nua o banner

ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୯୯୮ ନୂଆ କରୋନା ସଂକ୍ରମିତ; ଖୋର୍ଦ୍ଧାରୁ ସର୍ବାଧିକ ୯୧୯ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୬୯୯୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୪୦୫୪ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୨୯୪୪ ଜଣ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୯୧୯ ଜଣ…
Read More...

ମଙ୍ଗଳରେ ନାସା ହେଲିକପ୍ଟରର ତୃତୀୟ ଉଡାଣ

ନ୍ୟୁୟର୍କ: ନାସା ପକ୍ଷରୁ ମଙ୍ଗଳ ଗ୍ରହକୁ ପଠାଯାଇଥିବା ହେଲିକପ୍ଟର ସେଠାରେ ତୃତୀୟ ଥର ପାଇଁ ଉଡାଣ କରିଛି। ଏଥର ହେଲିକପ୍ଟରଟି ପୂର୍ବାପେକ୍ଷା ଦ୍ରୁତ ଗତିରେ ଉଡାଣ କରିବା ସହିତ ଅଧିକ ଦୂରକୁ ଯାଇଥିଲା। ରବିବାର ଦିନ ଏହି…
Read More...

ସବୁଠାରୁ ଅଧିକ ପ୍ରଭାବୀ ସ୍ପୁଟନିକ ଭି ଟିକା : ମେ ପହିଲାରୁ ଭାରତକୁ ଆସିବ

ନୂଆଦିଲ୍ଲୀ: ରୁଷିଆ ସରକାର ଆସନ୍ତା ମେ ୧ ତାରିଖରୁ ଭାରତକୁ ରୁଷୀୟ କୋଭିଡ ଟିକା ସ୍ପୁଟନିକ ଭି ଯୋଗାଣ ଆରମ୍ଭ କରିବେ। ଏହା ଭାରତରେ କୋଭିଡ ଟିକାକରଣ କ୍ଷେତ୍ରରେ ବିଶେଷ ସହାୟକ ହେବ। ଏହି ଟିକାର ବିଶେଷତ୍ୱ ହେଉଛି ଏହା…
Read More...

ଭାରତୀୟ-ପ୍ରଶାନ୍ତ ମହାସାଗରରେ ମୁତୟନ ହେବ ବ୍ରିଟେନର ବିମାନବାହୀ ଯୁଦ୍ଧଜାହାଜ

ନୂଆଦିଲ୍ଲୀ: ବ୍ରିଟେନର ବିମାନବାହୀ ଯୁଦ୍ଧଜାହାଜ ଭାରତୀୟ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ମୁତୟନ ହେବ। ବ୍ରିଟେନର ପ୍ରମୁଖ ଯୁଦ୍ଧଜାହାଜ ଏଚଏମଏସ କୁଇନ ଏଲିଜାବେଥ ନେତୃତ୍ୱରେ ଏକ ନୋୖଭେଳାକୁ ମୁତୟନ କରାଯିବ। ବ୍ରିଟେନର…
Read More...

ଆସାମରେ ବଡ ଧରଣର ଭୂକମ୍ପ; ତୀବ୍ରତା ୬.୭

ଗୁଆହାଟି: ଆସାମରେ ଆଜି ସକାଳେ ବଡଧରଣର ଭୂକମ୍ପ ଅନୁଭୂତ ହୋଇଛି। ସ୍ଥାନୀୟ ସମୟ ସକାଳ ୭.୫୧ରେ ଏହିଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୭ ଥିବା ଭାରତର ଜାତୀୟ ଭୂକମ୍ପ ପରିମାପ କେନ୍ଦ୍ର…
Read More...

ଚେନ୍ନଇ ସୁପର କିଙ୍ଗ୍‍ସ ଅଧ୍ୟକ୍ଷଙ୍କ ପରଲୋକ

ଚେନ୍ନଇ: ଚେନ୍ନଇ ସୁପର କିଙ୍ଗ୍‍ସ କ୍ରିକେଟ ଦଳର ଅଧ୍ୟକ୍ଷ ଏଲ ସାବାରେତ୍ନମଙ୍କର ରବିବାର ରାତି ପ୍ରାୟ ୧୨.୩୦ ପରଲୋକ ଘଟିଛି। ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ହଦ୍‍କ୍ରିୟା ବନ୍ଦ ହୋଇଯିବାରୁ ତାଙ୍କର ବିୟୋଗ ଘଟିଥିବା…
Read More...

ଭାରତରେ କରୋନା ମୁକାବିଲା ପାଇଁ ଗୁଗଲର ୧୩୫ କୋଟି ସହାୟତା ଘୋଷଣା

ନୂଆଦିଲ୍ଲୀ: ଭାରତରେ କୋଭିଡ-୧୯ର ଦ୍ୱିତୀୟ ପର୍ଯ୍ୟାୟ ମହାମାରୀ ଦେଶର ସମୁଦାୟ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ଅଚଳ କରିଦେଇଥିବାବେଳେ କୋଭିଡରେ ଆକ୍ରାନ୍ତ ହୋଇ ପ୍ରତିଦିନ ୨ ହଜାରରୁ ଅଧିକ ଲୋକ ପ୍ରାଣ ହରାଉଛନ୍ତି। ଏଭଳି ଏକ…
Read More...

ମ୍ୟାଁମାର ସଙ୍କଟ ସମାଧାନ ପାଇଁ ଆସିଆନର ପ୍ରୟାସ

ନୂଆଦିଲ୍ଲୀ: ମ୍ୟାଁମାରରେ ସୈନ୍ୟ ବାହିନୀ ଗତ ଫେବ୍ରୁଆରୀରେ ଏକ ସାମରିକ ବିଦ୍ରୋହ ବଳରେ କ୍ଷମତା ଅକ୍ତିଆର କରିବା ପରଠାରୁ ଉକ୍ତ ରାଷ୍ଟ୍ରରେ ବ୍ୟାପକ ଅସ୍ଥିରତା ଦେଖାଦେଇଛି। ସେଠାରେ ଲାଗିରହିଥିବା ସଙ୍କଟର ସମାଧାନ…
Read More...

ଭାରତର ତ୍ରିରଙ୍ଗାରେ ଆଲୋକିତ ହେଲା ବୁର୍ଜ ଖଲିଫା

ନୂଆଦିଲ୍ଲୀ: ବିଶ୍ୱର ସର୍ବୋଚ୍ଚ ସୋୖଧ ଭାବରେ ପରିଗଣିତ ଦୁବାଇର ବୁର୍ଜ ଖଲିଫା ରବିବାର ରାତିରେ ଭାରତର ଜାତୀୟ ପତାକାରେ ଆଲୋକିତ ହୋଇଥିଲା। ତତ୍‍ସହିତ ସେଠାରେ ଆଲୋକରେ ଲେଖାଯାଇଥିଲା ‘ଭାରତ ମଜଭୁତ ରୁହ’ (ଷ୍ଟେ…
Read More...

ଆରମ୍ଭହେଲା ଭାରତ-ଫ୍ରାନ୍ସ ମିଳିତ ନୋୖ ସମରାଭ୍ୟାସ

ନୂଆଦିଲ୍ଲୀ: ଭାରତ ଓ ଫ୍ରାନ୍ସ ପକ୍ଷରୁ ତିନିଦିନିଆ ମିଳିତ ନୋୖ ସମରାଭ୍ୟାସ ଆରମ୍ଭ ହୋଇଛି। ରବିବାର ଠାରୁ ଆରବ ସାଗରରେ ଚାଲିଛି ଏହି ନୋୖ ସମରାଭ୍ୟାସ। ଏହା ତିନିଦିନ ଚାଲିବ। ଭାରତ ମହାସାଗର ଅଞ୍ଚଳରେ ଚୀନର ବର୍ଦ୍ଧିତ…
Read More...

ଭାରତର ସାଂପ୍ରତିକ ସ୍ଥିତି ଦେଖି ମୁଁ ଗଭୀର ମର୍ମାହତ: ସତ୍ୟ ନାଡେଲା

ନ୍ୟୁୟର୍କ: କୋଭିଡ-୧୯ ମହାମାରୀର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣରେ ଭାରତରେ ଯେଉଁଭଳି ପରିସ୍ଥିତି ସୃଷ୍ଟିହୋଇଛି ତାହା ଦେଖି ସେ ଅତ୍ୟନ୍ତ ମର୍ମାହତ ବୋଲି କହିଛନ୍ତି ମାଇକ୍ରୋସଫ୍ଟ ସିଇଓ ସତ୍ୟ ନାଡେଲା। ଏଥିସହିତ ଦେଶରେ…
Read More...

କେଜି ଡି୬ ବ୍ଲକ ଗ୍ୟାସ କ୍ଷେତ୍ରରୁ ଉତ୍ପାଦନ ଆରମ୍ଭ

ନୂଆଦିଲ୍ଲୀ: ଦେଶର ପୂର୍ବତଟରେ କେଜି ଡି୬ ବ୍ଲକରେ ଥିବା ଏକ ଗ୍ୟାସ କ୍ଷେତ୍ରରୁ ଗ୍ୟାସ ଉତ୍ପାଦନ ଆରମ୍ଭ କରିଥିବା ସମ୍ପର୍କରେ ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ ଏବଂ ବିପି ପକ୍ଷରୁ ଘୋଷଣା କରାଯାଇଛି। ଏକ ପ୍ରେସ…
Read More...

ଥାନାରୁ ବାହାରିଲା ମହିଳା କନେଷ୍ଟବଳଙ୍କ ‘ବିନ୍ଦୋରୀ’ ଶୋଭାଯାତ୍ରା

ଝୁନଝୁନୁ (ରାଜସ୍ଥାନ): ଆଗ କର୍ତ୍ତବ୍ୟ, ପରେ ବିବାହ। ଏହା କରିଦେଖାଇବା ସହିତ ସମାଜକୁ ଏକ ବାର୍ତ୍ତା ଦେଇଛନ୍ତି ରାଜସ୍ଥାନ ପୁଲିସରେ କାର୍ଯ୍ୟରତ ଜଣେ ମହିଳା ପୁଲିସ କନେଷ୍ଟବଳ। ରାଜ୍ୟର ଝୁନଝୁନୁ ଜିଲା ଅନ୍ତର୍ଗତ…
Read More...

ଆମେରିକାର ବଡ ନିଷ୍ପତ୍ତି; ଭାରତକୁ ମିଳିବ ଟିକା ପ୍ରସ୍ତୁତି ଉପାଦାନ ଓ ଅନ୍ୟାନ୍ୟ ସହାୟତା

ୱାଶିଂଟନ: ଭାରତରେ ସଂପ୍ରତି ସୃଷ୍ଟି ହୋଇଥିବା କୋଭିଡ ମହାମାରୀ ଜନିତ ଭୟଙ୍କର ପରିସ୍ଥିତିରେ ଆମେରିକା ଭାରତକୁ ସହାୟତା କରିବ। ଦେଶର ରାଷ୍ଟ୍ରପତି ଜୋ ବାଇଡେନ ଏହା କହିଛନ୍ତି। ସେ କହିଛନ୍ତି ଭାରତକୁ ସହାୟତା କରିବାକୁ…
Read More...

ଓଡ଼ିଶାରୁ ୬୫୯୯ ନୂଆ କରୋନା ସଂକ୍ରମିତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୯୫୮

ଭୁବନେଶ୍ୱର: ଗତକାଲି ଗୋଟିଏ ଦିନରେ ଓଡ଼ିଶାରେ ୬୫୯୯ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ସର୍ବାଧିକ ୯୫୮ ଜଣ ସଂକ୍ରମିତ ଖୋର୍ଦ୍ଧା ଜିଲାରୁ ରହିଛନ୍ତି। ରାଜ୍ୟ ସୂଚନା ଓ ଲୋକସଂପର୍କ…
Read More...

ଦିନକରେ ଦେଶରେ ୩,୫୨,୯୯୧ ନୂଆ ସଂକ୍ରମିତ; ୨୮୧୨ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ନୂଆ ୩,୫୨,୯୯୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୭,୩୧୩,୧୬୩କୁ ବୃଦ୍ଧିପାଇଛି। ଏଥିସହିତ ଦିନକରେ ଭାରତରେ କରୋନା…
Read More...

ଭାରତରେ ନିର୍ମାଣ ହେବ ବିଶ୍ୱର ସର୍ବବୃହତ ପରମାଣୁ ଶକ୍ତି କେନ୍ଦ୍ର; ୭୦ ନିୟୁତ ପରିବାରକୁ ଶକ୍ତି ଯୋଗାଇବାକୁ ସମର୍ଥ ହେବ

ପ୍ୟାରିସ: ଭାରତ ବିଶ୍ୱର ସର୍ବବୃହତ ପରମାଣୁ ଶକ୍ତି କେନ୍ଦ୍ର ନିର୍ମାଣ କରିବାକୁ ଯାଉଛି। ଫ୍ରାନ୍ସର ଶକ୍ତି ଉତ୍ପାଦନକାରୀ ସଂସ୍ଥା ଇଡିଏଫ୍‍ ଏହି ଶକ୍ତି ପ୍ରକଳ୍ପ ନିର୍ମାଣ ପାଇଁ ଟେକ୍‍ନୋ-କମର୍ସିଆଲ ଅଫର ଦାଖଲ କରିଥିବା…
Read More...

୪୮ ବର୍ଷରେ ସଚିନ; ଜନ୍ମଦିନରେ ଛୁଟୁଛି ଶୁଭେଚ୍ଛାର ସୁଅ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ, ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଆଜି (ଏପ୍ରିଲ ୨୪) ୪୮ ବର୍ଷ ବୟସରେ ପହଞ୍ଚିଛନ୍ତି। ଜନ୍ମଦିନରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟୁଛି। କ୍ରିକେଟ ଜଗତରେ…
Read More...

ସପ୍ତାହାନ୍ତ ସଟ୍‍ଡାଉନ ଆରମ୍ଭ; ଚେକିଂ କଡାକଡି

ଭୁବନେଶ୍ୱର: କରୋନାର ଦ୍ରୁତ ସଂକ୍ରମଣରେ ରୋକ୍‍ ଲଗାଇବାକୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ଆଜିଠାରୁ ଆରମ୍ଭ ହୋଇଛି ସପ୍ତାହାନ୍ତ ସଟ୍‍ଡାଉନ। ପୂର୍ବରୁ ସମସ୍ତ ସହରଗୁଡିକରେ ରାତ୍ରିକାଳୀନ କର୍ଫ୍ୟୁ ଜାରି କରାଯାଇଥିଲା।…
Read More...

ଭାରତକୁ ସହାୟତା କରିବାକୁ ଆଗେଇ ଆସିଲେ ଫ୍ରାନ୍ସ ଓ ବ୍ରିଟେନ ସମେତ ଏକାଧିକ ରାଷ୍ଟ୍ର

ନୂଆଦିଲ୍ଲୀ: ଭାରତରେ ଅକ୍ସିଜେନ ଚାହିଦା ପ୍ରତି ଘଣ୍ଟାରେ ବଢିଚାଲିଥିବାବେଳେ ବିଭିନ୍ନ ରାଷ୍ଟ୍ର ଏ କ୍ଷେତ୍ରରେ ସହାୟତାର ହାତ ବଢାଇବାକୁ ଭାରତ ଅନୁରୋଧ ଜଣାଇଛି। ଏଭଳି ସଙ୍କଟଜନକ ସମୟରେ ନୂଆଦିଲ୍ଲୀ ‘ଅକ୍ସିଜେନ ମୈତ୍ରୀ’…
Read More...

ରାଜ୍ୟରେ ୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ଏଥିସହିତ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁସଂଖ୍ୟା ୧୯୮୧କୁ ବୃଦ୍ଧିପାଇଛି। ସୁନ୍ଦରଗଡରୁ ସର୍ବାଧକ ୨ ଜଣଙ୍କର ପ୍ରାଣହାନି…
Read More...

ଆନ୍ଦୋଳନକୁ ଓହ୍ଲାଇବେ ପ୍ରାଣୀ ଚିକିତ୍ସକ; ସମୂହ ଇସ୍ତଫା ଦେବେ

ଭୁବନେଶ୍ୱର: ରାଜ୍ୟର ପ୍ରାଣୀ ଚିକିତ୍ସକମାନଙ୍କ ପ୍ରତି ଓଡ଼ିଶା ସରକାରଙ୍କ ବୈମାତୃକ ମନୋଭାବ ପ୍ରତିବାଦରେ ରାଜ୍ୟର ପ୍ରାଣୀ ଚିକିତ୍ସକମାନେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି। ଏକ ବିବୃତିରେ ସେମାନେ କହିଛନ୍ତି ଯେ,…
Read More...

ଟ୍ରାକ୍ଟର-ବାଇକ ଧକ୍କା; ୩ ମୃତ

ବାଲିଗୁଡା: ଏଠାରୁ ପ୍ରାୟ ୧ କିଲୋମିଟର ଦୂର କୋଟପଡି ଛକ ନିକଟରେ ଗତକାଲି ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ରାତି ପ୍ରାୟ ୯.୩୦ରେ ଘଟିଛି ଏହି ଦୁର୍ଘଟଣା। ଦ୍ରୁତଗତିରେ ପରସ୍ପର…
Read More...

ଜର୍ମାନୀରୁ ଆସିବ ୨୩ ମୋବାଇଲ ଅକ୍ସିଜେନ ପ୍ଲାଣ୍ଟ; ପ୍ରତି ପ୍ଲାଣ୍ଟ ଘଣ୍ଟାକୁ ୨୪୦୦ ଲିଟର ଅକ୍ସିଜେନ ଉତ୍ପାଦନ କରିପାରିବ

ନୂଆଦିଲ୍ଲୀ: ଦେଶରେ କୋଭିଡ ମୁକାବିଲା କ୍ଷେତ୍ରରେ ଅକ୍ସିଜେନ ଅଭାବ ସଙ୍କଟଜନକ ପରିସ୍ଥିତି ସୃଷ୍ଟି କରିଛି। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଜର୍ମାନୀରୁ ୨୩ଟି ମୋବାଇଲ ଅକ୍ସିଜେନ ପ୍ଲାଣ୍ଟ ଆଣିବାକୁ ନିଷ୍ପତ୍ତି…
Read More...

ନକ୍ସଲଙ୍କ ଦ୍ୱାରା ଟ୍ରେନ ଲାଇନଚ୍ୟୁତ; ୩୦ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର

ଋାୟପୁର: ଛତିଶଗଡର ଦନ୍ତେୱାଡା ଜିଲାରେ ନକ୍ସଲମାନେ ଶୁକ୍ରବାର ରାତିରେ ଏକ ଯାତ୍ରୀବାହୀ ଟ୍ରେନକୁ ଲାଇନଚ୍ୟୁତ କରାଇଛନ୍ତି। ତେବେ ଏଥିରେ ଥିବା ୩୦ ଯାତ୍ରୀଙ୍କର କିଛି କ୍ଷତି ହୋଇନାହିଁ। ସୁରକ୍ଷା ବାହିନୀ ଜବାନମାନେ ଏହି…
Read More...

ରାଜ୍ୟରୁ ଦିନକରେ ୬୬୪୭ ନୂଆ ଆକ୍ରାନ୍ତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୧୧୮୯ ସଂକ୍ରମିତ

ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୬୬୪୭ ଜଣ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୧୧୮୯ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ ରାଜ୍ୟର ୧୭ ଜିଲାରେ ଦୈନିକ…
Read More...

‘ପ୍ରଥମେ ଆମେରିକୀୟ’ ନୀତିରେ ବାଇଡେନ ଅଟଳ; କୋଭିଡ ଟିକା ଉପାଦାନ ଭାରତକୁ ମିଳିବ ନାହିଁ

ୱାଶିଂଟନ: ଭାରତକୁ ମିଳିବ ନାହିଁ କୋଭିଡ ଉତ୍ପାଦନ ପାଇଁ ଆବଶ୍ୟକ ଉପାଦାନ। ଆମେରିକା ଏହାର ରପ୍ତାନି ଉପରେ ଜାରି କରିଥିବା କଟକଣା ବଳବତ୍ତର ରଖିଛି। ‘ପ୍ରଥମେ ଆମେରିକୀୟ’ ନୀତିରେ ପରିବର୍ତ୍ତିତ ରହିଛନ୍ତି ଆମେରିକା…
Read More...

ଓଡ଼ିଆ ଭାଷାର ସୁରକ୍ଷା ପାଇଁ ଅଣ୍ଟାଭିଡିଲେ ଝାଡଖଣ୍ଡର ପୂର୍ବତନ ମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଆ ଭାଷାର ସୁରକ୍ଷା ଏବଂ ସୀମାନ୍ତ ଓଡ଼ିଆ ଭାଷାଭାଷୀ ଅଞ୍ଚଳରେ ଓଡ଼ିଆ ଭାଷାର ପୁନଃପ୍ରଚଳନ ନିମନ୍ତେ ଉଦ୍ୟମ ଆରମ୍ଭ କରିଛନ୍ତି ଝାଡଖଣ୍ଡର ପୂର୍ବତନ ସ୍ୱାସ୍ଥ୍ୟ, ପରିବାର କଲ୍ୟାଣ ଏବଂ ଡାକ୍ତରୀ ଶିକ୍ଷା…
Read More...

ହିମାଚଳରେ ବର୍ଷା, ବରଫପାତ; ରାଜପଥ ଅବରୋଧ

ଶିମଳା: ହିମାଚଳ ପ୍ରଦେଶର ଅଧିକାଂଶ ସ୍ଥାନରେ ଗତ ୨୪ ମଧ୍ୟରେ ଭୀଷଣ ବର୍ଷା, କୁଆପଥର ବୃଷ୍ଟି ସହିତ ବରଫପାତ ହୋଇଛି। ଏହି ସମୟ ମଧ୍ୟରେ ଶିମଳାରେ ୮୩ ମିଲିମିଟର ବର୍ଷା ହୋଇଥିବା ଜଣାଯାଇଛି, ଯାହା ଏପ୍ରିଲରେ ଗୋଟିଏ ଦିନରେ…
Read More...

ବଦଳିବ ବ୍ୟାଙ୍କ ସମୟ; ଦିନ ୧୦ରୁ ୨ ଖୋଲିବ

ନୂଆଦିଲ୍ଲୀ: ଓଡ଼ିଶା ସମେତ ସମଗ୍ର ଦେଶରେ ବଦଳିବ ବ୍ୟାଙ୍କ ସମୟ। ଦ୍ରୁତ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ବ୍ୟାଙ୍କ ସମୟରେ ପରିବର୍ତ୍ତନ କରିବାକୁ ଇଣ୍ଡିଆନ ବ୍ୟାଙ୍କ୍‍ସ ଆସୋସିଏସନ (ଆଇବିଏ) ପକ୍ଷରୁ ବ୍ୟାଙ୍କଗୁଡିକୁ…
Read More...

ଚେତୁନାହାନ୍ତି ରାଜଧାନୀ ବାସିନ୍ଦା; ଆମିଷ ବଜାରରେ ପାଦ ପକାଇବାକୁ ଜାଗା ନାହିଁ

ଭୁବନେଶ୍ୱର: କୋଭିଡର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହେବା ଦିନଠାରୁ ଖୋର୍ଦ୍ଧାଜିଲାରୁ କ୍ରମାଗତ ଭାବରେ ସବୁଠାରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ସେଥିମଧ୍ୟରେ ଅଧିକାଂଶ ରାଜଧାନୀ ଭୁବନେଶ୍ୱରରୁ ଚିହ୍ନଟ…
Read More...

ଦେଶରେ ଦିନକରେ ୩,୩୨,୭୩୦ ନୂଆ କରୋନା ସଂକ୍ରମିତ ଚିହ୍ନଟ; ୨୨୬୩ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୩୨,୭୩୦ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୬,୨୬୩,୬୯୫କୁ ବୃଦ୍ଧିପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…
Read More...

ପୁଣି ଅମାନିଆ ହେଲେ କରୋନା ସଂକ୍ରମିତ; କୋଭିଡ କେୟାର ସେଣ୍ଟରରୁ ଖସିପଳାଇଲେ

ଅଗରତାଲା: ଗତବର୍ଷ ଭଳି ଏବର୍ଷ ବି ଅମାନିଆ ଓ ବିଶୃଙ୍ଖଳିତ ହେଉଛନ୍ତି କରୋନା ସଂକ୍ରମିତ। ସେମାନଙ୍କୁ ରଖାଯାଉଥିବା କୋଭିଡ କେୟାର ସେଣ୍ଟରରୁ ଖସି ପଳାଇବା ଆରମ୍ଭ କରିଛନ୍ତି। ଦେଶରେ ଏହିଭଳି ଘଟଣା ତ୍ରିପୁରାରେ ଘଟିଛି।…
Read More...

ସରିଯାଉଛି ଅକ୍ସିଜେନ; ୨୫ ଗୁରୁତରଙ୍କ ପ୍ରାଣଗଲା; ଛଟପଟ ହେଉଛନ୍ତି ଆଉ ୬୦

ନୂଆଦିଲ୍ଲୀ: ଦିଲ୍ଲୀରେ ଏବେ ଅକ୍ସିଜେନର ଘୋର ଅଭାବ। ଦେଶର ବିଭିନ୍ନ ସ୍ଥାନରୁ ରାଜଧାନୀ ଦିଲ୍ଲୀକୁ ଅକ୍ସିଜେନ ପଠାଯାଉଥିଲେ ମଧ୍ୟ ସେଠାରେ ସଂଖ୍ୟାଧିକ ଗୁରୁତରଙ୍କ ପାଇଁ ତାହା ପର୍ଯ୍ୟାପ୍ତ ହେଉନାହିଁ। ଅକ୍ସିଜେନ ନପାଇ…
Read More...

କାନାଡା ସରକାରଙ୍କ ବଡ ନିଷ୍ପତ୍ତି; ମାସକ ପାଇଁ ଭାରତ ଓ ପାକିସ୍ତାନରୁ ଯାତ୍ରୀବାହୀ ବିମାନ ମନା

ଓଟାୱା: ଭାରତରେ କୋଭିଡର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି କାନାଡା ସରକାର ଭାରତରୁ ଆସୁଥିବା ସମସ୍ତ ଯାତ୍ରୀବାହୀ ବିମାନ ଉପରେ ୩୦ ଦିନ ପାଇଁ କଟକଣା ଲଗାଇଛନ୍ତି। ଏଥିସହିତ ମାସକ ପାଇଁ…
Read More...

୫ମ ପର୍ଯ୍ୟାୟ ରାଫେଲ ଲଢୁଆ ବିମାନ ଭାରତ ପହଞ୍ଚିଲା

ନୂଆଦିଲ୍ଲୀ: ପଞ୍ଚମ ଦଫା ରାଫେଲ ଲଢୁଆ ବିମାନ ବୁଧବାର ଭାରତରେ ପହଞ୍ଚିଛି। ଦୀର୍ଘ ୮୦୦୦ କିଲୋମିଟର ଉଡାଣ କରିବା ପରେ ତାହା ଆମ ଦେଶରେ ପହଞ୍ଚିଥିଲା। ଏହି ବିମାନଗୁଡିକରେ ମଝିବାଟରେ ଆକାଶ ମାର୍ଗରେ ଇନ୍ଧନ ଭର୍ତ୍ତି…
Read More...

ଓଡ଼ିଶାରେ ନୂଆ ୬୨୧୫ କୋଭିଡ ସଂକ୍ରମିତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୯୫୦ ସଂକ୍ରମିତ; ୮ ମୃତ

ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୬୨୧୫ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୯୫୦ ଜଣ ରହିଛନ୍ତି। ସଂକ୍ରମିତ ୬୨୧୫ ଜଣଙ୍କ ମଧ୍ୟରୁ…
Read More...

ହସପିଟାଲ ଆଇସିୟୁରେ ନିଆଁ; ୧୩ ମୃତ

ମୁମ୍ବଇ: ମହାରାଷ୍ଟ୍ରର ବିଜୟ ବଲ୍ଲଭ ହସପିଟାଲ ଆଇସିୟୁ ୱାର୍ଡରେ ଘଟିଛି ବଡଧରଣର ଅଗ୍ନିକାଣ୍ଡ। ଏଥିରେ ୧୩ ଜଣ ରୋଗୀଙ୍କର ମୃତ୍ୟୁ ଘଟିଛି। ଗୁରୁବାର ବିଳମ୍ବିତ ରାତି ପ୍ରାୟ ୩.୩୦ରେ ଅଗ୍ନିକାଣ୍ଡ ଘଟିଥିବା ଖବର ମିଳିଛି।…
Read More...

ଚିନ୍ତା ବଢାଇଲା ଟ୍ରିପଲ ମ୍ୟୁଟାଣ୍ଟ ‘ବେଙ୍ଗଲ ଷ୍ଟ୍ରେନ’

କୋଲକାତା: ସାରା ଦେଶରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ସାଂଘାତିକ ପରିସ୍ଥିତି ସୃଷ୍ଟି କରିଥିବାବେଳେ ଟ୍ରିପଲ ମ୍ୟୁଟାଣ୍ଟ ‘ବେଙ୍ଗଲ ଷ୍ଟ୍ରେନ’ ବୈଜ୍ଞାନିକମାନଙ୍କର ଚିନ୍ତା ବଢାଇ ଦେଇଛି। ଗତ ମାସରେ ଭାରତରେ ଡବଲ…
Read More...

ଅକ୍ସିଜେନ ପରିବହନ ଗାଡିକୁ ପୁଲିସ ସୁରକ୍ଷା

ନୂଆଦିଲ୍ଲୀ: ଦେଶର ବିଭିନ୍ନ ରାଜ୍ୟରେ ଗୁରୁତର କରୋନା ରୋଗୀଙ୍କ ପାଇଁ ଅକ୍ସିଜନେର ଘୋର ଅଭାବ ପରିଲକ୍ଷିତ ହୋଇଥିବାବେଳେ କେତେକ ସ୍ଥାନରେ ଅକ୍ସିଜେନ ଟ୍ୟାଙ୍କର ଏବଂ ସିଲିଣ୍ଡର ଲୁଟ କରାଯାଉଥିବା ଘଟଣା ଦୃଷ୍ଟିକୁ ଆସିଛି।…
Read More...

କୃଷିଜାତ ସାମଗ୍ରୀ ରପ୍ତାନି ୧୮% ବୃଦ୍ଧି

ନୂଆଦିଲ୍ଲୀ: କରୋନା ମହାମାରୀ ସଂକ୍ରମଣ ଜନିତ ପରିସ୍ଥିତି ସତ୍ତ୍ବେ ୨୦୨୦ ଏପ୍ରିଲରୁ ୨୦୨୧ ଫେବ୍ରୁଆରୀ ମଧ୍ୟରେ ଦେଶରୁ ୨.୭୪ ଲକ୍ଷ କୋଟି ଟଙ୍କାର କୃଷିଜାତ ଏବଂ ଆନୁଷଙ୍ଗିକ ସାମଗ୍ରୀ ରପ୍ତାନି କରାଯାଇଛି। ତାହାର…
Read More...

ଦେଶରେ ଦିନକରେ ୩ ଲକ୍ଷ ଟପିଲା ସଂକ୍ରମିତଙ୍କ ସଂଖ୍ୟା : ଗୋଟିଏ ଦିନରେ ୩.୧୫ ଲକ୍ଷ ନୂଆ ସଂକ୍ରମିତ

ନୂଆଦିଲ୍ଲୀ: ପ୍ରତିଦିନ ଦେଶରେ କରୋନା ସଂକ୍ରମଣ ସଂଖ୍ୟା ନୂଆ ରେକର୍ଡ କରିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩.୧୫ ଲକ୍ଷ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏହା ଏପର୍ଯ୍ୟନ୍ତ ଯେକୋୖଣସି…
Read More...

ପଶ୍ଚିମବଙ୍ଗରେ ଷଷ୍ଠ ପର୍ଯ୍ୟାୟ ମତଦାନ ଜାରି

କୋଲକାତା: ପଶ୍ଚିମବଙ୍ଗରେ ଆଜି ଷଷ୍ଠ ପର୍ଯ୍ୟାୟ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ରାଜ୍ୟରେ ୪୩ଟି ଆସନରେ ମତଦାନ ହେଉଛି। ଏଥିରେ ୧ କୋଟି ୪୦ ଲକ୍ଷରୁ ଅଧିକ ଭୋଟର ୩୦୬ ଜଣ ପ୍ରାର୍ଥୀଙ୍କର ଭାଗ୍ୟ ନିର୍ଦ୍ଧାରଣ କରିବେ।…
Read More...

ଓଡ଼ିଶାରେ ଦ୍ରୁତ ଗତିରେ ବଢୁଛି ସଂକ୍ରମଣ: ଗତ ୨୪ ଘଣ୍ଟାରେ ନୂଆ ୬୧୬୪ ସଂକ୍ରମିତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୧୧୩୨

ଭୁବନେଶ୍ୱର: ଓଡ଼ିଶାରେ କରୋନା ସଂକ୍ରମଣ ଦିନକୁ ଦିନ ନିୟନ୍ତଣ ବାହାରକୁ ଯିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରୁ ନୂଆ ୬୧୬୪ ଜଣ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନରୁ ୩୫୭୫ ଓ…
Read More...

କୋଭିଡରେ ସୀତାରାମ ୟେଚୁରୀଙ୍କ ପୁଅଙ୍କ ପରଲୋକ

ନୂଆଦିଲ୍ଲୀ: ସିପିଆଇ(ଏମ)ର ବରିଷ୍ଠ ନେତା ସୀତାରାମ ୟେଚୁରୀଙ୍କ ବଡ ପୁଅ ଆଶିଷ ୟେଚୁରୀଙ୍କର କୋଭିଡରେ ପରଲୋକ ଘଟିଛି। ସେ କୋଭିଡରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଥିଲେ। ପୁଅର ମୃତ୍ୟୁ ସଂପର୍କରେ ଟ୍ୱିଟ୍‍ କରି…
Read More...

ଉଭୟ କୋଭିସିଲ୍ଡ ଓ କୋଭାକ୍ସିନ କାମ କରୁଛି

ନୂଆଦିଲ୍ଲୀ: କୋଭିଡ ପ୍ରତିଷେଧକ ଭାବରେ ବିକଶିତ କରାଯାଇଥିବା ଉଭୟ କୋଭିସିଲ୍ଡ ଓ କୋଭାକ୍ସିନ କାମ ଦେଉଛି। ଟିକାକରଣ ପରବର୍ତ୍ତୀ ସମୟରେ ୧୦ ହଜାର ଲୋକଙ୍କ ମଧ୍ୟରୁ ମାତ୍ର ୩ରୁ ୪ଜଣ କୋଭିଡ ସଂକ୍ରମିତ ହେଉଥିବା କେନ୍ଦ୍ର…
Read More...

ବିହାରରେ ମାଗଣା ଟିକା

ପାଟନା: ବିହାର ସରକାର ରାଜ୍ୟରେ ୧୮ ବର୍ଷରୁ ଅଧିକ ବୟସର ସମସ୍ତଙ୍କୁ ମାଗଣାରେ କୋଭିଡ ଟିକା ଦେବେ। ଏ ନେଇ ଟ୍ୱିଟ୍‍ କରି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ରାଜ୍ୟରେ କରୋନାର ଦ୍ରୁତ ସଂକ୍ରମଣ…
Read More...

ଓଲଟିଲା ପ୍ରବାସୀ ଶ୍ରମିକଙ୍କ ବସ, ୩ ମୃତ

ଗ୍ୱାଲିୟର: ଗତବର୍ଷର ଦୁର୍ଘଟଣା ପୁଣି ଫେରିଛି। ଗତବର୍ଷ କୋଭିଡ ସଂକ୍ରମଣ ବ୍ୟାପିବା ପରେ ପ୍ରବାସୀ ଶ୍ରମିକମାନେ ଜୀବନ ବିକଳରେ ନିଜ ନିଜ ସ୍ଥାନକୁ ବସ, କାର, ସଡକ ଓ ଟ୍ରେନ ଲାଇନରେ ଚାଲିିଚାଲି, ଏପରିକି ଡଙ୍ଗା କଣି…
Read More...

ଦେଶରେ ଦିନକରେ ୨.୯୫ ଲକ୍ଷ ନୂଆ ସଂକ୍ରମିତ, ୨୦୨୩ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨.୯୫ ଲକ୍ଷ ନୂଆ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ସଂକ୍ରମିତଙ୍କ ମଧ୍ୟରୁ ୨୦୨୩ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହିତ ଦେଶରେ କରୋନା ଜନିତ ମୋଟ…
Read More...

ତାଳଚେରେ କୋଇଲା ବାଷ୍ପୀକରଣ ପଦ୍ଧତିରେ ୟୁରିଆ ଉତ୍ପାଦନ : ଉତ୍ପାଦିତ ୟୁରିଆ ପାଇଁ ସ୍ୱତନ୍ତ୍ର ସବ୍‍ସିଡି ନୀତିକୁ…

ନୂଆଦିଲ୍ଲୀ: ତାଳଚେର ଠାରେ କୋଇଲା ବାଷ୍ପୀକରଣ (କୋଲ ଗ୍ୟାସିଫିକେସନ) ପଦ୍ଧତିରେ ୟୁରିଆ ଉତ୍ପାଦନ କରାଯିବ। ସେଠାରୁ ଉତ୍ପାଦିତ ୟୁରିଆ ନିମନ୍ତେ ସ୍ୱତନ୍ତ୍ର ସବ୍‍ସିଡି ନୀତି ପ୍ରବର୍ତ୍ତନ କରିବାକୁ କେନ୍ଦ୍ର ସରକାର…
Read More...

ବିନା ଭକ୍ତରେ ପାଳିତ ହେଉଛି ପବିତ୍ର ରାମନବମୀ

ଭୁବନେଶ୍ୱର: ଆଜି ପବିତ୍ର ଶ୍ରୀରାମ ନବମୀ। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ଭୁବନେଶ୍ୱର ଓ କଟକର ଧାର୍ମିକ ସ୍ଥଳଗୁଡିକୁ ଶ୍ରଦ୍ଧାଳୁଙ୍କ ପ୍ରବେଶ ଉପରେ ଲଗାଇଛନ୍ତି କଟକଣା। ସେହି କାରଣରୁ ଆଜି ଭୁବନେଶ୍ୱରସ୍ଥିତ…
Read More...

ଓଡ଼ିଶାରୁ ନୂଆ ୪୮୫୧ ସଂକ୍ରମିତ ଚିହ୍ନଟ; ୫ ମୃତ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ନୂଆ ୪୮୫୧ ଜଣ କୋଭିଡ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ କୋଭିଡ ସଂକ୍ରମିତଙ୍କ ମଧ୍ୟରୁ ୫ ଜଣଙ୍କର ମୃତ୍ୟୁ ଘଟିଛି। ନୂଆ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରାଣ୍ଟାଇନରୁ ୨୮୧୪…
Read More...

ଭାରତର ସଂକ୍ରମଣ ସ୍ଥିତି ଉପରେ ନଜର ରଖିଛି ଆମେରିକା

ୱାଶିଂଟନ: ଭାରତରେ କୋଭିଡର ଦ୍ୱିତୀୟ ପର୍ଯ୍ୟାୟ ଦ୍ରୁତ ସଂକ୍ରମଣ ଜନିତ ପରିସ୍ଥିତି ଉପରେ ଆମେରିକା ପ୍ରଶାସନ ତୀକ୍ଷ୍‍ଣ ନଜର ରଖିଛି। ସଂପ୍ରତି ଭାରତ ନଯିବାକୁ ଆମେରିକାର ସେଣ୍ଟର୍ସ ଫର ଡିଜିଜ କଂଟ୍ରୋଲ ଆଣ୍ଡ ପ୍ରିଭେନସନ…
Read More...

ଆସାମରେ ୧୮ରୁ ୪୫ ବର୍ଷ ବୟସ୍କଙ୍କୁ ମାଗଣା ଟିକା

ଗୁଆହାଟି: କୋଭିଡ ନିୟନ୍ତଣ ଦିଗରେ ଆସାମ ସରକାର ନେଇଛନ୍ତି ବଡ ନିଷ୍ପତ୍ତି। ରାଜ୍ୟରେ ୧୮ ବର୍ଷରୁ ୪୫ ବର୍ଷ ବୟସ୍କଙ୍କୁ ମିଳିବ ମାଗଣା ଟିକା। ସେଥିପାଇଁ ରାଜ୍ୟ ସରକାର ଟିକା ନିର୍ମାତା ଭାରତ ବାୟୋଟେକକୁ ୧ କୋଟି ଡୋଜ…
Read More...

୨୦୦୬ ମୁମ୍ବଇ ଟ୍ରେନ ବିସ୍ଫୋରଣ: ଅନ୍ୟତମ ଦୋଷୀସାବ୍ୟସ୍ତର କରୋନାରେ ମୃତ୍ୟୁ

ନାଗପୁର: ମୁମ୍ବଇରେ ୨୦୦୬ ଜୁଲାଇ ୧୧ରେ ଘଟିଥିବା ସିରିଏଲ ବୋମା ବିସ୍ଫୋରଣ ଘଟଣାରେ ଦୋଷୀସାବ୍ୟସ୍ତ ହୋଇ ମୃତ୍ୟୁଦଣ୍ଡରେ ଦଣ୍ଡିତ କମଲ ଆନ୍‍ସାରୀଙ୍କର କୋଭିଡ ସଂକ୍ରମଣରେ ମୃତ୍ୟୁ ଘଟିଛି। ମୁମ୍ବଇର ମାଟୁଙ୍ଗା ଷ୍ଟେସନରେ…
Read More...

ବିଶ୍ୱରେ କରୋନାକୁ ନିୟନ୍ତ୍ରଣ କରିବାକୁ କିଛିମାସ ଲାଗିବ: ହୁ’ ମୁଖ୍ୟ

ଜେନେଭା: ସମୁଦାୟ ବିଶ୍ୱକୁ ଗ୍ରାସ କରିଥିବା କରୋନା ମହାମାରୀ ପ୍ରଭାବରେ ୯ ମାସରେ ଏକ ନିୟୁତ ଲୋକଙ୍କର ପ୍ରାଣହାନି ଘଟିଥିବାବେଳେ ପରବର୍ତ୍ତୀ ସମୟରେ ମାତ୍ର ୪ ମାସ ମଧ୍ୟରେ ୨ ନିୟୁତ ଏବଂ ୩ ମାସରେ ୩ ନିୟୁତ ଲୋକ ପ୍ରାଣ…
Read More...

ଦେଶରେ ୨୪ ଘଣ୍ଟାରେ ୨ ଲକ୍ଷ ୫୯ ହଜାର ନୂଆ ସଂକ୍ରମିତ; ୧୭୬୧ ମୃତ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ସଂକ୍ରମଣ ଏବେ ୩ ଲକ୍ଷ ମୁହାଁ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨ ଲକ୍ଷ ୫୯ ହଜାର ୧୭୦ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେହିଭଳି ୨୪ ଘଣ୍ଟାରେ ୧୭୬୧ ଜଣ କରୋନା…
Read More...

ଦୁଗ୍ଧ ସହିତ ଏହାକୁ ମିଶାଇ ପିଅନ୍ତୁ; ବହୁ ରୋଗରୁ ମିଳିବ ମୁକ୍ତି; ବଢିବ ରୋଗ ପ୍ରତିରୋଧ ଶକ୍ତି

ଆମେ ଜାଣିଛେ ଶରୀର ପାଇଁ ଦୁଗ୍ଧ ଅତ୍ୟନ୍ତ ଉପକାରୀ। ଏଥିରେ ଅନେକ ଉପକାରୀ ଗୁଣ ରହିଛି। ତାହାସହିତ ଏଭଳି କିଛି ଜିନିଷ ମିଶାଇ ପିଅନ୍ତୁ, ଯାହା ଆପଣଙ୍କୁ ଅନେକ ରୋଗରୁ ମୁକ୍ତିଦେବ। ତାହାସହିତ ଆପଣଙ୍କୁ ସୁସ୍ଥ ରଖିବ ଏବଂ…
Read More...

ରାଜ୍ୟରେ ନୂଆ ୪୭୬୧ କୋଭିଡ ପଜିଟିଭ ଚିହ୍ନଟ; ୫ ମୃତ: ଖୋର୍ଦ୍ଧାରୁ ସର୍ବାଧିକ ୮୨୦ ଜଣ ପଜିଟିଭ

ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୪୭୬୧ ଜଣ ନୂଆ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନରୁ ୨୭୮୫ ଓ ସ୍ଥାନୀୟ ସଂକ୍ରମିତ ୧୯୭୬ ଜଣଙ୍କୁ ଚିହ୍ନଟ କରାଯାଇଛି। ଏହି ସମୟ ମଧ୍ୟରେ…
Read More...

ଭାରତକୁ ଟିକା ପ୍ରସ୍ତୁତି ଉପାଦାନ ରପ୍ତାନି ଉପରେ ଆମେରିକାର ପ୍ରତିବନ୍ଧକ

ୱାଶିଂଟନ: ଭାରତରେ କୋଭିଡର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ନିୟନ୍ତଣ ବାହାରକୁ ଯାଉଥିବାବେଳେ କୋଭିଡ ପ୍ରତିଷେଧକ ଟିକା ଅଧିକ ଉତ୍ପାଦନ ପାଇଁ ଆବଶ୍ୟକ କେତେକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଭାରତକୁ ରପ୍ତାନି କରିବା ଉପରେ…
Read More...

ସେରମ ଇନଷ୍ଟିଚ୍ୟୁଟର ଟିକା ଉତ୍ପାଦନ କ୍ଷମତା ବୃଦ୍ଧି କରାଯିବ : ସରକାର ଦେବେ ୩୦୦୦ କୋଟି ଟଙ୍କା

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ରୁତ ସଂକ୍ରମଣକୁ ପ୍ରତିହତ କରିବାକୁ ଟିକା ଅନ୍ୟତମ ପ୍ରମୁଖ ମାଧ୍ୟମ ହୋଇଥିବାବେଳେ ଟିକା ଉତ୍ପାଦନ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ସେରମ ଇନଷ୍ଟିଚ୍ୟୁଟକୁ ୩୦୦୦ କୋଟି ଟଙ୍କା ଅନୁଦାନ…
Read More...

ଲକ୍‍ଡାଉନ ଘୋଷଣା ପରେ ମଦ ଦୋକାନ ଆଗରେ ଲମ୍ବାଧାଡି

ନୂଆଦିଲ୍ଲୀ: ସାଂପ୍ରତିକ ପରିସ୍ଥିତିରେ ସମସ୍ତେ କରୋନା ଭୂତାଣୁ କବଳରୁ ଜୀବନ ବଞ୍ଚାଇବାକୁ ସଂଗ୍ରାମ କରୁଥିବାବେଳେ ଏଠାରେ କିନ୍ତୁ ସୋମବାର ଭିନ୍ନଦୃଶ୍ୟ ଦେଖିବାକୁ ମିଳିଥିଲା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ…
Read More...

ମନ୍ତ୍ରଣାଳୟ କେମିତି କାମ କରେ ତାହା ଜାଣିଛୁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଇଟାଲି ମେରାଇନ୍ସ ମାମଲାରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ କଡା ସମାଲୋଚନା କରିଛନ୍ତି। ଦୁଇ ଇଟାଲି ମେରାଇନଓ ମାସିମିଲିଆନୋ ଲାଟୋର ଏବଂ ସାଲଭାଟୋର ଜିରୋନ୍‍ଙ୍କ ବିରୁଦ୍ଧରେ ଭାରତରେ ଚାଲିଥିବା…
Read More...

ବରୁଣ ନୋୖ ସମରାଭ୍ୟାସ ଏପ୍ରିଲ ୨୫ରୁ : ଭାରତ, ଫ୍ରାନ୍ସ, ୟୁଏଇ ଅଂଶଗ୍ରହଣ କରିବେ

ନୂଆଦିଲ୍ଲୀ: ଚଳିତ ମାସ ୧୫ ତାରିଖରୁ ପାରସ୍ୟ ଉପସାଗରରେ ଆରମ୍ଭ ହେବାକୁ ଯାଉଛି ବରୁଣ ନୋୖ ସମରାଭ୍ୟାସ। ଏଥିରେ ଭାରତ ସମେତ ଫ୍ରାନ୍ସ ଓ ୟୁଏଇ ଅଂଶଗ୍ରହଣ କରିବେ। ୟୁଏଇ ପ୍ରଥମ ଥର ପାଇଁ ଭାରତ ଓ ଫ୍ରାନ୍ସର ନୋୖସେନା ସହିତ…
Read More...

କୋଭିଡର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଅଧିକ ଅନିଶ୍ଚିତ ପରିସ୍ଥିତି ସୃଷ୍ଟିକରିବ: ନୀତି ଆୟୋଗ

ନୂଆଦିଲ୍ଲୀ: ଗତବର୍ଷ ଅପେକ୍ଷା ଚଳିତ ଥର କୋଭିଡର ଦ୍ରୁତ ସଂକ୍ରମଣ ଅତ୍ୟନ୍ତ ଜଟିଳ ରୂପ ଧାରଣ କରିଛି। ଏହା ଦେଶରେ ସବୁକ୍ଷେତ୍ରରେ ଅଧିକ ଅନିଶ୍ଚିତ ପରିସ୍ଥିତି ସୃଷ୍ଟି କରିବ ବୋଲି ନୀତି ଆୟୋଗର ଉପାଧ୍ୟକ୍ଷ ରାଜୀବ କୁମାର…
Read More...

ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଭାରତ ଗସ୍ତ ବାତିଲ: କୋଭିଡ ସଂକ୍ରମଣ ବୃଦ୍ଧି ପରିପ୍ରେକ୍ଷୀରେ ନେଲେ ନିଷ୍ପତ୍ତି

ଲଣ୍ଡନ: ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କର ଭାରତ ଗସ୍ତ ବାତିଲ ହୋଇଛି। ଭାରତରେ କୋଭିଡ ସଂକ୍ରମଣ ଦ୍ରୁତ ବୃଦ୍ଧିକୁ ଦୃଷ୍ଟିରେ ରଖି ସେ ଏଭଳି ନିଷ୍ପତ୍ତି ନେଇଛନ୍ତି। ଏହା ପୂର୍ବରୁ ଜନସନ ତାଙ୍କର ଗସ୍ତ ବାତିଲ…
Read More...

୨୦୨୫ ପରେ କମିବ ଚୀନ ଜନସଂଖ୍ୟା

ବେଜିଂ: ବିଶ୍ୱର ସର୍ବାଧିକ ଜନବହୁଳ ରାଷ୍ଟ୍ର ଚୀନରେ ଆଉ ମାତ୍ର ୪ ବର୍ଷ ପରେ ଜନସଂଖ୍ୟା କମିବ। ତାହାସହିତ ଦେଶରେ ଉପଭୋକ୍ତା ଚାହିଦାରେ ମଧ୍ୟ ଉଲ୍ଲେଖନୀୟ ହ୍ରାସ ଘଟିବ ବୋଲି ଚୀନର ସେଣ୍ଟ୍ରାଲ ବ୍ୟାଙ୍କ ପିପୁଲ୍ସ…
Read More...

ଦ୍ୱିପାକ୍ଷିକ ବାଣିଜ୍ୟ ସହଯୋଗ ଆଲୋଚନା ପାଇଁ ଆବୁଧାବିରେ ଜୟଶଙ୍କର

ଆବୁଧାବି: ସଂଯୁକ୍ତ ଆରମ ଏମିରେଟ୍ସ ସହିତ ଦ୍ୱିପାକ୍ଷିକ ଅର୍ଥନୈତିକ ସହଯୋଗ ତଥା ପାରସ୍ପରିକ ଏବଂ ଆଞ୍ଚଳିକ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଏଠାରେ…
Read More...

ଖାଁ ଖାଁ କୁମ୍ଭ ପରିସର : ହରିଦ୍ୱାର ଛାଡିଲେ ସାଧୁସନ୍ଥ ଓ ଶ୍ରଦ୍ଧାଳୁ

ହରିଦ୍ୱାର: ସମଗ୍ର ଦେଶରେ କୋଭିଡର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି କୁମ୍ଭମେଳାକୁ କେବଳ ପ୍ରତୀକାତ୍ମକ ଭାବେ ଆୟୋଜନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିବେଦନ କରିବାର ଦିନକ ପରେ କୁମ୍ଭମେଳା ପରିସର ଏବେ ଖାଁ…
Read More...

ଦେଶରେ ସଂକ୍ରମଣ ୧୨ ଦିନରେ ଦୁଇଗୁଣକୁ ବୃଦ୍ଧି : ଦୈନିକ ସଂକ୍ରମଣ ହାର ୧୬.୭%

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ମାଡିଚାଲିଛି କରୋନା ସଂକ୍ରମଣ। ପରିସ୍ଥିତି କ୍ରମଶଃ ନିୟନ୍ତ୍ରଣ ବାହାରକୁ ଯିବାରେ ଲାଗିଛି। ମାତ୍ର ୧୨ ଦିନ ମଧ୍ୟରେ ଦୈନିକ ସଂକ୍ରମଣ ହାର ୮%ରୁ ୧୮.୭%କୁ ବୃଦ୍ଧିପାଇଛି। ଚଳିତ ମାସ ୧୨…
Read More...

ଭାରତରୁ ବିମାନ ଉଡାଣ ଉପରେ ହଂକଂର କଟକଣା

ହଂକଂ: ଭାରତରେ କୋଭିଡର ଦ୍ୱିତୀୟ ପର୍ଯ୍ୟାୟ ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ହଂକଂ କର୍ତ୍ତୃପକ୍ଷ ଭାରତରୁ ସମସ୍ତ ବିମାନ ସେବା ଉପରେ କଟକଣା ଜାରି କରିଛନ୍ତି। ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର…
Read More...

ବିହାରରେ ଜାରିହେଲା ରାତ୍ରିକାଳୀନ କର୍ଫ୍ୟୁ : ବନ୍ଦ ରହିବ ସ୍କୁଲ, କଲେଜ, ଧାର୍ମିକ ସ୍ଥଳ

ପାଟନା: କରୋନା ସଂକ୍ରମଣ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବାବେଳେ ତାହାକୁ ଦୃଷ୍ଟିରେ ରଖି ବିହାର ସରକାର ସମଗ୍ର ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ଜାରି କରିଛନ୍ତି। ସମୁଦାୟ ରାଜ୍ୟରେ ରାତି ୯ରୁ ସକାଳ ୫ ପର୍ଯ୍ୟନ୍ତ…
Read More...

ରାଜ୍ୟର ୭ ସରକାରୀ ମେଡିକାଲ କଲେଜକୁ ୩୦ ଜିଲା ଦାୟିତ୍ୱ

ଭୁବନେଶ୍ୱର: ରାଜ୍ୟ ସରକାର ଓଡ଼ିଶାରେ ଥିବା ୭ଟି ସରକାରୀ ମେଡିକାଲ କଲେଜକୁ ୩୦ ଜିଲାର ଦାୟିତ୍ୱ ବଣ୍ଟନ କରିଛନ୍ତି। ଏହି ମେଡିକାଲ କଲେଜରେ ସ୍ୱତନ୍ତ୍ର ଟିମ୍‍ ଗଠନ କରାଯିବ। ଉକ୍ତ ଟିମଗୁଡିକ ସେମାନଙ୍କୁ ଦାୟିତ୍ୱ…
Read More...

ରାଜ୍ୟରେ ହସପିଟାଲ ଶଯ୍ୟା ଦୁଇଗୁଣ ହେବ: ମୋଟ ଶଯ୍ୟାର ୬% ରହିବ ଆଇସିୟୁ ଶଯ୍ୟା

ଭୁବନେଶ୍ୱର: ରାଜ୍ୟରେ ହସପିଟାଲଗୁଡିକରେ ସାଧାରଣ ଶଯ୍ୟା ସଂଖ୍ୟା ଦୁଇଗୁଣ କରାଯିବ। ରାଜ୍ୟରେ କରୋନାର ଦ୍ୱିତୀୟ ପର୍ଯ୍ୟାୟ ଦ୍ରୁତ ସଂକ୍ରମଣକୁ ଲକ୍ଷ୍ୟକରି ଏଭଳି ନିଷ୍ପତ୍ତି ନିଆଯାଇଛି। ଏ ସଂପର୍କରେ ସମସ୍ତ ଜିଲାପାଳଙ୍କୁ…
Read More...

କୋଭିଡର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ଅତି ଭୟଙ୍କର

ନୂଆଦିଲ୍ଲୀ: କୋଭିଡର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ସଂପୂର୍ଣ୍ଣ ଭାରତକୁ ଗ୍ରାସ କରିଥିବା ଏବଂ ଦିନକୁ ଦିନ ପରିସ୍ଥିତି ଅଣାୟତ୍ତ ହେବାରେ ଲାଗିଥିବାବେଳେ ସଂପ୍ରତି ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଅଢେଇ ଲକ୍ଷରୁ ଅଧିକ…
Read More...

ଆଡବର ସହ ପ୍ରତିଷ୍ଠାତା ତଥା ପିଡିଏଫ ଡେଭଲପରଙ୍କ ପରଲୋକ

ସାନଫ୍ରାନସିସ୍କୋ: ବିଶ୍ୱର ପ୍ରମୁଖ ସଫ୍ଟୱେର କମ୍ପାନୀ ଆଡବର ସହ ପ୍ରତିଷ୍ଠାତା ତଥା ପୋର୍ଟେବଲ ଡକୁମେଣ୍ଟ ଫର୍ମାଟ (ପିଡିଏଫ) ପ୍ରଯୁକ୍ତିର ଡେଭଲପର ଚାର୍ଲସ ଚୁକ୍‍ ଜେସ୍କେଙ୍କର ପରଲୋକ ଘଟିଛି। ତାଙ୍କୁ ୮୧ ବର୍ଷ ବୟସ…
Read More...

ରାତି ସିଫ୍ଟ ଆଳରେ ମହିଳାଙ୍କୁ ନିଯୁକ୍ତି ପାଇଁ ମନାକରାଯିବା ଉଚିତ ନୁହେଁ: କେରଳ ହାଇକୋର୍ଟ

ତିରୁଅନନ୍ତପୁରମ୍‍: ରାତି ସିଫ୍ଟ ଆଳଦେଖାଇ ମହିଳାଙ୍କୁ ନିଯୁକ୍ତି ଦେବାନିମନ୍ତେ ମନା କରାଯିବା ଉଚିତ ନୁହେଁ ବୋଲି କେରଳ ହାଇକୋର୍ଟ କହିଛନ୍ତି। ମାନ୍ୟବର ଉଚ୍ଚ ନ୍ୟାୟାଳୟ କହିଛନ୍ତି, ସବୁ ସମୟରେ ମହିଳାଙ୍କ ପାଇଁ ଏକ…
Read More...

ଦୁଇ ଡଜନରୁ ଅଧିକ ଆଇଏଏସ ଅଧିକାରୀ ଓ ଶତାଧିକ କର୍ମଚାରୀ କୋଭିଡ ସଂକ୍ରମିତ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କର ଦୁଇ ଡଜନରୁ ଅଧିକ ଆଇଏଏସ ଅଧିକାରୀ ଏବେ କରୋନାରେ ସଂକ୍ରମିତ। ସେମାନଙ୍କ ସହିତ ଶତାଧିକ କର୍ମଚାରୀ ମଧ୍ୟ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ଦେଶରେ ଆଇଏଏସଙ୍କ ସଂଖ୍ୟା ସଂକୁଚିତ ହେବା…
Read More...

ଜୈନ ମନ୍ଦିରରେ ଖୋଲିଲା କୋଭିଡ କେନ୍ଦ୍ର: ପଡିଲା ୧୦୦ ଶଯ୍ୟା, ୧୦ ଡାକ୍ତର ନିୟୋଜିତ

ମୁମ୍ବଇ: ମହାରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରତିଦିନ ଆଶାତୀତ ଭାବେ ବଢିଚାଲିବା ଏବଂ ଆକ୍ରାନ୍ତ ଲୋକଙ୍କ ଚିକିତ୍ସା ନିମନ୍ତେ ହସପିଟାଲରେ ଶଯ୍ୟା, ଡାକ୍ତର ଆଦିଙ୍କର ଘୋର ଅଭାବ ପରିଲକ୍ଷି ହେଉଥିବାବେଳେ…
Read More...

ଲାଲୁଙ୍କୁ ଜାମିନ: ମୁକୁଳିବେ ଜେଲରୁ

ରାଞ୍ଚି: କାରାଦଣ୍ଡ ଭୋଗୁଥିବା ଆରଜେଡି ନେତା ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବଙ୍କୁ ଜାମିନ ମିଳିଛି। ଝାଡଖଣ୍ଡ ହାଇକୋର୍ଟ ତାଙ୍କୁ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଜାମିନ ପ୍ରଦାନ କରିଛନ୍ତି। ଫଳରେ…
Read More...

ଆଇସିସି ଟି୨୦ ବିଶ୍ୱକପ ପାଇଁ ପାକିସ୍ତାନ କ୍ରିକେଟ ଦଳ ଭାରତ ଆସିବେ: ଖେଳାଳିଙ୍କୁ ଭିସା ଦେବ ଭାରତ

ନୂଆଦିଲ୍ଲୀ: ଚଳିତ ବର୍ଷ ଅକ୍ଟୋବରରେ ଖେଳାଯିବ ଆଇସିସି ବିଶ୍ୱକପ ଟି୨୦ କ୍ରିକେଟ। ସେଥିରେ ଅଂଶଗ୍ରହଣ କରିବାନେଇ ପାକିସ୍ତାନ ଆଉ ସମସ୍ୟାର ସମ୍ମୁଖୀନ ହେବନାହିଁ। ଏଥିପାଇଁ ପାକିସ୍ତାନ କ୍ରିକେଟ ଦଳକୁ ଭିସା ପ୍ରଦାନ…
Read More...

କ୍ରାୟୋଜେନିକ ଟ୍ୟାଙ୍କରରେ ଅକ୍ସିଜେନ ପରିବହନ କରିବ ରେଳବାଇ

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ବୃଦ୍ଧିପାଉଥିବା କରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ବିିଭିନ୍ନ ସ୍ଥାନରେ ଅକ୍ସିଜେନର ଅଭାବ ପରିଲକ୍ଷିତ ହୋଇଥିବାବେଳେ ଭାରତୀୟ ରେଳବାଇ ଲିକ୍ୱିଡ ଅକ୍ସିଜେନ ପରିବହନ କରିବ।…
Read More...

ଅଜିତ ମଙ୍ଗରାଜଙ୍କ ମା’ଙ୍କର ପରଲୋକ

ଭୁବନେଶ୍ୱର: ପିପିଲି ଉପନିର୍ବାଚନରେ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ହୋଇଥିବା ଅଜିତ ମଙ୍ଗରାଜଙ୍କ ପରଲୋକ ଘଟିବାର ଚାରିଦିନ ପରେ ତାଙ୍କ ମା’ କ୍ଷେତ୍ରମଣି ମଙ୍ଗରାଜଙ୍କର ପରଲୋକ ଘଟିଛି। ଅଜିତ ମଙ୍ଗରାଜ ଅସୁସ୍ଥ ଥିଲେ ଏବଂ…
Read More...

ରାଜ୍ୟରେ ୩୧୪୪ ନୂଆ ପଜିଟିଭ ଚିହ୍ନଟ; ୪ ମୃତ

ସୁନ୍ଦରଗଡରେ ସର୍ବାଧିକ ୫୨୩ ଆଜିଠାରୁ ସାରା ରାଜ୍ୟରେ ରାତ୍ରିକାଳୀନ କର୍ଫ୍ୟୁ ସୀମାନ୍ତ ୧୦ ଜିଲାରେ ସପ୍ତାହାନ୍ତ ସଟ୍‍ଡାଉନ ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୧୪୪ ଜଣ ନୂଆ କରୋନା ପଜିଟିଭ…
Read More...

ମହାନିର୍ବାଣୀ ଆଖଡା ମୁଖ୍ୟ ସ୍ୱାମୀ କପିଳ ଦେବ ଦାସଙ୍କ ପରଲୋକ

ନୂଆଦିଲ୍ଲୀ: ଦେଶରେ କରୋନାର ଦ୍ରୁତ ସଂକ୍ରମଣ ସମୟରେ କୁମ୍ଭମେଳା ଆୟୋଜନ ଏବଂ ସେଥିରେ ସାଧୁସନ୍ଥ ତଥା ଶ୍ରଦ୍ଧାଳୁଙ୍କୁ ଯୋଗଦେବାକୁ ଅନୁମତି ଦେବା ଏବେ ମହଙ୍ଗା ପଡିଛି। ଏଥିରେ ଯୋଗଦେଇଥିବା ଶତାଧିକ ଶ୍ରଦ୍ଧାଳୁ ଓ…
Read More...

ହାଇଦରକୁ କରୋନା: ରିମାଣ୍ଡ ସ୍ଥଗିତ

କଟକ: କଟକ ବଡମେଡିକାଲରୁ ଖସି ପଳାଇବା ପରେ ତେଲେଙ୍ଗାନାରେ ଧରା ପଡିଥିବା ଗ୍ୟାଙ୍ଗଷ୍ଟର ହାଇଦର କରୋନା ସଂକ୍ରମିତ ହୋଇଛି। ଆରଟିପିସିଆର ପରୀକ୍ଷାରେ ସେ କରୋନା ପଜିଟିଭ ଥିବା ଜଣାଯାଇଛି। ଗତକାଲି ପ୍ରଥମେ ହାଇଦରର…
Read More...

ପଳାତକ ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ଭାରତ ଆଣିବା ପଥ ପରିଷ୍କାର

ଲଣ୍ଡନ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ଦୁର୍ନୀତି ଓ କଳାଟଙ୍କା କାରବାରର ମୁଖ୍ୟ ଅଭିଯୁକ୍ତ, ପଳାତକ ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ଭାରତ ଆଣିବାର ରାସ୍ତା ପରିଷ୍କାର ହୋଇଛି। ବ୍ରିଟେନର ଗୃହ ମନ୍ତ୍ରଣାଳୟ…
Read More...

‘ଲୋକଙ୍କର ବୟସ ବଢୁଛି ସେମାନେ ମରିବେ; କେହି ଅଟକାଇ ପାରିବେନାହିଁ’ : କୋଭିଡ ମୃତ୍ୟୁକୁ ନେଇ ମଧ୍ୟପ୍ରଦେଶ ମନ୍ତ୍ରୀଙ୍କ…

ଭୋପାଳ: ‘ଲୋକମାନଙ୍କର ବୟସ ବଢୁଛି। ସେମାନେ ବୁଢା ବୁଢୀ ହେଉଛନ୍ତି, ମରିବେ। ତାହାକୁ କେହି ଅଟକାଇ ପାରିବେନାହିଁ।’ ରାଜ୍ୟରେ କୋଭିଡ-୧୯ ଜନିତ ମୃତ୍ୟୁସଂଖ୍ୟା ବୃଦ୍ଧି ପରିପ୍ରେକ୍ଷୀରେ ଏଭଳି ବିବୃତି ଦେଇ ଏବେ…
Read More...

ହିନ୍ଦୁ ବ୍ୟକ୍ତିଙ୍କୁ ମୁସଲମାନ ରୀତିନୀତିରେ ଦିଆଯାଇଥିଲା କବର

ନୂଆଦିଲ୍ଲୀ: ସେ ହିନ୍ଦୁ ଥିଲେ ମଧ୍ୟ ମୃତ୍ୟୁପରେ ତାଙ୍କୁ ମୁସଲମାନ ରୀତିନୀତିରେ କବର ଦିଆଗଲା। ପରିବାର ଲୋକ ତାଙ୍କର ସନ୍ଧାନ କରି ଶେଷରେ ଯେତେବେଳେ ଏହି ଘଟଣା ଜାଣିବାକୁ ପାଇଲେ ସେତେବେଳେ କବର ଖୋଳାଯାଇ ମୃତଦେହର…
Read More...

ନିଜାମୁଦ୍ଦିନ ମରକଜରେ ନମାଜ ପାଇଁ ୫୦ଜଣଙ୍କୁ ଅନୁମତି

ନୂଆଦିଲ୍ଲୀ: କରୋନାର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ହାଇକୋର୍ଟ ନିଜାମୁଦ୍ଦିନ ମରକଜରେ ସର୍ବାଧିକ ୫୦ଜଣଙ୍କୁ ନମାଜ ପାଠ କରିବାକୁ ଅନୁମତି ପ୍ରଦାନ କରିଛନ୍ତି। ପବିତ୍ର ରମ୍‍ଜାନ ମାସ ଅବସରରେ ସେଠାରେ ଦୈନିକ…
Read More...

ଜଣେ ମହିଳାଙ୍କୁ ଭାରତର ପ୍ରଧାନ ବିଚାରପତି ନିଯୁକ୍ତ କରିବାର ସମୟ ଆସିଛି: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଏବେ ଜଣେ ମହିଳା ଭାରତର ପ୍ରଧାନ ବିଚାରପତି ହେବାର ସମୟ ଆସିଛି ବୋଲି ଦେଶର ସୁପ୍ରିମକୋର୍ଟ ଗୁରୁବାର କହିଛନ୍ତି। ଏଥିସହିତ ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ଏହା ସବୁସମୟରେ ମହିଳାମାନଙ୍କର ସ୍ୱାର୍ଥକୁ…
Read More...

ଚଳିତ ମାସରୁ ମିଳିବ ସ୍ପୁଟନିକ ଭି ଟିକା: ତ୍ୱରାନ୍ୱିତ ହେବ ଟିକାକରଣ

ନୂଆଦିଲ୍ଲୀ: କରୋନା ବିରୋଧରେ ଚାଲିଥିବା ଲଢେଇ ପାଇଁ ଆଉଏକ ଭଲ ଖବର। ଭାରତ ସରକାର କୋଭିଡ-୧୯ର ମୁକାବିଲା ନିମନ୍ତେ ରୁଷରେ ପ୍ରସ୍ତୁତ ସ୍ପୁଟନିକ ଭି ଟିକାର ଜରୁରୀକାଳୀନ ବ୍ୟବହାରକୁ ଅନୁମତି ପ୍ରଦାନ କରିବାର ଦୁଇଦିନ ପରେ…
Read More...

ହାଇଦର ଫେରିଲା, କଡା ସୁରକ୍ଷା ମଧ୍ୟରେ କଟକ ଗଲା

ଭୁବନେଶ୍ୱର: କୁଖ୍ୟାତ ଅପରାଧୀ ହାଇଦରକୁ ଭୁବନେଶ୍ୱରକୁ ଅଣାଯାଇଛି। ଗତକାଲି ତେଲେଙ୍ଗାନାରେ ହାଇଦରକୁ ଗିରଫ କରାଯାଇଥିଲା। ତେଲେଙ୍ଗାନା ପୋଲିସ ସହଯୋଗରେ ହାଇଦରକୁ ସାଙ୍ଗାରେଡିରୁ ଗିରଫ କରାଯାଇଥିଲା। ସୂଚନାଯୋଗ୍ୟ ଯେ…
Read More...

ରାଜ୍ୟରେ ଦୈନିକ ସଂକ୍ରମଣ ୩ହଜାର ଟପିଲା: ୨୪ ଘଣ୍ଟାରେ ନୂଆ ୩୧୦୮ ସଂକ୍ରମିତ ଚିହ୍ନଟ ସୁନ୍ଦରଗଡ ପରେ ଖୋର୍ଦ୍ଧା…

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଗ୍ରାଫ ଉପରମୁହାଁ ହେବାରେ ଲାଗିଛି। ଛତିଶଗଡ ସୀମାନ୍ତକୁ ଲାଗିଥିବା ସୁନ୍ଦରଗଡ, ନୂଆପଡା ଆଦି ଜିଲାରେ ଦୈନିକ ସର୍ବାଧିକ ସଂକ୍ରମଣ ପରିଲକ୍ଷିତ ହେଉଥିବାବେଳେ ଗତ ୨୪ ଘଣ୍ଟା ମଧ୍ୟରେ…
Read More...

ତଥ୍ୟ ପ୍ରମାଣ ନଥିଲେ ନୈତିକ କାରଣରୁ ଦୋଷୀ ସାବ୍ୟସ୍ତ କରାଯାଇପାରିବ ନାହିଁ: ବମ୍ବେ ହାଇକୋର୍ଟ

ମୁମ୍ବଇ: ଶ୍ୱଶୁର ଘର ଲୋକ ଯଉତୁକ ଦାବି କରୁଛନ୍ତି ଅଭିଯୋଗ ଆଣି ବୋହୁ ଆତ୍ମହତ୍ୟା କଲା। ବନ୍ଧାହେଲେ ଶ୍ୱଶୁର ଘର ଲୋକ। ସେମାନଙ୍କ ବିରୁଦ୍ଧରେ ହତ୍ୟା ଅଭିଯୋଗ ଅଣାଗଲା ଏବଂ ସେମାନଙ୍କୁ ନିମ୍ନ ଅଦାଲତରେ ଦୋଷୀ ସାବ୍ୟସ୍ତ…
Read More...

ଭୂମିକମ୍ପରେ ବନ୍ଦ ହୋଇଯାଇଥିଲା ୧୦୦ ବର୍ଷର ପୁରୁଣା ଘଣ୍ଟା: ୧୦ ବର୍ଷପରେ ପୁଣି ଚାଲିଲା

ଟୋକିଓ: ୧୦୦ ବର୍ଷର ପୁରୁଣା ଘଣ୍ଟା। ତଥାପି ଚାଲିଥିଲା। ହେଲେ ଭୂକମ୍ପ ଜନିତ ସୁନାମିରେ ତାହା ବନ୍ଦ ହୋଇଗଲା। ପ୍ରାୟ ୧୦ବର୍ଷ ବନ୍ଦ ରହିବା ପରେ ପୁଣି ଏକ ଭୂକମ୍ପ ପ୍ରଭାବରେ ତାହା ଚାଲିବା ଆରମ୍ଭ କରିଛି। ଜାପାନର…
Read More...

ନିଷ୍ପତ୍ତି ବଦଳାଇଲା ପାକିସ୍ତାନ; ଭାରତରୁ କପା ଓ ଚିନି ଆମଦାନୀ କରିବ

ନୂଆଦିଲ୍ଲୀ: କାଶ୍ମୀର ସମେତ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ଭାରତ ସହିତ ଦୀର୍ଘବର୍ଷ ଧରି ଲାଗିରହିଥିବା ବିବାଦ ପରିପ୍ରେକ୍ଷୀରେ ପାକିସ୍ତାନ ସରକାର ଭାରତରୁ କପା ଓ ଚିନି ଆମଦାନୀ ଉପରେ କଟକଣା ଲାଗୁ କରିଥିଲେ। ତେବେ ସେଠାରେ…
Read More...

ବିଶ୍ୱରେ କରୋନା ମୃତ୍ୟୁ ୨୯,୮୫,୪୨୫କୁ ବୃଦ୍ଧି

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ପର୍ଯ୍ୟାୟ ସଂକ୍ରମଣ ବିଶ୍ୱର ବିଭିନ୍ନ ରାଷ୍ଟ୍ରକୁ ଗୁରୁତର ଭାବରେ ପ୍ରଭାବିତ କରିବାରେ ଲାଗିଛି। ବିଶ୍ୱର ୨୧୯ଟି ରାଷ୍ଟ୍ରରେ କରୋନା ସଂକ୍ରମଣ ହୋଇଛି। ଏଥିରେ ଉଭୟ ସଂକ୍ରମିତ ଓ ମୃତକଙ୍କ…
Read More...

ରାଜ୍ୟରେ ରେକର୍ଡ ଭାଙ୍ଗିବାରେ ଲାଗିଛି କରୋନା: ୨୪ ଘଣ୍ଟାରେ ୨୯୮୯ ନୂଆ ସଂକ୍ରମିତ

ଭୁବନେଶ୍ୱର: ଦିନକୁ ଦିନ ସମଗ୍ର ରାଜ୍ୟରେ ତାହାର କାୟା ଦ୍ରୁତ ଗତିରେ ବିସ୍ତାର କରିବାରେ ଲାଗିଛି କରୋନା। ଆଶାତୀତ ଭାବରେ ପ୍ରତି ଜିଲାରେ ସଂକ୍ରମଣ ବଢିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ନୂଆ ୨୯୮୯ ଜଣ…
Read More...

ଆଜି ୧୨ଟି ଜିଲାକୁ କାଳବୈଶାଖୀ ସତର୍କ ସୂଚନା

ଭୁବନେଶ୍ୱର: ଓଡ଼ିଶାର ୧୨ଟି ଜିଲାକୁ ଆଜି କାଳବୈଶାଖୀ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସତର୍କ ସୂଚନା ଦିଆଯାଇଛି। ପାଣିପାଗ କେନ୍ଦ୍ରର ମୁଖ୍ୟ ଏଚ ଆର…
Read More...