ଜେଟିପିଙ୍କୁ ଦଇତାପତି ସେବକ ଦୁର୍ବ୍ୟବହାର କରିଥିବା ଅଭିଯୋଗ, ବିଳମ୍ବ ହେଲେ ହେରାପଞ୍ଚମୀ ନିତୀ

ପୁରୀ .- ଗୁଣ୍ଡିଚା ମନ୍ଦିରରେ କାର୍ଯ୍ୟରତ ଜଗନ୍ନାଥ ମନ୍ଦିର ପୁଲିସର ଜଣେ କର୍ମଚାରୀଙ୍କୁ ଜୈନେକ ଦଇତାପତି ସେବକ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି । ଏଥିପାଇଁ ହେରାପଞ୍ଚମୀ ନିତୀ ବିଳମ୍ବ ହୋଇଥିଲା ।

prayash

ରବିବାର ରାତି ପ୍ରାୟ ୯ଟାରେ ବଡ଼ଠାକୁର ବଳଭଦ୍ରଙ୍କ ବାଡ଼ଗ୍ରାହୀ ହଳଧର ଦାସ ମହାପାତ୍ରଙ୍କ ପୁଅ ବାବୁନି ଯାତ୍ରୀଙ୍କୁ ନେଇ ଆଡ଼ପ ଦର୍ଶନ ପାଇଁ ଯାଇଥିଲେ।ଏହି ସମୟକରେ ଜେଟିପି ସୁଦର୍ଶନ ସାହୁ ଗହଳି ଭକ୍ତମାନଙ୍କୁ ବାହାରକୁ କାଢୁଥିବା ସୂଚନା ମିଳିଛି । ପରେ ବାବୁନି ଓ ସୁଦର୍ଶନଙ୍କର ଏହାକୁ ନେଇ ଯୁକ୍ତିତର୍କ ହୋଇଥିଲା । ପରେ ସେ ସୁଦର୍ଶନଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି । ଏନେଇ ଜେଟିପିମାନେ ଏକାଠି ହୋଇ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଏଥିପାଇଁ ଅନେକ ସମୟ ପର୍ଯ୍ୟନିତୀ ବିଳମ୍ବ ହୋଇଥିଲା ।

kalyan agarbati

Comments are closed.