ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ନୂଆ ବିଦ୍ୟୁତ ବ୍ୟବସାୟ କମ୍ପାନି ବୋର୍ଡରେ ସ୍ଥାନ ପାଇବେ ଅନନ୍ତ ଅମ୍ବାନି

ମୁମ୍ବଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ସୌରଶକ୍ତି କ୍ଷେତ୍ରରେ ନୂଆ କମ୍ପାନୀ ସ୍ଥାପନ କରିବାକୁ ଯାଉଥିବାବେଳେ ଉକ୍ତ କମ୍ପାନୀ ବୋର୍ଡରେ ଅନନ୍ତ ଅମ୍ବାନି ସ୍ଥାନପାଇବେ ବୋଲି ଜଣାଯାଇଛି । ଏହା ପୂର୍ବରୁ ଗତ ଫେବ୍ରୁଆରୀରେ…
Read More...

ମହାକାଶକୁ ଯିବେ ଦ୍ୱିତୀୟ ଭାରତ ଜନ୍ମିତ ମହିଳା ସିରିଶା ବଣ୍ଡ୍‍ଲା; ଚତୁର୍ଥ ଭାରତୀୟ ଭାବରେ ମହାକାଶ ଯାତ୍ରାରେ ଯିବେ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶରେ ଜନ୍ମିତ ମହିଳା ସିରିଶା ବଣ୍ଡ୍‍ଲା ଆସନ୍ତା ସପ୍ତାହ ଶେଷଭାଗରେ ମହାକାଶ ଯାତ୍ରାରେ ଯିବେ । ମହାକାଶ ଯାତ୍ରା କରିବାରେ ସେ ଦ୍ୱିତୀୟ ଭାରତ ଜନ୍ମିତ ମହିଳା ହେବେ । ତାଙ୍କ ପୂର୍ବରୁ ଭାରତ…
Read More...

ଦେଶରେ ଚିହ୍ନଟ ହେଲେ ୩୯,୭୯୬ ନୂଆ ଆକ୍ରାନ୍ତ; ଦିନକରେ ସୁସ୍ଥ ହେଲେ ୪୨,୩୫୩

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୯,୭୯୬ ଜଣ ନୂଆ କୋଭିଡ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଏଥିସହିତ ଦିନକରେ ୪୨,୩୫୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଦେଶରେ ସଂପ୍ରତି ସକ୍ରିୟ ସଂକ୍ରମିତ ସଂଖ୍ୟା…
Read More...

ରାଜ୍ୟରେ ଚିହ୍ନଟ ହେଲେ ଆଉ ୨୮୦୩ ସଂକ୍ରମିତ; ଅଧିକ ଚିନ୍ତାଜନକ ହୋଇଛି ଖୋର୍ଦ୍ଧା ଓ କଟକ ଜିଲା

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ୨୮୦୩ ଜଣ ନୂଆ କୋଭିଡ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୪୭୫ ଏବଂ କଟକ ଜିଲାରୁ ୪୪୧ ଜଣ ରହିଛନ୍ତି । ନୂଆ ସଂକ୍ରମିତଙ୍କ…
Read More...

ରାଜ୍ୟରେ ଦୈନିକ କରୋନା ଜନିତ ମୃତ୍ୟୁରେ ରେକର୍ଡ; ୨୪ ଘଣ୍ଟାରେ ୫୨ ମୃତ, ଖୋର୍ଦ୍ଧାରୁ ସର୍ବାଧିକ ୯

ଭୁବନେଶ୍ୱର: ଓଡ଼ିଶାରେ ଦୈନିକ କରୋନା ମୃତ୍ୟୁରେ ରେକର୍ଡ। ଗତ ୨୪ ଘଣ୍ଟା ମଧ୍ୟରେ ୫୨ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ଯାହା ଏପର୍ଯ୍ୟନ୍ତ ଗୋଟିଏ ଦିନରେ ପ୍ରାଣ ହରାଇଥିବା କରୋନା ଆକ୍ରାନଙ୍କ ମଧ୍ୟରେ ସର୍ବାଧିକ।…
Read More...

ବଲିଉଡ ଅଭିନେତା ଅମିର ଖାଁ ଓ କିରଣ ରାଓଙ୍କ ମଧ୍ୟରେ ବିବାହ ବିଚ୍ଛେଦ: ୧୫ ବର୍ଷର ବୈବାହିକ ଜୀବନ ପରେ ପରସ୍ପର ଠାରୁ…

ମୁମ୍ବଇ: କୋଭିଡ ମହାମାରୀକୁ ନେଇ ସମୁଦାୟ ଦେଶବାସୀ ଭୀତତ୍ରସ୍ତ ହୋଇପଡିଥିବାବେଳେ ଏବେ ଆଉ ଏକ ଖବର ସମୁଦାୟ ବଲିଉଡକୁ ଗଭୀର ଦୁଃଖ ପହଞ୍ଚାଇଛି । ମିଷ୍ଟର ପରଫେକ୍ସନିଷ୍ଟ ଭାବେ ପରିଚିତ ବଲିଉଡର ବିଶିଷ୍ଟ ଅଭିନେତା ଅମିର…
Read More...

ରାଫେଲ ଦୁର୍ନୀତି ପ୍ରସଙ୍ଗ: ଅଭିଯୋଗର ତଦନ୍ତ ପାଇଁ ଫ୍ରାନ୍ସରେ ଜଣେ ବିଚାରପତି ନିଯୁକ୍ତ

ନୂଆଦିଲ୍ଲୀ: ୫୦,୦୦୦ କୋଟି ଟଙ୍କା ବିନିମୟରେ ଭାରତକୁ ରାଫେଲ ଯୁଦ୍ଧ ବିମାନ ବିକ୍ରି ଘଟଣାରେ ଦୁର୍ନୀତି ଓ ଅନୁକମ୍ପା ଅଭିଯୋଗ ଆସିଥିବାବେଳେ ତାହାର ତଦନ୍ତ କରିବାକୁ ଫ୍ରାନ୍ସ ସରକାର ଜଣେ ବିଚାରପତି ନିଯୁକ୍ତ କରିଛନ୍ତି…
Read More...

ତାଲିବାନର ଫତୱା- ଘରୁ ଏକାକି ବାହାରି ପାରିବେନାହିଁ ମହିଳା, ପୁରୁଷ ଦାଢି ବଢାଇବେ

ତଖର: ଆମେରିକା ସରକାର ଆଫଗାନିସ୍ତାନରୁ ନିଜର ସୈନ୍ୟ ପ୍ରତ୍ୟାହାର କରିନେବାପରେ ତାଲିବାନ ଆତଙ୍କି ଗୋଷ୍ଠୀ ଆଫଗାନିସ୍ତାନରେ ଗୋଟିଏ ପରେ ଗୋଟିଏ ଜିଲା ନିଜ ଅକ୍ତିଆରକୁ ନେବା ଆରମ୍ଭ କରିଛନ୍ତି । ଏଥିସହିତ ସେହିସବୁ…
Read More...

ପାଣି ଉପରେ ଜରୁରୀ ଅବତରଣ କଲା ୭୩୭ ପଣ୍ୟବାହୀ ବିମାନ

ହନଲୁଲୁ: ଏକ ବୋଇଂ ୭୩୭ ପଣ୍ୟବାହୀ ବିମାନ ଶୁକ୍ରବାର ଦିନ ଏଠାରେ ପାଣି ଉପରେ ଜରୁରୀକାଳୀନ ଅବତରଣ କରିଛି । ବିମାନରେ ଦୁଇଜଣ ପାଇଲଟ କେବଳ ରହିଥିଲେ । ବିମାନର ଇଞ୍ଜିନରେ ତ୍ରୁଟି ପରିଲକ୍ଷିତ ହେବାପରେ ପାଇଲଟ ତାହାକୁ…
Read More...

କୋଭାକ୍ସିନ ୩ୟ ପର୍ଯ୍ୟାୟ କ୍ଲିନିକାଲ ପରୀକ୍ଷଣ ଫଳାଫଳ ଆସିଲା; ଗୁରୁତର ରୋଗୀଙ୍କ କ୍ଷେତ୍ରରେ ୯୩% ଫଳପ୍ରଦ

ନୂଆଦିଲ୍ଲୀ: ଭାରତ ବାୟୋଟେକ୍‍ ଦ୍ୱାରା ପ୍ରସ୍ତୁତ କୋଭିଡ ଟିକା କୋଭାକ୍ସିନର ୩ୟ ପର୍ଯ୍ୟାୟ ପରୀକ୍ଷଣ ଫଳାଫଳ ସର୍ବସମ୍ମୁଖକୁ ଆସିଛି। ସେଥିରୁ କୋଭାକ୍ସିନ କୋଭିଡ-୧୯ ମହାମାରୀ ବିରୁଦ୍ଧରେ ଅତୁଳନୀୟ ନିରାପତ୍ତା…
Read More...

ଜୁଲାଇ ୧୯ରୁ ସଂସଦର ମୌସୁମୀ ଅଧିବେଶନ; ଅଗଷ୍ଟ ୧୩ରେ ଶେଷହେବ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଚଳିତ ଜୁଲାଇ ମାସ ୧୯ ତାରିଖରୁ ଆରମ୍ଭ ହେବ । ଏହା ଅଗଷ୍ଟ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଲୋକ ସଭା ପକ୍ଷରୁ ଶୁକ୍ରବାର ଏକ ବିବୃତିରେ କୁହାଯାଇଛି । ଏଥିରେ କୁହାଯାଇଛି,…
Read More...

ପଞ୍ଜାବରେ ଗୁରୁତର ବିଜୁଳି ସଙ୍କଟ, ସିଧୁଙ୍କ ଉପରେ ୮ ଲକ୍ଷ ଟଙ୍କା ବିଜୁଳି ବିଲ୍‍ ବାକି

ଚଣ୍ଡିଗଡ: ପଞ୍ଜାବ ସଂପ୍ରତି ସବୁଠାରୁ ଉତ୍କଟ ବିଦ୍ୟୁତ ସଂକଟ ପରିସ୍ଥିତିର ସମ୍ମୁଖୀନ ହେଉଛି । ପରିସ୍ଥିତି ଏଭଳି ହୋଇଛି ଅନେକ ଅଞ୍ଚଳରେ ଦୈନିକ ପାଖାପାଖି ୧୪ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ କାଟ କରିବାକୁ ପଡୁଛି ।…
Read More...

ରାଜ୍ୟରେ ଦୈନିକ ୪୦ରୁ ଅଧିକ ପ୍ରାଣ ନେଉଛି କରୋନା; ୨୪ ଘଣ୍ଟାରେ ୪୫ ମୃତ

ଭୁବନେଶ୍ୱର: ରାଜ୍ୟରେ ପ୍ରତିଦିନ କରୋନା ଜନିତ ମୃତ୍ୟୁସଂଖ୍ୟା ୪୦ ଉପରେ ରହୁଛି। କ୍ରମାଗତ ଭାବରେ କିଛିଦିନ ହେଲା ୪୦ରୁ ଅଧିକ ସଂକ୍ରମିତଭ୍‍କର ମୃତ୍ୟୁ ଘଟୁଥିବା ଜଣାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୫ ଜଣଙ୍କର…
Read More...

ଦିନକରେ ରାଜ୍ୟରେ ୨୯୧୭ କୋଭିଡ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ୨୯୧୭ ଜଣ ନୂଆ କୋଭିଡ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୬୭୭ ଏବଂ ସ୍ଥାନୀୟ ସଂକ୍ରମିତ ୧୨୪୦ ଜଣ ରହିଛନ୍ତି। ଏହି ସମୟ ମଧ୍ୟରେ ଦୈନିକ…
Read More...

ଆଜିଓ ପକ୍ଷରୁ ଦେଶର ଚର୍ଚ୍ଚିତ ଫେସନ ସମ୍ଭାର

ମୁମ୍ବାଇ: ଭାରତର ଅଗ୍ରଣୀ ଅନଲାଇନ ଫେସନ ଇ-ରିଟେଲର ଏବଂ ନୂତନ ଟ୍ରେଣ୍ଡ, ସଦ୍ୟତମ ଷ୍ଟାଇଲ ଓ ସର୍ବାଧୁନିକ ଫେସନ ପାଇଁ ବେଶ ଲୋକପ୍ରିୟ ଆଜିଓ ଏବେ ନେଇଆସିଛି ବିଗ୍ ବୋଲ୍ଡ ସେଲ । ଯାହା ୧ ରୁ ୫ ଜୁଲାଇ ୨୦୨୧ ପର୍ଯ୍ୟନ୍ତ…
Read More...

କୋଭିଡର ଦ୍ୱିତୀୟ ଲହର ଯୋଗୁଁ ଋଣ ଆଦାୟ ପ୍ରଭାବିତ; ବୁଡିଯାଇପାରେ ୧୧.୨% ବ୍ୟାଙ୍କ ଋଣ

ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ର ଦ୍ୱିତୀୟ ଲହର ବ୍ୟବସାୟ ଓ ଅର୍ଥନୀତି ଉପରେ ଗୁରୁତର ପ୍ରତିକୂଳ ପ୍ରଭାବ ପକାଇଥିବାବେଳେ ବ୍ୟାଙ୍କ ଋଣ ଆଦାୟ ମଧ୍ୟ ବିଶେଷ ପ୍ରଭାବିତ ହୋଇଛି। ତେବେ ମଇ ମାସ ଶେଷ ଭାଗରେ ଦେଶରେ ସଂକ୍ରମଣ…
Read More...

ଓଡ଼ିଶା ଆସିବେ କେନ୍ଦ୍ରୀୟ ବିଶେଷଜ୍ଞ ଦଳ; କୋଭିଡ ସଂକ୍ରମଣ ବୃଦ୍ଧି ସ୍ଥିତି ଅନୁଧ୍ୟାନ କରିବେ

ଭୁବନେଶ୍ୱର: ଓଡ଼ିଶାର ଉପକୂଳବର୍ତ୍ତୀ ଜିଲା ସମେତ ପାଖାପାଖି ୧୦ଟି ଜିଲାରେ କୋଭିଡ ସଂକ୍ରମଣ ଚିନ୍ତାଜନକ ସ୍ଥିତିରେ ରହୁଥିବାରୁ ପରିସ୍ଥିତି ଅନୁଧ୍ୟାନ କରିବାକୁ କେନ୍ଦ୍ରୀୟ ଦଳ ଓଡ଼ିଶା ଆସିବେ ବୋଲି ଜଣାଯାଇଛି। ଓଡ଼ିଶା…
Read More...

୧୪ ବର୍ଷ ମଧ୍ୟରେ ପୃଥିବୀ ଉତ୍ତାପ ଦ୍ୱିଗୁଣିତ ହୋଇଛି

ନ୍ୟୁୟର୍କ: ପୃଥିବୀ ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି ଏବଂ ଜଳବାୟୁ ପରିବର୍ତ୍ତନ ଏବେ ସାରା ବିଶ୍ୱ ପାଇଁ ସବୁଠାରୁ ଗଭୀର ଚିନ୍ତାଜନକ ଏବଂ ସମ୍ବେଦନଶୀଳ ବଷୟ ହୋଇଥିବାବେଳେ ପୃଥିବୀର ତାପମାତ୍ରା ବୃଦ୍ଧିକୁ ନେଇ ଆମେରିକୀୟ…
Read More...

ଫିରିଙ୍ଗିଆ ପୁଲିସ ଦ୍ୱାରା ହୋଣ୍ଡା ସିଟି କାର୍‍ ସହିତ ୩୦ କିଲୋ ଗଞ୍ଜେଇ ଜବତ, ୨ ଗିରଫ

ଭୁବନେଶ୍ୱର: ଫିରିଙ୍ଗିଆ ପୁଲିସ ଗୁରୁବାର ପୁଟକିପଡା ଗ୍ରାମ ନିକଟରେ ଏକ ହୋଣ୍ଡା ସିଟି କାର୍‍ ଜବତ କରିବା ସହିତ ସେଥିରେ ଚୋରାରେ ଚାଲାଣ କରାଯାଉଥିବା ୩୦ କିଲୋଗ୍ରାମ ଗଞ୍ଜେଇ ମଧ୍ୟ ଜବତ କରିଛି। ଓଡି-୦୨ଏଆର-୬୬୮୮ ନମ୍ବର…
Read More...

କଟକ, ଭୁବନେଶ୍ୱରରେ ୧୦୦ ଟଙ୍କା ଛୁଇଁଲା ପେଟ୍ରୋଲ ଲିଟର

ଭୁବନେଶ୍ୱର: ରାଜ୍ୟରେ ମାଲକାନଗିରି ଭଳି ଉପାନ୍ତ ଜିଲାରେ ପେଟ୍ରୋଲ ଲିଟର ୧୦୦ଟଙ୍କା ଟପିବାର କିଛି ଦିନ ବ୍ୟବଧାନରେ ଶୁକ୍ରବାର ଭୁବନେଶ୍ୱର, କଟକ ମହାନଗରରେ ପେଟ୍ରୋଲ ଦର ୧୦୦ ଟଙ୍କାରେ ପହଞ୍ଚିଛି। କରୋନା ମହାମାରୀରେ…
Read More...

ଗାଁ ରେ ପଶିଲା ଝାଡ଼ଖଣ୍ଡି ଦନ୍ତା, ଖାଇଗଲା ସଉଦା-ପନିପରିବା

ନୀଳଗିରି: ବୁଧବାର ରାତିରେ ବାଲେଶ୍ଵର ଜିଲ୍ଲା ଅଧୀନ ନୀଳଗିରି ଅଞ୍ଚଳକୁ ପଶି ଆସିଥିବା ଝାଡ଼ଖଣ୍ଡି ପାଇଲଟ ଦନ୍ତା ହାତୀ ଟି ଶୁକ୍ରବାର ପୂର୍ବାହ୍ନ ରେ ଉପଦ୍ରବ କରି ଚାଲିଥିବା ଦେଖିବାକୁ ମିଳିଛି। ନୀଳଗିରି ବ୍ଲକ…
Read More...

ଦେଶରେ ଚିହ୍ନଟ ହେଲେ ଆଉ ୪୬,୬୧୭ କରୋନା ରୋଗୀ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪୬,୬୧୭ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସେହି ସମୟ ମଧ୍ୟରେ ୫୯,୩୮୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଦେଶରେ କରୋନାରୁ ଆରୋଗ୍ୟ ହାର ୯୭.୦୧%କୁ ବୃଦ୍ଧିପାଇଛି। ଏଥିସହିତ…
Read More...

ଦିନକରେ ୪୬ ଜଣଙ୍କର ପ୍ରାଣନେଲା କରୋନା

ଭୁବନେଶ୍ୱର: ଗୋଟିଏ ଦିନରେ ରାଜ୍ୟରେ ୪୬ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ଅନୁଗୁଳ, ବାଲେଶ୍ୱର ଓ ବରଗଡ ଜିଲାରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୯ ଜଣଙ୍କର ମୃତ୍ୟୁ…
Read More...

ରାଜ୍ୟରେ ଚିହ୍ନଟ ହେଲେ ଆଉ ୩୨୨୨ ସଂକ୍ରମିତ; କଟକରୁ ସର୍ବାଧିକ ୬୧୯

ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୩୨୨୨ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୧୮୩୮ ଓ ସ୍ଥାନୀୟ ସଂକ୍ରମିତ ୧୩୮୪ ଜଣ ରହିଥିବା ଜଣାଯାଇଛି। ଚିହ୍ନଟ ସଂକ୍ରମିତଙ୍କ…
Read More...

ଅଣ ଆନୁଷ୍ଠାନିକ ଶ୍ରମିକ, କର୍ମଚାରୀ ବର୍ଗଙ୍କ ପାଇଁ ବିଶ୍ୱ ବ୍ୟାଙ୍କର ୫୦୦ ନିୟୁତ ଡଲାର ଋଣ

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀ ଜନିତ ଜଟିଳ ପରିସ୍ଥିତିରୁ ସୁଧୁରିବାକୁ ଭାରତର ଅଣ ଆନୁଷ୍ଠାନିକ କ୍ଷେତ୍ରର ଶ୍ରମିକ, କର୍ମଚାରୀଙ୍କୁ ସହୟତା କରିବାକୁ ବିଶ୍ୱ ବ୍ୟାଙ୍କ ବୁଧବାର ୫୦୦ ନିୟୁତ ଡଲାର (ପ୍ରାୟ ୩୭୧୭.୨୮ କୋଟି…
Read More...

ଗୁଲଶନ କୁମାର ହତ୍ୟା ମାମଲା; ଦାଉଦ ମର୍ଚ୍ଚାଣ୍ଟଙ୍କ ବିରୁଦ୍ଧରେ ନିମ୍ନ ଅଦାଲତଙ୍କ ରାୟ କାଏମ ରଖିଲେ ବମ୍ବେ ହାଇକୋର୍ଟ

ମୁମ୍ବଇ: ଗୁଲଶନ କୁମାର ହତ୍ୟା ମାମଲାରେ ଅବଦୁଲ ରୌଫ ଓରଫ ଦାଉଦ ମର୍ଚ୍ଚାଣ୍ଟଙ୍କୁ ଦୋଷୀ ବୋଲି ପ୍ରତି ନିମ୍ନ ଅଦାଲତ ଦେଇଥିବା ଆଦେଶ ସହିତ ତାଙ୍କ ବିରୁଦ୍ଧରେ ହୋଇଥିବା ଦଣ୍ଡାଦେଶକୁ ଠିକ୍‍ ବୋଲି ଦର୍ଶାଇଛନ୍ତି ବମ୍ବେ…
Read More...

ସେରମ୍‍ ଇନଷ୍ଟିଚ୍ୟୁଟର କୋଭିଶିଲ୍ଡକୁ ଗ୍ରୀନ ପାସପୋର୍ଟରେ ସ୍ଥାନ ଦେଲେ ସ୍ୱିଜରଲାଣ୍ଡ ଏବଂ ୟୁରୋପୀୟ ସଂଘର ୮ ରାଷ୍ଟ୍ର

ନୂଆଦିଲ୍ଲୀ: ସେରମ୍‍ ଇନଷ୍ଟିଚ୍ୟୁଟ ଦ୍ୱାରା ପ୍ରସ୍ତୁତ କରାଯାଉଥିବା କୋଭିଶିଲ୍ଡ ଟିକାକୁ ସ୍ୱିଜରଲାଣ୍ଡ ଏବଂ ୟୁରୋପୀୟ ସଂଘର ୮ଟି ରାଷ୍ଟ୍ର ଗ୍ରୀନ ପାସପୋର୍ଟ ତାଲିକାରେ ସ୍ଥାନ ଦେଇଛନ୍ତି । କୋଭିଶିଲ୍ଡ ସମେତ…
Read More...

ଏଚସିଏଲ ଗ୍ରାଣ୍ଟ ସପ୍ତମ ସଂସ୍କରଣ ପାଇଁ ଆବେଦନ ଆହ୍ୱାନ

ନୂଆଦିଲ୍ଲୀ: ଗ୍ରାମୀଣ ଭାରତକୁ ପରିବର୍ତନ କରୁଥିବା ଏନଜିଓଗୁଡିକୁ ମାନ୍ୟତା ଦେବା ପାଇଁ ଏଚସିଏଲ ଗ୍ରାଂଟ ଘୋଷଣା କରିଛି ସପ୍ତମ ସଂସ୍କରଣ । ଆବେଦନ ଗ୍ରହଣ କରିବାର ଶେଷ ତାରିଖ ଜୁଲାଇ ୨, ୨୦୨୧ ପର୍ଯ୍ୟନ୍ତ ବୃଦ୍ଧି…
Read More...

ଏସବିଆଇକାର୍ଡ, ଫାବ୍‍ଇଣ୍ଡିଆ ସହଭାଗିତାରେ ପ୍ରଚଳନ କରୁଛି ଫାବ୍‍ଇଣ୍ଡିଆ ଏସବିଆଇ କାର୍ଡ

ନୂଆଦିଲ୍ଲୀ: ଭାରତର ଦ୍ୱିତୀୟ ସର୍ବବୃହତ କ୍ରେଡିଟକାର୍ଡ ଯୋଗାଣକାରୀ ଏସବିଆଇ କାର୍ଡ ଏବଂ ଦେଶର କାରିଗରମାନଙ୍କ ଦ୍ୱାରା ହାତରେ ତିଆରି ବିବିଧ ବର୍ଗର ଉତ୍ପାଦ ନିମନ୍ତେ ଭାରତର ସର୍ବବୃହତ ଖୁଚୁରା ବିକ୍ରୟ ପ୍ଲାଟଫର୍ମ…
Read More...

ଉତ୍ତର ପ୍ରଦେଶରେ ଆଗାମୀ ନିର୍ବାଚନ ପାଇଁ ଓମ୍‍ ପ୍ରକାଶ ରାଜଭରଙ୍କ ନୂଆ ଫର୍ମୁଲା; ୫ ବର୍ଷରେ ଦାୟିତ୍ୱ ନେବେ ୫…

ନୂଆଦିଲ୍ଲୀ: ୨୦୨୨ରେ ଉତ୍ତର ପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ ସୁହେଲଦେବ ଭାରତୀୟ ସମାଜ ପାର୍ଟି (ଏସବିଏସପି) ସଭାପତି ଓମ୍‍ ପ୍ରକାଶ ରାଜଭର ଏକ ମଜାଦାର କ୍ଷମତା ଭାଗୀଦାର ପ୍ରସ୍ତାବ ଆଣିଛନ୍ତି । ରାଜ୍ୟରେ…
Read More...

ବିଜେପି କୃଷକ ମୋର୍ଚ୍ଚାର ରାସ୍ତା ରୋକ ଆନ୍ଦୋଳନ; ରାଜପଥରେ ଫସି ରହିଲା ଆମ୍ବୁଲାନ୍ସ, ଶହ ଶହ ଗାଡି ମଟର

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ପକ୍ଷରୁ ଗୁରୁବାର ପୂର୍ବାହ୍ନରେ ରାସ୍ତାରୋକ ଆନ୍ଦୋଳନ କରାଯାଇଛି । କଟକ ସହର ଉପକଣ୍ଠ ଗୋପାଳପୁରଠାରେ କୃଷକ ମୋର୍ଚ୍ଚା ପକ୍ଷରୁ ରାସ୍ତା ରୋକ ଆନ୍ଦୋଳନ କରାଯିବା ଫଳରେ…
Read More...

ଅଧିକ ତାଲାବନ୍ଦ ହେଲେ ବ୍ୟବସାୟ, ନିଯୁକ୍ତି ଓ ଅର୍ଥନୀତି ବିଧ୍ୱସ୍ତ ହୋଇଯିବ- ରାହୁଲ ବଜାଜ

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀକୁ ନିୟନ୍ତ୍ରଣ କରିବାକୁ ଘୋଷଣା କରାଯାଉଥିବା ତାଲାବନ୍ଦ ଦ୍ୱାରା ବ୍ୟବସାୟ, ନିଯୁକ୍ତି ଏବଂ ସମୁଦାୟ ଅର୍ଥନୀତି ନଷ୍ଟ ହେଉଛି । କରୋନା ଭୂତାଣୁ ସଂକ୍ରମଣକୁ ସଠିକ ଭାବରେ ନିୟନ୍ତ୍ରଣ ନକରି…
Read More...

୨ରୁ ୧୭ ବର୍ଷ ପିଲାଙ୍କ ଉପରେ କୋଭୋଭାକ୍ସ ଟିକା ପରୀକ୍ଷଣକୁ ମନା କଲେ ସରକାର

ନୂଆଦିଲ୍ଲୀ: ଦେଶରେ ୨ରୁ ୧୭ ବର୍ଷ ବୟସର ପିଲାଙ୍କ ଠାରେ କୋଭିଡ-୧୯ ଟିକା କୋଭୋଭାକ୍ସର ୨ୟ ଏବଂ ୩ୟ ପର୍ଯ୍ୟାୟ ପରୀକ୍ଷଣ କରିବାକୁ କରାଯାଇଥିବା ଆବେଦନକୁ କେନ୍ଦ୍ର ସରକାର ଅଗ୍ରାହ୍ୟ କରିଦେଇଛନ୍ତି । ସେରମ୍‍…
Read More...

ଦେଶରେ ୪୮,୭୮୬ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ; ଦିନକରେ ସୁସ୍ଥ ହେଲେ ୬୧,୫୮୮

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୮,୭୮୬ ଜଣ ନୂଆ କୋଭିଡ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଏଥିସହିତ ଦିନକରେ ୬୧,୫୮୮ ଜଣ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ମୋଟ ୨,୯୪,୮୮,୯୧୮ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ…
Read More...

ରାଜ୍ୟରେ ୨୪ ଘଣ୍ଟାରେ ୩୦୮୭ ନୂଆ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ ଗୋଟିଏ ଦିନରେ ୩୦୮୭ ନୂଆ କୋଭିଡ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସଂଗରୋଧରୁ ୧୭୭୫ ଏବଂ ସ୍ଥାନୀୟ ସଂକ୍ରମିତ ୧୩୧୨ ଜଣ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲାରୁ…
Read More...

ରାଜ୍ୟରେ ଦିନକରେ ୪୫ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୪୫ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୯ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ମୃତକଙ୍କ ମଧ୍ୟରେ ଭୁବନେଶ୍ୱର ମହାନଗର…
Read More...

ଇଆଇଆରସିଆଇସିଏଆଇ ପକ୍ଷରୁ ‘ଚାର୍ଟାର୍ଡ ଆକାଉଣ୍ଟାନ୍‍ସୀ: ଏକ କ୍ୟାରିୟର ବିକଳ୍ପ’ ଆଲୋଚନାଚକ୍ର

ଭୁବନେଶ୍ୱର: ଭାରତୀୟ ଚାର୍ଟାର୍ଡ ଆକାଉଣ୍ଟସର ପୂର୍ବ ଭାରତୀୟ ଆଞ୍ଚଳିକ ପରିଷଦ ଦ୍ୱାରା ବିର୍ଲା ଗ୍ଲୋବାଲ ୟୁନିଭର୍ସିଟିର ମିଳିତ ଆନୁକୂଲ୍ୟରେ ଗତ ୨୨ ତାରିଖରେ ଇଣ୍ଟରନେଟ ମାଧ୍ୟମରେ ‘ଚାର୍ଟାର୍ଡ ଆକାଉଣ୍ଟାନ୍‍ସୀ: ଏକ…
Read More...

କୃଷକଙ୍କ ଆୟ ବୃଦ୍ଧି କରିବ ନାନୋ ୟୁରିଆ

ନୂଆଦିଲ୍ଲୀ: ଭାରତର କୃଷି ଅର୍ଥନୀତି ପାଇଁ ଏକ ସମାଧାନ ଆଣିଛି ଭାରତୀୟ କୃଷକ ସାର ସମବାୟ ଲିମିଟେଡ (ଇଫକୋ) । ଇଫକୋର ଅଧୁନାତମ ଉଦ୍ଭାବନ ‘ନାନୋ ତରଳ ୟୁରିଆ’ ବର୍ଦ୍ଧିତ କୃଷି ବାବଦ ଖର୍ଚ୍ଚକୁ ନେଇ ସମସ୍ୟା ଜର୍ଜରିତ…
Read More...

ଆର ଅଶ୍ୱିନ ଓ ମିତାଲି ରାଜଙ୍କ ନାମ ଖେଳ ରତ୍ନ ପାଇଁ ସୁପାରିଶ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋଡ (ବିସିସିଆଇ) ଭାରତୀୟ ଅଫ ସ୍ପିନର ଆର ଅଶ୍ୱିନ ଏବଂ ଅଭିଜ୍ଞ ମହିଳା କ୍ରିକେଟ ତାରକା ମିତାଲି ରାଜଙ୍କ ନାମ ସମ୍ମାନଜନକ ଖେଳ ରତ୍ନ ପୁରସ୍କାର ପାଇଁ ସୁପାରିଶ କରିଛି। ଏଥିସହିତ…
Read More...

ହୃଦଘାତରେ ପ୍ରସିଦ୍ଧ ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ଚଳଚ୍ଚିତ୍ର ନିର୍ମାତା ସ୍ୱାମୀ ରାଜ କୌଶଲଙ୍କ ପରଲୋକ

ମୁମ୍ବଇ: ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ମନ୍ଦିରା ବେଦୀଙ୍କ ସ୍ୱାମୀ ତଥା ଚଳଚ୍ଚିତ୍ର ନିର୍ମାତା ରାଜ କୌଶଲଙ୍କର ହୃଦଘାତରେ ପରଲୋକ ଘଟିଛି । ମଙ୍ଗଳବାର ରାଜ ନିଜ ଘରେ ଥିବାବେଳେ ହୃଦଘାତର ଶିକାର ହୋଇଥିଲେ । ଏହାର…
Read More...

ଡିଆରଡିଓ ଡ୍ରୋନ ନିରୋଧୀ ପ୍ରଯୁକ୍ତି ଆକାଶମାର୍ଗରୁ ବିପଦ ଠାବ ସହିତ ନିଷ୍କ୍ରିୟ କରିବାକୁ ସମର୍ଥ

ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ)ର ଡ୍ରୋନ ନିରୋଧୀ ପ୍ରଯୁକ୍ତି ଶତ୍ରୁପକ୍ଷର ଡ୍ରୋନକୁ ଠାବ କରିବା ସହିତ ତାହାର ପିଛା କରିବା ଏବଂ ନଷ୍ଟ କରିବାକୁ ସମର୍ଥ । ଏହା ଦେଶର ସଶସ୍ତ୍ର…
Read More...

ଉଭୟ ଆଲଫା ଓ ଡେଲଟା ଭାରିଆଣ୍ଟ ପାଇଁ ପ୍ରଭାବୀ ହେଉଛି କୋଭାକ୍ସିନ ଟିକା: ଆମେରିକୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ରିପୋର୍ଟ

ନୂଆଦିଲ୍ଲୀ: ଭାରତ ବାୟୋଟେକ୍‍ ଦ୍ୱାରା ପ୍ରସ୍ତୁତ କୋଭିଡ ଟିକା କୋଭାକ୍ସିନ ମଣିଷ ଶରୀରରେ ସୃଷ୍ଟି କରୁଥିବା ଆଣ୍ଟିବଡି ସଫଳତାର ସହିତ ଉଭୟ ଆଲଫା ଓ ଡେଲଟା କୋଭିଡ-୧୯ ଭାରିଆଣ୍ଟକୁ ନିଷ୍କ୍ରିୟ କରିପାରୁଛି ବୋଲି…
Read More...

ବିନା ହୃତପିଣ୍ଡରେ ୫୫୫ ଦିନ

ମିଚିଗାନ: ବିନା ହୃତପିଣ୍ଡରେ ଜୀବନ ସମ୍ଭବ! ଯଦି ଏକଥା କେହି ପଚାରେ, ତେବେ ଉତ୍ତର ମିଳିବ ‘ଏହା ସଂପୂର୍ଣ୍ଣ ଅସମ୍ଭବ’ । କିନ୍ତୁ ଏଭଳି ଅସମ୍ଭବକୁ ସମ୍ଭବ କରିଛନ୍ତି ଆମେରିକାର ଜଣେ ନାଗରିକ । ତାଙ୍କ ନାମ ହେଉଛି…
Read More...

ଚୀନ ସହିତ ସଂପର୍କ ହ୍ରାସ ପାଇଁ ଆମେରିକା ଚାପ ପକାଉଛି- ଇମ୍ରାନ ଖାଁ

ନୂଆଦିଲ୍ଲୀ: ଭାରତ ସହିତ ଶତ୍ରୁତା ଏବଂ ଚୀନ ସହିତ ନିବିଡ ସଂପର୍କ ବଢାଇ ଚାଲିଥିବା ପାକିସ୍ତାନକୁ ନେଇ ଆମେରିକା କ୍ଷୁବ୍ଧ । କେବଳ ଆମେରିକା ନୁହେଁ, ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ମଧ୍ୟ ପାକିସ୍ତାନ ଓ ଚୀନ ମଧ୍ୟରେ…
Read More...

ରାଜ୍ୟରେ ୨୪ ଘଣ୍ଟାରେ ୪୮ କରୋନା ସଂକ୍ରମିତଙ୍କ ମୃତ୍ୟୁ; ଦିନକରେ ସର୍ବାଧିକ

ଭୁବନେଶ୍ୱର: ଓଡ଼ିଶାରେ ଗୋଟିଏ ଦିନରେ ୪୮ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏଥିସହିତ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୪୦୧୮କୁ ବୃଦ୍ଧିପାଇଛି । କରୋନା ମୃତ୍ୟୁରେ ଗତକାଲି ରାଜ୍ୟରେ ରେକର୍ଡ ସୃଷ୍ଟି…
Read More...

ରାଜ୍ୟରେ ଦିନକରେ ୩୩୭୧ ନୂଆ ସଂକ୍ରମିତ ଚିହ୍ନଟ; ଖୋର୍ଦ୍ଧାରୁ ୫୩୦, କଟକ ୪୬୮

ଭୁବନେଶ୍ୱର: ଓଡ଼ିଶାରେ ଗୋଟିଏ ଦିନରେ ୩୩୭୧ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୯୨୨ ଏବଂ ସ୍ଥାନୀୟ ସଂକ୍ରମିତ ୧୪୪୯ ଜଣ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ…
Read More...

ଭାରତରେ ୫ଜି ସମ୍ପ୍ରସାରଣ ବହୁବିଧ କ୍ଷେତ୍ର ପାଇଁ ଉନ୍ନତ ପ୍ରଦର୍ଶନକୁ ଆଗେଇନେବ

ନୂଆଦିଲ୍ଲୀ,୩୦ା୬: ଦେଶରେ ପରିବର୍ଦ୍ଧିତ ୫ଜି ବ୍ୟବହାର ପାଇଁ ଜିଓ ପ୍ଲାଟଫର୍ମ ପ୍ରୟାସ ଆରମ୍ଭ କରିଛି । ସେଥିପାଇଁ କମ୍ପାନୀ ଏନଏକ୍ସପି ସେମିକଣ୍ଡକ୍ଟରସ୍‍ ସହିତ ହାତ ମିଳାଇଛି । ୫ଜି ଏନଆର (ନିୟୁ ରେଡିଓ) ଓ-ଆରଏଏନ୍‍…
Read More...

କାଶ୍ମୀରର ଡାଲ ହ୍ରଦ ଉପରେ ଡ୍ରୋନ ଠାବ

ଜମ୍ମୁ: ମଙ୍ଗଳବାର ଦିନ କାଶ୍ମୀରର ଏକ ଡ୍ରୋନକୁ ଠାବ କରାଯାଇଛି । କାଶ୍ମୀର ଜୋନ୍‍ ଆରକ୍ଷୀ ମହାନିରୀକ୍ଷକ ବିଜୟ କୁମାର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଡ୍ରୋନକୁ ଠାବ କରାଯିବା ପରେ ପୁଲିସ ତାହାକୁ ତଳକୁ…
Read More...

ରାଜ୍ୟରେ ପ୍ରାଥମିକ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ଅଧିକ ସୁଦୃଢ କରାଯିବ; ୫ ବର୍ଷରେ ଖର୍ଚ୍ଚ ହେବ ୨୪୫୪ କୋଟି

ଭୁବନେଶ୍ୱର: ରାଜ୍ୟରେ ପ୍ରାଥମିକ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ଅଧିକ ସୁଦୃଢ କରାଯିବ। ଏଥିପାଇଁ ରାଜ୍ୟ ସରକାର ଏକ ବ୍ୟାପକ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ୧୫ଶ ଅର୍ଥ କମିଶନରଙ୍କ ସୁପାରିଶ ଅନୁସାରେ…
Read More...

ଜମ୍ମୁ ବାୟୁସେନା ଘାଟି ଆକ୍ରମଣ ଘଟଣା: ତଦନ୍ତଭାର ଏନଆଇଏକୁ ହସ୍ତାନ୍ତର

ନୂଆଦିଲ୍ଲୀ: ଜମ୍ମୁସ୍ଥିତ ଭାରତୀୟ ବାୟୁସେନା ଘାଟି ଉପରେ ହୋଇଥିବା ଡ୍ରୋନ ଆକ୍ରମଣ ଘଟଣାର ତଦନ୍ତ ଭାର ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)କୁ ହସ୍ତାନ୍ତର କରାଯାଇଛି । ଏହି ଆକ୍ରମଣ ଘଟଣାରେ ସୀମାପାର ସଂପୃକ୍ତି…
Read More...

ଏଲଏସିରେ ଛଅମାସ ମଧ୍ୟରେ ଚାଇନା ୧୦୦ରୁ ଅଧିକ ସାମରିକ ଡ୍ରିଲ କରିଛି

ନୂଆଦିଲ୍ଲୀ: ଭାରତ ଓ ଚୀନ ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରୁ ସଂପୂର୍ଣ୍ଣ ଭାବରେ ସୈନ୍ୟ ପ୍ରତ୍ୟାହାର କରିବାକୁ ଦ୍ୱାଦଶ ଥର ପାଇଁ ବରିଷ୍ଠ କମାଣ୍ଡର ସ୍ତରୀୟ ଆଲୋଚନା ଶୀଘ୍ର ଆରମ୍ଭ କରିବାକୁ ସହମତ ହୋଇଥିଲେ…
Read More...

କୋଭିଡ ପାଇଁ ପାକିସ୍ତାନରେ ଅଟକି ଥିବା ୩୬୦ ଭାରତୀୟ ସ୍ୱଦେଶ ଫେରିଲେ

ଅମୃତସର: କୋଭିଡ-୧୯ କଟକଣା କାରଣରୁ ପାକିସ୍ତାନରେ ଅଟକି ଥିବା ୩୬୦ ଜଣ ଭାରତୀୟ ଏବଂ ୫୦ ଜଣ ଏନଓଆରଆଇ (ନୋ ଓବ୍ଲିଗେସନ ଟି ରିଟର୍ଣ୍ଣ ଟୁ ଇଣ୍ଡିଆ) ଭିସାଧାରୀ ଭାରତକୁ ଫେରିଆସିଛନ୍ତି । ସେମାନେ ପଞ୍ଜାବର…
Read More...

ସିରିୟାସ୍ଥିତ ଆମେରିକାର ସାମରିକ ଘାଟି ଉପରେ ବୋମାମାଡ

ୱାଶିଂଟନ: ଆମେରିକା ପକ୍ଷରୁ ଇରାକ ଓ ସିରିୟାରେ ଥିବା ଇରାନ ସମର୍ଥିକ ଉଗ୍ରବାଦୀଙ୍କ ଆଡ୍ଡା ଉପରେ ଜୋରଦାର ଆକ୍ରମଣ କରାଯିବାର ଦିନକ ପରେ ସିରୟାରେ ଥିବା ଆମେରିକୀୟ ସାମରିକ ଘାଟି ଉପରେ ଆକ୍ରମଣ କରାଯାଇଛି । ସୋମବାର ଏହି…
Read More...

ଦେଶରେ ନୂଆ ୩୭,୫୬୬ କରୋନା ସଂକ୍ରମିତ ଚିହ୍ନଟ; ୯୦୭ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩୭,୫୬୬ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ସେହିଭଳି ଗୋଟିଏ ଦିନରେ ୫୬,୯୯୪ ଜଣ କରୋନାରୁ ଆରୋଗ୍ୟଲାଭ କରିଛନ୍ତି । ଗୋଟିଏ ଦିନରେ ୯୦୭ କରୋନା ସଂକ୍ରମିତଙ୍କର…
Read More...

ପାଣି ଯୋଗାଇବା ବାହାନାରେ ମୋରମ ଚାଲାଣ ଅଭିଯୋଗ

ନୀଳଗିରି: ଗ୍ରାମାଞ୍ଚଳରେ ବାସ କରୁଥିବା ଲୋକଙ୍କୁ ପିଇବା ପାଣି ଯୋଗାଇବାକୁ ସରକାର କୋଟି କୋଟି ଟଙ୍କା ର ପ୍ରକଳ୍ପ ତିଆରି କରୁଛନ୍ତି। ହେଲେ ଏହି ପ୍ରକଳ୍ପ ନାଁ ରେ ସମ୍ପୃକ୍ତ ଠିକାଦାର ସଂସ୍ଥା ମୋରମ ଚାଲାଣ କରୁଥିବା…
Read More...

ରାଜ୍ୟରେ ଆଉ ୪୦ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ; ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୭ ମୃତ

ଭୁବନେଶ୍ୱର: ଓଡ଼ିଶାରେ ଗୋଟିଏ ଦିନରେ ଆଉ ୪୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଦୈନିକ ସଂକ୍ରମଣରେ ସାମାନ୍ୟ ହ୍ରାସ ଘଟିଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା କିଛିଦିନ ଧରି ୪୦ ଅଥବା ତାହା ଉପରେ ରହୁଛି । ସଂପ୍ରତି…
Read More...

ଦିନକରେ ୨୬୪୦ କୋଭିଡ ପଜିଟିଭ ଚିହ୍ନଟ; ସଂଗରୋଧରୁ ୧୫୧୭ ଓ ସ୍ଥାନୀୟ ସଂକ୍ରମିତ ୧୧୨୩

ଭୁବନେଶ୍ୱର: ରାଜ୍ୟରେ ଗତକାଲି ଦୈନିକ କରୋନା ସଂକ୍ରମଣରେ ହ୍ରାସ ପରିଲକ୍ଷିତ ହୋଇଛି । ୨୪ ଘଣ୍ଟା ମଧ୍ୟରେ ୨୬୪୦ ଜଣ ନୂଆ କରୋସଂ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୫୧୭ ଓ ସ୍ଥାନୀୟ…
Read More...

କୋଭିଡ ପ୍ରଭାବିତ କ୍ଷେତ୍ର ପାଇଁ ଅର୍ଥମନ୍ତ୍ରୀଙ୍କ ୧.୧ ଲକ୍ଷ କୋଟି ଟଙ୍କାର ଋଣ ଗ୍ୟାରେଣ୍ଟି ଯୋଜନା

ନୂଆଦିଲ୍ଲୀ: କୋଭିଡ-୧୯ର ଦ୍ୱିତୀୟ ଲହରରେ ପ୍ରଭାବିତ ଦେଶର ବିଭିନ୍ନ କ୍ଷେତ୍ରକୁ ସହାୟତା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ସୋମବାର ଋଣ ଗ୍ୟାରେଣ୍ଟି ସହାୟତା ଯୋଜନା ଘୋଷଣା କରିଛନ୍ତି । ପୂର୍ବରୁ ଦେଶର ୮୦ କୋଟି ଲୋକଙ୍କୁ…
Read More...

ପ୍ରଫେସର ବଂଶୀଧର ମାଝି ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ ଟେକନୋଲୋଜିର କୁଳପତି ନିଯୁକ୍ତ

ଭୁବନେଶ୍ୱର: ପ୍ରଫେସର ବଂଶୀଧର ମାଝି ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ ଟେକନୋଲୋଜି (ଭିସୁଟ୍‍)ର କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି । ଓଡ଼ିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା କୁଳପତି…
Read More...

ଇରାକ-ସିରିୟା ସୀମାନ୍ତରେ ଆମେରିକାର ଆକାଶ ମାର୍ଗରୁ ଆକ୍ରମଣ

ୱାଶିଂଟନ ଡିସି: ଆମେରିକାର ସାମରିକ ବାହିନୀ ଇରାକ-ସିରିୟା ସୀମାନ୍ତରେ ଆକାଶ ମାର୍ଗରୁ ଆକ୍ରମଣ କରିଛନ୍ତି । ଇରାନ ସମର୍ଥିତ ଉଗ୍ରବାଦୀ ଗୋଷ୍ଠୀର ଆଡ୍ଡାଗୁଡିକ ଉପରେ ଏହି ଆକ୍ରମଣ କରାଯାଇଥିବା ପେଣ୍ଟାଗନ ପକ୍ଷରୁ ସୋମବାର…
Read More...

ଅଗ୍ନି ପ୍ରାଇମ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷା; ପରମାଣୁ ଯୁଦ୍ଧାସ୍ତ୍ର ବହନ କରିବାକୁ ସମର୍ଥ

ବାଲେଶ୍ୱର: ସୋମବାର ଦିନ ଓଡ଼ିଶା ଉପକୂଳରେ ଅଗ୍ନି କ୍ଷେପଣାସ୍ତ୍ର ପର୍ଯ୍ୟାୟର ଏକ ନୂଆ କ୍ଷେପଣାସ୍ତ୍ର ଅଗ୍ନି ପ୍ରାଇମର ସଫଳ ପରୀକ୍ଷଣ କରାଯାଇଛି । ପୂର୍ବାହ୍ନ ୧୦.୫୫ରେ ଏହି କ୍ଷେପଣାସ୍ତ୍ରକୁ ବାଲେଶ୍ୱର ଜିଲା…
Read More...

ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ ଷ୍ଟୋରରୁମ୍‍ ରେ ଅଗ୍ନିକାଣ୍ଡ; କେହି ଆହତ ହୋଇନଥିବା ସୂଚନା

ନୂଆଦିଲ୍ଲୀ: ଏଠାରେ ଥିବା ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ରେ ଅଗ୍ନିକାଣ୍ଡ ଘଟିଛି । ସୋମବାର ଭୋର ପ୍ରାୟ ୫ଟାରେ ଏମ୍ସରେ ଅଗ୍ନିକାଣ୍ଡ ଘଟିଥିଲା । କାଜୁଆଲଟି ବିଭାଗ ନିକଟରେ ଥିବା ଏକ ଷ୍ଟୋର ରୁମ୍‍ ରୁ…
Read More...

ଲେହରେ ଭୂକମ୍ପ; ରିକ୍ଟର ସ୍କେଲରେ ୪.୬

ଲେହ: ଲଦାଖର ଲେହରେ ସୋମବାର ପ୍ରତ୍ୟୁଷରେ ଭୂକମ୍ପନ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ମାତ୍ରା ୪.୬ ରହିଥିବା ଜାତୀୟ ଭୂକମ୍ପ ପରିମାପ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏହି କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇ…
Read More...

ପୂର୍ବତନ ଏସପିଓ, ତାଙ୍କ ପତ୍ନୀ ଓ ଝିଅଙ୍କୁ ହତ୍ୟାକଲେ ଆତଙ୍କବାଦୀ

ପୁଲୱାମା (ଜମ୍ମୁ କାଶ୍ମୀର): ଜମ୍ମୁ କାଶ୍ମୀରର ଜଣେ ପୂର୍ବତନ ସ୍ପେଶାଲ ପୁଲିସ ଅଫିସର (ଏସପିଓ), ତାଙ୍କ ପତ୍ନୀ ଓ ଝିଅଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଛନ୍ତି । ପୁଲୱାମା ଜିଲାର ହରିପରିଗାମ୍‍ ଗ୍ରାମରେ ଥିବା ତାଙ୍କ…
Read More...

ବର ପସନ୍ଦ ହେଲାନାହିଁ, ଛଅ ଫେରା ପରେ କନ୍ୟା ବେଦୀରୁ ଉଠିଗଲା

ମହୋବା (ଉତ୍ତରପ୍ରଦେଶ): ସଂପ୍ରତି ଦେଶରେ ବିବାହକୁ ନେଇ ମଝିରେ କିଛି ନା କିଛି ନାଟକୀୟ ଘଟଣା ଘଟିବାରେ ଲାଗିଛି । ଗତ ସପ୍ତାହରେ ଉତ୍ତର ପ୍ରଦେଶର ଜଉନପୁରର ଜଣେ ନବ ବିବାହିତା କନ୍ୟା ଶ୍ୱଶୁର ଘରେ ପହଞ୍ଚିବା ପରେ ବରକୁ…
Read More...

ଦିନକରେ ୩୩୧୯ ନୂଆ ଆକ୍ରାନ୍ତ ଚିହ୍ନଟ; ସଂଗରୋଧରୁ ୧୮୯୬, ସ୍ଥାନୀୟ ସଂକ୍ରମିତ ୧୪୨୩

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ଆଉ ୩୩୧୯ ଜଣ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୧୮୯୬ ଓ ସ୍ଥାନୀୟ ସଂକ୍ରମିତ ୧୪୨୩ ଜଣ ଚିହ୍ନଟ ହୋଇଥିବା ଜଣାଯାଇଛି । ଚିହ୍ନଟ ନୂଆ…
Read More...

‘ଆଉ ଥିବ ଯେ ନବ’

ଲଣ୍ଡନ: ସମ୍ପତ୍ତିରୁ ଭାଗ ଦେବାକୁ ଅନେକ ରାଜି ହୁଅନ୍ତି ନାହିଁ । ସେଥିପାଇଁ ଅନେକ ସମୟରେ ଗଣ୍ଡଗୋଳ, ରକ୍ତପାତ ଘଟଣା ଘଟୁଥିବା ଉଦାହରଣ ମଧ୍ୟ ରହିଛି । ନିକଟରେ ଜଣେ ବ୍ୟକ୍ତି ନିଜ ସଂପତ୍ତିରୁ ଭାଗ ନେବା ଏବଂ ଗଣ୍ଡଗୋଳରୁ…
Read More...

କରୋନାରେ ରାଜ୍ୟରେ ଆଉ ୪୩ ଜଣଙ୍କର ମୃତ୍ୟୁ, ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୯ ମୃତ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ କରୋନା ସଂକ୍ରମିତଙ୍କ ମଧ୍ୟରୁ ୪୩ ଜଣଙ୍କର ପ୍ରାଣହାନି ଘଟିଛି । ଏଥିସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୩୯୩୦ରେ ପହଞ୍ଚିଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ…
Read More...

ପେଟ୍ରୋଲ ଲିଟର ୧୧୦ ଟଙ୍କା ଟପିଲା

ଜୟପୁର: ଦେଶରେ ପ୍ରତିଦିନ ପେଟ୍ରୋଲ, ଡିଜେଲ ଦର ବୃଦ୍ଧିପାଇ ଶେଷରେ ଏବେ ବିସ୍ଫୋରକ ସ୍ଥିତିରେ ପହଞ୍ଚିଛି । ପେଟ୍ରୋଲ ଲିଟର ପିଛା ୧୧୦ ଟଙ୍କା ଟପିଯାଇଛି । ରାଜସ୍ଥାନରେ ରବିବାର ପେଟ୍ରୋଲ ଲିଟର ପିଛା ମୂଲ୍ୟ ୩୬ ପଇସା…
Read More...

ବିଶ୍ୱରେ ଖାଦ୍ୟ ମୂଲ୍ୟ ବୃଦ୍ଧି ଚିନ୍ତାଜନକ ହୋଇଛି: ଆଇଏମଏଫ

ଜେନେଭା: ସମଗ୍ର ବିଶ୍ୱରେ ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ଚଳିତ ବର୍ଷ ସର୍ବାଧିକ ସ୍ତରରେ ପହଞ୍ଚିଛି । କୋଭିଡ ମହାମାରୀ ଜନିତ ଯୋଗାଣ ଶୃଙ୍ଖଳରେ ବ୍ୟାଘାତ ଏବଂ ପରିବହନ ଖର୍ଚ୍ଚ ବୃଦ୍ଧି କାରଣରୁ ଖାଦ୍ୟ ମୂଲ୍ୟ ବୃଦ୍ଧି…
Read More...

ସ୍ୱିସ୍‍ ବ୍ୟାଙ୍କରେ ଭାରତୀୟଙ୍କ ଜମା ୨୦,୭୦୦ କୋଟି ଟଙ୍କାକୁ ବୃଦ୍ଧି

ନୂଆଦିଲ୍ଲୀ: ସ୍ୱିସ୍‍ ବ୍ୟାଙ୍କରେ ଭାରତର ବିଭିନ୍ନ ବ୍ୟକ୍ତି ବିଶେଷ ଏବଂ ସଂସ୍ଥା ପକ୍ଷରୁ ଜମା ରଖାଯାଉଥିବା ଟଙ୍କା ପରିମାଣ ୨.୫୫ ବିଲିଅନ ସ୍ୱିସ୍‍ ଫ୍ରାଙ୍କ (୨୦,୭୦୦ କୋଟି ଟଙ୍କାରୁ ଅଧିକ)କୁ ବୃଦ୍ଧିପାଇଛି ।…
Read More...

ସପ୍ତାହାନ୍ତ ସଂପୂର୍ଣ୍ଣ ଚଳାଚଳ ବନ୍ଦ ସମୟରେ ପୁଲିସର ଜୋରଦାର ପାଟ୍ରୋଲିଂ

ଭୁବନେଶ୍ୱର: ରାଜ୍ୟରେ କୋଭିଡ-୧୯ର ଦ୍ୱିତୀୟ ଲହର ଆରମ୍ଭ ହେବାପରେ ତାଲାବନ୍ଦ କଟକଣା ଜାରି କରାଯାଇଛି । ତାହାସହିତ ସପ୍ତାହାନ୍ତ ସଂପୂର୍ଣ୍ଣ ବନ୍ଦ ମଧ୍ୟ କାର୍ଯ୍ୟକାରୀ ହେଉଛି । ଶନିବାର ଓ ରବିବାର କେବଳ ଅତ୍ୟାବଶ୍ୟକ…
Read More...

ବାସ୍ତବ ଜୀବନର ତାରଜନ; ଜଙ୍ଗଲରେ ବିତାଇଛନ୍ତି ୪୧ ବର୍ଷ

ହାନୋଇ: ମଣିଷ ଜଙ୍ଗଲରେ ବାସକରି ଜଙ୍ଗଲି ପଶୁ ପକ୍ଷୀଙ୍କ ସହିତ ବନ୍ଧୁତା କରିବା, ସେମାନଙ୍କ ଭଳି ଗଛ ଡାଳରେ ଡେଇଁ ଡେଇଁ ବୁଲିବା ଏବଂ ମଣିଷ ଦେଖି ଡରିବା ଭଳି ‘ତାରଜନ’ କାହାଣୀ ଆମେ ପଢିଛୁ । ଏହାକୁ ନେଇ ଚଳଚ୍ଚିତ୍ର…
Read More...

ଉତ୍ତରପ୍ରଦେଶରେ ଏକାକି ନିର୍ବାଚନ ଲଢିବ ବିଏସପି

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ବହୁଜନ ସମାଜ ପାର୍ଟି (ବିଏସପି) ଏକାକି ଲଢିବ । ଦଳ ଉତ୍ତରପ୍ରଦେଶରେ ଏଆଇଏମଆଇଏମ ସହିତ ମେଣ୍ଟ କରୁଥିବା ନେଇ ଯେଉଁ ଖବର ପ୍ରସାରିତ ହେଉଛି ତାହା ସଂପୂର୍ଣ୍ଣ ମିଛ ବୋଲି…
Read More...

ରାଜ୍ୟରେ ଦିନକରେ ୩୪୦୮ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ; ସଂଗରୋଧରୁ ୧୯୪୩ ଓ ସ୍ଥାନୀୟ ସଂକ୍ରମିତ ୧୪୬୫

ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୩୪୦୮ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୯୪୩ ଓ ସ୍ଥାନୀୟ ସଂକ୍ରମିତ ୧୪୬୫ ରହିଥିବା ଜଣାଯାଇଛି । ଚିହ୍ନଟ ନୂଆ ସଂକ୍ରମିତଙ୍କ…
Read More...

ତାଲିବାନକୁ ମିଳୁଛି ପାକିସ୍ତାନ ନାଗରିକଙ୍କ ବିପୁଳ ସମର୍ଥନ

ଇସଲାମାବାଦ: ପାକିସ୍ତାନ ଜନସାଧାରଣଙ୍କ ପକ୍ଷରୁ ତାଲିବାନ ଆତଙ୍କବାଦୀଙ୍କୁ ସଂପ୍ରତି ବିପୁଳ ସମର୍ଥନ ମିଳିବାରେ ଲାଗିଛି । ଆଫଗାନିସ୍ତାନରୁ ଆମେରିକା ନିଜ ସୈନ୍ୟ ପ୍ରତ୍ୟାହାର କରିବା ପରେ ଦେଶରେ ତାଲିବାନ ଆତଙ୍କିମାନେ…
Read More...

୧୨ରୁ ୧୮ ବର୍ଷଙ୍କ ପାଇଁ ମିଳିବ ଜାଇଡସ କାଡିଲା ଟିକା; କ୍ଲିନିକାଲ ପରୀକ୍ଷା ଶେଷ

ନୂଆଦିଲ୍ଲୀ: ଔଷଧୀୟ କମ୍ପାନୀ ଜାଇଡସ କାଡିଲା ପକ୍ଷରୁ ୧୨ରୁ ୧୮ ବର୍ଷ ପୟସର ପିଲାଙ୍କ ପାଇଁ ପ୍ରସ୍ତୁତ କରାଯାଇଥିବା ଡିଏନଏ ଟିକାର କ୍ଲିନିକାଲ ପରୀକ୍ଷଣ ଶେଷ ହୋଇଛି । ଖୁବଶୀଘ୍ର ଏହା ପିଲାଙ୍କର ଟିକାକରଣ ପାଇଁ ଉପଲବ୍ଧ…
Read More...

ଆଜିଠାରୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ତିନିଦିନିଆ ପୂର୍ବ ଲଦାଖ ଗସ୍ତ

ନୂଆଦିଲ୍ଲୀ: ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ରବିବାର ଠାରୁ ତିନିଦିନିଆ ପୂର୍ବ ଲଦାଖ ଗସ୍ତରେ ଯାଉଛନ୍ତି । ତାଙ୍କ ସହିତ ଭାରତର ସେନା ମୁଖ୍ୟ ଜେନେରାଲ ଏମ ଏମ ନର୍ବାଣେ ମଧ୍ୟ ଯିବେ । ଚୀନ ସହିତ ପୂର୍ବ…
Read More...

ଜମ୍ମୁ ବିମାନ ବନ୍ଦରରେ ବିସ୍ଫୋରଣ; ବହୁ ଆହତ

ଜମ୍ମୁ: ଜମ୍ମୁସ୍ଥିତ ବିମାନ ବନ୍ଦରର ଟେକନିକାଲ ଅଞ୍ଚଳରେ ରବିବାର ସକାଳେ ଦୁଇଟି ବିସ୍ଫୋରଣ ଘଟିବା ଫଳରେ ବହୁ ଲୋକ ଆହତ ହୋଇଛନ୍ତି । ତେବେ ଏହି ବିସ୍ଫୋରଣ ଦୁଇଟି ବିଶେଷ ପ୍ରଭାବଶାଳୀ ନଥିବାରୁ ବଡଧରଣର ଅଘଟଣରୁ ବିମାନ…
Read More...

ମହାମାରୀ ସମୟରେ ଏମଏସଏମଇର ବ୍ୟବସାୟିକ ପୁନରୁଦ୍ଧାର ଓ ଅଭିବୃଦ୍ଧି ଗୁରୁତ୍ୱପୂର୍ଣ୍ଣ ହୋଇଛି

ବେଙ୍ଗାଲୁରୁ: କୋଭିଡ-୧୯ ମହାମାରୀ ପରିପ୍ରେକ୍ଷୀରେ ଶିଳ୍ପ ଓ ବ୍ୟବସାୟ କ୍ଷେତ୍ର ଗୁରୁତର ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହୋଇଥିବାବେଳେ ଦେଶର ରପ୍ତାନି ଓ ନିଯୁକ୍ତି କ୍ଷେତ୍ରରେ ଅନ୍ୟତମ ମୁଖ୍ୟ ଅବଦାନ ରଖୁଥିବା…
Read More...

ରିଲାଏନ୍ସ ରିଟେଲ ୩ ରୁ ୫ ବର୍ଷ ଭିତରେ ୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ: ମୁକେଶ ଅମ୍ବାନି

ମୁମ୍ବଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ରିଟେଲ ସଂସ୍ଥା ରିଲାଏନ୍ସ ରିଟେଲର କାରବାର ଆସନ୍ତା ୩ ରୁ ୫ ବର୍ଷ ଭିତରେ ୩ ଗୁଣା ବୃଦ୍ଧି ପାଇବ ଏବଂ ଏହା ୧୦ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର…
Read More...

ଦିଲ୍ଲୀସ୍ଥିତ ଇସ୍ରାଏଲ ଦୂତାବାସ ବାହାରେ ବିସ୍ଫୋରଣ ଘଟଣା: ଲଦାଖରୁ ୪ ଛାତ୍ର ଗିରଫ

ନୂଆଦିଲ୍ଲୀ: ଚଳିତ ବର୍ଷ ଜାନୁଆରୀ ମାସରେ ଏଠାରେ ଥିବା ଇସ୍ରାଏଲ ଦୂତାବାସ ବାହାରେ ଘଟିଥିବା ବିସ୍ଫୋରଣ ଘଟଣାରେ ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ୍‍ ଲଦାଖରୁ ଚାରିଜଣ ଛାତ୍ରଙ୍କୁ ଗିରଫ କରିଛି। ଗିରଫ ଛାତ୍ରମାନେ…
Read More...

ଆର୍ଥିକ କ୍ଷତି ସହିଥିବା ଲକ୍ଷାଧିକ ଭାରତୀୟ ବିକ୍ରେତାଙ୍କ ପାଇଁ ପ୍ରୋତ୍ସାହନ ଯୋଜନା

ବେଙ୍ଗାଲୁରୁ: ଦେଶରେ କୋଭିଡ-୧୯ର ଦ୍ୱିତୀୟ ଲହର ଯୋଗୁ ଆର୍ଥିକ କ୍ଷତି ସହିଥିବା ଲକ୍ଷାଧିକ ଭାରତୀୟ ବିକ୍ରେତାମାନଙ୍କ ଆର୍ଥିକ ସ୍ଥିତିରେ ସୁଧାର ପାଇଁ ଆମାଜନ ଇଣ୍ଡିଆ ପକ୍ଷରୁ ଆମାଜନ ସ୍ମଲ ବିଜନେସ ଡେଜ ଯୋଜନା…
Read More...

ସୁପ୍ରିମକୋର୍ଟ ପ୍ୟାନେଲର ରିପୋର୍ଟ- ଦିଲ୍ଲୀ ସରକାର ଅମ୍ଳଜାନ ଆବଶ୍ୟକତାର ୪ ଗୁଣ ଦାବି କରିଥିଲେ; ଆପ୍‍ କହିଲା ଏଭଳି…

ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ର ଦ୍ୱିତୀୟ ଲହର ଭୟଙ୍କର ପରିସ୍ଥିତି ସୃଷ୍ଟି କରିଥିବାବେଳେ ବିଭିନ୍ନ ରାଜ୍ୟରେ ଅମ୍ଳଜାନର ଘୋର ଅଭାବ ପରିଲକ୍ଷିତ ହୋଇଥିଲା। ସେଥିପାଇଁ କିଛି ରାଜ୍ୟ ଅମ୍ଳଜାନ ଉତ୍ପାଦନକରି ଏହି ସବୁ…
Read More...

କୋଭିଡର ତୃତୀୟ ଲହର ମୁକାବିଲା ପାଇଁ ୨୦,୦୦୦ କୋଟି ଟଙ୍କାର ପ୍ୟାକେଜ

ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ର ସମ୍ଭାବ୍ୟ ତୃତୀୟ ଲହରକୁ ମୁକାବିଲା କରିବା ସକାଶେ କେନ୍ଦ ସରକାର ୨୦ ହଜାର କୋଟି ଟଙ୍କାର ଏକ ଜରୁରିକାଳୀନ ପ୍ୟାକେଜ ପ୍ରସ୍ତୁତ କରୁଥିବା ଜଣାଯାଇଛି। କୋଭିଡର ତୃତୀୟ ଲହର ଦେଖାଦେଲେ…
Read More...

ଦରଦାମ ବୃଦ୍ଧି ବିରୋଧରେ ଜୁଲାଇ ୭ରୁ କଂଗ୍ରେସର ବିକ୍ଷୋଭ ସମାବେଶ

ନୂଆଦିଲ୍ଲୀ: ଦେଶରେ ଇନ୍ଧନର ମୂଲ୍ୟ ବୃଦ୍ଧି ବିରୋଧରେ କଂଗ୍ରେସ ଦେଶବ୍ୟାପୀ ବିକ୍ଷୋଭ କରିବ। ଆଗାମୀ ଜୁଲାଇ ୭ରୁ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ବିକ୍ଷୋଭ ସମାବେଶ କରାଯିବ। ଏହା ଜୁଲାଇ ୭ରୁ ୧୭…
Read More...

ଜାମ୍ମୁ କାଶ୍ମୀରକୁ ଆଗ ରାଜ୍ୟ ମାନ୍ୟତା, ପରେ ନିର୍ବାଚନ: ଚିଦମ୍ବରମ୍‍

ନୂଆଦିଲ୍ଲୀ: କଂଗ୍ରେସ ଓ ଅନ୍ୟ ରାଜନୈତିକ ଦଳଗୁଡିକ ଜାମ୍ମୁ କାଶ୍ମୀରକୁ ପ୍ରଥମେ ରାଜ୍ୟ ମାନ୍ୟତା ପ୍ରଦାନ କରାଯିବା ଚାହାନ୍ତି, ତାହାପରେ ନିର୍ବାଚନ କରାଯିବା ପ୍ରସଙ୍ଗ ଆସିବ ବୋଲି କଂଗ୍ରେସର ବରିଷ୍ଠ ନେତା ପି…
Read More...

ଜରୁରୀ ପରିସ୍ଥିତି ଭାରତ ଇତିହାସରେ ଏକ କଳା ଅଧ୍ୟାୟ- ଅମିତ ଶାହ

ନୂଆଦିଲ୍ଲୀ: ଜରୁରୀ ପରିସ୍ଥିତି ଭାରତ ଇତିହାସରେ ଏକ କଳା ଅଧ୍ୟାୟ। ଗୋଟିଏ ପରିବାର ବିରୋଧରେ ସ୍ୱର ଉତ୍ତୋଳନ କରିଥିବା ଲୋକଙ୍କୁ ଚୁପ୍‍ କରାଇବାକୁ ଏହା ଲାଗୁ କରାଯାଇଥିଲା। ଏହା ଦେଶର ଇତିହାସରେ ଏକ କଳା ଅଧ୍ୟାୟ ହୋଇ…
Read More...

ରାଜ୍ୟରେ ଦିନକରେ ୪୦ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୦ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୯ ଜଣ କରୋନାରେ ପ୍ରାଣ ହରାଇଥିବା ଜଣାଯାଇଛି। ଅନୁଗୁଳ ଜିଲାରୁ ୩, ବଲାଙ୍ଗୀର ୨, ବାଲେଶ୍ୱର ୨,…
Read More...

ରାଜ୍ୟରେ କରୋନା ସଂକ୍ରମଣ ସାମାନ୍ୟ ହ୍ରାସ; ଗୋଟିଏ ଦିନରେ ୨୯୧୨ ଚିହ୍ନଟ

ଭୁବନେଶ୍ୱର: ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣରେ ସାମାନ୍ୟ ହ୍ରାସ ପରିଲକ୍ଷିତ ହୋଇଛି। ଗୋଟିଏ ଦିନରେ ରାଜ୍ୟରୁ ନୂଆ ୨୯୧୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୧୬୭୫ ଏବଂ ସ୍ଥାନୀୟ ସଂକ୍ରମିତ…
Read More...

ଚାନ୍ଦିପୁରରେ ନିର୍ଭୟ କ୍ଷେପଣାସ୍ତ୍ର ପରୀକ୍ଷା

ବାଲେଶ୍ବର: ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରର ୩ନଂ ଲଞ୍ଚପ୍ୟାଡରୁ ଆଜି ୧୦ଟା ୪୩ ମିନିଟରେ ଦୂରଗାମୀ ସବସୋନିକ କ୍ରୁଜ ମିସାଇଲ ନିର୍ଭୟର ସଫଳ ପରୀକ୍ଷଣ ହୋଇଛି । ନିର୍ଭୟର ଲକ୍ଷ୍ୟଭେଦ କ୍ଷମତା ୧୫୦୦…
Read More...

ଭ୍ରମଣ ପାଇଁ ଆଗ୍ରହ ଦେଖାଉଛନ୍ତି ଜନସାଧାରଣ: ସୁରକ୍ଷା ହୋଇଛି ମୁଖ୍ୟ ପ୍ରସଙ୍ଗ

ନୂଆଦିଲ୍ଲୀ: ପାଖାପାଖି ଏକବର୍ଷରୁ ଅଧିକ କାଳ ଧରି କୋଭିଡ-୧୯ ସଂକ୍ରମଣ କାରଣରୁ ସମୁଦାୟ ପର୍ଯ୍ୟଟନ ଶିଳ୍ପ ଗୁରୁତର ପ୍ରଭାବିତ ହୋଇଛି। ଏହାଫଳରେ ଏହି ଶିଳ୍ପ ସହିତ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସଂପୃକ୍ତ କୋଟି କୋଟି ଲୋକ…
Read More...

ଭାରତୀୟ ସେନା ୧୭୫୦ ଅତ୍ୟାଧୁନିକ ଇନଫାଣ୍ଟ୍ରି କମ୍ବାଟ ଭେଇକଲ ଖରିଦ କରିବ

ନୂଆଦିଲ୍ଲୀ: ପାକିସ୍ତାନ ଓ ଚୀନ ସହିତ ଉତ୍ତେଜନା କ୍ରମଶଃ ବୃଦ୍ଧି ପାଉଥିବାବେଳେ ତାହାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ୧୭୫୦ଟି ଅତ୍ୟାଧୁନିକ ଇନଫାଣ୍ଟ୍ରି କମ୍ବାଟ ଭେଇକଲ (ଏଫଆଇସିଭି) ଖରିଦ କରିବାକୁ ନିଷ୍ପତ୍ତି…
Read More...

ଆସନ୍ତା କାଲି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ 

ଭୁବନେଶ୍ୱର: ଓଡ଼ିଶାରେ ଆସନ୍ତା କାଲି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବ। ଏଥିସହିତ ଓଡ଼ିଶା ଓପନ ସ୍କୁଲ ସାର୍ଟିଫିକେଟ ଏବଂ ମଧ୍ୟମା ପରୀକ୍ଷା ୨୦୨୧ର ଫଳ ମଧ୍ୟ ପ୍ରକାଶ ପାଇବ। ପରୀକ୍ଷା ଫଳକୁ ଆସନ୍ତାକାଲି ଅପରାହ୍ଣ…
Read More...

ଏନଡିଏ ଛାଡିବାକୁ ଚିରାଗଙ୍କୁ କହିଲେ ତେଜସ୍ୱୀ ଯାଦବ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ୱୀ ଯାଦବ ବୁଧବାର ଚିରାଗ ପାଶ୍ୱାନଙ୍କୁ ତାଙ୍କ ଦଳରେ ଯୋଗଦେବାକୁ ଆମନ୍ତ୍ରଣ ଜଣାଇଛନ୍ତି। ଏଥିସହିତ ଲୋକ ଜନଶକ୍ତି ପାର୍ଟି (ଏଲଜେପି)ରେ ବିଭାଜନ ପାଇଁ ସେ…
Read More...

ମଧ୍ୟପ୍ରଦେଶରେ ଡେଲଟା ପ୍ଲସ୍‍ ଭାରିଆଣ୍ଟରେ ପ୍ରଥମ ମୃତ୍ୟୁ

ଭୋପାଳ: ମଧ୍ୟପ୍ରଦେଶରେ କରୋନାର ଡେଲଟା ପ୍ଲସ୍‍ ଭାରିଆଣ୍ଟରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଏହା ସମୁଦାୟ ସ୍ୱାସ୍ଥ୍ୟ ବ୍ୟବସ୍ଥା ପାଇଁ ଚିନ୍ତାର କାରଣ ହୋଇଥିବାବେଳେ କିଛି ସ୍ୱାସ୍ଥ୍ୟ ବିଶେଷଜ୍ଞ ଏଥିନେଇ ଭୟ ନକରିବାକୁ…
Read More...

ବ୍ୟାଙ୍କ ମ୍ୟାନେଜରଙ୍କୁ ରେଷ୍ଟ ହାଉସ ରେ ପୁରାଇ ତାଲା

ନୀଳଗିରି: ବାଲେଶ୍ବର ଜିଲା ଅଧୀନ ନୀଳଗିରି ବ୍ଲକ ର ଛତ୍ରପୁର ଠାରେ ଥିବା ଏକ କିୟୋସ୍କ ବ୍ୟାଙ୍କ ର ମ୍ୟାନେଜର ଜମାକାରୀଙ୍କ ଲକ୍ଷାଧିକ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଛି। ଜମାକାରୀଙ୍କ ଟଙ୍କାକୁ ତାଙ୍କ ଖାତାରେ…
Read More...

ଆତଙ୍କବାଦ, ଅତିବାଦ ବିରୁଦ୍ଧରେ ଲଢିବାକୁ ଏସସିଓ ରାଷ୍ଟ୍ରସମୂହର ଶପଥ

ନୂଆଦିଲ୍ଲୀ: ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକରେ ଏହାର ସଦସ୍ୟ ରାଷ୍ଟ୍ରଗୁଡିକ ଆତଙ୍କବାଦ ଓ ଅତିବାଦ ବିରୁଦ୍ଧରେ ଲଢେଇ କରିବାକୁ ସେମାନଙ୍କର ଦୃଢ ପ୍ରତିବଦ୍ଧତା ଜଣାଇଛନ୍ତି। ବୁଧବାର ଦୁଶାନବେଠାରେ ଅନୁଷ୍ଠିତ ଏହି…
Read More...

ଦିନକରେ ୩୬୫୦ କୋଭିଡ ଆକ୍ରାନ୍ତ ଚିହ୍ନଟ; ଖୋର୍ଦ୍ଧାରୁ ୬୦୪, କଟକ ୪୮୫

ଭୁୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୬୫୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୨୦୯୮ ଏବଂ ସ୍ଥାନୀୟ ସଂକ୍ରମିତ ୧୫୫୨ ଜଣ ରହିଛନ୍ତି। ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରେ…
Read More...

ବିର୍ଲା ସ୍କୁଲ ଅଫ କମ୍ୟୁନିକେସନ ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟିର ବିର୍ଲା ସ୍କୁଲ ଅଫ କମ୍ୟୁନିକେସନର ବିଏଜେଏମସି (ସମ୍ମାନ) ବିଦାୟ ଏବଂ ଏମଏଜେଏମସି ସିନିୟରମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଶନିବାର ଆୟୋଜିତ ଏକ ଭର୍ଚୁଆଲ…
Read More...