫର୍ମରେ ବିଭିନ୍ନ ସମୟରେ ଗ୍ରାହକ ମଗାଉଥିବା ସାମଗ୍ରୀ ପରିବର୍ତ୍ତେ ଅନ୍ୟ ସାମଗ୍ରୀ ଦିଆଯାଉଥିବା ଅଭିଯୋଗ ହେଉଥିବାବେଳେ ସେଥିରେ ନିକଟରେ ଆଉଏକ ଅଭିଯୋଗ ଯୋଡିହୋଇଛି। ଦିଲ୍ଲୀରେ ଜଣେ ବ୍ୟକ୍ତି…
Read More...

ଜଗତପୁରରୁ ୫୬୦ କିଲୋ ଗଞ୍ଜେଇ ଜବତ

କଟକ: କଟକ ଉପକଣ୍ଠ ଜଗତପୁରରୁ ପୁଲିସ ମଙ୍ଗଳବାର ସକାଳେ ୫୬୦ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି। ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୫୦ ଲକ୍ଷ ଟଙ୍କା ହେବ। ଓଆର-୦୨-ଏପି-୫୬୪୧ ନମ୍ବର ବିଶିଷ୍ଟ ଟ୍ରକରୁ ଏହି ଗଞ୍ଜେଇ ଜବତ…
Read More...

ଦିନକରେ ରାଜ୍ୟରେ ୨୯୫୭ ନୂଆ ସଂକ୍ରମିତ ଚିହ୍ନଟ; ସଂଗରୋଧରୁ ୧୬୯୮ ଓ ସ୍ଥାନୀୟ ସଂକ୍ରମିତ ୧୨୫୯

ଭୁବନେଶ୍ୱର: ଓଡ଼ିଶାରେ ଗୋଟିଏ ଦିନରେ ୨୯୫୭ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୧୬୯୮ ଏବଂ ସ୍ଥାନୀୟ ସଂକ୍ରମିତ ୧୨୫୯ ଜଣ ରହିଛନ୍ତି। ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ…
Read More...

ଭାରତ ଓ ଅନ୍ୟ ଏସୀୟ ରାଷ୍ଟ୍ରଙ୍କୁ ୧୬ ନିୟୁତ ଟିକା ଦେବା ଆମେରିକା

ୱାଶିଂଟନ: ଆମେରିକା ପ୍ରଶାସନ ଭାରତ ଏବଂ ଅନ୍ୟ ଏସୀୟ ରାଷ୍ଟ୍ରଗୁଡିକୁ ୧୬ ନିୟୁତ କୋଭିଡ ଟିକା ଯୋଗାଇଦେବେ। ହ୍ୱାଇଟ ହାଉସ ପକ୍ଷରୁ ସୋମବାର ଏ ସମ୍ପର୍କରେ ଘୋଷଣା କରାଯାଇଛି। ଏକ ସରକାରୀ ବିବୃତିରେ ହ୍ୱାଇଟ ହାଉସ…
Read More...

ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଦ୍ୱିତୀୟ ବର୍ଷର ରିପୋର୍ଟ କାର୍ଡ ଉନ୍ମୋଚିତ

ଭୁବନେଶ୍ୱର: ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ସାଂସଦ ଅପରାଜିତା ଷଡଙ୍ଗୀଙ୍କ ଦ୍ୱିତୀୟ ବର୍ଷ କାର୍ଯ୍ୟକାଳର ବାର୍ଷିକ ରିପୋର୍ଟ କାର୍ଡ ଉନ୍ମୋଚିତ ହୋଇଛି । ଏଥିରେ ଅପରାଜିତା ଉଲ୍ଲେଖ କରିଛନ୍ତି ଯେ…
Read More...

ମାସିକ ୫ ହଜାର ଟଙ୍କା ସହାୟତା ଦାବି କଲା ଗଂଜାମ ଘରୋଇ ବସ କର୍ମଚାରୀ ସଂଘ; ଆରଡିସିଙ୍କୁ ସ୍ମାରକପତ୍ର

ବ୍ରହ୍ମପୁର: ଦୀର୍ଘ ମାସ ହେବ ରୋଜଗାର ହରାଇ ଘରେ ବସିଥିବା ଗଂଜାମ ଘରୋଇ ବସ କର୍ମଚାରୀମାନେ ଆର୍ଥିକ ସହାୟତା ଦାବି କରିଛନ୍ତି । ଏହି ପରିପ୍ରେକ୍ଷୀରେ ଗଂଜାମ ଜିଲା ଘରୋଇ ବସ କର୍ମଚାରୀ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ…
Read More...

ଓଡ଼ିଶାରେ ୩୦୩୧ ନୂଆ ସଂକ୍ରମିତ ଚିହ୍ନଟ; ସଂଗରୋଧରୁ ୧୭୩୮ ଓ ସ୍ଥାନୀୟ ସଂକ୍ରମିତ ୧୨୯୩

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୦୩୧ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୭୩୮ ଓ ସ୍ଥାନୀୟ ସଂକ୍ରମିତ ୧୨୯୩ ରହିଥିବା ଜଣାଯାଇଛି । ଚିହ୍ନଟ ନୂଆ ଆକ୍ରାନ୍ତଙ୍କ…
Read More...

ରାଜ୍ୟରେ ଦିନକରେ ୪୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୪୩ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୭ ଜଣ ପ୍ରାଣ ହରାଇଛନ୍ତି । ସେମାନଙ୍କ ମଧ୍ୟରେ ଭୁବନେଶ୍ୱରରୁ ୫ ଜିଲାର ଅନ୍ୟାନ୍ୟ ସ୍ଥାନରୁ…
Read More...

ଆଜିଠାରୁ ଦେଶର ସମସ୍ତ ୧୮ ବର୍ଷରୁ ଅଧିକ ନାଗରିକଙ୍କୁ ମାଗଣା ଟିକା

ନୂଆଦିଲ୍ଲୀ: ଦେଶରେ ୧୮ ବର୍ଷରୁ ଅଧିକ ବୟସର ସମସ୍ତ ନାଗରିକଙ୍କୁ ଆଜିଠାରୁ ମାଗଣା ଟିକାକରଣ ଆରମ୍ଭ ହୋଇଛି । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜୁନ୍‍ ୭ ତାରିଖରେ ଏ ସମ୍ପର୍କରେ ଘୋଷଣା କରିଥିଲେ । ସମସ୍ତ…
Read More...

ଜର୍ମାନୀ ରାଷ୍ଟ୍ରଦୂତଙ୍କ ଆଶଙ୍କା; ଆସିପାରେ କରୋନାର ଚତୁର୍ଥ ଲହର

ନୂଆଦିଲ୍ଲୀ: ବିଶ୍ୱର ଅଧିକାଂଶ ରାଷ୍ଟ୍ର କରୋନାର ତୃତୀୟ ଲହରକୁ ନେଇ ଆଶଙ୍କାରେ ରହିଥିବାବେଳେ ଭାରତରେ ଅବସ୍ଥାପିତ ଜର୍ମାନୀ ରାଷ୍ଟ୍ରଦୂତ ୱାଲଟର ଜେ ଲିଣ୍ଡର ଏହି ମହାମାରୀର ଚତୁର୍ଥ ଲହର ଆସିପାରେ ବୋଲି ଆଶଙ୍କା ପ୍ରକାଶ…
Read More...

୩୫ କୋଟି ଛାତ୍ରଛାତ୍ରୀ ଗାଇବେ ଜାତୀୟ ସଂଗୀତ

ନୂଆଦିଲ୍ଲୀ: ଆମ ଦେଶ ସ୍ୱାଧୀନତା ପ୍ରାପ୍ତିର ୭୫ ବର୍ଷ ପାଳନ କରିବାକୁ ପ୍ରସ୍ତୁତ ହେଉଛି । ଆସନ୍ତା ଅଗଷ୍ଟ ୧୫ ତାରିଖ ଦିନ ଆଜାଦି କା ମହୋତ୍ସବ (ସ୍ୱାଧୀନତାର ମହୋତ୍ସବ) ପାଳନ ପୂର୍ବରୁ କେନ୍ଦ୍ର ସରକାର ‘ଅମୃତ…
Read More...

ଦୁଇଟି ଚାକିରିରେ ୫ ବର୍ଷ

ବରେଲି: ଠକ ତ ଠକ, ଏମିତି ଠକ ଜାଣିଲେ ଜଣେ ଆଶ୍ଚର୍ଯ୍ୟ ହେବେ । ଆଉ ସରକାରୀ ବ୍ୟବସ୍ଥା ବି କିଭଳି ଚାଲିଛି ତାହା ଏଥିରୁ ଜଣାପହିବ । ଜଣେ ବ୍ୟକ୍ତି ୫ ବର୍ଷ କାଳ ଦୁଇ ଦୁଇଟି ସରକାରୀ ଚାକିରି କରି ସରକାରୀ ଖାତାରୁ ଟଙ୍କା…
Read More...

ଅନଲାଇନରେ ଝିଅ ପଢୁଛି ପାଠ; ମୁଣ୍ଡ ଉପରେ ଛତା ଧରିଛନ୍ତି ବାପା

ବଲ୍ଲାକା: କୋଟି ଜନ୍ମ ନେଲେ ମଧ୍ୟ ବାପା ମା’ଙ୍କ ଋଣ ଶୁଝିହେବ ନାହିଁ । ନିଜେ ନଖାଇ ପିଲାଙ୍କ ମୁହଁରେ ଦାନା ଦିଅନ୍ତି, ନିଜେ ରାତି ରାତି ଅନିଦ୍ରା ରହି ପିଲାକୁ ନାନାବାୟା ଗୀତ ଗାଇ ଶୁଅ।।ନ୍ତି । ସବୁ ଦୁଃଖ କଷ୍ଟ…
Read More...

ଫୌସି ମାନିଲେ- କୋଭିଡ୧୯ ଲାବୋରେଟୋରୀରେ ପ୍ରସ୍ତୁତ କରାଯାଇଥାଇପାରେ

ୱାଶିଂଟନ: ଆମେରିକାର ତୁଙ୍ଗ କରୋନା ଭୂତାଣୁ ପରାମର୍ଶଦାତା ଡା.ଆନ୍ଥୋନି ଫୌସି ଶେଷରେ ସ୍ୱୀକାର କରିଛନ୍ତି ଯେ କରୋନା ଭୂତାଣୁକୁ ଲାବୋରେଟୋରୀରେ ପ୍ରସ୍ତୁତ କରାଯାଇଥାଇପାରେ। ୨୦୨୦ ଫେବ୍ରୁଆରୀରୁ ବିଶ୍ୱର ବହୁ ସ୍ୱାସ୍ଥ୍ୟ…
Read More...

୨୪ ଘଣ୍ଟାରେ ରାଜ୍ୟରେ ୩୫୭୭ ନୂଆ କରୋନା ସଂକ୍ରମିତ ଚିହ୍ନଟ; ସଂଗରୋଧରୁ ୨୦୩୯, ସ୍ଥାନୀୟ ସଂକ୍ରମିତ ୧୫୩୮

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୩୫୭୭ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୨୦୩୯ ଏବଂ ସ୍ଥାନୀୟ ସଂକ୍ରମିତ ୧୫୩୮ ରହିଛନ୍ତି। ଚିହ୍ନଟ ହୋଇଥିବା ନୂଆ ଆକ୍ରାନଙ୍କ ମଧ୍ୟରୁ…
Read More...

ବ୍ରିଟେନରେ କରୋନାର ତୃତୀୟ ଲହର; ଡେଲଟା ଭାରିଆଣ୍ଟ ଘାତକ ସାଜିଛି

ଲଣ୍ଡନ: ବ୍ରିଟେନରେ ସଂପ୍ରତି କୋଭିଡ-୧୯ର ତୃତୀୟ ଲହର ବ୍ୟାପିବାରେ ଲାଗିଛି। ମାରାତ୍ମକ ସଂକ୍ରମଣ କ୍ଷମତା ରଖୁଥିବା ଡେଲଟା ଭାରିଆଣ୍ଟ ପାଇଁ ଦେଶରେ କୋଭିଡ-୧୯ର ତୃତୀୟ ଲହର ଆରମ୍ଭ ହୋଇଥିବା ଜଣେ ସ୍ୱାସ୍ଥ୍ୟ ବିଶେଷଜ୍ଞ…
Read More...

ଦେଢବର୍ଷ ପରେ ବାପା ମା’ଙ୍କ ସହିତ ମିଳିତ ହେଲା ୫ବର୍ଷର ଅଷ୍ଟ୍ରେଲୀୟ ଶିଶୁ କନ୍ୟା

ମେଲବୋର୍ଣ୍ଣ: କୋଭିଡ-୧୯ ମହାମାରୀ କାରଣରୁ ଦେଢବର୍ଷ କାଳ ଅଷ୍ଟ୍ରେଲିଆର ଏକ ୫ବର୍ଷର ଶିଶୁ କନ୍ୟା ଅଟକି ରହିଥିଲା ଭାରତରେ। ଅନ୍ୟପକ୍ଷରେ ତା’ ବାପା ମା’ ଅଷ୍ଟ୍ରେଲିଆରେ ଥିଲେ। ପରିସ୍ଥିତି ସାମାନ୍ୟ ସୁଧୁରିବା ପରେ ଉକ୍ତ…
Read More...

ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣ କମିଟି ରିପୋର୍ଟ ଖୁବଶୀଘ୍ର

ନୂଆଦିଲ୍ଲୀ: ଜାତୀୟସ୍ତରରେ ବେତନ ସୀମା ଏବଂ ସର୍ବନିମ୍ନ ମଜୁରୀ ନିର୍ଦ୍ଧାରଣ ପାଇଁ ଗଠିତ ବିଶେଷଜ୍ଞ କମିଟି ତାଙ୍କର ରିପୋର୍ଟ ଖୁବଶୀଘ୍ର ପ୍ରଦାନ କରିବେ। ଏହି ପ୍ରସଙ୍ଗ ଉପରେ ବୈଷୟିକ ତଥ୍ୟ ପ୍ରଦାନ ଏବଂ ଆବଶ୍ୟକ…
Read More...

୨୮ ଘଣ୍ଟାରେ ୧୦ ମହଲା ଘର ତିଆରି

ବେଜିଂ: ବର୍ତ୍ତମାନ ସମୟରେ ପ୍ରଯୁକ୍ତିର ଉନ୍ନତି ସାଧନ ସହିତ ବିଭିନ୍ନ ଜିନିଷ ତିଆରି କରିବାର ନୂଆ ନୂଆ କୋ÷ଶଳ ଉଦ୍ଭାବିତ ହେବାରେ ଲାଗିଛି। ଆଗରୁ ଯାହା କରିବାକୁ ବର୍ଷ ବର୍ଷ ଲାଗିଯାଉଥିଲା ଏବେ ତାହା କେଇ ଘଣ୍ଟା…
Read More...

ନଦୀ ଓ ହ୍ରଦ ଜଳରୁ ମିଳିଲା କରୋନା ଭୂତାଣୁ ନମୁନା; ବଢିଲା ଚିନ୍ତା

ଅହମଦାବାଦ: କୋଭିଡ-୧୯ର ତୃତୀୟ ଲହର ଆସିବା ନିଶ୍ଚିତ ଏବଂ ଏହା ସମ୍ଭବତଃ ସେପ୍ଟେମ୍ବର- ଅକ୍ଟୋବରରେ ପୁଣି ତାହାର ଭୟାନକ ରୂପ ଦେଖାଇବ ବୋଲି ଏକାଧିକ ସ୍ୱାସ୍ଥ୍ୟ ବିଶେଷଜ୍ଞ ଚେତାବନୀ ଦେଇସାରିଲେଣି। ପୂର୍ବରୁ କରୋନା…
Read More...

ଧୋନିଙ୍କ ରେକର୍ଡ ଭାଙ୍ଗିଲେ ବିରାଟ; ଭାରତ ପକ୍ଷରୁ ସର୍ବାଧିକ ଟେଷ୍ଟ ଅଧିନାୟକ ହେବାରେ ନୂଆ ରେକର୍ଡ

ସାଉଥଆମ୍ପଟନ: ଏଠାରେ ଚାଲିଥିବା ଆଇସିସି ବିଶ୍ୱ କ୍ରିକେଟ ଚମ୍ପିଆନସିପର ଫାଇନାଲ ମ୍ୟାଚରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ରେକର୍ଡ ଭାଙ୍ଗିଛନ୍ତି। ଭାରତ…
Read More...

ଅତ୍ୟନ୍ତ ରକ୍ଷଣଶୀଳ ଇବ୍ରାହିମ ରାଇସି ଇରାନର ନୂଆ ରାଷ୍ଟ୍ରପତି

ତେହରାନ: ଇରାନର ନୂଆ ରାଷ୍ଟ୍ରପତି ଭାବରେ ଅତ୍ୟନ୍ତ ରକ୍ଷଣଶୀଳ ଧର୍ମୀୟ ନେତା ଇବ୍ରାହିମ ରାଇସି ନିର୍ବାଚିତ ହୋଇଛନ୍ତି। ଦେଶର ବିଦାୟୀ ରାଷ୍ଟ୍ରପତି ହାସନ ରୁହାନି ନୂଆ ରାଷ୍ଟ୍ରପତିଙ୍କୁ ଅଭିନନ୍ଦନ ଜଣାଇବା ସହିତ ଜନମତକୁ…
Read More...

ରାଜ୍ୟରେ ଦିନକରେ ୩୪୨୭ ନୂଆ ସଂକ୍ରମିତ; ସଂଗରୋଧରୁ ୧୯୫୪ ଓ ସ୍ଥାନୀୟ ସଂକ୍ରମିତ ୧୪୭୩

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୩୪୨୭ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୯୫୪ ଏବଂ ସ୍ଥାନୀୟ ସଂକ୍ରମିତ ୧୪୭୩ ଜଣ ରହିଛନ୍ତି। ଚିହ୍ନଟ ହୋଇଥିବା ନୂଆ…
Read More...

ରାଜ୍ୟରେ ୨୪ ଘଣ୍ଟାରେ ୪୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୪୨ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଅନୁଗୁଳ ଜିଲାରୁ ଦୁଇଜଣ କରୋନାରେ ପ୍ରାଣ ହରାଇଥିବାବେଳେ ଦେବଗଡ ଜିଲାରୁ ଜଣେ, ବରଗଡରୁ ୨, ଭୁବନେଶ୍ୱରରୁ ୪ଜଣ ପ୍ରାଣ…
Read More...

ଜାମ୍ବିଆ ମହିଳାଙ୍କ ଠାରୁ ଜବତ ହେଲା ୨୧ କୋଟି ଟଙ୍କା ମୂଲ୍ୟର ହେରୋଇନ

ମୁମ୍ବଇ: ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟର ଅଧିକାରୀମାନେ ଗୁରୁବାର ଜାମ୍ବିଆର ଜଣେ ମହିଳାଙ୍କୁ ଗିରଫ କରିବା ସହିତ ତାଙ୍କ ନିକଟରୁ ୨୧ କୋଟି ଟଙ୍କା ମୂଲ୍ୟର ହେରୋଇନ ଜବତ କରିଛନ୍ତି। ଉକ୍ତ ମହିଳାଙ୍କ ନାମ ଜୁଲିଆନା…
Read More...

ଆଫଗାନ ସୈନ୍ୟଙ୍କ ଜବାବି ଆକ୍ରମଣରେ ୨୫୮ ତାଲିବାନ ଆତଙ୍କି ନିହତ

କାବୁଲ: ଗୁରୁବାର ଦିନ ଆଫଗାନିସ୍ତାନ ସୈନ୍ୟଙ୍କ ଜବାବି ଆକ୍ରମଣରେ ୨୫୮ ଜଣ ତାଲିବାନ ଆତଙ୍କି ପ୍ରାଣ ହରାଇଥିବା ଜଣାଯାଇଛି । ଏଥିସହିତ ୧୫୬ ଜଣ ଆହତ ହୋଇଛନ୍ତି । ଆଫଗାନିସ୍ତାନର ବିଭିନ୍ନ ପ୍ରଦଶେରେ ସଂପ୍ରତି ତାଲିବାନ…
Read More...

କୃଷି କ୍ଷେତ୍ରରେ ସୌରଶକ୍ତି ବ୍ୟବହାର ପାଇଁ ଖର୍ଚ୍ଚହେବ ୨୦,୦୦୦ କୋଟି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶର କୃଷି କ୍ଷେତ୍ରରେ ସୌର ଶକ୍ତି ଉପଯୋଗ କରିବାକୁ ୨୦,୦୦୦ କୋଟି ଟଙ୍କା ବ୍ୟୟରେ ଏକ ନୂଆ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ଏହାଦ୍ୱାରା କୃଷି କ୍ଷେତ୍ରକୁ ଚବିଶ ଘଣ୍ଟିଆ ଏବଂ…
Read More...

ଭାରତୀୟ ବଂଶୋଦ୍ଭବ ପ୍ରଥମ ବ୍ୟକ୍ତି କାନାଡା ସୁପ୍ରିମକୋର୍ଟର ବିଚାରପତି

ଓଟାୱା: ଭାରତୀୟ ବଂଶୋଦ୍ଭବ ଜଣେ ବ୍ୟକ୍ତି ପ୍ରଥମ କୃଷ୍ଣକାୟ ଭାବରେ କାନାଡା ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତ ହେବାକୁ ଯାଉଛନ୍ତି । ଶୁକ୍ରବାର ଦିନ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ୍ୟୁ ତାଙ୍କ ନାମ…
Read More...

ଗଙ୍ଗାରୁ ଉଦ୍ଧାର ହେଲା ‘ଗଙ୍ଗା’

ଆଗ୍ରା: ବର୍ତ୍ତମାନ ସମାଜରେ କନ୍ୟା ସନ୍ତାନ କିଭଳି ଅଲୋଡା ହୋଇପଡୁଛନ୍ତି ତାହା ବିଭିନ୍ନ ସମୟରେ ବିଭିନ୍ନ ଢଙ୍ଗରେ ସର୍ବସମ୍ମଖକୁ ଆସୁଛି । ତେବେ ଏଠାରେ ଏକ କନ୍ୟା ସନ୍ତାନକୁ ତାହାର ପିତା ମାତା ଓ ପରିବାର ଲୋକ ଯେଉଁଭଳି…
Read More...

କୃଷି ସମ୍ପର୍କିତ ତାଲିମ ଦେବ ସ୍ମାର୍ଟ ଏଗ୍ରିକଲଚର ସ୍କୁଲ

କୋଲକାତା: ଭାରତୀୟ ଅର୍ଥନୀତିରେ କୃଷି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ୨୦୨୨ ସୁଦ୍ଧା କୃଷି କ୍ଷେତ୍ରରୁ ୬୦ ବିଲିୟନ ଡଲାରର ରପ୍ତାନି ଲକ୍ଷ୍ୟ ରଖାଯାଇଛି। ଏହା ସହିତ ୨୦୫୦ ସୁଦ୍ଧା ଖାଦ୍ୟ ଚାହିଦାକୁ ଦୃଷ୍ଟିରେ ରଖି ଉତ୍ପାଦନ…
Read More...

ତାଲିମ ସହିତ ନିଯୁକ୍ତି- ସମୟର ଆବଶ୍ୟକତା

ବେଙ୍ଗାଲୁରୁ: ଦେଶର ଅନେକ ପରିବାର ସେମାନଙ୍କ ପିଲାଙ୍କୁ ବୈଷୟିକ କ୍ଷେତ୍ରରେ ଉଚ୍ଚଶିକ୍ଷା ଦେବାକୁ ସମର୍ଥ ହେଉନଥିବାରୁ ଶିଳ୍ପ ପାଇଁ ଆବଶ୍ୟକ ଲୋକଶକ୍ତିର ଅଭାବ ପରିଲକ୍ଷିତ ହେଉଛି। ଏ କ୍ଷେତ୍ରରେ ଅର୍ଥାଭାବ ମୁଖ୍ୟ…
Read More...

ମେହୁଲ ଚୋକ୍ସିଙ୍କୁ ଜେଲ ପଠାଇଲେ ଡୋମିନିକା ଅଦାଲତ

ସାଣ୍ଟୋ ଡୋମିଙ୍ଗୋ: ଭାରତରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଦୁର୍ନୀତିର ଅଭିଯୁକ୍ତ ତଥା ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍ସିଙ୍କୁ ଡୋମିନିକା ଅଦାଲତ ପୁଲିସ ହେପାଜତରୁ ଜେଲକୁ ପଠାଇବାକୁ ଆଦେଶ ଦେଇଛନ୍ତି। ତେବେ ମେହୁଲ…
Read More...

ଏସିଆର ଧନୀ ତାଲିକାରେ ଦ୍ୱିତୀୟ ସ୍ଥାନରୁ ତଳକୁ ଖସିଲେ ଆଦାନି

ନୂଆଦିଲ୍ଲୀ: ଗୌତମ ଆଦାନି ଆଉ ଏସିଆର ସବୁଠାରୁ ଧନୀ ବ୍ୟକ୍ତିଙ୍କ ତାଲିକାର ଦ୍ୱିତୀୟ ସ୍ଥାନରେ ନାହାନ୍ତି । ତାଙ୍କ ଗ୍ରୁପ କମ୍ପାନୀର ଷ୍ଟକ ମୂଲ୍ୟ ହ୍ରାସ ପାଇବା ପରେ ସେ ଏହି ତାଲିକାରେ ତଳକୁ ଖସିଯାଇଛନ୍ତି । ୫୮ ବର୍ଷ…
Read More...

ଅର୍ଥନୈତିକ ଅଭିବୃଦ୍ଧି ଉପରେ ନକରାତ୍ମକ ପ୍ରଭାବ ପକାଉଛି ମୂଲ୍ୟ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ ମୁଦ୍ରାସ୍ଫୀତି ହାର ବୃଦ୍ଧି ପାଇବାରେ ଲାଗିଛି। ଚଳିତ ବର୍ଷ ମଇ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୬.୩% ହୋଇଛି। ଏପ୍ରିଲରେ ତାହା ୪.୨୩% ରହିଥିଲା। କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶିତ ତଥ୍ୟରେ…
Read More...

ଆମ୍ବ କିଲୋ ୨ ଲକ୍ଷ ୭୦ ହଜାର ଟଙ୍କା; ୨ ଆମ୍ବଗଛକୁ ଜଗୁଛନ୍ତି ୪ ଜଗୁଆଳି ଓ ୬ କୁକୁର

ଜବଲପୁର: ଆମ୍ବ କିଲୋ ୨ ଲକ୍ଷ ୭୦ ହଜାର ଟଙ୍କା। ଏହା ବିଶ୍ୱରେ ଦେଖାଯାଉଥିବା ଏକ ବିରଳ ପ୍ରଜାତିର ଆମ୍ବ। ତେବେ ମୁଖ୍ୟ କଥା ହେଉଛି ଭାରତରେ ଜଣେ ବ୍ୟକ୍ତିଙ୍କ ବଗିଚାରେ ଏହିଭଳି ଦୁଇଟି ଆମ୍ବଗଛ ରହିଛି। ଉକ୍ତ ବ୍ୟକ୍ତିଜଣକ…
Read More...

୨୪ ଘଣ୍ଟାରେ ରାଜ୍ୟରେ ୩୮୦୬ ନୂଆ ସଂକ୍ରମିତ; ସଂଗରୋଧରୁ ୨୧୭୨ ଓ ସ୍ଥାନୀୟ ସଂକ୍ରମିତ ୧୬୩୪

ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୩୮୦୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୨୧୭୨ ଏବଂ ସ୍ଥାନୀୟ ସଂକ୍ରମିତ ୧୬୩୪ ଜଣ ରହିଛନ୍ତି। ଅନୁଗୁଳ ଜିଲାରୁ ୧୭୫, ବାଲେଶ୍ୱର ୨୨୦, ବରଗଡ ୫୮,…
Read More...

୧୧ ଦିନରେ ସଂକ୍ରମିତଙ୍କ ସଂଖ୍ୟା ଦୁଇଗୁଣ ହେଉଛି ; ବ୍ରିଟେନ ସରକାରଙ୍କ ଚିନ୍ତା ବଢାଇଛି ଡେଲଟା ଭାରିଆଣ୍ଟ

ଲଣ୍ଡନ: କୋଭିଡ-୧୯ର ଡେଲଟା ଭାରିଆଣ୍ଟ ଏବେ ବ୍ରିଟେନ ସରକାରଙ୍କ ଚିନ୍ତା ବଢାଇ ଦେଇଛି। ଏଠାରେ ସଂପ୍ରତି କୋଭିଡ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧିପାଇବାରେ ଲାଗିଛି। କହିବାକୁ ଗଲେ ପ୍ରତି ୧୧ ଦିନରେ ଦୁଇଗୁଣ…
Read More...

ରାଜ୍ୟରେ ଦିନକରେ ୩୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୩୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ବରଗଡ ଜିଲାରୁ ୩ ଜଣ ଆକ୍ରାନ୍ତ ପ୍ରାଣ ହରାଇଥିବାବେଳେ ବଲାଙ୍ଗୀର ଜିଲାରୁ ୨ଜଣ, ଖୋର୍ଦ୍ଧା ଜିଲାରୁ ୫ ଜଣ, କଟକରୁ ୪, ଦେବଗଡ…
Read More...

କୋଭିଡ-୧୯ରୁ ସୁରକ୍ଷା ଦେଇପାରିବ ସାଧାରଣ ଥଣ୍ଡା ରୋଗର ଭୂତାଣୁ

ୱାଶିଂଟନ: ମଣିଷ ଶରୀରରେ ସାଧାରଣ ଥଣ୍ଡା ରୋଗ ସୃଷ୍ଟି କରୁଥିବା ରାଇନୋଭାଇରସ୍‍ କୋଭିଡ-୧୯ ଭୂତାଣୁର ବଂଶବୃଦ୍ଧିକୁ ରୋକିପାରିବ ଏବଂ ତଦ୍ଦ୍ୱାରା ମଣିଷକୁ କୋଭିଡ-୧୯ ସଂକ୍ରମଣରୁ ସୁରକ୍ଷା ଦେଇପାରିବ। ଜର୍ଣ୍ଣାଲ ଅଫ…
Read More...

ଜୁଲାଇ ୩୧ ସୁଦ୍ଧା ସିବିଏସଇ ପରୀକ୍ଷା ଫଳ ଘୋଷଣା

ନୂଆଦିଲ୍ଲୀ: କୋଭିଡ-୧୯ର ଦ୍ୱିତୀୟ ଲହର କାରଣରୁ ସରକାର ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସିବିଏସଇ ଦଶମ, ଏକାଦଶ ଓ ଦ୍ୱାଦଶ ପରୀକ୍ଷା ବାତିଲ କରିଥିଲେ। ଛାତ୍ରଛାତ୍ରୀଙ୍କର ମେଧାକୁ…
Read More...

ନୂଆ ମହାକାଶ କେନ୍ଦ୍ରକୁ ଗଲେ ଚୀନର ପ୍ରଥମ ତିନି ମହାକାଶଚାରୀ

ବେଜିଂ: ମହାକାଶରେ ଚୀନ ଅବସ୍ଥାପିତ କରିଥିବା ନୂଆ ମହାକାଶକେନ୍ଦ୍ର ଅଭିମୁଖେ ଦେଶର ପ୍ରଥମ ମହାକାଶଚାରୀ ଦଳ ଯାତ୍ରା କରିଛନ୍ତି। ଏହି ଦଳରେ ତିନିଜଣ ସଦସ୍ୟ ରହିଛନ୍ତି। ସେମାଙ୍କୁ ନେଇ ଚୀନର ଲଙ୍ଗ ମାର୍ଚ୍ଚ-୨ଏଫ ରକେଟ…
Read More...

ସତ୍ୟ ନାଡେଲା ମାଇକ୍ରୋସଫ୍ଟ ଚେୟାରମ୍ୟାନ ନିଯୁକ୍ତ

ୱାଶିଂଟନ: ଭାରତ ଜନ୍ମିତ ସତ୍ୟ ନାଡେଲା ମାଇକ୍ରୋସଫ୍ଟ କର୍ପୋରେସନର ନୂଆ ଚେୟାରମ୍ୟାନ ଭାବେ ନିଯୁକ୍ତ ହୋଇଛନ୍ତି। ସେ ଏହାର ଚିଫ ଏକଜିକ୍ୟୁଟିଭ ଅଫିସର (ସିଇଓ) ଭାବେ କାର୍ଯ୍ୟ କରୁଥିଲେ। ପୂର୍ବରୁ ମାଇକ୍ରୋସଫ୍ଟର…
Read More...

ରାଜ୍ୟରେ ନୂଆ ଯାନବାହନ ପଞ୍ଜିକରଣକୁ ମିଳିଲା ଅନୁମତି

ଭୁବନେଶ୍ୱର: ଓଡ଼ିଶାରେ ନୂଆ ଯାନବାହନ ପଞ୍ଜିକରଣ ପାଇଁ ଅନୁମତି ମିଳିଛି। ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ କରାଯାଇଛି। କୋଭିଡ-୧୯ର ଦ୍ୱିତୀୟ ଲହର ଜନିତ ତାଲାବନ୍ଦ ଘୋଷଣା…
Read More...

ଲିବ୍ୟା ଉପକୂଳରୁ ୨୦୦୦ରୁ ଅଧିକ ବେଆଇନ ଦେଶାଟନକାରୀ ଉଦ୍ଧାର

ତ୍ରିପୋଲି: ଗତ ସପ୍ତାହରେ ଲିବ୍ୟା ଉପକୂଳରୁ ୨ହଜାରରୁ ଅଧିକ ବେଆଇନ ଦେଶାଟନକାରୀଙ୍କୁ ଉଦ୍ଧାର କରାଯାଇ ସେମାନଙ୍କୁ ସେମାନଙ୍କ ନିଜ ଦେଶକୁ ପଠାଇ ଦିଆଯାଇଛି। ଏ ସମ୍ପର୍କରେ ପ୍ରକାଶ କରି ଇଣ୍ଟରନ୍ୟାସନାଲ ଅର୍ଗାନାଇଜେସନ…
Read More...

ମୁହଁ ଖୋଲିଲେ ମାଇକେଲ ଜ୍ୟାକସନଙ୍କ ଝିଅ ପ୍ୟାରିସ ଜ୍ୟାକସନ

ନ୍ୟୁୟର୍କ: ବିଶ୍ୱର ପପ୍‍ ସଂଗୀତର ବାଦଶାହ ଭାବେ ପରିଚିତ ମାଇକେଲ ଜ୍ୟାକସନଙ୍କ ଝିଅ ପ୍ୟାରିସ ଜ୍ୟାକସନ ଏବେ ପାପାରାଜିମାନଙ୍କ ବିରୁଦ୍ଧରେ ମୁହଁ ଖୋଲିଛନ୍ତି। ଏକ ସାକ୍ଷାତକାରରେ ପ୍ୟାରିସ କହିଛନ୍ତି, ପିଲାଦିନେ…
Read More...

ସୀମାରେ ଧରାପଡିଲେ ୫ ବାଂଲାଦେଶୀ; ଲୁଚିଛପି ଭାରତ ଆସୁଥିଲେ

କୋଲକାତା: ଭାରତୀୟ ସୀମା ସୁରକ୍ଷା ବାହିନୀ ଯବାନମାନେ ଭାରତ-ବାଂଲାଦେଶ ସୀମାନ୍ତରୁ ୫ ଜଣ ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ମଧ୍ୟରେ ଚାରିଜଣ ମହିଳା ଓ ଜଣେ ପୁରୁଷ ଅଛନ୍ତି। ଏହି ବାଂଲାଦେଶୀ…
Read More...

ପୁଟିନଙ୍କ କଥାକୁ ଭରସା କଲେ ବାଇଡେନ ; ରୁଷିଆ ଆଉ ନୂଆ ଶୀତଳ ଯୁଦ୍ଧ ଚାହୁଁନଥିବା କହିଲେ

ଜେନେଭା: ଏଠାରେ ଏକ ଶିଖର ସମ୍ମିଳନୀର ବିଶ୍ୱର ଦୁଇ ମହାଶକ୍ତି ଆମେରିକା ଓ ରୁଷିଆ ରାଷ୍ଟ୍ରପତି ପରସ୍ପର ସହିତ ମୁହାଁମୁହଁ ଆଲୋଚନାରେ ମିଳିତ ହେବା ସମୁଦାୟ ବିଶ୍ୱ ପାଇଁ ଏକ ନୂଆ ଆଶାର ସଂଚାର କରିଛି। ସମ୍ମିଳନୀ ଆରମ୍ଭ…
Read More...

ଦିନକରେ ୩୬୩୧ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ; ୩୯ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୩୬୩୧ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୨୦୬୯ ଏବଂ ସ୍ଥାନୀୟ ସଂକ୍ରମିତ ୧୫୬୨ ଜଣ ରହିଛନ୍ତି। ଚିହ୍ନଟ ହୋଇଥିବା ନୂଆ…
Read More...

ପ୍ରଫେସର ବିଶ୍ୱଜିତ ପଟ୍ଟନାୟକ ଏସିବିଏସପିର ଦକ୍ଷିଣ ପୂର୍ବ ଏସିଆ ଅଧ୍ୟକ୍ଷ ନିଯୁକ୍ତ

ଭୁବନେଶ୍ୱର: ବିଶିଷ୍ଟ ଶିକ୍ଷାବିତ୍‍ ଏବଂ ମ୍ୟାନେଜମେଣ୍ଟ ଗୁରୁ ପ୍ରଫେସର ଡଃ. ବିଶ୍ୱଜିତ ପଟ୍ଟନାୟକ ଯୁକ୍ତରାଷ୍ଟ୍ର ଆମେରିକାରେ ଆକ୍ରେଡିଟେସନ କାଉନସିଲ ଫର୍‍ ବିଜନେଓ ସ୍କୁଲ୍ସ ଆଣ୍ଡ ପ୍ରୋଗ୍ରାମ୍ସର ରିଜନ୍‍ ୧୦…
Read More...

୪ଜି ସ୍ପିଡରେ ଜିଓ ଶୀର୍ଷରେ

ନୂଆଦିଲ୍ଲୀ: ଜିଓ ପୁନଶ୍ଚ ୪ଜି ସ୍ପିଡ ତାଲିକାରେ ଶୀର୍ଷ ସ୍ଥାନ ଅଧିକାର କରିଛି ଏବଂ ୨୦୨୧ ମଇ ମାସରେ ସେକେଣ୍ଡ ପ୍ରତି ୨୦.୭ ମେଗାବିଟ୍‍ (ଏମବିପିଏସ୍‍) ହାରାହାରି ୪ଜି ସ୍ପିଡ୍‍ ସହିତ ନିଜର ନେତୃତ୍ୱ ସ୍ଥାନ ବଜାୟ…
Read More...

ଦେଶର କୋଣ ଅନୁକୋଣକୁ ପହଞ୍ଚୁଛି ଚିକିତ୍ସା ସାମଗ୍ରୀ ଓ ଅମ୍ଳଜାନ ସାନ୍ଦ୍ରକ

ନୂଆଦିଲ୍ଲୀ: ଭାରତର ଅଗ୍ରଣୀ ଏକ୍ସପ୍ରେସ ଲଜିଷ୍ଟିକ୍ସ ସେବା ଯୋଗାଣକାରୀ ବ୍ଲୁ ଡାର୍ଟ କୋଭିଡ ଚିକିତ୍ସା ପାଇଁ ଆବଶ୍ୟକ ଡାକ୍ତରୀ ଉପକରଣ ମଧ୍ୟରେ ଅନ୍ୟତମ ଅତ୍ୟାବଶ୍ୟକ ଅକ୍ସିଜେନ କନସେଣ୍ଟ୍ରେଟରକୁ ଭାରତୀୟ ଭୂଖଣ୍ଡର କୋଣ…
Read More...

ଅଭିବୃଦ୍ଧି ପଥରେ ଭାରତର ଉପଭୋକ୍ତା ଋଣ ବଜାର

ମୁମ୍ବଇ: ଭାରତର ଋଣ ପରିବ୍ୟବସ୍ଥା ମହାମାରୀ ମଧ୍ୟରେ ସୁସଂହତ ରହିଥିବା ବିଶ୍ୱର ଅଗ୍ରଣୀ ସୂଚନା ସେବା କମ୍ପାନୀ ଏକ୍ସପେରିଆନ୍‍ ଏବଂ ପୁଞ୍ଜିନିବେଶ ଓ ସୁଗମତା କ୍ଷେତ୍ରରେ ରହିଥିବା ଜାତୀୟ ଏଜେନ୍ସି ଇନଭେଷ୍ଟ ଇଣ୍ଡିଆ…
Read More...

କଟକରେ ପୁଣି ବନ୍ଧୁକ ରାକେଟ ଠାବ; ୪ ଗିରଫ, ୧୧ ବନ୍ଧୁକ ଜବତ

କଟକ: କମିଶନରେଟ ପୁଲିସ କଟକ ସହର ମଧ୍ୟରେ ପୁଣି ଏକ ବନ୍ଧୁକ ଚୋର କାରବାର ରାକେଟକୁ ଠାବ କରିଛି । ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯିବା ସହିତ ସେମାନଙ୍କ ନିକଟରୁ ୧୧ଟି ବନ୍ଧୁକ, ୫୧ ରାଉଣ୍ଡ ଗୁଳି ଜବତ କରାଯାଇଛି । ଏ…
Read More...

ଆନ୍ଧ୍ରରେ ଇଂରାଜୀ ମାଧ୍ୟମରେ ଶିକ୍ଷା ବାଧ୍ୟତାମୂଳକ

ବିଜୟୱାଡା: ରାଜ୍ୟରେ ଶିକ୍ଷା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ ଜଗନ ମୋହନ ରେଡ୍ଡି। ରାଜ୍ୟର ସମସ୍ତ ଅନୁସ୍ନାତକ ମହାବିଦ୍ୟାଳୟଗୁଡିକରେ ଇଂରାଜୀ ମାଧ୍ୟମକୁ…
Read More...

ପିଲାଙ୍କୁ ମୋବାଇଲ ଆପ୍‍ ତିଆରି ପାଇଁ ମିଳୁଛି ପ୍ରେରଣା

ନୂଆଦିଲ୍ଲୀ: କୋଡିଂ ଓ ଗଣିତ ବିଷୟରେ ଅନ୍‍ଲାଇନ କ୍ଲାସ ଯୋଗାଇ ଦେଉଥିବା ଏକ ଅଗ୍ରଣୀ ଏଡଟେକ କମ୍ପାନୀ ହ୍ୱାଇଟହ୍ୟାଟ ଜୁନିୟର ସମାଜ ଉପରେ ପ୍ରଭାବ ପକାଇବାକୁ ଲକ୍ଷ୍ୟ ରଖୁଥିବା ମୋବାଇଲ ଆପ୍ଲିକେସନ ସୃଷ୍ଟି କରିବା ଦିଗରେ…
Read More...

ଦିନକରେ ୪୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୪୪ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୫ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ଏଥିସହିତ ଗଞ୍ଜାମ, କଳାହାଣ୍ଡି ଓ ପୁରୀ…
Read More...

ଓଡ଼ିଶାରେ ଦିନକରେ ୩୫୩୫ ନୂଆ କୋଭିଡ ସଂକ୍ରମିତ; ଖୋର୍ଦ୍ଧାରୁ ୫୩୩

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୫୩୫ ଜଣ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୨୦୧୬ ଏବଂ ସ୍ଥାନୀୟ ସଂକ୍ରମିତ ୧୫୧୯ ଜଣ ଅଛନ୍ତି। ଅନୁଗୁଳ ଜିଲାରୁ ୨୦୭ ନୂଆ କରୋନା…
Read More...

୮୦ ଜଣଙ୍କୁ ମାରିବା ପରେ ଧରାପଡିଲା ଓସାମା ବିନ୍‍ ଲାଡେନ

ଲୁଗାଙ୍ଗା: କୁଖ୍ୟାତ ଆତଙ୍କବାଦୀ ଓସାମା ବିନ୍‍ ଲାଡେନ କଥା କିଏ ନଜାଣିଛି। ବହୁ ହତ୍ୟା, ଅପହରଣ, ବିସ୍ଫୋରଣ ଘଟଣାର ମୁଖ୍ୟ ନାୟକ ଓସାମା। ସେ ନିଜେ କେତେ ହତ୍ୟା କରିଛି ଏବଂ ତା’ର ଇଙ୍ଗିତରେ କେତେ ଜଣଙ୍କୁ…
Read More...

ଇସ୍ରାଏଲ ଦୂତାବାସ ବିସ୍ଫୋରଣ: ୨ ସନ୍ଦିଗ୍ଧଙ୍କ ସିସିଟିଭି ଚିତ୍ର ପ୍ରକାଶ କଲା ଏନଆଇଏ

ନୂଆଦିଲ୍ଲୀ: ଏଠାରେ ଥିବା ଇସ୍ରାଏଲ ଦୂତାବାସ ବାହାରେ ଚଳିତ ବର୍ଷ ଜାନୁଆରୀ ୨୯ ତାରିଖ ଦିନ ଘଟିଥିବା ବିସ୍ଫୋରଣ ଘଟଣାରେ ଭାରତର ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ସିସିଟିଭି ଭିଡିଓ ଚିତ୍ର ପ୍ରକାଶ କରିଛି। ଏଥିରେ…
Read More...

ଟିକା ନେଇସାରି ଅଧଘଣ୍ଟାଏ ବସ

ନୂଆଦିଲ୍ଲୀ: ଟିକାକରଣ ପରବର୍ତ୍ତୀ ସମୟରେ ଜଣେ ୬୮ ବର୍ଷ ବୟସ୍କ ବ୍ୟକ୍ତିଙ୍କର ମାରାତ୍ମକ ଆଲର୍ଜିକ ପ୍ରତିକ୍ରିୟାରେ ମୃତ୍ୟୁ ଘଟିଛି। ମାର୍ଚ୍ଚ ୮ ତାରିଖ ଦିନ ସେ କୋଭିଡ ଟିକା ନେଇଥିଲେ। ତାଙ୍କ ମୃତ୍ୟୁକୁ କେନ୍ଦ୍ର…
Read More...

କୋଲ୍‍ ଇଣ୍ଡିଆ ସରକାରଙ୍କୁ ୧୪୨୬ କୋଟି ଟଙ୍କା ଲାଭାଂଶ ଦେବ

ନୂଆଦିଲ୍ଲୀ: କେନ୍ଦ୍ର ସରକାର କୋଲ୍‍ ଇଣ୍ଡିଆ ନିକଟରୁ ୧୪୨୬ କୋଟି ଟଙ୍କା ଲାଭାଂଶ ବାବଦରେ ପାଇବେ। ସିଆଇଏଲ୍‍ ଅତିରିକ୍ତ ଚୂଡାନ୍ତ ୩୫% ଲାଭାଂଶ ପ୍ରଦାନ ସମ୍ପର୍କରେ ଘୋଷଣା କରିବା ପରେ ସରକାର ଏହି ପରିମାଣର ଅର୍ଥ…
Read More...

ଗୋଟିଏ ଦିନରେ ସର୍ବାଧିକ ୨୮ଟି ଚାଇନା ସାମରିକ ବିମାନ ତାଇୱାନ ସୀମା ଲଂଘିଲା

ତାଇପେ: ଚାଇନାର ଯୁଦ୍ଧ ବିମାନଗୁଡିକ ବରାବର ତାଇୱାନ ଆକାଶ ସୀମାକୁ ଲଂଘନ କରୁଥିବାବେଳେ ମଙ୍ଗଳବାର ସର୍ବାଧିକ ସଂଖ୍ୟକ ଚାଇନା ବିମାନ ଏଭଳି କାର୍ଯ୍ୟ କରିଥିବା ତାଇୱାନ କହିଛି। ଏହି ଦିନ ଦୁଇ ଡଜନରୁ ଅଧିକ ଚାଇନା ସାମରିକ…
Read More...

ଗାଜା ଅଞ୍ଚଳରେ ଇସ୍ରାଏଲର ସାନି ଆକ୍ରମଣ

ଜେରୁଜେଲମ: ଗତ ମାସରେ ପାଲେଷ୍ଟାଇନ ଏବଂ ଇସ୍ରାଏଲ ମଧ୍ୟରେ ୧୧ ଦିନ ଧରି ଚାଲିଥିବା ଲଢେଇରେ ଅନ୍ତ ଘଟାଇବାକୁ ରାଜିନାମା ହେବାବରେ ବୁଧବାର ଇସ୍ରାଏଲ ପୁନର୍ବାର ଆକ୍ରମଣ କରିଛି। ଗାଜା ଅଞ୍ଚଳ ଉପରେ ଇସ୍ରାଏଲ ସୈନ୍ୟମାନେ…
Read More...

ରାଜ୍ୟରେ ଖସୁଛି ସଂକ୍ରମଣ; ଦିନକରେ ୩୪୦୫ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ ଦୈନିକ କୋଭିଡ ସଂକ୍ରମଣ ହାର କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ୩୪୦୫ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୯୪୨ ଏବଂ…
Read More...

ଶ୍ରଦ୍ଧାଳୁଙ୍କୁ ଦିଆଯାଇଥିଲା ୧ ଲକ୍ଷ ଜାଲ କୋଭିଡ ନମୁନା ପରୀକ୍ଷା ରିପୋର୍ଟ

ହରିଦ୍ୱାର: ଉତ୍ତରାଖଣ୍ଡର ହରିଦ୍ୱାର ଠାରେ ଚଳିତ ବର୍ଷ ଅନୁଷ୍ଠିତ କୁମ୍ଭମେଳା ଦେଶରେ କୋଭିଡ-୧୯ର ଦ୍ୱିତୀୟ ସଂକ୍ରମଣ ବୃଦ୍ଧିର ଅନ୍ୟତମ କାରଣ ବୋଲି ବିଭିନ୍ନ ମହଲରୁ, ଏପରିକି ବିଦେଶୀ ରାଷ୍ଟ୍ରଗୁଡିକ ଅଭିଯୋଗ…
Read More...

୨୦ ବର୍ଷ ହେଲା ଦରମା ଦେଉନାହାନ୍ତି ପାକିସ୍ତାନ ସରକାର

ଜେନେଭା (ସ୍ୱିଜରଲାଣ୍ଡ): ଜେନେଭାସ୍ଥିତ ପାକିସ୍ତାନ ଦୂତାବାସରେ କାମ କରୁଥିବା ଛଅଜଣ ଫିଲିପାଇନ୍ସ କର୍ମଚାରୀ ଗୁରୁତର ଅଭିଯୋଗ ଆଣିଛନ୍ତି। ସେମାନେ କହିଛନ୍ତି ଯେ ପାକିସ୍ତାନୀ ଦୂତାବାସ ଅଥବା ସେହି ଦେଶର ସରକାର…
Read More...

୧୨ ଟଙ୍କାରେ କିଣିବାକୁ ମିଳୁଛି ଘର

ଲେଗାର୍ଡ: ଯଦି ମାଗଣାରେ ଘର ଖଣ୍ଡେ ପାଇବାକୁ ଚାହୁଛନ୍ତି, ତେବେ ଏହି ସ୍ଥାନକୁ ଆସନ୍ତୁ। ମାତ୍ର ୧୨ ଟଙ୍କା ଦେଲେ ଗୋଟିଏ ଘର ଆପଣଙ୍କୁ ମିଳିଯିବ। ଏକଥା କେହି ବିଶ୍ୱାସ କରିବେ ନାହିଁ, କିନ୍ତୁ ଏକଥା ସଂପୂର୍ଣ୍ଣ ସତ।…
Read More...

ଶଶିକଳାଙ୍କ ସହିତ କଥାହେଲେ ଦଳରୁ ବିଦା

ଚେନ୍ନଇ: ଶଶିକଳାଙ୍କୁ ନେଇ ଏବେ ଏଆଇଏଡିଏମକେର ଚିନ୍ତା ବଢିଯାଇଛି। ସକ୍ରିୟ ରାଜନୀତିରେ ପ୍ରବେଶ ନେଇ ଶଶିକଳା ସୂଚନା ଦେବାପରେ ଏବେ ଏଆଇଏଡିଏମକେ ଦଳୀୟ ନେତୃବୃନ୍ଦ ଏବଂ କର୍ମୀଙ୍କ ପାଇଁ କଡା କଟକଣା ଜାରି କରିଛି। ଦଳ…
Read More...

ବେସରକାରୀ ଗୋଦାମରୁ ଜବତ ହେଲା ଲକ୍ଷେ ବସ୍ତା ସରକାରୀ ଚାଉଳ

ରଙ୍ଗିଆ (ଆସାମ): ଦେଶର ଦରିଦ୍ର ଲୋକଙ୍କ ପାଇଁ ସରକାର ଯୋଗାଇ ଦେଉଥିବା ଖାଦ୍ୟଶସ୍ୟ କିଭଳି ବ୍ୟାପକ ଭାବରେ ହରିଲୁଟ ହେଉଛି ତାହା ଆସାମର ଏହି ଘଟଣାରୁ ସ୍ପଷ୍ଟ ଜଣାଯାଉଛି। ଆସାମର କାମରୂପ ଜିଲାରେ ଏକ ବେସରକାରୀ ଗୋଦାମରୁ…
Read More...

ଜିଆନ୍‍ ଏଚ-୨୦ ବୋମାବର୍ଷୀ ବିମାନର ଚୂଡାନ୍ତ ପରୀକ୍ଷା ଚାଲିଛି ଲଦାଖ ସୀମାନ୍ତରେ

ବେଜିଂ: ପୂର୍ବ ଲଦାଖରେ ଭାରତୀୟ ସୈନ୍ୟଙ୍କ ସହିତ ଚୀନ ସୈନ୍ୟ ସାମନା ସାମନି ହେବା ବର୍ଷେ ହେଲାଣି। ଦୁଇ ଦେଶ ମଧ୍ୟରେ ରହିଥିବା ସୀମା ବିବାଦର ସମାଧାନ ଓ ସୀମାନ୍ତରେ ଉତ୍ତେଜନା ସୃଷ୍ଟି ନକରିବାକୁ ଦୁଇପକ୍ଷର କୋର…
Read More...

ରାଜ୍ୟରେ ଆଉ ୪୩୩୯ ନୂଆ କରୋନା ସଂକ୍ରମିତ ଚିହ୍ନଟ; ୪୪ ମୃତ

ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୪୩୩୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଗୋଟିଏ ଦିନରେ ୪୪ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରେ…
Read More...

ଯୁବତୀଙ୍କ ଗର୍ଭାଶୟରୁ ବାହାରିଲା ୧୦୬ ଟ୍ୟୁମର

ନୂଆଦିଲ୍ଲୀ: ତାଙ୍କର ତଳିପେଟ ଏଭଳି ଫୁଲିଯାଇଥିଲା, ସତେଯେମିତି ସେ ଆଠମାସର ଗର୍ଭବତୀ। ପେଟରେ ଅସହ୍ୟ ଯନ୍ତ୍ରଣା ହେଉଥିଲା। ଡାକ୍ତରଖାନାକୁ ଯାଇ ପରୀକ୍ଷା କରାଇବା ପରେ ଯୁବତୀଙ୍କ ଗର୍ଭାଶୟରେ ଟ୍ୟୁମର ହୋଇଥିବା…
Read More...

୮ ମାସର ଗର୍ଭବତୀ; ତଥାପି ରୋଗୀଙ୍କ ଚିକିତ୍ସାରେ ସମର୍ପିତ

କାଠୁଆ: ବର୍ଷକରୁ ଅଧିକ ସମୟ ହେଲା କୋଭିଡ ୧୯ ମହାମାରୀ ଦେଶକୁ ଭୀତତ୍ରସ କରିଦେଇଛି। କୋଭିଡରେ ଆକ୍ରାନ୍ତ ହୋଇ ଅନେକ ପ୍ରାଣ ହରାଇଲେଣି। ଡାକ୍ତରଖାନାରେ ଚିକିତ୍ସିତ ହୋଇ ଅନେକଙ୍କର ଜୀବନ ରକ୍ଷା ହୋଇପାରିଛି। ଏହି ଭୂତାଣୁ…
Read More...

୩ ଫୁଟ ଲମ୍ବ ଖଣ୍ଡାରେ କେକ୍‍ କାଟିଲେ ବ୍ରିଟେନର ମହାରାଣୀ

ଲଣ୍ଡନ: ଶନିବାର ଦିନ ଜି୭ ରାଜ୍ୟଗୋଷ୍ଠୀ ନେତୃବୃନ୍ଦଙ୍କର ଶିଖର ସମ୍ମିଳନୀ ଉଦଘାଟିତ ହୋଇଥିଲା କର୍ନୱାଲରେ। ସାରା ବିଶ୍ୱ ମହାମାରୀ ସମୟରେ ଜି୭ ନେତୃବୃନ୍ଦ କେଉଁ ପ୍ରସଙ୍ଗ ଉପରେ ଆଲୋଚନା କରିବେ ଏବଂ ଶିଖର ସମ୍ମିଳନୀରୁ…
Read More...

ଫେସବୁକ ଓ ଟେଲିଗ୍ରାମ ଉପରେ ରୁଷିଆର ସାନି ଜରିମାନା

ମସ୍କୋ: ନିଷେଧ କରାଯାଇଥିବା ବିଷୟବସ୍ତୁକୁ ହଟାଇବାରେ ବିଫଳ ହୋଇଥିବାରୁ ରୁଷିଆର ମସ୍କୋସ୍ଥିତ ଏକ ଜିଲା ଅଦାଲତ ଫେସବୁକ ଓ ଟେଲିଗ୍ରାମ ଉପରେ ବହୁକୋଟି ରୁବଲ୍‍ (ରୁଷୀୟ ମୁଦ୍ରା) ଜରିମାନା କରିଛନ୍ତି। ଅଦାଲତ ଫେସବୁକ…
Read More...

ପ୍ରତିମାସରେ ଗ୍ରାମାଞ୍ଚଳ ବିକାଶ ପାଇଁ ତେଲେଙ୍ଗାନା ସରକାର ଦେବେ ୩୩୯ କୋଟି ଟଙ୍କା

ହାଇଦରାବାଦ: ତେଲେଙ୍ଗାନା ସରକାର ରାଜ୍ୟର ଗ୍ରାମାଞ୍ଚଳ ବିକାଶ ପାଇଁ ପ୍ରତିମାସରେ ୩୩୯ କୋଟି ଟଙ୍କା ଯୋଗାଇଦେବେ। ତାହାସହିତ ସହରାଞ୍ଚଳ ବିକାଶ ନିମନ୍ତେ ମାସକୁ ୧୪୮ କୋଟି ଟଙ୍କା ଯୋଗାଇ ଦିଆଯିବ। ଏଥିପାଇଁ ସରକାର ଏକ…
Read More...

୩୮ ପତ୍ନୀ, ୮୯ ପୁଅ ଝିଅଙ୍କୁ ଛାଡି ଚାଲିଗଲେ

ଆଇଜଲ: ମିଜୋରାମ ବାସିନ୍ଦା ଜିଓନା ଚାନା। ବିଶ୍ୱର ଅନ୍ୟତବ ସର୍ବବୃହତ ପରିବାର ସୃଷ୍ଟି କରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଅନ୍ୟତମ। ତାଙ୍କର ୩୮ ଜଣ ପତ୍ନୀ, ୮୯ ଜଣ ପୁଅ ଝିଅ ଏବଂ ୩୩ ଜଣ ନାତି ନାତୁଣୀ ଏବଂ କିଛି ଅଣ ନାତି…
Read More...

ରାତାରାତି କୋଟିପତି ହେବା ନିଶା ; ଚରସ କାରବାର କରୁଥିଲେ ଦୁଇ ପୁଲିସ କନଷ୍ଟେବଳ

ଡେରାଡୁନ: ରାତାରାତି କୋଟିପତି ହେବା ନିଶା ଘାରିଲେ ଜଣେ ହିତାହିତ ଜ୍ଞାନ ହରାଇବା ସ୍ୱାଭାବିକ। ତାହା ଘଟିଛି ଦୁଇ ପୁଲିସ କନେଷ୍ଟବଳଙ୍କ କ୍ଷେତ୍ରରେ। ବିପୁଳ ଅର୍ଥ ଉପାର୍ଜନ ମୋହରେ ମାରାତ୍ମକ ନିଶାଦ୍ରବ୍ୟ ଚରସ ଚାଲାଣ…
Read More...

ବିଶ୍ୱରେ ସବୁଠୁ ଲମ୍ବା ଆଖିପତାର କେଶ

ବେଜିଂ: ବିଶ୍ୱର ସବୁଠାରୁ ଲମ୍ବା ଆଖିପତା କେଶରେ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି ଚୀନର ଜଣେ ମହିଳା। କେବଳ ସେତିକି ନୁହେଁ, ସେ ଏ କ୍ଷେତ୍ରରେ ନିଜର ପୂର୍ବ ରେକର୍ଡକୁ ମଧ୍ୟ ଭାଙ୍ଗିଛନ୍ତି। ଗିନିଜ ୱାର୍ଲଡ ରେକର୍ଡସ…
Read More...

ବେନେଟ୍‍ ଇସ୍ରାଏଲର ନୂଆ ପ୍ରଧାନମନ୍ତ୍ରୀ ; ସାରା ବିଶ୍ୱରୁ ଛୁଟୁଛି ଅଭିନନ୍ଦନର ସୁଅ

ତେଲଆଭିଭ (ଇସ୍ରାଏଲ): ବାରବର୍ଷ କାଳ ଇସ୍ରାଏଲ ପ୍ରଧାନମନ୍ତ୍ରୀ ରହିଥିବା ବେଞ୍ଜାମିନ ନେତନ୍ୟାହୁଙ୍କ ଶାସନରେ ଅନ୍ତ ଘଟିଛି। ତାହାସହିତ ନଫତାଲି ବେନେଟ ଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ବେନେଟ…
Read More...

ଘରକୁ ଘର ଯାଇ ଟିକାକରଣ; ବିକାନେର ଦେଶରେ ପ୍ରଥମ

ବିକାନେର: ବୟସ୍କ, ଭିନ୍ନକ୍ଷମ ଏବଂ ଅସୁସ୍ଥ ଥିବା ଲୋକ ତଥା ଦୁର୍ଗମ ଅଞ୍ଚଳରେ ବାସ କରୁଥିବା ଜନସାଧରଣଙ୍କ ସୁବିଧା ନିମନ୍ତେ ଘରକୁ ଘର ଯାଇ କୋଭିଡ ଟିକାକରଣ କରିବାକୁ କେନ୍ଦ୍ର ସରକାରଙ୍କୁ ବିଭିନ୍ନ ମହଲରୁ ପ୍ରସ୍ତାବ…
Read More...

ଧର୍ମପ୍ରାଣା ମହିଳାଙ୍କ ବିୟୋଗରେ ଶୋକସଭା

କଟକ: ଫ୍ରେଣ୍ଡସ କ୍ଲବ୍, ସେକ୍ଟର୍ - ୬, ସିଡିଏ, କଟକର ବରିଷ୍ଠ ସଭ୍ୟ ତଥା ଯୁବ ସମାଜସେବୀ କେଶବଚନ୍ଦ୍ର ପଣ୍ଡାଙ୍କର ମାତୃ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। କୋଭିଡରେ ଆକ୍ରାନ୍ତ ହୋଇ ସ୍ଥାନୀୟ…
Read More...

ଆଉ ଜଣେ ସାମ୍ବାଦିକଙ୍କ ଜୀବନ ନେଲା ମହାମାରୀ

ଅନୁଗୁଳ: ଆଉ ଜଣେ ସାମ୍ବାଦିକଙ୍କ ଜୀବନ ନେଇଛି କରୋନା। ଅନୁଗୁଳ ଜିଲ୍ଲା ବଇଣ୍ଡା ଅଞ୍ଚଳର ସାମ୍ବାଦିକ ପ୍ରଦୀପ ଘିୱ।ଲାଙ୍କ ପରଲୋକ ହୋଇଛି। ସେ ସପ୍ତାହେ ପୁର୍ବେ କରୋନା ସଂକ୍ରମିତ ହୋଇ ପ୍ରଥମେ ତାଳଚେର କୋଭିଡ଼…
Read More...

ଦିନକରେ ରାଜ୍ୟରେ ୪୪୬୯ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୬୧୨

ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୪୪୬୯ ଜଣ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୨୫୪୬ ଏବଂ ସ୍ଥାନୀୟ ସଂକ୍ରମିତ ୧୯୨୩ ଜଣ ରହିଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୬୧୨…
Read More...