www.samajalive.in
Sunday, December 7, 2025
15.1 C
Bhubaneswar

ଗୋଟିଏ ବର୍ଷରେ ସର୍ବାଧିକ ୩୨୦୦ରୁ ଅଧିକ ନିଯୁକ୍ତି ଅଫର

ହାଇଦରାବାଦ: ସ୍ନାତକ ଏବଂ ଉଚ୍ଚ ଶିକ୍ଷା ପାଇଁ ଦେଶର ଅନ୍ୟତମ ଅଗ୍ରଣୀ ବିଶ୍ୱବିଦ୍ୟାଳୟ କେଏଲ୍‍ ଡିମ୍‍ଡ ଟୁ ବି ୟୁନିଭରସିଟି ଏହାର ବି ଟେକ୍‍, ଏମ ଟେକ୍‍, ଏମବିଏ, ବିବିଏ ଏବଂ ବିଏସସି ପାଠ୍ୟକ୍ରମର ଛାତ୍ରଛାତ୍ରୀଙ୍କ ପାଇଁ ପ୍ରସିଦ୍ଧ କର୍ପୋରେଟ ସଂସ୍ଥାଗୁଡିକ ନିକଟରୁ ଏପର୍ଯ୍ୟନ୍ତ ୩୨୦୦ରୁ ଅଧିକ ପ୍ଲେସମେଣ୍ଟ ଅଫର ପାଇଥିବା ଘୋଷଣା କରିଛି, ଯାହା ଏପର୍ଯ୍ୟନ୍ତ ସର୍ବାଧିକ ଅଫର ହୋଇଛି । ମହାମାରୀ କାରଣରୁ ସୃଷ୍ଟି ହୋଇଥିବା ଅର୍ଥନୈତିକ ମନ୍ଥର ଅବସ୍ଥା ମଧ୍ୟରେ ପ୍ଲେସମେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ପଞ୍ଜିକୃତ ସମସ୍ତ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ଅଫର ପ୍ରଦାନ ଦ୍ୱାରା ଏହି ଯୁଗାନ୍ତକାରୀ ସଫଳତା ହାସଲ କରିବାକୁ ବିଶ୍ୱବିଦ୍ୟାଳୟ କର୍ପୋରେଟଗୁଡିକର ମାନବ ସମ୍ବଳ ଅଧିକାରୀମାନଙ୍କ ସହିତ ନିବିଡ ଭାବରେ କାର୍ଯ୍ୟ କରିଥିଲା । କୌଶଳାତ୍ମକ ପଦକ୍ଷେପ ସ୍ୱରୂପ ଶୀଘ୍ର ପ୍ଲେସମେଣ୍ଟ ଅଭିଯାନ ଆରମ୍ଭ ସହିତ ଏହି ବିଶ୍ୱବିଦ୍ୟାଳୟ ନିରନ୍ତର ଭାବରେ ଅଭିବୃଦ୍ଧିଶୀଳ ପ୍ଲେସମେଣ୍ଟ ଅଫର ପାଇବା ରେକର୍ଡ ବଜାୟ ରଖିପାରିଛି । ବିଶ୍ୱବିଦ୍ୟାଳୟ ତାହାର ଅଭିଜ୍ଞ ଅଧ୍ୟାପକ ମଣ୍ଡଳୀ ସହିତ ସର୍ବାଧୁନିକ ଭିତ୍ତିଭୂମିକୁ ନେଇ ନିଯୁକ୍ତିଦାତାଙ୍କ ପାଇଁ ଏକ ପ୍ରକୃଷ୍ଟ ସ୍ଥଳ ଭାବରେ ନିଜକୁ ପ୍ରମାଣିତ କରିଛି । କ୍ୟାମ୍ପସ ପ୍ଲେସମେଣ୍ଟ ଅଭିଯାନ ସମୟରେ ସର୍ବାଧିକ ବାର୍ଷିକ ୨୫ ଲକ୍ଷ ଟଙ୍କାର ପ୍ୟାକେଜ ଅଫର୍‍ କରାଯାଇଥିଲା ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories