www.samajalive.in
Saturday, December 6, 2025
15.1 C
Bhubaneswar

ଜୁନ୍‍ ୩୦ ପର୍ଯ୍ୟନ୍ତ ଆନ୍ତର୍ଜାତିକ ଉଡାଣ ବନ୍ଦ

ନୂଆଦିଲ୍ଲୀ: କେନ୍ଦ୍ର ସରକାର କୋଭିଡର ଦ୍ୱିତୀୟ ଲହର ପରିସ୍ଥିତିରେ ଆନ୍ତର୍ଜାତିକ ବିମାନ ସେବା ଉପରେ ଜାରି କରିଥିବା କଟକଣାକୁ ଜୁନ୍‍ ୩୦ ଦାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏହି ସମୟ ମଧ୍ୟରେ ଆନ୍ତର୍ଜାତିକ ଯାତ୍ରୀବାହୀ ବିମାନ ସେବା ଉପଲବ୍ଧ ହେବନାହିଁ। ତେବେ ସମସ୍ତ ପଣ୍ୟବାହୀ ବିମାନ ଚଳାଚଳ ଏବଂ ଡିଜିସିଏ ଦ୍ୱାରା ନିର୍ଦ୍ଦିଷ୍ଟ ଭାବରେ ଅନୁମତିପ୍ରାପ୍ତ ବିମାନ ସେବାକୁ ଏଥିରୁ ବାଦ୍‍ ଦିଆଯାଇଛି। ପୂର୍ବରୁ ୨୦୨୦ ମାର୍ଚ୍ଚ ୨୫ରେ ଦେଶରେ କୋଭିଡ ସଂକ୍ରମଣ ପରିପ୍ରେକ୍ଷୀରେ ବିମାନ ଯାତ୍ରୀସେବାକୁ ବନ୍ଦ କରିଦିଆଯାଇଥିଲା। ତେବେ ୨୦୨୦ ମଇ ୨୫ରୁ ଘରୋଇ ବିମାନ ସେବା ଆରମ୍ଭ ହୋଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories