nua o banner

୧୮ ରାଜ୍ୟରେ କମୁଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଗତ ପ୍ରାୟ ତିନି ସପ୍ତାହ ଧରି କ୍ରମାଗତ ଭାବରେ ଦେଶର ବିଭିନ୍ନ ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇବା ଘଟଣା ଦେଶରେ ମହାମାରୀ ଜନିତ ଭୟଙ୍କର ପରିସ୍ଥିତି…
Read More...

ରାଜ୍ୟରେ ଦିନକରେ ୧୭ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୭ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଅନୁଗୁଳ ଓ ଖୋର୍ଦ୍ଧା ଜିଲାରେ ସର୍ବାଧିକ…
Read More...

ପୁଣି ରାଜ୍ୟରେ ବଢିଲା ଦୈନିକ ସଂକ୍ରମଣ ହାର; ଦିନକରେ ଚିହ୍ନଟ ହେଲେ ୧୦,୯୮୨ ନୂଆ ସଂକ୍ରମିତ; ଖୋର୍ଦ୍ଧାରୁ ସର୍ବାଧିକ…

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନ ଦୈନିକ ସଂକ୍ରମଣ ସଂଖ୍ୟା ୧୦ ହଜାରର ସାମାନ୍ୟ ତଳକୁ ହ୍ରାସପାଇଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ତାହା ୧୦ ହଜାର ଟପିଛି। ଗୋଟିଏ ଦିନରେ ରାଜ୍ୟରେ ୧୦, ୯୮୨ ନୂଆ ସଂକ୍ରମିତଙ୍କୁ…
Read More...

ଗୋଷ୍ଠୀ ରୋଗ ପ୍ରତିରୋଧ କ୍ଷମତା ସୃଷ୍ଟି ପାଇଁ ଭାରତକୁ ୩.୫ ବର୍ଷ ଲାଗିବ

ନୂଆଦିଲ୍ଲୀ: ଭାରତରେ ସଂପ୍ରତି କୋଭିଡ-୧୯ ଟିକାକରଣ ଯେଉଁ ହାରରେ ଚାଲିଛି ତାହା ଯଦି ଜାରିରହେ, ତେବେ ଦେଶରେ ଗୋଷ୍ଠୀ ଶାରୀରିକ ରୋଗ ପ୍ରତିରୋଧ କ୍ଷମତା (ହର୍ଡ ଇମ୍ୟୁନିଟି) ସୃଷ୍ଟି ପାଇଁ ପାଖାପାଖି ୩.୫ ବର୍ଷ ଲାଗିବ…
Read More...

ଉତ୍ତରାଖଣ୍ଡର ଦେବପ୍ରୟାଗରେ ବାଦଲଫଟା ବର୍ଷା; ଧୋଇଗଲା ଦୋକାନ ବଜାର ଓ ବହୁ ଘର

ଡେରାଡୁନ: ମଙ୍ଗଳବାର ଦିନ ଉତ୍ତରାଖଣ୍ଡର ଦେବପ୍ରୟାଗରେ ପ୍ରକୃତିର ଧ୍ୱଂସଲୀଳା ପୁଣି ଦେଖିବାକୁ ମିଳିଛି। ତେହରି ଗଡୱାଲ ଜିଲାର ଉଚ୍ଚ ପାର୍ବତ୍ୟାଞ୍ଚଳରେ ଥିବା ଦେବପ୍ରୟାଗରେ ବାଦଲଫଟା ବର୍ଷା ହେବାରୁ ଦେବପ୍ରୟାଗ ବଜାରରେ…
Read More...

ଅଷ୍ଟ୍ରେଲିଆ ଉପରେ ଆକ୍ରମଣ ଧମକ: ଚୀନ ସରକାରୀ ଗଣମାଧ୍ୟମ ଦେଲା ବାଲିଷ୍ଟିକ କ୍ଷେପଣାସ୍ତ୍ର ଆକ୍ରମଣ ଧମକ

ବେଜିଂ: ତାଇୱାନ ପ୍ରସଙ୍ଗ ଉପରେ ଅଷ୍ଟ୍ରେଲିଆ ଉପରେ ଚୀନ ଆକ୍ରମଣ କରିବ। ଅଷ୍ଟ୍ରେଲିଆ ଯଦି ତାଇୱାନ ପ୍ରସଙ୍ଗକୁ ନେଇ ସମ୍ଭାବ୍ୟ ସାମରିକ ବିବାଦରେ ସଂପୃକ୍ତ ହୁଏ ତେବେ ତାହା ଉପରେ ବାଲିଷ୍ଟିକ କ୍ଷେପଣାସ୍ତ୍ର ସାହାଯ୍ୟରେ…
Read More...

ମଇ ୨୬ରେ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ

ନୂଆଦିଲ୍ଲୀ: ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଚଳିତ ମାସ ୨୬ ତାରିଖରେ ଦୃଶ୍ୟମାନ ହେବାକୁ ଯାଉଛି। ଏହା ସଂପୂର୍ଣ୍ଣ ଚନ୍ଦ୍ରଗ୍ରହଣ ହେବ। ୨୦୧୯ ଜାନୁଆରୀ ୨୧ ତାରିଖ ପରବର୍ତ୍ତୀ ସମୟରେ ଏହା ପ୍ରଥମ ପୂର୍ଣ୍ଣ ଗ୍ରହଣ…
Read More...

ଆଗାମୀ ୫-୧୦ ବର୍ଷ ମଧ୍ୟରେ କୋଭିଡ ଠାରୁ ମଧ୍ୟ ବୃହତ୍ତର ସମସ୍ୟା ଆସିବ: ଡେଭିଡ ଆଟେନବର୍ଗ

ନୂଆଦିଲ୍ଲୀ: ବିଶ୍ୱର ସୁପ୍ରସିଦ୍ଧ ବନ୍ୟପ୍ରାଣୀ ଗବେଷକ ଏବଂ ପ୍ରକୃତିପ୍ରେମୀ ସାର୍‍ ଡେଭିଡ ଆଟେନବର୍ଗ ପୃଥିବୀ ପାଇଁ ଆହୁରି ଜଟିଳ ସମସ୍ୟା ଆସୁଥିବା ଚେତାଇ ଦେଇଛନ୍ତି। ସେ କହିଛନ୍ତି, ଆଗାମୀ ପାଞ୍ଚରୁ ଦଶବର୍ଷ ମଧ୍ୟରେ…
Read More...

ସିବିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷା ନିଷ୍ପତ୍ତି ଜୁନ୍‍ ପରେ

ନୂଆଦିଲ୍ଲୀ: ଦେଶରେ କୋଭିଡର ଦ୍ୱିତୀୟ ପର୍ଯ୍ୟାୟ ଭୟାନକ ସଂକ୍ରମଣ ସ୍ଥିତିକୁ ଦୃଷ୍ଟିରେ ରଖି ସିବିଏସଇ ଦ୍ୱାଦଶ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ କି ନାହିଁ ତାହାକୁ ଦ୍ୱନ୍ଦ୍ୱ ଲାଗିରହିଥିବାବେଳେ ବୋର୍ଡ ପକ୍ଷରୁ…
Read More...

ଗୁଜରାଟରେ ୧୦୦ରୁ ଅଧିକ ବ୍ଲାକ ଫଙ୍ଗସ୍‍ ରୋଗୀ ଚିହ୍ନଟ; ରୋଗୀଙ୍କ ପାଇଁ ହେବ ପୃଥକ ୱାର୍ଡ

ଅହମଦାବାଦ: ଗୁଜରାଟରେ ୧୦୦ରୁ ଅଧିକ ଲୋକଙ୍କ ଠାରେ ବ୍ଲାକ ଫଙ୍ଗସ୍‍ ଚିହ୍ନଟ କରାଯାଇଛି। ସେମାନଙ୍କର ଚିକିତ୍ସା ପାଇଁ ଶନିବାର ଦିନ ରାଜ୍ୟ ସରକାର ୫ହଜାର ଇଞ୍ଜେକ୍ସନ ବରାଦ ଦେଇଛନ୍ତି। ଏହି ଆଣ୍ଟିଫଙ୍ଗାଲ ଇଞ୍ଜେକ୍ସନ…
Read More...

ଅମ୍ଳଜାନ ଯୋଗାଣରେ ୫ ମିନିଟ ବିଳମ୍ବ; ଚାଲିଗଲା ୧୧ କୋଭିଡ ଆକ୍ରାନ୍ତଙ୍କ ଜୀବନ

ତିରୁପତି: ଆନ୍ଧପ୍ରଦେଶର ତିରୁପତିସ୍ଥିତ ରୁଇଆ ହାସପାତାଳରେ ଘଟିଛି ଦୁଃଖଦ ଘଟଣା। ଦେଶର ବିଭିନ୍ନ ସ୍ଥାନରେ ଅମ୍ଳଜାନ ଅଭାବରୁ କୋଭିଡ ରୋଗୀ ପ୍ରାଣ ହରାଉଥିବା ଡାକ୍ତରଖାନାଗୁଡିକର ତାଲିକାରେ ଏହା ସାମିଲ ହୋଇଛି। ସୋମବାର…
Read More...

ଚୀନ ଜନସଂଖ୍ୟା ୧୪୧ କୋଟିକୁ ବୃଦ୍ଧି; ଗତ ଦଶବର୍ଷରେ ବଢିଛି ୭୨ ନିୟୁତ

ବେଜିଂ: ବିଶ୍ୱର ସବୁଠାରୁ ଜନବହୁଳ ରାଷ୍ଟ୍ର ଚୀନରେ ଜନସଂଖ୍ୟା ୧୪୧ କୋଟିକୁ ବୃଦ୍ଧିପାଇଛି। ଗତ ଦଶବର୍ଷ ମଧ୍ୟରେ ଦେଶରେ ଜନସଂଖ୍ୟା ୭୨ ନିୟୁତ ବଢିଥିବା ଦେଶର ଜାତୀୟ ପରିସଂଖ୍ୟାନ ବ୍ୟୁରୋ ପକ୍ଷରୁ କୁହାଯାଇଛି। ୨୦୨୦…
Read More...

ଏବି ଓ ବି ରକ୍ତ ଗ୍ରୁପ୍‍ ଥିବା ବ୍ୟକ୍ତି କୋଭିଡ ୧୯ ସଂକ୍ରମିତ ହେବା ଆଶଙ୍କା ଅଧିକ-ସିଏସଆଇଆର ରିପୋର୍ଟ

ନୂଆଦିଲ୍ଲୀ: କୋଭିଡ ୧୯ ସଂକ୍ରମଣକୁ ନେଇ ଗବେଷକମାନେ ସଂପ୍ରତି ଆଉ ଏକ ତଥ୍ୟ ସମ୍ମୁଖକୁ ଆଣିଛନ୍ତି। ବିଜ୍ଞାନ ଓ ଶିଳ୍ପ ଗବେଷଣା ପରିଷଦ (ସିଏସଆଇଆର) ପକ୍ଷରୁ ପ୍ରକାଶିତ ଏକ ଗବେଷଣା ଆଧାରିତ ରିପୋର୍ଟରେ କୁହାଯାଇଛି ଯେ…
Read More...

ଗଙ୍ଗାନଦୀରେ ଭାସୁଛି ୪୫ରୁ ଅଧିକ ମୃତଦେହ

ପାଟନା: ଉତ୍ତର ପ୍ରଦେଶ ଏବଂ ବିହାର ସୀମାନ୍ତରେ ଗଙ୍ଗାନଦୀରେ ୪୫ରୁ ଅଧିକ ମଣିଷଙ୍କ ମୃତଦେହ ଭାସୁଛି। ସେଗୁଡିକ ପଚିଯାଇ ଏବେ ବିହାର ପଟ ବକ୍ସର ଜିଲାର ଚଉସା ନିକଟରେ ନଦୀ କୂଳରେ ଲାଗିରହିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳ…
Read More...

ସମ୍ବଲପୁର ଜିଲାପାଳ-ଆଇଆଇଏମ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ସମ୍ବଲପୁର: ଭାରତ ସଂପ୍ରତି ଏକ ଅତୁଳନୀୟ ପରିସ୍ଥିତି ଦେଇ ଗତିକରୁଛି ଯାହା ପିଢି ପରେ ପିଢି ପୂର୍ବରୁ କେବେ ପରିଲକ୍ଷିତ ହୋଇନଥିଲା। ମହାମାରୀର ଘାତକ ଦ୍ୱିତୀୟ ଲହର ସମଗ୍ର ଦେଶକୁ ସଙ୍କଟଜନକ ସ୍ଥିତିରେ ଛାଡିଦେଇଛି ଏବଂ…
Read More...

ତିନି ଦିନ ଭିତରେ ରାଜ୍ୟଗୁଡିକୁ ମିଳିବ ୯ ଲକ୍ଷରୁ ଅଧିକ ପାନ କୋଭିଡ ଟିକା

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ନିକଟରେ ସଂପ୍ରତି ୧ କୋଟି ୪ ଲକ୍ଷ ୩୦ ହଜାର ୬୩ ପାନ କୋଭିଡ ଟିକା ମହଜୁଦ ଅଛି। ଆଗାମୀ ତିନିଦିନ ମଧ୍ୟରେ ସେମାନଙ୍କୁ ୯ ଲକ୍ଷ ପାନରୁ ଅଧିକ ଟିକା…
Read More...

‘ଘର ସଜାଡିବାକୁ ହେବ’: ବିଧାନସଭା ନିର୍ବାଚନ ଫଳାଫଳ ସମୀକ୍ଷା ଅବସରରେ ମତଦେଲେ ସୋନିଆ

ନୂଆଦିଲ୍ଲୀ: ନିକଟରେ ଦେଶର ପାଞ୍ଚଟି ରାଜ୍ୟ ଯଥା ପଶ୍ଚିମବଙ୍ଗ, ଆସାମ, କେରଳ, ତାମିଲନାଡୁ ଓ ପୁଡୁଚେରୀରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ଫଳାଫଳ ଉପରେ ସମୀକ୍ଷା କରିବାକୁ ସୋମବାର ଦିନ ଏଠାରେ କଂଗ୍ରେସ କାର୍ଯ୍ୟକାରୀ…
Read More...

କାରାଗାରରୁ ବାହାରିବା ପରେ ଲାଲୁଙ୍କର ପ୍ରଥମ ବୈଠକ

ପାଟନା: ଗୋଖାଦ୍ୟ ଦୁର୍ନୀତି ସମ୍ପର୍କିତ ସମସ୍ତ ମାମଲାରେ ଝାଡଖଣ୍ଡ ଉଚ୍ଚ ନ୍ୟାୟାଳୟଙ୍କ ଜାମିନ ବଳରେ ନିକଟରେ ରାଞ୍ଚି କାରାଗାରରୁ ମୁକ୍ତ ହୋଇଥିବା ରାଷ୍ଟ୍ରୀୟ ଜନତା ଦଳର ପ୍ରତିଷ୍ଠାତା ସଭାପତି ଲାଲୁ ପ୍ରସାଦ ଯାଦବ ଦଳର…
Read More...

ଅମ୍ଳଜାନ ଆବଣ୍ଟନ ପାଇଁ ଗଠିତ ସୁପ୍ରିମକୋର୍ଟ ଟାସ୍କଫୋର୍ସର ପ୍ରଥମ ବୈଠକ

ନୂଆଦିଲ୍ଲୀ: ଦେଶରେ କରୋନାରେ ଆକ୍ରାନ୍ତ ଗୁରୁତର ରୋଗୀଙ୍କ ଚିକିତ୍ସା ନିମନ୍ତେ ଅମ୍ଳଜାନର ଘୋର ଅଭାବ ଏବଂ ଏହାର ଆବଣ୍ଟନ କ୍ଷେତ୍ରରେ ରହିଥିବା ସମସ୍ୟା ଅନୁଧ୍ୟାନ କରି ଏ ଦିଗରେ ଉପାଦେୟ ପ୍ରସ୍ତାବ ରଖିବାକୁ…
Read More...

କୋଭିଡ ଭୟ : ଏଭରେଷ୍ଟ ଶୃଙ୍ଗରେ ‘ପୃଥକିକରଣ ରେଖା’ ସ୍ଥାପନ କରିବ ଚୀନ

ବେଜିଂ: କରୋନା ମହାମାରୀ ବ୍ୟାପିଥିବା ନେପାଳରୁ ପର୍ବତାରୋହୀଙ୍କ ଦ୍ୱାରା କୋଭିଡ-୧୯ ସଂକ୍ରମଣ ବ୍ୟାପିବା ଆଶଙ୍କାରେ ଚୀନ ଏଭରେଷ୍ଟ ଶୃଙ୍ଗ ଉପରେ ଏକ ପୃଥକିକରଣ ରେଖା ସ୍ଥାପନ କରିବ। ଏଭରେଷ୍ଟ ଶୃଙ୍ଗର ମୂଳ ଶିବିରରେ…
Read More...

ଦେଶରେ ଦିନକରେ ୩, ୬୬, ୧୬୧ ଲକ୍ଷ ନୂଆ ସଂକ୍ରମିତ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୩୭୫୪

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩ ଲକ୍ଷ ୬୬ ହଜାର ୧୬୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩ ହଜାର ୭୫୪ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଅନୁଯାୟୀ, ଦେଶରେ ମୋଟ…
Read More...

ରାଜ୍ୟରେ ୨୪ ଘଣ୍ଟାରେ ୧୭ କରୋନା ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୧୭ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଅନୁଗୁଳ ଜିଲାରୁ ଜଣେ ୪୧ ବର୍ଷ ବୟସ୍କ ପୁରୁଷ,…
Read More...

ଆଜି ମହାରାଣା ପ୍ରତାପଙ୍କ ଜୟନ୍ତୀ: ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବର୍ତ୍ତମାନ ରାଜସ୍ଥାନର ଉତ୍ତର ପଶ୍ଚିମ ଭାଗରେ ଅବସ୍ଥିତ ତଥା ତତ୍କାଳୀନ ମେୱାର ରାଜ୍ୟର ରାଜା, ଯୁଦ୍ଧ ଶୈଳୀରେ ନିପୁଣ, ମହାନ ଯୋଦ୍ଧା ମହାରାଣା ପ୍ରତାପଙ୍କର ଆଜି ଜୟନ୍ତୀ ପାଳିତ ହେଉଛି। ଭାରତରେ ମୋଗଲ…
Read More...

ରାଜ୍ୟରେ ଦିନକରେ ୧୦ ହଜାର ୩୧ ନୂଆ ସଂକ୍ରମିତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୧୩୨୯

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୧୦ ହଜାର ୩୧ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୩୨୯ ଜଣ ସଂକ୍ରମିତ ରହିଛନ୍ତି। ବଲାଙ୍ଗୀର ଜିଲାରୁ ୨୭୪, ନୟାଗଡ ୨୬୯,…
Read More...

ଦିଲ୍ଲୀ ଘରୋଇ ଡାକ୍ତରଖାନାରେ ମାସକରେ ୮୦ ସଂକ୍ରମିତ; ଟିକା ନେଇଥିବା ଡାକ୍ତର ମୃତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ମାତ୍ରାଧିକ ବୃଦ୍ଧିପାଇବା ଏବଂ ରୋଗୀମାନେ ଡାକ୍ତରଖାନାରେ ଚିକିତ୍ସିତ ହେବାକୁ ଶଯ୍ୟା ଯୋଗାଡ କରିବା ସେମାନଙ୍କ ପାଇଁ ଏକପ୍ରକାର ଅସମ୍ଭବ ହୋଇପଡୁଥିବାବେଳେ…
Read More...

ପିଲାଙ୍କୁ କରୋନା ସଂକ୍ରମଣ କେମିତି ଚିହ୍ନିବା ଓ ତାହାର ପ୍ରତିକାର

ଭୁବନେଶ୍ନର: କରୋନାର ଚଳିତ ଦ୍ୱିତୀୟ ତରଙ୍ଗ ସଂକ୍ରମଣ କମ୍‍ ବୟସର ଶିଶୁ ଏବଂ ଯୁବକମାନଙ୍କୁ ସଂକ୍ରମିତ କରୁଛି, ଯାହା ଗତଥର ପରିଲକ୍ଷିତ ହୋଇନଥିଲା। ଯୁବକ ଏବଂ ବୟସ୍କମାନେ କରୋନାରେ ଆକ୍ରାନ୍ତ ହେଲେ ସେମାନଙ୍କ…
Read More...

ଭାରତୀୟ ସେନାରେ ସାମିଲ ହେଲେ ପ୍ରଥମ ବ୍ୟାଚ୍‍ ମହିଳା ସାମରିକ ପୁଲିସ

ନୂଆଦିଲ୍ଲୀ: ଭାରତୀୟ ସେନାରେ ପ୍ରଥମ ବ୍ୟାଚ୍‍ ମହିଳା ସାମରିକ ପୁଲିସ ଦଳ ସାମିଲ ହୋଇଛନ୍ତି। ଏହି ଦଳରେ ମୋଟ ୮୩ ଜଣ ମହିଳା ସୈନିକ ରହିଛନ୍ତି। ଶନିବାର ଦିନ ବେଙ୍ଗାଲୁରୁସ୍ଥିତ କର୍ପସ ଅଫ ମିଲିଟାରୀ ପୋଲିସ ସେଣ୍ଟର ଆଣ୍ଡ…
Read More...

ନରେନ୍ଦ୍ର ମୋଦି ସରକାରଙ୍କ କାର୍ଯ୍ୟ ଅକ୍ଷମଣୀୟ ; ଅନ୍ତର୍ଜାତୀୟ ଚିକିତ୍ସା ପତ୍ରିକା ‘ଦି ଲାନ୍ସେଟ’ର ସଂପାଦକୀୟରେ ମତ

ନୂଆଦିଲ୍ଲୀ: ଭାରତ କୋଭିଡ-୧୯ ସଂକ୍ରମଣର ମୁକାବିଲା କରିବା କ୍ଷେତ୍ରରେ ଆଦ୍ୟ ଅବସ୍ଥାରେ ପାଇଥିବା ସଫଳତାକୁ ନଷ୍ଟ କରିଦେଲା ଏବଂ ସଂପ୍ରତି ଭାରତରେ ଜାତୀୟ ସ୍ତରରେ ଯେଉଁଭଳି ବିପର୍ଯ୍ୟୟ ସୃଷ୍ଟିହୋଇଛି ସେଥିପାଇଁ…
Read More...

ରାଜ୍ୟରେ ଦିନକରେ ୧୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ଗତକାଲି ଗୋଟିଏ ଦିନରେ ରାଜ୍ୟରେ ୧୯ କରୋନା ସଂକ୍ରମିତଙ୍କର ପ୍ରାଣହାନି ଘଟିଛି। ସେମାନେ ସମସ୍ତେ କୋଭିଡ ସଂକ୍ରମିତ ହୋଇ ରାଜ୍ୟର ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ। ମୃତକଙ୍କ ମଧ୍ୟରେ ଅନୁଗୁଳ…
Read More...

ରାଜ୍ୟରେ ଆଉ ୧୦,୬୩୫ କରୋନା ଆକ୍ରାନ୍ତ ଚିହ୍ନଟ; ୧୯ ମୃତ

ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୦ ହଜାର ୬୩୫ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ମୋଟ ସଂକ୍ରମିତଙ୍କ ମଧ୍ୟରୁ ଗତକାଲି ଗୋଟିଏ ଦିନରେ ୧୯ ଜଣଙ୍କର ମୃତ୍ୟୁଘଟିଛି। ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ…
Read More...

ଇଟାୱା ସଫାରି ପାର୍କରେ ଦୁଇ ସିଂହୀ କୋଭିଡ ସଂକ୍ରମିତ

ଆଲ୍ଲାହାବାଦ: ହାଇଦରାବାଦ ପରେ ଉତ୍ତର ପ୍ରଦେଶର ଇଟାୱା ସଫାରି ପାର୍କରେ ଦୁଇ ସିଂହୀ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ସେମାନଙ୍କର ନମୁନା ପରୀକ୍ଷା କରାଯିବା ପରେ ସିଂହୀ ଦୁଇଟି କରୋନାରେ ଆକ୍ରାନ୍ତ…
Read More...

ଆବଶ୍ୟକ ନଥିଲେ ଅଭିଯୁକ୍ତଙ୍କୁ ଗିରଫ କରନାହିଁ- ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶର କାରାଗାରଗୁଡିକରେ ଭିଡ କମାଇବାକୁ ଶନିବାର ଆଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ମାନ୍ୟବର ସର୍ବୋଚ୍ଚ ଅଦାଲତ ରାୟଦେଇ କହିଛନ୍ତି ଯେ ଜଣେ ଯଦି…
Read More...

ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଅଙ୍କକଷା ; ଦିଲ୍ଲୀରେ ସର୍ବାନନ୍ଦ ସୋନୋୱାଲ ଓ ହିମନ୍ତ ବିଶ୍ୱ ଶର୍ମା

ଗୁଆହାଟି: ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଭାଜପା ବିଜୟୀ ହେବାପରେ ରାଜ୍ୟରେ କିଏ ମୁଖ୍ୟମନ୍ତ୍ରୀ ହେବେ ତାହାକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା। ସେଥିପାଇଁ ସର୍ବାନନ୍ଦ ସୋନୋୱାଲ ଏବଂ ହିମନ୍ତ ବିଶ୍ୱ ଶର୍ମା ଦୁଇ…
Read More...

ହିନ୍ଦୁ ମହିଳା ପାକିସ୍ତାନରେ ସମ୍ମାନଜନକ ସେଣ୍ଟ୍ରାଲ ସୁପରିଅର ସର୍ଭିସେସ ପରୀକ୍ଷାରେ ପାଇଲେ ସଫଳତା ; ଯୋଗଦେବେ…

ଇସଲାମାବାଦ: ପାକିସ୍ତାନରେ ଜଣେ ହିନ୍ଦୁ ମହିଳା ଦେଶର ସମ୍ମାନଜନକ ସେଣ୍ଟ୍ରାଲ ସୁପରିଅର ସର୍ଭିସେସ (ସିଏସଏସ) ପରୀକ୍ଷାରେ ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହାଦ୍ୱାରା ସେ ପାକିସ୍ତାନ ପ୍ରଶାସନିକ ସେବା…
Read More...

ସୋମବାର ଠାରୁ ତାମିଲନାଡୁରେ ଦୁଇ ସପ୍ତାହ ତାଲାବନ୍ଦ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଏମ କେ ଷ୍ଟାଲିନ

ଚେନ୍ନଇ: ତାମିଲନାଡୁ ସରକାର କୋଭିଡ ସଂକ୍ରମଣ ରୋକିବା ସକାଶେ ରାଜ୍ୟରେ ଦୁଇ ସପ୍ତାହ ପାଇଁ ସଂପୂର୍ଣ୍ଣ ତାଲାବନ୍ଦ ଘୋଷଣା କରିଛନ୍ତି। ଆସନ୍ତା ସୋମବାର ମଇ ୧୦ ତାରିଖ ଠାରୁ ସମଗ୍ର ରାଜ୍ୟରେ ଲାଗୁହେବ ତାଲାବନ୍ଦ। ରାଜ୍ୟରେ…
Read More...

ଆୟକର ଆଇନରେ କୋହଳ; କୋଭିଡ ଚିକିତ୍ସା ପାଇଁ ୨ ଲକ୍ଷ ଟଙ୍କାରୁ ଅଧିକ ନଗଦ ଅର୍ଥ ଆକାରରେ ଦାଖଲ କରାଯାଇପାରିବ

ମୁମ୍ବଇ: କେନ୍ଦ୍ର ଆୟକର ବିଭାଗ ଦେଶରେ କୋଭିଡ ଚିକିତ୍ସା ନିମନ୍ତେ ଦାଖଲ କରାଯାଉଥିବା ନଗଦ ଅର୍ଥ କ୍ଷେତ୍ରରେ ଆୟକର ଆଇନରେ କିଛିଟା କୋହଳ କରିଛନ୍ତି। ଏଣିକି ଡାକ୍ତରଖାନାଗୁଡିକରେ କୋଭିଡ ଚିକିତ୍ସା ବାବଦରେ ଯଦି ୨ ଲକ୍ଷ…
Read More...

ବ୍ରିଟେନରୁ ବିଶ୍ୱର ସର୍ବବୃହତ ପଣ୍ୟବାହୀ ବିମାନରେ ଆସୁଛି ୩ ଅମ୍ଳଜାନ ପ୍ଲାଣ୍ଟ

ଲଣ୍ଡନ: ବ୍ରିଟେନରୁ ଭାରତକୁ ଆସୁଛି ତିନିଟି ଅମ୍ଳଜାନ ଉତ୍ପାଦନ ପ୍ଲାଣ୍ଟ। ବିଶ୍ୱର ସର୍ବବୃହତ ପଣ୍ୟବାହୀ ବିମାନରେ ଆସୁଛି ଏହି ଅମ୍ଳଜାନ ପ୍ଲାଣ୍ଟ। ଉତ୍ତର ଆୟର୍ଲାଣ୍ଡର ବେଲଫାଷ୍ଟରୁ ବିମାନରେ ବୋଝେଇ ହୋଇଛି ୧୮ ଟନ୍‍…
Read More...

ଦେଶରେ ଦିନକରେ ୪ ଲକ୍ଷ ୧ହଜାର ୭୮ ନୂଆ ସଂକ୍ରମିତ; ୪ ହଜାର ଟପିଲା ଦୈନିକ ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ବୃଦ୍ଧିପାଇବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ମୃତ୍ୟୁସଂଖ୍ୟା। ଗତକାଲି ଗୋଟିଏ ଦିନରେ ୪୧୮୭ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଦେଶରେ ୨୪ ଘଣ୍ଟାରେ ଏହା ସର୍ବାଧିକ କରୋନା ଜନିତ ମୃତ୍ୟୁ…
Read More...

କୋଭିଡ ଚିକିତ୍ସାରେ ଗାୟତ୍ରୀ ମନ୍ତ୍ରର ପ୍ରଭାବ ଉପରେ ଚାଲିଛି ଗବେଷଣା

ନୂଆଦିଲ୍ଲୀ: ରୋଗ ଚିକିତ୍ସା କ୍ଷେତ୍ରରେ ମନ୍ତ୍ରର ପ୍ରଭାବ ମଧ୍ୟ ରହିଛି। ମନ୍ତ୍ର ଦ୍ୱାରା ଜଣକର ମାନସିକ ସ୍ଥିତିକୁ ସ୍ଥିର ଓ ସୁଦୃଢ କରାଯାଇପାରିବ। ତାହାର ଯଥେଷ୍ଟ ପ୍ରଭାବ ଶରୀର ଉପରେ ରହିଛି। ଏହାଦ୍ୱାରା ଶରୀରେ…
Read More...

କୋଭିଡ ପରିସ୍ଥିତି ଉପରେ ସର୍ବଦଳୀୟ ବୈଠକ ଡାକିବାକୁ କହିଲେ ସୋନିଆ

ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ର ଦ୍ୱିତୀୟ ତରଙ୍ଗ ସଂକ୍ରମଣ ସଙ୍କଟଜନକ ପରିସ୍ଥିତି ସୃଷ୍ଟି କରିଛି। ଏଭଳି ପରିସ୍ଥିତିରେ କୋଭିଡ-୧୯କୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟଗୁଡିକ ପକ୍ଷରୁ ଦିଆଯାଉଥିବା ପ୍ରସ୍ତାବକୁ କେନ୍ଦ୍ର…
Read More...

ତୃତୀୟ ତରଙ୍ଗ ଆସିବା ପୂର୍ବରୁ ଅମ୍ଳଜାନ ଯୋଗାଣ ସୂତ୍ର ଜାଣିବାକୁ ଚାହିଁଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦେଶରେ କୋଭିଡ-୧୯ ମହାମାରୀର ତୃତୀୟ ତରଙ୍ଗ ଆସିବା ପୂର୍ବରୁ ରାଜ୍ୟଗୁଡିକୁ ଅମ୍ଳଜାନ ଆବଣ୍ଟନ, ତାହାର ଯୋଗାଣ ଏବଂ ପରିବହନ ଦିଗରେ ପ୍ରସ୍ତୁତି ଆରମ୍ଭ କରିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ର ସରକାରକୁ…
Read More...

ଓଡ଼ିଶାରେ ଷ୍ଟେଟ ପୁଲକୁ ଆସିଲେ ସମସ୍ତ ଡାକ୍ତର, ଡାକ୍ତରୀ ଛାତ୍ର, ପାରାମେଡିକାଲ କର୍ମଚାରୀ

ଭୁବନେଶ୍ୱର: ଓଡ଼ିଶା ସରକାର ଶୁକ୍ରବାର ରାଜ୍ୟର ସମସ୍ତ କ୍ୟାଡର ଡାକ୍ତର, ଡେଣ୍ଟାଲ ସର୍ଜନ, ପିଜି ଡାକ୍ତର, ପିଜି ପରବର୍ତ୍ତୀ ଡାକ୍ତର, ଇନ୍‍ଟର୍ଣ୍ଣ ଏବଂ ଶେଷବର୍ଷ ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ସାମୟିକ ଭାବରେ…
Read More...

କୋଭିଡ ମହାମାରୀ ସମୟରେ ଅନ୍‍ଲାଇନ ସ୍ୱାସ୍ଥ୍ୟସେବା

ଭୁବନେଶ୍ୱର: କୋଭିଡ ମହାମାରୀ ସମୟରେ ସାଧାରଣ ଅଥବା ଜଟିଳ ରୋଗରେ ପୀଡିତ ଲୋକ ମଧ୍ୟ ଚିକିତ୍ସା ସୁବିଧା ପାଇପାରୁନାହାନ୍ତି। ଡାକ୍ତରଖାନା ଯିବାକୁ ସେମାନେ ଭୟ କରୁଥିବାବେଳେ ଡାକ୍ତରମାନେ ମଧ୍ୟ ଉପଲବ୍ଧ ହେଉନାହାନ୍ତି।…
Read More...

କର୍ଣ୍ଣାଟକକୁ ଅଧିକ ଅମ୍ଳଜାନ ଯୋଗାଣ ମାମଲା; ସୁପ୍ରିମକୋର୍ଟରେ ହାରିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: କର୍ଣ୍ଣାଟକରେ କୋଭିଡ ରୋଗୀଙ୍କ ପାଇଁ ଅଧିକ ଅମ୍ଳଜାନ ଯୋଗାଇ ଦେବାକୁ କର୍ଣ୍ଣାଟକ ହାଇକୋର୍ଟ ଦେଇଥିବା ରାୟ ବିରୁଦ୍ଧରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଦାଏର କରିଥିବା ମାମଲା ହାରିଯାଇଛନ୍ତି।…
Read More...

ଜୁନ, ଜୁଲାଇରେ ମଧ୍ୟପ୍ରଦେଶ ବିଶ୍ୱବିଦ୍ୟାଳୟ ପରୀକ୍ଷା; ବହି ଖୋଲା ପଦ୍ଧତିରେ ହେବ

ନୂଆଦିଲ୍ଲୀ: ସଂପ୍ରତି କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ମଧ୍ୟପ୍ରଦେଶରେ ଅନୁସ୍ନାତକ (ୟୁଜି) ଏବଂ ସ୍ନାତକୋତ୍ତର (ପିଜି) ଛାତ୍ରଛାତ୍ରୀଙ୍କ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଏହି ପରୀକ୍ଷା ଆଗାମୀ ଜୁନ-ଜୁଲାଇ ମାସରେ…
Read More...

ଜଣେ ହତ୍ୟାକାରୀ, ଆଉ ଜଣେ ମୁସଲମାନ ଆମ୍ବୁଲାନ୍ସ ଚାଳକ: ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ

ଭୋପାଳ: ଦେଶରେ ଏବେ କରୋନା ମହାମାରୀ ଯେଉଁଭଳି ସ୍ଥିତିରେ ପହଞ୍ଚିଛି, ଡାକ୍ତରଖାନା ବାରଣ୍ଡା, ଶ୍ମଶାନ ଘାଟରେ ଯେଉଁଭଳି ଭାବରେ ମୃତଦେହ ଉପରେ ମୃତଦେହ ଗଦା ହେବାରେ ଲାଗିଛି; ତାହା ଯେକେହି କଠୋର ବ୍ୟକ୍ତିଙ୍କ ହୃଦୟକୁ…
Read More...

ବିମାନ ଆମ୍ବୁଲାନ୍ସର ଚକ ବାହାରିଗଲା; ବିମାନ ବନ୍ଦରରେ କଲା ବେଲି ଲ୍ୟାଣ୍ଡିଂ

ମୁମ୍ବଇ: ଜଣେ ଗୁରୁତର ରୋଗୀଙ୍କ ଜରୁରୀ ଚିକିତ୍ସା ଆବଶ୍ୟକ ପଡିବାରୁ ତାଙ୍କୁ ବିମାନ ଆମ୍ବୁଲାନ୍ସ ଯୋଗେ ଅଣାଯାଉଥିଲା। କିନ୍ତୁ ବିମାନଟି ଉପରକୁ ଉଠିବା ପରେ ତାହାର ଗୋଟିଏ ଚକ ବାହାରି ଖସିପଡିଲା। ପାଇଲଟ ଏକଥା…
Read More...

ଭାରତରେ ଘଣ୍ଟାକୁ ମରୁଛନ୍ତି ୧୫୦; ୧୦ ଦିନରେ ମୃତ୍ୟୁସଂଖ୍ୟା ବିଶ୍ୱରେ ସର୍ବାଧିକ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାଡିଚାଲିବା ସହିତ ଦିନକୁ ଦିନ ଅଧିକରୁ ଅଧିକ ଜୀବନ ନେବାରେ ଲାଗିଛି। ଆଜି ଦୈନିକ ସଂକ୍ରମଣ ସଂଖ୍ୟା ୪ ଲକ୍ଷ ୧୪ ହଜାର ଅତିକ୍ରମ କରିଛି। ଗତ କିଛିଦିନ ଧରି ଦେଶରେ ଦୈନିକ ୩ ଲକ୍ଷରୁ…
Read More...

ଦେଶରେ ୨୪ ଘଣ୍ଟାରେ ୪.୧୪ ଲକ୍ଷ ନୂଆ ସଂକ୍ରମିତ; ୩୯୧୫ ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ଗତକାଲି ଗୋଟିଏ ଦିନରେ ୪ ଲକ୍ଷ ୧୪ ହଜାର ୧୮୮ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ ଗୋଟିଏ ଦିନରେ ଦେଶରେ ୩୯୧୫ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଭାରତରେ ମୋଟ କରୋନା…
Read More...

ଆଜି ତାଲାବନ୍ଦର ତୃତୀୟ ଦିନ; ବଢୁଛି ସଂକ୍ରମଣ ଓ ମୃତ୍ୟୁସଂଖ୍ୟା ; ତଥାପି କଟକଣା ମାନିବାକୁ ଲୋକେ ନାରାଜ

ଭୁବନେଶ୍ୱର: କରୋନାର ଦ୍ୱିତୀୟ ଲହର ସଂକ୍ରମଣ ଦ୍ରୁତଗତିରେ ବ୍ୟାପୁଥିବା ଏବଂ ସେହି କାରଣରୁ ଗୁରୁତର ଅସୁସ୍ଥ ଏବଂ ମୃତ୍ୟୁ ସଂଖ୍ୟା ବୃଦ୍ଧିପାଉଥିବାବେଳେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ରାଜ୍ୟ ସରକାର ସମଗ୍ର…
Read More...

କେମିତି ବଢାଇବେ ଶରୀରର ରୋଗ ପ୍ରତିରୋଧ ଶକ୍ତି

ନୂଆଦିଲ୍ଲୀ: ଦେଶର ସାଂପ୍ରତିକ ମହାମାରୀ ପରିସ୍ଥିତିକୁ ଦୃଷ୍ଟିରେ ରଖି ଚିକିତ୍ସା ବିଶେଷଜ୍ଞମାନେ ଜନସାଧାରଣଙ୍କୁ କୋଭିଡ କଟକଣା ସଂପୂର୍ଣ୍ଣ ଓ ସଠିକ ଭାବରେ ପାଳନ କରିବାକୁ ବାରମ୍ବାର ପରାମର୍ଶ ଦେଉଛନ୍ତି। ଏଥିସହିତ…
Read More...

ବର-କନ୍ୟା ଉଭୟ ଉଭୟଙ୍କୁ ପିନ୍ଧାଇଲେ ମଙ୍ଗଳସୂତ୍ର

ମୁମ୍ବଇ: ସାରା ଦେଶ ଏବେ କରୋନା ସହିତ ଲଢେଇ କରୁଛି। କିଏ କେତେବେଳେ ଏହି ମହାମାରୀରେ ସଂକ୍ରମିତ ହେବ, କାହାର କେତେବେଳେ ଜୀବନ ଯିବ, ସେକଥା କେହି ଜାଣିନି। ତା’ଭିତରେ ଜୀବନ ବଞ୍ଚିବାକୁ ପଡୁଛି ସଭିଙ୍କୁ। ଚାରିଆଡେ ହା…
Read More...

କରୋନା ମହାମାରୀ ଯୋଗୁ ଭାରତର ୨୩ କୋଟି ଲୋକ ଉତ୍କଟ ଦାରିଦ୍ର୍ୟ ମଧ୍ୟକୁ ଚାଲିଯାଇଛନ୍ତି

ହାଇଦରାବାଦ: କରୋନା ମହାମାରୀ, ତଦ୍‍ଜନିତ ତାଲାବନ୍ଦ ଭାରତୀୟ ଜନସାଧାରଣଙ୍କ ଉପରେ ଶାରୀରିକ, ମାନସିକ ଓ ଆର୍ଥିକ ସ୍ତରରେ ସାଂଘାତିକ ପ୍ରଭାବ ପକାଉଛି। ମହାମାରୀ କାରଣରୁ ଭାରତର ୨୩ କୋଟି ଲୋକ ଉତ୍କଟ ଦାରିଦ୍ର୍ୟ ମଧ୍ୟକୁ…
Read More...

ଅଭିନେତ୍ରୀ ଶ୍ରୀପଦାଙ୍କର କରୋନାରେ ପରଲୋକ

ମୁମ୍ବଇ: କରୋନରେ ଆକ୍ରାନ୍ତ ହୋଇ ବୁଧବାର ଦିନ ପ୍ରାଣ ହରାଇଛନ୍ତି ବିଗତ ଦିନର ଅଭିନେତ୍ରୀ ଶ୍ରୀପଦା। ସେ ଧର୍ମେନ୍ଦ୍ର ଏବଂ ବିନୋଦ ଖାନ୍ନାଙ୍କ ସମେତ ହିନ୍ଦୀ ଚଳଚ୍ଚିତ୍ର ଜଗତର ବହୁ ଅଭିନେତାଙ୍କ ସହିତ କାମ କରିଥିଲେ।…
Read More...

ଜେଲରେ ବନ୍ଦୀ ଥିବା ଆଶାରାମ କରୋନା ସଂକ୍ରମିତ; ଆସିୟୁରେ ଭର୍ତ୍ତି

ଯୋଧପୁର: ଜେଲରେ ବନ୍ଦୀ ଥିବା ଆତ୍ମଘୋଷିତ ସନ୍ଥ ଆଶାରାମ କରୋନାରେ ସଂକ୍ରମିତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ନିମନ୍ତେ ରାଜସ୍ଥାନର ଯୋଧପୁରସ୍ଥିତ ଏମଡିଏମ ଡାକ୍ତରଖାନାର ସ୍ୱତନ୍ତ୍ର ଯତ୍ନ କୋଠରୀ (ଆଇସିୟୁ)ରେ ଭର୍ତ୍ତି…
Read More...

ଦେଶରେ ଦିନକରେ ୪.୧୨ ଲକ୍ଷ ନୂଆ ସଂକ୍ରମିତ; ୩୯୮୦ ମୃତ

ନୂଆଦିଲ୍ଲୀ: ବୁଧବାର ଦିନ ଦେଶରେ ୪.୧୨ ଲକ୍ଷ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ ଗୋଟିଏ ଦିନରେ ୩୯୮୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ସରକାରୀ ସୂତ୍ର ଅନୁଯାୟୀ ଗୋଟିଏ ଦିନରେ ଏତେ…
Read More...

ଆରଏଲଡି ମୁଖ୍ୟ ଅଜିତ ସିଂହଙ୍କ କରୋନାରେ ପରଲୋକ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଲୋକ ଦଳ (ଆରଏଲଡି) ମୁଖିଆ ଚୋୖଧୁରୀ ଅଜିତ ସିଂହଙ୍କର ପରଲୋକ ଘଟିଛି। ସେ କରୋନାରେ ଆକ୍ରାନ୍ତ ହୋଇ ଗୁରୁଗ୍ରାମର ଏକ ଡାକ୍ତରଖାନାରେ ଚିକିତ୍ସିତ ଥିଲେ। ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। କରୋନାରେ…
Read More...

ନିର୍ବାଚନୀ ହିଂସାକୁ ନେଇ ପଶ୍ଚିମବଙ୍ଗକୁ ଗୃହ ମନ୍ତ୍ରଣାଳୟର କଡା ଚେତାବନୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଲାଗିରହିଥିବା ନିର୍ବାଚନ ପରବର୍ତ୍ତୀ ହିଂସାଘଟଣାକୁ ନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅତ୍ୟନ୍ତ କ୍ଷୁବ୍ଧ ହୋଇଛି। ମନ୍ତ୍ରଣାଳୟ ସଚିବ ରାଜ୍ୟକୁ ପତ୍ରଲେଖି କଡା ଚେତାବନୀ ଦେଇଛନ୍ତି। ଚଳିତ ମାସ…
Read More...

ଜାମ୍ମୁ କାଶ୍ମୀରରେ ୩ ଆତଙ୍କି ନିହତ

ଶ୍ରୀନଗର: ଜାମ୍ମୁ କାଶ୍ମୀରରେ ଗତକାଲି ୩ ଆତଙ୍କି ପ୍ରାଣ ହରାଇଛନ୍ତି। ସୁରକ୍ଷାକର୍ମୀଙ୍କ ସହିତ ସଂଘର୍ଷରେ ସେମାନଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ରାଜ୍ୟର ସୋପିଆନରେ ଘଟିଛି ଏହି ଘଟଣା। ସୋପିଆନ ଜିଲାର କନିଗାମ୍‍…
Read More...

ରାଜ୍ୟରେ ପୁଣି ୧୦ ହଜାର ଟପିଲା ନୂଆ ସଂକ୍ରମିତଙ୍କ ସଂଖ୍ୟା; ଦିନକରେ ୧୦,୫୨୧ ଚିହ୍ନଟ; ୧୭ ମୃତ

ଭୁବନେଶ୍ୱର: ରାଜ୍ୟରେ ପୁଣି ଉପରମୁହାଁ ହୋଇଛି କରୋନା ସଂକ୍ରମଣ। ଗତକାଲି ଗୋଟିଏ ଦିନରେ ନୂଆ ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ଟପିଛି। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ନୂଆ ୧୦,୫୨୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।…
Read More...

ଆକାଶରୁ ଖସୁଛି ରକେଟ; ସପ୍ତାହକ ଭିତରେ ଭୂପୃଷ୍ଠରେ ପଡିବ

ୱାଶିଂଟନ: ଆକାଶରେ ନିୟନ୍ତ୍ରଣ ହରାଇଛି ଏକ ରକେଟ। ରକେଟଟି ଏବେ ତଳକୁ ଖସିବା ଆରମ୍ଭ କରିଛି। ସପ୍ତାହକ ଭିତରେ ଭୂପୃଷ୍ଠରେ ଆସି ପଡିବ। ଏହି ବିଶାଳକାୟ ରକେଟ କେଉଁଠି ପଡିବ ତାହା ଜଣାପଡିନାହିଁ। ଏବେ ଏହାକୁ ନେଇ…
Read More...

କୋଭିଡ ଚିକିତ୍ସା ଭିତ୍ତିଭୂମି ପାଇଁ ରିଜର୍ଭ ବ୍ୟାଙ୍କର ୫୦,୦୦୦ କୋଟି ଟଙ୍କା ପାଣ୍ଠି ବ୍ୟବସ୍ଥା ; ରାଜ୍ୟଗୁଡିକ ପାଇଁ…

ମୁମ୍ବଇ: ଦେଶରେ କୋଭିଡର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଜନିତ ଗୁରୁତର ସ୍ୱାସ୍ଥ୍ୟ ସଙ୍କଟ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) କେତେକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ପଦକ୍ଷେପ ଘୋଷଣା କରିଛି।…
Read More...

ଅମ୍ଳଜାନ ଯୋଗାଣ କରାନଯିବା ଗଣହତ୍ୟା ଠାରୁ କିଛି କମ୍‍ ନୁହେଁ- ଆଲ୍ଲାହାବାଦ ଉଚ୍ଚ ନ୍ୟାୟାଳୟ

ଆଲ୍ଲାହାବାଦ: ଅମ୍ଳଜାନ ଯୋଗାଣ କରାନଯିବା ଦ୍ୱାରା କୋଭିଡ-୧୯ ଆକ୍ରାନ୍ତ ଲୋକମାନେ ପ୍ରାଣ ହରାଇବା ଏକ ଅପରାଧମୂଳକ କାର୍ଯ୍ୟ, ଏକ ନରସଂହାର ଠାରୁ କିଛି କମ୍‍ ନୁହେଁ। ଏଭଳି ଯୋଗାଣ ସୁନିଶ୍ଚିତ କରିବା ଦାୟିତ୍ୱ…
Read More...

ଦିନକରେ ଦେଶରେ ୩ ଲକ୍ଷ ୮୨ହଜାରରୁ ଅଧିକ ନୂଆ ସଂକ୍ରମିତ; ୩୭୮୦ ମୃତ

ନୂଆଦିଲ୍ଲୀ: ମଙ୍ଗଳବାର ଗୋଟିଏ ଦିନରେ ଦେଶରେ ୩ ଲକ୍ଷ ୮୨ ହଜାର ୩୧୫ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ ଦେଶରେ ୩୭୮୦ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ମହାରାଷ୍ଟ୍ରରେ ଗୋଟିଏ…
Read More...

ଆଜି ରାଜ୍ୟର ୧୫ ଜିଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ଓଡ଼ିଶାର ୧୫ ଜିଲାରେ ବୁଧବାର ଦିନ ଟିକାକରଣକୁ ବନ୍ଦ ରଖାଯାଇଛି। ଆବଶ୍ୟକ ପରିମାଣର ଟିକା ମହଜୁଦ ନଥିବାରୁ ଏହି ଜିଲାଗୁଡିକରେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଜି ଟିକାକରଣ ବନ୍ଦ ରଖାଯାଇଛି। ଏହି ଜିଲାଗୁଡିକ…
Read More...

ରାଜ୍ୟରେ ୧୪ ଦିନିଆ ତାଲାବନ୍ଦ ଆରମ୍ଭ

ଭୁବନେଶ୍ୱର: କରୋନାର ଦ୍ୱିତୀୟ ପର୍ଯ୍ୟାୟ ଭୟାବହ ପରିଣତିକୁ ରୋକିବା ସକାଶେ ରାଜ୍ୟ ସରକାର ଶେଷ ପ୍ରୟାସ ସ୍ୱରୂପ ଜାରି କରିଛନ୍ତି ତାଲାବନ୍ଦ। ଆଜି ବୁଧବାର ସକାଳୁ ୧୪ ଦିନିଆ ତାଲାବନ୍ଦ ସାରା ରାଜ୍ୟରେ ଆରମ୍ଭ ହୋଇଛି।…
Read More...

ଗୋଟିଏ ଦିନରେ ରାଜ୍ୟରେ ୧୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ଗତକାଲି ଗୋଟିଏ ଦିନରେ ୧୬ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୪ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ସେହିଭଳି ଗଜପତି ଓ କଳାହାଣ୍ଡି…
Read More...

ରାଜ୍ୟରେ ନୂଆ ୯୮୮୯ କୋଭିଡ ଆକ୍ରାନ୍ତ; ଖୋର୍ଦ୍ଧାରୁ ସର୍ବାଧିକ ୧୩୩୧ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୯୮୮୯ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୩୩୧ ଜଣ ଚିହ୍ନଟ ହୋଇଥିବାବେଳେ ଦ୍ୱିତୀୟ ସର୍ବାଧିକ ଆକ୍ରାନ୍ତ…
Read More...

୨ ବର୍ଷର ପୁଅକୁ ୧୮ ଲକ୍ଷ ଟଙ୍କାରେ ବିକିଲା ବାପା

ଝେଜିଆଙ୍ଗ (ଚୀନ): ନିଜ ନୂଆ ପତ୍ନୀଙ୍କୁ ଖୁସି କରିବାକୁ ତାଙ୍କୁ ବୁଲାଇନେବାକୁ ଚାହିଁଲେ ସ୍ୱାମୀ। ସେଥିପାଇଁ ଦରକାର ହେଲା ଟଙ୍କା। ଟଙ୍କା ଯୋଗାଡ କରିବାକୁ ଶେଷରେ ନିଜର ଦୁଇବର୍ଷର ପୁଅକୁ ବିକ୍ରି କରିଦେଲେ ଏହି…
Read More...

ଦେଶବ୍ୟାପୀ ତାଲାବନ୍ଦ ଘୋଷଣା, ଅସ୍ଥାୟୀ ଡାକ୍ତରଖାନା ଓ ଟିକାକରଣ ଅଭିଯାନ ତ୍ୱରାନ୍ୱିତ କର

ୱାଶିଂଟନ: ଭାରତରେ କୋଭିଡ-୧୯ର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣକୁ ନିୟନ୍ତଣ କରିବା ସକାଶେ ଦେଶବ୍ୟାପୀ ତାଲାବନ୍ଦ ଘୋଷଣା ସହିତ ବିଭିନ୍ନ ସ୍ଥାନରେ ବହୁସଂଖ୍ୟାରେ ଅସ୍ଥାୟୀ ଡାକ୍ତରଖାନା ନିର୍ମାଣ ଏବଂ କୋଭିଡ ପ୍ରତିଷେଧକ…
Read More...

କରୋନାରେ ପ୍ରାଣ ହରାଇଲେ କେନ୍ଦ୍ରମନ୍ତ୍ରୀଙ୍କ ଝିଅ

ଇନ୍ଦୋର: କେନ୍ଦ୍ରମନ୍ତ୍ରୀ ଥାୱରଚାନ୍ଦ ଗେହଲଟଙ୍କ ଝିଅ ଯୋଗିତା ସୋଲାଙ୍କିଙ୍କର ଏଠାରେ କରୋନାରେ ପରଲୋକ ଘଟିଛି। ୪୨ ବର୍ଷ ବୟସ୍କା ଯୋଗିତା କରୋନାରେ ସଂକ୍ରମିତ ହେବାପରେ ତାଙ୍କୁ ଇନ୍ଦୋରର ଏକ ଘରୋଇ ଡାକ୍ତରଖାନାରେ…
Read More...

ଭାରତର ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଓ ଆମେରିକୀୟ ପ୍ରତିପକ୍ଷ ବ୍ଲିଙ୍କେନଙ୍କ ମଧ୍ୟରେ ସାକ୍ଷାତ

ଲଣ୍ଡନ: ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏବଂ ଆମେରିକା ବୈଦେଶିକ ମନ୍ତ୍ରୀ ଆନ୍ଥୋନି ବ୍ଲିଙ୍କେନଙ୍କ ମଧ୍ୟରେ ଏଠାରେ ସାକ୍ଷାତ ଆଲୋଚନା ହୋଇଛି। ଜି୭ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବାକୁ…
Read More...

ବିଲ୍‍ ଓ ମେଲିଣ୍ଡା ଗେଟ୍‍ସଙ୍କ ମଧ୍ୟରେ ବିବାହ ବିଚ୍ଛେଦ; ୨୭ ବର୍ଷର ବୈବାହିକ ଜୀବନରେ ପଡିଲା ପୂର୍ଣ୍ଣଚ୍ଛେଦ

ନ୍ୟୁୟର୍କ: ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ତଥା ବିଶ୍ୱର ସବୁଠାରୁ ବଦାନ୍ୟ ବ୍ୟକ୍ତି ଭାବରେ ସୁପରିଚିତ ବିଲ୍‍ ଗେଟ୍‍ସ ଓ ତାଙ୍କ ପତ୍ନୀ ମେଲିଣ୍ଡା ଗେଟ୍‍ସଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଛି। ଏଥିସହିତ ସେମାନଙ୍କର…
Read More...

ଆସନ୍ତା କାଲି ଠାରୁ ସମଗ୍ର ରାଜ୍ୟରେ ତାଲାବନ୍ଦ

• ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ୧୪ ଦିନ ପର୍ଯ୍ୟନ୍ତ ରହିବ ତାଲାବନ୍ଦ କଟକଣା • ତାଲାବନ୍ଦ ସମୟରେ ସମସ୍ତ ଅତ୍ୟାବଶ୍ୟକ ସେବା ଜାରି ରହିବ • ଟିକାକରଣ ମଧ୍ୟ ପୂର୍ବଭଳି ଚାଲିବ • ତାଲାବନ୍ଦ ସମୟରେ…
Read More...

ରାଜ୍ୟରେ ଦିନକରେ ୮୨୧୬ ନୂଆ ସଂକ୍ରମିତ ଚିହ୍ନଟ; ୧୫ ମୃତ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୮୨୧୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଗୋଟିଏ ଦିନରେ ୧୫ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ଖୋର୍ଦ୍ଧାରେ ଦିନକ ମଧ୍ୟରେ ସର୍ବାଧିକ ୧୨୭୧…
Read More...

ଦୈନିକ ୧୦୦୦ ଟନ୍ ତରଳ ଅମ୍ଳଜାନ ମାଗଣାରେ ଯୋଗାଉଛି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ

ମୁମ୍ବଇ: ସମଗ୍ର ଭାରତ କୋଭିଡ ମହାମାରୀର ଅପ୍ରତ୍ୟାଶିତ ନୂଆ ଲହରକୁ ନେଇ ଗୁରୁତର ସଙ୍କଟର ସମ୍ମୁଖୀନ ହେଉଥିବାବେଳେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ମୂଲ୍ୟବାନ ଜୀବନ ବଂଚାଇବା ପାଇଁ ସମସ୍ତ ପ୍ରୟାସ ଜାରି ରଖିଛି। ସାଂପ୍ରତିକ…
Read More...

ମେ ୧୦ରେ ଆସ୍ଥାଭୋଟ ଲୋଡିବେ ନେପାଳ ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲି

କାଠମାଣ୍ଡୁ: କ୍ଷମତାରେ ରହିବାକୁ ନେପାଳ ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲି ଚଳିତ ମାସ ୧୦ ତାରିଖରେ ଦେଶର ସଂସଦରେ ଆସ୍ଥାଭୋଟ ଲୋଡିବେ। ୨୭୫ ସଦସ୍ୟ ବିଶିଷ୍ଟ ନେପାଳ ସଂସଦର ନିମ୍ନ ସଦନରେ ଓଲି ୧୩୬ ଭୋଟ ଆବଶ୍ୟକ…
Read More...

ଭାରତରେ ତାଞ୍ଜାନିଆ ପ୍ରତିରକ୍ଷା ପରାମର୍ଶଦାତାଙ୍କ କୋଭିଡରେ ପରଲୋକ

ନୂଆଦିଲ୍ଲୀ: ଏଠାରେ ଥିବା ବିଭିନ୍ନ ଦୂତାବାସରେ କୋଭିଡ ସଂକ୍ରମଣ ବୃଦ୍ଧିପାଉଥିବା ଖବର ହସ୍ତଗତ ହୋଇଥିବାବେଳେ ଭାରତରେ ଅବସ୍ଥାପିତ ତାଞ୍ଜାନିଆର ଜଣେ କୂଟନୀତିଜ୍ଞଙ୍କର ଦିଲ୍ଲୀ କ୍ୟାଣ୍ଟନମେଣ୍ଟର ବେସ୍‍ ହସପିଟାଲରେ…
Read More...

ରାଜ୍ୟରେ ୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରୁ ସୁନ୍ଦରଗଡରୁ ୩ ଏବଂ ଖୋର୍ଦ୍ଧାରୁ ୨ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା…
Read More...

କୋଭିଡ ସଂକ୍ରମଣକୁ ପ୍ରତିହତ କରୁଛି କ୍ଲେବିରା

ଭାରତ ସରକାରଙ୍କ ନିୟାମକ ଦ୍ୱାରା ହାଲୁକାରୁ ମଧ୍ୟମ କରୋନା ସଂକ୍ରମଣର ସହାୟକ ଚିକିତ୍ସା ପାଇଁ ଅନୁମୋଦନ ଚେନ୍ନଇ: ଦେଶରେ କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଥିବାବେଳେ ଅମ୍ଳଜାନ ଏବଂ ଡାକ୍ତରଖାନାରେ ଚିକିତ୍ସା…
Read More...

ଭୋଜନ ପୂର୍ବରୁ ପ୍ରାର୍ଥନା ; ପୋଷା କୁକୁରଙ୍କୁ ଶିଖାଉଛନ୍ତି ମହିଳା

ନୂଆଦିଲ୍ଲୀ: ଭୋଜନ କରିବା ପୂର୍ବରୁ ଆମର ଅନ୍ନଦାତା ଭଗବାନଙ୍କୁ ପ୍ରଥମେ ପ୍ରାର୍ଥନା କରିବା ଆବଶ୍ୟକ। ତାହାପରେ ଭୋଜନ ଗ୍ରହଣ। ନିଜର ପୋଷା କୁକୁରଙ୍କୁ ଏହା ଶିକ୍ଷା ଦେଉଛନ୍ତି ଜଣେ ମହିଳା। ପୋଷା କୁକୁର ଦୁଇଟି ମଧ୍ୟ…
Read More...

ନିର୍ବାଚନ ପରିଚାଳନାରୁ ଅବ୍ୟାହତି ଘୋଷଣାକଲେ ପ୍ରଶାନ୍ତ କିଶୋର

• ନିର୍ବାଚନ ଆୟୋଗ ଭାଜପାର ହାତବାରିସି ହୋଇଛନ୍ତି • କଂଗ୍ରେସ ନିଜକୁ ସୁଧାରିବା ଆବଶ୍ୟକ କୋଲକାତା: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ବିପୁଳ ବିଜୟ ହାସଲ କରି ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ପ୍ରସ୍ତୁତ…
Read More...

ଦେଶରେ ୨-୩ ମାସ ଟିକା ଅଭାବ ଲାଗିରହିବ: ପୁନାୱାଲା

ନୂଆଦିଲ୍ଲୀ: ଦେଶରେ କୋଭିଡ ପ୍ରତିଷେଧକ ଟିକାର ଅଭାବ ପରିସ୍ଥିତି ଆସନ୍ତା ୨-୩ ମାସ ପର୍ଯ୍ୟନ୍ତ ଲାଗିରହିବ। ଆବଶ୍ୟକତା ଅନୁଯାୟୀ ଅଧିକ ଟିକା ଉତ୍ପାଦନ ପାଇଁ ତାଙ୍କୁ ପୂର୍ବରୁ ପ୍ରସ୍ତାବ ଦିଆଯାଇନଥିବାରୁ ସେ ଟିକା…
Read More...

ରାଜ୍ୟରେ ୧୪ ଦିନିଆ ତାଲାବନ୍ଦ ଘୋଷଣା ; ଆସନ୍ତା ବୁଧବାରଠାରୁ ୧୯ ତାରିଖ ପର୍ଯ୍ୟନ୍ତ ସଂପୂର୍ଣ୍ଣ ତାଲାବନ୍ଦ

ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀର ଭୟାବହତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୧୪ ଦିନ ପାଇଁ ସଂପୂର୍ଣ୍ଣ ତାଲାବନ୍ଦ ଘୋଷଣା କରିଛନ୍ତି। ଚଳିତ ମେ ମାସ ରାଜ୍ୟରେ ଚଳିତ ମେ ମାସ ୫ ତାରିଖ ବୁଧବାର ସକାଳ ଠାରୁ ୧୯…
Read More...

ରାଜ୍ୟରେ ଦିନକରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪ ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି। ରାୟଗଡା ଜିଲାରୁ ସର୍ବାଧିକ ୪ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଥିବାବେଳେ କେନ୍ଦୁଝରରେ ୨ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ…
Read More...

ରାଜ୍ୟରେ ଗୋଟିଏ ଦିନରେ ୮୦୧୫ ନୂଆ ସଂକ୍ରମିତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୧୨୭୫

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୦୧୫ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୨୭୫ ନୂଆ ସଂକ୍ରମିତ ରହିଛନ୍ତି। ଏଥିସହିତ ଅନୁଗୁଳରୁ ୫୨୫, ବାଲେଶ୍ୱର…
Read More...

ନୂଆଦିଲ୍ଲୀରେ ପହଞ୍ଚିଲା ଆମେରିକାର ଜରୁରୀକାଳୀନ ଚିକିତ୍ସା ସାମଗ୍ରୀ

ନୂଆଦିଲ୍ଲୀ: ଭାରତରେ କରୋନା ମହାମାରୀର ଭୟାବହତାକୁ ଗମ୍ଭୀରତାର ସହିତ ନେଇ ଆମେରିକା ପ୍ରଶାସନ ଭାରତକୁ ଜରୁରୀକାଳୀନ ଚିକିତ୍ସା ସହାୟତା ପଠାଇବା ଆରମ୍ଭ କରିଛନ୍ତି। ଶୁକ୍ରବାର ଆମେରିକୀୟ ବିମାନରେ ଗୁରୁତ୍ୱପୂର୍ଣ୍ଣ…
Read More...

ଉତ୍ତର ପ୍ରଦେଶ ହାତ୍ରସରେ ବିଷାକ୍ତ ମଦ ପିଇ ୬ ମୃତ

ମଥୁରା: ଉତ୍ତର ପ୍ରଦେଶର ହାତ୍ରସ ଜିଲାରେ ବିଷାକ୍ତ ମଦ ପିଇ ୬ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାର ଅନ୍ୟ ବହୁ ଗୁରୁତର ଅସୁସ୍ଥ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଏହି ଘଟଣାରେ ଜଣେ ପୁଲିସ ଉପ ନିରୀକ୍ଷକ ଏବଂ…
Read More...

ଜେଲରୁ ଛାଡ ପାଇଲେ ଲାଲୁ ଯାଦବ ; ଦିଲ୍ଲୀ ଏମ୍ସରେ ରହି ଚିକିତ୍ସିତ ହେବେ

ନୂଆଦିଲ୍ଲୀ: ରାଞ୍ଚି ଉଚ୍ଚ ନ୍ୟାୟାଳୟ ମଞ୍ଜୁର କରିଥିବା ଜାମିନର ସମସ୍ତ ଆନୁଷଙ୍ଗିକ ଆଇନଗତ ଦିଗ ପୂରଣ କରିବା ପରେ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ଲାଲୁ ପ୍ରସାଦ ଯାଦବ ଗୁରୁବାର ଜେଲରୁ ଛାଡ ପାଇଛନ୍ତି। ଲାଲୁ…
Read More...

ଦେଶରେ ଦିନକରେ ୩,୮୬,୪୫୨ ନୂଆ ଆକ୍ରାନ୍ତ; ୩୪୯୮ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୩,୮୬,୪୫୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଦିନକରେ କରୋନା ଆକ୍ରାନ୍ତ ସଂଖ୍ୟାରେ ଦେଶରେ ନୂଆ ରେକର୍ଡ ସୃଷ୍ଟିହୋଇଛି। ସେହିଭଳି କରୋନାରେ ୩୪୯୮ ଜଣଙ୍କର…
Read More...

ସୂଚନା ଅଧିକାର ଆଇନରୁ ଛାଡ ପାଇବେନାହିଁ ବ୍ୟାଙ୍କ

ନୂଆଦିଲ୍ଲୀ: ଦେଶର ବ୍ୟାଙ୍କଗୁଡିକୁ ସୂଚନା ଅଧିକାର ଆଇନ (ଆରଟିଆଇ) ପରିସରରୁ ବାଦ୍‍ ଦେବାକୁ ବ୍ୟାଙ୍କଗୁଡିକ ପକ୍ଷରୁ କରାଯାଇଥିବା ଆବେଦନକୁ ସୁପ୍ରିମ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ସୁପ୍ରିମକୋର୍ଟ ପୂର୍ବରୁ ଭାରତୀୟ…
Read More...

ବିବାହର ଦିନକ ପୂର୍ବରୁ କୋଭିଡରେ ଚାଲିଗଲା ବର ଜୀବନ

ଚିକ୍କାମାଗାଲୁରୁ: ବିବାହ ତାରିଖ ଧାର୍ଯ୍ୟ ହେବାପରେ ଦଶଦିନ ମଧ୍ୟରେ ଦୁଇ ଦୁଇଥର କୋଭିଡ ପରୀକ୍ଷା କରାଇଥିଲେ। ସେଥିରୁ ସଂକ୍ରମଣ ନଥିବା ସ୍ପଷ୍ଟ ହୋଇଥିଲା। ବିବାହ ଦିନ ପାଖେଇ ଆସିଲା। ହେଲେ ବିବାହ ପୂର୍ବଦିନ ଦେହ…
Read More...

ଆଜି ଆନ୍ତର୍ଜାତିକ ନୃତ୍ୟ ଦିବସ ; ମହାମାରୀ ଭିତରେ ମାନସିକ ଶକ୍ତି ଦେଉଛି ନୃତ୍ୟ

ନୂଆଦିଲ୍ଲୀ: ଆଜି ଏପ୍ରିଲ ୨୯, ଆନ୍ତର୍ଜାତିକ ନୃତ୍ୟ ଦିବସ। ପ୍ରତିବର୍ଷ ଏହି ଦିନଟି ସାରା ବିଶ୍ୱରେ ନୃତ୍ୟର ଦିନ ଭାବରେ ପାଳିତ ହେଉଛି। ସଂପ୍ରତି କରୋନା ମହାମାରୀ ପରିସ୍ଥିତିରେ ଅଧିକାଂଶ ଜନସାଧାଣ ମାନସିକ ସ୍ତରରେ…
Read More...

ଇଦରେ ମୁକ୍ତିଲାଭ କରିବ ନାହିଁ ‘ସତ୍ୟମେବ ଜୟତେ ୨’

ମୁମ୍ବଇ: ଦେଶରେ କରୋନା ମହାମାରୀର ଭୟଙ୍କର ପରିସ୍ଥିତିକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଇଦ୍‍ ଅବସରରେ ମୁକ୍ତିଲାଭ କରିବ ନାହିଁ ‘ସତ୍ୟମେବ ଜୟତେ’। ମେ ମାସରେ ପଡୁଥିବା ଇଦ୍‍ ଅବସରରେ ମିଲାପ ଝାଭେରୀଙ୍କ ନିର୍ଦ୍ଦେଶିତ ଏହି…
Read More...

ନିଜ ନାଗରିକଙ୍କୁ ଆମେରିକାର ପରାମର୍ଶ- ଯେତେଶୀଘ୍ର ପାରୁଛ ଭାରତ ଛାଡି ପଳାଅ

ନୂଆଦିଲ୍ଲୀ: ଭାରତରେ କରୋନା ମହାମାରୀର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ଗଭୀର ଚିନ୍ତା ପ୍ରକଟ କରିଛି ଆମେରିକା ପ୍ରଶାସନ। ସେ ଦେଶର ନାଗରିକ ତୁରନ୍ତ ଭାରତ ଛାଡି ପଳାଇବାକୁ ଆମେରିକା ପକ୍ଷରୁ ପରାମର୍ଶ ଦିଆଯାଇଛି।…
Read More...

ମାନବିକ ସହାୟତା ସାମଗ୍ରୀ ସହିତ ଭାରତ ପହଞ୍ଚିଲା ରୁଷିଆରୁ ୨ ବିମାନ

ନୂଆଦିଲ୍ଲୀ: କରୋନା ମହାମାରୀ ସହିତ ଲଢେଇ କରୁଥିବା ଭାରତକୁ ବିଶ୍ୱର ବିିଭିନ୍ନ ରାଷ୍ଟ୍ରରୁ ସହାୟତା ପହଞ୍ଚିବାରେ ଲାଗିଛି। ଭାରତର ପୁରାତନ ମିତ୍ର ରାଷ୍ଟ୍ର ରୁଷିଆରୁ ମାନବିକ ସହାୟତା ସାମଗ୍ରୀ ଧରି ଦୁଇଟି ବିମାନ…
Read More...

ଦେଶରେ ଦିନକରେ ୩,୭୯,୨୫୭ ନୂଆ ସଂକ୍ରମିତ; ୩୬୪୫ ମୃତ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢିଚାଲିଛି କରୋନା ସଂକ୍ରମଣ। ଗତକାଲି ଗୋଟିଏ ଦିନରେ ଦେଶରେ ୩,୭୯,୨୫୭ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ କୋଟି…
Read More...

ଭୁବନେଶ୍ୱର କୋର୍ଟ ୭ ଦିନ ପାଇଁ ସିଲ୍‍

ଭୁବନେଶ୍ୱର: ଭୁବନେଶ୍ୱର କୋର୍ଟକୁ ସାତଦିନ ପାଇଁ ସିଲ୍‍ କରାଯାଇଛି। କରୋନା ସଂକ୍ରମିତ ଚିହ୍ନଟ ହେବାପରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ କୋର୍ଟ କଂପ୍ଲେକ୍ସକୁ ସିଲ୍‍ କରାଯାଇଛି। ଆଜିଠାରୁ ମେ ୫ ତାରିଖ ପର୍ଯ୍ୟନ୍ତ…
Read More...

ଦିନକରେ ରାଜ୍ୟରେ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ ; ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୨୦୨୯କୁ ବୃଦ୍ଧି

ଭୁବନେଶ୍ୱର: ଓଡ଼ିଶାରେ କରୋନା ସଂକ୍ରମିତଙ୍କ ମଧ୍ୟରୁ ଗତ ୨୪ ଘଣ୍ଟାରେ ୧୨ ଜଣଙ୍କର ପ୍ରାଣହାନି ଘଟିଛି। ଖୋର୍ଦ୍ଧାରୁ ସର୍ବାଧିକ ୪ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ଏହି ସମୟ ମଧ୍ୟରେ ପୁରୀ ଓ ରାୟଗଡାରୁ ଦୁଇଜଣ…
Read More...

ପଶ୍ଚିମବଙ୍ଗରେ ଶେଷପର୍ଯ୍ୟାୟ ମତଦାନ ଆରମ୍ଭ ; ୩୫ ବିଧାନସଭା ଆସନରେ ଚାଲିଛି ଭୋଟଗ୍ରହଣ

କୋଲକାତା: ପଶ୍ଚିମବଙ୍ଗରେ ଆଜି ଅଷ୍ଟମ ତଥା ଶେଷପର୍ଯ୍ୟାୟ ମତଦାନ ଚାଲିଛି। ରାଜ୍ୟର ୩୫ଟି ବିଧାନସଭା ଆସନରେ ଆଜି ସକାଳ ୭ଟାରୁ ଭୋଟରମାନେ କୋଭିଡ କଟକଣା ମଧ୍ୟରେ ସେମାନଙ୍କର ମତାଧିକାର ସାବ୍ୟସ୍ତ କରୁଛନ୍ତି। ଏହି…
Read More...