ରାଜ୍ୟରେ ଆଉ ୬୪ କରୋନା ସଂକ୍ରମିତଙ୍କ ମୃତ୍ୟୁ; ଖୋର୍ଦ୍ଧାରୁ ସର୍ବାଧିକ ୨୨ ମୃତ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୨ ଜଣ ରହିଛନ୍ତି। ସେହିଭଳି ବରଗଡରୁ ୧୦ ଜଣଙ୍କର ଜୀବନ ଯାଇଛି।…
Read More...

ଆଉ ୨୦୭୦ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୨୦୭୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୧୯୫ ଏବଂ ସ୍ଥାନୀୟ ସଂକ୍ରମିତ ୮୭୫ ଜଣ ରହିଛନ୍ତି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳରୁ ୫୭, ବାଲେଶ୍ୱର ୧୭୬,…
Read More...

ଟ୍ରାଫିକ ଭିଡରେ ବିରକ୍ତ ହୋଇ କୁମ୍ଭୀର ଭର୍ତ୍ତି ନଈକୁ ଡେଇଁପଡିଲେ

ଲୁଇଜିଆନା: ଭାରତ ଭଳି ଆମେରିକାର ମହାନଗର ଓ ସହରଗୁଡିକରେ ମଧ୍ୟ ରାସ୍ତାରେ ଟ୍ରାଫିକ ଭିଡ ହେଉଛି । ଲୋକେ ରାସ୍ତାରେ ଯିବା ସମୟରେ ଦୁର୍ଘଟଣା ଅଥବା ଅନ୍ୟ କୌଣସି କାରଣ ପାଇଁ ଦୀର୍ଘ ସମୟ ଅଟକି ରହୁଛନ୍ତି । ଥରେ ଜଣେ ଯୁବକ…
Read More...

ଭୁବନେଶ୍ୱର ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଏକ୍‍ମୋ ମେସିନ ଉଦଘାଟିତ; ସପ୍ତାହକ ମଧ୍ୟରେ ଆରମ୍ଭ ହେବ…

ଭୁବନେଶ୍ୱର: ଏଠାରେ ଥିବା ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଇସିଏମଓ (ଏକ୍‍ମୋ) ମେସିନ ସ୍ଥାପନ କରାଯିବା ପରେ ଗୁରୁବାର ତାହା ଉଦଘାଟିତ ହୋଇଛି । ସପ୍ତାହକ ମଧ୍ୟରେ ଏହି ମେସିନ ସହାୟତାରେ ଗୁରୁତର…
Read More...

ସ୍ୱାଧୀନତାର ୭୫ ବର୍ଷ ପରେ ରାଜଦ୍ରୋହ ଆଇନ ଆଉ ଆବଶ୍ୟକ କି? କେନ୍ଦ୍ରକୁ ସୁପ୍ରିମ କୋର୍ଟଙ୍କ ପ୍ରଶ୍ନ

ନୂଆଦିଲ୍ଲୀ: ସ୍ୱାଧୀନତା ପୂର୍ବରୁ ତତ୍କାଳୀନ ଔପନିବେଶକ ଶାସନ ସମୟରେ ରାଜଦ୍ରୋହ ଆଇନ ପ୍ରଣୟନ କରାଯାଇଥିଲା । ଏହାକୁ ମୁଖ୍ୟତଃ ସ୍ୱାଧୀନତା ସଂଗ୍ରାମୀମାନଙ୍କ ବିରୋଧରେ ବ୍ୟବହାର କରାଯାଉଥିଲା । କିନ୍ତୁ ସ୍ୱାଧୀନତାର ୭୫…
Read More...

ଅମ୍ରିତା ଶେର ଗିଲଙ୍କ ଦ୍ୱାରା ଅଙ୍କିତ ଚିତ୍ର ୨୭.୮ କୋଟି ଟଙ୍କାରେ ନିଲାମ

ନୂଆଦିଲ୍ଲୀ: ବିଶିଷ୍ଟ ହଙ୍ଗେରୀ-ଭାରତୀୟ ଚିତ୍ରକର ଅମ୍ରିତା ଶେର ଗିଲଙ୍କ ଦ୍ୱାରା ଅଙ୍କିତ ଏକ ଚିତ୍ର ରେକର୍ଡ ୨୭.୮ କୋଟି ଟଙ୍କାରେ ନିଲାମ ହୋଇଛି । ୧୯୩୮ରେ ଏହି ଚିତ୍ର ଅଙ୍କା ଯାଇଥିଲା ଏବଂ ମୁମ୍ବଇସ୍ଥିତ ଏକ…
Read More...

ବାରାଣସୀରେ ପ୍ରଧାନମନ୍ତ୍ରୀ; ୧୫୦୦ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କଲେ

ବାରାଣସୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଏଠାକୁ ଦିନିକିଆ ଗସ୍ତ କରିବା ସହିତ ଏଠାରେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ପରିସରରେ ଏକାଧିକ ପ୍ରକଳ୍ପ ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଏଠାରେ ଉତ୍ତର…
Read More...

ଜମ୍ମୁ ବାୟୁସେନା ସ୍ଥଳ ନିକଟରେ ପୁଣି ଉଡିଲା ଡ୍ରୋନ

ଜମ୍ମୁ: ଏଠାରେ ଥିବା ଭାରତୀୟ ବାୟୁସେନା ସ୍ଥଳ ଉପରେ ପୁନର୍ବାର ଏକ ଡ୍ରୋନକୁ ଠାବ କରାଯାଇଛି। ବୁଧବାର ରାତିରେ ଏହି ଡ୍ରୋନ ଉଡୁଥିବାବେଳେ ତାକୁ ନିରାପତ୍ତା ବାହିନୀ ଠାବ କରିଥିଲେ। ସୂଚନାଯୋଗ୍ୟ ଯେ ଏହି ବାୟୁସେନା ସ୍ଥଳ…
Read More...

ପାକିସ୍ତାନ ସୀମାକୁ ଲାଗିଥିବା ଆଫଗାନ ଅଞ୍ଚଳ ଦଖଲ କଲା ତାଲିବାନ

କାବୁଲ: ପାକିସ୍ତାନକୁ ଲାଗିଥିବା ଆଫଗାନିସ୍ତାର ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳକୁ ତାଲିବାନ ନିଜ ଦଖଲକୁ ନେଇଛି। ତାଲିବାନ ମୁଖପାତ୍ର ଜବିହଉଲ୍ଲା ମୁଜାହିଦ ଏକ ଭିଡିଓ ଜାରି କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି,…
Read More...

ଏଟିଏସ ଦ୍ୱାରା ଗିରଫ ଦୁଇ ଆତଙ୍କବାଦୀଙ୍କୁ ଆଇନଗତ ସହାୟତା ଦେବ ଜମାତ ଉଲେମା ଇ ହିନ୍ଦ୍‍

ପ୍ରୟାଗରାଜ: ଉତ୍ତର ପ୍ରଦେଶ ପୁଲିସର ଏଟିଏସ ଦ୍ୱାରା ଗିରଫ ହୋଇଥିବା ଦୁଇ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଜମାତ ଉଲେମା ଇ ହିନ୍ଦ୍‍ ଆଇନଗତ ସହାୟତା ଯୋଗାଇଦେବ। ସୂଚନାଯୋଗ୍ୟ ଯେ ଚଳିତ ସପ୍ତାହରେ ଏହି ଦୁଇ ସନ୍ଦିଗ୍ଧଙ୍କୁ…
Read More...

ଦେଶରେ ପୁଣି ବଢିଲା ସଂକ୍ରମଣ; ଦିନକରେ ୪୧,୮୦୬ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମଣ ସ୍ତର ଦୁଇ ଦିନ ସାମାନ୍ୟ ହ୍ରାସ ପାଇବା ପରେ ଗତକାଲି ସେଥିରେ ପୁଣି ବୃଦ୍ଧି ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୧,୮୦୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ପୂର୍ବଦିନ…
Read More...

ଦିନକରେ ରାଜ୍ୟରେ ଆଉ ୬୬ ଜଣଙ୍କର ଜୀବନ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୬ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୧ ଜଣ ରହିଛନ୍ତି। ଏଥିସହିତ ବରଗଡ ଓ ସୁନ୍ଦରଗଡ ଜିଲାରୁ ୧୦ ଜଣ ଲେଖାଏଁ କରୋନା…
Read More...

ରାଜ୍ୟରେ ଦିନକ ମଧ୍ୟରେ ୨୧୧୦ ନୂଆ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦିନକ ମଧ୍ୟରେ ୨୧୧୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୨୪ ଘଣ୍ଟା ମଧ୍ୟରେ ୭୨,୩୨୨ ନମୁନା ରାଜ୍ୟରେ ପରୀକ୍ଷା କରାଯାଇଥିବାବେଳେ ସଂକ୍ରମଣ ହାର ୨.୯୨% ରହିଥିବା ଜଣାଯାଇଛି। ଚିହ୍ନଟ ହୋଇଥିବା ନୂଆ…
Read More...

ପାକିସ୍ତାନରେ ବସରେ ବିସ୍ଫୋରଣ; ୬ ଚାଇନା ନାଗରିକଙ୍କ ସମେତ ୮ ମୃତ

ପେଶାୱାର: ପାକିସ୍ତାନରେ ଏକ ବସରେ ବିସ୍ଫୋରଣ ଘଟିବାରୁ ସେଥିରେ ଯାଉଥିବା ଅନ୍ୟୂନ ୬ ଜଣ ଚାଇନା ନାଗରିକଙ୍କ ସମେତ ମୋଟ ୮ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ପାକିସ୍ତାନୀ ସୈନ୍ୟ ମଧ୍ୟ ରହିଛନ୍ତି । ଉତ୍ତର…
Read More...

ଭୁବନେଶ୍ୱରରୁ ୫୫ ଲକ୍ଷ ଟଙ୍କା ମୂଲ୍ୟର ବ୍ରାଉନସୁଗର ଜବତ; ଏଥିସହିତ ନଗଦ ୩୪ ଲକ୍ଷ ୮୦ ହଜାର ଟଙ୍କା ଜବତ, ୨ ଗିରଫ

ଭୁବନେଶ୍ୱର: କମିଶନରେଟ ପୁଲିସ ଭୁବନେଶ୍ୱରର କେସୁରା ଅଞ୍ଚଳରୁ ୫୫୦ ଗ୍ରାମ ଓଜନର ବ୍ରାଉନସୁଗର ଜବତ କରିଛି । ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୫୫ ଲକ୍ଷ ଟଙ୍କା ହେବ ବୋଲି ସୂଚନା ଦେଇଛନ୍ତି ପୁଲିସ କମିଶନର ସୌମେନ୍ଦ୍ର…
Read More...

ଚନ୍ଦ୍ର ପୃଷ୍ଠକୁ ଯାଇଥିବା ଧାନରୁ ବିହନ ଉତ୍ପାଦନ କଲା ଚାଇନା

ବେଜିଂ: ୨୦୨୦ରେ ଚେଞ୍ଜ-୫ ମହାକାଶ ଅଭିଯାନ ସମୟରେ ଚନ୍ଦ୍ର ପୃଷ୍ଠରେ ୨୩ ଦିନ ରହିଥିବା ଧାନରୁ ବିହନ ଉତ୍ପାଦନ କରିଛି ଚାଇନା । ଦେଶର ସରକାରୀ ସୂତ୍ରରୁ କୁହାଯାଇଛି ଯେ ୪୦ ଗ୍ରାମ ଓଜନର ଧାନକୁ ସେହିବର୍ଷ ମହାକାଶ…
Read More...

ଦେଶରେ ୩୮,୭୯୨ ନୂଆ ସଂକ୍ରମିତ ଚିହ୍ନଟ; ୬୨୪ ମୃତ

ଦେଶରେ ଗତକାଲି ଗୋଟିଏ ଦିନରେ ଦେଶରେ ଆଉ ୩୮,୭୯୨ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ ଦିନକ ମଧ୍ୟରେ ଦେଶରେ ୬୨୪ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏଥିସହିତ ଦେଶରେ କରୋନା ଜନିତ ମୋଟ…
Read More...

୨୪ ଘଣ୍ଟାରେ ରାଜ୍ୟରେ ୬୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ, ଖୋର୍ଦ୍ଧାରୁ ସର୍ବାଧିକ ୨୦

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୫ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏଥିସହିତ ରାଜ୍ୟରେ ଏପର୍ଯ୍ୟନ୍ତ କରୋନା ଜନିତ ମୃତ୍ୟୁସଂଖ୍ୟା ୪୭୯୫କୁ ବୃଦ୍ଧିପାଇଛି। ଏହି ସମୟ ମଧ୍ୟରେ ଖୋର୍ଦ୍ଧା ଜିଲାରୁ…
Read More...

ସରକାରୀ ଚାକିରିରେ ଥିବା ସମୟରେ ଆତଙ୍କିଙ୍କ ପାଇଁ ପାଣ୍ଠି ଯୋଗାଡ କରୁଥିଲେ ସୟଦ ସଲାହଉଦ୍ଦିନଙ୍କ ପୁଅ

ନୂଆଦିଲ୍ଲୀ: ହିଜବୁଲ ମୁଜାହିଦ୍ଦିନର ପ୍ରତିଷ୍ଠାତା ସୟଦ ସଲାହଉଦ୍ଦିନଙ୍କ ପୁଅ ସରକାରୀ ଚାକିରିରେ ଥିବା ସମୟରେ ଆତଙ୍କବାଦୀଙ୍କ ପାଇଁ ପାଣ୍ଠି ଯୋଗାଡରେ ସକ୍ରିୟ ଭାବରେ ସଂପୃକ୍ତ ରହିଥିବା କେନ୍ଦ୍ରୀୟ ଗୁଇନ୍ଦା…
Read More...

ପୁଲୱାମାରେ ଗୁଳି ବିନିମୟ; ପାକିସ୍ତାନୀ ଲସ୍କର କମାଣ୍ଡର ସମେତ ୩ ନିହତ

ପୁଲୱାମା: ଦକ୍ଷିଣ କାଶ୍ମୀରର ପୁଲୱାମାରେ ଆତଙ୍କି ଏବଂ ଭାରତୀୟ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟରେ ୩ ଆତଙ୍କି ପ୍ରାଣ ହରାଇଛନ୍ତି। ବୁଧବାର ପ୍ରତ୍ୟୁଷରେ ଏହି ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ପାକିସ୍ତାନୀ…
Read More...

ରାଜ୍ୟରେ ଦିନକରେ ୨୦୭୪ କରୋନା ସଂକ୍ରମିତ ଚିହ୍ନଟ ହେଲେ

ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦୭୪ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୧୯୨ ଓ ସ୍ଥାନୀୟ ସଂକ୍ରମିତ ୮୮୨ ଜଣ ରହିଛନ୍ତି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନୁଗୁଳ…
Read More...

ଜମ୍ମୁ ସୀମାରେ ଡ୍ରୋନ ଠାବ; ସୀମା ସୁରକ୍ଷା ବାହିନୀର ଗୁଳିଚାଳନା ପରେ ପାକିସ୍ତାନ ପଟକୁ ଫେରିଗଲା

ଶ୍ରୀନଗର: ମଙ୍ଗଳବାର ରାତିରେ ଜମ୍ମୁକୁ ଲାଗିଥିବା ଆନ୍ତର୍ଜାତିକ ସୀମା ନିକଟରେ ଏକ ଡ୍ରୋନ ଠାବ କରାଯାଇଛି। ଭାରତର ସୀମା ସୁରକ୍ଷା ବାହିନୀ (ବିଏସଏଫ) ଯବାନମାନେ ପାକିସ୍ତାନର ଏହି ଗୁଇନ୍ଦା ଡ୍ରୋନ ଉପରକୁ ଗୁଳି ଚଳାଇବା…
Read More...

ଗୋଟିଏ ବର୍ଷରେ ସର୍ବାଧିକ ୩୨୦୦ରୁ ଅଧିକ ନିଯୁକ୍ତି ଅଫର

ହାଇଦରାବାଦ: ସ୍ନାତକ ଏବଂ ଉଚ୍ଚ ଶିକ୍ଷା ପାଇଁ ଦେଶର ଅନ୍ୟତମ ଅଗ୍ରଣୀ ବିଶ୍ୱବିଦ୍ୟାଳୟ କେଏଲ୍‍ ଡିମ୍‍ଡ ଟୁ ବି ୟୁନିଭରସିଟି ଏହାର ବି ଟେକ୍‍, ଏମ ଟେକ୍‍, ଏମବିଏ, ବିବିଏ ଏବଂ ବିଏସସି ପାଠ୍ୟକ୍ରମର ଛାତ୍ରଛାତ୍ରୀଙ୍କ…
Read More...

କୋଭିଡ ସମୟରେ ସ୍ୱାସ୍ଥ୍ୟବୀମାକୁ ଗୁରୁତ୍ୱ

ମୁମ୍ବଇ: କୋଭିଡ ମହାମାରୀ ଅପ୍ରତ୍ୟାଶିତ ଭାବରେ ସ୍ୱାସ୍ଥ୍ୟସେବା ବାବଦ ଖର୍ଚ୍ଚ ବୃଦ୍ଧି କରିବା ସହିତ ଅସମୟରେ ମୂଲ୍ୟବାନ ଜୀବନ ହାନିର କାରଣ ହେବାରେ ଲାଗିଛି। ଏହା ଜନସାଧାରଣଙ୍କ ଆର୍ଥିକ ବ୍ୟବସ୍ଥା ଉପରେ ଗୁରୁତର ଚାପ…
Read More...

ଏଲଆଇସିରୁ ପୁଞ୍ଜି ପ୍ରତ୍ୟାହାରକୁ ଅନୁମୋଦନ; ଅର୍ଥମନ୍ତ୍ରୀଙ୍କ ନେତୃତ୍ୱରେ ଗଠିତ ମଣ୍ଡଳୀ ନେବେ ପରିମାଣ ସମ୍ପର୍କରେ…

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି)ରୁ ପୁଞ୍ଜି ପ୍ରତ୍ୟାହାରକୁ ଅର୍ଥନୈତିକ ବ୍ୟାପାର ପ୍ରସଙ୍ଗରେ ଗଠିତ କ୍ୟାବିନେଟ କମିଟି (ସିସିଇଏ) ଅନୁମୋଦନ କରିଛି। ଏଲଆଇସିରୁ କେତେ ପରିମାଣରେ ପୁଞ୍ଜି…
Read More...

କାରଗାର ରକ୍ଷୀଙ୍କ ଆଖିକୁ ଲଙ୍କାଗୁଣ୍ଡ ଫିଙ୍ଗି ଖସି ପଳାଇଲେ ୭ ବିଚାରାଧୀନ ବନ୍ଦୀ

ଇଟାନଗର: କାରାଗାର ରକ୍ଷୀଙ୍କ ଆଖିକୁ ଲଙ୍କାଗୁଣ୍ଡ ଫିଙ୍ଗି ଅରୁଣାଚଳ ପ୍ରଦେଶର ଏକ କାରଗାରରୁ ୭ ଜଶ ବିଚାରାଧୀନ ବନ୍ଦୀ ଖସି ପଳାଇଛନ୍ତି। ସେମାନଙ୍କୁ ଖୋଜିବାକୁ ରାଜ୍ୟ ପୁଲିସ ପକ୍ଷରୁ ବ୍ୟାପକ ତଲାସି ଆରମ୍ଭ ହୋଇଥିଲେ…
Read More...

ବିହାର ନାବାଳକଙ୍କ ବିରଳ ଟ୍ୟୁମର ଅସ୍ତ୍ରୋପଚାର; ମାଢିରୁ ବାହାରିଲା ୮୨ ଦାନ୍ତ

ପାଟନା: ବିହାରର ଜଣେ ବାଳକ ଏକ ବିରଳ ଟ୍ୟୁମର ରୋଗରେ ପୀଡିତ ହୋଇଥିଲେ। ତାଙ୍କ ମୁହଁର ତଳ ଦୁଇପଟେ ଏହି ଟ୍ୟୁମର ବଢିବାରେ ଲାଗିଥିଲା। ଶେଷରେ ଡାକ୍ତରମାନେ ଉକ୍ତ ଟ୍ୟୁମର ଅସ୍ତ୍ରୋପଚାର କରି ସେଠାରୁ ୮୨ଟି ଦାନ୍ତ ବାହାର…
Read More...

ଜନସନ ଆଣ୍ଡ ଜନସନ କୋଭିଡ ଟିକା ଯୋଗୁ ପକ୍ଷାଘାତ ହୋଇପାରେ: ଏଫଡିଏର ସତର୍କ ସୂଚନା

ୱାଶିଂଟନ: ଜନସନ ଆଣ୍ଡ ଜନସନ ପକ୍ଷରୁ ପ୍ରସ୍ତୁତ କୋଭିଡ ଟିକା ଦିଆଗଲେ ତାହାଦ୍ୱାରା ବିରଳ ସ୍ନାୟବିକ ଜଟିଳ ସମସ୍ୟା କେତେକ କ୍ଷେତ୍ରରେ ଦେଖାଦେଇପାରେ ଏବଂ ଏହା ପକ୍ଷାଘାତର କାରଣ ହୋଇପାରେ ବୋଲି ଆମେରିକାର ଖାଦ୍ୟ ଓ ଔଷଧ…
Read More...

ଆଫଗାନିସ୍ତାନରେ କମାଣ୍ଡ ହସ୍ତାନ୍ତର କଲେ ଆମେରିକାର ସେନା ଜେନେରାଲ; ଆଫଗାନ ସହର ଘଜନିକୁ ଘେରି ରହିଛନ୍ତି ତାଲିବାନ…

କାବୁଲ: ଆଫଗାନିସ୍ତାନରୁ ଆମେରିକା ନିଜ ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ପ୍ରାୟତଃ ଶେଷ କରିଥିବାବେଳେ ଆଫଗାନିସ୍ତାନରେ ଥିବା ଆମେରିକାର ସେନା ଜେନେରାଲ ଅଷ୍ଟିନ ମିଲର ସୋମବାର କମାଣ୍ଡ ହସ୍ତାନ୍ତର କରିଛନ୍ତି ।…
Read More...

ମେହୁଲ ଚୋକ୍ସିଙ୍କୁ ଅନ୍ତରୀଣ ଜାମିନ; ସ୍ୱାସ୍ଥ୍ୟଗତ କାରଣରୁ ଡୋମିନିକା ହାଇକୋର୍ଟ ଜାମିନ ମଞ୍ଜୁର କଲେ

ନୂଆଦିଲ୍ଲୀ: ଡୋମିନିକା ହାଇକୋର୍ଟ ସୋମବାର ପଳାତକ ଅପରାଧୀ ମେହୁଲ ଚୋକ୍ସିଙ୍କୁ ଅନ୍ତରୀଣ ଜାମିନ ମଞ୍ଜୁର କରିଛନ୍ତି । ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କୁ ଏହି ଜାମିନ ଦିଆଯାଇଛି । ଚୋକ୍ସିଙ୍କୁ ତାଙ୍କର ସ୍ନାୟବିକ ସମସ୍ୟାର…
Read More...

୨୪ ଘଣ୍ଟାରେ ରାଜ୍ୟରେ ୬୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ; ଖୋର୍ଦ୍ଧାରୁ ସର୍ବାଧିକ ୧୭

ଭୁବନେଶ୍ୱର: ରାଜ୍ୟରେ ପ୍ରତିଦିନ ବଢିବାରେ ଲାଗିଛି କରୋନା ଜନିତ ମୃତ୍ୟୁସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୮ ଜଣଙ୍କର କରୋନାଜନିତ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୭…
Read More...

ଦିନକରେ ୧୯୩୦ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ ଗତକାଲି ଗୋଟିଏ ଦିନରେ ୧୯୩୦ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଗତକାଲି ରାଜ୍ୟରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୨ହଜାର ତଳେ ରହିଛି। ଚିହ୍ନଟ ନୂଆ…
Read More...

ଧର୍ମଶାଳାରେ ବାଦଲ ଫଟା ବର୍ଷା; ବ୍ୟାପକ କ୍ଷୟକ୍ଷତି

ଧର୍ମଶାଳା: ହିମାଚଳ ପ୍ରଦେଶର ଧର୍ମଶାଳାରେ ବାଦଲ ଫଟା ବର୍ଷା ହେବା ଫଳରେ ଉକ୍ତ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ହଠାତ ମୂଷଳଧାରାରେ ବର୍ଷା ହେବା ଫଳରେ ଧର୍ମଶାଳାର ମ୍ୟାକଲଏଡଗଞ୍ଜ ଅଞ୍ଚଳରେ ପ୍ରଖର ବେଗରେ…
Read More...

ପୃଥିବୀ ଆଡକୁ ମାଡିଆସୁଛି ସୌର ଝଡ; ଟେଲଫୋନ ଓ ଜିପିଏସ ସଙ୍କେତ ପ୍ରେରଣ ବ୍ୟାହତ ହେବ

ୱାଶିଂଟନ: ଏକ ଶକ୍ତିଶାଳୀ ସୌର ଝଡ ପୃଥିବୀ ଆଡକୁ ମାଡିଆସୁଛି। ଘଣ୍ଟାକୁ ୧.୬ ନିୟୁତ କିଲୋମିଟର ବେଗରେ ଆସୁଥିବା ଏହି ଝଡ ଆଜି ଅର୍ଥାତ ସୋମବାର ପୃଥିବୀ ପୃଷ୍ଠ ଉପରେ ପ୍ରଭାବ ପକାଇବାକୁ ଯାଉଛି। ଏହାର ପ୍ରଭାବରେ ମୋବାଇଲ…
Read More...

ସ୍ପୁଟନିକ ଭି ଅଧିକ ପ୍ରଭାବୀ; ବୟସ୍କଙ୍କୁ ଡାକ୍ତରଖାନାରେ ଭର୍ତ୍ତି ଆବଶ୍ୟକ ପଡୁନାହିଁ

ନୂଆଦିଲ୍ଲୀ: ସ୍ପୁଟନିକ ଭି କୋଭିଡ-୧୯ ଟିକା ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କ ଠାରେ ସମାନ ଅଥବା ତାହାଠାରୁ ଅଧିକ ପ୍ରଭାବୀ ପରିଲକ୍ଷିତ ହୋଇଛି ଏବଂ ଏହି ଟିକା ନେଇଥିବା ବୟସ୍କ ବ୍ୟକ୍ତିମାନେ କୋଭିଡ ୧୯ରେ ସଂକ୍ରମିତ ହେଲେ…
Read More...

ଦେଶରେ ୩୭,୧୫୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଗୋଟିଏ ଦିନରେ ୩୭,୧୫୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଦେଶରେ ଦୈନିକ ସଂକ୍ରମଣ ହାର ହ୍ରାସ ପାଇବାରେ ଲାଗିଛି। ଗୋଟିଏ ଦିନରେ ୩୯,୬୪୯ ଜଣ କରୋନା ସଂକ୍ରମିତ ସୁସ୍ଥ…
Read More...

କାନ୍ଦାହାର ବାଣିଜ୍ୟ ଦୂତାବାସରୁ ୫୦ କର୍ମଚାରୀଙ୍କୁ ଫେରାଇ ଆଣିଲା ଭାରତ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ ଆତଙ୍କବାଦୀ ଗୋଷ୍ଠୀ ଗୋଟିଏ ପରେ ଗୋଟିଏ ଅଞ୍ଚଳ ନିଜ ଦଖଲକୁ ନେଇ ଚାଲିଥିବାବେଳେ ଅନେକ ରାଷ୍ଟ୍ର କାବୁଲରେ ଥିବା ସେମାନଙ୍କର ଦୂତାବାସ ବନ୍ଦ କରିଦେଇଛନ୍ତି। ପରିସ୍ଥିତିକୁ…
Read More...

ରାଜ୍ୟରେ ଆଉ ୧୯୯୩ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୯୯୩ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୧୫୪ ଏବଂ ସ୍ଥାନୀୟ ସଂକ୍ରମିତ ୮୩୯ ଜଣ ରହିଛନ୍ତି। ଚିହ୍ନଟ ହୋଇଥିବା ନୂଆ…
Read More...

କରୋନାରେ ଦିନକରେ ୬୩ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର: ଗତକାଲି ଦିନକ ମଧ୍ୟରେ ରାଜ୍ୟରେ ୬୩ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ଅନୁଗୁଳ ଜିଲା ଓ ବଲାଙ୍ଗୀର ଜିଲାରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ବାଲେଶ୍ୱର ଜିଲାରୁ ୨ ଜଣଙ୍କର…
Read More...

ବଡଦାଣ୍ଡରେ ଚତୁର୍ଦ୍ଧା ମୂର୍ତ୍ତି; ବିନା ଭକ୍ତରେ ଆଜି ଘୋଷଯାତ୍ରା

ପୁରୀ: ଆଜି ସାରା ଜଗତର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଜଗନ୍ନାଥ, ବଡଭାଇ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ପ୍ରଭୁ ସୁଦର୍ଶନ ପବିତ୍ର ଘୋଷଯାତ୍ରା ଅବସରରେ ବଡଦାଣ୍ଡରେ ବିଜେ କରିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଧାର୍ଯ୍ୟ…
Read More...

ଆଣ୍ଟାର୍କଟିକାରେ ଠାବ ଉଦ୍ଭିଦ ପ୍ରଜାତି ଭାରତ ନାମରେ ନାମିତ

ନୂଆଦିଲ୍ଲୀ: ଭାରତୀୟ ବୈଜ୍ଞାନିକମାନେ ଆଣ୍ଟାର୍କଟିକାରେ ଏକ ପ୍ରକାର ଉଦ୍ଭିଦ ପ୍ରଜାତି ଆବିଷ୍କାର କରିଛନ୍ତି। ଏହାକୁ ‘ବ୍ରାୟମ ଭାରତିଏନ୍‍ସିସ’ ନାମରେ ନାମିତ କରାଯାଇଛି। ଭାରତ ଏବଂ ଆଣ୍ଟାର୍କଟିକାରେ ଥିବା ଭାରତର…
Read More...

ଲସ ଏଞ୍ଜେଲ୍ସ ମେୟର ଏରିକ ଗାର୍ସେଟ୍ଟି ଭାରତ ପାଇଁ ଆମେରିକାର ରାଷ୍ଟ୍ରଦୂତ

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‍ ଶୁକ୍ରବାର ଦିନ ଲସ ଏଞ୍ଜେଲ୍ସ ମେୟର ଏରିକ ଗାର୍ସେଟ୍ଟିଙ୍କୁ ଭାରତର ରାଷ୍ଟ୍ରଦୂତ ଭାବରେ ମନୋନୀତ କରିଛନ୍ତି। ଡେମୋକ୍ରାଟିକ ପାର୍ଟିରେ ଜଣେ ଉଦୀୟମାନ ନେତା ଥିବା…
Read More...

୪ଜି ଡାଉନଲୋଡ ସ୍ପିଡ ସାରଣୀ ଶୀର୍ଷରେ ରିଲାଏନ୍ସ ଜିଓ

ନୂଆଦିଲ୍ଲୀ: ଭାରତୀୟ ଦୂରସଂଚାର ବଜାରରେ ନିଜର ଆଧିପତ୍ୟ ବଜାୟ ରଖି ରିଲାଏନ୍ସ ଜିଓ ପୁଣିଥରେ ୪ଜି ସ୍ପିଡ ତାଲିକାରେ ଶୀର୍ଷ ସ୍ଥାନରେ ରହିିଛି ଏବଂ ୨୦୨୧ ଜୁନ୍ ମାସରେ ସେକେଣ୍ଡ ପ୍ରତି ୨୧.୯ ମେଗାବିଟ (ଏମବିପିଏସ)…
Read More...

ଜିଲା ଶିଶୁ ସୁରକ୍ଷା ଶାଖା ସୁନ୍ଦରଗଡ଼-ଏସଓଏସ ଚିଲଡ୍ରେନ୍ସ ଭିଲେଜ ବୁଝାମଣା ପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: ଏସଓଏସ ଚିଲଡ୍ରେନ୍ସ ଭିଲେଜ ଅଫ ଇଣ୍ଡିଆ (ଏସଓଏସସିଭିଆଇ) କୋଭିଡ-୧୯ ମହମାରୀ କାରଣରୁ ସୁନ୍ଦରଗଡ ଜିଲା ଓ ଏହାର ଆଖପାଖ ଅଞ୍ଚଳରେ ପିତାମାତାଙ୍କୁ ହରାଇଥିବା ୫୦ ଜଣ ପିଲାଙ୍କ ଯତ୍ନ ନିମନ୍ତେ ଜିଲା ସୁନ୍ଦରଗଡ…
Read More...

ବିଜିୟୁ ପକ୍ଷରୁ ଆଭାସି ଆଲୋଚନାଚକ୍ର

ଭୁବନେଶ୍ୱର: ବିର୍ଲା ସ୍କୁଲ ଅଫ କମର୍ସ, ବିର୍ଲା ଗ୍ଲୋବାଲ ୟୁନିଭରସିଟି ପକ୍ଷରୁ ‘ରିଲେଭାନ୍ସ ଅଫ ଏଜୁକେସନ: ପୋଷ୍ଟ ପାନ୍‍ଡେମିକ’ ଶୀର୍ଷକ ଏକ ବିଜିୟୁ ପକ୍ଷରୁ ଆଭାସି ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ପ୍ରଫେସର…
Read More...

ଓଡ଼ିଶାର କୃଷକଙ୍କ ପାଇଁ ପଠାଗଲା ନାନୋ ୟୁରିଆ 

ଭୁବନେଶ୍ୱର: ଓଡ଼ିଶାର କୃଷକମାନଙ୍କ ପାଇଁ ନାନୋ ୟୁରିଆ ବୋଝେଇ ଟ୍ରକ ଯାତ୍ରାକୁ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଡ.ଅରୁଣ କୁମାର ସାହୁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏକ ଆଭାସି କାର୍ଯ୍ୟକ୍ରମରେ…
Read More...

ତାଲିବାନ ଦଖଲରେ ଆଫଗାନିସ୍ତାନର ୮୫% ଅଞ୍ଚଳ

ମସ୍କୋ: ତାଲିବାନ ଆତଙ୍କବାଦୀ ଗୋଷ୍ଠୀ ଆଫଗାନିସ୍ତାନର ୮୫% ଅଞ୍ଚଳ ନିଜ ଦଖଲକୁ ନେଇସାରିଥିବା କହିଛନ୍ତି । ସେଥିମଧ୍ୟରେ ଇରାନକୁ ଲାଗିଥିବା ଗୁରୁତ୍ୱପୂର୍ଣ୍ଣ ସୀମାନ୍ତ ମଧ୍ୟ ସାମିଲ ବୋଲି ଶୁକ୍ରବାର ଦିନ କୁହାଯାଇଛି ।…
Read More...

ଏଲଆଇସିରୁ ହଟିବ ଅଧ୍ୟକ୍ଷ ପଦବୀ; ରହିବେ ମୁଖ୍ୟ ନିର୍ବାହୀ ଅଧିକାରୀ ଓ ପରିଚାଳନା ନିର୍ଦ୍ଦେଶକ

ନୂଆଦିଲ୍ଲୀ: ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି)ରେ ଏଣିକି କେବଳ ମୁଖ୍ୟ ନିର୍ବାହୀ ଅଧିକାରୀ ଏବଂ ପରିଚାଳନା ନିର୍ଦ୍ଦେଶକ ପଦବୀ ରହିବ । ନିଗମରେ ଅଧ୍ୟକ୍ଷ ପଦବୀକୁ ବାଦ୍‍ ଦିଆଯିବାକୁ ନିଷ୍ପତ୍ତି ହୋଇଛି । ଚଳିତ…
Read More...

ଦେଶରେ ନୂଆ ୪୨,୭୬୬ ସଂକ୍ରମିତ ଚିହ୍ନଟ; ୧୨୦୬ ମୃତ

ନୂଆଦିଲ୍ଲୀ: ଦେଶରେ ଗୋଟିଏ ଦିନରେ ନୂଆ ୪୨,୭୬୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଗୋଟିଏ ଦିନରେ ୧୨୦୬ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୫,୨୫୪ ଜଣ କରୋନାରୁ ସୁସ୍ଥ…
Read More...

ଦିନକରେ ୫୮ କରୋନା ଆକ୍ରାନ୍ତ ମୃତ

ଭୁବନେଶ୍ୱର: ରାଜ୍ୟରେ ଗତକାଲି ଦିନକରେ ୫୮ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ସେମାନଙ୍କ ମଧ୍ୟରେ ଅନୁଗୁଳ ଜିଲାରୁ ଜଣେ ପ୍ରାଣ ହରାଇଥିବାବେଳେ ବରଗଡ ଜିଲାରେ ୭ ଜଣଙ୍କର ମୃତ୍ୟୁ ଘଟିଛି । ଖୋର୍ଦ୍ଧା ଜିଲାରେ…
Read More...

୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୩୩୪ ନୂଆ ସଂକ୍ରମିତ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ନୂଆ ୨୩୩୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୩୪୨ ଏବଂ ସ୍ଥାନୀୟ ସଂକ୍ରମିତ ୯୯୨ ଜଣ ଚିହ୍ନଟ ହୋଇଥିବା ଜଣାଯାଇଛି । ଚିହ୍ନଟ ନୂଆ…
Read More...

୧୧ ବର୍ଷରେ ସ୍ନାତକ ଶିକ୍ଷା ଶେଷ; ମଣିଷକୁ ଅମର କରିବା ଲକ୍ଷ୍ୟ

ନ୍ୟୁୟର୍କ: ଆମେରିକାରେ ଜଣେ ୧୧ ବର୍ଷ ବୟସ୍କ ଛାତ୍ର ସ୍ନାତକ ଶିକ୍ଷା ଶେଷ କରିଛନ୍ତି । ଏତେ କମ୍‍ ବୟସରେ ସ୍ନାତକ ହେବାରେ ସେ ଦ୍ୱିତୀୟ ଛାତ୍ର ହୋଇଛନ୍ତି । ତାଙ୍କ ପୂର୍ବରୁ ୧୯୯୪ରେ ସାଉଥ ଆଲବାମାର ୧୦ ବର୍ଷ ବୟସ୍କ…
Read More...

୧୭ ବର୍ଷର ବାଳକ ମୂତ୍ରାଶୟରୁ ବାହାରିଲା ୧ କେଜି ଓଜନର ପଥର

ମୁମ୍ବଇ: ଜଣେ ୧୭ ବର୍ଷ ବୟସ୍କ ବାଳକ ମୂତ୍ରାଶୟରୁ ୧ କିଲୋଗ୍ରାମ ଓଜନର ପଥରକୁ ଡାକ୍ତରମାନେ ଅସ୍ତ୍ରୋପଚାର କରି ବାହାର କରିଛନ୍ତି। କୋଲକାତାର ବାସିନ୍ଦା ଏହି ବାଳକ ଶରୀରରେ ମୁମ୍ବଇରେ ଅସ୍ତ୍ରୋପଚାର କରାଯାଇ ପଥର…
Read More...

କୋଭିଡର ତୃତୀୟ ପାନ ଟିକା ପାଇଁ ଅନୁମତି ମାଗିଲା ଫାଇଜର-ବାୟୋଏନ୍‍ଟେକ

ନୂଆଦିଲ୍ଲୀ: ସବୁଠାରୁ ଅଧିକ ସଂକ୍ରାମକ ହୋଇଥିବା କୋଭିଡ-୧୯ର ଡେଲଟା ପ୍ରକରଣ ନିମନ୍ତେ ଟିକାର ତୃତୀୟ ପାନ ଅନୁରୂପ ଭାବରେ ଫଳପ୍ରଦ ହୋଇପାରିବ ବୋଲି ଟିକା ପ୍ରସ୍ତୁତକାରୀ କମ୍ପାନୀଗୁଡିକ ବିଚାର କରୁଛନ୍ତି । ଡେଲଟା…
Read More...

ଦେଶରେ ୪୩,୩୯୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ: ଦୈନିକ ସଂକ୍ରମଣ ହାର ୨.୪୨%

ନୂଆଦିଲ୍ଲୀ: ଗୋଟିଏ ଦିନରେ ଦେଶରେ ଆଉ ୪୩,୩୯୩ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଥସହିତ ଗୋଟିଏ ଦିନ ମଧ୍ୟରେ ଆଉ ୪୪,୪୫୯ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଦେଶରେ ଏପର୍ଯ୍ୟନ୍ତ ମୋଟ ୪୨.୭୦ କୋଟି ନମୁନା…
Read More...

ଛେଳି ଚୋର ସନ୍ଦେହ ରେ ଛେଚା ଖାଇଲେ, ଖୁଣ୍ଟରେ ସାରା ରାତି ବନ୍ଧା ହେଲେ

ନୀଳଗିରି: ଛେଳି ଚୋରି କରିବାକୁ ଆସିଥିବା ଅଭିଯୋଗରେ ଜଣେ ଯୁବକ ସାରା ରାତି ବନ୍ଧା ହୋଇ ଛେଚା ଖାଇବା ଘଟଣା ଅଞ୍ଚଳ ରେ ଆଲୋଡ଼ନ ସୃଷ୍ଟି କରିଛି। ବାଲେଶ୍ଵର ଜିଲା ନୀଳଗିରି ଥାନା ଅଧୀନ ଦକ୍ଷିଣ କୁଅଁରପୁର ଗ୍ରାମରେ…
Read More...

ଆଜି ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସ; ଭୁଲିଗଲେ ରାଜ୍ୟ ସରକାର

ଭୁବନେଶ୍ୱର: ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର, ତ୍ୟାଗ ଓ ସେବାର ମୂର୍ତ୍ତିମନ୍ତ ପ୍ରତୀକ, ଦରଦୀ ପ୍ରାଣ, ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଆଜି ଶ୍ରାଦ୍ଧ ଦିବସ। ପ୍ରତିବର୍ଷ…
Read More...

କୋଭିଡ ସଂକ୍ରମଣ ରାଜ୍ୟରେ ପୁଣି ଉପରମୁହାଁ, ୨୪ ଘଣ୍ଟାରେ ୨୮୦୬ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କୋଭିଡ-୧୯ ସଂକ୍ରମଣର ଦ୍ୱିତୀୟ ଲହର ପରିସ୍ଥିତିରେ କ୍ରମଶଃ ସୁଧାର ପରିଲକ୍ଷିତ ହେବାପରେ ରାଜ୍ୟ ସରକାର ତାଲାବନ୍ଦ କଟକଣାକୁ କୋହଳ କରିବା ପରେ ଏବେ କରୋନା ସଂକ୍ରମଣ ପୁଣି ଉପରମୁହାଁ ହୋଇଛି। କୋଭିଡ…
Read More...

ରାଜ୍ୟରେ ବଢିଚାଲିଛି କରୋନା ମୃତ୍ୟୁ; ଦିନକରେ ୬୧ ମୃତ; ଖୋର୍ଦ୍ଧାରୁ ସର୍ବାଧିକ ୧୧

ଭୁବନେଶ୍ୱର: ଦିନକୁ ଦିନ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ବଢିଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୧ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୧ ଜଣ…
Read More...

ଜୁନ୍‍ ରେ ଯାନବାହନ ବିକ୍ରି ୨୨.୬୨% ବଢିଛି

ନୂଆଦିଲ୍ଲୀ: ଦେଶରେ ଚଳିତ ବର୍ଷ ଜୁନ୍‍ ମାସରେ ସମୁଦାୟ ଯାନବାହନ ବିକ୍ରି ଗତବର୍ଷ ଜୁନ୍‍ ତୁଳନାରେ ୨୨.୬୨% ବୃଦ୍ଧିପାଇଛି । ତେବେ ୨୦୧୯ ଜୁନ୍‍ ତୁଳନାରେ ଏହା ୨୮.୩୨% କମ୍‍ ରହିଥିବା ଜଣାଯାଇଛି । ଏହି ମାସରେ ଦୁଇଚକିଆ…
Read More...

ଟିକାକରଣ ପରେ ମଧ୍ୟ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ

ଭୁବନେଶ୍ୱର: କୋଭିଡ-୧୯ ଦ୍ୱିତୀୟ ଲହର ଧୀର ଗତିରେ ହ୍ରାସ ପାଉଥିବାବେଳେ କୋଭିଡ କଟକଣା କଡାକଡି ଭାବରେ ପାଳନ କରିବାକୁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଜନସାଧାରଣଙ୍କୁ ବାରମ୍ବାର ପରାମର୍ଶ ଦେଉଛନ୍ତି । ଏପରିକି ଦୁଇପାନ…
Read More...

ଅନ୍‍ଲାଇନରେ ଧାରାବାହିକ ଭାବରେ ପଢିହେବ ହିନ୍ଦୀ ଉପନ୍ୟାସ

ନୂଆଦିଲ୍ଲୀ: ଭାରତର ସର୍ବବୃହତ ପ୍ରକାଶନ ସଂସ୍ଥା ନୋଶନ ପ୍ରେସ ପକ୍ଷରୁ ବିଞ୍ଜ ଆପ୍‍ ପ୍ରଚଳନ କରିଛି । ଏଥିରେ ବିଭିନ୍ନ ଭାରତୀୟ ଭାଷାର ଶ୍ରେଷ୍ଠ କଥା-କୃତିକୁ ଧାରାବାହିକ ଭାବରେ ପଢିବାର ସୁଯୋଗ ମିଳିବ । ଏହି ଆପ୍‍…
Read More...

ଗ୍ରାହକଙ୍କ ପସନ୍ଦ ଜୈବିକ ପଦ୍ଧତିରେ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ

ଭୁବନେଶ୍ୱର : ସ୍ୱାସ୍ଥ୍ୟ ସଚେତନ ଗ୍ରାହକମାନେ ସଂପ୍ରତି ଅଧିକରୁ ଅଧିକ ଅର୍ଗାନିକ ବା ଜୈବିକ ପଦ୍ଧତିରେ ପ୍ରସ୍ତୁତ ଖାଦ୍ୟ ସାମଗ୍ରୀ ପସନ୍ଦ କରୁଛନ୍ତି । ବିଶେଷକରି କୋଭିଡ-୧୯ ମହାମାରୀ ବ୍ୟାପିବା ପରଠାରୁ ଏଭଳି ଜୈବିକ…
Read More...

ଦେଶର ମତ୍ସ୍ୟଚାଷୀଙ୍କ ପାଇଁ ମତ୍ସ୍ୟ ସେତୁ ଆପ୍‍ ଉନ୍ମୋଚିତ

ନୂଆଦିଲ୍ଲୀ: ଦେଶର ମତ୍ସ୍ୟଚାଷୀଙ୍କ ପାଇଁ ଏକ ନୂତନ ମତ୍ସ୍ୟ ସେତୁ ଆପ୍‍ ଉନ୍ମୋଚିତ ହୋଇଛି । ଏହା ସେମାନଙ୍କ ପାଇଁ ନିଜେ ବିଷୟ ଭିତ୍ତିକ ଅଥବା ମାଛ ପ୍ରଜାତି ସମ୍ପର୍କରେ ଜ୍ଞାନ ଆହରଣ କରିବାକୁ ସୁଯୋଗ ଯୋଗାଇଦେବ ।…
Read More...

ଜାମ୍ମୁ ଡ୍ରୋନ ଆକ୍ରମଣରେ ବ୍ୟବହୃତ ଆଇଇଡି ପାକିସ୍ତାନ ଗୋଳା ବାରୁଦ କାରଖାନାରେ ତିଆରି ହୋଇଥିଲା

ଜମ୍ମୁ: ଏଠାରେ ଭାରତୀୟ ବାୟୁସେନା ଘାଟି ଉପରେ ହୋଇଥିବା ଡ୍ରୋନ ଆକ୍ରମଣ ଘଟଣାରେ ବ୍ୟବହୃତ ଆଇଇଡି ପାକିସ୍ତାନ ଗୋଳାବାରୁଦ କାରଖାନାରେ ତିଆରି କରାଯାଇଥିବା ଜଣାଯାଇଛି । ଏହି ଘଟଣା ସମ୍ପର୍କରେ ତଦନ୍ତ କରୁଥିବା ସଂସଦୀୟ…
Read More...

ଫ୍ରାନ୍ସରେ ଭାରତର ସରକାରଙ୍କର ୧.୭ ବିଲିଅନ ଡଲାର ସଂପତ୍ତି ଜବତ କଲା କେର୍ଣ୍ଣ ଏନର୍ଜି

ପ୍ୟାରିସ: ଫ୍ରାନ୍ସରେ ଥିବା ଭାରତ ସରକାରଙ୍କର ୧.୭ ବିଲିଅନ ଡଲାର ମୂଲ୍ୟର ସଂପତ୍ତିକୁ କେର୍ଣ୍ଣ ଏନର୍ଜି ଜବତ କରିଛି । ସୂଚନାଯୋଗ୍ୟ ଯେ ବିଶ୍ୱର ଅନ୍ୟତମ ପ୍ରମୁଖ ତୈଳ ଉତ୍ପାଦନକାରୀ କମ୍ପାନୀ କେର୍ଣ୍ଣ ଏନର୍ଜି ଏବଂ…
Read More...

ଦେଶରେ ଦିନକରେ ଚିହ୍ନଟ ହେଲେ ୪୫,୮୯୨ କୋଭିଡ ଆକ୍ରାନ୍ତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୫,୮୯୨ ଜଣ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିଭଳି ୨୪ ଘଣ୍ଟାରେ ୪୪,୨୯୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହିତ ଦେଶରେ ସଂପ୍ରତି ମୋଟ କରୋନା ଆକ୍ରାନ୍ତ…
Read More...

ହିମାଚଳ ପୂର୍ବତନ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହଙ୍କ ପରଲୋକ

ଶିମଳା: ହିମାଚଳ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ବୀରଭଦ୍ର ସିଂହଙ୍କର ୮୭ ବର୍ଷ ବୟସରେ ପରଲୋକ ଘଟିଛି। ଗୁରୁବାର ପ୍ରତ୍ୟୁଷରେ ତାଙ୍କର ମୃତ୍ୟୁ ଘଟିଛି। ବୀରଭଦ୍ର ଦୀର୍ଘଦିନ ଧରି ଅସୁସ୍ଥ…
Read More...

ରାଜ୍ୟରେ ୨୫୪୨ ନୂଆ ଆକ୍ରାନ୍ତ ଚିହ୍ନଟ; ସଂଗରୋଧରୁ ୧୪୫୮ ଓ ସ୍ଥାନୀୟ ସଂକ୍ରମିତ ୧୦୮୪

ଭୁବନେଶ୍ୱର: ଗୋଟିଏ ଦିନରେ ଗତକାଲି ରାଜ୍ୟରେ ୨୫୪୨ ଜଣ ନୂଆ କୋଭିଡ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୪୫୮ ଓ ସ୍ଥାନୀୟ ସଂକ୍ରମିତ ୧୦୮୪ ରହିଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ…
Read More...

ରାଜ୍ୟରେ ୨୪ ଘଣ୍ଟାରେ ୫୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ; ଖୋର୍ଦ୍ଧାରୁ ସର୍ବାଧିକ ୧୦ ମୃତ

ଭୁବନେଶ୍ୱର: ରାଜ୍ୟରେ ବଢିଚାଲିଛି କରୋନା ସଂକ୍ରମିତଙ୍କ ମୃତ୍ୟୁସଂଖ୍ୟା । ପୂର୍ବରୁ ଏହା ଦୈନିକ ୪୦ ଉପରେ ରହୁଥିବାବେଳେ ଏବେ ଦିନକୁ ୫୦ରୁ ଅଧିକ ଆକ୍ରାନ୍ତଙ୍କର ଜୀବନ ଯାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୭ ଜଣ…
Read More...

ରଣବୀର ସିଂଙ୍କ ଜନ୍ମଦିନରେ କରନ ଘୋଷଣା କଲେ ନୂଆ ସିନେମା

ମୁମ୍ବଇ: ଅଭିନେତା ରଣବୀର ସିଂଙ୍କ ଜନ୍ମଦିନ ପାଳନ ଅବସରରେ କରନ ଜୋହର ତାଙ୍କର ନୂଆ ସିନେମା ସମ୍ପର୍କରେ ଘୋଷଣା କରିଛନ୍ତି । ପାଞ୍ଚବର୍ଷର ବ୍ୟବଧାନ ପରେ କରନ ଏହି ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେବେ ବୋଲି ଜଣାଯାଇଛି ।…
Read More...

ଜୀବାଶ୍ମ ଇନ୍ଧନ ବର୍ଷକରେ ୧୦ ଲକ୍ଷ ଜୀବନ ନେଇଛି

ଜେନେଭା: ଆଧୁନିକ ଯୁଗରେ କଳକାରଖାନା ଠାରୁ ନେଇ ଗାଡିମଟର ଏବଂ ବିଦ୍ୟୁତ ଉତ୍ପାଦନ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ପେଟ୍ରୋଲିମ ଏବଂ କୋଇଲା ଆଦି ଜୀବାଶ୍ମ ଇନ୍ଧନର ମାତ୍ରାଧିକ ବ୍ୟବହାର ବୃଦ୍ଧିପାଇଚାଲିଛି। ଏହା ଜଳବାୟୁ…
Read More...

ନିର୍ମାଣ ହେଉଛି ଭାରତର ସର୍ବବୃହତ ଭାସମାନ ସୌର ଶକ୍ତି ଉତ୍ପାଦନ କେନ୍ଦ୍ର

ନୂଆଦିଲ୍ଲୀ: ଭାରତ ନିର୍ମାଣ କରୁଛି ଦେଶର ସର୍ବବୃହତ ଭାସମାନ ସୌର ଶକ୍ତି ଉତ୍ପାଦନ କେନ୍ଦ୍ର । ତେଲେଙ୍ଗାନାର ପେଡାପାଲ୍ଲି ଜିଲା ଅନ୍ତର୍ଗତ ରାମଗୁଣମ୍‍ଠାରେ ନିର୍ମାଣ କରାଯାଉଛି ଏହି ସୌର ଶକ୍ତି ପ୍ରକଳ୍ପ । ଏହାର…
Read More...

ମେଧାବୀ ଛାତ୍ରଛାତ୍ରୀଙ୍କୁ ୧୦୦ କୋଟି ଟଙ୍କାର ବୃତ୍ତି ପ୍ରଦାନ ଯୋଜନା

ଭଦ୍ଦେଶ୍ୱରମ (ବିଜୟୱାଡା) / ହାଇଦ୍ରାବାଦ: ସ୍ନାତକ ଏବଂ ଉଚ୍ଚ ଶିକ୍ଷା ନିମନ୍ତେ ଦେଶର ଅନ୍ୟତମ ଅଗ୍ରଣୀ ବିଶ୍ୱବିଦ୍ୟାଳୟ କେଏଲ୍ ଡିମ୍‍ଡ ଟୁ ବି ୟୁନିଭରସିଟି ସମଗ୍ର ଦେଶରୁ ପ୍ରତିଭାଙ୍କୁ ଉତ୍ସାହିତ ଏବଂ ପରିପୋଷଣ କରିବା…
Read More...

ଅଲିମ୍ପିକରେ ଭାରତର ୧୦୦ ବର୍ଷ ପାଳନ

ନୂଆଦିଲ୍ଲୀ: ଅଲିମ୍ପିକ କ୍ରୀଡାରେ ଭାରତ ଅଂଶଗ୍ରହଣର ୧୦୦ ବର୍ଷ ପୂରଣ ହେବାକୁ ଯାଉଛି । ଟୋକିଓରେ ଆସନ୍ତା ମାସରେ ଅନୁଷ୍ଠିତ ହେବାକୁ ଯାଉଥିବା ଅଲିମ୍ପିକ୍ସ କ୍ରୀଡାରେ ଭାରତ ଏହି ବିରଳ ଗୌରବର ଅଧିକାରୀ ହେବ । ଏହି…
Read More...

ଡେଲ୍‍ଟା ଠାରୁ ଅଧିକ ମାରାତ୍ମକ କୋଭିଡ-୧୯ର ଲାମ୍ବଡା ପ୍ରକରଣ; ୩୦ ଦେଶରେ ଠାବ

ଲଣ୍ଡନ: କରୋନା ଭୂତାଣୁର ଡେଲ୍‍ଟା ପ୍ରକରଣ ଠାରୁ ଲାମ୍ବଡା ପ୍ରକରଣ ଅଧିକ ମାରାତ୍ମକ ଓ ଘାତକ। ବିଶ୍ୱର ୩୦ରୁ ଅଧିକ ରାଷ୍ଟ୍ରରେ ଏହି ପ୍ରକରଣ ଚିହ୍ନଟ ହୋଇସାରିଛି। ବିଶେଷକରି ପେରୁରେ ଚଳିତ ବର୍ଷ ମଇ ଓ ଜୁନ୍‍ ମାସରେ…
Read More...

ଶିମଳା, ମନାଲି ଆଦି ଶୈଳନିବାସରେ ଖଚାଖଚ ଭିଡ

ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ର ଦ୍ୱିତୀୟ ଲହର ହ୍ରାସ ପାଉଥିବାବେଳେ ଅନେକ ରାଜ୍ୟରେ ତାଲାବନ୍ଦ କଟକଣା ସହିତ ଯାତାୟତ ଆଦି ଉପରୁ କଟକଣା କୋହଳ ହେବାରେ ଲାଗିଛି । ଏହାର ସୁଯୋଗ ନେଇ ସ୍ୱଚ୍ଛଳ ବର୍ଗର କିଛି ଲୋକ ସପରିବାର…
Read More...

ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଆର କୁମାରମଙ୍ଗଳମ୍‍ଙ୍କ ପତ୍ନୀଙ୍କୁ ହତ୍ୟା

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତୀ ପି ଆର କୁମାରମଙ୍ଗଳମ୍‍ଙ୍କ ପତ୍ନୀ କିଟ୍ଟି କୁମାରମଙ୍ଗଳମ୍‍ଙ୍କୁ ହତ୍ୟା କରାଯାଇଛି । ନୂଆଦିଲ୍ଲୀର ବସନ୍ତ ବିହାର ତାଙ୍କ ବାସଭବନରେ ମଙ୍ଗଳବାର ରାତିରେ ଏହି ଦୁଃଖଦ ଘଟଣା ଘଟିଛି ।…
Read More...

ଆଜି ସଂଧ୍ୟାରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ

* ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ, ମଧ୍ୟପ୍ରଦେଶର ଭାଜପା ନେତା ଜ୍ୟୋତିରାଦିତ୍ୟ ସିନ୍ଦିଆ, ମହାରାଷ୍ଟ୍ରରୁ ନାରାୟଣ ରାଣେ ମୋଦିଙ୍କ କ୍ୟାବିନେଟରେ ସ୍ଥାନ ପାଇପାରନ୍ତି * ବରୁଣ ଗାନ୍ଧୀ, ଅନୁପ୍ରିୟା…
Read More...

ରାଜ୍ୟରେ ଦିନକରେ କରୋନାରେ ଗଲା ୫୯ ଜୀବନ

ଭୁବନେଶ୍ୱର: ଗତକାଲି ଗୋଟିଏ ଦିନରେ ୫୯ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏହା ଏପର୍ଯ୍ୟନ୍ତ ଦିନକରେ ରାଜ୍ୟରେ ସର୍ବାଧିକ କରୋନା ଜନିତ ମୃତ୍ୟୁ ବୋଲି ଜଣାଯାଇଛି । ଅନୁଗୁଳ ଜିଲାରୁ ଜଣେ ଆକ୍ରାନ୍ତ ପ୍ରାଣ…
Read More...

ବଲିଉଡର ‘ଟ୍ରାଜେଡି କିଙ୍ଗ’ ବର୍ଷିଆନ ବିଶିଷ୍ଟ ଅଭିନେତା ଦିଲୀପ କୁମାରଙ୍କ ପରଲୋକ

ମୁମ୍ବଇ: ବଲିଉଡର ‘ଟ୍ରାଜେଡି କିଙ୍ଗ’ ଭାବେ ପରିଚିତ ବର୍ଷିଆନ ଅଭିନେତା ଦିଲୀପ କୁମାରଙ୍କର ବୁଧବାର ସକାଳେ ପରଲୋକ ଘଟିଛି । ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ । ତାଙ୍କୁ ଚିକିତ୍ସା…
Read More...

ସାମଗ୍ରିକ ଗୋଷ୍ଠୀ ବିକାଶରେ ସହାୟକ ହେଉଛି କ୍ଷୁଦ୍ର ଋଣ ଯୋଜନା

ନୂଆଦିଲ୍ଲୀ: ପ୍ରାୟ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ମାଇକ୍ରୋଫାଇନାନ୍ସ ଶିଳ୍ପ ନିମ୍ନ ଆୟକାରୀ ଏବଂ ସେବାରୁ ବଂଚିତ ମହିଳା ଗୋଷ୍ଠୀଗୁଡିକୁ ବନ୍ଧକ ମୁକ୍ତ ସହଜ ଋଣ ଯୋଗାଇଦେଇ ସେମାନଙ୍କୁ ସହାୟତା କରୁଛି । ଜଣେ ଋଣ…
Read More...

ଭାରତୀୟଙ୍କ ପାଇଁ ସେଜୁଆନ ଚଟଣି

ଭାରତର ନୂଆଦିଲ୍ଲୀ: ଭାରତୀୟଙ୍କର ଖାଦ୍ୟ ରୁଚି ବଦଳିବାରେ ଲାଗିଛି । ତାହାସହିତ ବିଶ୍ୱର ଅନ୍ୟାନ୍ୟ ପ୍ରାନ୍ତର ଖାଦ୍ୟ ମଧ୍ୟ ଭାରତୀୟଙ୍କ ମଧ୍ୟରେ ଆଦୃତ ହେବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଅନ୍ୟତମ ଅଗ୍ରଣୀ…
Read More...

୨୮ ଯାତ୍ରୀଙ୍କୁ ନେଇ ଯାଉଥିବା ରୁଷିଆ ବିମାନ ନିଖୋଜ

ମସ୍କୋ: ୨୮ ଜଣଙ୍କୁ ନେଇ ଯାଉଥିବା ରୁଷିଆର ଏକ ଯାତ୍ରୀବାହୀ ବିମାନ ନିଖୋଜ ହୋଇଯାଇଛି । ରୁଷିଆର ସୁଦୂର ପୂର୍ବ ଭାଗରେ ଏହି ଘଟଣା ଘଟିଥିବା ଜଣାଯାଇଛି । ଏହି ଏଏନ-୨୬ ବିମାନଟି ପେତ୍ରୋପାଓଲୋଭସ୍କ-କାନଚାସ୍କିରୁ ପାଲାନା…
Read More...

ଦେଶର ୮ ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତ

ନୂଆଦିଲ୍ଲୀ: ଦେଶର ୮ଟି ରାଜ୍ୟ ପାଇଁ ନୂତନ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆଯାଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ନୂତନ ରାଜ୍ୟପାଳମାନଙ୍କୁ ନିଯୁକ୍ତି ଦେଇଛନ୍ତି । କିଛି ରାଜ୍ୟର ରାଜ୍ୟପାଳଙ୍କୁ ଅନ୍ୟ ରାଜ୍ୟକୁ…
Read More...

କେବଳ ପୁରୀରେ ହେବ ରଥଯାତ୍ରା; ପୁରୀ ବ୍ୟତୀତ ଓଡ଼ିଶାର ଅନ୍ୟତ୍ର ରଥଯାତ୍ରାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଓଡ଼ିଶାରେ କେବଳ ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ରଥଯାତ୍ରା ଅନୁଷ୍ଠିତ ହେବ । ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା ଆୟୋଜନ କରାଯାଇପାରିବ ନାହିଁ ବୋଲି ରାୟ ଶୁଣାଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ…
Read More...

୧୦ଟି ଡ୍ରୋନ ନିରୋଧୀ ବ୍ୟବସ୍ଥା କିଣିବ ଭାରତୀୟ ବାୟୁ ସେନା

ନୂଆଦିଲ୍ଲୀ: ଜମ୍ମୁସ୍ଥିତ ବାୟୁସେନା ଘାଟି ଉପରେ ଡ୍ରୋନ ଆକ୍ରମଣ ହେବା ସହିତ ପରବର୍ତ୍ତୀ ସମୟରେ ଜମ୍ମୁ କାଶ୍ମୀରର ଏକାଧିକ ସ୍ଥାନରେ ଡ୍ରୋନ ଉଡିବା ପରେ ବାୟୁ ସେନା ତୁରନ୍ତ ୧୦ଟି ଡ୍ରୋନ ନିରୋଧୀ ବ୍ୟବସ୍ଥା କ୍ରୟ…
Read More...

ଗୁରୁଦ୍ୱାରା ଉଦଘାଟନ ପାଇଁ ପଗଡି ପିନ୍ଧିଲେ ସିଙ୍ଗାପୁର ପ୍ରଧାନମନ୍ତ୍ରୀ

ସିଙ୍ଗାପୁର: ସିଙ୍ଗାପୁରରେ ଶିଖ୍‍ ସମୁଦାୟଙ୍କର ଏକ ଗୁରୁଦ୍ୱାରା ଉଦଘାଟନ କରିବା ପୂର୍ବରୁ ଦେଶର ପ୍ରଧାନମନ୍ତ୍ରୀ ଲି ସିଏନ୍‍ ଲୁଙ୍ଗ ପଗଡି ପରିଧାନ କରିଥିବା ବେଶ୍‍ ଚର୍ଚ୍ଚାର ବିଷୟ ହୋଇଛି । ସିଲାତ ରୋଡ ଶିଖ୍‍…
Read More...

ଭାରତ ସୀମାରେ ଚୀନ ସୈନ୍ୟଙ୍କ ନେତୃତ୍ୱ ନେଉଥିବା ସେନା ଅଧିକାରୀଙ୍କୁ ପଦୋନ୍ନତି ଦେଲା ଚୀନ

ବେଜିଂ: ଚୀନ ଓ ଭାରତ ମଧ୍ୟରେ ଉତ୍ତର ଓ ଉତ୍ତର ପୂର୍ବ ସୀମାନ୍ତରେ ବିବାଦ ଲାଗି ରହିଥିବାବେଳେ ସୀମାନ୍ତରେ ମୁତୟନ ଚୀନ ସୈନ୍ୟଙ୍କ ନେତୃତ୍ୱ ନେଉଥିବା ଏକାଧିକ ସେନାଧିକାରୀଙ୍କୁ ପଦୋନ୍ନତି ଦେଇଛନ୍ତି ଚୀନ ରାଷ୍ଟ୍ରପତି ।…
Read More...

ସୀମା ନିର୍ଦ୍ଧାରଣ ଆୟୋଗଙ୍କ ଆଜିଠାରୁ ଚାରି ଦିନିଆ ଜାମ୍ମୁ କାଶ୍ମୀର ଗସ୍ତ; ବୈଠକରେ ଯୋଗଦେବେ ନାହିଁ ମେହବୁବା ମୁଫ୍‍ତି

ଶ୍ରୀନଗର: ଜାମ୍ମୁ କାଶ୍ମୀରକୁ ରାଜ୍ୟ ମାନ୍ୟତା ପୁନଃ ପ୍ରଦାନ ପାଇଁ ସେଠାକାର ରାଜନୈତିକ ଦଳଗୁଡିକ ପକ୍ଷରୁ ଦାବି ହେଉଥିବାବେଳେ ସୀମା ନିର୍ଦ୍ଧାରଣ ପରେ ସେ ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର…
Read More...

ଦେଶରେ କମୁଛି ଦୈନିକ ସଂକ୍ରମଣ; ୨୪ ଘଣ୍ଟାରେ ୩୪,୭୦୩ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୪,୭୦୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ୧୧୧ ଦିନ ମଧ୍ୟରେ ସବୁଠାରୁ କମ୍‍ ଦୈନିକ ସଂକ୍ରମଣ ବୋଲି ଜଣାଯାଇଛି।…
Read More...

ରାଜ୍ୟରେ ୨୪୮୭ ନୂଆ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ ଦିନକ ମଧ୍ୟରେ ଆଉ ୨୪୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୪୨୮ ଓ ସ୍ଥାନୀୟ ସଂକ୍ରମିତ ୧୦୫୯ ଜଣ ରହିଛନ୍ତି। ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଅନଗୁଳ ଜିଲାରୁ…
Read More...

ପୁଣି ଦିନକରେ ୫୧ ଜଣଙ୍କର ପ୍ରାଣ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ ଦିନକରେ ୫୧ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏଥିସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪୯୯୯କୁ ବୃଦ୍ଧିପାଇଛି। ବରଗଡ ଜିଲାରୁ ୫ ଜଣ କୋଭିଡ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି।…
Read More...

ଏଏସବିଏମ ବିଶ୍ୱବିଦ୍ୟାଳୟରେ ଜାତୀୟ ବ୍ୟାଙ୍କିଙ୍ଗ ସମ୍ମିଳନୀ

ଭୁବନେଶ୍ୱର: ଏଏସବିଏମ ବିଶ୍ୱବିଦ୍ୟାଳୟ ଆନୁକୁଲ୍ୟରେ ‘ଭାରତୀୟ ବ୍ୟାଙ୍କିଙ୍ଗ ସେବା - ବିକାଶଶୀଳ ରୁୂପରେଖ’ ଶୀର୍ଷକ ଏକ ଜାତୀୟ ଆଭାସ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ବିଶ୍ୱବିଦ୍ୟାଳୟର କୁଳାଧ୍ୟକ୍ଷ…
Read More...

ଜିଓ ଶୁଭାରମ୍ଭ କଲା ‘ଜରୁରୀକାଳୀନ ଡାଟା ଋଣ’ ସୁବିଧା

ଭୁବନେଶ୍ୱର: ହାଇସ୍ପିଡ୍ ଡାଟା ବ୍ୟବହାର ଜାରି ରହିଥିବା ସମୟରେ ହଠାତ୍ ଦିନର ଧାର୍ଯ୍ୟ ହାଇସ୍ପିଡ୍ ଡାଟା ଶେଷ ହୋଇଗଲେ ପ୍ରତ୍ୟେକ ମୋବାଇଲ୍ ଡାଟା ବ୍ୟବହାରକାରୀ ତୁରନ୍ତ ଡାଟା ଟପ୍ ଅପ ରିଚାର୍ଜ କରିବାକୁୁ ବିଭିନ୍ନ…
Read More...

ମଣିଷର ଜୀବନ ଓ ଜୀବିକା ପାଇଁ ବୃକ୍ଷର ଅବଦାନ ଅତୁଳନୀୟ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମଣିଷର ଜୀବନ ଓ ଜୀବିକା ପାଇଁ ବୃକ୍ଷର ଅବଦାନ ଅତୁଳନୀୟ । ସୁଷମ ଖାଦ୍ୟ, ସ୍ୱଚ୍ଛ ଜଳ ଏବଂ ପ୍ରଦୂଷଣମୁକ୍ତ ବାୟୁର ଆବଶ୍ୟକତାକୁ ବୃକ୍ଷ ହିଁ ପୂରଣ କରିଥାଏ । ଏହାବ୍ୟତୀତ ଉଦ୍ଭିଦ ଜଗତର ଔଷଧୀୟ ମୂଲ୍ୟକୁ ଆମେ…
Read More...

ଅଗଷ୍ଟରୁ ବଢିବ ହୋଣ୍ଡା କାର୍‍ ମୂଲ୍ୟ

ନୂଆଦିଲ୍ଲୀ: ଚଳିତ ସମୟରେ ବିଭିନ୍ନ କଞ୍ଚାମାଲ ଦର ବୃଦ୍ଧି କାରଣରୁ କେତେକ ଯାନବାହନ ଉତ୍ପାଦନ କମ୍ପାନୀ ସେମାନଙ୍କ ଉତ୍ପାଦର ମୂଲ୍ୟ ବୃଦ୍ଧି ସମ୍ପର୍କରେ ଘୋଷଣା କରିସାରିଛନ୍ତି । ଏବେ ସେଥିରେ ଆଉ ଏକ କମ୍ପାନୀ ଯୋଡି…
Read More...

ହାଫିଜର ଲାହୋର ବାସଭବନ ସମ୍ମୁଖରେ ବିସ୍ଫୋରଣ ପାଇଁ ଭାରତର ‘ର’କୁ ଦାୟୀ କଲା ପାକିସ୍ତାନ

ଇସଲାମାବାଦ: ଆତଙ୍କବାଦକୁ ସମର୍ଥନ, ପ୍ରୋତ୍ସାହନ, ତାଲିମ ଓ ପାଣ୍ଠିଯୋଗାଣ ପାଇଁ ଆନ୍ତର୍ଜାତିକ ସ୍ତରରେ ବଦନାମ ହୋଇସାରିଥିବା ପାକିସ୍ତାନ ଏବେ ଭାରତ ବିରୁଦ୍ଧରେ ଏକ ନୂଆ ଅଭିଯୋଗ ଆଣିଛି । ଜୁନ୍‍ ୨୩ ତାରିଖରେ ଜାତିସଂଘ…
Read More...

ପାଟନାଳିର ବାଲି ଘାଟରୁ ବାଲି ଚୋରା ଚାଲାଣ ସମୟରେ ଅଘଟଣ , ହାଇଓ୍ବା ଧକ୍କାରେ ଡମ୍ପର ଡ୍ରାଇଭରଙ୍କ ଶୋଚନୀୟ ମୃତ୍ୟୁ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ତହସିଲ ରାଜନଗର ଆରଆଇ ଅଧିନ ବୈତରଣୀର ପାଟନାଳି ଘାଟରୁ ଗତ ବିଳମ୍ବିତ ରାତିରେ ବାଲି ଚୋରା ଚାଲାଣ ସମୟରେ ଜଣେ ଡମ୍ପର ଡ୍ରାଇଭରଙ୍କ ଉପରେ ଏକ ହାଇଓ୍ବା ଚଢି ଯିବାରୁ ତାଙ୍କର ଘଟଣା…
Read More...

“ଆପଣ ଏକଥା ଭାଜପା, ଭିଏଚପିକୁ ଶିକ୍ଷା ଦେବେ କି?”- ଭାଗବତଙ୍କୁ ଦିଗ୍‍ବିଜୟଙ୍କ ପ୍ରଶ୍ନ

ନୂଆଦିଲ୍ଲୀ: ହିନ୍ଦୁ ଓ ମୁସଲମାନ ପରସ୍ପର ଠାରୁ ଅଲଗା ନୁହନ୍ତି । ସେମାନଙ୍କ ମଧ୍ୟରେ ଏକତା ରକ୍ଷା କରିବାକୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ରବିବାର ଦିନ ମତ ଦେବାପରେ କଂଗ୍ରେସର ବରିଷ୍ଠ…
Read More...