ଦୁର୍ବଳ ମଧ୍ୟକ୍ରମ ଭାରତୀୟ ବିଫଳତାର କାରଣ

ମାଞ୍ଚେଷ୍ଟର : ଚଳିତ ବିଶ୍ବକପ୍‌ରେ ଭାରତ ଲିଗ୍ ପର୍ଯ୍ୟାୟରେ ମାତ୍ର ଗୋଟିଏ ମ୍ୟାଚ୍‌ରେ ପରାସ୍ତ ହୋଇଥିଲା। ଇଂଲଣ୍ଡ ବିପକ୍ଷରେ ଭାରତ ପରାସ୍ତ ହୋଇଥିଲେ ହେଁ ଏହି ମ୍ୟାଚ୍‌ରେ ୩ ଶହରୁ ଅଧିକ ରନ୍ କରି ପାରିଥିଲା। ଲିଗ୍…
Read More...

ଭାରତୀୟ ଦଳ ମ୍ୟାନେଜମେଣ୍ଟକୁ ଯୁବରାଜଙ୍କ ଭର୍ତ୍ସନା

ନୂଆଦିଲ୍ଲୀ : ଇଂଲଣ୍ଡରେ ଆୟୋଜିତ କ୍ରିକେଟ୍‌ ବିଶ୍ବକପ୍‌ର ସେମିଫାଇନାଲରେ ନ୍ୟୁଜିଲାଣ୍ଡ ଠାରୁ ସେମିଫାଇନାଲରେ ପରାସ୍ତ ହୋଇଥିଲା ଭାରତ। ଭାରତୀୟ ଦଳ ବିଶ୍ବକପ୍‌ ଟାଇଟଲ୍ ହାସଲ କରିବ ବୋଲି ବିଶ୍ବବ୍ୟାପୀ…
Read More...

ବିଶ୍ବକପ୍ ଜିତିବାରେ ଇଂଲଣ୍ଡ ୬ଷ୍ଠ ଦେଶ

ଲର୍ଡସ : ୨୦୧୯ ବିଶ୍ବକପ୍‌​‌‌ ଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତକରି ଆ‌େୟ​‌ାଜକ ଚମ୍ପିଆନ୍ ଆଖ୍ୟା ଅର୍ଜନ କରିଛି। ରବିବାର ରୋମାଞ୍ଚକର ଫାଇନାଲ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ସୁପର ଓଭରରେ ପରାସ୍ତକରି ଇଂଲଣ୍ଡ ଏହି…
Read More...

ଜଳସଙ୍କଟର କାରଣ ଆର୍ଦ୍ରଭୂମି ସଂରକ୍ଷଣରେ ବିଫଳତା

ନୂଆଦିଲ୍ଲୀ : ଆର୍ଦ୍ରଭୂମିର ସଂରକ୍ଷଣରେ ବିଫଳତା ଯୋଗୁଁ ଜଳ ସଙ୍କଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଭୂତଳ ଜଳ ବୃଦ୍ଧି କରିବା ତଥା ଅପବାହ ସମୟରେ ବନ୍ୟାଜଳ ସଂରକ୍ଷିତ ରଖିବାରେ ଆର୍ଦ୍ରଭୂମି ପ୍ରମୁଖ ଭୂମିକା ନିର୍ବାହ…
Read More...

ମୋବାଇଲ ଆପ୍‌ ଆଣିବ ରିଜର୍ଭ ବ୍ୟାଙ୍କ;ଦୃଷ୍ଟିହୀନ ଚିହ୍ନିବେ ନୋଟ୍‌

ନୂଆଦିଲ୍ଲୀ : ନଗଦବିଶିଷ୍ଟ ଅର୍ଥନୀତିରେ ଦୃଷ୍ଟିହୀନମାନେ କିଭଳି ନୋଟ୍ ଚିହ୍ନିବେ, ତାହା ସରକାରଙ୍କ ପାଇଁ ଚିନ୍ତାର ବିଷୟ । ୧୦୦ ଟଙ୍କା କିମ୍ବା ତାଠାରୁ ଅଧିକ ମୂଲ୍ୟର ନୋଟ୍‌ରେ ଇନ୍‌ଟ୍ୟାଗ୍‌ଲିଓ ପ୍ରିଣ୍ଟିଂ ଭିତ୍ତିକ…
Read More...

‘ଚନ୍ଦ୍ରଯାନ-୨’ ପରୀକ୍ଷଣ ଅଟକିଲା

ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ)ର ୨ୟ ଚନ୍ଦ୍ରଯାନ ଅଭିଯାନ ‘ଚନ୍ଦ୍ରଯାନ-୨’ ଉତ୍‌କ୍ଷେପଣକୁ ଅଟକାଯାଇଛି । ରବିବାର ରାତି ୨ଟା ୫୧ରେ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ…
Read More...

ସରକାରୀ ଡିଗ୍ରୀ କଲେଜରେ ଶିକ୍ଷକ ସଙ୍କଟ

ଭୁବନେଶ୍ୱର : ସରକାରୀ ଡ଼ିଗ୍ରୀ କଲେଜରେ ବହୁ ସଂଖ୍ୟାରେ ପଦ ଖାଲିପଡ଼ିଛି। ଦୀର୍ଘଦିନ ଧରି ଶିକ୍ଷକ ନିଯୁକ୍ତି ଦିଗରେ ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ଅଧିକାଂଶ କଲେଜରେ ପାଠପଢ଼ା ବାଧାପ୍ରାପ୍ତ ହୋଇଛି। ରାଜ୍ୟରେ ୪୫ଟି…
Read More...

ଆଜିଠାରୁ ବଜେଟ ଅନୁଦାନ ଦାବି ଆଲୋଚନା

ଭୁବନେଶ୍ୱର : ସୋମବାରଠାରୁ ବିଧାନସଭାରେ ୨୦୧୯-୨୦ ଆର୍ଥିକବର୍ଷର ବଜେଟ ଅନୁଦାନ ଦାବି ଉପରେ ଆଲୋଚନା ଆରମ୍ଭ ହେବ। ଏହି ଆଲୋଚନା ମଝିରେ ଦୁଇଟି ରବିବାରକୁ ଛାଡ଼ି ଦୀର୍ଘ ୧୪ ଦିନ ଅର୍ଥାତ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ।…
Read More...

ଭୁବନେଶ୍ବର ରେଳ ଷ୍ଟେସନ ଆଧୁନିକୀକରଣ ପାଇଁ ଏମ୍‌ଓୟୁ ଶୀଘ୍ର: ରେଳବୋର୍ଡ ଅଧ୍ୟକ୍ଷ

ଭୁବନେଶ୍ୱର : ଭୁବନେଶ୍ବର ରେଳ ଷ୍ଟେସନ୍‌ରେ ମଲ୍ଟି ମୋଡାଲ ହବ୍ ପ୍ରକଳ୍ପ ଖୁବ୍ ଶୀଘ୍ର ଆରମ୍ଭ ହେବ। ଏଥିପାଇଁ ରେଳବାଇ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ଏବଂ ରାଜ୍ୟ ସରକାରଙ୍କ ସହିତ ବୁଝାମଣା ପତ୍ର ସ୍ବାକ୍ଷର…
Read More...

ଅଳିଆ ଉଠା ଗାଡ଼ିରେ ବାଜିବ ସଚେତନତା ବାର୍ତ୍ତା

ବ୍ରହ୍ମପୁର : ପୁଲିସ ପରିଚୟ ଦେଇ ଦୁର୍ବୃତ୍ତମାନେ ବ୍ରହ୍ମପୁର ସହରର ବରିଷ୍ଠ ନାଗରିକ ଓ ମହିଳାଙ୍କ ଠାରୁ ସୁନା ଅଳଙ୍କାର ଲୁଟି ନେଉଛନ୍ତି। ଏଥିରେ ସହରବାସୀ ଅତିଷ୍ଠ ହୋଇପଡିଲେଣି। ପୁଲିସର ସମସ୍ତ ପ୍ରୟାସ ଫେଲ ମାରିଛି।…
Read More...

ଚାଷୀଙ୍କ ଧାନ ବିକ୍ରିରେ କଟକଣା ରଖନି: ସ୍ଥାୟୀ କମିଟି

ଭୁବନେଶ୍ୱର : ଚାଷୀମାନେ ମୁଣ୍ଡଝାଳ ତୁଣ୍ଡରେ ମାରି ଧାନ ଫସଲ ଉତ୍ପାଦନ କରୁଛନ୍ତି। ମାତ୍ର ତାହାକୁ ନିର୍ଦ୍ଧାରିତ ଏମଏସପି ଦରରେ ବିକ୍ରି କରିପାରୁ ନାହାନ୍ତି। କେତେବେଳେ ରାଜ୍ୟ ଯୋଗାଣ ବିଭାଗ ଜଳସେଚିତ ଜମି ଏକର ପିଛା…
Read More...

ରେଳ ପ୍ରକଳ୍ପ ପାଇଁ ରାଜ୍ୟ ଦେଉ ନାହିଁ ପର୍ଯ୍ୟାପ୍ତ ବିଜୁଳି

ଭୁବନେଶ୍ୱର : ଓଡ଼ିଶାରେ ଏପରି ଅନେକ ଗୁରୁତ୍ବପୂର୍ଣ୍ଣ ରେଳ ପ୍ରକଳ୍ପ ଅଛି ଯାହା ବିଦ୍ୟୁତ ଯୋଗାଣ ଅଭାବରେ ବାଧାପ୍ରାପ୍ତ ହେଉଛି। ଆଇନଗତ ବ୍ୟବସ୍ଥା ଥିବା ସତ୍ତ୍ବେ ଓଡ଼ିଶା ସରକାର ରେଳବାକୁ ପର୍ଯ୍ୟାପ୍ତ ବିଦ୍ୟୁତ…
Read More...

ଆଧାର ନମ୍ବର ଭୁଲ୍‌ ଲେଖିଲେ ୧୦ ହଜାର ତଣ୍ଡ

ନୂଆଦିଲ୍ଲୀ, ୧୪ା୭: କୌଣସି ବଡ଼ ଧରଣର ଆର୍ଥିକ କାରବାର ସଂକ୍ରାନ୍ତ ଗୁରୁତ୍ବପୂର୍ଣ୍ଣ ନଥିରେ ଆଧାର ନମ୍ବର ଭୁଲ ଲେଖିଲେ ଭାରତୀୟ ନାଗରିକଙ୍କୁ ଏଣିକି ୧୦ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ। ଚଳିତ ବର୍ଷ ସେପ୍ଟେମ୍ବର…
Read More...

ଆଜି ନୀଳାଦ୍ରି ବିଜେ

ପୁରୀ: ରଥଉପରେ ଦାରୁବ୍ରହ୍ମଙ୍କୁ ରବିବାର ଅଧରପଣା ଭୋଗ କରାଯାଇଛି। ଶ୍ରୀଜୀଉଙ୍କୁ ଅର୍ପଣପରେ ପାର୍ଶ୍ବ ଦେବଦେବୀଙ୍କ ଉଦେଶ୍ୟରେ ଭଙ୍ଗାଯାଇଛି ଅଧରପଣା ହାଣ୍ଡି। ଅଧରପଣା ପାଇ ଚଣ୍ଡୀଚାମୁଣ୍ଡା ସନ୍ତୁଷ୍ଟ ହୋଇଛନ୍ତି।…
Read More...

ସୋମବାର ରାଶିଫଳ

ମେଷ: ବୁଝି-ବିଚାରି କାର୍ଯ୍ୟ କଲେ ସଫଳତା ମିଳିବ। ସେବା-ପୂଜାପ୍ରତି ଆଗ୍ରହୀ ହେବେ। ଭାଗ୍ୟଶାଳୀ ହେବେ। ଭୋଗ-ବିଳାସରେ ଦିନଟି ଅତିବାହିତ ହେବ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ-ଯାପନ କରିବେ। ବିଦ୍ବାନ୍‌ ଓ ସାହସୀ ହେବେ।…
Read More...

ଏବେବି ମନେ ପଡନ୍ତି ଅନ୍ତରୀକ୍ଷରେ ପାଦ ରଖିଥିବା ପ୍ରଥମ ଭାରତୀୟ ରାକେଶ ଶର୍ମା

ଭୁବନେଶ୍ୱର : ବାୟୁସେନାର ଅଧିକାରୀ ତଥା ପ୍ରଥମ ଭାରତୀୟ ଭାବେ ଅନ୍ତରୀକ୍ଷରେ ପାଦ ଦେଇ ଏବେବି ସ୍ମରଣୀୟ ହୋଇ ରହିଛନ୍ତି ମହାକାଶଚାରୀ ରାକେଶ ଶର୍ମା । ୧୯୮୪ ମସିହା ଏପ୍ରିଲ ୨ତାରିଖରେ ଅନ୍ତରୀକ୍ଷ ଯାନ ସୋୟୁଜ ଟି-୧୧ରେ…
Read More...

ବିଶ୍ୱକପ କ୍ରିକେଟ : ସୁପରଓଭରରେ ରୋମାଞ୍ଚକର ବିଜୟ ସହ ଇଂଲଣ୍ଡ ବିଶ୍ୱ ଚାମ୍ପିୟନ

ଲର୍ଡସ : ପ୍ରଥମଥର କ୍ରିକେଟ ବିଶ୍ବକପ୍ ଚମ୍ପିଆନ୍ ହୋଇଛି ଇଂଲଣ୍ଡ। ରବିବାର ଖେଳା ଯାଇଥିବା ଚଳିତ ବିଶ୍ବକପ୍‌ର ରୋମାଞ୍ଚକର ତଥା ଅଭୂତପୂର୍ବ ଫାଇନାଲ ମ୍ୟାଚ୍‌ରେ ସୁପର ଓଭରରେ ନ୍ୟୁଜିଲାଣ୍ଡକୁ ଇଂଲଣ୍ଡ ପରାସ୍ତ କରିଛି।…
Read More...

ଡଷ୍ଟବିନ୍‌ରେ ଅଳିଆ ପକାଉଛି ହାତୀ, ଦେଖନ୍ତୁ ଭିଡିଓ

ମଣିଷମାନେ ବି ଅନେକ ସମୟରେ ନିୟମକୁ ପାଳନ କରନ୍ତି ନାହିଁ । ସ୍ୱଛ ଓ ପରିଷ୍କାର ରିହବା ପାଇଁ ସଚେତନତା ସୃଷ୍ଟି କରାଯାଉଥିବା ବେଳେ ଏପରି ଅନେକ ଲୋକ ଅଛନ୍ତି ନଳାରେ ଓ ରାସ୍ତାରେ ଅଳିଆ ଫିଙ୍ଗନ୍ତି । ସ୍ୱଚ୍ଛ ଭାରତ…
Read More...

ଆଡଭେନଚର୍‌ ପାର୍କରେ ଛିଣ୍ଡିଗଲା ଦୋଳି, ୩ ମୃତ ୨୬ ଆହତ

ଅହମ୍ମଦାବାଦ .- ଗୁଜୁରାଟର ଅହମ୍ମଦାବାଦ ସହରରେ ଥିବା କାଂକରିୟା ଆଡ୍‌ଭେନଚର୍‌ ପାର୍କରେ ଏକ ଦୋଳି ବୁଲୁଥିବା ଅବସ୍ଥାରେ ଛିଣ୍ଡିପଡିବାରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୬ ଜଣ ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ…
Read More...

ଭୁଶୁଡିଲା କୋଠା, ୨ମୃତ ସେନାର ୩୦ ଜବାନ ଚାପି ହୋଇ ରହିଥିବା ଆଶଙ୍କା

ଶିମଲା .- ହିମାଚଳ ପ୍ରଦେଶର ସୋଲାରେ ଏକ ବହୁତଳ ବିଶିଷ୍ଟ କୋଠାଘର ଭୁଶୁଡି ପଡିଛି । ଏହା ତଳେ ସେନାର ୨୦ ଜଣ ଜବାନ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି । ୧୫ ଜଣ ଜବାନଙ୍କୁ ଉଦ୍ଧାର କରାଯାଇଛି । ଜୋର ସୋରରେ ଉଦ୍ଧାର…
Read More...

ଶଶୁର ଘରେ ଜ୍ବାଇଁ ର ସନ୍ଦେହ ଜନକ ମୃତ୍ୟୁ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ବାଉଁଶୂଳି ପଞ୍ଚାୟତ ହିରାପଶି ଗ୍ରାମର ଶଶୁର ଘରକୁ ଆସିଥିବା ସଦର ଥାନା ସିଲିସୁଆଁ ଗ୍ରାମ ମଧୁପୁର ସାହିର ନାଥୁରାମ ମାଝୀ (୪୩)ଙ୍କର ଆଜି ଭୋରରେ ସନ୍ଦେହ ଜନକ ମୃତ୍ୟୁ…
Read More...

ପଞ୍ଜାବ ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଲେ ସିଦ୍ଧୁ

ନୂଆଦିଲ୍ଲୀ . - ପଞ୍ଜାବ ମନ୍ତ୍ରୀ ମଣ୍ଡଳରୁ ପୂର୍ବତନ କ୍ରିକେଟିୟର ତଥା ରାଜନେତା ନବଜୋତ ସିଂ ସିଦ୍ଧୁ ଇସ୍ତଫା ଦେଇଛନ୍ତି । ରାହୁଲ ଗାନ୍ଧୀଙ୍କ ନିକଟକୁ ସେ ଇସ୍ତାଫା ପତ୍ର ପଠାଇ ଦେଇଥିବା ନିଜ ଟ୍ୱିଟର ଆକାଉଣ୍ଟରେ…
Read More...

ଜାମସେଦପୁର : ଦୁର୍ଘଟଣାରେ ଓଡ଼ିଆ ଯୁବକଙ୍କ ମୃତ୍ୟୁ

ପାଟଣା : କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଖଜୁରୀଜୁଆଣି ଗ୍ରାମର ରାହାସବିହାରୀ ନାୟକଙ୍କ ପୁଅ ଚିତ୍ରସେନ ନାୟିକା(୨୫) ଙ୍କର ଗତ ରାତି ୧୦ଟା ସମୟରେ ବାଇକ୍ ଦୁର୍ଘଟଣା ରେ ମୃତ୍ୟୁ ଘଟିଛି । ଚିତ୍ରସେନ ଗତ ତିନିବର୍ଷ ହେଲା…
Read More...

୧୭ରେ ଉଦ୍‌ଘାଟନ ହେବ ସୁପ୍ରିମକୋର୍ଟର ନୂତନ ଅଟ୍ଟାଳିକା

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ନୂତନ ଓ ବିରାଟକାୟ ଅଟ୍ଟାଳିକାକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜୁଲାଇ ୧୭ରେ ଉଦଘାଟନ କରିବେ। ପ୍ରାୟ ୨୪ଟି ଫୁଟବଲ୍‌ ପଡ଼ିଆ ଆକାର ୧୨.୧୯ ଏକର ପରିମିତ ଜମିରେ ୮୮୫ କୋଟି ଟଙ୍କା…
Read More...

ଚନ୍ଦ୍ରଯାନ-୨ ସଫ୍ଟୱେର ବିକାଶ କଲା ଆଇଆଇଟି କାନପୁର

କାନପୁର : ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଜୁଲାଇ ୧୫ରେ ଏହାର ପ୍ରଥମ ଚନ୍ଦ୍ର ଅଭିଯାନ ଚନ୍ଦ୍ରଯାନ-୨ ଆରମ୍ଭ କରିବାକୁ ଯାଉଛି। ଏଥିରେ ସହଯୋଗ ନିମନ୍ତେ ଆଇଆଇଟି କାନପୁର ପକ୍ଷରୁ ଏକ ବିଶେଷ ସଫ୍ଟୱେର…
Read More...

ଭବିଷ୍ୟତର ଯୁଦ୍ଧ କଳ୍ପନାତୀତ ଭୟଙ୍କର ହେବ

ନୂଆଦିଲ୍ଲୀ : ପାକିସ୍ତାନ ଯଦି ଭାରତ ବିରୋଧୀ ଷଡ଼ଯନ୍ତ୍ରରୁ ନ ଓହରେ ତେବେ ଏହାର କଡ଼ା ଜବାବ ଦିଆଯିବ। ଏଥିନେଇ ଭବିଷ୍ୟତର ଯୁଦ୍ଧ କଳ୍ପନାତୀତ ଭୟଙ୍କର ହେବ। ଏଥିରେ ଟେକ୍ନୋଲୋଜି, ମହାକାଶ, ସାଇବର କ୍ଷେତ୍ର ଏବଂ…
Read More...

ଧୋନିଙ୍କୁ ୭ନଂ ସ୍ଥାନରେ ବ୍ୟାଟିଂ ପଠାଇବା ଦଳଗତ ନିଷ୍ପତ୍ତି ଥିଲା: ଶାସ୍ତ୍ରୀ

ଲଣ୍ଡନ୍ : ଇଂଲଣ୍ଡରେ ଖେଳାଯାଉଥିବା କ୍ରିକେଟ୍ ବିଶ୍ବକପ୍‌ର ସେମିଫାଇନାଲରେ ନ୍ୟୁଜିଲାଣ୍ଡ ନିକଟରୁ ୧୮ ରନ୍‌ରେ ପରାସ୍ତ ହୋଇଥିଲା ଭାରତ। ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଦଳ ୨୩୯ ରନ୍ ସଂଗ୍ରହ…
Read More...

ମନୋନୟନକାରୀଙ୍କ ଉପରେ ବିସିସିଆଇ ଅସନ୍ତୁଷ୍ଟ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ମନୋନୟନକାରୀଙ୍କ ଉପରେ ବିସିସିଆଇ ପଦାଧିକାରୀ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି। ବିଶେଷ କରି ଭାରତୀୟ ଦଳର ବ୍ୟାଟିଂକ୍ରମର ୪ନଂରେ କିଏ ବ୍ୟାଟିଂ କରିବ ସେଥିନେଇ ମନୋନୟନକାରୀ ଜଣେ…
Read More...

ଇଂଲଣ୍ଡ-ନ୍ୟୁଜିଲାଣ୍ଡ ଫାଇନାଲ ଲଢ଼େଇ ଆଜି

ଲର୍ଡସ : ଲର୍ଡସରେ ରବିବାର ସନ୍ଧ୍ୟାରେ କ୍ରିକେଟ ଦୁନିଅ ଏକ ନୂଆ ବିଶ୍ବ ଚମ୍ପିଆନ୍‌କୁ ସ୍ବାଗତ କରିବାକୁ ପ୍ରସ୍ତୁତ ହେଉଛି। କ୍ରିକେଟ୍‌ର ମକ୍କା ଲର୍ଡସରେ ଆୟୋଜକ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚଳିତ ବିଶ୍ବକପ୍‌ର…
Read More...

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ପାଇଁ ଚଳଚଞ୍ଚଳ କଟକ

ଭୁବନେଶ୍ବର : ଦେଶର ନୂତନ କ୍ରୀଡ଼ା ହବ୍ ଭାବେ ଉଭା ହୋଇଥିବା ଓଡ଼ିଶାରେ ଆଉ ଏକ ଅନ୍ତର୍ଜାତୀୟ ପ୍ରତିଯୋଗିତା ଲାଗି ମଞ୍ଚ ପ୍ରସ୍ତୁତି ଶେଷହୋଇଛି। ଜୁଲାଇ ୧୭ରୁ ୨୨ ପର୍ଯ୍ୟନ୍ତ କଟକର ଜବାହାରଲାଲ୍‌ ନେହେରୁ ଇନ୍‌ଡୋର…
Read More...

ଦିବ୍ୟାଙ୍ଗଙ୍କୁ ଶୀଘ୍ର ରେଳପାସ ଯୋଗାଅ

କଟକ : ଦିବ୍ୟାଙ୍ଗଙ୍କୁ ଆବଶ୍ୟକ ମୁତାବକ ରେଳ ପାସ ଯୋଗାଇଦେଵାକୁ କଟକ ସ୍ଥାୟୀ ଲୋକ ଅଦାଲତ ନିର୍ଦେଶ ଦେଇଛନ୍ତି। ମାମଲା(ର ବିବରଣୀରୁ ପ୍ରକାଶ ଯେ କଟକ ଜିଲା ନରସିଂହପୁର ବ୍ଲକ ପାଇକପଡା ଗ୍ରାମର ଶ୍ରୀଧର ସାହୁଙ୍କ ନାବାଳକ…
Read More...

ରାଜ୍ୟରେ ୯ ହଜାର ମାମଲା ଫଇସଲା, ୫୯କୋଟି ଆଦାୟ

କଟକ : ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆୟୋଜିତ ରାଷ୍ଟ୍ରୀୟ ଲୋକ ଅଦାଲତରେ ସମଗ୍ର ରାଜ୍ୟରେ ୮ହଜାର ୬୮୩ଟି ମାମଲାର ଆପୋଷ ବୁଝାମଣା ଜରିଅାରେ ଫଇସଲା ହୋଇଛି। ତେବେ ଜରିମାନା ଓ କ୍ଷତି ପୂରଣ ବାବଦରେ ୫୯…
Read More...

୧୮ ପରେ ବଢ଼ିବ ବର୍ଷା

ଭୁବନେଶ୍ୱର : ଓଡ଼ିଶା ଉପରେ ଏକ ଟ୍ରଫ୍‌ ଲାଇନ୍ ସୃଷ୍ଟି ହୋଇଛି। ତାହାର ପ୍ରଭାବରେ ୪/୫ ଦିନ ପର୍ଯ୍ୟନ୍ତ କିଛି ସ୍ଥାନରେ ବର୍ଷା ହେବ। ବିଶେଷକରି ଦକ୍ଷିଣ ଓ ଉପକୂଳ ଓଡ଼ିଶାର କିଛି ଜିଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା…
Read More...

ରବିବାର ରାଶିଫଳ

ମେଷ: କାର୍ଯ୍ୟ ଆନନ୍ଦଦାୟକ ହେବ। ଧନକ୍ଷୟ ହେବାର ସମ୍ଭାବନା ଅଛି। ପରକୁ ଆପଣାର ଶକ୍ତି ପ୍ରୟୋଗ କରି କୃତକାର୍ଯ୍ୟ ହେବେ। ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କ ରହିବେ। ବୃଷ:…
Read More...

ବିଜୁଳି ଜନିତ ମୃତ୍ୟୁକୁ ରୋକିବାରେ ଓଡିଶା ସଫଳ

ଭୁବନେଶ୍ୱର : ଓଡିଶା ସରକାର ବିଜୁଳି ଏବଂ ଘଡଘଡିରେ ମୃତ୍ୟୁହାରକୁ କମାଇବାରେ ସକ୍ଷମ ହୋଇଛନ୍ତି । ଉନ୍ନତ ମାନର ଜ୍ଞାନ କୌଶଳର ବ୍ୟବହାର ଏବଂ ବୈଦ୍ୟୁତିକ ତଥା ସାମାଜିକ ଗଣମାଧ୍ୟମର ପ୍ରଚାର ପ୍ରସାର ଫଳରେ ଅତି ସହଜରେ…
Read More...

ମହାନଦୀ ଜଳ ବିବାଦର ତ୍ୱରିତ ସମାଧାନ ଦାବି

ଭୁବନେଶ୍ୱର .- ମହାନଦୀ ଟ୍ରିବୁନାଲର ୭ମ ବୈଠକରେ କୈାଣସି ଶୁଣାଣି ନ ହୋଇ ଆସନ୍ତା ଅଗଷ୍ଟ ୩ ତାରିଖରେ ପରବର୍ତ୍ତି ଶୁଣାଣି ହେବବୋଲି ମାନ୍ୟବର ଟ୍ରିବୁନାଲ ନିଷ୍ପତି ଶୁଣାଇଛନ୍ତି। ଟ୍ରିବୁନାଲର ବିଳମ୍ବିତ ବିଚାର…
Read More...

୧୦୭ ଟିଏମ୍‌ସି , ସିପିଏମ୍‌ କଂଗ୍ରେସ ବିଧାୟକ ବିଜେପିରେ ମିଶିବେ – ମୁକୁଳ ରୟ

କୋଲକାତା .- ତୃଣ ମୂଳ କଂଗ୍ରେସର ଅନେକ ବିଧାୟକ ଓ ନେତା ଗତ ସାଧାରଣ ନିର୍ବାଚନ ପରେ ବିଜେପି ମୁହାଁ ହୋଇଛନ୍ତି। ଏକଦା ମମତାଙ୍କ ପାଖ ଲୋକ ଥିବା ମୁକୁଳ ରୟ ବିଜେପିରେ ଯୋଗ ଦେବା ପରେ ସେ ପଶ୍ଚିମବଙ୍ଗରେ ବିଜେପି ପାଇଁ…
Read More...

ବିଦେଶୀ ମହିଳାଙ୍କୁ ଗୁଇନ୍ଦା ସୂଚନା ଦେଉଥିବା ସେନାର ଜବାନ ଗିରଫ

ନୂଆଦିଲ୍ଲୀ .- ବିଦେଶୀ ମହିଳାଙ୍କୁ ସେନାର ବିଭିନ୍ନ ତଥ୍ୟ ପ୍ରଦାନ କରୁଥିବା ଜଣେ ଜବାନଙ୍କୁ ପୁଲିସ ଗିରଫ କରିଛି। ଗିରଫ ହୋଇଥିବା ଜବାନ ରବୀନ୍ଦ୍ରଙ୍କ ଘର ହରିୟାନାର ମହେନ୍ଦ୍ରଗଡ ବସଇ ଗ୍ରାମରେ । ରବୀନ୍ଦ୍ର ସେନାର…
Read More...

୧୦୦ ଗଛ ଲଗାଇବାପରେ ବିବାହ ବେଦୀରେ ହାତଗଣ୍ଠି ପଡିବ ବୋଲି ଜିଦ୍‌ ଧରିଲେ ନବ ବଧୂ

ଭୋପାଳ . - ବିବାହ ପୂର୍ବରୁ ୧୦୦ ଗଛ ଲଗାଇ ବିବାହ ବେଦୀରେ ହାତଗଣ୍ଠି ପଡିବ ବୋଲି ଜଣେ ନବ ବଧୂ ଜିଦ୍‌ ଧରିଥିଲେ । ବିବାହ ପୂର୍ବରୁ ସାଧାରଣତଃ ପୁଅ ଘର ତରଫରୁ ଦାବି କରାଯାଇଥାଏ । ମାତ୍ର ଏହି ଘଟଣାରେ କନ୍ୟା ଦାବି…
Read More...

ବୃକ୍ଷ ରୋପଣ କର ମାଗଣାରେ ନିଶାପାନ ଅଫର୍‌ ଦେଇଥିବା ସରକାରୀ ଅଧିକାରୀ ନିଲମ୍ବିତ

ମୁମ୍ବଇ . - ବୃକ୍ଷ ରୋପଣ କର ମାଗଣାରେ ନିଶାପାନ ସହ ମାଗଣା ମଦ ବୋତଲ ମିଳିବ ପ୍ରସ୍ତାବ ଦେଇଥିବା ସରକାରୀ ଅଧିକାରୀଙ୍କୁ ମହାରାଷ୍ଟ୍ର ସରକାର ନିଲମ୍ବିତ କରିଛନ୍ତି । ସରକାରୀ ଅଧିକାରୀଜଣଙ୍କ ନିଜର ସହକର୍ମୀମାନଙ୍କୁ ଏହି…
Read More...

ବଲାଙ୍ଗିରରେ ତୀବ୍ର ହେଉଛି ହାଇକୋର୍ଟ ଆନ୍ଦୋଳନ

ବଲାଙ୍ଗିର : ସ୍ଥାନୀୟ ସିଭିଲ କୋର୍ଟ ପରିସରରେ ଗୁରୁବାର ସନ୍ଧ୍ୟାରେ ମିଳିତ କ୍ରିୟାନୁଷ୍ଠାନ କମିଟିର ଆବାହାକ ଲଲିତ କୁମାର ନାୟକଙ୍କ ଆବାହକତ୍ୱରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଆସନ୍ତା ଜୁଲାଇ ୧୬…
Read More...

ଅଁଳାଗୁଡାରେ ଆଦିବାସୀଙ୍କ ନିଆରା ପର୍ବ “ସଡ୍ରା”

ମୋହନା : ଗଜପତି ଜିଲ୍ଲା ମୋହନା ବ୍ଳକ ଅନ୍ତର୍ଗତ ଅଁଳାଗୁଡା ଗ୍ରାମରେ ଗୁରୁବାର କନ୍ଧ ସମ୍ପ୍ରଦାୟଙ୍କ ପାରମ୍ପରିକ ନିଆରା ପର୍ବ ସଡ୍ରା ପାଳିତ ହୋଇଯାଇଛି । ମୋହନା ଠାରୁ ୩ କିଲୋମିଟର ଦୂରରେ ପାହାଡ ପର୍ବତ ଘେରା ଘଞ୍ଚ…
Read More...

ନଦୀରେ ବୁଡି ଛାତ୍ରଙ୍କ ମୃତ୍ୟୁ

ନେମାଳ : ଏହି ଥାନା ଅନ୍ତର୍ଗତ ଜନାର୍ଦ୍ଧନପୁର ଗାଁ ଶନିଘାଟ ନିକଟରେ ଗୁରୁବାର ମଧ୍ୟାହ୍ନରେ ଗାଧୋଉଥିବା ବେଳେ ନଦୀରେ ବୁଡିଯାଇ ଛାତ୍ରଙ୍କ ମୃତ୍ୟୁ ଘଟିଛି। କେନ୍ଦୁପାଟଣା ପଞ୍ଚାୟତ ଚମ୍ପତିପାଟଣା ଗ୍ରାମର ରବିନ୍ଦ୍ର…
Read More...

୪ମାସ ହେଲା ବିନା ଡାକ୍ତରରେ ଚାଲିଛି ଆରଡି ସ୍ୱାସ୍ଥ୍ୟକେନ୍ଦ୍ର

ଆରଡି : ଗ୍ରାମାଞ୍ଚଳର ଲୋକମାନଙ୍କୁ ମୈାଳିକ ସୁବିଧା ଯୋଗାଇ ଦେବା ପାଇଁ ଯୋଜନା ପରେ ଯୋଜନା ପ୍ରଣୟନ କରୁଛନ୍ତି ସରକାର। ଏଥିପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ମଧ୍ୟ ବ୍ୟୟ ବରାଦ କରାଯାଉଛି। ହେଲେ ଆଜି ପର୍ଯ୍ୟନ୍ତ…
Read More...

ଖାସି ମାଂସ ଖାଇ ୨ ଜଣଙ୍କର ମୃତ୍ୟୁ, ୯ଗୁରୁତର

ଗୁମୁଲା (ଝାଡଖଣ୍ଡ) - ଖାସି ମାଂସ ଖାଇ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ହୋଇଛନ୍ତି । ଏହି ଘଟଣା ଝାଡଖଣ୍ଡର ଗୁମଲା ଘାଘରା ଥାନା ଅନ୍ତର୍ଗତ ଚପରା କଠରଟୋଲି ଗ୍ରାମରେ ଘଟିଛି । ଖାଦ୍ୟରେ ବିଷ…
Read More...

ଯୋଗ କରୁଥିବା ଲୋକଙ୍କ ଉପରେ ମାଡି ଗଲା ପିକ୍‌ ଅପ୍‌ ଭ୍ୟାନ, ୬ ମୃତ

ଜୟପୁର . - ରାଜସ୍ଥାନର ଭରତପୁରରେ ଯୋଗ କରୁଥିବା ଲୋକଙ୍କ ଉପରେ ଦ୍ରୁତ ଗତିର ଏକ ପିକ୍‌ ଅପ୍‌ ଭ୍ୟାନ ମାଡି ଯିବାରୁ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ସ୍ଥାନୀୟ ଲୋକ ରାସ୍ତା ପାର୍ଶ୍ୱରେ ଥିବା ଏକ ଖୋଲା ସ୍ଥାନରେ…
Read More...

ଷ୍ଟେସନ ଭିତରେ ଚାଲିଛି ଟିକେଟ କଳାବଜାରୀ

ବଲାଙ୍ଗିର : ସଂରକ୍ଷିତ ରେଳ ଟିକେଟ ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ରେଳ ବିଭାଗ ଅନେକ ପଦକ୍ଷେପ ହାତକୁ ନେଇଛି । ବିଶେଷ କରି ତତକାଲ୍ ଟିକେଟ ବ୍ୟବସ୍ଥାରେ ଯେମିତି ପ୍ରକୃତ ଯାତ୍ରୀଙ୍କୁ ଟିକେଟ ମିଲିପାରିବ ଓ ଏଥିରେ…
Read More...

ପୁଣି ଭୁବନେଶ୍ୱର ବିମାନବନ୍ଦରରୁ ସୁନା ଜବତ

ଭୁବନେଶ୍ୱର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଗୁରୁବାର ପୁଣି ସୁନା ଜବତ କରିଛନ୍ତି କଷ୍ଟମ ବିଭାଗ। କୁଆଲାଲୁମ୍ପୁରରୁ ଆସିଥିବା ଚେନ୍ନାଇର ୨ଜଣ ଯୁବକଙ୍କ ନିକଟରୁ ୬୧୨ଗ୍ରାମ ସୁନା ଜବତ ହୋଇଛି । ଜବତ…
Read More...

ବାଲିଗଦା ତଳୁ ମିଳିଲା ନିଖୋଜ ଥିବା ୨ ଶିଶୁଙ୍କର ମୁଣ୍ଡ ବିହୀନ ଶବ, ବଳି ଦିଆଯାଇଥିବା ସନ୍ଦେହ

ରାଞ୍ଚି . - ଝାଡଖଣ୍ଡର ଲାତୋହରର ମାନିକା ସେମରାହଟ ଗାଁରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ନିଖୋଜ ଥିବା ୨ ଜଣ ଶିଶୁଙ୍କର ମୃତ ଦେହ ଏକବାଲି ଗଦା ତଳୁ ଉଦ୍ଧାର କରାଯାଇଛି । ନିଖୋଜ ଥିବା ଶିଶୁମାନଙ୍କୁ ତାଙ୍କର ପରିବାର…
Read More...

ପରୀକ୍ଷା କେନ୍ଦ୍ରରେ ନକଲି ପରିକ୍ଷାର୍ଥୀ ଚିହ୍ନଟ

ବଲାଙ୍ଗୀର : ସ୍ଥାନୀୟ ପୃଥୀରାଜ ହାଇସ୍କୁଲ ପରୀକ୍ଷାକେନ୍ଦ୍ରରେ ପତିତପାବନ ଏକାଡେମିର ଜଣେ ଏକ୍ସ ରେଗୁଲାର ଛାତ୍ରଙ୍କ ବଦଳରେ ଆଉ ଜଣେ ନାବାଳକ ପରୀକ୍ଷା ଦେଉଥିବା ବେଳେ ପରିକ୍ଷକ ଚିହ୍ନଟ କରିଥିଲେ। ପରୀକ୍ଷାର୍ଥୀଙ୍କ…
Read More...

ଧୋକା ଦେଲା ପ୍ରେମିକ,ନ୍ୟାୟ ପାଇଁ ଥାନାରେ ଦ୍ୱାରସ୍ଥ ପ୍ରେମିକା

ବଙ୍ଗୋମୁଣ୍ଡା : ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ଥାନା ଭାଲୁମୁଣ୍ଡା ଗାଁର ଜଣେ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ବିବାହର ପ୍ରତିଶୃତି ଦେଇ ଶାରୀରିକ ସଂପର୍କ ରଖିବା ଏବଂ ପରେ ବିବାହ ପାଇଁ ମନାକରିବାରୁ ଶେଷରେ ଥାନାରେ…
Read More...

କିଟ୍‌ର ଦୂତୀ ଚାନ୍ଦ ସ୍ୱର୍ଣ୍ଣ ପଦକ ଜିତି ରାଜ୍ୟ ପାଇଁ ଆଣିଲେ ସୁନାମ

ଭୁବନେଶ୍ୱର . - ଦୂତୀ ଚାନ୍ଦ ପୁଣିଥରେ ବିଶ୍ୱ ସ୍ତରରେ ରାଜ୍ୟ ପାଇଁ ସୁନାମ ଆଣିଛନ୍ତି । ଇଟାଲୀର ନାପଲ୍ସରେ ଚାଲିଥିବା ଓ୍ୱାର୍ଲଡ ୟୁନିଭସିଟିଜ୍‌ ଗେମସ୍‌ରେ କ୍ରୀଡ଼ାରେ ଓଡ଼ିଆ ଧାବିକା ଦୂତୀ ଚାନ୍ଦ ୧୦୦ ମିଟର ଦୌଡ଼ରେ…
Read More...

ଗାଁ ହେବ ନିଶାମୁକ୍ତ; ଅଣ୍ଟା ଭିଡ଼ିଲେ ମହିଳା

ମୁଖିଗୁଡ଼ା : କଳାହାଣ୍ଡି ଜିଲ୍ଳା ଧନଶୁଲି ପଞ୍ଚାୟତ ଅନ୍ତର୍ଗତ ଶାସ୍ତୁଗୁଡ଼ା ଗାଁରେ ବେଆଇନ ଓ ବେଧଡ଼କ ମଦ ବିକ୍ରି ହେଉଥିବାରୁ ଅସାମାଜିକ ବ୍ୟକ୍ତିମାନେ ମଦ ପିଇ ଗଣ୍ଡଗୋଳ କରି ଗାଁ ପରିବେଶ ନଷ୍ଟ କରିବା ସହ ବିଶୃଙ୍ଖଳା…
Read More...

କେନ୍ଦ୍ର ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ନିକଟରେ କେନ୍ଦ୍ର ସରକାର ଘୋଷଣା କରିଥିବା ୧୭ଟି ଆକର୍ଷଣୀୟ ପର୍ଯ୍ୟଟନ କ୍ଷେତ୍ର ମଧ୍ୟରେ ଓଡିଶାର କୌଣସି ପର୍ଯ୍ୟଟନସ୍ଥଳୀ ସ୍ଥାନ ନପାଇବାକୁ ନେଇ କେନ୍ଦ୍ର ପର୍ଯ୍ୟଟନ ରାଷ୍ଟ୍ରମନ୍ତ୍ରୀ ପ୍ରହଲ୍ଲାଦ ସିଂହ…
Read More...

ଭାରତରେ ଲଞ୍ଚ ହେଲା ବିଶ୍ୱର ପ୍ରଥମ ୬ କ୍ୟାମେରା ବିଶିଷ୍ଟ ମୋବାଇଲ୍‌ ଫୋନ୍‌

ନୂଆଦିଲ୍ଲୀ . - ଦୁନିଆର ପ୍ରଥମ ୬ କ୍ୟାମେରା ବିଶିଷ୍ଟ ନୋକିଆ ମୋବାଇଲ୍‌ ଫୋନ୍‌ ଭାରତରେ ଲଞ୍ଚ ହୋଇଛି । ଏହି ମୋବାଇଲ୍‌ ଫୋନ୍‌ର ପଛ ପାଖରେ ୫ଟି କ୍ୟାମେରା ରହିଛି । ଏହି ସବୁ କ୍ୟାମେରା ୧୨ ମୋଗା ପିକ୍ସେଲ ବିଶିଷ୍ଟ ।…
Read More...

ହନ୍ତସନ୍ତ ଧାମରାବାସୀ; ଶେଷ ହୋଇପାରୁନି ନିର୍ମାଣାଧୀନ ପୋଲ

ଧାମରା : ବାଂଶଡା ଠାରେ ଥିବା ମନ୍ତେଇ ନଦୀ ଉପରେ ନିର୍ମାଣଧୀନ ସେତୁ କେବେ ଶେଷ ହେବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ପଡିଛି। ୨୦୧୫ ମସିହାରେ ହୋଇଥିବା ଟେଣ୍ଡର ପ୍ରକ୍ରିୟାରେ ଏହି ସେତୁ ୨୦କୋଟି ଟଙ୍କା ବ୍ୟୟ ଅଟକଳରେ…
Read More...

ଭୁବନେଶ୍ୱରରେ ଓଡ଼ିଶା ମିଡିଆ କନକ୍ଲେଭ ଅନୁଷ୍ଠିତ

ଭୁବନେଶ୍ୱର . - ଜୟଦେବ ଭବନରେ ଓଡିଶା ମିଡିଆ କନକ୍ଲେଭ୍‌ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ତଥା ସମ୍ବାଦର ସମ୍ପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଏହାକୁ ଉଦ୍‌ଘାଟନ କରିଥିଲେ ।…
Read More...

ମା’ର କାନ୍ଦ ଶୁଣି ଜିଇଁ ଉଠିଲା , ବ୍ରେନ୍‌ ଡେଡ୍‌ ପୁଅ

ହାଇଦ୍ରାବାଦ . -ତେଲେଙ୍ଗାନାରେ ଏକ ଆଶ୍ଚର୍ଯ୍ୟ ଧରଣର ଘଟଣା ଘଟିଛି । ଡାକ୍ତର ବ୍ରେନ୍‌ ଡେଡ୍‌ ଘୋଷଣା କରିଥିବା ପୁଅ ମାଆର କାନ୍ଦ ଶୁଣି ବଞ୍ଚିଯାଇଛି । ତେଲେଙ୍ଗାନାର ସୂର୍ଯ୍ୟାପେଟରେ ଏହି ଘଟଣା ଘଟିଛି । ଜୁନ୍‌ ୨୬…
Read More...

ଥର ମରୁଭୂମିରେ ନାଗ’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ଜୟପୁର (ରାଜସ୍ଥାନ) .- ରାଜସ୍ଥାନର ଥର ମରୁଭୂମିରେ ଆଣ୍ଟି ଟ୍ୟାଙ୍କ କ୍ଷେପଣାସ୍ତ୍ର ନାଗ ର ଆଧୁନିକ ପ୍ରାରୂପର ସଫଳ ପରୀକ୍ଷଣ କରାଯାଇଛି । ବିଳମ୍ବିତ ରାତି ଓ ସକାଳେ ଏହା ପରୀକ୍ଷଣ କରାଯାଇଛି । ଏହାର ସମସ୍ତ ପରୀକ୍ଷଣ…
Read More...

ସାମାଜିକ ଗଣମାଧ୍ୟମରେ ବନ୍ଧୁତା ପରେ ବନ୍ଧୁଙ୍କ ପାଖକୁ ଯାଇଥିବା ଯୁବତୀଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ଜବତ

ନ୍ୟୁୟର୍କ  . - ସାମାଜିକ ଗଣମାଧ୍ୟମ ତଥା ବିଭିନ୍ନ ସ୍ମାର୍ଟ ଫୋନ୍‌ରେ ବନ୍ଧୁତା ପାଇଁ ବିଭିନ୍ନ ଆପ୍‌ ପ୍ରସିଦ୍ଧ । ମାତ୍ର ଏପରି ଏକ ଆପ୍‌ରେ ବନ୍ଧୁତା କରିବା ଜଣେ ଯୁବତୀଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଏଥିପାଇଁ…
Read More...

ହରିହରଙ୍କ ପୁସ୍ତକ ‘ଜଗନ୍ନାଥ: ରାଷ୍ଟ୍ରନୀତିର ନାଭିବ୍ରହ୍ମ’ ଉନ୍ମୋଚିତ

ଭୁବନେଶ୍ୱର. - ଶ୍ରୀ ଜଗନ୍ନାଥ ଯେ କେବଳ ଓଡ଼ିଶାର ସାମାଜିକ, ସାଂସ୍କୃତିକ ତଥା ଧାର୍ମିକ ପ୍ରାଣକେନ୍ଦ୍ର ତା ନୁହେଁ, ସେ ଓଡ଼ିଶା ରାଜନୀତିର ମୂଳବିନ୍ଦୁ ବି। ଏହାକୁ ପ୍ରମାଣିତ କରିବାକୁ ଚେଷ୍ଟା କରିଛନ୍ତି ଲେଖକ ହରିହର…
Read More...

ଉତ୍କଳ ଆଲୁମିନା ପକ୍ଷରୁ ଭ୍ରାମ୍ୟମାଣ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପ୍ରଦାନ

ଭୁବନେଶ୍ୱର: ଉତ୍କଳ ଆଲୁମିନା ପକ୍ଷରୁ ଭ୍ରାମ୍ୟମାଣ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯାଉଛି । ରାୟଗଡ ଜିଲ୍ଲାର ଅଧିକାଂଶ ଦୂର୍ଗମ ଅଞ୍ଚଳରେ ଭ୍ରାମ୍ୟମାଣ ଚିକିତ୍ସା ସୁବିଧା ଉପଲବ୍ଧ କରାଯାଉଛି । କାଶୀପୁର…
Read More...

ଜେଟିପିଙ୍କୁ ଦଇତାପତି ସେବକ ଦୁର୍ବ୍ୟବହାର କରିଥିବା ଅଭିଯୋଗ, ବିଳମ୍ବ ହେଲେ ହେରାପଞ୍ଚମୀ ନିତୀ

ପୁରୀ .- ଗୁଣ୍ଡିଚା ମନ୍ଦିରରେ କାର୍ଯ୍ୟରତ ଜଗନ୍ନାଥ ମନ୍ଦିର ପୁଲିସର ଜଣେ କର୍ମଚାରୀଙ୍କୁ ଜୈନେକ ଦଇତାପତି ସେବକ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏଥିପାଇଁ ହେରାପଞ୍ଚମୀ ନିତୀ ବିଳମ୍ବ ହୋଇଥିଲା । ରବିବାର…
Read More...

ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ବ୍ୟକ୍ତିଙ୍କ ପାଇଁ ରାଜ୍ୟ ସରକାରଙ୍କ ସହାୟତା ଘୋଷଣା

ଭୁବନେଶ୍ୱର : ରାଜ୍ୟ ସରକାର ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି କ୍ରମେ ଆର୍ଥିକ ସ୍ୱଚ୍ଛଳ ନଥିବା ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ବ୍ୟକ୍ତି ବିଶେଷଙ୍କୁ ମାସିକ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ଦେବା ପାଇଁ ଘୋଷଣା…
Read More...

ଜିଲାପାଳଙ୍କ ନିକଟରେ ଫେରାଦ ହେଲେ ଚାଷୀ

ଟିଟିଲାଗଡ଼ : ମରୁଡି ପ୍ରବଣ ଟିଟିଲାଗଡ ବ୍ଲକର ଚାଷୀଙ୍କ ସମସ୍ୟା ନେଇ ସୋମବାର ବଲାଙ୍ଗିର ଜିଲାପାଳ ତଥା ଏସପିଙ୍କ ମିଳିତ ଅଭିଯୋଗ ଶୁଣାଣି ଶିବିରରେ କୃଷକ ସଂଘ ଅଭିଯାନ ସଦସ୍ୟ ଫେରାଦ ହୋଇଛନ୍ତି। ୨୦୧୭-୧୮ ଏବଂ ୨୦୧୮-୧୯…
Read More...

ବିବାହ ପ୍ରତିଶୃତି ଦେଇ ନାବାଳିକାଙ୍କୁ ଅପହରଣ; ଅଭିଯୁକ୍ତ ଗିରଫ

ଟିଟିଲାଗଡ : ସଦର ଥାନା ଅନ୍ତର୍ଗତ ଜନୈକ ନାବାଳିକାକୁ ଅପହରଣ ସହ ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗରେ ଟିଟିଲାଗଡ ପୁଲିସ ସୋମବାର ଅଭିଯୁକ୍ତକୁ ଗିରଫ ସହ କୋର୍ଟ ଚାଳାଣ କରିଛି। ଏନେଇ ଟିଟିଲାଗଡ…
Read More...

ଭାରତ-ନ୍ୟୁଜିଲାଣ୍ଡ ସେମିଫାଇନାଲ; ଟିମ୍‍ ଇଣ୍ଡିଆର ପଲ୍ଲା ଭାରି

ଇଂଲଣ୍ଡ : ବିଶ୍ୱକପ କ୍ରିକେଟ ୨୦୧୯ର ପ୍ରଥମ ସେମିଫାଇନାଲ ମ୍ୟାଚରେ ମଙ୍ଗଳବାର ମାଞ୍ଚେଷ୍ଟରରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ ଏବଂ ନ୍ୟୁଜିଲାଣ୍ଡ। ୧୧ବର୍ଷ ପରେ ବିଶ୍ୱକପ ସେମିଫାଇନାଲରେ ସାମ୍ନାସାମ୍ନୀ ହେବେ ଦୁଇ…
Read More...

ନିର୍‍ତାର ନିର୍ଦ୍ଦେଶକଙ୍କୁ ଆକ୍ରମଣ ଘଟଣାରେ ୫ଅଭିଯୁକ୍ତ ଗିରଫ

କଟକ: କଣ୍ଟାପଡାରେ ନିର୍‍ତାର ନିର୍ଦ୍ଦେଶକ ଶକ୍ତିପ୍ରସାଦ ଦାଶଙ୍କୁ ଆକ୍ରମଣ ଘଟଣାରେ ସୋମବାର ଓଲଟପୁର ପୁଲିସ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ନିର୍‍ତାର କ୍ୟାଣ୍ଟିନ କର୍ମଚାରୀ…
Read More...

ଦେଶରେ ପ୍ରଥମ-ଗୋ ହତ୍ୟା ପାଇଁ ୧୦ ବର୍ଷ କାରାଦଣ୍ଡ ଏକ ଲକ୍ଷ ଟଙ୍କା ଜୋରିମାନା

ଅହମ୍ମଦାବାଦ . - ଗୁଜୁରାଟର ଏକ ଅଦାଲତ ଜଣେ ବ୍ୟକ୍ତିଙ୍କୁ ଗୋଟିଏ ବାଛୁରୀ ଚୋରାଇବା ପରେ ଏହାକୁ ହତ୍ୟା କରିବା ଅପରାଧରେ ୧୦ ବର୍ଷର କାରାଦଣ୍ଡାଦେଶ ସହ ଏକ ଲକ୍ଷ ଟଙ୍କା ଜୋରିମାନା ଦେବା ପାଇଁ ସଜ୍ଜା ଶୁଣାଇଛନ୍ତି । ଏହି…
Read More...

ପଞ୍ଜାବ ନ୍ୟାସନ୍ୟାଲ ବ୍ୟାଙ୍କରେ ୩,୮୦୦ କୋଟି ଟଙ୍କାର ଆଉ ଏକ ଦୁର୍ନିତୀ !

ନୂଆଦିଲ୍ଲୀ . - ହୀରା ବ୍ୟବସାୟୀ ନୀରବ ମୋଦୀ ଓ ମେହୁଲ ଚୋକସୀ ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କରୁ ହଜାର ହଜାର କୋଟି ଟଙ୍କାର ଠକେଇ ଓ ଦୁର୍ନିତୀ କରିବା ପରେ ଏବେ ଆଉ ଏକ ଘୋଟାଲା ସାମ୍ନାକୁ ଆସିଛି । ଭୂଷଣ ପାଓ୍ୱାର ଆଣ୍ଡ…
Read More...

ରାଜନୀତି କରିବେ ସପ୍ନା ଚୌଧୁରୀ , ବିଜେପିରେ ସାମିଲ ହେଲେ

ନୂଆଦିଲ୍ଲୀ . - ସପ୍ନା ଚୌଧୁରୀ ଏବେ ରାଜନୀତି କରିବେ । ରବିବାରରେ ସେ ବିଜେପିରେ ସାମିଲ ହୋଇଛନ୍ତି । ନିଜର ନୃତ୍ୟ ଓ ଅଭିନୟ ପାଇଁ ଉତ୍ତର ଭାରତରେ ସେ ପ୍ରସିଦ୍ଧି ଲାଭ କରିଛନ୍ତି । ଜବାହରଲାଲ ନେହେରୁ ଷ୍ଟାଡିୟମରେ…
Read More...

ଭଙ୍ଗା ଦଦରା ମାଟିକୁଡିଆରେ ଅସହାୟ ଜୀବନ ବିତାଉଛନ୍ତି ଦୃଷ୍ଟି ବାଦ୍ଧିତ ଦମ୍ପତି

କଲମପୁର .- ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିକଟରେ ସମାଜର ଗରିବ, ଅବହେଳିତ ତଥା ନିଷ୍ପେସିତ ବର୍ଗର ଲୋକଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ରହିଛି ଅନେକ ଯୋଜନା। ଏହି ଯୋଜନା ମାଧ୍ୟମରେ ରିତିମତ ଖର୍ଚ୍ଚ…
Read More...

କେନ୍ଦ୍ରୀୟ ବଜେଟ୍‌ ଆଶାନୁରୂପକ ନୁହେଁ ବୋଲି କହିଲେ କିନ୍ନର ସମୁଦାୟ

ଭୁବନେଶ୍ୱର - ଓଡିଶାର କିନ୍ନର ସମୁଦାୟ କେନ୍ଦ୍ରୀୟ ବଜେଟକୁ ନେଇ ନିରାଶା ବ୍ୟକ୍ତି କରିଛନ୍ତି । ବିଭିନ୍ନ କଲ୍ୟାଣ ଯୋଜନା ଓ ବ୍ୟବସାୟୀକ ପ୍ରଶିକ୍ଷଣ ପାଇଁ ଏହି ସମୁଦାୟକୁ ଆତ୍ମନିର୍ଭର କରିବା ପାଇଁ ସରକାର ଶସ୍ତା ଋଣ…
Read More...

ଧୋନି ଆଉ ୨ ବର୍ଷ କ୍ରିକେଟ୍‌ ଖେଳିପାରିବେ: ମାଲିଙ୍ଗା

ଲିଡ୍‌ସ : ଚଳିତ ବିଶ୍ବକପ୍‌ରେ ଭାରତୀୟ ଦଳର ୱିକେଟରକ୍ଷକ ମହେନ୍ଦ୍ର ସିଂହ ଧୋନିଙ୍କ ବ୍ୟାଟିଂକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଉଛି। ବିଶ୍ବର ଅନ୍ୟତମ ଶ୍ରେଷ୍ଠ ଫିନିସର୍‌ ଭାବେ ପରିଗଣିତ ଧୋନି ଚଳିତ…
Read More...

ମିଳିଲା ନୂଆ ପ୍ରମାଣ; କରାଚୀରେ ରହୁଛି ଦାଉଦ୍‌

ନୂଆଦିଲ୍ଲୀ : ପାକିସ୍ତାନ ଯେତେ ଫାଙ୍କିଲେ ମଧ୍ୟ ପଳାତକ ଅଣ୍ଡରୱାର୍ଲଡ ଡନ ତଥା ୧୯୯୩ ମୁମ୍ବଇ ସିରିଏଲ ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ଦାଉଦ୍‌ ଇବ୍ରାହିମ୍‌ ସେହି ଦେଶରେ ଆତ୍ମଗୋପନ କରିଥିବାର ପ୍ରମାଣ ବାରମ୍ବାର…
Read More...

ପୋଲସରା, କଣ୍ଟାବାଞ୍ଜିି ଓ ବୌଦ୍ଧ ନିର୍ବାଚନକୁ ଅସିଦ୍ଧ ଘୋଷଣା ନେଇ ହାଇକୋର୍ଟରେ ମାମଲା ଦାୟର

କଟକ : ପୋଲସରା, କଣ୍ଟାବାଞ୍ଜି ଓ ବୌଦ୍ଧ ନିର୍ବାଚନ ମଣ୍ଡଳୀରେ ନିର୍ବାଚନରେ ଅନିୟମିତତା ହୋଇଥିବା ନେଇ ହାଇକୋର୍ଟରେ ପୃଥକ ଭାବେ ମାମଲା ଦାୟର ହୋଇଛି। ଏହି ୩ଟି ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବାକୁ ଆବେଦନପତ୍ରରେ…
Read More...

ନିର୍ଧନ ବି ଜିତିପାରେ ନିର୍ବାଚନ

କାଶୀପୁର : ନା ସେ ପ୍ରତିପତ୍ତିଶାଳୀ ନା ବାହୁବଳୀ। ପାଖରେ ଥିବା ମାତ୍ର ୧୫ ହଜାର ଟଙ୍କାକୁ ପୁଞ୍ଜି କରି ନିର୍ବାଚନ ମଇଦାନକୁ ଓହ୍ଲାଇ ସମସ୍ତଙ୍କ ମନ ଜିଣିନେଲେ। ଆଜି ସେ ଜନତାଙ୍କ ଆପଣାର ହୋଇ ଲୋକ ପ୍ରତିନିଧି ହେବାର…
Read More...

ଦଶପଲ୍ଲାରେ ହେବ ବାଳ ଅପରାଧୀଙ୍କ ପାଇଁ ନିରାପଦ ସ୍ଥଳୀ

ଭୁବନେଶ୍ବର : ଜେଲ୍‌ ସଂସ୍କାର ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଲାଗି ରାଜ୍ୟ କାରାଗାର ପ୍ରଶାସନ ମଧ୍ୟ କସରତ ଆରମ୍ଭ କରିଦେଇଛି। କେନ୍ଦ୍ର ସରକାରଙ୍କ ଗୃହମନ୍ତ୍ରାଳୟର ନିୟମାବଳୀ ଅନୁସାରେ ରାଜ୍ୟରେ ମଡେଲ୍‌ ଡିଟେନସନ୍‌…
Read More...

ପୁଲିସ ହେପାଜତରୁ ଅଭିଯୁକ୍ତ ଚମ୍ପଟ

ଜଗତସିଂହପୁର : ଜଗତସିଂହପୁର ଏସ୍‍ଡିଜେଏମ କୋର୍ଟକୁ ଚାଲାଣ ହୋଇଥିବା ଜଣେ ଅଭିଯୁକ୍ତକୁ ଜାମିନ ନ ମିଳିବାରୁ ସେ ଶନିବାର ଅପରାହ୍ଣରେ ପୁଲିସ ହେପାଜତରୁ ଚମ୍ପଟ ମାରିଛି। ପୁଲିସ ତା’କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ…
Read More...

ଅଧିକାଂଶ ଜିଲାରେ ବର୍ଷା ସମ୍ଭାବନା

ଭୁବନେଶ୍ବର : ମୌସୁମି ବାୟୁ ସକ୍ରିୟ ଥିବାରୁ ରାଜ୍ୟରେ ଏବେ ବର୍ଷା ଜାରି ରହିଛି। ଆସନ୍ତାକାଲି ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ହେବା ସହ କିଛି ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ତେବେ ୮ ତାରିଖରେ ବର୍ଷାର…
Read More...

ମହାନଦୀକୁ ପ୍ରଦୂଷଣମୁକ୍ତ କରିବା ପାଇଁ ଆହ୍ବାନ

କଟକ : ମହାନଦୀର ପ୍ରଦୁଷଣ ମାତ୍ରା ଉଦ୍‌ବେଗଜନକ ରହିଛି। ଛତିଶଗଡରେ ବହୁ ବନ୍ଧ, ବ୍ୟାରେଜ, ନିର୍ମାଣ ଫଳରେ ନଦୀର ପ୍ରାକୃତିକ ପ୍ରବାହ ଗଭୀର ଭାବରେ ପ୍ରଭାବିତ ହୋଇଛି। ମହାନଦୀ କୂଳରେ ଗଢି ଉଠିଥିବା କଳକାରଖାନା ଓ ଖଣି…
Read More...

ରବିବାର ରାଶିଫଳ

ମେଷ: ପାରିବାରିକ ଜୀବନରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ପାଇବେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ଆକସ୍ମିକ ଧନଲାଭ ହୋଇପାରେ। ବ୍ୟବସାୟରେ ପ୍ରଚୁର ଧନ ଲାଭର ସୂଚନା ମିଳୁଛି।…
Read More...

୧୦୦ ଦିନିକିଆ ୱିକେଟ; ବୁମ୍‌ରା ଭାରତର ୨ୟ ଦ୍ରୁତତମ

ମାଞ୍ଚେଷ୍ଟର : ୨ୟ ଭାରତୀୟ ବୋଲର ଭାବେ ଆନ୍ତର୍ଜାତିକ ଦିନିକିଆରେ ୧୦୦ ୱିକେଟ ନେଇଛନ୍ତି ଭାରତୀୟ ଫାଷ୍ଟବୋଲର ଯଶପ୍ରୀତ ବୁମ୍‌ରା। ଶନିବାର ଶ୍ରୀଲଙ୍କା ବିପକ୍ଷ ବିଶ୍ବକପ୍‌ ମ୍ୟାଚ୍‌ରେ ଅଧିନାୟକ ଦିମୁଥ୍…
Read More...

ରୋହିତ ରଚିଲେ ଇତିହାସ

ଲିଡ୍‌ସ : ଚଳିତ ବିଶ୍ବକପ୍‌​‌ରେ ସେମିଫାଇନାଲ ଖେଳିବା ପୂର୍ବରୁ ଅନ୍ତିମ ଲିଗ୍ ମ୍ୟାଚ୍‌ରେ ସହଜ ବିଜୟ ହାସଲକରି ମନୋବଳ ଦୃଢ଼କରିଛି ଭାରତ। ଶନିବାର ଦୁଇ ଓପ୍‌ନର ରୋହିତ ଶର୍ମା ଓ କେ.ଏଲ୍‌. ରାହୁଲଙ୍କ ଶତକ ବଳରେ…
Read More...

ବିଧାୟିକା କୁସୁମ ଟେଟେଙ୍କ ସାମ୍ବାଦିକ ସମ୍ମିଳନୀ

ସୁନ୍ଦରଗଡ଼ : କନିକା ଘଟଣା କ୍ରମଶଃ ଘନେଇବାରେ ଲାଗିଥିବା ବେଳେ ଆଜି ସନ୍ଧ୍ୟାରେ ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେଙ୍କ ସାମ୍ବାଦିକ ସମ୍ମିଳନୀ ଘଟଣାକୁ ଭିନ୍ନ ମୋଡ଼ ଦେଇଛି । କନିକାବାସୀ ଶାନ୍ତି ବଜାୟ ରଖିବାକୁ…
Read More...

ବିଶ୍ୱକପ କ୍ରିକେଟ୍‍ : ଭାରତର ଲଙ୍କା ବିଜୟ

ଲିଡସ୍‍ : ବିଶ୍ୱକପ କ୍ରିକେଟ୍‍ରେ ବିଜୟ ଧାରା ଜାରି ରଖିବା ସହ ଶେଷ ଲିଗ ମ୍ୟାଚରେ ଶ୍ରୀଲଙ୍କାକୁ ୭ ୱିକେଟରେ ପରାସ୍ତ କରିଛି ଭାରତ। ଏଠାରେ ଖେଳାଯାଇଥିବା ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଭାରତ ଦମଦାର ବିଜୟ ହାସଲ କରିଛି…
Read More...

ଇସ୍ରାଏଲ୍‌ ସମୁଦ୍ର କୂଳରେ ଲକ୍ଷ ଲକ୍ଷ ଜେଲିଫିସ୍‌, ମଣିଷଙ୍କ ପାଇଁ ବିପଦ

ଇସ୍ରାଏଲ୍‌କୁ ଏବେ ବୁଲିବାପାଇଁ ଯାଉଥିବା ପର୍ଯ୍ୟଟକଙ୍କ ପାଇଁ ସତର୍କସୂଚନା ଜାରି କରାଯାଇଛି । ଏବେ ଲକ୍ଷ ଲକ୍ଷ ଜେଲି ଫିସ୍‌ ଇସ୍ରାଏଲ୍‌ର ସମୁଦ୍ର ତଟକୁ ଆସୁଛନ୍ତି । ପ୍ରତି ବର୍ଷ ବାର୍ଷିକ ଯାତ୍ରାରେ ଜେଲିଫିସ୍‌ମାନେ…
Read More...

ବ୍ରିଟେନର ଦେହରକ୍ଷୀଙ୍କ ସହ ପଳାୟନ କରିଥିବା ଦୁବାଇର ରାଜକୁମାରୀ…..

ଲଣ୍ଡନ . - ବିଶ୍ୱର ଧନୀକ ବ୍ୟକ୍ତିଙ୍କ ମଧ୍ୟରେ ଦୁବାଇର ଶାସକ ଶେଖ୍‌ ମହମ୍ମଦ ବିନ୍‌ ରଶିଦ୍‌ ଅଲ୍‌ ମକତୁମ୍‌ ଅନ୍ୟତମ । ତାଙ୍କର ପତ୍ନୀ ରାଜକୁମାରୀ ହୟା ବିନ୍ତ ଅଲ୍‌ ହୁସେନ୍‌ ବି ତାଙ୍କର ସୌନ୍ଦର୍ଯ୍ୟ ବେଶ୍‌…
Read More...