nua o banner

ତକିଆ-ଚାଦର ନେଇ ବିଧାନସଭାରେ ପହଞ୍ଚିଲେ ବିଜେପି ବିଧାୟକ

କର୍ଣ୍ଣାଟକ : ନାଟକୀୟ ମୋଡ ନେଇଛି କର୍ଣ୍ଣାଟକ ରାଜନୀତି। ରାଜ୍ୟପାଳଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ଆସ୍ଥା ଭୋଟ ହେବାକୁଥିବା ବେଳେ ବାଚସ୍ପତି ଶୁକ୍ରବାରକୁ ଆସ୍ଥା ଭୋଟ ପାଇଁ ପ୍ରସ୍ତାବ ଦେଇଛନ୍ତି। ତେବେ ସବୁଠାରୁ…
Read More...

ଟିକ୍‌ଟକ୍‌ ଓ ହେଲୋ ଆପ୍‌ କୁ ନିଷେଧ ଘୋଷଣା କରିପାରନ୍ତି ସରକାର

ନୂଆଦିଲ୍ଲୀ - ଟିକ୍‌ଟକ୍‌ ଓ ଏପରି କିଛି ଆପ୍‌ରେ ଦେଶ ବିରୋଧି ସନ୍ଦେଶ ଦିଆଯାଉଥିବା କଥା ଆର୍‌ଏସ୍‌ଏସ୍‌ ଓ ସ୍ୱଦେଶୀ ଜାଗରଣ ମଞ୍ଚ ପକ୍ଷରୁ ଅଭିଯୋଗ କରାଯାଇଛି । ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଏବିଷୟରେ ଆର୍‌ଏସ୍ଏସ୍‌…
Read More...

ପ୍ଲେ ଷ୍ଟୋରରୁ ୭ଟି ଆପ୍‌ ହଟାଇଲା ଗୁଗୁଲ୍‌ , ଜାଣନ୍ତୁ କାରଣ

ନ୍ୟୁୟର୍କ .- ଗୁଗୁଲ୍‌ ପ୍ଲେ ଷ୍ଟୋରରୁ ୭ଟି ଆପ୍‌କୁ ହଟାଇ ଦେଇଛି । ଏହି ଆପ୍‌ ଗୁଡିକ ବ୍ୟବହାରକାରୀଙ୍କ ତଥ୍ୟ ସଂଗ୍ରହ କରୁଥିବା ଅଭିଯୋଗ ହୋଇଥିଲା । ଏହି ଆପ୍‌ ଗୁଡିକ ବ୍ୟବହାରକାରୀଙ୍କର ଏସ୍‌ଏମ୍‌ଏସ୍‌, କଣ୍ଟାକ୍ଟ ,…
Read More...

ଫୋନ୍‌ରେ ଗପିବା ହେଲା କାଳ, ତୃତୀୟ ମହଲାରୁ ଖସି ଯୁବକ ମୃତ

ନୂଆଦିଲ୍ଲୀ .- ଫୋନ୍‌ରେ ଗପିବା ସମୟରେ ଅନ୍ୟମନସ୍କ ହେବାରୁ ଜଣେ ଯୁବକଙ୍କର ଜୀବନ ଯାଇଛି । ଜିତେନ୍ଦ୍ର କୁମାର ନାମକ ଏହି ବ୍ୟକ୍ତି ଜଣଙ୍କର ରୋଷୟା ଭାବେ କାମ କରୁଥିଲେ । ସେ ଏକ ମିଠା ଦୋକାନରେ କାମ କରୁଥିଲେ । ମାତ୍ର…
Read More...

ଫସଲବୀମା, ଇନ୍‌ପୁଟ୍‌ ରିଆତିକୁ ନେଇ ଗର୍ଜିଲେ ଚାଷୀ

ସମ୍ବଲପୁର : ୨୦୧୮ ଖରିଫ୍‌ ଋତୁର ସମ୍ବଲପୁର ଜିଲାରେ ସମସ୍ତ ଚାଷୀଙ୍କୁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଓ ଇନ୍‌ପୁଟ୍‌ ସବ୍‌ସିଡି ମିଳିନଥିବା ନେଇ ଆଜି ସମ୍ବଲପୁର ଜିଲା କୃଷକ ସଙ୍ଗଠନ ଆହ୍ୱାନରେ ହଜାର ହଜାର ଚାଷୀମାନେ…
Read More...

ଗାଁ ମୁଖିଆ ସମର୍ଥକଙ୍କ ଗୁଳିରେ ୯ ମୃତ, ୧୯ ଆହତ

ସୋନଭଦ୍ରା : ଉତ୍ତର ପ୍ରଦେଶର ସୋନଭଦ୍ରା ଜିଲା ଅନ୍ତର୍ଗତ ଉଭା ଗ୍ରାମ ବୁଧବାର ଜମି ବିବାଦକୁ ନେଇ ରକ୍ତରଞ୍ଜିତ ହୋଇଛି। ପୂର୍ବ ଉତ୍ତର ପ୍ରଦେଶର ଘରୱାଲ ଅଞ୍ଚଳରେ ଜମି ଦଖଲ ନେବାକୁ ଯାଇଥିବା ଗାଁ ମୁଖିଆଙ୍କ ସମର୍ଥକଙ୍କ…
Read More...

ଝାରପଡ଼ା ଜେଲ୍‌ରେ ବନ୍ଦୀଙ୍କୁ ନିର୍ଯାତନା

ଭୁବନେଶ୍ବର : ବନ୍ଦୀଙ୍କ ମଧ୍ୟରେ ସକରାତ୍ମକ ଭାବନା ସୃଷ୍ଟି କରିବା ସହ ସେମାନଙ୍କୁ ପରବର୍ତ୍ତୀ ଅବସ୍ଥାରେ ସ୍ବାବଲମ୍ବୀ କରିବା ଲାଗି ଜେଲ ସଂସ୍କାର ଯୋଜନା ଆରମ୍ଭ ହୋଇଥିଲା । ମାତ୍ର ସରକାରଙ୍କ ଯୋଜନା କେବଳ କାଗଜ କଲମରେ…
Read More...

ବିପିନଙ୍କ ପାଇଁ ସବୁଆଡୁ ପ୍ରଶଂସାର ସୁଅ; ବିପିନ ବାବୁଙ୍କ ସଚ୍ଚୋଟପଣିଆକୁ ସଲାମ: ଧର୍ମେନ୍ଦ୍ର

କଟକ : ‘ସମାଜ’ ବୁଧବାର ସଂସ୍କରଣର ପ୍ରଥମ ପୃଷ୍ଠାରେ ପ୍ରକାଶିତ ‘ଭିକାରିଙ୍କ ସାଧୁତା; ‘ସମାଜ’ର ବିଶ୍ବସନୀୟତା’: ରାସ୍ତାରୁ ପର୍ସ ପାଇ ଫେରାଇଲେ’ ଖବରକୁ ନେଇ ଚାରିଆଡୁ ‘ସମାଜ’ ଅଫିସ ଜରିଆରେ ପର୍ସ ଫେରାଇଥିବା ବିପିନ…
Read More...

ଇଣ୍ଡୋନେସିଆ ଓପନ୍‌ : ଦ୍ବିତୀୟ ରାଉଣ୍ଡରେ ସିନ୍ଧୁ, ଶ୍ରୀକାନ୍ତ

ଜାକର୍ତ୍ତା : ଏଠାରେ ଆୟୋଜିତ ଇଣ୍ଡୋନେସିଆ ଓପନ୍‌ ବ୍ୟାଡମିଣ୍ଟନ୍‌ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ରାଉଣ୍ଡକୁ ପ୍ରବେଶ କରିଛନ୍ତି ଭାରତୀୟ ଖେଳାଳି ପିଭି ସିନ୍ଧୁ ଓ କିଦାମ୍ବି ଶ୍ରୀକାନ୍ତ। ମହିଳା ସିଙ୍ଗଲ୍‌ସର ପ୍ରଥମ…
Read More...

ୱେଷ୍ଟଇଣ୍ଡିଜ ଗସ୍ତରେ ଯିବେ ନାହିଁ ଧୋନି !

ମୁମ୍ବଇ : ଭାରତୀୟ କ୍ରିକେଟ୍‌ ଦଳ ୱେଷ୍ଟଇଣ୍ଡିଜ ଗସ୍ତରେ ଯାଇ କ୍ରିକେଟ୍‌ ସିରିଜ୍‌ ଖେଳିବାକୁ ଥିବା ବେଳେ ବରିଷ୍ଠ କ୍ରିକେଟର୍‌ ମହେନ୍ଦ୍ର ସିଂହ ଧୋନି ଭାରତୀୟ ଦଳ ସହ ଯିବେ ନାହିଁ ବୋଲି ଜଣାପଡ଼ିଛି। ଭାରତୀୟ ଦଳ…
Read More...

ଡୋକଲାମ ବିବାଦରେ ଉଭୟ ଦେଶ ସଂଯମତା ରକ୍ଷା କରିଥିଲେ: ରାଜନାଥ

ନୂଆଦିଲ୍ଲୀ : ସିକ୍କିମର ସୀମାନ୍ତ ଡୋକଲାମକୁ ନେଇ ଭାରତ ଓ ଚୀନ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ଦୁଇ ଦେଶର ସଂଯମତା ଯୋଗୁଁ ଏହାକୁ ଶାନ୍ତିପୂର୍ଣ୍ଣ ସମାଧାନ କରାଯାଇପାରିଥିଲା ବୋଲି ପ୍ରତିରକ୍ଷା…
Read More...

ଆରଏସଏସ୍ ସମ୍ପର୍କରେ ଗୁଇନ୍ଦା ତଥ୍ୟ ସଂଗ୍ରହ ଲାଗି ବିହାର ପୁଲିସର ନିର୍ଦେଶକୁ ନେଇ ବିବାଦ

ପାଟନା : ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସଏସ୍‌) ଓ ଏହାର ଅନୁବନ୍ଧିତ ସଂଗଠନର କାର୍ଯ୍ୟକାଳପ ସମ୍ପର୍କରେ ଗୁଇନ୍ଦା ତଥ୍ୟ ସଂଗ୍ରହ ଲାଗି ବିହାର ପୁଲିସର ନିର୍ଦେଶକୁ ନେଇ ବିବାଦ ଦେଖାଯାଇଛି। ବିହାରରେ ବିଜେପି-ଜେଡିୟୁ…
Read More...

ପ୍ରିୟଙ୍କାଙ୍କ ଭରସାରେ କଂଗ୍ରେସ

ନୂଆଦିଲ୍ଲୀ : କଂଗ୍ରେସ ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧୀଙ୍କ ଇସ୍ତଫା ପରେ ଦଳ ଏବେ ନେ​‌ହେରୁ-ଗାନ୍ଧୀ ପରିବାରର ଲଳନା ତଥା ଦଳୀୟ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ଉପରେ ଆସ୍ଥା ପ୍ରକଟ କରିଛି। ଦଳ ଉପଯୁକ୍ତ…
Read More...

‘ଖୋଜିଖୋଜି ସମସ୍ତ ବେଆଇନ ଦେଶାନ୍ତରୀଙ୍କୁ ଦେଶରୁ ବିଦାକରାଯିବ’

ନୂଆଦିଲ୍ଲୀ : ଭାରତ ମାଟିରେ ଜଣେ ହେଲେ ବେଆଇନ ଦେଶାନ୍ତରୀଙ୍କୁ ରଖାଇଦିଆଯିବ ନାହିଁ। ଆନ୍ତର୍ଜାତିକ ଆଇନ ଆଧାରରେ ସମସ୍ତଙ୍କୁ ଖୋଜିଖୋଜି ବାହାର କରି ଦେଶରୁ ବିଦା କରାଯିବ ବୋଲି ରାଜ୍ୟସଭାରେ କହିଛନ୍ତି ସ୍ବରାଷ୍ଟ୍ର…
Read More...

ଓଭରଥ୍ରୋରେ ୪ ରନ୍‌ ନଦେବାକୁ ଅମ୍ପାୟାରଙ୍କୁ କହିଥିଲେ ଷ୍ଟୋକ୍‌ସ

ଲଣ୍ଡନ୍‌ : ଇଂଲଣ୍ଡରେ ସଦ୍ୟସମାପ୍ତ ହୋଇଥିବା କ୍ରିକେଟ୍ ବିଶ୍ବକପ୍‌ରେ ଆୟୋଜକ ଇଂଲଣ୍ଡ ଦଳ ଚମ୍ପିଆନ୍‌ ହୋଇଥିଲା। ଫାଇନାଲରେ ଇଂଲଣ୍ଡର ମୁକାବିଲା ନ୍ୟୁଜିଲାଣ୍ଡ ସହ ହୋଇଥିଲା। ମ୍ୟାଚ୍‌ ଟାଏ ହେବାରୁ ସୁପର ଓଭର…
Read More...

ଜୁନିୟର ବିଶ୍ବକପ୍ ସୁଟିଂ: ଅନିସ୍‌ଙ୍କୁ ସ୍ବର୍ଣ୍ଣ

ନୂଆଦିଲ୍ଲୀ : ଜର୍ମାନୀର ସୁଲ୍‌ରେ ଚାଲିଥିବା ଜୁନିୟର ବିଶ୍ବକପ୍ ସୁଟିଂ ପ୍ରତିଯୋଗିତାରେ ଭାରତୀୟଙ୍କ ଚମତ୍କାର ପ୍ରଦର୍ଶନ ଅବ୍ୟାହତ ରହିଛି। ବୁଧବାର ଭାରତର ଯୁବ ପ୍ରତିଭାବାନ ସୁଟର ଅନିସ୍ ଭାନ୍‌ୱାଲା ସ୍ବର୍ଣ୍ଣପଦକ…
Read More...

ଭାରତୀୟ ପୁରୁଷ ଓ ମହିଳା ଦଳ ୨ୟ ରାଉଣ୍ଡରେ

କଟକ : ବୁଧବାରଠାରୁ କଟକର ଜବାହରଲାଲ୍‌ ନେହେରୁ ଇନ୍‌ଡୋର ଷ୍ଟାଡ଼ିୟମରେ ଆରମ୍ଭ ହୋଇଛି ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ୍‌ ଚମ୍ପିଆନସିପ୍‌। ପ୍ରଥମଦିନ ଆୟୋଜକ ଭାରତର ଉଭୟ ପୁରୁଷ ଓ ମହିଳା ଦଳ ଚମତ୍କାର ପ୍ରଦର୍ଶନ…
Read More...

୨୦୧୯ ଘରୋଇ ସିଜିନ୍‌ରେ ଭାରତ ୫ ଟେଷ୍ଟ, ୯ ଦିନିକିଆ ଓ ୧୨ ଟି୨୦ ଖେଳିବ

ନୂଆଦିଲ୍ଲୀ : ୪ ମାସ ହେଲା କ୍ରମାଗତ କ୍ରିକେଟ ଖେଳିଆସୁଛି ଭାରତୀୟ ଦଳ। ଆଇପିଏଲ୍‌ ପରେ ବିଶ୍ବକପ୍‌ ଖେଳି ଭାରତୀୟ ଦଳ ସ୍ବଦେଶ ଫେରିଆସିଛି। ତେବେ ଦଳକୁ ବିଶ୍ରାମ ନେବା ପାଇଁ ସମୟ ନାହିଁ। ୱେଷ୍ଟଇଣ୍ଡିଜ୍ ଗସ୍ତରେ ଯିବା…
Read More...

ଏନ୍‌କାଉଣ୍ଟର ପରେ ଧରାପଡିଲା ଗଞ୍ଜେଇ ମାଫିଆ କାବୁଲ

ଜୟପୁର : ଅପରେସନ୍‍ ଗ୍ରିନ୍‍ ୨.୦ରେ ଜୟପୁର ପୁଲିସକୁ ବଡ ସଫଳତା ମିଳିଛି। ବୁଧବାର ରାତିରେ ଗଞ୍ଜେଇ ମାଫିଆ କାବୁଲ୍‍ ଖରା(୩୦) ସହ ପୁଲିସର ଗୁଳିବିନିମୟ ହୋଇଥିବା ବେଳେ ଆହତ ଅବସ୍ଥାରେ କାବୁଲକୁ ଗିରଫ କରାଯାଇଥିବା…
Read More...

ପାଟକୁରା ନିର୍ବାଚନ; ବିଜେପି-ବିଜେଡି ନିର୍ଣ୍ଣାୟକ ଲଢ଼େଇ

ଭୁବନେଶ୍ବର : ପାଟକୁରା ନିର୍ବାଚନ ପ୍ରଚାର ଆଉ ଗୋଟିଏ ଦିନ ବାକି ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥିନୀ ସାବିତ୍ରୀ ଅଗ୍ରୱାଲଙ୍କ ପାଇଁ ପ୍ରଚାର ମଙ୍ଗ ଧରିଛନ୍ତି। ବୁଧବାର ପୂର୍ବାହ୍ନରେ…
Read More...

ଗୁରୁବାର ରାଶିଫଳ

ମେଷ: ମୂଲ୍ୟବାନ୍‍ ଦ୍ରବ୍ୟ ମିଳି ପାରେ। ସୁଖୀ ହେବେ। ସମ୍ମାନିତ ହୋଇପାରନ୍ତି। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବେ। ପ୍ରମୋଦ-ବିଳାସରେ ଦିନଟି ବିତିବ। କର୍ମତତ୍ପରତା ପ୍ରକାଶ ପାଇବ। ସରକାରୀ ଅର୍ଥ ମିଳିବ।…
Read More...

ଏବେ ଭୁଶୁଡିଥିବା କୋଠାଘର ତଳୁ ଜୀବନ ତଲାସୁଛନ୍ତି ସନ୍ଧାନୀ କୁକୁର , ଦେଖନ୍ତୁ ଭିଡିଓ

ମୁମ୍ବଇ. - ମଙ୍ଗଳବାରରେ ମୁମ୍ବଇରେ ଏକ କୋଠାଘର ଭୁଶୁଡିବା ଯୋଗୁଁ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ଏହା ତଳେ ଆହୁରି ଲୋକ ଦବି ରହିଥିବା ଆଶଙ୍କା କରାଯାଉଛି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବୁଧବାର ସକାଳେ…
Read More...

ମଧ୍ୟାହ୍ନର ମୁଖ୍ୟ ଖବର

ଆଞ୍ଚଳିକ ସାପକାମୁଡାରେ ୩ ମୃତ ମାଲକାନଗିରି .- ମାଲକାନଗିରି ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଣ୍ଡିଗୁଡା ଗ୍ରାମରେ ସାପ କାମୁଡାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତଙ୍କ ମଧ୍ୟରେ ଜଣେ ୬ ବର୍ଷର ଶିଶୁ…
Read More...

ସାପକାମୁଡାରେ ୩ ମୃତ

ମାଲକାନଗିରି .- ମାଲକାନଗିରି ଖଇରପୁଟ ବ୍ଲକ ଅନ୍ତର୍ଗତ ମୁଣ୍ଡିଗୁଡା ଗ୍ରାମରେ ସାପ କାମୁଡାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତଙ୍କ ମଧ୍ୟରେ ଜଣେ ୬ ବର୍ଷର ଶିଶୁ ରହିଛି । ବର୍ଷା ଦିନେ ବିଭିନ୍ନ ବିଷଧର…
Read More...

ବିଦ୍ରୋହୀ ବିଧାୟକଙ୍କ ବିଷୟରେ ବାଚସ୍ପତି ନେବେ ନିଷ୍ପତି , ବିଧାନସଭାକୁ ଆସିବା ପାଇଁ ବାଧ୍ୟ କରିପାରିବେ ନାହିଁ…

ନୂଆଦିଲ୍ଲୀ .- କର୍ଣ୍ଣାଟକରେ ବିଦ୍ରୋହୀ ବିଧାୟକଙ୍କ ବିଷୟରେ ବାଚସ୍ପତି ନିଅନ୍ତୁ ଫଇସଲା ନେବା ପାଇଁ ସୁପ୍ରିମକୋର୍ଟ ପ୍ରକାଶ କରିଛନ୍ତି । ମାତ୍ର ବିଧାନସଭାକୁ ଆସିବା ପାଇଁ ବାଚସ୍ପତି ଏହି ବିଧାୟକମାନଙ୍କୁ ବାଧ୍ୟ…
Read More...

ପୂର୍ବାହ୍ନର ମୁଖ୍ୟ ଖବର

ଆଞ୍ଚଳିକ ପ୍ରଚାର ପାଇଁ ପାଟକୁରା ଯାଇଛନ୍ତି ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର .- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକା ବୁଧବାରରେ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ପ୍ରଚାର କରିଛନ୍ତି । ହେଲିକପ୍ଟର ଯୋଗେ…
Read More...

୨୧ତାରିଖରୁ ଆରମ୍ଭ ହେବ ମାଟ୍ରିକ ସପ୍ଲିମେଣ୍ଟାରି ପରୀକ୍ଷା ଖାତା ମୂଲ୍ୟାୟନ

କଟକ .- ଜୁଲାଇ ୨୧ ତାରିଖରୁ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିଚ ମାଟ୍ରିକ ସପ୍ଲିମେଣ୍ଟାରି ଓ ରାଜ୍ୟ ମୁକ୍ତ ବିଦ୍ୟାଳର ପରୀକ୍ଷା ଖାତା ମୂଲ୍ୟାୟନ ଆରମ୍ଭ ହେବ । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏ ନେଇ…
Read More...

ଯୁକ୍ତଦୁଇ ନାମଲେଖାପାଇଁ ଆଜି(ବୁଧବାର) ଅନ୍ତିମ ତାରିଖ

ଭୁବନେଶ୍ୱର :  ଯୁକ୍ତ ଦୁଇ ନାମ ଲେଖାପାଇଁ ବୁଧବାର ନାମଲେଖା ପ୍ରକ୍ରିୟା ଶେଷ ହେଉଛି । ବୁଧବାର ସନ୍ଧ୍ୟାରେ ନାମ ଲେଖା ସମ୍ପର୍କିତ ଚୂଡାନ୍ତ ତାଲିକା ଓ ଅନ୍ୟାନ୍ୟ ତଥ୍ୟ ଇ-ସ୍ପେସ୍‌ ରେ ପ୍ରକାଶ କରାଯିବାର କାର୍ଯ୍ୟକ୍ରମ…
Read More...

ପ୍ରଚାର ପାଇଁ ପାଟକୁରା ଯାଇଛନ୍ତି ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାରରେ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି।  ହେଲିକପ୍ଟର ଯୋଗେ ମୁଖ୍ୟମନ୍ତ୍ରୀ ବାରିମୂଳରେ ପହଞ୍ଚି ସେଠାରେ ହେଉଥିବା…
Read More...

ବୃକ୍ଷ ଡାକ୍ତର ବିଜୟ ନିଶାନ୍ତ

କର୍ଣ୍ଣାଟକ : ପ୍ରଶାସନିକ କଟକଣା ଓ ନାନା ପ୍ରକାର ସୁରକ୍ଷାମୂଳକ ପଦକ୍ଷେପ ସତ୍ତ୍ବେ କାଠ ମାଫିଆ ଜଙ୍ଗଲରୁ ବହୁ ମୂଲ୍ୟବାନ ବୃକ୍ଷ କାଟି ନେବା ଏକ ସାଧାରଣ ଘଟଣାରେ ପରିଣତ ହୋଇଛି। ତେବେ ଅନେକ ସମୟରେ ବୃହତାକାୟ ମୂଲ୍ୟବାନ…
Read More...

ଦୀର୍ଘାୟୁର ସୂତ୍ର

• ସବୁଠୁ ପ୍ରଥମ କାମ ହେଲା, ଦୈନିକ ୧୦-୧୫ ମିନିଟ୍‍ ହସନ୍ତୁ। ଜୋର ଜବରଦସ୍ତି ନୁହେଁ, ଟିଭିରେ କୌଣସି କାର୍ଯ୍ୟକ୍ରମ ଦେଖି, କିମ୍ବା କାହା ସହ ବାର୍ତ୍ତାଳାପ କରି ହସନ୍ତୁ। • ଖାଦ୍ୟକୁ ଖାଇଲାବେଳେ ଆନନ୍ଦ ମନରେ…
Read More...

ଗୁରୁ ପୂର୍ଣ୍ଣିମା ଅବସରରେ ଆଚ୍ରେକରଙ୍କୁ ତେନ୍ଦୁଲକରଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ : ଗୁରୁ ପୂର୍ଣ୍ଣିମା ଅବସରରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ମଙ୍ଗଳବାର ନିଜ ଛୋଟବେଳ ପ୍ରଶିକ୍ଷକ ରମାକାନ୍ତ ଆଚ୍ରେକରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଟ୍ବିଟର୍‌ ମାଧ୍ୟମରେ ତେନ୍ଦୁଲକର…
Read More...

ଆଇସିସି ନିୟମକୁ ଅମିତାଭ ବଚ୍ଚନଙ୍କ କଟାକ୍ଷ

ମୁମ୍ବଇ : ଇଂଲଣ୍ଡରେ ଖେଳାଯାଇଥିବା କ୍ରିକେଟ୍ ବିଶ୍ବକପ୍‌ର ଫାଇନାଲ ମ୍ୟାଚ୍‌ର ଫଳାଫଳ ​‌େ​‌ଯପରି ନିର୍ଦ୍ଧାରଣ କରାଗଲା ତାହାକୁ କଟାକ୍ଷ କରିଛନ୍ତି ବଲିଉଡ୍‌ର ମେଗାଷ୍ଟାର ଅମିତାଭ ବଚ୍ଚନ। ବିଶ୍ବକପ୍‌ର ଫାଇନାଲ…
Read More...

‘ଓଡ଼ିଶା କ୍ରୀଡ଼ାରେ ନୂଆ ଅଧ୍ୟାୟ ସୃଷ୍ଟିହୋଇଛି’

କଟକ : ଗତ କିଛିବର୍ଷ ହେଲା କ୍ରୀଡ଼ାକୁ ଓଡ଼ିଶା ସରକାର ପ୍ରୋତ୍ସାହନ ଦେଇ ଆସୁଛନ୍ତି। ପୂର୍ବରୁ ଓଡ଼ିଶାରେ ଏକାଧିକ ଆନ୍ତର୍ଜାତିକ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ହୋଇଛି। ବୁଧବାର କଟକର ଜବାହରଲାଲ୍‌ ନେହେରୁ ଇନ୍‌ଡୋର…
Read More...

ପ୍ରସ୍ତୁତି ଶେଷ; ପ୍ରତିଯୋଗିତାକୁ ଅପେକ୍ଷା

କଟକ : ସବୁ ପ୍ରତୀକ୍ଷାର ଅନ୍ତଃ ଘଟିବାକୁ ଯାଉଛି। ବୁଧବାର କଟକ ସହରରେ ବିଗୁଲ୍ ବାଜିବ ବହୁ ପ୍ରତୀକ୍ଷିତ ଆନ୍ତର୍ଜାତିକ ଟେବୁଲ ଚମ୍ପିଆନ୍‌ସିପ୍‌ର। ବୁଧବାରଠାରୁ ଏହି ରୌପ୍ୟନଗରରୀର ଜବାହରଲାଲ୍‌ ନେହେରୁ ଇନ୍‌ଡୋର…
Read More...

ଜେଏନୟୁ ପ୍ରବେଶିକା ପରୀକ୍ଷାରେ ସିକ୍ୟୁରିଟି ଗାର୍ଡଙ୍କ ସଫଳତା

ନୂଆଦିଲ୍ଲୀ : ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟ (ଜେଏନୟୁ)ରେ ରୁଷ୍ ଭାଷା ଅଧ୍ୟୟନ ଲାଗି ହୋଇଥିବା ପ୍ରବେଶିକା ପରୀକ୍ଷାରେ ଜଣେ ସିକ୍ୟୁରିଟି ଗାର୍ଡ ସଫଳ ହୋଇଛନ୍ତି। ରାଜମାଲ ମୀନା (୩୪) ସିକ୍ୟୁରିଟି ଗାର୍ଡ ଜଣଙ୍କ…
Read More...

ଆଜି କୁଳଭୂଷଣ ମାମଲାର ରାୟ

ନୂଆଦିଲ୍ଲୀ : ଇଣ୍ଟନ୍ୟାସନାଲ କୋର୍ଟ ଅଫ ଜଷ୍ଟିସ(ଆଇସିଜେ) ବୁଧବାର ପାକିସ୍ତାନ ଜେଲ୍‌ରେ ବନ୍ଦୀ ଥିବା କୁଳଭୂଷଣ ଯାଦବଙ୍କ ସମ୍ପର୍କିତ ମାମଲାର ରାୟ ପ୍ରକାଶ କରିବେ। ଅବସରପ୍ରାପ୍ତ ଭାରତୀୟ ନୌବାହିନୀ ଅଧିକାରୀ ଯାଦବଙ୍କୁ…
Read More...

କର୍ଣ୍ଣାଟକ ନାଟକ: ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଆଜି

ନୂଆଦିଲ୍ଲୀ/ ବେଙ୍ଗାଲୁରୁ : କର୍ଣ୍ଣାଟକ ନାଟକର ଏକ ବଡ଼ ଦୃଶ୍ୟ ବୁଧବାର ମଞ୍ଚସ୍ଥ ହେବ। ମଙ୍ଗଳବାର ସୁପ୍ରିମକୋର୍ଟରେ ଇସ୍ତଫା ଦେଇଥିବା ୧୫ ବିଧାୟକଙ୍କ ଆବେଦନ ଉପରେ ଶୁଣାଣି ହୋଇଥିଲାବେଳେ ଏହାର ବିଚାରପତି ବୁଧବାର…
Read More...

ଆକାଶ ମାର୍ଗ ଖୋଲିଲା ପାକିସ୍ତାନ; ଭାରତ ଆଶ୍ବସ୍ତ

ନୂଆଦିଲ୍ଲୀ/ଇସଲାମାବାଦ : ଅନ୍ୟ ଦେଶର ବେସାମରିକ ବିମାନ ଉଡାଣ ନିମନ୍ତେ ପାକିସ୍ତାନ ଏହାର ଆକାଶ ମାର୍ଗକୁ ଉନ୍ମୁକ୍ତ କରିଛି। ଫେବୃଆରୀ ୨୬ରେ ବାଲାକୋଟ ଉପରେ ଭାରତୀୟ ବାୟୁସେନାର ଆକ୍ରମଣ ପରଠାରୁ ପାକିସ୍ତାନ ଏହାର ଆକାଶ…
Read More...

ରୁପି ଦୂର କରିବାର ସରଳ ଉପାୟ

• ସପ୍ତାହକୁ ଥରେ କେଶରେ ଦହି ଓ ଗୋଲମରିଚ ଗୁଣ୍ଡର ପ୍ୟାକ୍‍ ଲଗାଇବେ। ୨୦ ମିନିଟ୍‍ ଏହି ପ୍ୟାକ୍‍କୁ କେଶରେ ରଖି ପରେ ଶ୍ୟାମ୍ପୁ କରିନେବେ। • ରାତିରେ ନଖଉଷୁମ ଅଲିଭ ତେଲକୁ କେଶମୂଳରେ ମାଲିସ୍‍ କରନ୍ତୁ। ତହିଁ ଆରଦିନ…
Read More...

ଭଦ୍ରକ ମଦ ମୃତ୍ୟୁ ପ୍ରସଙ୍ଗ; ଜିଲାପାଳ ଓ ଏସପିଙ୍କୁ ମାନବାଧିକାର କମିସନଙ୍କ ରିପୋର୍ଟ ତଲବ

କଟକ : ଭଦ୍ରକ ଜିଲାରେ ଘଟିଥିବା ବିଷାକ୍ତ ମଦ ମୃତ୍ୟୁ ଘଟଣାରେ ଜାତୀୟ ମାନବାଧିକାର କମିସନ ହସ୍ତକ୍ଷେପ କରି ୪ ସପ୍ତାହ ମଧ୍ୟରେ ଉକ୍ତ ଘଟଣା ସମ୍ପର୍କରେ ରିପୋର୍ଟ ପ୍ରଦାନ କରିବାକୁ ଭଦ୍ରକ ଜିଲାପାଳ ଓ ଏସପିଙ୍କୁ…
Read More...

ମାଟ୍ରିକ ସପ୍ଲିମେଣ୍ଟାରୀ ଖାତା ମୂଲ୍ୟାୟନ ୨୧ରୁ; ଅଗଷ୍ଟ ପ୍ରଥମ ସପ୍ତାହରେ ପରୀକ୍ଷାଫଳ

କଟକ : ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଶେଷ ହୋଇଛି। ଉଭୟ ପରୀକ୍ଷାର ଖାତାଦେଖା ଆସନ୍ତା ୨୧ରୁ ଆରମ୍ଭ ହୋଇ ଅନ୍ୟୁନ ତିନି ଦିନରେ…
Read More...

ବରଗଡ଼ ଜିଲାରେ କମ୍‌ ବର୍ଷା : ୬୦% ଜମି ପଡ଼ିଆ

ବରଗଡ଼ : ଆଷାଢ଼ ମାସ ସରିଲା, ଆଜି ପୂର୍ଣ୍ଣିମା। ବର୍ଷା ଋତୁର ପ୍ରଥମ ମାସ ଶେଷ ହୋଇଥିଲେ ସୁଦ୍ଧା ବରଗଡ଼ ଜିଲାରେ ବର୍ଷାର ନାଁ ନାହିଁ। ଏ ପର୍ଯ୍ୟନ୍ତ ବରଗଡ଼ ବ୍ଲକରେ ୨୪୫ ମିଲିମିଟର, ବରପାଲିରେ ୨୫୩ ମିଲିମିଟର, ଭେଡ଼େନରେ…
Read More...

ଆଇସିୟୁରେ ପଦ୍ମଶ୍ରୀ ଡି ପ୍ରକାଶ ରାଓ

କଟକ : ପଦ୍ମଶ୍ରୀ ଡି. ପ୍ରକାଶ ରାଓ ମଙ୍ଗଳବାର ଗୁରୁତର ଅସୁସ୍ଥ ହୋଇ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସ୍ୱାସ୍ଥ୍ୟାବସ୍ଥା ଜଟିଳ ହୋଇପଡିବାରୁ ତାଙ୍କୁ ଭେଷଜ ବିଭାଗର ଆଇସିୟୁରେ ରଖାଯାଇ ଚିକିତ୍ସା…
Read More...

ରାସ୍ତାରୁ ପର୍ସ ପାଇ ଫେରାଇଲେ

କଟକ : ଈଶ୍ବରଙ୍କ ସୃଷ୍ଟିରେ ସେ ଜଣେ ଦିବ୍ୟାଙ୍ଗ। ବୟସ ୫୦ରୁ ୫୫ ଭିତରେ ହେବ। ନାଁ ବିପିନ ନାୟକ। ଠିକଣା କଟକ ଜୋବ୍ରାରୋଡ଼୍‌ ସ୍ଥିତ ମୁରାଦ୍‌ ଖାଁ ପାଟଣା। ହାତ ଓ ଗୋଡ଼ ବିଶେଷ କାମ କରୁନି। ପେଟ ପୋଷିବା ଲାଗି ଅନ୍ୟର…
Read More...

କ୍ଷତିକାରକ ଉଜ୍ଜ୍ୱଳ ଏଲଇଡି ବତି

ଭୁବନେଶ୍ବର : ନିକଟରେ କାନାଡା ବିଶେଷଜ୍ଞ ଦଳ ଏଲଇଡି ବତି ସମ୍ପର୍କିତ କେତେକ ଆବଶ୍ୟକୀୟ ତଥ୍ୟ ବିଶ୍ୱବାସୀଙ୍କୁ ଅବଗତ କରାଇଛି। ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଏହି ବତିର ବହୁଳ ବ୍ୟବହାର ବଢ଼ିଚାଲିଥିଲାବେଳେ ଅଧିକାଂଶ…
Read More...

ବୁଧବାର ରାଶିଫଳ

ମେଷ: ନିଜ କାର୍ଯ୍ୟକୁ ପଛରେ ପକାଇ ଅନ୍ୟ ପାଇଁ କାର୍ଯ୍ୟ କରିପାରନ୍ତି। କର୍ମ ଚଞ୍ଚଳ ରହିବେ। କୁଳ ଉଳକାରୀ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିପାରନ୍ତି। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟ…
Read More...

ଦ୍ୱିପ୍ରହରର ମୁଖ୍ୟ ଖବର

ଜାତୀୟ ମୁମ୍ବାଇରେ ଅଟ୍ଟାଳିକା ଭୁଶୁଡି ୨ ମୃତ, ୫ ସୁରକ୍ଷିତ ଉଦ୍ଧାର ମୁମ୍ବାଇ : ମୁମ୍ବାଇର ଡୋଙ୍ଗରିରେ ଡାଣ୍ଟେଲ ଗଳିରେ କେଶରବାଇ ନାମକ ଏକ ୪ ମହଲା ବିଷିଷ୍ଟ ଅଟ୍ଟାଳିକା ଭୁଶୁଡି ପଡି ୨ ଜଣଙ୍କ ମୃତ୍ୟୁ ହୋଇଛି ।…
Read More...

ପୂର୍ବାହ୍ନର ମୁଖ୍ୟ ଖବର

ଜାତୀୟ ଖବର ଚନ୍ଦ୍ରଗ୍ରହଣ ମଙ୍ଗଳବାର ଗୁରୁ ପୂର୍ଣ୍ଣିମାରେ ଆଶିଂକ ଚନ୍ଦ୍ର ଗ୍ରହଣ ଅପରାହ୍ନ ୪ଟା ୩୧ରେ ହାଣ୍ଡିଛାଡ ଓ ଦେବ ନୀତି ନିଷେଧ ବୁଧବାର ଭୋର ଚାରିଟା ୩୦ରେ ସର୍ବମୋକ୍ଷ ହେଉଥିବାରୁ ଏହାପରେ ପାକ ଗ୍ରହଣ ଓ…
Read More...

ମଙ୍ଗଳବାର ଗୁରୁ ପୂର୍ଣ୍ଣିମାରେ ଆଂଶିକ ଚନ୍ଦ୍ର ଗ୍ରହଣରେ ହାଣ୍ଡିଛାଡ ଓ ଅନ୍ୟାନ୍ୟ ନୀତି

ଭୁବନେଶ୍ୱର - ମଙ୍ଗଳବାର ଗୁରୁପୂର୍ଣ୍ଣିମାରେ ଭାରତରେ ଆଂଶିକ କେତୁଗ୍ରସ୍ତ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ । ଏଥିପାଇଁ ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ମଙ୍ଗଳବାର ଅପରାହ୍ନ ୪ଟା ୩୧ରୁ ପାକତ୍ୟାଗ ଓ ଦେବନୀତି ନିଷେଧ ।…
Read More...

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଚମ୍ପିଆନ୍‌ସିପ; ପହଞ୍ଚିଲେ ଏକାଧିକ ଦଳ

କଟକ : ମାତ୍ର ଦିନକ ପରେ ଓଡ଼ିଶାବାସୀଙ୍କୁ ଦେଖିବାକୁ ମିଳିବ ଉଚ୍ଚକୋଟୀର ଟେବୁଲ ଟେନିସ୍। ଆସନ୍ତା ୧୭ରୁ ୨୨ ପର୍ଯ୍ୟନ୍ତ କଟକର ଜବାହରଲାଲ୍‌ ନେହେରୁ ଇନ୍‌ଡୋର ଷ୍ଟାଡ଼ିୟମରେ ଆରମ୍ଭହେବ ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ…
Read More...

ସିଧୁଙ୍କ ଇସ୍ତଫା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଅମରିନ୍ଦରଙ୍କ ପ୍ରତିକ୍ରିୟା

ଚଣ୍ଡିଗଡ,୧୫ା୭: ପଞ୍ଜାବ ସରକାରରୁ ନବଜୋତ ସିଂହ ସିଧୁ ଇସ୍ତଫା ଦେବା ପ୍ରସଙ୍ଗରେ ସୋମବାର ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ। ସିଧୁଙ୍କ ପ୍ରତି କଠୋର ଆଭିମୁଖ୍ୟ ପ୍ରଦର୍ଶନ ପୂର୍ବକ ଅମରିନ୍ଦର…
Read More...

ଆଶାରାମଙ୍କ ଜାମିନ ଆବେଦନ ଅଗ୍ରାହ୍ୟ

ନୂଆଦିଲ୍ଲୀ : ଅନୁଗାମୀଙ୍କ ପ୍ରତି ଯୌନାଚାର ଅଭିଯୋଗରେ ଗିରଫ ତଥାକଥିତ ଆଧ୍ୟାତ୍ମିକ ଗୁରୁ ଆଶାରାମ ବାପୁଙ୍କ ଜାମିନ ଆବେଦନକୁ ସୁପ୍ରିମକୋର୍ଟ ସୋମବାର ଖାରଜ କରିଦେଇଛନ୍ତି। ଜଷ୍ଟିସ ଏନ୍‌.ଭି ରମଣଙ୍କ ନେତୃତ୍ବାଧୀନ ପୀଠ…
Read More...

ଗର୍ଭପାତକୁ ଅପରାଧମୁକ୍ତ କରିବାକୁ ଆବେଦନ; କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ନୋଟିସ

ନୂଆଦିଲ୍ଲୀ,୧୫ା୭(ପିଟିଆଇ): ମହିଳାଙ୍କ ଗର୍ଭପାତକୁ ଅପରାଧମୁକ୍ତ କରିବା ନେଇ ହୋଇଥିବା ଏକ ଆବେଦନ ଭିତ୍ତିରେ ସୁପ୍ରିମକୋର୍ଟ ସୋମବାର କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ସ୍ବାତୀ ଅଗ୍ରୱାଲ, ଗାରିମା ସେକସେରିଆ…
Read More...

ଏମ୍‍ସରେ ଡାଏଲିସିସ୍‍ ଓ ୨ୟ ଏମ୍‍ଆର୍‍ଆଇ କେନ୍ଦ୍ର ଲୋକାର୍ପିତ

ଯାଁଳା : ଭୁବନେଶ୍ୱର ଏମ୍‍ସର ୭ମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଆଜି ୧୪ ଶଯ୍ୟା ବିଶିଷ୍ଟ ଡାଏଲିସିସ୍‍ ୟୁନିଟ୍‍, ଦ୍ୱିତୀୟ ଏମ୍‍ଆର୍‍ଆଇ କେନ୍ଦ୍ର ଓ ମେଡିକାଲ ଥେରାସ୍କୋପି ସେଣ୍ଟର ଲୋକାର୍ପିତ ହୋଇଛି। ଖୁବ୍‍ ଶୀଘ୍ର…
Read More...

ରତ୍ନବେଦୀକୁ ବାହୁଡ଼ିଲେ ଦାରୁବ୍ରହ୍ମ

ପୁରୀ : ଶ୍ରୀମନ୍ଦିର ରତ୍ନସିଂହାସନକୁ ବାହୁଡିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ଆଷାଢ ଶୁକ୍ଳ ଚତୁର୍ଦଶୀ ତିଥିରେ ପ୍ରଭୁ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ନୀଳାଦ୍ରି ବିଜେ କରିଛନ୍ତି ।…
Read More...

ଚିଟ୍‌ଫଣ୍ଡ କମିସନଙ୍କ କାର୍ଯ୍ୟକାଳ ବୃଦ୍ଧି ପାଇଁ ସରକାରଙ୍କୁ ଚିଠି

କଟକ : ରାଜ୍ୟରେ ଚିଟଫଣ୍ଡ ଠକେଇ ଘଟଣାର ତଦନ୍ତ ପାଇଁ ଗଠିତ ଜଷ୍ଟିସ ମଦନ ମୋହନ ଦାସ କମିସନଙ୍କ କାର୍ଯ୍ୟକାଳ ଅବଧି ଅାସନ୍ତା ଅଗଷ୍ଟ ୪ତାରିଖରେ ଶେଷ ହେବା ପାଇଁ ଯାଉଛି। ତେବେ କାର୍ଯ୍ୟକାଳ ବୃଦ୍ଧି ପାଇଁ କମିସନଙ୍କ…
Read More...

ପାଟକୁରା ନିର୍ବାଚନ: ଦଳ ନୁହେଁ; ବ୍ୟକ୍ତିତ୍ବର ଲଢ଼େଇ

ଭୁବନେଶ୍ୱର : ଦୁଇ ଦୁଇ ଥର ନିର୍ବାଚନ ଘୁଞ୍ଚିବା ପରେ ଆସନ୍ତା ୨୦ରେ ଅନୁଷ୍ଠିତ ହେବାକୁ ଯାଉଛି ପାଟକୁରାରେ ଭୋଟ। ସ୍ଥିତି ଯେଉଁଦିଗକୁ ମୁହଁାଉଛି ସେଥିରୁ ବୁଝାପଡ଼ୁଛି ଯେ ଏଥର ପାଟକୁରାରେ ଚଳିତ ନିର୍ବାଚନର ସବୁଠୁ ବଡ଼…
Read More...

ୱିମ୍ବଲଡନ୍‌: ଫେଡେରର୍‌ଙ୍କୁ ହରାଇ ଜୋକୋଭିକ୍ ଚମ୍ପିଆନ

ଲଣ୍ଡନ୍‌ : ବିଶ୍ବର ୧ନଂ ଖେଳାଳି ସର୍ବିୟାର ନୋଭାକ୍‌ ଜୋକାଭିକ୍‌ ଚଳିତବର୍ଷର ଗ୍ରାଣ୍ଡସ୍ଲାମ୍ ଟେନିସ୍ ଚମ୍ପିଆନ୍‌ସିପ ୱିମ୍ବଲଡନ୍‌ରେ ପୁରୁଷ ସିଙ୍ଗଲ୍‌ସ ଚମ୍ପିଆନ୍ ଆଖ୍ୟା ଅର୍ଜନ କରିଛନ୍ତି। ରବିବାର ଖେଳା ଯାଇଥିବା…
Read More...

ଫାଇନାଲ୍‌ରେ ତ୍ରୁଟି ପରେ ପୂର୍ବତନ ଅମ୍ପାୟାରଙ୍କ ପ୍ରତିକ୍ରିୟା: ଓଭର୍‌ଥ୍ରୋରେ ୬ ନୁହେଁ; ୫ ରନ୍ ମିଳିବାର ଥିଲା

ଲଣ୍ଡନ୍ : ରବିବାର ଫାଇନାଲରେ ଶେଷ ଓଭରରେ ଓଭରଥ୍ରୋ ଯୋଗୁଁ ଇଂଲଣ୍ଡକୁ ୬ ରନ୍ ଦେଇଥିଲେ ପଡ଼ିଆ ଅମ୍ପାୟାର କୁମାର ଧର୍ମସେନା। ନ୍ୟୁଜିଲାଣ୍ଡ ବିପକ୍ଷରେ ଜିତିବା ପାଇଁ ଶେଷ ୩ ବଲ୍‌ରୁ ଇଂଲଣ୍ଡ ୯ ରନ୍ ଆବଶ୍ୟକ କରୁଥିବା…
Read More...

ଆଇସିସି ବିଶ୍ବକପ୍ ଏକାଦଶରେ ରୋହିତ ଓ ବୁମ୍‌ରା

ଲଣ୍ଡନ୍ : ଆନ୍ତର୍ଜାତିକ କ୍ରିକେଟ ପରିଷଦ (ଆଇସିସି) ପକ୍ଷରୁ ସୋମବାର ୨୦୧୯ ବିଶ୍ବକପ୍‌ ଏକାଦଶ ଘୋଷଣା କରାଯାଇଛି। ଏଥିରେ ଭାରତର ଦୁଇ ଖେଳାଳି ଓପ୍‌ନିଂ ବ୍ୟାଟ୍‌ସମ୍ୟାନ୍ ରୋହିତ ଶର୍ମା ଓ ଓପ୍‌ନିଂ ବୋଲର ଯଶପ୍ରୀତ୍…
Read More...

ଦଶନ୍ଧିର ବଡ଼ ଚନ୍ଦ୍ର ଗ୍ରହଣ ଆଜି

ଭୁବନେଶ୍ବର : ଦଶନ୍ଧିର ସବୁଠୁ ବଡ଼ ଚନ୍ଦ୍ର ଗ୍ରହଣ ଜୁଲାଇ ୧୬ ମଙ୍ଗଳବାରରେ ଦୃଶ୍ୟମାନ ହେବ। ଏହି ଦିନ ମଙ୍ଗଳ ଗ୍ରହ ଦୀର୍ଘ ୧୫ ବର୍ଷ ପରେ ପୃଥିବୀର ଅତି ନିକଟତର ହେବ। ଏହା ଚଳିତ ବର୍ଷର ଦ୍ୱିତୀୟ ଚନ୍ଦ୍ର ଗ୍ରହଣ। ଏହି…
Read More...

ମଙ୍ଗଳବାର ରାଶିଫଳ

ମେଷ: ଧାର୍ମିକ ଚିନ୍ତାଧାରା ଲାଭଜନକ ହେବ। ସତ୍‍ସଙ୍ଗୀ ହେବା ଆଶା କରାଯାଏ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି। ଆମୋଦ-ପ୍ରମୋଦ ଓ ବିଳାସ ବ୍ୟସନ କରିପାରନ୍ତି। କର୍ମ ତତ୍ପରତା ପ୍ରକାଶ ପାଇବ।…
Read More...

କାଶ୍ମୀରରେ ସିଆର୍‌ପିଏଫ୍‌ ଜବାନଙ୍କ ସାହାସିକତା, ଦେଖନ୍ତୁ ଭିଡିଓ

ଶ୍ରୀନଗର .- କାଶ୍ମୀରରେ ସିଆର୍‌ପିଏଫ୍‌ ଜବାନମାନେ ସାହାସିକତା ଦେଖାଇ ଜଣେ ନାବାଳିକାର ଜୀବନ ରକ୍ଷା କରିଛନ୍ତି । ୧୭୬ ସିଆରପିଏଫ୍‌ ତଙ୍ଗମର୍ଗ କମ୍ପାନୀର ଜବାନମାନେ ପ୍ରଖର ସ୍ରୋତ ନଦୀ ମଧ୍ୟରେ ଜଣେ ୧୪ ବର୍ଷୀୟା…
Read More...

ନୀଳାଦ୍ରି ବିଜେ ଅବସରରେ ଶ୍ରୀଜୀଉଙ୍କୁ ରସଗୋଲା ଅର୍ପଣ କରୁଛନ୍ତି ଶ୍ରଦ୍ଧାଳୁ

ପୁରୀ .- ନୀଳାଦ୍ରି ବିଜେ ଅବସରରେ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ଶ୍ରୀମନ୍ଦିରକୁ ରତ୍ନ ବେଦୀକେ ବିଜେ କରିବେ ଚତୁର୍ଦ୍ଧା ବିଗ୍ରହ । ଏହି ଅବସରରେ ଶ୍ରୀଜୀଉମାନଙ୍କୁ  ରସଗୋଲା ଅର୍ପଣ କରୁଛନ୍ତି ଭକ୍ତ । ଏହି ଅବସରରେ ସାରା…
Read More...

ଦୁର୍ବଳ ମଧ୍ୟକ୍ରମ ଭାରତୀୟ ବିଫଳତାର କାରଣ

ମାଞ୍ଚେଷ୍ଟର : ଚଳିତ ବିଶ୍ବକପ୍‌ରେ ଭାରତ ଲିଗ୍ ପର୍ଯ୍ୟାୟରେ ମାତ୍ର ଗୋଟିଏ ମ୍ୟାଚ୍‌ରେ ପରାସ୍ତ ହୋଇଥିଲା। ଇଂଲଣ୍ଡ ବିପକ୍ଷରେ ଭାରତ ପରାସ୍ତ ହୋଇଥିଲେ ହେଁ ଏହି ମ୍ୟାଚ୍‌ରେ ୩ ଶହରୁ ଅଧିକ ରନ୍ କରି ପାରିଥିଲା। ଲିଗ୍…
Read More...

ଭାରତୀୟ ଦଳ ମ୍ୟାନେଜମେଣ୍ଟକୁ ଯୁବରାଜଙ୍କ ଭର୍ତ୍ସନା

ନୂଆଦିଲ୍ଲୀ : ଇଂଲଣ୍ଡରେ ଆୟୋଜିତ କ୍ରିକେଟ୍‌ ବିଶ୍ବକପ୍‌ର ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଠାରୁ ସେମିଫାଇନାଲରେ ପରାସ୍ତ ହୋଇଥିଲା ଭାରତ। ଭାରତୀୟ ଦଳ ବିଶ୍ବକପ୍‌ ଟାଇଟଲ୍ ହାସଲ କରିବ ବୋଲି ବିଶ୍ବବ୍ୟାପୀ…
Read More...

ବିଶ୍ବକପ୍ ଜିତିବାରେ ଇଂଲଣ୍ଡ ୬ଷ୍ଠ ଦେଶ

ଲର୍ଡସ : ୨୦୧୯ ବିଶ୍ବକପ୍‌​‌‌ ଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତକରି ଆ‌େୟ​‌ାଜକ ଚମ୍ପିଆନ୍ ଆଖ୍ୟା ଅର୍ଜନ କରିଛି। ରବିବାର ରୋମାଞ୍ଚକର ଫାଇନାଲ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ସୁପର ଓଭରରେ ପରାସ୍ତକରି ଇଂଲଣ୍ଡ ଏହି…
Read More...

ଜଳସଙ୍କଟର କାରଣ ଆର୍ଦ୍ରଭୂମି ସଂରକ୍ଷଣରେ ବିଫଳତା

ନୂଆଦିଲ୍ଲୀ : ଆର୍ଦ୍ରଭୂମିର ସଂରକ୍ଷଣରେ ବିଫଳତା ଯୋଗୁଁ ଜଳ ସଙ୍କଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଭୂତଳ ଜଳ ବୃଦ୍ଧି କରିବା ତଥା ଅପବାହ ସମୟରେ ବନ୍ୟାଜଳ ସଂରକ୍ଷିତ ରଖିବାରେ ଆର୍ଦ୍ରଭୂମି ପ୍ରମୁଖ ଭୂମିକା ନିର୍ବାହ…
Read More...

ମୋବାଇଲ ଆପ୍‌ ଆଣିବ ରିଜର୍ଭ ବ୍ୟାଙ୍କ;ଦୃଷ୍ଟିହୀନ ଚିହ୍ନିବେ ନୋଟ୍‌

ନୂଆଦିଲ୍ଲୀ : ନଗଦବିଶିଷ୍ଟ ଅର୍ଥନୀତିରେ ଦୃଷ୍ଟିହୀନମାନେ କିଭଳି ନୋଟ୍ ଚିହ୍ନିବେ, ତାହା ସରକାରଙ୍କ ପାଇଁ ଚିନ୍ତାର ବିଷୟ । ୧୦୦ ଟଙ୍କା କିମ୍ବା ତାଠାରୁ ଅଧିକ ମୂଲ୍ୟର ନୋଟ୍‌ରେ ଇନ୍‌ଟ୍ୟାଗ୍‌ଲିଓ ପ୍ରିଣ୍ଟିଂ ଭିତ୍ତିକ…
Read More...

‘ଚନ୍ଦ୍ରଯାନ-୨’ ପରୀକ୍ଷଣ ଅଟକିଲା

ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ)ର ୨ୟ ଚନ୍ଦ୍ରଯାନ ଅଭିଯାନ ‘ଚନ୍ଦ୍ରଯାନ-୨’ ଉତ୍‌କ୍ଷେପଣକୁ ଅଟକାଯାଇଛି । ରବିବାର ରାତି ୨ଟା ୫୧ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ…
Read More...

ସରକାରୀ ଡିଗ୍ରୀ କଲେଜରେ ଶିକ୍ଷକ ସଙ୍କଟ

ଭୁବନେଶ୍ୱର : ସରକାରୀ ଡ଼ିଗ୍ରୀ କଲେଜରେ ବହୁ ସଂଖ୍ୟାରେ ପଦ ଖାଲିପଡ଼ିଛି। ଦୀର୍ଘଦିନ ଧରି ଶିକ୍ଷକ ନିଯୁକ୍ତି ଦିଗରେ ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ଅଧିକାଂଶ କଲେଜରେ ପାଠପଢ଼ା ବାଧାପ୍ରାପ୍ତ ହୋଇଛି। ରାଜ୍ୟରେ ୪୫ଟି…
Read More...

ଆଜିଠାରୁ ବଜେଟ ଅନୁଦାନ ଦାବି ଆଲୋଚନା

ଭୁବନେଶ୍ୱର : ସୋମବାରଠାରୁ ବିଧାନସଭାରେ ୨୦୧୯-୨୦ ଆର୍ଥିକବର୍ଷର ବଜେଟ ଅନୁଦାନ ଦାବି ଉପରେ ଆଲୋଚନା ଆରମ୍ଭ ହେବ। ଏହି ଆଲୋଚନା ମଝିରେ ଦୁଇଟି ରବିବାରକୁ ଛାଡ଼ି ଦୀର୍ଘ ୧୪ ଦିନ ଅର୍ଥାତ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ।…
Read More...

ଭୁବନେଶ୍ବର ରେଳ ଷ୍ଟେସନ ଆଧୁନିକୀକରଣ ପାଇଁ ଏମ୍‌ଓୟୁ ଶୀଘ୍ର: ରେଳବୋର୍ଡ ଅଧ୍ୟକ୍ଷ

ଭୁବନେଶ୍ୱର : ଭୁବନେଶ୍ବର ରେଳ ଷ୍ଟେସନ୍‌ରେ ମଲ୍ଟି ମୋଡାଲ ହବ୍ ପ୍ରକଳ୍ପ ଖୁବ୍ ଶୀଘ୍ର ଆରମ୍ଭ ହେବ। ଏଥିପାଇଁ ରେଳବାଇ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ଏବଂ ରାଜ୍ୟ ସରକାରଙ୍କ ସହିତ ବୁଝାମଣା ପତ୍ର ସ୍ବାକ୍ଷର…
Read More...

ଅଳିଆ ଉଠା ଗାଡ଼ିରେ ବାଜିବ ସଚେତନତା ବାର୍ତ୍ତା

ବ୍ରହ୍ମପୁର : ପୁଲିସ ପରିଚୟ ଦେଇ ଦୁର୍ବୃତ୍ତମାନେ ବ୍ରହ୍ମପୁର ସହରର ବରିଷ୍ଠ ନାଗରିକ ଓ ମହିଳାଙ୍କ ଠାରୁ ସୁନା ଅଳଙ୍କାର ଲୁଟି ନେଉଛନ୍ତି। ଏଥିରେ ସହରବାସୀ ଅତିଷ୍ଠ ହୋଇପଡିଲେଣି। ପୁଲିସର ସମସ୍ତ ପ୍ରୟାସ ଫେଲ ମାରିଛି।…
Read More...

ଚାଷୀଙ୍କ ଧାନ ବିକ୍ରିରେ କଟକଣା ରଖନି: ସ୍ଥାୟୀ କମିଟି

ଭୁବନେଶ୍ୱର : ଚାଷୀମାନେ ମୁଣ୍ଡଝାଳ ତୁଣ୍ଡରେ ମାରି ଧାନ ଫସଲ ଉତ୍ପାଦନ କରୁଛନ୍ତି। ମାତ୍ର ତାହାକୁ ନିର୍ଦ୍ଧାରିତ ଏମଏସପି ଦରରେ ବିକ୍ରି କରିପାରୁ ନାହାନ୍ତି। କେତେବେଳେ ରାଜ୍ୟ ଯୋଗାଣ ବିଭାଗ ଜଳସେଚିତ ଜମି ଏକର ପିଛା…
Read More...

ରେଳ ପ୍ରକଳ୍ପ ପାଇଁ ରାଜ୍ୟ ଦେଉ ନାହିଁ ପର୍ଯ୍ୟାପ୍ତ ବିଜୁଳି

ଭୁବନେଶ୍ୱର : ଓଡ଼ିଶାରେ ଏପରି ଅନେକ ଗୁରୁତ୍ବପୂର୍ଣ୍ଣ ରେଳ ପ୍ରକଳ୍ପ ଅଛି ଯାହା ବିଦ୍ୟୁତ ଯୋଗାଣ ଅଭାବରେ ବାଧାପ୍ରାପ୍ତ ହେଉଛି। ଆଇନଗତ ବ୍ୟବସ୍ଥା ଥିବା ସତ୍ତ୍ବେ ଓଡ଼ିଶା ସରକାର ରେଳବାକୁ ପର୍ଯ୍ୟାପ୍ତ ବିଦ୍ୟୁତ…
Read More...

ଆଧାର ନମ୍ବର ଭୁଲ୍‌ ଲେଖିଲେ ୧୦ ହଜାର ତଣ୍ଡ

ନୂଆଦିଲ୍ଲୀ, ୧୪ା୭: କୌଣସି ବଡ଼ ଧରଣର ଆର୍ଥିକ କାରବାର ସଂକ୍ରାନ୍ତ ଗୁରୁତ୍ବପୂର୍ଣ୍ଣ ନଥିରେ ଆଧାର ନମ୍ବର ଭୁଲ ଲେଖିଲେ ଭାରତୀୟ ନାଗରିକଙ୍କୁ ଏଣିକି ୧୦ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ଚଳିତ ବର୍ଷ ସେପ୍ଟେମ୍ବର…
Read More...

ଆଜି ନୀଳାଦ୍ରି ବିଜେ

ପୁରୀ: ରଥଉପରେ ଦାରୁବ୍ରହ୍ମଙ୍କୁ ରବିବାର ଅଧରପଣା ଭୋଗ କରାଯାଇଛି। ଶ୍ରୀଜୀଉଙ୍କୁ ଅର୍ପଣପରେ ପାର୍ଶ୍ବ ଦେବଦେବୀଙ୍କ ଉଦେଶ୍ୟରେ ଭଙ୍ଗାଯାଇଛି ଅଧରପଣା ହାଣ୍ଡି। ଅଧରପଣା ପାଇ ଚଣ୍ଡୀଚାମୁଣ୍ଡା ସନ୍ତୁଷ୍ଟ ହୋଇଛନ୍ତି।…
Read More...

ସୋମବାର ରାଶିଫଳ

ମେଷ: ବୁଝି-ବିଚାରି କାର୍ଯ୍ୟ କଲେ ସଫଳତା ମିଳିବ। ସେବା-ପୂଜାପ୍ରତି ଆଗ୍ରହୀ ହେବେ। ଭାଗ୍ୟଶାଳୀ ହେବେ। ଭୋଗ-ବିଳାସରେ ଦିନଟି ଅତିବାହିତ ହେବ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ-ଯାପନ କରିବେ। ବିଦ୍ବାନ୍‌ ଓ ସାହସୀ ହେବେ।…
Read More...

ଏବେବି ମନେ ପଡନ୍ତି ଅନ୍ତରୀକ୍ଷରେ ପାଦ ରଖିଥିବା ପ୍ରଥମ ଭାରତୀୟ ରାକେଶ ଶର୍ମା

ଭୁବନେଶ୍ୱର : ବାୟୁସେନାର ଅଧିକାରୀ ତଥା ପ୍ରଥମ ଭାରତୀୟ ଭାବେ ଅନ୍ତରୀକ୍ଷରେ ପାଦ ଦେଇ ଏବେବି ସ୍ମରଣୀୟ ହୋଇ ରହିଛନ୍ତି ମହାକାଶଚାରୀ ରାକେଶ ଶର୍ମା । ୧୯୮୪ ମସିହା ଏପ୍ରିଲ ୨ତାରିଖରେ ଅନ୍ତରୀକ୍ଷ ଯାନ ସୋୟୁଜ ଟି-୧୧ରେ…
Read More...

ବିଶ୍ୱକପ କ୍ରିକେଟ : ସୁପରଓଭରରେ ରୋମାଞ୍ଚକର ବିଜୟ ସହ ଇଂଲଣ୍ଡ ବିଶ୍ୱ ଚାମ୍ପିୟନ

ଲର୍ଡସ : ପ୍ରଥମଥର କ୍ରିକେଟ ବିଶ୍ବକପ୍ ଚମ୍ପିଆନ୍ ହୋଇଛି ଇଂଲଣ୍ଡ। ରବିବାର ଖେଳା ଯାଇଥିବା ଚଳିତ ବିଶ୍ବକପ୍‌ର ରୋମାଞ୍ଚକର ତଥା ଅଭୂତପୂର୍ବ ଫାଇନାଲ ମ୍ୟାଚ୍‌ରେ ସୁପର ଓଭରରେ ନ୍ୟୁଜିଲାଣ୍ଡକୁ ଇଂଲଣ୍ଡ ପରାସ୍ତ କରିଛି।…
Read More...

ଡଷ୍ଟବିନ୍‌ରେ ଅଳିଆ ପକାଉଛି ହାତୀ, ଦେଖନ୍ତୁ ଭିଡିଓ

ମଣିଷମାନେ ବି ଅନେକ ସମୟରେ ନିୟମକୁ ପାଳନ କରନ୍ତି ନାହିଁ । ସ୍ୱଛ ଓ ପରିଷ୍କାର ରିହବା ପାଇଁ ସଚେତନତା ସୃଷ୍ଟି କରାଯାଉଥିବା ବେଳେ ଏପରି ଅନେକ ଲୋକ ଅଛନ୍ତି ନଳାରେ ଓ ରାସ୍ତାରେ ଅଳିଆ ଫିଙ୍ଗନ୍ତି । ସ୍ୱଚ୍ଛ ଭାରତ…
Read More...

ଆଡଭେନଚର୍‌ ପାର୍କରେ ଛିଣ୍ଡିଗଲା ଦୋଳି, ୩ ମୃତ ୨୬ ଆହତ

ଅହମ୍ମଦାବାଦ .- ଗୁଜୁରାଟର ଅହମ୍ମଦାବାଦ ସହରରେ ଥିବା କାଂକରିୟା ଆଡ୍‌ଭେନଚର୍‌ ପାର୍କରେ ଏକ ଦୋଳି ବୁଲୁଥିବା ଅବସ୍ଥାରେ ଛିଣ୍ଡିପଡିବାରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୬ ଜଣ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ…
Read More...

ଭୁଶୁଡିଲା କୋଠା, ୨ମୃତ ସେନାର ୩୦ ଜବାନ ଚାପି ହୋଇ ରହିଥିବା ଆଶଙ୍କା

ଶିମଲା .- ହିମାଚଳ ପ୍ରଦେଶର ସୋଲାରେ ଏକ ବହୁତଳ ବିଶିଷ୍ଟ କୋଠାଘର ଭୁଶୁଡି ପଡିଛି । ଏହା ତଳେ ସେନାର ୨୦ ଜଣ ଜବାନ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି । ୧୫ ଜଣ ଜବାନଙ୍କୁ ଉଦ୍ଧାର କରାଯାଇଛି । ଜୋର ସୋରରେ ଉଦ୍ଧାର…
Read More...

ଶଶୁର ଘରେ ଜ୍ବାଇଁ ର ସନ୍ଦେହ ଜନକ ମୃତ୍ୟୁ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ବାଉଁଶୂଳି ପଞ୍ଚାୟତ ହିରାପଶି ଗ୍ରାମର ଶଶୁର ଘରକୁ ଆସିଥିବା ସଦର ଥାନା ସିଲିସୁଆଁ ଗ୍ରାମ ମଧୁପୁର ସାହିର ନାଥୁରାମ ମାଝୀ (୪୩)ଙ୍କର ଆଜି ଭୋରରେ ସନ୍ଦେହ ଜନକ ମୃତ୍ୟୁ…
Read More...

ପଞ୍ଜାବ ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଲେ ସିଦ୍ଧୁ

ନୂଆଦିଲ୍ଲୀ . - ପଞ୍ଜାବ ମନ୍ତ୍ରୀ ମଣ୍ଡଳରୁ ପୂର୍ବତନ କ୍ରିକେଟିୟର ତଥା ରାଜନେତା ନବଜୋତ ସିଂ ସିଦ୍ଧୁ ଇସ୍ତଫା ଦେଇଛନ୍ତି । ରାହୁଲ ଗାନ୍ଧୀଙ୍କ ନିକଟକୁ ସେ ଇସ୍ତାଫା ପତ୍ର ପଠାଇ ଦେଇଥିବା ନିଜ ଟ୍ୱିଟର ଆକାଉଣ୍ଟରେ…
Read More...

ଜାମସେଦପୁର : ଦୁର୍ଘଟଣାରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ

ପାଟଣା : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଖଜୁରୀଜୁଆଣି ଗ୍ରାମର ରାହାସବିହାରୀ ନାୟକଙ୍କ ପୁଅ ଚିତ୍ରସେନ ନାୟିକା(୨୫) ଙ୍କର ଗତ ରାତି ୧୦ଟା ସମୟରେ ବାଇକ୍ ଦୁର୍ଘଟଣା ରେ ମୃତ୍ୟୁ ଘଟିଛି । ଚିତ୍ରସେନ ଗତ ତିନିବର୍ଷ ହେଲା…
Read More...

୧୭ରେ ଉଦ୍‌ଘାଟନ ହେବ ସୁପ୍ରିମକୋର୍ଟର ନୂତନ ଅଟ୍ଟାଳିକା

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ନୂତନ ଓ ବିରାଟକାୟ ଅଟ୍ଟାଳିକାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜୁଲାଇ ୧୭ରେ ଉଦଘାଟନ କରିବେ। ପ୍ରାୟ ୨୪ଟି ଫୁଟବଲ୍‌ ପଡ଼ିଆ ଆକାର ୧୨.୧୯ ଏକର ପରିମିତ ଜମିରେ ୮୮୫ କୋଟି ଟଙ୍କା…
Read More...

ଚନ୍ଦ୍ରଯାନ-୨ ସଫ୍ଟୱେର ବିକାଶ କଲା ଆଇଆଇଟି କାନପୁର

କାନପୁର : ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଜୁଲାଇ ୧୫ରେ ଏହାର ପ୍ରଥମ ଚନ୍ଦ୍ର ଅଭିଯାନ ଚନ୍ଦ୍ରଯାନ-୨ ଆରମ୍ଭ କରିବାକୁ ଯାଉଛି। ଏଥିରେ ସହଯୋଗ ନିମନ୍ତେ ଆଇଆଇଟି କାନପୁର ପକ୍ଷରୁ ଏକ ବିଶେଷ ସଫ୍ଟୱେର…
Read More...

ଭବିଷ୍ୟତର ଯୁଦ୍ଧ କଳ୍ପନାତୀତ ଭୟଙ୍କର ହେବ

ନୂଆଦିଲ୍ଲୀ : ପାକିସ୍ତାନ ଯଦି ଭାରତ ବିରୋଧୀ ଷଡ଼ଯନ୍ତ୍ରରୁ ନ ଓହରେ ତେବେ ଏହାର କଡ଼ା ଜବାବ ଦିଆଯିବ। ଏଥିନେଇ ଭବିଷ୍ୟତର ଯୁଦ୍ଧ କଳ୍ପନାତୀତ ଭୟଙ୍କର ହେବ। ଏଥିରେ ଟେକ୍ନୋଲୋଜି, ମହାକାଶ, ସାଇବର କ୍ଷେତ୍ର ଏବଂ…
Read More...

ଧୋନିଙ୍କୁ ୭ନଂ ସ୍ଥାନରେ ବ୍ୟାଟିଂ ପଠାଇବା ଦଳଗତ ନିଷ୍ପତ୍ତି ଥିଲା: ଶାସ୍ତ୍ରୀ

ଲଣ୍ଡନ୍ : ଇଂଲଣ୍ଡରେ ଖେଳାଯାଉଥିବା କ୍ରିକେଟ୍ ବିଶ୍ବକପ୍‌ର ସେମିଫାଇନାଲରେ ନ୍ୟୁଜିଲାଣ୍ଡ ନିକଟରୁ ୧୮ ରନ୍‌ରେ ପରାସ୍ତ ହୋଇଥିଲା ଭାରତ। ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଦଳ ୨୩୯ ରନ୍ ସଂଗ୍ରହ…
Read More...