ଆଜିଓ ପକ୍ଷରୁ ଦେଶର ଚର୍ଚ୍ଚିତ ଫେସନ ସମ୍ଭାର

ମୁମ୍ବାଇ: ଭାରତର ଅଗ୍ରଣୀ ଅନଲାଇନ ଫେସନ ଇ-ରିଟେଲର ଏବଂ ନୂତନ ଟ୍ରେଣ୍ଡ, ସଦ୍ୟତମ ଷ୍ଟାଇଲ ଓ ସର୍ବାଧୁନିକ ଫେସନ ପାଇଁ ବେଶ ଲୋକପ୍ରିୟ ଆଜିଓ ଏବେ ନେଇଆସିଛି ବିଗ୍ ବୋଲ୍ଡ ସେଲ । ଯାହା ୧ ରୁ ୫ ଜୁଲାଇ ୨୦୨୧ ପର୍ଯ୍ୟନ୍ତ ଚାଲିଛି ଏବଂ ଅନ୍‌ଲାଇନ ସପିଙ୍ଗ ପାଇଁ ଏହା ଉତ୍କୃଷ୍ଟ ସୁଯୋଗ ପ୍ରଦାନ କରୁଛି । ଆଜିଓ ବିଗ୍ ବୋଲ୍ଡ ସେଲ ହେଉଛି ଏପର୍ଯ୍ୟନ୍ତ ଫେସନର ସବୁଠାରୁ ବୃହତ ଓ ଆକର୍ଷଣୀୟ ସେଲ୍ ଯେଉଁଥିରେ ୬,୦୦,୦୦୦ ରୁ ଅଧିକ ଷ୍ଟାଇଲ ଓ ୨୫୦୦ରୁ ଅଧିକ ବ୍ରାଣ୍ଡ୍ ରହିଛି । ତାହା ସହିତ ଏହି ଅବସରରେ ଗ୍ରାହକ୍କୁ ୫୦% ରୁ ୯୦% ପର୍ଯ୍ୟନ୍ତ ରିହାତି ଉପଲବ୍ଧ ହେଉଛି । ଏହି ଆକର୍ଷଣୀୟ ସେଲରେ ଅନେକ ଗୁଡ଼ିଏ ଅତୁଳନୀୟ ଅଫର ପ୍ରଦାନ କରାଯାଉଛି । ସ୍ୱଳ୍ପ ମୂଲ୍ୟ, ସ୍ୱତନ୍ତ୍ର ଘଣ୍ଟିକିଆ ଡିଲ୍‌, ଉପହାର ଓ ପଏଂଟ ଅର୍ଜନ ସହିତ ସାରା ଦେଶର ଗ୍ରାହକମାନଙ୍କ ପାଇଁ ଏହି ଆଜିଓ ବିଗ ବୋଲ୍ଡ ସେଲ୍‌ରେ ବିଶ୍ୱର ଲୋକପ୍ରିୟ ବ୍ରାଣ୍ଡ୍ ସହିତ ଆକର୍ଷଣୀୟ ଅଫର ଉପଲବ୍ଧ ରହିଛି ।
ଏହି ବିଶାଳ ଉତ୍ସବରେ ପ୍ରସିଦ୍ଧ ଅଭିନେତ୍ରୀ ସୋନମ କପୁର ଓ ଲୋକପ୍ରିୟ ତାରକା ଗୁରୁ ରନ୍ଧାୱା, ଶ୍ରୁତି ହସନ, କାଜଲ ଅଗ୍ରୱାଲ ଓ ମୌନି ରଏ ଆଦି ସାମିଲ ହୋଇ ଫାସନ୍‌କୁ ଆହୁରି ଆକର୍ଷଣୀୟ କରୁଛନ୍ତି ।

Comments are closed.