www.samajalive.in
Monday, December 15, 2025
27.1 C
Bhubaneswar

ଭୁବନେଶ୍ୱରରେ ଖୋଲିଲା ଟିଏମଟି ଲ ପ୍ରାକ୍ଟିସ କାର୍ଯ୍ୟାଳୟ

ଭୁବନେଶ୍ୱର: ଦେଶର ଅନ୍ୟତମ ଅଗ୍ରଣୀ ଆଇନ ସହାୟତା ଯୋଗାଣକାରୀ ସଂସ୍ଥା ଟିଏମଟି ଲ ପ୍ରାକ୍ଟିସ ଏଠାରେ ତାହାର ଏକ କାର୍ଯ୍ୟାଳୟ ସ୍ଥାପନ କରିଛି। ଏଥିସହିତ ବାଙ୍ଗାଲୋରକୁ ମଧ୍ୟ ଏହା ସମ୍ପ୍ରସାରିତ ହୋଇଛି। ଦିଲ୍ଲୀସ୍ଥିତ ଏହି ଆଇନ ସହାୟତା କମ୍ପାନୀ ସେଠାରେ ଏକ ନୂଆ କାର୍ଯ୍ୟାଳୟ ଖୋଲିବା ସହିତ ମୁମ୍ବଇର ନରିମାନ ପଏଣ୍ଟରେ ଏକ ବୃହତ୍ତର କାର୍ଯ୍ୟାଳୟ ସ୍ଥାପନ କରିଛି। ଭୁବନେଶ୍ୱରରେ ଲାବନ ଦାସ ଏହାର ସହଯୋଗୀ ଅଂଶୀଦାର ଭାବରେ କାର୍ଯ୍ୟ ଆରମ୍ଭ କରିଥିବାବେଳେ ଆଇନ ସହାୟତା ପ୍ରଦାନକାରୀ ଦଳରେ ସୌମିତ୍ର ବୋଷ ମଧ୍ୟ ଯୋଗଦେଇଛନ୍ତି। ଏହା ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ସମେତ ଦେଶର ପୂର୍ବଭାଗରେ ମହକିଲଙ୍କର ଆଇନଗତ ଆବଶ୍ୟକତା ପୂରଣ କରିବ ବୋଲି ଟିଏମଟି ଲ ପ୍ରାକ୍ସିସର ପରିଚାଳନା ସହଭାଗୀ ଅଭିଷେକ ମାଲହୋତ୍ରା କହିଛନ୍ତି।

Hot this week

ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ମାମଲାର ଚାର୍ଜସିଟ୍ ଦାଖଲ କରିବ ଏନଆଇଏ

ସମାଜ ଲାଇଭ ଡ଼େସ୍କ : ଆଜି ପହଲଗାଓଁ  ଆତଙ୍କବାଦୀ ଆକ୍ରମଣ ଘଟଣାରେ,...

ଭୁବନେଶ୍ୱରରେ ହେବ ଭିଜା ସେଣ୍ଟର

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ହେବ ‘ଗ୍ଲୋବାଲ ଭିଜା ଆପ୍ଲିକେସନ ସେଣ୍ଟର’...

ଡିଜିପିଙ୍କ କ୍ୟାମ୍ପ ଅଫିସ ସମ୍ମୁଖରେ ବିଜେଡିର ଧାରଣା

ଭୁବନେଶ୍ବର: ପ୍ରଣବଙ୍କ ଘରେ ଭଙ୍ଗାରୁଜାକୁ ନେଇ ପ୍ରତିବାଦ ତୀବ୍ର ହେବାରେ ଲାଗିଛି।...

କେନ୍ଦ୍ରାପଡାରେ ଶୀତଳ ଭଣ୍ଡାର ଲୋକାର୍ପଣ

ସମାଜ ଡିଜିଟାଲ ଡେସ୍କ: କେନ୍ଦ୍ରାପଡା ଜମଧର ଠାରେ ନିର୍ମିତ ଶୀତଳଭଣ୍ଡାରକୁ ଲୋକାର୍ପଣ...

ମୋଦୀଙ୍କୁ କଂଗ୍ରେସର ଅପଶବ୍ଦ : କ୍ଷମା ଦାବି କଲେ ନଡ୍ଡା

ସମାଜ ଲାଇଭ ଡ଼େସ୍କ : ଗତକାଲି ଦିଲ୍ଲୀରେ ଏସାଇଆର ବିରୋଧରେ କଂଗ୍ରେସ...

Related Articles

Popular Categories