ଓଡ଼ିଆ ଯୁବ କ୍ରୀଡାବିତ ଜିଭା ଓ ଏକ୍କାଙ୍କର ଜୁନିୟର ଫେଡେରେସନ କପ୍ ରେ ଚମତ୍କାର ପ୍ରଦର୍ଶନ

ଭୁବନେଶ୍ୱର: ପଞ୍ଜାବର ସଙ୍ଗରୁର୍ ଠାରେ ନିକଟରେ ଅନୁଷ୍ଠିତ ଜୁନିୟର ଫେଡେରେସନ କପରେ ବେଶ ପ୍ରଭାବଶାଳୀ ପ୍ରଦର୍ଶନ କରିଛନ୍ତି ଓଡ଼ିଶାର ଯୁବ କ୍ରୀଡାବିତ ଗ୍ରେସିସନ ଜିଭା ଏବଂ ଆର୍ୟାନ ଏକ୍କା। ଏହି ପ୍ରତିଯୋଗିତା ପରେ ୧୧୦…
Read More...

ମୂଳସ୍ତରରୁ ଅସୁସ୍ଥତାର ଚିକିତ୍ସା କରୁଛି ଆୟୁର୍ବେଦ

ଭୁବନେଶ୍ୱର: କୋଭିଡ-୧୯ର ଦ୍ୱିତୀୟ ଲହର ପରବର୍ତ୍ତୀ ସମୟରେ ଆମ ସମସ୍ତଙ୍କ ପାଇଁ ଗତ କିଛିମାସ ଅତ୍ୟନ୍ତ କଷ୍ଟକର ହୋଇପଡିଛି। ଅନେକ ଲୋକ କୋଭିଡରୁ ସୁସ୍ଥ ହୋଇସାରିଛନ୍ତି, କିନ୍ତୁ ଶ୍ୱାସପ୍ରଶ୍ୱାସରେ ସମସ୍ୟା, ବିଭିନ୍ନ…
Read More...

ସାରା ଭାରତରେ ମହାବିଦ୍ୟାଳୟରେ ନାମଲେଖାରେ ସହାୟତା କରୁଛି କଲେଜଦେଖୋ

ଗୁରୁଗ୍ରାମ: ଭାରତର ସର୍ବବୃହତ ଉଚ୍ଚଶିକ୍ଷା କ୍ଷେତ୍ରରେ ଉଚ୍ଚତର ପରାମର୍ଶଭିତ୍ତିକ ନାମଲେଖାଇବା ସେବା ପ୍ରଦାନକାରୀ କଲେଜଦେଖୋ ଦେଶବ୍ୟାପୀ ଛାତ୍ରଛାତ୍ରୀଙ୍କୁ ମହାବିଦ୍ୟାଳୟସ୍ତରରେ ସେମାନଙ୍କ ମନପସନ୍ଦ ସ୍ଥାନରେ ନାମ…
Read More...

ଉତ୍କଳ ଆଲୁମିନାକୁ ଆଇଜିଏମସି ପୁରସ୍କାର

ଟିକିରି / ଭୁବନେଶ୍ୱର : ନିଜ ସଫଳତାରେ ଆଉ ଏକ ଅଧ୍ୟାୟ ଯୋଗକରି ଆଦିତ୍ୟ ବିର୍ଲା ଗ୍ରୁପ୍‍ର ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ସହଯୋଗୀ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ) ତାହାର ସବୁଜ…
Read More...

ଦୀପିକାଙ୍କ ଠାରୁ ବି ଦୃଷ୍ଟି ଆକର୍ଷିତ କରୁଛି ରୟାଲ ଗ୍ଲିଜ୍‍

ଭୁବନେଶ୍ୱର: ଭାରତର ସର୍ବବୃହତ ରଙ୍ଗ ଏବଂ ଡେକୋର କମ୍ପାନୀ ଏସିଆନ ପେଣ୍ଟ୍‍ସ ଏକ ନୂତନ ବିଳାସପୂର୍ଣ୍ଣ ପେଣ୍ଟ୍‍ ‘ରୟାଲ ଗ୍ଲିଜ୍‍’ ପ୍ରଚଳନ କରିଛି। ଏହା ଏକ ବିଳାସପୂର୍ଣ୍ଣ ଆଭ୍ୟନ୍ତରୀଣ କାନ୍ଥ ରଙ୍ଗ ଯାହା ଘରର ଚମକ…
Read More...

ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆର ଋଣ/ଜମା ପାଇଁ ମିସ୍‍ଡ କଲ ସୁବିଧା ଶୁଭାରମ୍ଭ

ମୁମ୍ବଇ : ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ତାହାର ପ୍ରତିଷ୍ଠାତା ସାର୍‍ ସୋରାବଜୀ ପୋଚଖାନାୱାଲାଙ୍କର ୧୪୦ତମ ଜୟନ୍ତୀକୁ ମୁମ୍ବଇସ୍ଥିତ ମୁଖ୍ୟ କାର୍ଯ୍ୟାଳୟର ଐତିହ୍ୟ ସୌଧରେ ଅଗଷ୍ଟ ୯ ତାରିଖ ଦିନ ପାଳନ କରିଛି। ଏହି…
Read More...

ବିଦ୍ୟାଳୟ ଉନ୍ନତିକରଣ ନାମରେ ଛାତ୍ରୀଙ୍କ ଠାରୁ ଟଙ୍କା ଆଦାୟ ଅଭିଯୋଗ: ପ୍ରଧାନ ଶିକ୍ଷୟିତ୍ରୀ ନିଲମ୍ବିତ

ମାଲକାନଗିରି: ମାଲକାନଗରିି ସଦର ବ୍ଲକ ସ୍ଥିତ ସିନ୍ଧ୍ରିମାଳ ଗ୍ରାମ ପଂଚାୟତ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଦ୍ୟାଳୟ ବିକାଶ ନାମରେ ଛାତ୍ରୀଙ୍କ ଠାରୁ ଟଙ୍କା ଆଦାୟ ଅଭିଯୋଗରେ ନିଲମ୍ବିତ…
Read More...

ଘରକୁ ଫେରିଲା ବିଶ୍ୱର ସବୁଠାରୁ କ୍ଷୁଦ୍ର ଶିଶୁ

ବେଜିଂ: ଜନ୍ମ ସମୟରେ ବିଶ୍ୱର ସବୁଠାରୁ କ୍ଷୁଦ୍ର ଶିଶୁର ମାନ୍ୟତା ପାଇଥିବା ଶିଶୁ ୧୩ ମାସ ଡାକ୍ତରଖାନାରେ ରହିବା ପରେ ଏବେ ଘରକୁ ଫେରିଛି। କ୍ୱେକ ୟୁ ଜୁଆନ୍‍ ନାମକ ଏହି ଶିଶୁ ଜନ୍ମ ସମୟରେ ତାହାର ଓଜନ ମାତ୍ର ୨୧୨…
Read More...

୨୦୨୪ ସାଧାରଣ ନିର୍ବାଚନରେ ଭାଜପାକୁ କ୍ଷମତାଚ୍ୟୁତ କରିବା ବିରୋଧୀଙ୍କ ଏକସୂତ୍ରୀ କାର୍ଯ୍ୟକ୍ରମ

ନୂଆଦିଲ୍ଲୀ: ଦେଶର ଶାସନ କ୍ଷମତାରୁ ଭାରତୀୟ ଜନତା ପାର୍ଟିକୁ ହଟାଇବା ସଂପ୍ରତି ବିରୋଧୀ ଦଳଗୁଡିକ ପାଇଁ ଏକସୂତ୍ରୀ କାର୍ଯ୍ୟକ୍ରମ ହୋଇଛି। ବିଗତ ଦିନରେ ବିଭିନ୍ନ ସ୍ଥାନରେ ଏବଂ ବିଭିନ୍ନ ବ୍ୟକ୍ତିବିଶେଷ ଆବାହକତ୍ୱରେ…
Read More...

ଦେଶରେ ୨୮,୨୦୪ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦିନକ ମଧ୍ୟରେ ୨୮,୨୦୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୯,୯୮୧୫୮କୁ ବୃଦ୍ଧିପାଇଛି। ସେମାନଙ୍କ ମଧ୍ୟରୁ ୩,୧୧,୮୦,୯୬୮ ଜଣ ସୁସ୍ଥ ହୋଇସାରିଛନ୍ତି।…
Read More...

ଶ୍ରୀନଗରରେ ଉଡିଲା ୧୦୦ ଫୁଟ ଉଚ୍ଚ ଭାରତର ଜାତୀୟ ପତାକା

ଶ୍ରୀନଗର: ମଙ୍ଗଳବାର ଦିନ ଜମ୍ମୁ କାଶ୍ମୀରରେ ୧୦୦ ଫୁଟ ଉଚ୍ଚତାର ଭାରତୀୟ ଜାତୀୟ ପତାକା ସ୍ଥାପନ କରାଯାଇଛି। ଶ୍ରୀନଗରର ଐତିହାସିକ ହରି ପବର୍ତରେ ଏହାକୁ ସ୍ଥାପନ କରାଯାଇଛି। ଏହା କାଶ୍ମୀରରେ ସବୁଠାରୁ ଉଚ୍ଚ ଜାତୀୟ…
Read More...

ଆଫଗାନିସ୍ତାନରେ ଭାରତ ଗଠନମୂଳକ ଭୂମିକା ନିର୍ବାହ କରିଛି- ପେଣ୍ଟାଗନ୍‍

ୱାଶିଂଟନ ଡିସି: ଆଫଗାନିସ୍ତାନରେ ଭାରତ ଗଠନ ମୂଳକ ଭୂମିକା ନିର୍ବାହ କରିଛି ବୋଲି ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ ପେଣ୍ଟାଗନ୍‍ ପକ୍ଷରୁ କୁହାଯାଇଛି। ପେଣ୍ଟାଗନ୍‍ ଅଧିକାରୀ କହିଛନ୍ତି ଯେ ଆମେରିକା ରାଷ୍ଟ୍ରପତି ଜୋ…
Read More...

ରାଜ୍ୟରେ ଆଉ ୬୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୬୪ ଜଣଙ୍କର ଜୀବନ ନେଇଛି କରୋନା। ଖୋର୍ଦ୍ଧାରୁ ସର୍ବାଧିକ ୨୦ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେହିଭଳି ସୁନ୍ଦରଗଡରୁ ୮, ବାଲେଶ୍ୱର ୬ ଓ କନ୍ଧମାଳରେ ୪…
Read More...

ରାଜ୍ୟରେ ଦୈନିକ ସଂକ୍ରମଣ ପୁଣି ବଢିଲା; ୧୦୪୧ ନୂଆ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ରବିବାର ହ୍ରାସପାଇ ୧ହଜାର ତଳକୁ ଖସିଥିବାବେଳେ ସୋମବାର ପୁଣି ବୃଦ୍ଧିପାଇଛି। ଏହି ଦିନକ ମଧ୍ୟରେ ୧୦୪୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ…
Read More...

ବିଗ୍‍ ବଜାର ମହାବଚତ୍‍-ଏବେ ଷ୍ଟୋରମଧ୍ୟରେ ଓ ଅନ୍‍ଲାଇନରେ

ଭୁବନେଶ୍ୱର : ସବୁଠାରୁ ପ୍ରିୟ ହାଇପର ମାର୍କେଟ ବ୍ରାଣ୍ଡ୍‍ ବିଗ୍‍ ବଜାର ପୁଣି ନେଇଆସିଛି ବର୍ଷର ସର୍ବବୃହତ ସଞ୍ଚୟକାରୀ ଉତ୍ସବ-ମହାବଚତ୍‍। ଚଳିତ ବର୍ଷ ଦେଶବ୍ୟାପୀ ବିଗ୍‍ ବଜାରର ରହିଥିବା ଷ୍ଟୋରଗୁଡିକ ସହିତ ପ୍ରଥମ ଥର…
Read More...

କ୍ଷୁଦ୍ର ବ୍ୟବସାୟୀ ଓ କାରିଗରଙ୍କୁ ସମର୍ଥନ ଯୋଗାଇବେ ଆଇଆଇଏମ୍ ସମ୍ବଲପୁର ଓ ଫ୍ଲିପକାର୍ଟ

ସମ୍ବଲପୁର: ଭାରତର ଘରୋଇ ଇ-କମର୍ସ ମାର୍କେଟପ୍ଲେସ ଫ୍ଲିପକାର୍ଟ ଏବଂ ଦେଶର ନୂତନ ପିଢିର ଆଇଆଇଏମଗୁଡିକ ମଧ୍ୟରେ ଅନ୍ୟତମ ପ୍ରତିଷ୍ଠିତ ମ୍ୟାନେଜମେଣ୍ଟ ଅନୁଷ୍ଠାନ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ସମ୍ବଲପୁର…
Read More...

ଅମ୍ଳଜାନ ସଂରକ୍ଷଣ ଓ ସଚେତନତା ବୃଦ୍ଧି ପାଇଁ ନୂତନ ପ୍ରୟାସ

ମୁମ୍ବାଇ: ଭାରତରେ ଡାକ୍ତରୀ ଅମ୍ଳଜାନର ଏକ ଅଗ୍ରଣୀ ଯୋଗାଣକାରୀ ଲିଣ୍ଡେ ପିଏଲ୍‍ସି ଇନ୍ ଇଣ୍ଡିଆ ଡାକ୍ତରୀ ଅମ୍ଳଜାନ ଉପକରଣର ଉପଯୁକ୍ତ ଓ ନିରାପଦ ବ୍ୟବହାର ସକାଶେ ସଚେତନତା ବୃଦ୍ଧି ପାଇଁ ଏକ ଗଣ ସେବା ଅଭିଯାନ ‘ସେଭ୍…
Read More...

‘ଭାରତ ଯୋଡୋ’ କାର୍ଯ୍ୟକ୍ରମରେ ସାମ୍ପ୍ରଦାୟିକ ସ୍ଲୋଗାନ

ନୂଆଦିଲ୍ଲୀ: ସ୍ଥାନୀୟ ଯନ୍ତର ମନ୍ତର ଠାରେ ‘ଭାରତ ଯୋଡୋ’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବାବେଳେ ସେଠାରେ ସାମ୍ପ୍ରଦାୟିକ ସ୍ଲୋଗାନ ଦିଆଯିବା ଘଟଣା ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଥିଲା। ଏହି ଘଟଣାରେ ପୁଲିସ…
Read More...

ବାଂଲାଦେଶରେ ହିନ୍ଦୁ ମନ୍ଦିର, ଦୋକାନ ଓ ହିନ୍ଦୁଙ୍କ ଉପରେ ଆକ୍ରମଣ; ୧୦ ଗିରଫ

ଢାକା: ପାକିସ୍ତାନରେ ହିନ୍ଦୁ ମନ୍ଦିରରେ ମୁସଲମାନମାନେ ବ୍ୟାପକ ଭଙ୍ଗାରୁଜା ଓ ମୂର୍ତ୍ତି ପୋଡିବା ଭଳି ନାରକୀୟ ଘଟଣା ଘଟାଇବା ପରେ ବାଂଲାଦେଶରେ ଅନୁରୂପ ଘଟଣା ଘଟିଛି । ଦେଶରେ ଅନ୍ୟୂନ ଚାରିଟି ହିନ୍ଦୁ ମନ୍ଦିର ଉପରେ…
Read More...

ଦେଶରେ ୩୫,୪୯୯ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦିନକ ମଧ୍ୟରେ ୩୫,୪୯୯ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଗୋଟିଏ ଦିନରେ ୩୯,୬୮୬ ଜଣ ସୁସ୍ଥ ହୋଇଛନ୍ତି। ଆରୋଗ୍ୟ ହାର ୯୭.୪୦% ରହିଛି। ଏପର୍ଯ୍ୟନ୍ତ ଦେଶରେ ମୋଟ ୩,୧୧,୩୯,୪୫୭ ଜଣ କରୋନା…
Read More...

କୁନ୍ଦୁଜ ସମେତ ଆଉ ୩ ଆଫଗାନ ସହର ତାଲିବାନ ଦଖଲରେ

କାବୁଲ: ତାଲିବାନ ଆତଙ୍କିମାନେ ଆଫଗାନିସ୍ତାନନେ ରବିବାର କୁନ୍ଦଜ ସମେତ ଆଉ ୩ଟି ସହର ନିଜ ଦଖଲକୁ ନେଇଛନ୍ତି। ଅନ୍ୟ ଦୁଇ ସହର ହେଉଛି ସାର୍‍-ଇ-ପୁଲ୍‍ ଏବଂ ତଲୋକାନ୍‍। ଏଥିସହିତ ଦେଶର ଉତ୍ତର ଭାଗରେ ଆତଙ୍କିମାନଙ୍କର…
Read More...

ରାଜ୍ୟରେ ଆଉ ୬୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୬ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୯ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ସେହିଭଳି କଟକରୁ ୧୩,…
Read More...

ସଂକ୍ରମଣ ଖସିବା ସହିତ ବଢୁଛି ଆଶା; ଦିନକରେ ୮୮୬ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦୈନିକ ସଂକ୍ରମଣ ହ୍ରାସପରିଲକ୍ଷତ ହେବାପରେ ମହାମାରୀରର ପ୍ରକୋପ କମିବା ଏବଂ ତୃତୀୟ ଲହରକୁ ନେଇ ପ୍ରକାଶ ପାଇଥିବା ଆଶଙ୍କା ହ୍ରାସପାଉଛି। ରାଜ୍ୟରେ ଦିନକ ମଧ୍ୟରେ ୮୮୬ ନୂଆ ସଂକ୍ରମିତ ଚିହ୍ନଟ…
Read More...

ତାଲିବାନର କାର୍ଯ୍ୟକଳାପ ତାକୁ ଆନ୍ତର୍ଜାତିକ ସ୍ତରରେ ବୈଧତା ଦେବନାହିଁ: ଆମେରିକା

ୱାଶିଂଟନ: ଆଫଗାନିସ୍ତାନରେ ତାଲିବାନର ଚାଲିଥିବା ନରସଂହାର ଏବଂ ଦମନଲୀଳ ଏହାକୁ ଆନ୍ତର୍ଜାତିକସ୍ତରରେ ବୈଧତା ଦେବନାହିଁ ବୋଲି ଆମେରିକା କହିଛି। ଆଫଗାନ ସରକାରଙ୍କ ଗଣମାଧ୍ୟମ ସୂଚନା କେନ୍ଦ୍ରର ନିର୍ଦ୍ଦେଶକ ଦାୱା ଖାନ୍‍…
Read More...

ମୁମ୍ବଇରେ ବୋମା ଆତଙ୍କ; ୩ଟି ଷ୍ଟେସନ ଓ ଅମିତାଙ୍କ ବାସଭବନରେ ସୁରକ୍ଷା କଡାକଡି

ମୁମ୍ବଇ: ଶୁକ୍ରବାର ରାତିରେ ଜଣେ ଅଜ୍ଞାତ ବ୍ୟକ୍ତି ପୁଲିସକୁ ଫୋନ କରି ବୋମା ଖଞ୍ଜାଯାଇଥିବା ଧମକ ଦେବାପରେ ମହାନଗରର ତିନିଟି ରେଳ ଷ୍ଟେସନ ଏବଂ ବଲିଉଡ ଅଭିନେତା ଅମିତାଭ ବଚନଙ୍କ ବାସଭବନରେ ସୁରକ୍ଷା ବ୍ୟବସ୍ଥାକୁ…
Read More...

ତୁରନ୍ତ ଆଫଗାନିସ୍ତାନ ଛାଡିବାକୁ ବ୍ରିଟେନ ନାଗରିକଙ୍କୁ ନିର୍ଦ୍ଦେଶ

ଲଣ୍ଡନ: ଆଫଗାନିସ୍ତାନ ପରିସ୍ଥିତି ଦିନକୁ ଦିନ ଅଧିକ ଖରାପ ହେବାକୁ ଲାଗିଥିବାରୁ ବ୍ରିଟେନ ତାହାର ନାଗରିକଙ୍କୁ ତୁରନ୍ତ ଆଫଗାନିସ୍ତାନ ଛାଡି ଚାଲିଆସିବାକୁ ନିର୍ଦ୍ଦେଶ ଦେଇଛି। ଇତିମଧ୍ୟରେ ଆଫଗାନ ସୈନ୍ୟ ଓ ତାଲିବାନ…
Read More...

ସାଇବେରିଆ ଗୁମ୍ଫାରୁ ମିଳିଲା ୨୮ ହଜାର ବର୍ଷ ପୁରାତନ ବରଫ ପାଲଟିଯାଇଥିବା ସିଂହ ଶାବକ

ସ୍ୱିଡେନ: ଗବେଷକଙ୍କର ଏକ ଦଳ ବରାଫାବୃତ ସାଇବେରିଆର ଏକ ଗୁମ୍ଫା ମଧ୍ୟରୁ ଏକ ସିଂହ ଶାବକର ମୃତ ଶରୀର ଠାବ କରିଛନ୍ତି। ତାହା ସମ୍ପୂର୍ଣ୍ଣ ଭାବରେ ବରଫ ପାଲଟିଯାଇଛି। ଏହା ୨୮ ହଜାର ବର୍ଷ ପୁରାତନ ବୋଲି ଗବେଷକମାନେ…
Read More...

ରାଜ୍ୟରେ ଆଉ ୬୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୬୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୨୭ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ କଟକରୁ ୧୭, ବାଲେଶ୍ୱର ଓ କେନ୍ଦୁଝରରୁ…
Read More...

ମଣିଷ ୧୫୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିପାରିବ

ସିଙ୍ଗାପୁର: ଆଧୁନିକ ସମୟର ମଣିଷ ପୃଥିବୀ ପୃଷ୍ଠରେ ୧୫୦ ବର୍ଷ ପର୍ଯ୍ୟନ୍ତ ବଞ୍ଚିରହିପାରିବ। ସିଙ୍ଗାପୁରସ୍ଥିତ ବାୟୋଟେକ କମ୍ପାନୀ ଜେରୋ, ରୋଜୱେଲ ପାର୍କ କମ୍ପ୍ରିହେନସିଭ କ୍ୟାନସର ସେଣ୍ଟର ବୁଫାଲୋ, ନ୍ୟୁୟର୍କ ଏବଂ…
Read More...

ରାଜ୍ୟରେ ଆଉ ୧୦୯୬ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୯୬ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୬୩୭ ଓ ସ୍ଥାନୀୟ ସଂକ୍ରମିତ ୪୫୯ ରହିଛନ୍ତି। ଅନୁଗୁଳ ଜିଲାରୁ ୪୦, ବାଲେଶ୍ୱର ୭୭, ବରଗଡ…
Read More...

ରେପୋ ରେଟ୍‍ ୪%, ରିଭର୍ସ ରେପୋ ୩.୩୫% ରେ ଅପରିବର୍ତ୍ତିତ

ମୁମ୍ବଇ: ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଶୁକ୍ରବାର ତାହାର ଆର୍ଥିକ ନୀତିର ସମୀକ୍ଷା ଅବସରରେ ରେପୋ ରେଟ ୪%, ଏମଏସଏଫ ୪.୨୫% ଏବଂ ରିଭର୍ସ ରେପୋ ରେଟ୍‍ ୩.୩୫%ରେ ଅପରିବର୍ତ୍ତିତ ରଖିଛି। ମୁଖ୍ୟ ପଲିିସି ରେଟଗୁଡିକ…
Read More...

ସିଙ୍ଗାପୁର ଆର୍ବିଟ୍ରେସନ ଅଦାଲତଙ୍କ ରାୟ ସୁପ୍ରିମକୋର୍ଟରେ କାଏମ

ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ଅଦାଲତ ଫ୍ୟୁଚର ରିଟେଲ ଏବଂ ଆମାଜନ ମଧ୍ୟରେ ଚାଲିଥିବା ବିବାଦ ପ୍ରସଙ୍ଗରେ ସିଙ୍ଗାପୁର ଆର୍ବିଟ୍ରେସନ ଦେଇଥିବା ରାୟକୁ କାଏମ ରଖିଛନ୍ତି। ସିଙ୍ଗାପୁର ଅଦାଲତ ଦେଇଥିବା ରାୟ ଭାରତୀୟ ଆଇନ…
Read More...

ରିଜର୍ଭ ବ୍ୟାଙ୍କର ଅନୁମାନ- ଦେଶର ଅଭିବୃଦ୍ଧି ହାର ୯.୫% ହେବ

ନୂଆଦିଲ୍ଲୀ: ୨୦୨୧-୨୨ ଆର୍ଥିକ ବର୍ଷରେ ଭାରତର ଜିଡିପି ଅଭିବୃଦ୍ଧି ହାର ୯.୫% ହେବାନେଇ ଅନୁମାନ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ଆରବିଆଇ ପକ୍ଷରୁ ଶୁକ୍ରବାର କୁହାଯାଇଛି ଯେ ଦେଶରେ ଅର୍ଥନୈତିକ କାର୍ଯ୍ୟକଳାପ…
Read More...

ଆଫଗାନ ସଙ୍କଟ ଉପରେ ରୁଷ ଡାକିଲା ବୈଠକ; ବାଦ ପଡିଲା ଭାରତ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ ଆତଙ୍କିଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଜଟିଳ ପରିସ୍ଥିତିର ସମାଧାନ ସୂତ୍ର ବାହାର କରିବାକୁ ରୁଷ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛି। ତେବେ ସେଥିପାଇଁ ଏହା ଭାରତକୁ ଆମନ୍ତ୍ରଣ…
Read More...

ରାଜ୍ୟରେ ଆଉ ୬୬ କରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଗୁରୁବାର ଦିନକ ମଧ୍ୟରେ ୬୬ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୯ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ଏଥିସହିତ କଟକରୁ ୧୧, ଗଞ୍ଜାମରୁ ୧୦ ଜଣଙ୍କର…
Read More...

୨୪ ଘଣ୍ଟାରେ ୪୪,୬୪୩ ନୂଆ କରୋନା ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ଏବେ ଉପରମୁହାଁ ହେବାରେ ଲାଗିଛି କରୋନା ସଂକ୍ରମଣ। ଦିନକ ମଧ୍ୟରେ ଦେଶରେ ୪୪,୬୪୩ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହି ସମୟରେ ୪୧,୦୯୬ ଜଣ ସୁସ୍ଥ ହୋଇଛନ୍ତି। ଆରୋଗ୍ୟ ହେଉଥିବା ଲୋକଙ୍କ ଠାରୁ…
Read More...

ଜମ୍ମୁ କାଶ୍ମୀର ପ୍ରସଙ୍ଗ ଉଠାଇଲା ଓଆଇସି; ସ୍ୱତନ୍ତ୍ର ପାହ୍ୟା ପୁନଃ ବାହାଲ କରିବାକୁ କହିଲା

ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରୁ ୩୭୦ ଧାରା ଉଚ୍ଛେଦର ଦ୍ୱିତୀୟ ବର୍ଷ ପୂରଣ ହୋଇଥିବାବେଳେ ଇସଲାମୀୟ ସହଯୋଗ ସଂଗଠନ (ଓଆଇସି) ଏହି ପ୍ରସଙ୍ଗ ଉଠାଇଛି। ଜମ୍ମୁ କାଶ୍ମୀରର ସ୍ୱତନ୍ତ୍ର ପାହ୍ୟା ପୁନଃ ଅବସ୍ଥାପିତ କରିବାକୁ ଏହା…
Read More...

ଅଲିମ୍ପିକ୍ସ ମହିଳା ହକି; ଗ୍ରେଟ ବ୍ରିଟେନ ଠାରୁ ଭାରତ ୪-୩ ଗୋଲରେ ପରାସ୍ତ

ଟୋକିଓ: ଅଲିମ୍ପିକ୍ସ ମହିଳା ହକିରେ ଭାରତୀୟ ମହିଳା ଦଳ ଦେଶବାସୀଙ୍କୁ ନିରାଶ କରିଛନ୍ତି। ଲଢୁଆ ଖେଳ ପ୍ରଦର୍ଶନ କରି ମଧ୍ୟ ଭାରତୀୟ ଦଳ ଗ୍ରେଟ ବ୍ରିଟେନ ଠାରୁ ୪-୩ ଗୋଲରେ ପରାସ୍ତ ହୋଇଛନ୍ତି। ପ୍ରଥମ କ୍ୱାର୍ଟରରେ ଗ୍ରେଟ…
Read More...

ସାମାନ୍ୟ ଖସିଲା; ରାଜ୍ୟରେ ଦିନକରେ ୧୨୦୮ ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ କୋଭିଡ ସଂକ୍ରମଣରେ ସାମାନ୍ୟ ହ୍ରାସ ପରିଲକ୍ଷିତ ହୋଇଛି। ଗୋଟିଏ ଦିନରେ ରାଜ୍ୟରେ ୧୨୦୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୭୦୨ ଏବଂ ସ୍ଥାନୀୟ ସଂକ୍ରମିତ ୫୦୬ ଜଣ…
Read More...

ଭୁବନେଶ୍ୱରରେ ଖୋଲିଲା ଟିଏମଟି ଲ ପ୍ରାକ୍ଟିସ କାର୍ଯ୍ୟାଳୟ

ଭୁବନେଶ୍ୱର: ଦେଶର ଅନ୍ୟତମ ଅଗ୍ରଣୀ ଆଇନ ସହାୟତା ଯୋଗାଣକାରୀ ସଂସ୍ଥା ଟିଏମଟି ଲ ପ୍ରାକ୍ଟିସ ଏଠାରେ ତାହାର ଏକ କାର୍ଯ୍ୟାଳୟ ସ୍ଥାପନ କରିଛି। ଏଥିସହିତ ବାଙ୍ଗାଲୋରକୁ ମଧ୍ୟ ଏହା ସମ୍ପ୍ରସାରିତ ହୋଇଛି। ଦିଲ୍ଲୀସ୍ଥିତ ଏହି…
Read More...

କୋଭିଡ-୧୯ ଯୋଦ୍ଧା ରାକ୍ଷୀ ପଠାଇବାକୁ ସ୍ୱତନ୍ତ୍ର ଅଫର

ମୁମ୍ବଇ: ଭାରତର ଅଗ୍ରଣୀ ଲଜିଷ୍ଟିକ୍ସ ସେବା ଯୋଗାଣକାରୀ ପବିତ୍ର ରକ୍ଷାବନ୍ଧନ ଉତ୍ସବ ନିମନ୍ତେ ଏକ ସ୍ୱତନ୍ତ୍ର ଅଭିଯାନ ହାତକୁ ନେଇଛି। ଏହା ଭାରତ ସମେତ ବିଦେଶର ବିଭିନ୍ନ ସ୍ଥାନକୁ ସ୍ନେହ ପ୍ରେମର ପ୍ରତୀକ ରାକ୍ଷୀ…
Read More...

ସ୍ୱାସ୍ଥ୍ୟ ଓ କଲ୍ୟାଣକାରୀ ଫାଇଦା ସହିତ ପ୍ରିମିୟମ ସଞ୍ଚୟ ଆକାଉଣ୍ଟ

ମୁମ୍ବଇ: ଗ୍ରାହକଙ୍କ ସଂପତ୍ତିରେ ବୃଦ୍ଧି ଘଟାଇବା ସହିତ କୋଭିଡ-୧୯ ମହାମାରୀ ପରିସ୍ଥିତିରେ ସେମାନଙ୍କର ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଯେଭଳି ଯତ୍ନ ନିଆଯାଇପାରିବ, ତାହା ସୁନିଶ୍ଚିତ…
Read More...

କିରାନା ଦୋକାନର ଡିଜିଟାଲ ରୂପାନ୍ତରଣ ବିପୁଳ ନିଯୁକ୍ତ ସୁଯୋଗ ସୃଷ୍ଟି କରିବ

ମୁମ୍ବଇ : ଦେଶରେ ଥିବା କିରାନା ଦୋକାନଗୁଡିକର ଡିଜିଟାଲ ରୂପାନ୍ତରଣ ଦ୍ୱାରା ବିପୁଳ ସଂଖ୍ୟାରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ଦେଶରେ ସଂପ୍ରତି ପ୍ରାୟ ୧୩ ନିୟୁତ କିରାନା ବା ପଡୋଶୀରେ ଥିବା ଛୋଟ ଛୋଟ ଦୋକାନ…
Read More...

ମୁମ୍ବଇରେ ୯୦ ହଜାରରୁ ଅଧିକଙ୍କୁ ବିନା ଟିକେଟ ରେଳଯାତ୍ରୀଙ୍କୁ ଜରିମାନା

ମୁମ୍ବଇ: ଜୁଲାଇ ମାସରେ ବିନା ଟିକେଟରେ ଯାତ୍ରା କରିଥିବା ୯୦ ହଜାରରୁ ଅଧିକ ଯାତ୍ରୀଙ୍କ ଉପରେ ଜରିମାନା ଲଗାଇଛି କେନ୍ଦ୍ର ରେଳବାଇ। ସେମାନଙ୍କ ନିକଟରୁ ଜରିମାନା ଆକାରରେ ୩.୮ କୋଟି ଟଙ୍କା ଆଦାୟ କରାଯାଇଛି। ରେଳବାଇ…
Read More...

ଦକ୍ଷିଣ ଚୀନ ସାଗର ଅଭିମୁଖେ ଭାରତର ଯୁଦ୍ଧ ଜାହାଜ; ‘କ୍ୱାଡ’ ଯୁଦ୍ଧାଭ୍ୟାସରେ ସାମିଲ ହେବ

ନୂଆଦିଲ୍ଲୀ: ଦକ୍ଷିଣ ଚୀନ ସାଗରରେ ହେବାକୁ ଯାଉଥିବା ‘କ୍ୱାଡ’ ଯୁଦ୍ଧାଭ୍ୟାସରେ ଭାରତ ସାମିଲ ହେବ। ସେଥିପାଇଁ ଭାରତ ତାହାର ଚାରିଟି ଯୁଦ୍ଧ ଜାହାଜ ଦକ୍ଷିଣ ଚୀନ ସାଗର ଅଭିମୁଖେ ପଠାଇଛି। ସେଠାରେ ଆମେରିକା, ଜାପାନ ଏବଂ…
Read More...

ପାକିସ୍ତାନରେ ସିଦ୍ଧିବିନାୟକ ମନ୍ଦିର ଭାଙ୍ଗିଲେ; ଭଗବାନଙ୍କ ମୂର୍ତ୍ତି ପୋଡିଲେ

ନୂଆଦିଲ୍ଲୀ: ପାକିସ୍ତାନର ପଞ୍ଜାବ ପ୍ରଦେଶରେ ମୁସଲମାନ ସଂପ୍ରଦାୟର କିଛି ଲୋକ ଏକ ହିନ୍ଦୁ ମନ୍ଦିରରେ ବ୍ୟାପକ ଭଙ୍ଗାରୁଜା କରିବା ସହିତ ସେଠାରେ ଥିବା ଭଗବାନଙ୍କର ମୂର୍ତ୍ତିକୁ ଭାଙ୍ଗି ତାହାକୁ ପୋଡିଥିବା ଖବର ହସ୍ତଗତ…
Read More...

ଦେଶରେ ବଢିଚାଲିଛି ସଂକ୍ରମଣ; ଦିନକରେ ୪୨,୯୮୨ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମଣ ବୃଦ୍ଧିପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୨,୯୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଗୋଟିଏ ଦିନରେ ୪୧,୭୨୬ ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ…
Read More...

ଦିନକରେ ରାଜ୍ୟରେ ୬୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୬୮ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ସେହିଭଳି ସୁନ୍ଦରଗଡ ଓ ପୁରୀ ଜିଲାରୁ ୧୨ ଜଣ ଲେଖାଏଁ ଆକ୍ରାନ୍ତଙ୍କର…
Read More...

୨୪ ଘଣ୍ଟାରେ ୧୩୪୨ କରୋନା ସଂକ୍ରମିତ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୩୪୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୭୭୫ ଏବଂ ସ୍ଥାନୀୟ ସଂକ୍ରମିତ ୫୬୭ ଜଣ ରହିଛନ୍ତି। ଅନୁଗୁଳ ଜିଲାରୁ ୩୦, ବାଲେଶ୍ୱର ୫୯,…
Read More...

ଅଲିମ୍ପିକ୍ସ ପୁରୁଷ ହକିରେ ଭାରତକୁ କାଂସ୍ୟ ପଦକ; ଜର୍ମାନୀକୁ ୫-୪ ଗୋଲରେ ହରାଇଲା

ଟୋକିଓ: ଅଲିମ୍ପିକ୍ସ ୨୦୨୦ ପୁରୁଷ ହକିରେ ଭାରତ କାଂସ୍ୟ ପଦକ ହାସଲ କରିଛି। ପ୍ରତିପକ୍ଷ ଜର୍ମାନୀକୁ ୫-୪ ଗୋଲରେ ପରାସ୍ତ କରି ଭାରତ ଏହି ଐତିହାସିକ ବିଜୟ ହାସଲ କରିଛି। ଦୀର୍ଘ ୪୧ ବର୍ଷ ପରେ ଭାରତୀୟ ପୁରୁଷ ହକି ଦଳର…
Read More...

ଗ୍ରାହକଙ୍କୁ ସର୍ବୋତ୍ତମ ଶ୍ରେଣୀର ସ୍ୱଚ୍ଛତା ସମାଧାନ ଯୋଗାଇବାକୁ ରିଲାଏନ୍ସର ପ୍ରୟାସ

ମୁମ୍ବଇ/ଭୁବନେଶ୍ୱର: ରିଲାଏନ୍ସର ଗ୍ରାହକ ବ୍ରାଣ୍ଡ୍‍ ବିଭାଗ ପକ୍ଷରୁ ବ୍ୟକ୍ତିଗତ ସ୍ୱଚ୍ଛତା ଏବଂ ହୋମ କେୟାର ବ୍ରାଣ୍ଡ୍‍ ପ୍ୟୁରିକ ଇନଷ୍ଟା ସେଫ ପ୍ରଚଳନ କରାଯାଇଛି। ଗ୍ରାହକଙ୍କ ମଧ୍ୟରେ ସ୍ୱଚ୍ଛତା ଏବଂ ନିରାପତ୍ତା…
Read More...

ହାଇଟେକ୍‍ ହେଉଛି ନିର୍ମାଣ ଉପକରଣ

ଜୟପୁର: ଭାରତର ଅଗ୍ରଣୀ ନିର୍ମାଣ ଉପକରଣ ଯାନବାହନ ବିନିର୍ମାଣକାରୀ ଜେସିବି ଇଣ୍ଡିଆ ନିଜର ସଂପୂର୍ଣ୍ଣ ନୂତନ ବର୍ଗର ସିଇଭି ଷ୍ଟେଜ ୪ ଚକଲଗା ନିର୍ମାଣ ଉପକରଣ ଯାନଗୁଡିକର ବଜାର ପ୍ରବେଶ କରାଇଛି। ଏହି ଯାନବାହନର…
Read More...

ସୁଲଭ ମୂଲ୍ୟରେ ସର୍ବୋତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବା ପ୍ରୟାସ

ମୁମ୍ବଇ : ଦେଶବାସୀଙ୍କୁ ସୁଲଭ ମୂଲ୍ୟରେ ସର୍ବୋତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇବାକୁ ଦୃଢ ପ୍ରତିବଦ୍ଧ ହୋଇଛି ଘରୋଇ ସ୍ୱାସ୍ଥ୍ୟସେବା ଯୋଗାଣକାରୀ ସଂସ୍ଥା ଅଜିଙ୍କ୍ୟ ଡି ୱାଇ ପାଟିଲ। ସୁଲଭ ମୂଲ୍ୟ ସ୍ୱାସ୍ଥ୍ୟସେବା ଯୋଗାଣ…
Read More...

ପୁରୁଣା ମୁଦ୍ରା, ନୋଟ କିଣା ବିକା ନେଇ ସତର୍କ କରାଇଲା ରିଜର୍ଭ ବ୍ୟାଙ୍କ

ମୁମ୍ବଇ: କିଛି ଅସାଧୁ ଲୋକ ଭାରତୀୟ ରିଜର୍ଭ ବ୍ୟାଙ୍କର ଲୋଗୋ ଏବଂ ନାମକୁ ବ୍ୟବହାର କରି ଅନ୍‍ଲାଇନ ଓ ଅଫଲାଇନରେ ପୁରୁଣା ବ୍ୟାଙ୍କ ନୋଟ ଓ ମୁଦ୍ରା ବିକ୍ରି କରିବା ବିଷୟ ପ୍ରଚାର କରୁଛନ୍ତି। ସେଥିପାଇଁ ସେମାନେ…
Read More...

ମଧ୍ୟପ୍ରଦେଶରେ ବନ୍ୟା ସ୍ଥିତି ଗମ୍ଭୀର; ଗ୍ୱାଲିୟର-ଚମ୍ବଲରେ ୨୦୦ ଗାଁ ଜଳମଗ୍ନ

ଭୋପାଳ: ମଧ୍ୟପ୍ରଦେଶରେ ବନ୍ୟା ପରିସ୍ଥିତି ଗମ୍ଭୀର ରୂପ ଧାରଣ କରିଛି। ଭୀଷଣ ବର୍ଷା ଯୋଗୁଁ ସମଗ୍ର ରାଜ୍ୟରେ ଥିବା ନଦୀଗୁଡିକର ଜଳପତ୍ତନ ବୃଦ୍ଧିପାଇବାରେ ଲାଗିଛି। ଏଥିସହିତ ଅନେକ ସ୍ଥାନ ଜଳପ୍ଳାବିତ ହୋଇଛି। ବିଶେଷକରି…
Read More...

ଭାରତୀୟ ବକ୍ସର ଲଭଲିନା ବୋରଗୋହେନଙ୍କୁ ଅଲିମ୍ପିକ୍ସ କାଂସ୍ୟ ପଦକ

ଟୋକିଓ: ଭାରତୀୟ ମହିଳା ବକ୍ସର ଲଭଲିନା ବୋରଗୋହେନଙ୍କୁ ଅଲିମ୍ପିକ୍ସ ୨୦୨୦ରେ କାଂସ୍ୟ ପଦକ ମିଳିଛି। ୬୯ କିଲୋଗ୍ରାମ ବିଭାଗରେ ଲଭଲିନା ବିଶ୍ୱ ଚମ୍ପିଆନ ବକ୍ସର ତୁର୍କୀର ବୁସେନାଜ ସୁରମେନେଲିଙ୍କ ଠାରୁ ସେମିଫାଇନାଲରେ…
Read More...

କାଶ୍ମୀର ବିବାଦକୁ ମିଳୁଛି ପାକିସ୍ତାନି ପ୍ରୋତ୍ସାହନ

ନୂଆଦିଲ୍ଲୀ: କାଶ୍ମୀର ବିବାଦ ପାକିସ୍ତାନର କିଛି ପରିବାରଗୁଡିକ ଦ୍ୱାରା ସ୍ଥାପିତ ସଂସ୍ଥା ପାଇଁ ଏକପ୍ରକାର ପାରିବାରିକ ବ୍ୟବସାୟରେ ପରିଣତ ହୋଇଛି। ଉକ୍ତ ପରିବାରଗୁଡିକ ପିଢି ପରେ ପିଢି କାଶ୍ମୀର ବିବାଦ ଜାରି ରଖିବାକୁ…
Read More...

ଆଫଗାନ ପ୍ରତିରକ୍ଷା ମନ୍ତୀଙ୍କ ବାସଭବନ ନିକଟରେ ଶକ୍ତିଶାଳୀ କାରବୋମା ବିସ୍ଫୋରଣ

କାବୁଲ: ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ବିସମିଲ୍ଲା ମହମ୍ମଦିଙ୍କ ବାସଭବନ ନିକଟରେ ମଙ୍ଗଳବାର ରାତିରେ ଏକ ବଡଧରଣର କାର ବୋମା ବିସ୍ଫୋରଣ ଘଟିଛି। କଡା ସୁରକ୍ଷା ବଳୟ ମଧ୍ୟରେ ଥିବା ବିସମିଲ୍ଲାଙ୍କ ବାସଭବନ ନିକଟରେ…
Read More...

ଦେଶରେ ସ୍ଥାପନ ହେଲା ପ୍ରଥମ ଭୂକମ୍ପ ପ୍ରାକ୍‍ ସୂଚନା ବ୍ୟବସ୍ଥା

ଡେରାଡୁନ: ଉତ୍ତରାଖଣ୍ଡରେ ସ୍ଥାପିତ ହୋଇଛି ଭାରତର ପ୍ରଥମ ଭୂକମ୍ପ ଆଦ୍ୟ ସୂଚନା ପ୍ରଦାନକାରୀ ବ୍ୟବସ୍‍ଥା। ବୁଧବାର ଦିନ ଏହା ଉଦଘାଟିତ ହୋଇଛି। ଭୂକମ୍ପ ଅନୁଭୂତ ହେବା କ୍ଷେତ୍ରରେ ଏହା ଉକ୍ତ ଅଞ୍ଚଳ ଜନସାଧାରଣଙ୍କୁ ଫୋନରେ…
Read More...

ଦେଶରେ ବି ବଢିଲା ଦୈନିକ ସଂକ୍ରମଣ; ୪୨,୬୨୫ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମଣରେ ପୁନଃ ବୃଦ୍ଧିଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ ୪୨,୬୨୫ ନୂଆ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଦିନକ ମଧ୍ୟରେ ୩୬,୬୬୮ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଦେଶରେ କରୋନାରୁ ଆରୋଗ୍ୟ…
Read More...

ଜାତିସଂଘ ସୁରକ୍ଷା ପରିଷଦର ଜରୁରୀ ବୈଠକ ଡାକିବାକୁ ଆଫଗାନ ବୈଦେଶିକ ମନ୍ତ୍ରୀଙ୍କ ଦାବି

ନୂଆଦିଲ୍ଲୀ: ଆଫଗାନିସ୍ତାନ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଜାତିସଂଘ ସୁରକ୍ଷା ପରିଷଦର ଏକ ଜରୁରୀ ବୈଠକ ଡକାଇବାକୁ ସେ ଦେଶର ବୈଦେଶିକ ମନ୍ତ୍ରୀ ମହମ୍ମଦ ହନିଫ ଆତ୍ମର ଦାବି କରିଛନ୍ତି। ମଙ୍ଗଳବାର ଦିନ ଭାରତର ବୈଦେଶିକ…
Read More...

ଆଣ୍ଟିଲିଆ ବୋମା ଆତଙ୍କ ମାମଲା: ମନସୁଖ ହିରନଙ୍କୁ ହତ୍ୟା ପାଇଁ ଦିଆଯାଇଥିବା ୪୫ ଲକ୍ଷ ଟଙ୍କା

ମୁମ୍ବଇ: ଥାନେସ୍ଥିତ ବ୍ୟବସାୟୀ ମନସୁଖ ହିରନଙ୍କୁ ହତ୍ୟା କରିବାକୁ ଜଣେ ଅଭିଯୁକ୍ତ ୪୫ ଲକ୍ଷ ଟଙ୍କା ଦେଇଥିଲେ। ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ପକ୍ଷରୁ ମୁମ୍ବଇର ଏକ ଅଦାଲତରେ ମାମଲାର ଶୁଣାଣି ସମ୍ପର୍କରେ ଏହା…
Read More...

ରାଜ୍ୟରେ ୬୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୬ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୮ ଜଣ ପ୍ରାଣ ହରାଇଛନ୍ତି। ସେହିଭଳି ଦିନକ ମଧ୍ୟରେ କଟକରୁ ୧୦, ପୁରୀ ୯, ମୟୁରଭଞ୍ଜ ୬ ଏବଂ…
Read More...

ପୁଣି ବଢିଲା ସଂକ୍ରମଣ; ରାଜ୍ୟରେ ଦିନକରେ ୧୩୧୫ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦୈନିକ ସଂକ୍ରମଣ ପୁଣି ଉପରମୁହାଁ ହୋଇଛି। ତାଲାବନ୍ଦ କଟକଣା କ୍ରମାଗତ କୋହଳ କରାଯିବା ପରେ ସଂକ୍ରମଣରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୩୧୫ ନୂଆ କୋଭିଡ ଆକ୍ରାନ୍ତ…
Read More...

ତାଲିବାନର ନରସଂହାର ଜାରି; ତିନିଟି ସହର ଉପରେ ଜୋରଦାର ଆକ୍ରମଣ

କାନ୍ଦାହାର: ଆମେରିକା ନିଜର ସୈନ୍ୟଙ୍କୁ ଆଫଗାନିସ୍ତାନରୁ ପ୍ରତ୍ୟାହାର କରିବା ପରେ ଦେଶରେ ତାଲିବାନ ଆତଙ୍କି ଗୋଷ୍ଠୀଙ୍କ ପକ୍ଷରୁ ନିରୀହ ଲୋକଙ୍କ ଉପରେ ଭୀଷଣ ଅତ୍ୟାଚାର ଲାଗିରହିଛି। ତାଲିବାନ ଆକ୍ରମଣରେ ପ୍ରାୟ ମାସକ…
Read More...

ସମସ୍ତଙ୍କ ସ୍ୱର ଯେତେ ଅଧିକ ସମ୍ମିଳିତ ହେବ, ତାହା ଚପାଇବା ଭାଜପା ପାଇଁ ସେତେ କଷ୍ଟକର ହେବ- ରାହୁଳ ଗାନ୍ଧୀ

ନୂଆଦିଲ୍ଲୀ: ସଂସଦରେ ବିରୋଧୀ ରାଜନୈତିକ ଦଳର ନେତୃବୃନ୍ଦଙ୍କ ପକ୍ଷରୁ ଗତିରୋଧ ଜାରି ରହିଥିବାବେଳେ ମଙ୍ଗଳବାର ଏଠାରେ କଂଗ୍ରେସ ନେତା ରାହୁଳ ଗାନ୍ଧୀଙ୍କ ଆବାହକତ୍ୱରେ ଏକ ପ୍ରାତଃଭୋଜ କାଳୀନ ବୈଠକ ଅନୁଷ୍ଠିତ ହୋଇଛି।…
Read More...

ଘରୋଇକରଣ ହେବ ସରକାରୀ ବୀମା କମ୍ପାନୀ

ନୂଆଦିଲ୍ଲୀ: ଦେଶରେ ଥିବା ରାଷ୍ଟ୍ରାୟତ୍ତ ବୀମା କମ୍ପାନୀର ଘରୋଇ କରଣ କରାଯିବ। କେନ୍ଦ୍ର କ୍ୟାବିନେଟ ଏ ସମ୍ପର୍କିତ ପ୍ରସ୍ତାବକୁ ଅନୁମୋଦନ କରିଛି। ଏହା ପୂର୍ବରୁ ସଂସଦରେ ୨୦୨୧-୨୨ ବର୍ଷ ନିମନ୍ତେ ବଜେଟ ଉପସ୍ଥାପନ…
Read More...

ତ୍ରିପୁରାରେ ଆତଙ୍କି ଆକ୍ରମଣ; ୨ ବିଏସଏଫ ଯବାନ ମୃତ

ତ୍ରିପୁରା: ତ୍ରିପୁରାର ଧଲାଇ ଜିଲାରେ ଆତଙ୍କି ଆକ୍ରମଣରେ ସୀମା ସୁରକ୍ଷା ବାହିନୀ (ବିଏସଏଫ)ର ଦୁଇଜଣ ଯବାନଙ୍କର ପ୍ରାଣ ହାନି ଘଟିଛି। ସେମାନଙ୍କ ମଧ୍ୟରେ ଜଣେ ସବ୍‍ଇନ୍ସପେକ୍ଟର ଥିବା ଜଣାଯାଇଛି। ବେଆଇନ ଘୋଷିତ…
Read More...

ଦେଶରେ ଆଜିଠାରୁ ଟାଟା କାର ମୂଲ୍ୟ ବୃଦ୍ଧି

ନୂଆଦିଲ୍ଲୀ: ଟାଟା ମୋଟର୍ସ ପକ୍ଷରୁ ତାହାର କାରଗୁଡିକର ମୂଲ୍ୟବୃଦ୍ଧି କରାଯାଇଛି। ମଙ୍ଗଳବାର ଠାରୁ ଦେଶରେ ଏହି ବର୍ଦ୍ଧିତ ମୂଲ୍ୟ ଲାଗୁ ହୋଇଛି। ଚଳିତ ବର୍ଷ କମ୍ପାନୀ ପକ୍ଷରୁ ଏହା ତୃତୀୟ ମୂଲ୍ୟ ସଂଶୋଧନ ବୋଲି…
Read More...

ଦେଶରେ ୨୪ ଘଣ୍ଟାରେ ୩୦,୫୪୯ ନୂଆ କୋଭିଡ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ ସୋମବାର ଦିନକ ମଧ୍ୟରେ ୩୦,୫୪୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗୋଟିଏ ଦିନରେ ୩୮,୮୮୭ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏଥିସହିତ ଦେଶରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା…
Read More...

ସାମ୍ବାରେ ପୁଣି ଉଡିଲା ଡ୍ରୋନ; ବନ୍ଦିପୋରାରେ ଗୁଳି ବିନିମୟ ଜାରି; ଜଣେ ଆତଙ୍କବାଦୀର ମୃତ୍ୟୁ

ସାମ୍ବା: ଜମ୍ମୁ କାଶ୍ମୀରର ସାମ୍ବା ଜିଲାରେ ସୋମବାର ରାତିରେ ପୁନର୍ବାର ସନ୍ଦିଗ୍ଧ ଡ୍ରୋନ ଠାବ କରାଯାଇଛି। ଏ ସମ୍ପର୍କରେ ପୁଲିସ ଅଧୀକ୍ଷକ ରାଜେଶ ଶର୍ମା କହିଛନ୍ତି, ଡ୍ରୋନ ଉଡୁଥିବା ସୂଚନା ମିଳିବା ପରେ ସ୍ଥାନୀୟ…
Read More...

ଅଲିମ୍ପିକ୍ସ ପୁରୁଷ ହକିରେ ଭାରତ ପରାସ୍ତ; ବେଲଜିୟମ ଠାରୁ ସେମିଫାଇନାଲରେ ୫-୨ ଗୋଲରେ ହାରିଲା

ଟୋକିଓ: ଏଠାରେ ଚାଲିଥିବା ଅଲିମ୍ପିକ୍ସ କ୍ରୀଡାର ପୁରୁଷ ହକି ସେମିଫାଇନାଲ ମ୍ୟାଚରେ ଭାରତୀୟ ଦଳ ପ୍ରତିପକ୍ଷ ବେଲଜିୟମ ଠାରୁ ୫-୨ ଗୋଲରେ ପରାସ୍ତ ହୋଇଛି। ବେଲଜିୟମ ଫାଇନାଲ ଖେଳିବାକୁ ନିଜର ସ୍ଥାନ ସୁନିଶ୍ଚିତ…
Read More...

ଦିନକରେ କରୋନାରେ ରାଜ୍ୟରେ ୬୯ ମୃତ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୯ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୩ ଜଣଙ୍କର ପ୍ରାଣହାନି ଘଟିଛି। ଏଥିସହିତ କଟକରୁ ୯, ପୁରୀ ୭,…
Read More...

ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ କରୋନା ସଂକ୍ରମିତ

ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧୨୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ସଂଗରୋଧରୁ ୬୫୭ ଏବଂ ସ୍ଥାନୀୟ ସଂକ୍ରମିତ ୪୭୨ ରହିଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳ…
Read More...

ସିବିଆର ପୂର୍ବତନ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେବ

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ପୂର୍ବତନ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ବିରୁଦ୍ଧରେ କ୍ଷମତାର ଅପବ୍ୟବହାର ଏବଂ ଚାକିରି ସମୟରେ ନିୟମ ଉଲ୍ଲଂଘନ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।…
Read More...

ପୁଣି ନିରାଶ କଲେ ଦୂତି; ୨୦୦ ମିଟର ହିଟ୍‍ ସେମିଫାଇନାଲରେ ୭ମ ସ୍ଥାନ

ଟୋକିଓ: ଭାରତୀୟ ଧାବିକା ଦୂତି ଚାନ୍ଦ ଏଠାରେ ଚାଲିଥିବା ଟୋକିଓ ଅଲିମ୍ପିକ୍ସର ୨୦୦ ମିଟର ହିଟ୍‍ ରେ ମଧ୍ୟ ପୁନର୍ବାର ଭାରତୀୟ କ୍ରୀଡାପ୍ରେମୀଙ୍କୁ ନିରାଶ କରିଛନ୍ତି। ସୋମବାର ଦିନ ସେ ୨୦୦ ମିଟର ହିଟ୍‍ କୁ ୨୩.୮୫…
Read More...

ଅଲିମ୍ପିକ୍ସ ମହିଳା ହକି; ସେମିଫାଇନାଲରେ ପ୍ରବେଶ କରି ଇତିହାସ ରଚିଲା ଭାରତ

ଟୋକିଓ: ଟୋକିଓ ଅଲିମ୍ପିକ୍ସ ୨୦୨୧ର ମହିଳା ହକି କ୍ୱାର୍ଟର ଫାଇନାଲ ମ୍ୟାଚରେ ଭାରତ ପ୍ରତିପକ୍ଷ ଅଷ୍ଟ୍ରେଲିଆକୁ ୧-୦ ଗୋଲରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛି। ଏଥିସହିତ ଭାରତୀୟ ମହିଳା ହକି ଦଳ ଅଲିମ୍ପିକ୍ସ…
Read More...

ଆଜି ପୃଥିବୀର ନିକଟବର୍ତ୍ତୀ ହେବ ଶନି ଗ୍ରହ

ଭୁବନେଶ୍ୱର: ଗ୍ରହ ଜଗତର ଅନ୍ୟତମ ବୃହତ ଗ୍ରହ ଶନି ଆଜି ପୃଥିବୀର ନିକଟବର୍ତ୍ତୀ ହେଉଛି। ଏହି ସମୟରେ ଶନି ଗ୍ରହ ଅଧିକ ଉଜ୍ଜ୍ୱଳ ଦେଖାଯିବ। ବିଶ୍ୱର ବିଭିନ୍ନ ଭାଗରେ ଲୋକମାନେ ଏହାକୁ ଦେଖିପାରିବେ। ଭାରତୀୟ ସମୟ ଦିନ…
Read More...

ଦେଶରେ ୪୦,୧୩୪ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ରବିବାର ଗୋଟିଏ ଦିନରେ ୪୦,୧୩୪ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଦେଶରେ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୪,୧୩,୭୧୮ରେ ପହଞ୍ଚିଛି। ସେହି ଦିନକ ମଧ୍ୟରେ ଦେଶରେ ୩୬,୯୪୬ ଜଣ…
Read More...

ରାଜ୍ୟରେ ଆଉ ୬୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୬୭ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୨ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ସେହିଭଳି ସୁନ୍ଦରଗଡରୁ ୧୧ ଓ କଟକ ଜିଲାରୁ ୧୦…
Read More...

ଜମ୍ମୁ କାଶ୍ମୀରରେ ପୁଣି ଉଡିଲା ଡ୍ରୋନ; ୫୬ ଘଣ୍ଟା ମଧ୍ୟରେ ତୃତୀୟ ଘଟଣା

ସାମ୍ବା (ଜମ୍ମୁ କାଶ୍ମୀର): ଜମ୍ମୁ କାଶ୍ମୀରର କେତେକ ସମ୍ବେଦନଶୀଳ ଅଞ୍ଚଳରେ ପାକିସ୍ତାନ ପଟୁ ପଠାଯାଇଥିବା ଡ୍ରୋନ ପୁଣି ଦେଖିବାକୁ ମିଳିଛି। ସନ୍ଦିଗ୍ଧ ଡ୍ରୋନଗୁଡିକ ଚାରିଟି ସ୍ଥାନରେ ଉଡୁଥିବାବେଳେ ସେଗୁଡିକୁ ଠାବ…
Read More...

ଚଳିତ ମାସରେ ଆସିବ ତୃତୀୟ ଲହର; ଅକ୍ଟୋବରରେ ଶିଖର ଛୁଇଁବ

ନୂଆଦିଲ୍ଲୀ: କରୋନାକୁ ନେଇ ବିଶେଷଜ୍ଞଙ୍କ ଆକଳନ ପୁଣି ଚିନ୍ତା ବଢାଇ ଦେଇଛି । ମହାମାରୀର ଦ୍ୱିତୀୟ ଲହର ପ୍ରକୋପ ନକମୁଣୁ ପୁଣି ତୃତୀୟ ଲହର ଆତଙ୍କ ଗ୍ରାସିଲାଣି । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଦେଶରେ କରୋନାର ତୃତୀୟ…
Read More...

ଖସୁଛି ସଂକ୍ରମଣ; ଦିନକରେ ରାଜ୍ୟରେ ୧୦୩୨ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କୋଭିଡ ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଏହା ସମସ୍ତଙ୍କ ପାଇଁ ଆଶ୍ୱସ୍ତିର ବିଷୟ ହୋଇଛି। ତେବେ କଟକ, ଖୋର୍ଦ୍ଧା ଭଳି କିଛି ଜିଲାରେ ଏବେ ମଧ୍ୟ ସଂକ୍ରମଣରେ ବିଶେଷ କିଛି ପରିବର୍ତ୍ତନ…
Read More...

ବିଗ ବଜାର ମହାବଚତ ଅଫର ପାଇଁ ଆଗୁଆ ବୁକିଂ

ଭୁବନେଶ୍ୱର: ସବୁଠାରୁ ପ୍ରିୟ ହାଇପରମାର୍କେଟ ବ୍ରାଣ୍ଡ୍‍ ବିଗ ବଜାର ପୁନର୍ବାର ତାହାର ଗ୍ରାହକଙ୍କୁ ସର୍ବାଧିକ ମୂଲ୍ୟ ପ୍ରଦାନ କରିବାକୁ ଆସିଛି । ଭାରତୀୟ ରିଟେଲ ଇତିହାସରେ ପ୍ରଥମ ଥର ପାଇଁ ଗ୍ରାହକମାନେ ଅଟା, ଡାଲି ଓ…
Read More...

ମହାମାରୀ ସତ୍ତ୍ୱେ ବ୍ଲୁ ଡାର୍ଟର ଉତ୍ତମ ପ୍ରଦର୍ଶନ

ମୁମ୍ବଇ: ଦକ୍ଷିଣ ଏସିଆର ଅଗ୍ରଣୀ ଏକ୍ସପ୍ରେସ ବିମାନ ଓ ସମନ୍ୱିତ ପରିବହନ ଏବଂ ଆବଣ୍ଟନକାରୀ କମ୍ପାନୀ ବ୍ଲୁ ଡାର୍ଟ ଏକ୍ସପ୍ରେସ ଲିମିଟେଡ ମୁମ୍ବାଇରେ ଅନୁଷ୍ଠିତ ବୋର୍ଡ ବୈଠକରେ ୨୦୨୧ ଜୁନ ସୁଦ୍ଧା ଶେଷ ହୋଇଥିବା ତିନିମାସ…
Read More...

ଗଳ୍ପକଥନ ପ୍ରଣାଳୀକୁ ଶିକ୍ଷାଦାନ ବ୍ୟବସ୍ଥାରେ ସାମିଲ କଲା କିଟ୍ ଇଣ୍ଟରନ୍ୟାସନାଲ ସ୍କୁଲ

ଭୁବନେଶ୍ୱର: ଗଳ୍ପକଥନକୁ ଶିକ୍ଷାର ଏକ ପ୍ରଣାଳୀ ଭାବରେ ଉପଯୋଗ କରି ପୃଥକ ସଂସ୍କୃତିରୁ ଆସିଥିବା ଛାତ୍ରମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷାକରିବା ନିମନ୍ତେ ସିବିଏସଇ କର୍ତ୍ତୃପକ୍ଷ ସମସ୍ତ ସିବିଏସଇ ବିଦ୍ୟାଳୟକୁ ନିର୍ଦ୍ଦେଶ…
Read More...

ମଇ ମାସରେ ଓଡ଼ିଶାରେ ଜିଓର ସର୍ବାଧିକ ୧.୪୭ ଲକ୍ଷ ଗ୍ରାହକ ଯୋଗ

ଭୁବନେଶ୍ୱର: ଓଡ଼ିଶାରେ ସବୁଠାରୁ ପସନ୍ଦଯୋଗ୍ୟ ଡିଜିଟାଲ ସେବା ଯୋଗାଣକାରୀ ଭାବରେ ନିଜର ଯାତ୍ରା ଜାରି ରଖି ରିଲାଏନ୍ସ ଜିଓ ୨୦୨୧ ମଇ ମାସରେ ସର୍ବାଧିକ ସଂଖ୍ୟକ ନୂଆ ମୋବାଇଲ ଗ୍ରାହକ ଯୋଗ କରିଥିବାବେଳେ ତାହାର…
Read More...

ଚେଇଁ ରହିବାରେ ରେକର୍ଡ

ଲଣ୍ଡନ: କିଛି କାମକଲେ ହାଲିଆ ଲାଗେ ଏବଂ ସମସ୍ତେ ଚାହାନ୍ତି ଟିକେ ଶୋଇଯିବାକୁ। କାରଣର ଶରୀରର ସ୍ନାୟୁଗୁଡିକ ଥକ୍କା ଅନୁଭବ କଲେ ନିଦ ଆସିଥାଏ। ଅନେକ ଏଭଳି ଅଛନ୍ତି, ଯେଉଁମାନେ ଶୋଇବାକୁ ଭଲ ପାଆନ୍ତି। ଘଣ୍ଟା ଘଣ୍ଟା…
Read More...

ତୈଳ ଓ ଗ୍ୟାସ କ୍ଷେତ୍ରର ବିକାଶ ପାଇଁ ନିବେଶକଙ୍କୁ ଆହ୍ୱାନ

ନୂଆଦିଲ୍ଲୀ: ଭାରତ ପାଇଁ ତୈଳ ଓ ଗ୍ୟାସ କ୍ଷେତ୍ର ବିକାଶ କରିବାକୁ କେନ୍ଦ୍ର ସରକାର ପୁଞ୍ଜିନିବେଶକଙ୍କୁ ଆହ୍ୱାନ କରିଛନ୍ତି। ଶୁକ୍ରବାର ଦିନ ଡିଏସଏଫ ୩ ପର୍ଯ୍ୟାୟକୁ ଉନ୍ମୁକ୍ତ କରିଛନ୍ତି। ଏହି କ୍ଷୁଦ୍ର ଆବିଷ୍କୃତ…
Read More...

ପଞ୍ଜାବ ସୀମାନ୍ତରେ ଦୁଇ ପାକିସ୍ତାନ ଅନୁପ୍ରବେଶକାରୀଙ୍କୁ ଗୁଳିକଲେ ଭାରତୀୟ ଯବାନ

ଚଣ୍ଡିଗଡ: ଭାରତୀୟ ସୀମା ସୁରକ୍ଷା ବାହିନୀ ଯବାନମାନେ ଫିରୋଜପୁର ଅଞ୍ଚଳରେ ପାକିସ୍ତାନ ପଟୁ ଅନୁପ୍ରବେଶ କରୁଥିବା ଦୁଇଜଣଙ୍କ ଉପରକୁ ଗୁଳି ଚଳାଇବା ଫଳରେ ସେମାନଙ୍କର ମୃତ୍ୟୁ ଘଟିଛି। ଶୁକ୍ରବାର ରାତି ପ୍ରାୟ ୮.୪୮ରେ ଏହି…
Read More...

ସୀମା ଆରପଟେ ୩୦୦ ଆତଙ୍କବାଦୀ; ୧୪ ଲଞ୍ଚ ପ୍ୟାଡ ଠାବ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଜମ୍ମୁ କାଶ୍ମୀରରେ ନିୟନ୍ତ୍ରଣ ରେଖା (ଏଲଓସି) ନିକଟରେ ଅସ୍ତ୍ରବିରତି ଘୋଷଣା କରାଯାଇଥିଲେ ମଧ୍ୟ ପାକିସ୍ତାନ ପଟୁ ଅନୁପ୍ରବେଶ ଉଦ୍ୟମ ଜାରି ରହିଛି ଏବଂ ଗତ କିଛିଦିନ ହେଲା…
Read More...

‘ମାଇଁ ଲର୍ଡ’ ସମ୍ବୋଧନ ନକରିବାକୁ ଆଇନଜୀବୀଙ୍କୁ ହାଇକୋର୍ଟ ବିଚାରପତିଙ୍କ ପରାମର୍ଶ

ଚଣ୍ଡିଗଡ: ତାଙ୍କୁ ‘ମାଇଁ ଲର୍ଡ’, ‘ୟୋର ଲର୍ଡସିପ’ ଭଳି ସମ୍ବୋଧନ ନକରିବାକୁ ପଞ୍ଜାବ ଓ ହରିଆଣା ହାଇକୋର୍ଟର ଜଣେ ବିଚାରପତି ସଂପ୍ରତି ରାଜ୍ୟର ଆଇନଜୀବୀମାନଙ୍କୁ ପରାମର୍ଶ ଦେଇଛନ୍ତି। ହାଇକୋର୍ଟ ବାର ଆସୋସିଏସନର…
Read More...

କେରଳରେ ୨୦ ହଜାର ଉପରେ ଦୈନିକ ସଂକ୍ରମଣ

ତିରୁଅନନ୍ତପୁର: କେରଳରେ କରୋନା ସଂକ୍ରମଣ ସ୍ଥିତି ସମଗ୍ର ଦେଶ ପାଇଁ ଚିନ୍ତା ବଢାଇ ଦେଇଛି। କ୍ରମାଗତ ଚତୁର୍ଥ ଦିନ ପାଇଁ ରାଜ୍ୟରେ ସଂକ୍ରମଣ ୨୦ ହଜାର ଉପରେ ରହିଛି। ଶୁକ୍ରବାର ଦିନ ରାଜ୍ୟରେ ୨୦,୭୭୨ ନୂଆ ସଂକ୍ରମିତ…
Read More...

ପୁଲୱାମାରେ ୨ ଆତଙ୍କି ନିହତ; ତଲାସି ଅଭିଯାନ ଜାରି

ଶ୍ରୀନଗର: ଜମ୍ମୁ କାଶ୍ମୀରର ପୁଲୱାମାର ଜଙ୍ଗଲ ଅଞ୍ଚଳରେ ଭାରତର ସୁରକ୍ଷା ବାହିନୀ ଯବାନଙ୍କ ଗୁଳିରେ ଦୁଇଜଣ ଆତଙ୍କିଙ୍କର ମୃତ୍ୟୁ ଘଟିଛି। ଶନିବାର ସକାଳେ ଏହି ଘଟଣା ଘଟିଛି। ସୁରକ୍ଷା ବାହିନୀ ଉକ୍ତ ଅଞ୍ଚଳକୁ ଘେରାଉ…
Read More...

ଦେଶରେ ୪୧,୬୪୯ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୪୧,୬୪୯ ଜଣ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଦିନକରେ ୩୭.୨୯୧ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଦେଶରେ ଶୁକ୍ରବାର ସଂଧ୍ୟା ସୁଦ୍ଧା ମୋଟ ୪୬.୬୪ କୋଟି…
Read More...

ରାଜ୍ୟରେ ଆଉ ୬୮ ଜଣ କରୋନା ରୋଗୀଙ୍କ ମୃତ୍ୟୁ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାରେ ଆଉ ୬୮ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ଏଥିସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୫୯୦୨ରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ଅନୁଗୁଳ ଜିଲାରୁ ୮, ଖୋର୍ଦ୍ଧାରୁ…
Read More...

ଆସାମ ମୁଖ୍ୟମନ୍ତ୍ରୀ, ବରିଷ୍ଠ ପୁଲିସ ଅଧିକାରୀଙ୍କ ନାମରେ ଏତଲା ଦାଏର

ନୂଆଦିଲ୍ଲୀ: ଆସାମ ଓ ମିଜୋରାମ ମଧ୍ୟରେ ଜୁଲାଇ ୨୬ ତାରିଖରେ ଘଟିଥିବା ଘଟଣା ପରବର୍ତ୍ତୀ ସମୟରେ ଉତ୍ତେଜନା ବୃଦ୍ଧିପାଇବାରେ ଲାଗିଛି। ମିଜୋରାମ ସରକାରଙ୍କ ପକ୍ଷରୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା, ରାଜ୍ୟର…
Read More...

୨୪ ଘଣ୍ଟାରେ ଓଡ଼ିଶାରେ ୧୫୭୮ ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ଆଉ ୧୫୭୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୯୧୫ ଓ ସ୍ଥାନୀୟ ସଂକ୍ରମିତ ୬୬୩ ଜଣ ରହିଛନ୍ତି। ସେହିଭଳି ଅନୁଗୁଳରୁ ୪୭, ବାଲେଶ୍ୱର ୭୮, ବରଗଡ ୯,…
Read More...

ବଲଟିକ ସାଗରରେ ଭାରତ-ରୁଷିଆ ବୃହତ ସମରାଭ୍ୟାସ

ନୂଆଦିଲ୍ଲୀ: ବଲଟିକ ସାଗରରେ ଭାରତ ଓ ରୁଷିଆ ପକ୍ଷରୁ ମିଳିତ ଭାବରେ ଏକ ବୃହତ ସମରାଭ୍ୟାସ ଦୁଇଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅନେକ ଜଟିଳ ଏବଂ ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧ ଅଭ୍ୟାସ କରାଯିବା ସହିତ ସାମୁଦ୍ରିକ…
Read More...

ଫଟୋ ସାମ୍ବାଦିକ ଡାନିଶଙ୍କ ପରିଚୟ ଜାଣିବା ପରେ ହତ୍ୟା କରିଥିଲେ ତାଲିବାନ

କାବୁଲ: ଆଫଗାନିସ୍ତାନରେ ପ୍ରାଣ ହରାଇଥିବା ଭାରତୀୟ ଫଟୋ ସାମ୍ବାଦିକ ଡାନିଶ ସିଦ୍ଦିକିଙ୍କ ମୃତ୍ୟୁକୁ ନେଇ ଏକ ସାଂଘାତିକ ତଥ୍ୟ ଏବେ ପଦାକୁ ଆସିଛି । ଆଫଗାନିସ୍ତାନୀ ସୈନ୍ୟଙ୍କ ସହିତ ଯାଉଥିବାବେଳେ ତାଙ୍କ ଗାଡି ଉପରେ…
Read More...