www.samajalive.in
Saturday, December 13, 2025
26.1 C
Bhubaneswar

କଟକରେ ପୁଣି ବନ୍ଧୁକ ରାକେଟ ଠାବ; ୪ ଗିରଫ, ୧୧ ବନ୍ଧୁକ ଜବତ

କଟକ: କମିଶନରେଟ ପୁଲିସ କଟକ ସହର ମଧ୍ୟରେ ପୁଣି ଏକ ବନ୍ଧୁକ ଚୋର କାରବାର ରାକେଟକୁ ଠାବ କରିଛି । ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରାଯିବା ସହିତ ସେମାନଙ୍କ ନିକଟରୁ ୧୧ଟି ବନ୍ଧୁକ, ୫୧ ରାଉଣ୍ଡ ଗୁଳି ଜବତ କରାଯାଇଛି । ଏ ସମ୍ପର୍କରେ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇ କହିଛନ୍ତି ଯେ ଏକାଧିକ ଅପରାଧିକ ମାମଲାରେ ଗିରଫ ହୋଇ ଜେଲରେ ଥିବା ଧଳଭ୍ରାତାଙ୍କ ସହଯୋଗୀ ଟୁକୁନା ସ୍ୱାଇଁକୁ ଜେରା କରିବା ସମୟରେ ପୁଲିସକୁ ବନ୍ଧୁକ ଚୋରା କାରବାର ସମ୍ପର୍କରେ ଅନେକ ତଥ୍ୟ ମିଳିଥିଲା । ଏହାପରେ ପୁଲିସ ବନ୍ଧୁକ ଚୋରା କାରବାର କରୁଥିବା ଦଳ ଉପରେ କଡା ନଜର ରଖିଥିଲା । ଏବେ ଗିରଫ ହୋଇଥିବା ୪ ଜଣଙ୍କ ନାମରେ ଏକାଧିକ ଅପରାଧିକ ମାମଲା ରହିଛି । ସୂଚନାଯୋଗ୍ୟ ଯେ ତିନିମାସ ମଧ୍ୟରେ କଟକ ସହରରେ ପୁଲିସ ଚଢଉ କରି ୪୩ଟି ବନ୍ଧୁକ ଓ ୨୨୩ଟି ଗୁଳି ଜବତ କରିସାରିଲାଣି ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories