www.samajalive.in
Friday, December 12, 2025
26.1 C
Bhubaneswar

ଶଶୁର ଘରେ ଜ୍ବାଇଁ ର ସନ୍ଦେହ ଜନକ ମୃତ୍ୟୁ

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ବାଉଁଶୂଳି ପଞ୍ଚାୟତ ହିରାପଶି ଗ୍ରାମର ଶଶୁର ଘରକୁ ଆସିଥିବା ସଦର ଥାନା ସିଲିସୁଆଁ ଗ୍ରାମ ମଧୁପୁର ସାହିର ନାଥୁରାମ ମାଝୀ (୪୩)ଙ୍କର ଆଜି ଭୋରରେ ସନ୍ଦେହ ଜନକ ମୃତ୍ୟୁ ଘଟିଛି । ନାଥୁରାମ କୀଟନାଶକ ଖାଇଥିବା ସନ୍ଦେହ ହେଉଥିବା ବେଳେ ପେଟ ରୋଗରେ ନାଥୁରାମ ମୃତ୍ୟୁ ବରଣ କରିଥିବା ଶଶୁର ଘର ଲୋକେ କହୁଛନ୍ତି । ନାଥୁରାମ ସହ ତାଙ୍କ ପତ୍ନୀଙ୍କର ପଡୁ ନଥିବାରୁ ନାଥୁରାମଙ୍କୁ ତାଙ୍କ ଶଶୁର ଘର ଲୋକେ ମାରିଦେଇଥିବା ତାଙ୍କ ବଡଭାଇ ଗୁରୁବା ମାଝୀ ତୁରୁମୁଙ୍ଗା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଶବ ବ୍ୟବଚ୍ଛେଦ ରିପୋର୍ଟ କୁ ଅପେକ୍ଷା କରିଛି ।

Hot this week

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

Related Articles

Popular Categories