nua o banner

ଖରାପ ମେସିନ୍‌ ଯୋଗୁଁ ଓ୍ୱାଟର ପାର୍କରେ ସୁନାମୀ ପରି ଲହଡି, ୪୪ ଆହତ

ବେଜିଂ .- ଓ୍ୱାଟର ପାର୍କରେ ବିଭିନ୍ନ ପ୍ରକାର ଓ୍ୱାଟର ଥିମର ମଜା ମିଳିଥାଏ । କିଏ ଉଚ୍ଚରୁ ପାଣି ମଧ୍ୟକୁ ଖସି ତ କେତେ ବେଲେ କୃତ୍ରିମ ବର୍ଷା , ସମୁଦ୍ର ଲହଡିର ବି ମଜା ମିଳିଥାଏ । ହେଲେ ବେଳେ ବେଳେ ଏଥିଯୋଗୁଁ କିଛି…
Read More...

ବିହାରରେ ଜଙ୍ଗଲ ରାଜ, ପିତାଙ୍କ ହତ୍ୟାର କିଛିଦିନ ପରେ ଦୁଇ ପୁଅଙ୍କୁ ଗୁଳିକରି ହତ୍ୟା

ପାଟନା . - ବିହାରରେ ଜଙ୍ଗଲରାଜର ଆଉ ଏକ ଘଟଣା ଦେଖିବାକୁ ମିଳିଛି । ଅପରାଧିମାନେ ଆଇନକାନୁନର ଭୟ ଛାଡି ଗୋଟିଏ ପରିବାର ୩ ଜଣଙ୍କୁ ହତ୍ୟାକରିଛନ୍ତି । ଗୋଟିଏ ପରିବାରର ମୁଖ୍ୟଙ୍କୁ ହତ୍ୟାକରିବାର କିଛି ଦିନ ପରେ ତାଙ୍କର…
Read More...

ପୁଲିସ କର୍ମୀଙ୍କୁ କାମୁଡିବା ସହ ଚାପୁଡା ମାରିଲା ଟ୍ରାଫିକ୍‌ ନିୟମ ଉଲ୍ଲଘଂନକାରୀ

ନୂଆଦିଲ୍ଲୀ .- ଟ୍ରାଫିକ ନିୟମ ଉଲ୍ଲଘଂନ କରି ଗାଡି ଚଳାଥିବା ଜଣେ ବ୍ୟକ୍ତି ତାଙ୍କୁ ଅଟକାଇଥିବା ପୁଲିସ୍‌କର୍ମୀଙ୍କୁ ଆକ୍ରମଣ କରି ଚାପୁଡା ମାରିବା ସହ କାମୁଡି ଦେଇଥିବା ଅଭିଯୋଗ ହୋଇଛି । ବୁଲନ୍ଦସହରର ଶୈଳଶ କୁମାର…
Read More...

ଉନ୍ନାଓ ପୀଡିତାଙ୍କ ସୁରକ୍ଷା ପାଇଁ ନିୟୋଜିତ ୩ ପୁଲିସ କର୍ମୀ ନିଲମ୍ବିତ

ଲକ୍ଷ୍ମୌ .- ଉନ୍ନାଓ ପୀଡିତାଙ୍କର ସୁରକ୍ଷା ପାଇଁ ନିୟୋଜିତ ଥିବା ସୁରକ୍ଷା କର୍ମୀ ଦୁର୍ଘଟଣା ସମୟରେ ତାଙ୍କ ସହ ନଥିଲେ । ପୀଡିତାଙ୍କୁ ଦୁଇ ଜଣ ମହିଳା ଓ ଜଣେ ପୁରୁଷ ପୁଲିସ କର୍ମୀ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ଥିଲେ…
Read More...

ଜାମ୍ମୁ -କାଶ୍ମୀରରେ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ମିଳିବ ୧୦ ପ୍ରତିଶତ ସଂରକ୍ଷଣ

ନୂଆଦିଲ୍ଲୀ .- ଜାମ୍ମୁ-କାଶ୍ମୀରରେ ଆର୍ଥକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ମିଳିବ । ବୁଧବାରରେ ଜାମ୍ମୁ-କାଶ୍ମୀର ସଂରକ୍ଷଣ(ଦ୍ୱିତୀୟ ସଂଶୋଧନ) ବିଧେୟକ ୨୦୧୯କୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ପ୍ରଦାନ…
Read More...

ନିଶାପାନ କରି ଶ୍ରେଣୀଗୃହକୁ ଆସିଥିବା ଶିକ୍ଷକ ନିଲମ୍ବିତ

ରାୟପୁର .- ନିଶାପାନ କରି ଶ୍ରେଣୀଗୃହକ ଆସିଥିବା  ଶିକ୍ଷକଙ୍କୁ ନିଲମ୍ବିତ କରାଯାଇଛି ।  ଛତିଶଗଡ ଜଶପୁର ଜିଲ୍ଲାର  ଜିଲ୍ଲାପାଳ ନିଲେଶକୁମାର ମାଦେବ କ୍ଷୀରସାଗର ଏହି ଶିକ୍ଷକଙ୍କୁ ନିଲମ୍ବିତ କରିଛନ୍ତି ।  ତୁରଙ୍ଗଖାର…
Read More...

ପରିବେଶକୁ ସୁହାଇବା ପରି ରବର ପ୍ରସ୍ତୁତି ପାଇଁ ଗୁଗୁଲୁ ଠାରୁ ୧୦ ଲକ୍ଷ ଟଙ୍କା ପୁରସ୍କାର ପାଇଲେ ଦୁଇ ଛାତ୍ର

ବେଙ୍ଗାଲୁରୁ .- ପରିବେଶକୁ ସୁହାଇବା ପରି ରବର ପ୍ରସ୍ତୁତି ପାଇଁ ଗୁଗୁଲ ବେଙ୍ଗାଲୁରର ଦୁଇ ଜଣ ଛାତ୍ରଙ୍କୁ ୧୦ ଲକ୍ଷ ୩୦ ହଜାର ଟଙ୍କା ପୁରସ୍କାର ପ୍ରଦାନ କରିଛି । ଏମାନଙ୍କ ଏମାନଙ୍କୁ ନ୍ୟାସନାଲ ଜିଓଗ୍ରାଫିକାଲ୍‌…
Read More...

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଘଂନ , ଜଣେ ଜବାନ ସହିଦ

ସ୍ରୀନଗର .- ଜାମ୍ମୁ-କାଶ୍ମୀରର ସୁନ୍ଦରବନୀ ସେକ୍ଟରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଘଂନ କରାଯାଇଛି । ଏଥିରେ ଭାରତୀୟ ସେନାର ଜଣେ ଜବାନ ସହିଦ ହୋଇଛନ୍ତି । ସହିଦ ହୋଇଥିବା ଜବାନଙ୍କ ନାମ ନାୟକ କୃଷ୍ଣ ଲାଲ ।…
Read More...

ଆମେରିକାରେ ଚାରୋଟି ବ୍ୟାଙ୍କ ଲୁଟିଥିବା ମହିଳା ‘ପିଙ୍କ ଲେଡି ବନ୍ଦିତ’ ଗିରଫ

ନ୍ୟୁୟର୍କ . - ଆମେରିକାରେ ଜଣେ ୩୬ ବର୍ଷୀୟା ମହିଳା ବ୍ୟାଙ୍କ ଲୁଟୁଥିଲେ । ଗୋଟିଏ କି ଦୁଇଟି ନୁହେଁ ଚାରି ଚାରିଟି ବ୍ୟାଙ୍କ ଲୁଟିଥିବା ଅଭିଯୋଗ ତାଙ୍କ ନାମରେ ରହିଛି ।ବାୟେଜ୍‌ ନାମକ ଏହି ମହିଳା ଜଣଙ୍କ ଲୁଟ୍‌ ସମୟରେ…
Read More...

ସୁରକ୍ଷା କର୍ମୀଙ୍କ ଗୁଳିରେ ୨ କୁଖ୍ୟାତ ଆତଙ୍କବାଦୀ ନିପାତ

ଶ୍ରୀନଗର . - ଜମ୍ମୁ-କାଶ୍ମୀରରେ ସୁରକ୍ଷାବଳମାନଙ୍କୁ ଏକ ବଡ ସଫଳତା ମିଳିଛି । ଅନନ୍ତନାଗ ଆକ୍ରମଣରେ ସାମିଲ ଥିବା ୨ ଜଣ କୁଖ୍ୟାତ ଆତଙ୍କବାଦୀ ସୁରକ୍ଷା କର୍ମୀଙ୍କ ଗୁଳିରେ ନିହତ ହୋଇଛନ୍ତି । ଅନନ୍ତନାଗ ଜିଲ୍ଲାରେ…
Read More...

ମଧ୍ୟପ୍ରଦେଶରେ ବନ୍ୟାଜଳରେ ଫସିଥିବା ୧୮୩ ଜଣ ଛାତ୍ରୀ ଉଦ୍ଧାର

ଭୋପାଳ - ମଧ୍ୟପ୍ରଦେଶର ଖଣ୍ଢଓ୍ୱାରେ ଥିବା କନ୍ୟା ଶିକ୍ଷା ପରିସର ବିଦ୍ୟାଳର ଛାତ୍ରୀନିବାସରେ ଫସି ରହିଥିବା ୧୮୩ଙ୍କୁ ଉଦ୍ଧାର କରାଯାଇଛି । ସୋମବାରରେ ଏହି ଛାତ୍ରୀନିବାସରେ ବନ୍ୟା ଜଳ ପଶିଯାଇଥିଲା । ସେହି ସମୟରେ…
Read More...

୯ ଟଙ୍କା ଲୋଭରେ ୧୫ ଲକ୍ଷ ଟଙ୍କା ହରାଇଲେ ଗୁଜୁରାଟର ବସ୍‌ କଣ୍ଡକ୍ଟର

ଅହମ୍ମଦାବାଦ- ଅତି ଲୋଭେ ...... , ଲୋଭର ପରିଣାମ ଖରାପ । ଏହା ସମସ୍ତଙ୍କୁ ଜଣା ମାତ୍ରା ଲୋଭ ପାଇଁ ଗୁଜୁରାଟ ସଡକ ପରିବାହନ ସଂସ୍ଥାର ଜଣେ କଣ୍ଡକ୍ଟର ୧୫ ଲକ୍ଷ ଟଙ୍କା ହରାଇଛନ୍ତି । କଣ୍ଡକ୍ଟର ଚନ୍ଦ୍ରକାନ୍ତ ପଟେଲଙ୍କ…
Read More...

ଆସନ୍ତା ବର୍ଷ ଖୋଲିବ ଆର୍‌ଏସ୍‌ଏସ୍‌ର ଆର୍ମି ସ୍କୁଲ, ସେନାରେ ଭର୍ତ୍ତି ହେବା ପାଇଁ ଦିଆଯିବ ତାଲିମ୍‌

ନୂଆଦିଲ୍ଲୀ .- ଆସନ୍ତା ବର୍ଷ ମଧ୍ୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ପକ୍ଷରୁ ଏକ ନୂଆ ଆର୍ମି ସ୍କୁଲ ଖୋଲାଯିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ଛାତ୍ରଛାତ୍ରୀଙ୍କୁ ସେନାରେ ଭର୍ତ୍ତି ପାଇଁ ତାଲିମ ଦିଆଯିବ । ଏହି…
Read More...

ଲୋକପ୍ରିୟ ଟିଭି ସୋ ”ମ୍ୟାନ ଭର୍ସେସ୍‌ ଓ୍ୱାଇଲ୍ଡ’ରେ ନଜର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ . - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅନେକ ଅଲଗା ଅଲଗା ରୂପରେ ଦେଖିବାକୁ ମିଳିଛି । ଏବେ କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ସମ୍ପୂର୍ଣ୍ଣ ଏକ ଅଲଗା ରୂପରେ ଦେଖିବାକୁ ମିଳିବ । ଡିସ୍‌କଭରି ଚ୍ୟାନେଲ୍‌ର…
Read More...

ଓଡିଶା ରସଗୋଲାକୁ ମିଳିଲା ଜିଆଇ ଟ୍ୟାଗ

ଭୁବନେଶ୍ୱର . - ଓଡିଶା ରସଗୋଲାକୁ ଜିଆଇ ଟ୍ୟାଗ ମଳିଛି । ପୂର୍ବରୁ ଓଡିଶା ଓ ପଶ୍ଚିମବଙ୍ଗମ ମଧ୍ୟରେ ରସଗୋଲାକୁ ନେଇ ବିବାଦ ରହିଥିଲା । ୨୦୧୭ ମସିହାର ବଙ୍ଗଳା ରସଗୋଲାକୁ ଜିଆଇ ଟ୍ୟାଗ ମିଳିଥିଲା । ପରେ ୨୦୧୮ ମସିହା…
Read More...

କାଲିଫର୍ଣ୍ଣିଆରେ ଗୁଳି କାଣ୍ଡ ଆତତାୟୀ ସହ ୪ ମୃତ, ୧୫ ଗୁରୁତର

କାଲିଫର୍ଣ୍ଣିଆ .- ଆମେରିକାର କାଲିଫର୍ଣ୍ଣିଆରେ ଚାଲିଥିବା ଏକ ଖାଦ୍ୟ ପ୍ରଦର୍ଶନୀରେ ଜଣେ ଆତତାୟୀ ହଠାତ୍‌ ଗୁଳି ଚଳାଇବାରୁ ୩ଜଣଙ୍କର ମୃତ୍ୟୁ ହୋଇଛି । ଏଥିରେ ୧୫ ଜଣ  ଆହତ ହୋଇଛନ୍ତି । ପୁଲିସ ଗୁଳିରେ ଆତତାୟୀ ନିହତ…
Read More...

ଆସ୍ଥା ଭୋଟ ଜିତିଲେ ୟେଦୁରପ୍ପା

ବେଙ୍ଗାଲୁର. - କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦୁରପ୍ପା ସୋମବାରରେ ବିଧାନସଭାରେ ଆସ୍ଥା ଭୋଟ ପାଇଁ ପ୍ରସ୍ତାବ ଦେଇଥିଲେ । ବିରୋଧିଦଳ ମତ ବିଭାଜନ ପାଇଁ ଦାବି କରି ନଥିଲେ । ଏହି କାରଣରୁ ୟେଦୁରପ୍ପା…
Read More...

ଉନ୍ନାଓରେ ବିଜେପି ବିଧାୟକଙ୍କ ବଳାତ୍କାର ମାମଲା – ପୀଡିତାଙ୍କୁ ଟ୍ରକ ମଡାଇ ହତ୍ୟା ଉଦ୍ୟମ! ଅବସ୍ଥା ସଙ୍କଟାପନ୍ନ

ଲକ୍ଷ୍ମୌ .- ଉନ୍ନାଓର ବାହୁବଳୀ ବିଧାୟକ କୁଲଦୀପ ସେଂଗାରଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଥିବା ପୀଡିତାଙ୍କୁ ଟ୍ରକ ମଡାଇ ହତ୍ୟା ଉଦ୍ୟମ କରାଯାଇଛି । ଏହି ଘଟଣାରେ ପୀଡିତାଙ୍କ ମାଆ  , ଖୁଡୀ ଓ ଗାଡି ଡ୍ରାଇଭରଙ୍କର…
Read More...

ଶ୍ରୀଲଙ୍କା ନୌସନା ଦ୍ୱାରା ତାମିଲନାଡୁର ୭ ମତ୍ସଜୀବୀ ଗିରଫ

ଚେନ୍ନାଇ .- ଶ୍ରୀଲଙ୍କା ନୌସେନା ପକ୍ଷରୁ ତାମିଲନାଡୁର ୭ ଜଣ ମତ୍ସଜୀବୀଙ୍କୁ ଗିରଫ କରାଯାଇଛି । ଏମାନେ ନେଦୁଥିଭୁରୁ ଶ୍ରୀଲଙ୍କା ଉପକୂଳରେ ମାଛ ମାରୁଥିବା ଅଭିଯୋଗ ହୋଇଛି । ମାତ୍ର ମତ୍ସଜୀବୀମାନେ ଏହାକୁ ଖଣ୍ଡନ…
Read More...

ଉନ୍ନାଓ ବିଜେପି ବିଧାୟକଙ୍କ ବିରୋଧରେ ବଳାତ୍କାର ଅଭିଯୋଗ କରିଥିବା ମହିଳା ଉପରେ ମାଡିଗଲା ଟ୍ରକ, ତାଙ୍କ ମା ଓ ଖୁଡୀ ମୃତ

ଉନ୍ନାଓ .- ଉନ୍ନାଓରେ ବିଜେପି ବିଧାୟକଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ଆଣିଥିବା ପୀଡିତାଙ୍କୁ ଟ୍ରକ ମଡାଇ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । ପୀଡିତା ଉନ୍ନାଓର ବିଜେପି ବିଧାୟକ କୁଲଦୀପ ସେନଗାରଙ୍କ ବିରୋଧରେ…
Read More...

ମାଓବାଦୀଙ୍କୁ ବିରୋଧ- ସହିଦ ଦିବସ ମାଓ ହିଂସାର ଶିକାର ହୋଇଥିବା ବ୍ୟକ୍ତିଙ୍କ ପାଇଁ ସ୍ମୃତି ସ୍ତମ୍ଭ

ମାଲକାନଗିରି- ଜୁଲାଇ ୨୮ ତାରିଖରୁ ଠାରୁ ସି. ପି ଏଇ ମାଓବାଦୀ ପକ୍ଷରୁ ସହିଦ ସପ୍ତାହ ପାଳନ କରାଯାଉଛି । ମାତ୍ର ପ୍ରଥମ ଥର ପାଇଁ ମାଓବାଦୀଙ୍କ ବଦଳରେ ମାଓ ହିସାଂର ଶିକାର ହୋଇଥିବାବ୍ୟକ୍ତିଙ୍କ ପାଇଁ ଆନ୍ଧ୍ରପ୍ରଦେଶର…
Read More...

ଲସଲସା ଚାଲିଲା, ରୁଆବିହୁଡା ନୋହିଲା

ଟିଟିଲାଗଡ଼ -ଟିଟିଲାଗଡ଼ରେ ଚଳିତ ବର୍ଷ ଖରିଫରେ ଜୁଲାଇ ମାସ ସରିବା ବେଳକୁ ବର୍ଷାର ନାମଗନ୍ଧ ନାହିଁ। ଜୁଲାଇ ଶେଷ ବେଳକୁ କେବେ କେମିତି ଅସରାଏ ବର୍ଷା ଜମିକୁ ଓଦା କରୁଥିବା ବେଳେ ଏହା ଚାଷ କାର୍ଯ୍ୟ ପାଇଁ ସହାୟକ…
Read More...

ଅପହରଣର ଏଗାର ଦିନପରେ ନାବାଳିକାର ନାହିଁ ଖୋଜ ଖବର

ଖୁଣ୍ଟା - ଖୁଣ୍ଟା ଥାନା ଅଞ୍ଚଳର ଜନୈକା ୧୬ ବର୍ଷର ନାବାଳିକାକୁ ଅପହରଣ କରାଯାଇଥିବା ଅଭିଯୋଗରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏଗାର ଦିନ ହେଲାଣି ଅପହୃତାର ସନ୍ଧାନ ମିଳି ନାହିଁ । ଜୁଲାଇ ୧୮…
Read More...

ଆମେଥିରେ ଅବସରପ୍ରାପ୍ତ ସେନା ଅଧିକାରୀଙ୍କୁ ହତ୍ୟା ଅଭିଯୋଗ

ଆମେଥି .- ଉତ୍ତରପ୍ରଦେଶର ଆମେଥିରେ ଜଣେ ଅବସର ପ୍ରାପ୍ତ ସେନା ଅଧିକାରୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଅମନ୍ନୁଲାହ୍‌ ନାମକ ଏହି ବ୍ୟକ୍ତି ଓ ତାଙ୍କର ପତ୍ନୀ ଘରେ ଥିବ ବେଳେ କିଛି ଲୋକ ସଂଘବଦ୍ଧ ଭାବେ…
Read More...

ବକ୍ସିଂ ବିଶ୍ୱ କପ୍‌ ପୂର୍ବରୁ ମେରିକମ୍‌ ଜିତିଲେ ପ୍ରେସିଡେଣ୍ଟ କପ୍‌ ବକ୍ସିଂ ଟାଇଟଲ୍‌

ଜାକାର୍ତ୍ତା .- ଇଣ୍ଡୋନେସିଆରେ ଅନୁଷ୍ଠିତ ପ୍ରେସିଡେଣ୍ଟ କପ୍‌ ବକ୍ସିଂ ଟାଇଟେଲ୍‌ରେ ୬ ଥରର ବିଶ୍ୱ ବିଜୟିନୀ ମେରିକାମ୍‌ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୨୩ତମ ପ୍ରେସିଡେଣ୍ଟ କପ୍‌ରେ ଅଲମ୍ପିକ୍‌ର କାଂସ୍ୟ ପଦକ ବିଜୟନୀ…
Read More...

ଶରୀରରୁ ଆଠଟି ଗୁଳି ବାହାରିବା ପରେ କାର୍ଯ୍ୟରେ ଯୋଗ ଦେଲେ ସିଆର୍‌ପିଏଫ୍‌ ଜବାନ୍‌ ଖୁରସିଦ୍‌ ଅହମ୍ମଦ

ଶ୍ରୀନଗର .- ଆତଙ୍କବାଦୀଙ୍କୁ ସାମ୍ନା କରୁଥିବା ବେଳେ ଶରୀରରେ ୮ଟି ଗୁଳି ବାଜିଥିଲେ । ହେଲେ ଭାରତର ଏହି ବୀର ଜବାନ ଚିକିତ୍ସା ପରେ ଠିକ୍‌ ହେବା ସହ କାର୍ଯ୍ୟରେ ଯୋଗ ଦେଇଛନ୍ତି । ଏହି ବୀର ଜବାନ୍‌ ଜଣଙ୍କ ହେଉଛନ୍ତି…
Read More...

ଆଗ୍ନେୟଗିରି ମଧ୍ୟକୁ ଖସିପଡିଥିବା ପତିଙ୍କୁ ଉଦ୍ଧାର କଲେ ନବ ବିବାହିତା ପତ୍ନୀ

ନ୍ୟୁୟର୍କ .- କାରେବିଆନ ସାଗର ନିକଟସ୍ଥ ଏକ ଦ୍ୱୀପକୁ ବିବାହ ପରେ ଯାଇଥିବା ନବ ବିବାହିତ ଦମ୍ପତିଙ୍କ ସହ ଏକ ଦୁର୍ଘଟଣା ଘଟିଥିଲା । ଏକ ସୁପ୍ତ ଆଗ୍ନେୟଗିରି ନିକଟରେ ବୁଲୁଥିବା ସମୟରେ ପତି ଆଗ୍ନେୟଗିରି ମଧ୍ୟକୁ ଖସି…
Read More...

ଭୂମଧ୍ୟ ସାଗରରେ ନୌକା ବୁଡି ୧୧୫ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା

ତ୍ରିପୋଲି .- ଭୂମଧ୍ୟ ସାଗର ମଧ୍ୟରେ ଏଜ ନୌକା ବୁଡି ଯିବାରୁ ୧୧୫ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ସୂଚନା । ଏହା ଚଳିତ ବର୍ଷର ସବୁଠାରୁ ବଡ ନୌକା ଦୁର୍ଘଟଣା ବୋଲି ଅନ୍ତର୍ଜାତୀୟ ଖବର ସରୋବରାହ ସଂସ୍ଥା ରଏଟର୍‌ରେ ଖବର…
Read More...

ଆଇଆଇଟି ଦିଲ୍ଲୀ କ୍ୟାମ୍ପସ୍‌ ପରିସରରୁ ଗୋଟିଏ ପରିବାରର ତିନିଜଣଙ୍କ ମୃତ ଦେହ ଜବତ

ନୂଆଦିଲ୍ଲୀ .- ଆଇଆଇଟି ଦିଲ୍ଲୀର କ୍ୟାମ୍ପସ ପରିସରରୁ ଜଣେ ଲ୍ୟାବ ଟେକନିସିଆନ୍‌ଙ୍କ ସହ ତାଙ୍କ ପରିବାରର ତିନିଜଣ ଲୋକଙ୍କର ମୃତ ଦେହ କୁ ପୁଲିସ ଜବତ କରିଛି । ଏହା ଏକ ଆତ୍ମହତ୍ୟା ଜନିତ ଘଟଣା ହୋଇଥାଏ ପାରେ ବୋଲି…
Read More...

ସ୍ପାଇସ୍‌ ଜେଟ୍‌ ବିମାନ ରକ୍ଷଣା ବେକ୍ଷଣ କରୁଥିବା ବେଳେ ଯନ୍ତ୍ରୀ ମୃତ, ତାଲିମ ନେଇ ନଥିଲେ ଏହି ଯନ୍ତ୍ରୀ

କୋଲକତା .- କୋଲକାତା ବିମାନ ବନ୍ଦରରେ ଏକ ସ୍ପାଇସ୍‌ ଜେଟ୍‌ର ରକ୍ଷଣା ବେକ୍ଷଣ (ମେଣ୍ଟେନାନସ୍‌ ) କରୁଥିବା ବେଳେ ଜଣେ ଯନ୍ତ୍ରୀଙ୍କର ମୃତ୍ୟୁ ହୋଇଛି। ରୋହିତ ପାଣ୍ଡେ ନାମକ ଏହି ଯନ୍ତ୍ରୀ ଜଣଙ୍କ ବିମାନର ପଛ ଲ୍ୟାଣ୍ଡିଂ…
Read More...

ଭୋପାଳରେ ଝାଡୁ ଲଗାଇବେ ପ୍ରଜ୍ଞା ଠାକୁର,ପୂର୍ବରୁ ସ୍ୱସ୍ଥ ଭାରତ ଯୋଜନା ବିରୁଦ୍ଧରେ ଦେଇଥିଲେ ମନ୍ତବ୍ୟ

ନୂଆଦିଲ୍ଲୀ . - ଭୋପାଳରୁ ସାଂସଦ ହୋଇଥିବା ପ୍ରଜ୍ଞା ସିଂ ଠାକୁର ଭୋପାଳରେ ଝାଡୁ କରିବା ସହ ସ୍ୱଚ୍ଛ ଭାରତର ବାର୍ତ୍ତା ଦେବେ । କିଛି ଦିନ ତଳେ ସେ ସ୍ୱଚ୍ଛତା ବିରୋଧରେ ଏକ ମନ୍ତବ୍ୟ ଦେଇ ବିବାଦକୁ ଆସିଥିଲେ । ସେ ନଳା…
Read More...

ଥାନାରେ ଟିକ୍‌ଟକ୍‌ ଭିଡିଓ କରି ଚାକିରି ହରାଇଲେ ମହିଳା ଥାନା ଅଧିକାରୀ

ଅହମ୍ମଦାବାଦ . - ଥାନାରେ ଟିକ୍‌ଟକ୍‌ ଭିଡିଓ ସୁଟିଂ କରିବା ଜଣେ ମହିଳା ଥାନା ଅଧିକାରୀଙ୍କ ପାଇଁ ମହଙ୍ଗା ସାବସ୍ତ୍ୟ ହୋଇଛି । ଟିକ୍‌ଟକ୍‌ ଟ୍ରେଣ୍ଡରୁ ଏହି ମହିଳା ଥାନା ଅଧିକାରୀ ବର୍ତ୍ତି ପାରି ନାହାନ୍ତି । ଅର୍ପିତା…
Read More...

ଲୋକ ସଭାରେ ପାରିତ ହେଲା ତିନି ତଲାକ ବିଲ୍‌

ନୂଆଦିଲ୍ଲୀ . - ଲୋକ ସଭାରେ ତିନି ତଲାକ୍‌ ବିଲ୍‌ ପାରିତ ହୋଇଛି ।  ବିଲ୍‌ ସପକ୍ଷରେ ୩୦୩ଓ ବିପକ୍ଷରେ ୮୨ ସାଂସଦ ମତଦାନ କରିଛନ୍ତି । ମୁସଲିମ୍‌ ମହିଳାଙ୍କ ତିନି ତଲାକ ପ୍ରସଙ୍ଗରେ ଏହି ବିଲ୍‌ । ଏହପରେ ରାଜ୍ୟ ସଭାରେ…
Read More...

ଚଳିତ ବର୍ଷ ଆସିବ ହ୍ୱାଟସ୍‌ଆପ୍‌ ପେ୍‌ , ସୂଚନା ଦେଲେ ଗ୍ଲୋବାଲ୍‌ ମୁଖ୍ୟ

ନୂଆଦିଲ୍ଲୀ . - ଚଳିତ ବର୍ଷ ହ୍ୱାଟସ୍‌ଆପ୍‌ ପେ ଲଞ୍ଚ୍‌ ହେବ । ବର୍ଷ ଶେଷ ବେଳକୁ ଏହାକୁ ଲଞ୍ଚ୍‌ କରିବାର ଯୋଜନା କରାଯାଇଛି ବୋଲି ହ୍ୱାଟସ୍‌ଆପ୍‌ ଗ୍ଲୋବାଲ୍‌ ମୁଖ୍ୟ ଓ୍ୱିଲ୍‌ କାଥକାର୍ଟ ସୂଚନା ଦେଇଛନ୍ତି । ଏବେ…
Read More...

ଶିକ୍ଷକଙ୍କୁ ଗୁଳି କରିଥିବା ଅଭିଯୁକ୍ତକୁ ପିଟି ପିଟି ମାରି ଦେଲେ ଲୋକ

ପାଟନା . - ବିହାର ଜାମୁଇ ଅଞ୍ଚଳରେ ଜଣେ ଶିକ୍ଷକଙ୍କୁ ଗୁଳି କରିଥିବା ଅଭିଯୁକ୍ତକୁ ସ୍ଥାନୀୟ ଲୋକ ପିଟି ପିଟି ମାରି ଦେଇଛନ୍ତି ।  ଅଭିଯୁକ୍ତ ଅମର ସିଂ  ଜଣେ ଶିକ୍ଷକଙ୍କୁ ଗୁଳି କରିଥିଲା ।   ସେ ଶିକ୍ଷକଙ୍କ ଗୋଡକୁ…
Read More...

ଅସଦାଚରଣ ଅଭିଯୋଗ କରିବାକୁ ଯାଇଥିବା ଯୁବତୀଙ୍କୁ ଥାନାରେ ଦୁର୍ବ୍ୟବହାର ଅଭିଯୋଗ

ଲକ୍ଷ୍ମୌ .- ଅସଦାଚରଣର ଶିକାର ହୋଇ ଥାନାକୁ ଅଭିଯୋଗ କରିବାକୁ ଯାଇଥିବା ଜଣେ ଯୁବତୀ ପୁଲିସ୍‌ ଅଧିକାରୀ ଦୁର୍ବ୍ୟବହାରର ଶିକାର ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣା ଉତ୍ତର ପ୍ରଦେଶ କାନପୁରରେ ଘଟିଛି । ଜଣେ ଯୁବତୀ…
Read More...

ଟୋଲ୍‌ ଗେଟ୍‌ରେ ବିଜେପି ନେତାଙ୍କର ଦାଦାଗିରି ଅଭିଯୋଗ, ଟୋଲ୍‌ ମାଗିବାରୁ ମାଡ ଖାଇଲେ କର୍ମଚାରୀ

ଲକ୍ଷ୍ମୌ .- ଉତ୍ତର ପ୍ରଦେଶରେ ପୁଣି ଜଣେ ବିଜେପି ନେତା ଟୋଲ୍‌ ଗେଟ୍‌ରେ ଟୋଲ୍‌ ଟଙ୍କା ମାଗିବାରୁ ସେଠାକାର କର୍ମଚାରୀମାନଙ୍କୁ ମାରପିଟ୍‌ କରିଥିବା ଅଭିଯୋଗ ହୋଇଛି । ଉତ୍ତର ପ୍ରଦେଶର ବିଜେପି ନେତା ବିଜୟ ଭାଟି ଓ…
Read More...

ପଞ୍ଚ ତାରକା ହୋଟେଲ୍‌ରେ ଦୁଇଟି କଦଳୀ ପାଇଁ ୪୪୨ଟଙ୍କା ଦେଲେ ରାହୁଲ୍‌ ବୋଷ୍‌,ଘଟଣାର ତଦନ୍ତ ନିର୍ଦେଶ

ଚଣ୍ଡୀଗଡ .- ଏକ ପଞ୍ଚତାରକା ହୋଟେଲରେ ଅଭିନେତା ରାହୁଲ ବୋଷ୍‌ଙ୍କୁ ଦୁଇଟି ପାଚିଲା କଦଳୀ ପାଇଁ ୪୪୨ ଟଙ୍କା ୫୦ ପଇସା ନିଆଯାଇଛି । କେବଳ ସେତିକି ନୁହେଁ ତାଜା ଫଳ ଓ ପନିପରିବା ଉପରେ ଜିଏସ୍‌ଟି ନିଆଯାଉ ନଥିବା ବେଳେ…
Read More...

ପାଟକୁରାରେ ବିଜୟ ଅଭିମୂଖେ ବିଜେଡି

ଭୁବନେଶ୍ୱର -  ପାଟକୁରରେ  ବିଜୟ ଦିଗରେ ବିଜେଡି ଆଗେଇ ଚାଲିଛି । ୧୬ ତମ ରାଉଣ୍ଡ ଗଣା ଶେଷ ସୁଦ୍ଧା ବିଜେଡିର  ସାବିତ୍ରୀ  ଅଗ୍ରଓ୍ୱାଲ  ୮୯୩୮୯ ଖଣ୍ଡ ଭୋଟ ପାଇ ଆଗରେ ଅଛନ୍ତି ।  ବିଜେପିର ବିଜୟ ମହାପାତ୍ରଙ୍କୁ ୭୨୧୫୫…
Read More...

ପାଟକୁରାରେ ଆଗଉଛନ୍ତି ସାବିତ୍ରୀ ପଛଉଛନ୍ତି ବିଜୟ

ପାଟକୁରା .- ପାଟକୁରା ବିଧାନସଭା ନିର୍ବାଚନର ଭୋଟ ଗଣିତି ଜାରି ରହିଛି। ଏକାଦଶ ରାଉଣ୍ଡ ଭୋଟ୍‌ ଗଣତି ଶେଷ ସୁଦ୍ଧା ବିଜେଡିର ସାବିତ୍ରୀ ଅଗ୍ରଓ୍ୱାଲଙ୍କୁ ୬୩,୭୮୭ ଖଣ୍ଡ ଭୋଟ୍‌ ମିଳିଥିବା ବେଳେ ବିଜେପିର ବିଜୟ…
Read More...

ପାଟକୁରା- ସପ୍ତମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ସାବିତ୍ରୀ ଅଗ୍ରଓ୍ୱାଲ ଆଗରେ

ପାଟକୁରା - ସପ୍ତମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡିର ସାବିତ୍ରୀ ଅଗ୍ରଓ୍ୱାଲ ଆଗୁଆ ଅଛନ୍ତି । ସାବିତ୍ରୀ ଅଗ୍ରଓ୍ୱାଲ ସପ୍ତମ ରାଉଣ୍ଡ ଗଣତି ଶେଷ ସୁଦ୍ଧା ୪୨,୦୩୭ ଖଣ୍ଡ ଭୋଟ ପାଇଥିବା ବେଳେ , ବିଜେପି ପ୍ରାର୍ଥୀ ବିଜୟ…
Read More...

ପାଟକୁରା – ଚତୁର୍ଥ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡିର ସାବିତ୍ରୀ ଅଗ୍ରଓ୍ୱାଲ ଆଗରେ

ପାଟକୁରା - ଚତୁର୍ଥ ରାଉଣ୍ଡ ଗଣତି ଶେଷ ସୁଦ୍ଧା ବିଜେଡିର ସାବିତ୍ରୀ ଅଗ୍ରଓ୍ୱାଲ ଆଗରେ ସାବିତ୍ରୀ ଅଗ୍ରଓ୍ୱାଲ ୨୫୨୧୪ ଖଣ୍ଡ ଭୋଟ ବିଜୟ ମହାପାତ୍ର ୧୭୭୮୩ ଖଣ୍ଡ ଭୋଟ…
Read More...

ଆସ୍ଥାଭୋଟରେ ହାରିବା ପରେ ଇସ୍ତଫା ଦେଲେ କୁମାର ସ୍ୱମୀ, ଇସ୍ତଫାକୁ ଗ୍ରହଣ କଲେ ରାଜ୍ୟପାଳ

ବେଙ୍ଗାଲୁର. - କର୍ଣ୍ଣାଟର ବିଧାନସଭାରେ ଆଗତ ଆସ୍ଥାଭୋଟରେ ହାରିବା ପରେ କୁମାରସ୍ୱାମୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ସରକାର ଗଢିବାର ୧୪ ମାସ ପରେ କର୍ଣ୍ଣାଟକରେ କଂଗ୍ରେସ-ଜେଡିଏସ ସରକାରର ପତନ ଘଟିଛି।…
Read More...

ସର୍ଗିମୁଣ୍ଡା ଅନାହାର ମୃତ୍ୟୁ ଅଭିଯୋଗ ସମ୍ପର୍କରେ ଅନୁସନ୍ଧାନ କଲେ ଓଡିଶା ଖାଦ୍ୟ ଅଧିକାର ଅଭିଯାନର ତିନିଜଣିଆ…

ଭୁବନେଶ୍ୱର .- ନୂଆପଡାରେ ଜୁଲାଇ ମାସରେ ଜଣେ ୧୭ ବର୍ଷିୟ ଦିବ୍ୟାଙ୍ଗଙ୍କର ଅନାହାର ଜନିତ ମୃତ୍ୟ ହୋଇଥିବା ଅଭିଯୋଗ ହୋଇଥିଲା । ପ୍ରଶାସନିକ ଅଧିକାରୀ ଏହାକୁ ଅସ୍ୱୀକାର କରିଛନ୍ତି । ଏହାପରେ ଓଡିଶା ଖାଦ୍ୟ ଅଧିକାର…
Read More...

ମଦ୍ୟପ ନେଲା ୨ମଦ୍ୟପଙ୍କ ଜୀବନ

ଡେରାଡୁନ୍‌ .- ଉତ୍ତରାଖଣ୍ଡର ପୌଡି ଅଞ୍ଚଳରେ ଏକ ରୋଷେଇ ଘରୁ ଦୁଇ ଜଣ ଯୁବକଙ୍କର ମୃତ ଦେହ ଜବତ କରାଯାଇଛି । ପୌଡି ଅଞ୍ଚଳରେ ଥିବା ଚାରକଣ୍ଡି ଗ୍ରାମରେ ସନ୍ଦେହଜନକ ଅବସ୍ଥାରେ ଦୁଇଜଣ ଯୁବକଙ୍କର ମୃତଦେହ ଉଦ୍ଧାର…
Read More...

ପୁଣି ମୁମ୍ବଇରେ ଭୟାବହ ଅଗ୍ନିକାଣ୍ଡ

ମମ୍ବଇ . - ମୁମ୍ବଇ ମହାନଗର ନିଗମର ଥାନେ ଅଞ୍ଚଳରେ ମଙ୍ଗଳବାର ଭୋରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ରାସାୟନିକ ଦ୍ରବ୍ୟ ଗଚ୍ଛିତ ରହୁଥିବା ଏକ ଗୋଦାମରେ ହଠାତ୍‌ ନିଆଁ ଲାଗିଯାଇଥିଲା । ଏଥିରେ କେହି ମୃତାହତ ହୋଇ ନଥିବା…
Read More...

ଏହି ପରୀକ୍ଷାରେ ୧୦ ମିନିଟ୍‌ରେ ଜାଣିପାରିବେ କ୍ୟାନସର୍‌ ହୋଇଛି କି ନାହିଁ ।

କ୍ୱିଇନସ୍‌ଲ୍ୟାଣ୍ଡ . - ଏବେ ମାତ୍ର ୧୦ ମିନିଟ୍‌ ମଧ୍ୟରେ କାହାକୁ କ୍ୟାନସର୍‌ ହୋଇଛି କି ନାହିଁ ଜଣା ପଡିଯିବ । ଅଷ୍ଟ୍ରେଲିଆର କ୍ୱିଇନସ୍‌ଲ୍ୟାଣ୍ଡ ବିଶ୍ୱବିଦ୍ୟାଳୟରେ ଗବେଷଣା କରୁଥିବା ବୈଜ୍ଞାନିକମାନେ ଏ ବିଷୟରେ…
Read More...

ଏବେ ସର୍ବସାଧାରଣରେ ଧୂମପାନ କଲେ ଦେବାକୁ ପଡିବ ଅଧିକ ଜୋରିମାନା, ଜାଣନ୍ତୁ କେତେ

ନୂଆଦିଲ୍ଲୀ .- ଏବେ ସର୍ବ ସାଧାରଣରେ ଧୂମପାନ କଲେ ଦେବାକୁ ପଡିବା ଏକ ହଜାର ଟଙ୍କା ଜୋରିମାନା । ସିଏନ୍‌ବିସି ଆବାଜରେ ଏ ନେଇ ଏକ ଖବର ପ୍ରକାଶିତ ହୋଇଛି । ଏଥିପାଇଁ ସରକାର କୋଟପା ଆଇନରେ ସଂଶୋଧନ କରିବା ପାଇଁ ଯାଉଛନ୍ତି…
Read More...

ଉର୍ଦ୍ଦୁରେ କଲମା ପଢୁଥିବା ବେଳେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲଙ୍କ ଭିଡିଓ ଭାଇରାଲ

ନୂଆଦିଲ୍ଲୀ .- କଲମା ପଢୁଥିବା ବେଲେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲଙ୍କ ଭିଡିଓ ଭାଇରାଲ ହୋଇଛି । ପ୍ରତିଦିନ ପୂଜା ବେଳେ ସେ କଲମା ପଢୁଥିବା କତା ସୂଚନା ଦେଇଛନ୍ତି । ପ୍ରତିଦିନ ସକାଳେ ପୂଜା କରିବା ସମୟରେ ପୀୟୁଷ ଗୋୟଲ…
Read More...

ଟ୍ରମ୍ପଙ୍କ ଗୋବ୍ୟାକ ଟ୍ୱିଟ ପରେ , ଆମେରିକାରେ ଶିବ ମନ୍ଦିର ପୂଜାରୀଙ୍କ ଉପରେ ଆକ୍ରମଣ

ନ୍ୟୁୟର୍କ .- ନ୍ୟୁୟର୍କର ଫ୍ଲୋରା ପାର୍କରେ ଜଣେ ୫୨ ବର୍ଷୀୟ ପୂଜାରୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ଜଣେ ଭାରତୀୟ , ସେ ସେଠାରେ ଥିବା ଏକ ଶିବ ମନ୍ଦିରରେ ପୂଜାରୀ…
Read More...

ମୁମ୍ବଇରେ ୧୦ ବର୍ଷରେ ୫୩ ହଜାର ଘଟଣା, ୬୬୬ ଜଣଙ୍କର ମୃତ୍ୟୁ

ମୁମ୍ବଇ .- ମୁମ୍ବଇରେ ଅନେକ ଗଗନଶ୍ଚୁମ୍ବୀ ଅଟ୍ଟାଳିକା ରହିଛି । ଏହି ଅଟ୍ଟାଳିକାମାନଙ୍କର ଅଗ୍ନିକାଣ୍ଡ ଘଟଣା କିଛି କମ୍‌ ନୁହେଁ । ଅନେକ ଅଟ୍ଟାଳିକାରେ ଅଗ୍ନି ନିର୍ବାପନ ବ୍ୟବସ୍ଥା ଥିଲେ ମଧ୍ୟ ଅଗ୍ନି କାଣ୍ଡ ବେଳେ ଏହା…
Read More...

ପାକିସ୍ତାନର ଏହି ସହରରେ ଅଧିକ ରୁହନ୍ତି ହିନ୍ଦୁ, ମୁସଲମାନ କରନ୍ତି ନାହିଁ ଗୋହତ୍ୟା

ଲାହୋର . - ପାକିସ୍ତାନର ଏପରି ଏକ ସହରେ ରହିଛି ଯେଉଁଠାରେ ବହୁ ସଂଖ୍ୟାରେ ହିନ୍ଦୁ ବସବାସ କରନ୍ତି । ଏହି ସହରର ନାମ ମୀଠି । ଥାରପାରକର ଦିଲାରେ ଏହି ମୀଠି ସହର ରହିଛି। କରାଚୀଠାରୁ ୨୭୮ କିଲୋମିଟର, ଲାହୋରଠାରୁ ୮୭୯…
Read More...

ଆଦିତ୍ୟ ଆଲୁମିନିୟମ ପକ୍ଷରୁ ସମ୍ବଲପୁର ପୁଲିସକୁ ସହାୟତା ,ଅଧିକ ୪ଟି ପିସିଆର ଭ୍ୟାନ ଦାନ

ଭୁବନେଶ୍ୱର: ସମ୍ବଲପୁର ସହରରେ ଅପରାଧ କମ କରିବା ଲକ୍ଷ୍ୟନେଇ ଓ ସିଏସଆର ଦାୟିôବବୋଧର ଅଂଶ ସ୍ୱରୂପ ଆଦିତ୍ୟ ର୍ବିଲା ଗ୍ରୁପର କଂପାନି ଆଦିତ୍ୟ ଆଲୁମିନିୟମ ସମ୍ବଲପୁର ଜିଲ୍ଲା ପୋଲିସ ସହ ଏକ ପାଦ ଆଗକୁ ବଢ଼ି ନିକଟରେ ସହରରେ…
Read More...

ଚେନ୍ନାଇର ଯୁବକଙ୍କୁ ୨୧ ଲକ୍ଷ ଟଙ୍କା ଦେଲା ଇନଷ୍ଟାଗ୍ରାମ

ଚେନ୍ନାଇ .- ଚେନ୍ନାଇର ଜଣେ ଯୁବକଙ୍କୁ ଇନଷ୍ଟାଗ୍ରାମ ପକ୍ଷରୁ ୩୦,୦୦୦ ଡଲାର ୨୧ ଲକ୍ଷ ଟଙ୍କାର ଚେକ୍‌ ପ୍ରଦାନ କରାଯାଇଛି । ଫେସ୍‌ବୁକ୍‌ ଅଧିକୃତ ଇନଷ୍ଟାଗ୍ରାମରେ ଏକ ବଗ୍‌ ବିଷୟରେ ସେ ଇନଷ୍ଟାଗ୍ରାମକୁ ଜଣାଇଥିବାରୁ…
Read More...

ଏୟାରଟେଲ୍‌କୁ ଟପି ଦ୍ୱିତୀୟ ସ୍ଥାନରେ ପହଞ୍ଚିଲା ଜିଓ

ମୁମ୍ବଇ . - ଏୟାରଟେଲ୍‌କୁ ଅତିକ୍ରମ କରି ଜିଓ ଭାରତର ଦ୍ୱିତୀୟ ବୃହତ ଉପଭୋକ୍ତା ଥିବା କମ୍ପାନୀ ହୋଇ ପାରିଛି। ସରକାରଙ୍କର ମେ ମାସର ପ୍ରକାଶ ପାଇଥିବା ରିପୋର୍ଟରେ ଏହି ତଥ୍ୟ ଦର୍ଶାଯାଇଛି । ରିଲାଏନସ୍‌ ଇଣ୍ଡଷ୍ଟ୍ରିଜ୍‌…
Read More...

କର୍ଣ୍ଣାଟକ ବିଧାନ ସଭାରେ ଆସ୍ଥା ଭୋଟ ପାଇଁ ଆଲୋଚନା ଜାରି

ବେଙ୍ଗାଲୁର – କର୍ଣ୍ଣାଟକ ବିଧାନସଭାରେ କୁମାରସ୍ୱାମୀ ସରକାରଙ୍କ ଆସ୍ଥା ଭୋଟ୍‌ ପାଇଁ ଆଲୋଚନା ଜାରି ରହିଛି । ଦିନ ଗୋଟାଏ ୩୦ ସମୟରେ ଆସ୍ଥା ଭୋଟ କରିବା ପାଇଁ ବାଚସ୍ପତିଙ୍କୁ ରାଜ୍ୟପାଳ ପରାମର୍ଶ ଦେଇଥିଲେ । ଖବର ଲେଖା…
Read More...

ମଧ୍ୟାହ୍ନର ମୁଖ୍ୟ ଖବର

ଜାତୀୟ ଖବର କର୍ଣ୍ଣାଟକ ବିଧାନ ସଭାରେ ଆସ୍ଥା ଭୋଟ ପାଇଁ ଆଲୋଚନା ଜାରି ବେଙ୍ଗାଲୁର - କର୍ଣ୍ଣାଟକ ବିଧାନସଭାରେ କୁମାରସ୍ୱାମୀ ସରକାରଙ୍କ ଆସ୍ଥା ଭୋଟ୍‌ ପାଇଁ ଆଲୋଚନା ଜାରି ରହିଛି  । ଦିନ ଗୋଟାଏ ୩୦ ସମୟରେ ଆସ୍ଥା…
Read More...

ଇସଲାମିକ୍‌ ବ୍ୟାଙ୍କ ନାମରେ ୩୦ ହଜାର ମୁସଲିମ୍‌ଙ୍କୁ ଠକିଥିବା ମନସୁର୍‌ ଖାନ ଗିରଫ

ନୂଆଦିଲ୍ଲୀ . - ଇସଲାମିକ୍‌ ବ୍ୟାଙ୍କ ନାମରେ ୩୦ ହଜାର ମୁସଲିମ୍‌ଙ୍କ ଠାରୁ ହଜାର ହଜାର କୋଟି ଟଙ୍କା ଠକି ନେଇଥିବା ମନ୍‌ସୁନ୍‌ ଖାନ୍‌କୁ ଦିଲ୍ଲୀ ବିମାନ ବନ୍ଦରରୁ ଗିରଫ କରାଯାଛି। ମନସୁର୍‌ ଖାନ୍‌ ଆଇଏମ୍‌ଏ ବା ଆଇ…
Read More...

ରାଜନୀତିରେ ଏନକାଉଣ୍ଟର ସ୍ପେଶାଲିଷ୍ଟ

ମୁମ୍ବଇ .- ପ୍ରଦୀପ ଶର୍ମା । ନାଁ ଶୁଣିଲେ ଅପରାଧୀମାନେ ଥରି ଉଠନ୍ତି । ଅପରାଧୀଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟ ହୁଏ । ମୁମ୍ବାଇରେ ୧୦୦ରୁ ଅଧିକ ଏନ୍‌କାଉଣ୍ଟର କରିସାରିଛନ୍ତି । ଏବେ ପ୍ରଦୀପ ଶର୍ମା ଚାକିରିରୁ ଇସ୍ତଫା…
Read More...

ବାଲେଶ୍ୱର ଓ ସମ୍ବଲପୁରରେ ଲାଗିବ ଡପଲର୍‌ ରାଡାର

ଭୁବନେଶ୍ୱର .- ସମ୍ବଲପୁର ଓ ବାଲେଶ୍ୱରରେ ଡପଲର୍‌ ରାଡାର ସ୍ଥାପନା କରିବା ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି । ଗୁରୁବାରରେ ବିଧାନସଭାରେ ଏକ ପ୍ରଶ୍ନର ଉତ୍ତରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ…
Read More...

ଦବଙ୍ଗ-୩ରେ ନୂଆ ନାୟିକା

ମୁମ୍ବଇ : ଅରବାଜ୍ ଖାନ୍ ପ୍ରଯୋଜିତ ଓ ସୁଲତାନ୍ ସଲମାନ୍ ଖାନ୍ ଅଭିନୀତ ଦବଙ୍ଗ ଚଳଚ୍ଚିତ୍ରର ତୃତୀୟ ଭାଗର କାମ ଜୋର୍‌ସୋର୍‌ରେ ଚାଲିଛି। ମୁଖ୍ୟ ଭୂମିକାରେ ସଲମାନ୍, ସୋନାକ୍ଷୀ ସିହ୍ନା ଓ ଅରବାଜ୍ ଖାନ୍ ଦେଖାଦେବେ।…
Read More...

ଶତାୟୁଙ୍କ ସଂଖ୍ୟା ୨୫୩

ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ଏକବିଂଶ ଶତାବ୍ଦୀରେ ଶତାୟୁଙ୍କ ସଂଖ୍ୟା ବଢ଼ିଚାଲିଛି। ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ପଞ୍ଜାବରେ ଏକ ସର୍ବେକ୍ଷଣ ହୋଇଥିଲା। ସେଠାରେ ଲୋକଙ୍କ ଜୀବନଶୈଳୀ ବେଶ୍‍ ଉନ୍ନତ ହେବା…
Read More...

ମଧୁମେହ ​‌ରୋଗୀଙ୍କ ନିମନ୍ତେ ଖାଦ୍ୟ

ମଧୁମେହ ରୋଗରୁ ରକ୍ଷା ପାଇବା ନିମନ୍ତେ ନିଜ ଖାଦ୍ୟତାଲିକାରେ ପରିବର୍ତ୍ତନ କଲେ ସୁଫଳ ମିଳେ ବୋଲି ନିକଟରେ ଅଷ୍ଟ୍ରେଲିଆର ଏକ ଗବେଷକଦଳ ତଥ୍ୟ ଉପସ୍ଥାପନ କରିଛନ୍ତି। ବିଭିନ୍ନ ବର୍ଗର ଓ ବୟସର ଲୋକଙ୍କ ଉପରେ ସେମାନେ ଏହି…
Read More...

ରାଜ୍ୟରେ ଜଳସେଚିତ ହୋଇଛି ୪୧.୮୯ ଲକ୍ଷ ହେକ୍ଟର ଜମି

ଭୁବନେଶ୍ୱର : ୨୦୦୯ ମସିହା ମାର୍ଚ୍ଚ ​‌ଶେଷ ସୁଦ୍ଧା ରାଜ୍ୟରେ ୨୮.୬୯ ଲକ୍ଷ ହେକ୍ଟର ଚାଷ ଜମିରେ ଜଳସେଚନର ସୁବିଧା କରାଯାଇଥିଲା। ୨୦୦୯ ଏପ୍ରିଲଠାରୁ ୨୦୧୯ ମାର୍ଚ୍ଚ ଶେଷ ସୁଦ୍ଧା ଅଧିକ ୧୩.୨୦ଲକ୍ଷ ହେକ୍ଟର ଚାଷ ଜମିରେ…
Read More...

ବକ୍ସିଂ ଲଢ଼ିବାକୁ ଆମିରଙ୍କୁ ବିଜେନ୍ଦ୍ରଙ୍କ ଆହ୍ବାନ

ନୂଆଦିଲ୍ଲୀ : ଭାରତୀୟ ପେସାଦାର ବକ୍ସର ବିଜେନ୍ଦ୍ର ସିଂହ ବ୍ରିଟିଶ୍‌ ବକ୍ସର ଆମିର ଖାନ୍‌ଙ୍କୁ ବକ୍ସିଂ ମ୍ୟାଚ୍‌ ଲଢ଼ିବାକୁ ଆହ୍ବାନ ଦେଇଛନ୍ତି। ବିଜେନ୍ଦ୍ର ପେସାଦାର ବକ୍ସିଂ କ୍ୟାରିୟରରେ ଖେଳିଥିବା ସମସ୍ତ ୧୧ଟି…
Read More...

ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଦଳରେ ଜାଫର ଓ ପଙ୍କଜ

ଭୁବନେଶ୍ବର : ଭାରତୀୟ ଦୃ‌ଷ୍ଟିହୀନ କ୍ରିକେଟ ଦଳ ଜୁଲାଇ ୨୦ରୁ ୨୭ ପର୍ଯ୍ୟନ୍ତ ଜାମାଇକା ବିପକ୍ଷରେ କ୍ରିକେଟ ସିରିଜ୍‌ ଖେଳିବ। ଏଥିପାଇଁ ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଆସୋସିଏସନ ପକ୍ଷରୁ ଭାରତୀୟ ଦଳ ମନୋନୟନ କରାଯାଇଛି।…
Read More...

ଇଣ୍ଡୋନେସିଆ ଓପନ୍ ବ୍ୟାଡ୍‌ମିଣ୍ଟନ କ୍ବାର୍ଟରରେ ସିନ୍ଧୁ

ଜାକର୍ତ୍ତା : ଏଠାରେ ଚାଲିଥିବା ସମ୍ମାନଜନକ ଇଣ୍ଡୋନେସିଆ ଓପନ୍ ବ୍ୟାଡ୍‌ମିଣ୍ଟନ ଟୁର୍ଣ୍ଣାମେଣ୍ଟର ମହିଳା ସିଙ୍ଗଲ୍‌ସ କ୍ବାର୍ଟରଫାଇନାଲରେ ପ୍ରବେଶ କରିଛନ୍ତି ଭାରତୀୟ ତାରକା ଖେଳାଳି ପି.ଭି. ସିନ୍ଧୁ। ବୁଧବାର ୫ମ…
Read More...

ରାଜ୍ୟଗୋଷ୍ଠୀ ଟିଟି: ଭାରତୀୟ ପୁରୁଷ ଓ ମହିଳା ଦଳ ସେମିରେ

କଟକ : ଓଡ଼ିଶାମାଟିରେ ଚମକିଛନ୍ତି ଭାରତୀୟ ଟେବୁଲ ଟେନିସ୍ ଖେଳାଳି। ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଦୃଢ଼ତାର ସହ ପଦକ ଜିତିବା ଆଡ଼କୁ ଅଗ୍ରସର ହେଉଛନ୍ତି। କଟକର ଜବାହରଲାଲ୍‌ ନେହେରୁ ଇନ୍‌ଡୋର ଷ୍ଟାଡ଼ିୟମରେ ଚାଲିଥିବା…
Read More...

ଟିକଟକ୍‌କୁ କେନ୍ଦ୍ର ସରକାରଙ୍କ ନୋଟିସ

ନୂଆଦିଲ୍ଲୀ : ମୋବାଇଲ ଆପ୍ ଟିକଟକ୍ ଓ ହେଲୋକୁ କେନ୍ଦ୍ର ସରକାର ନୋଟିସ ଜାରି କରିଛନ୍ତି। ଇଲେ​‌େ​‌କ୍ଟ୍ରାନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଜାରି କରିଥିବା ନୋଟିସରେ କୁହାଯାଇଛି ଯେ ଲୋକମାନେ ଏହି ମୋବାଇଲ ଆପ୍…
Read More...

ମାୟାବତୀ ଭାଇଙ୍କ ୪୦୦କୋଟିର ଜମି ଜବତ

ଲକ୍ଷ୍ନୌ : ବହୁଜନ ସମାଜ ପାର୍ଟି (ବିଏସପି) ମୁଖ୍ୟ ସୁଶ୍ରୀ ମାୟାବତୀଙ୍କ ଭାଇ ଆନନ୍ଦ କୁମାରଙ୍କ ୪୦୦କୋଟି ଟଙ୍କାର ଏକ ଜମିକୁ ଆୟକର ବିଭାଗ ଜବତ କରିଛି। ଉତ୍ତରପ୍ରଦେଶ ନଇଡାରେ ଥିବା ୭ଏକରର ଏହି ଜମିଟି ଆନନ୍ଦ କୁମାର ଓ…
Read More...

ଆନିମେସନ୍‌ ଷ୍ଟୁଡିଓରେ ନିଆଁ ଲଗାଇଦେଲା ଦୁର୍ବୃତ୍ତ; ୩୩ମୃତ, ୩୫ଗୁରୁତର

କ୍ୟୋଟୋ : ଜାପାନର  ​‌ୟୋଟୋଠାରେ ଥିବା ଏକ ଆନିମେସନ୍‌ ଷ୍ଟୁଡିଓରେ ଗୁରୁବାର ଅଗ୍ନିକାଣ୍ଡ ଘଟି ୩୩ଜଣ ପ୍ରାଣ ହରାଇଛନ୍ତି ଓ ୩୫ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୧୦ଜଣଙ୍କ ଅବସ୍ଥା ଗୁରୁତର ରହିଥିବାରୁ…
Read More...

ଆସାମ ବିହାରରେ ବନ୍ୟା: ୧୦୪ ମୃତ

ପାଟନା/ଗୁଆହାଟି : ଆସାମ ଓ ବିହାରରେ ଦେଖାଯାଇଥିବା ବନ୍ୟାରେ ଗୁରୁବାର ସୁଦ୍ଧା ୧୦୪ଜଣଙ୍କର ମୃତ୍ୟୁ ହେଲାଣି। ଆସାମରେ ୩୭ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବିହାରରେ ୬୭ଜଣଙ୍କର ମୃତ୍ୟୁ ହୋଇଛି। ଆସାମ ରାଜ୍ୟ ବିପର୍ଯ୍ୟୟ…
Read More...

ଦିନକ ପରେ ପାଟକୁରାରେ ମତଦାନ; ଭାଗ୍ୟ ନିର୍ଦ୍ଧାରଣ କରିବେ ୨୪୪୭୪୭ ଭୋଟର

ଭୁବନେଶ୍ୱର : ଆଉ ଦିନକ ପରେ ବହୁ ଚର୍ଚ୍ଚିତ ପାଟକୁରା ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ ହେବ। ଏଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଶନିବାର ସକାଳ ୭ଟାରୁ ସଂଧ୍ୟା ୬ଟା ମଧ୍ୟରେ ଭୋଟର…
Read More...

ରାଉରକେଲା : ମଦ ବିକ୍ରିରେ ସରକାର ବର୍ଷକୁ ପାଉଛନ୍ତି ୮୦କୋଟି

ରାଉରକେଲା : ରାଉରକେଲାରେ ବର୍ଷକୁ ପ୍ରାୟ ୮୦ କୋଟି ଟଙ୍କାର ବିଦେଶୀ ମଦ ବିକ୍ରି ହେଉଛି। ଗତ ୫ ବର୍ଷରେ ରାଉରକେଲା ଅବକାରୀ ବିଭାଗ ରାଜ୍ୟ ରାଜକୋଷକୁ ପ୍ରାୟ ୪୦୦ କୋଟି ଟଙ୍କାର ରାଜସ୍ୱ ଦେଇଥିବା ସୂଚନା ମିଳିଛି। ସହରରେ…
Read More...

ଲାଭପ୍ରଦ ନୁହେଁ ଗୁଣୁପୁର-ଥେରୁବାଲି ରେଳ ପ୍ରକଳ୍ପ: ପୀୟୂଷ

ନୂଆଦିଲ୍ଲୀ : ରାୟଗଡ଼ା ଜିଲାର ଗୁଣୁପୁର ଓ ଥେରୁବାଲି ମଧ୍ୟରେ ପ୍ରସ୍ତାବିତ ୭୯.୧୫ କିଲୋମିଟର ଲମ୍ବ ନୂତନ ରେଳପଥକୁ ନିତି ଆୟୋଗ ଓ କେନ୍ଦ୍ର କ୍ୟାବିନେଟ ଅର୍ଥନୈତିକ ବ୍ୟାପାର କମିଟିର ମଞ୍ଜୁରୀ ଅଦ୍ୟାବଧି ମିଳି ନାହିଁ…
Read More...

ସକ୍ରିୟ ହେଉଛି ଘୂର୍ଣ୍ଣିବଳୟ; ବିଭିନ୍ନ ଜିଲାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର : ବଙ୍ଗୋପ ସାଗର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ସୃଷ୍ଟ ଘୂର୍ଣ୍ଣିବଳୟ ଏବେ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା କାଲି କିଛି ଜିଲାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ବର ସ୍ଥିତ…
Read More...

ଗୋଠଖଣ୍ଡିଆ ଦନ୍ତାହାତୀର ଉତ୍ପାତ; ୧୪ବର୍ଷର ବାଳକ ପେଟକୁ ଭୁସିଦେଲା

କେନ୍ଦୁଝରଗଡ଼/କେନ୍ଦୁଝର : କେନ୍ଦୁଝର ସଦର ଫରେଷ୍ଟ ରେଞ୍ଜ ଅଧୀନ କୁସୁମିତା ଗ୍ରାମର କସିରାସାହିରେ ବୁଧବାର ରାତି ପ୍ରାୟ ୧୦ଟାରେ ଗୋଠଖଣ୍ଡିଆ ହୋଇ ବୁଲୁଥିବା ଦନ୍ତାହାତୀ ନାରଖାର କରିଛି। ଜଣେ ୧୪ବର୍ଷ ବାଳକର ପେଟକୁ…
Read More...

୧୮ ପଡ଼ାକୁ ମିଳିବ ରାଜସ୍ବ ଗ୍ରାମ ମାନ୍ୟତା

ଭୁବନେଶ୍ୱର: ହୀରାକୁଦ ବନ୍ଧ ନିର୍ମାଣବେଳେ ଝାରସୁଗୁଡ଼ା ଜିଲାରୁ ବାସଚ୍ୟୁତ ୧୮ଟି ପଡ଼ାଗ୍ରାମକୁ ଖୁବଶୀଘ୍ର ରାଜସ୍ବ ଗ୍ରାମର ମାନ୍ୟତା ମିଳିବ ବୋଲି ବିଧାନସଭାରେ କହିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ…
Read More...

ଝୁଲା ପୋଲ ତିଆରି କଲେ ଗାଁ ଲୋକ

କଲ୍ୟାଣସିଂହପୁର : ବହୁ ଚର୍ଚ୍ଚିତ ପ୍ରସଙ୍ଗ ଲିଭିଗଲାଣି। ପ୍ରଶାସନ ଓ ଲୋକପ୍ରତିନିଧି ଭୁଲିଗଲେଣି ପ୍ରସଙ୍ଗ। କିନ୍ତୁ ଲିଭିନାହିଁ ସେମାନଙ୍କ ଦୁଃଖ। ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତ ଅନ୍ତର୍ଗତ…
Read More...

ମୋଟାପଣର କାରଣ

କାନାଡାର ଗବେଷକ ଦଳ ନିକଟରେ ସଂଖ୍ୟାଧିକ ଲୋକଙ୍କୁ ନେଇ ଏକ ପରୀକ୍ଷା କରିଥିଲେ। ନାନାପ୍ରକାର ପରୀକ୍ଷାନିରୀକ୍ଷା ସହ ସନ୍ତୁଳିତ ଭୋଜନରେ କେତେଜଣଙ୍କ ଓଜନ ନିୟନ୍ତ୍ରଣ ହୋଇଥିଲା। ହେଲେ ଅନ୍ୟ କୋତଜଣଙ୍କ ଓଜନ କମିବା ବଦଳରେ…
Read More...

ଶୁକ୍ରବାର ରାଶିଫଳ

ମେଷ: ମୂଲ୍ୟ ଦ୍ରବ୍ୟ ପାଇବାର ସୂଚନା ମିଳୁଛି। ଆୟ ଯଥେଷ୍ଟ ପରିମାଣର ହୋଇପାରେ। ସରକାରୀ ଅର୍ଥ ମିଳିବାର ସୁଯୋଗ ଅଛି। ଗୃହ ପ୍ରଦୂଷଣମୁକ୍ତ ରହିବ। କୀର୍ତ୍ତି, ମର୍ତ୍ତି, ସତ୍ତ୍ବ, ସନ୍ତୋଷ ବହୁବିଧ ଧନ ମିଳିବ। ଉତ୍ତମ…
Read More...