www.samajalive.in
Friday, December 5, 2025
27.1 C
Bhubaneswar

ଦିନକରେ ୩୩୧୯ ନୂଆ ଆକ୍ରାନ୍ତ ଚିହ୍ନଟ; ସଂଗରୋଧରୁ ୧୮୯୬, ସ୍ଥାନୀୟ ସଂକ୍ରମିତ ୧୪୨୩

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ଆଉ ୩୩୧୯ ଜଣ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୧୮୯୬ ଓ ସ୍ଥାନୀୟ ସଂକ୍ରମିତ ୧୪୨୩ ଜଣ ଚିହ୍ନଟ ହୋଇଥିବା ଜଣାଯାଇଛି । ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳ ଜିଲାରୁ ୧୧୬, ବାଲେଶ୍ୱର ୩୯୭, ବରଗଡ ୪୭, ଭଦ୍ରକ ୧୬୩, ବଲାଙ୍ଗୀର ୧୦, ବଉଦ ୧୬, କଟକ ୫୬୬, ଦେବଗଡ ୪, ଢେଙ୍କାନାଳ ୬୯, ଗଜପତି ୧୨, ଗଞ୍ଜାମ ୧୮, ଜଗତସିଂହପୁର ୧୩୦, ଯାଜପୁର ୧୯୪, ଝାରସୁଗୁଡା ୧୧, କଳାହାଣ୍ଡି ୩୧ ଏବଂ କନ୍ଧମାଳ ଜିଲାରୁ ୨୩ ଜଣ ରହିଛନ୍ତି । ସେହିଭଳି କେନ୍ଦ୍ରାପଡାରୁ ୧୩୪, କେନ୍ଦୁଝର ୬୫, ଖୋର୍ଦ୍ଧା ୪୪୦, କୋରାପୁଟ ୫୯, ମାଲକାନଗିରି ୭୧, ମୟୁରଭଞ୍ଜ ୧୯୯, ନବରଙ୍ଗପୁର ୩୯, ନୟାଗଡ ୧୧୧, ନୂଆପଡା ୪, ପୁରୀ ୧୭୫, ରାୟଗଡା ୪୩, ସମ୍ବଳପୁର ୨୯, ସୋନପୁର ୧୭, ସୁନ୍ଦରଗଡ ୩୬ ଏବଂ ଷ୍ଟେଟପୁଲରୁ ୯୦ ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ୮୬୭୪୦୨ ଜଣ ଆରୋଗ୍ୟ ଲାଭ କରିସାରିଥିବାବେଳେ ୩୨୪୦୪ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories