www.samajalive.in
Friday, December 12, 2025
17.1 C
Bhubaneswar

ଭୁଶୁଡିଲା କୋଠା, ୨ମୃତ ସେନାର ୩୦ ଜବାନ ଚାପି ହୋଇ ରହିଥିବା ଆଶଙ୍କା

ଶିମଲା .- ହିମାଚଳ ପ୍ରଦେଶର ସୋଲାରେ ଏକ ବହୁତଳ ବିଶିଷ୍ଟ କୋଠାଘର ଭୁଶୁଡି ପଡିଛି । ଏହା ତଳେ ସେନାର ୨୦ ଜଣ ଜବାନ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି । ୧୫ ଜଣ ଜବାନଙ୍କୁ ଉଦ୍ଧାର କରାଯାଇଛି । ଜୋର ସୋରରେ ଉଦ୍ଧାର କାର୍ଯ୍ୟ ଚାଲିଛି । ଶିମଲାଠାରୁ ୪୫ କିଲୋମିଟର ଦୂର ସୋଲାନରେ ରବିବାରରେ ଏହି କୋଠାଘର ହଠାତ୍‌ ଭୁଶୁଡି ପଡିଥିଲା ।

ଏନ୍‌ଡିଆରଏଫ୍‌ର ଜବାନମାନେ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ପ୍ରଥମେ ସେନାର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ମାତ୍ର ଆବଶ୍ୟକୀୟ ସରଞ୍ଜାମ ନଥିବାରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇ ପାରି ନଥିଲା । ଏହି ଘରେ ଏକ ରେଷ୍ଟୁରାଣ୍ଟ ଥିଲା । ପ୍ରବଳ ବର୍ଷ। ଯୋଗୁଁ ଘରଟି ବୁଶୁଡି ପଡିଥିବା ସନ୍ଦେହ କରାଯାଉଛି । ସେନାର ଜବାନ ଓ ସେମାନଙ୍କ ପରିବାର ଲୋକ ଉତ୍ତରାଖଣ୍ଡକୁ ଯାଉଥିବା ବେଳେ ସେହି ରେଷ୍ଟୁରାଣ୍ଟରେ ଖାଇବା ପାଇଁ ଅଟକଥିଲେ ।

- Advertisement -

ପ୍ରବଳ ବର୍ଷାଯୋଗୁଁ ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡର ଅନେକସ୍ଥାନରେ ଭୂସ୍ଖଳନ ହୋଇଛି । ବିଭିନ୍ନ ରାଜପଥ ଉପରେ ମାଟି ଓ କାଦୁଅ ଜମି ରହିଛି ।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories