ରିଙ୍ଗ୍‌ ମାଷ୍ଟରଙ୍କୁ ମାରିବା ପରେ ରିଙ୍ଗ ମଧ୍ୟରେ ମୃତ ଦେହ ସହ ଖେଳିଲେ ବାଘ

ରୋମ . - ସର୍କସରେ ରିଙ୍ଗ ମାଷ୍ଟରଙ୍କ କଥା ମାନି ଭୟଙ୍କର ବାଘ ସିଂହ ବି ବେଶ୍‌ ସୁଧାର ଭାବେ ଖେଳ ଦେଖାଇ ଥାଆନ୍ତି । ଏହା ଦର୍ଶକଙ୍କ ପାଇଁ ବେଶ୍‌ ରୋଚକ ହୋଇଥାଏ । ହେଲେ ବେଳେ ବେଳେ ଏଥିପାଇଁ ରିଙ୍ଗ ମାଷ୍ଟରଙ୍କୁ ନିଜର…
Read More...

ନୋ ପାର୍କିଂରେ ଗାଡି ରଖିଲେ ୧୫ ହଜାର ଟଙ୍କା ଜୋରିମାନା

ମୁମ୍ବଇ .- ଏବେ ମୁମ୍ବଇରେ ନୋ ପାର୍କିଂ ଜୋନ୍‌ରେ ଗାଡି ରଖିଲେ ୧୫ ହଜାର ଟଙ୍କା ଜୋରିମାନା ଦେବାକୁ ପଡିବ । ବିଏମ୍‌ସିର ନୋ ପାର୍କିଂ ସ୍ଥଳରେ ଗାଡି ରଖିଲେ ଗାଡିର ମାଲିକ ମାନେ ଏହି ଜୋରିମାନା ଦେବେ । ଗାଡି ଅନୁସାରେ…
Read More...

ବାହାରିଲା ଆଡପ ଅଭଡା

ପୁରୀ  .- ଶ୍ରୀମନ୍ଦିରରେ ଚତୁର୍ଦ୍ଧା ବିଗ୍ରହଙ୍କ ନିକଟରେ ମହାପ୍ରସାଦ ଭୋଗ ଲାଗିଥାଏ । ଶ୍ରଦ୍ଧାଳୁମାନେ ଅଭଡା (ଅବଢା) ପାଇଥାଆନ୍ତି । ମାତ୍ର ଅପେକ୍ଷା ଥାଏ ଆଡପ ଅଭଡାକୁ । ରଥଯାତ୍ରା ଓ ଆଡପ ମଣ୍ଡପକୁ ବିଜେପରେ…
Read More...

ସଡକ ଦୁର୍ଘଟଣାରେ ମହିଳା ମୃତ

ଯାଜପୁର : ଯାଜପୁର ବୈଦ୍ୟରାଜପୁର କେନାଲ ବନ୍ଧ ନିକଟରେ ଟ୍ରାକ୍ଟର ଧକ୍କାରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ ବୈଦ୍ୟରାଜପୁର ଗ୍ରାମର ଗାୟତ୍ରୀ ସାହୁ। ସେ ତାଙ୍କ ୨ମାସର ଶିଶୁକୁ ମେଡିକାଲ ନେଇ…
Read More...

ଶୁଭଲକ୍ଷ୍ମୀଙ୍କ ସଂଘର୍ଷମୟ କାହାଣୀ

ଭୁବନେଶ୍ବର : ମନରେ ନିଷ୍ଠା, ଏକାଗ୍ରତା, ଉତ୍ସାହ ଥିଲେ ସଫଳତାର ଶୀର୍ଷ ଛୁଇଁବା ଅପହଞ୍ଚ ନୁହେଁ। ଯାହାକୁ ପ୍ରମାଣିତ କରିଛନ୍ତି ଅନେକ କ୍ରୀଡ଼ାବିତ୍‌। ସେଥିମଧ୍ୟରୁ ଶୁଭଲକ୍ଷ୍ମୀ ବାରିକ୍‌ ଅନ୍ୟତମ। ପେସାରେ ଜଣେ…
Read More...

ଖୁବ୍‌ଶୀଘ୍ର ଏନ୍‌ସିଏ ମୁଖ୍ୟ ଦାୟିତ୍ବ ଗ୍ରହଣ କରିବେ ଦ୍ରାବିଡ଼

ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟର୍‌ ରାହୁଲ ଦ୍ରାବିଡ଼ ଖୁବ୍‌ଶୀଘ୍ର ଜାତୀୟ କ୍ରିକେଟ୍ ଏକାଡେମୀ (ଏନ୍‌ସିଏ) ମୁଖ୍ୟ ଭାବେ କାର୍ଯ୍ୟଭାର ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ସୂଚନାଥାଉକି ଜୁଲାଇ ପହିଲାରେ ଦ୍ରାବିଡ଼…
Read More...

ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ଆଜି

ମାଞ୍ଚେଷ୍ଟର : ଚଳିତ ବିଶ୍ବକପ୍‌ର ପ୍ରଥମ ଲିଗ୍ ମ୍ୟାଚ୍ ଖେଳିଥିଲା ଦକ୍ଷିଣ ଆଫ୍ରିକା। ଇଂଲଣ୍ଡ ବିପକ୍ଷରେ ଏହି ମ୍ୟାଚ୍‌କୁ ୧୦୪ ରନ୍‌ରେ ହାରିବା ପରେ ଦକ୍ଷିଣ ଆଫ୍ରିକା ଆଉ ଟୁର୍ଣ୍ଣାମେଣ୍ଟକୁ ଫେରି ପାରିନଥିଲା। ୮ଟି…
Read More...

୭୫ ପ୍ରତିଶତ ଉପସ୍ଥାନ ନଥିଲେ ବିଦ୍ୟାର୍ଥୀଙ୍କୁ ପରୀକ୍ଷା ମନା

ଭୁବନେଶ୍ବର : ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ଅଧ୍ୟାପକ ଓ ଅଧ୍ୟକ୍ଷ ଏଥର ସମସ୍ତ କାର୍ଯ୍ୟ ଦିବସରେ ସର୍ବନିମ୍ନ ୭ଘଣ୍ଟା ଶିକ୍ଷାନୁଷ୍ଠାନରେ ରହିବେ। ଏଥିସହ ଛାତ୍ରଛାତ୍ରୀଙ୍କର ୭୫%…
Read More...

ଆଜି ଭାରତ-ଶ୍ରୀଲଙ୍କା ଶେଷ ଲିଗ୍ ମୁକାବିଲା

ଲିଡ୍‌ସ : ଗୋଟିଏ ଲିଗ୍ ମ୍ୟାଚ୍ ଖେଳିବାକୁ ବାକିଥିବା ବେଳେ ଚଳିତ ବିଶ୍ବକପ୍‌ର ସେମିଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିସାରିଛି ଭାରତ। ଶନିବାର ଲିଗ୍ ପର୍ଯ୍ୟାୟର ଅନ୍ତିମ ଦିନରେ ଶ୍ରୀଲଙ୍କାର ମୁକାବିଲା କରିବ…
Read More...

ଇମାମ୍‌ଙ୍କ ଶତକ, ସାହିନ୍‌ଙ୍କୁ ୬ ୱିକେଟ; ପାକିସ୍ତାନ ବିଜୟୀ

ଲର୍ଡସ : ଚଳିତ ବିଶ୍ବକପ୍‌ର ସେମିଫାଇନାଲରୁ ବାଦ୍‌ପଡ଼ିବା ପରେ ଶେଷ ଲିଗ୍ ମ୍ୟାଚ୍‌ରେ ସାନ୍ତ୍ବନାମୂଳକ ବିଜୟ ହାସଲ କରିଛି ପାକିସ୍ତାନ। ଶୁକ୍ରବାର ବାଂଲାଦେଶକୁ ୯୪ ରନ୍‌ରେ ପରାସ୍ତକରି ପାକିସ୍ତାନ ତା’ର ଅଭିଯାନ…
Read More...

ଶନିବାର ରାଶିଫଳ

ମେଷ: ଆର୍ଥିକ ସମସ୍ୟା ଉପୁଜି ପାରେ। ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ପ୍ରଭାବ ବିସ୍ତାର କରିପାରନ୍ତି। ଆନନ୍ଦ ଉତ୍ସବ ଲାଗି ରହିବ। ପ୍ରିୟ ଭାଷୀ ହେବେ। ଧନ ଓ ଯାନ-ବାହନଯୁକ୍ତ ହୋଇପାରନ୍ତି। ସୁବର୍ଣ୍ଣ ସଂପଦ…
Read More...

ଆଖି ବୁଜିଲେ ଯୋଡ଼ା ଶିଶୁ

କଟକ : ଡାକ୍ତର ମାନଙ୍କର ସମସ୍ତ ପ୍ରଚେଷ୍ଟା ସତ୍ତ୍ୱେ ଶେଷରେ ଆଖି ବୁଜିଲେ ଯୋଡ଼ା ଶିଶୁକନ୍ୟା। ଗୋଟିଏ ହୃଦୟ ଥିବାରୁ ହୃଦଘାତ କାରଣରୁ ମୃତ୍ୟୁ ହୋଇଥିବା ଶିଶୁଭବନ ଅଧୀକ୍ଷକ ପ୍ରଫେସର ସରୋଜ ଶତପଥୀ ସୂଚନା ଦେଇଛନ୍ତି।…
Read More...

 ସିବିଆଇ ଅତିରିକ୍ତ ନିର୍ଦ୍ଦେଶକ ନାଗେଶ୍ୱର ରାୟଙ୍କୁ ଅଗ୍ନିଶମ ବିଭାଗକୁ ବଦଳି

ନୂଆଦିଲ୍ଲୀ : ସିବିଆଇ ଅତିରିକ୍ତ ନିର୍ଦ୍ଦେଶକ ପଦରୁ ବିଦା ହେଲେ ଓଡିଆ ଆଇପିଏସ ନାଗେଶ୍ୱର ରାୟ। ଗତ ଅକ୍ଟୋବର ୨୦୧୮ରେ ସିବିଆଇ ଅତିରିକ୍ତ ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଥିବା ନାଗେଶ୍ୱର ରାୟଙ୍କୁ ଅଗ୍ନିଶମ ବିଭାଗ…
Read More...

୧୧ରେ ଭାରତ-ଇଂଲଣ୍ଡ ସେମିଫାଇନାଲ

ଲଣ୍ଡନ୍: ବିଶ୍ବକପ୍‌ର ଲିଗ୍ ପର୍ଯ୍ୟାୟ ଶେଷ ନହେଉଣୁ ସେମିଫାଇନାଲ ଖେଳିବା ଅଙ୍କକଷା ଆରମ୍ଭ ହୋଇଗଲାଣି। ୪ଟି ଦଳ- ଅଷ୍ଟ୍ରେଲିଆ, ଭାରତ, ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ସେମିଫାଇନାଲ ଖେଳିବା ପ୍ରାୟ ନିଶ୍ଚିତ। ଇଂଲଣ୍ଡ ୩ୟ ଓ…
Read More...

ଖାଦ୍ୟାଭାବ: ହାତୀପଲ ଗାଁମୁହାଁ; ଲୋକେ ଆତଙ୍କିତ

କେନ୍ଦୁଝର: ଜଙ୍ଗଲରେ ଖାଦ୍ୟାଭାବ ଯୋଗୁଁ ଜଙ୍ଗଲୀ ହାତୀପଲ ଖାଦ୍ୟ ଅନ୍ୱେଷଣରେ ଗାଁ ମୁହାଁ ହୋଇ ଘରଦ୍ୱାର ଭାଙ୍ଗିବା ସହ ଧନଜୀବନ ନଷ୍ଟ କରିବା ଏବେ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ବର୍ତ୍ତମାନ କେନ୍ଦୁଝର ଜିଲାର ଭୂୟାଁ…
Read More...

ଯୋଡ଼ାଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥାରେ ଅବନତି

କଟକସିଟି : ଢେଙ୍କାନାଳ ଯୋଡ଼ା ଶିଶୁଦ୍ବୟଙ୍କର ସ୍ବାସ୍ଥ୍ୟ ଅବସ୍ଥାରେ ଅବନତି ଘଟୁଛି। ଗୁରୁବାର ଶିଶୁଦ୍ବୟ ନିଶ୍ବାସ ପ୍ରଶ୍ବାସ ନେବାରେ ଅଧିକ କଷ୍ଟ ଅନୁଭବ କରିବାରୁ ଲାଗିଥିବା ଅମ୍ଳଜାନର ମାତ୍ରାକୁ ବଢ଼ାଇ ଦିଆଯାଇଛି।…
Read More...

ଭାରତୀୟ ଭେଷଜ ପରିଷଦ ସଂଶୋଧିତ ବିଲ୍‍ ସଂସଦରେ ଗୃହୀତ

ନୂଆଦିଲ୍ଲୀ: ଭାରତୀୟ ଭେଷଜ ପରିଷଦ ସଂଶୋଧନ ବିଲ୍‍-୨୦୧୯ ଗୁରୁବାର ସଂସଦରେ ଗୃହୀତ ହୋଇଛି। କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ ରାଜ୍ୟସଭାରେ ବିଲ୍‍କୁ ଉପସ୍ଥାପନ କରିଥିଲେ। ଭାରତୀୟ ଭେଷଜ ପରିଷଦକୁ ୨୦୧୮…
Read More...

ଅଧିକାଂଶ ଜିଲାରେ ସ୍ବଳ୍ପ ବର୍ଷା ସମ୍ଭାବନା

ଭୁବନେଶ୍ବର : ଲଘୁଚାପର ପ୍ରଭାବ ନାହିଁ, କିନ୍ତୁ ​ମୌସୁମି କିଛି ଅଞ୍ଚଳରେ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ବର୍ଷା ହେଉଛି। ଗତ ୨୪ଘଣ୍ଟା ମଧ୍ୟରେ ପାରାଦ୍ବୀପ, ଭୁବନେଶ୍ବର, ଅନୁଗୋଳ,…
Read More...

ଓଡ଼ିଶାର ଗ୍ରାମାଞ୍ଚଳରେ ମୁଣ୍ଡ ପିଛା ମାସିକ ଖର୍ଚ୍ଚ ୧୪୦୩ଟଙ୍କା

ଭୁବନେଶ୍ବର: ଓଡ଼ିଶାର ଗ୍ରାମାଞ୍ଚଳରେ ମାସିକ ମୁଣ୍ଡ ପିଛା ଖର୍ଚ୍ଚ ପରିମାଣ ୨୦୧୧-୧୨ ମସିହା ତୁଳନାରେ ୨୦୧୬-୧୭ ଆର୍ଥିକ ବର୍ଷ ସୁଦ୍ଧା ବଢ଼ିଛି। ତଥାପି ଏହା ଜାତୀୟ ସ୍ତରର ମୁଣ୍ଡ ପିଛା ଖର୍ଚ୍ଚ ହାର ତୁଳନାରେ ପଛରେ…
Read More...

ଶରଧାବାଲିରେ ୩ରଥ; ଭକ୍ତଙ୍କ ଡୋରିରେ ଭଗବାନ

ପୁରୀ: ଶ୍ରୀକ୍ଷେତ୍ରରେ ଭକ୍ତ ଓ ଭଗବାନଙ୍କ ମହାମିଳନ ହୋଇଛି। ନବଦିନ ବ୍ୟାପୀ ଘୋଷଯାତ୍ରା ଆରମ୍ଭ କରିଛନ୍ତି ଦାରୁବ୍ରହ୍ମ। ଜନସମୁଦ୍ରରେ ପରିଣତ ହୋଇଛି ବଡ଼ଦାଣ୍ଡ। ଶରଧାବାଲିରେ ପହଞ୍ଚିଛି ତିନିରଥ। ପ୍ରାୟ ଆଠଲକ୍ଷ…
Read More...

ଅର୍ଥନୈତିକ ସର୍ଭେ ରିପୋର୍ଟରେ ଓଡ଼ିଶା; ଗଡୁଛି ସର୍ବାଧିକ ମାମଲା

ନୂଆଦିଲ୍ଲୀ : ଗୁରୁବାର ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଅର୍ଥନୈତିକ ସର୍ଭେ ୨୦୧୯ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଏହି ରିପୋର୍ଟ ଅନୁଯାୟୀ ଅଦାଲତରେ ବିଚାରାଧୀନ ମାମଲା ସଂଖ୍ୟାରେ ଅନ୍ୟ ରାଜ୍ୟ…
Read More...

ଆଜି କେନ୍ଦ୍ର ବଜେଟ

ନୂଆଦିଲ୍ଲୀ : ଶୁକ୍ରବାର କେନ୍ଦ୍ର ସରକାର ୨୦୧୯-୨୦ ଆର୍ଥିକବର୍ଷ ନିମନ୍ତେ ସାଧାରଣ ବଜେଟ୍‍ ଉପସ୍ଥାପନ କରିବାକୁ ଯାଉଛନ୍ତି। ସଂସଦରେ ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‍ ଆଗତ କରିବେ। ପୂର୍ବାହ୍ନ ୧୧ଟା ସମୟରେ…
Read More...

ହାଫିଜ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲୋକଦେଖାଣିଆ

ନୂଆଦିଲ୍ଲୀ,୪ା୭: ମୁମ୍ବଇ ଆତଙ୍କବାଦୀ ଆକ୍ରମଣର ମୁଖ୍ୟ ଷଡଯନ୍ତ୍ରକାରୀ ତଥା ଜମାତ ଉଦ୍ ଦାୱା (ଜେଡିୟୁ) ମୁଖ୍ୟ ହାଫିଜ ସଇଦ ବିରୋଧରେ ପାକିସ୍ତାନ ସରକାର ମାମଲା ରୁଜୁ କରିଛନ୍ତି। ମାମଲା ଆଧାରରେ ହାଫିଜ ଓ ତାର…
Read More...

ବିଶ୍ବକପ୍ କ୍ରିକେଟ : ଆଫ୍‌ଗାନିସ୍ତାନ ବିପକ୍ଷରେ ଇଣ୍ଡିଜ୍‌ର ବିଜୟ

ଲିଡ୍‌ସ, ୪ା୭: ବିଜୟ ସହ ଚଳିତ ବିଶ୍ବକପ୍‌ରେ ଅଭିଯାନ ଆରମ୍ଭ କରିଥିବା ୱେଷ୍ଟଇଣ୍ଡିଜ୍ ଅନ୍ତିମ ଲିଗ୍ ମ୍ୟାଚ୍​‌ରେ ମଧ୍ୟ ବିଜୟୀ ହୋଇଛି। ଗୁରୁବାର ୱେଷ୍ଟଇଣ୍ଡିଜ୍ ୨୩ ରନ୍‌ରେ ଆଫ୍‌ଗାନିସ୍ତାନକୁ ପରାସ୍ତ କରିଛି। ପ୍ରଥମେ…
Read More...

ସେତୁ ନିର୍ମାଣରେ ପ୍ରତିବନ୍ଧକ ସାଜିଛି ଜଳସେଚନ ବିଭାଗ

ନେମାଳ : ଏହି ଥାନା ଅନ୍ତର୍ଗତ ନଗସପୁର ଜଳସଂପଦ ବିଭାଗ ଅଧିନସ୍ଥ ପୁନ୍ଦାଳ ଶାଖା କେନାଲ ଉପରେ ଏକ ସେତୁ ନିର୍ମାଣକୁ ନେଇ ପ୍ରତିବନ୍ଧକ ସାଜିଛି ଜଳସେଚନ ବିଭାଗ। ପୋଲ ନିର୍ମାଣ ହୋଇ ନପାରିବାରୁ ସ୍ଥାନୀୟ ଲୋକମାନେ କେନାଲ…
Read More...

ଭାରତର ଶେଷ ବିଶ୍ବକପ୍ ମ୍ୟାଚ୍ ଧୋନିଙ୍କ ଅନ୍ତିମ ମ୍ୟାଚ୍‌ ହେବ!

ବର୍ମିଂହାମ୍ ୩ା୭: ଏହାକୁ ଆପଣ ଭାରତୀୟ କ୍ରିକେଟ୍‌ର ସବୁଠାରୁ ବଡ଼ ରହସ୍ୟ କହିପାରନ୍ତି। ଅନୁମାନ କରାଯାଉଛି ଯେ ଚଳିତ ବିଶ୍ବକପ୍‌ରେ ଭାରତର ଶେଷ ମ୍ୟାଚ୍ ମହେନ୍ଦ୍ର ସିଂହ ଧୋନିଙ୍କର ଭାରତ ପାଇଁ ଅନ୍ତିମ ମ୍ୟାଚ୍ ହେବ।…
Read More...

୯ଜଣଙ୍କୁ ଫାଶୀ,୨୫ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ

ଢ଼ାକା : ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନାଙ୍କ ଉପରେ ୨୫ବର୍ଷ ପୂର୍ବେ ହୋଇଥିବା ଏକ ହତ୍ୟା ଉଦ୍ୟମ ମାମଲାରେ ସ୍ଥାନୀୟ ଏକ ଅଦାଲତ ବୁଧବାର ୯ଜଣଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛି। ଏହି ମାମଲାରେ ଅନ୍ୟ ୨୫ଜଣଙ୍କୁ…
Read More...

୫ ବିଚାର ବିଭାଗୀୟ ଅଧିକାରୀଙ୍କ ବଦଳି

କଟକ : ୫ଜଣ ବିଚାର ବିଭାଗୀୟ ଅଧିକାରୀଙ୍କ ବଦଳି ହୋଇଛି। ତେବେ ଜଗତସିଂହପୁର ସିଭିଲ କୋର୍ଟ ରେଜିଷ୍ଟ୍ରାର ଭାବେ ମହେଶ୍ବେତା ପରିଜାଙ୍କୁ ଅବସ୍ଥାପିତ କରାଯାଇଥିବା ବେଳେ ବାଲେଶ୍ବର ସିଭିଲ ଜଜ ଭାବେ ସୁନନ୍ଦା ପ୍ରଧାନ,…
Read More...

ଆଦର୍ଶ ବିଦ୍ୟାର୍ଥୀଙ୍କୁ ଦିଆଯିବ ‘ଗୋପବନ୍ଧୁ ପ୍ରତିଭା ସମ୍ମାନ’

କଟକ : ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୀବନାଦର୍ଶକୁ ଉଜ୍ଜୀବିତ ତଥା ପୁନଃପରିଚିତ କରିବା ପାଇଁ ସମାଜ ପରିଚାଳନା ମଣ୍ଡଳୀ ପକ୍ଷରୁ ଏକ ଅଭିନବ ପଦକ୍ଷେପ ହାତକୁ ନିଆଯାଇଛି।…
Read More...

ପୂର୍ଣ୍ଣିମାଙ୍କୁ ମିଳିଲା ନୂଆ ଜୀବନ; ମିଳିଥିବା ସହାୟତାରେ ହେଲା ​ଅପରେସନ

ଚନ୍ଦନପୁର,୩।୭(ନି.ପ୍ର): ସହୃଦୟ ବ୍ୟକ୍ତିଙ୍କ ସହାୟତାରେ ପୂର୍ଣ୍ଣିମାଙ୍କୁ ମିଳିଲା ନୂଆ ଅନୁଭୂତି, ଜୀବନ। ମିଳିଲା ଅସହ୍ୟ ଯମ ଯନ୍ତ୍ରଣାରୁ ମୁକ୍ତି। କିଛି ମାସ ପୂର୍ବରୁ ପୂର୍ଣ୍ଣିମାଙ୍କ ଅପରେସନ ପାଇଁ ଅର୍ଥ ବାଧକ…
Read More...

୬ ପର୍ଯ୍ୟନ୍ତ ବର୍ଷା ନାହିଁ ;ଏଥର ଧୂଳିଆ ଶ୍ରୀଗୁଣ୍ଡିଚା !

ଭୁବନେଶ୍ବର : ଲଘୁଚାପ ଏବେ ଛତିଶଗଡ଼ ମୁହାଁ ହୋଇଛି। ଓଡ଼ିଶାରେ ଏହା ଦୁର୍ବଳ ହେବା ଯୋଗୁଁ ବର୍ଷା ନାହିଁ। ଆକାଶ ମେଘାଚ୍ଛନ୍ନ ରହୁଥିଲେ ସୁଦ୍ଧା ବର୍ଷା ହେଉନାହିଁ। ଆସନ୍ତାକାଲି ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଥିବାବେଳେ…
Read More...

ଆଜି ପବିତ୍ର ଘୋଷଯାତ୍ରା

ପୁରୀ : ଶ୍ରୀକ୍ଷେତ୍ରକୁ ଛୁଟିଛି ଭକ୍ତଙ୍କ ସୁଅ। ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଦାରୁବ୍ରହ୍ମଙ୍କୁ ଅପେକ୍ଷା କରିଛନ୍ତି ସୁସଜ୍ଜିତ ତିନିରଥ। ନବଦିନ ବ୍ୟାପି ଘୋଷଯାତ୍ରା କରିବାକୁ ପ୍ରସ୍ତୁତ ହୋଇଛନ୍ତି ମହାପ୍ରଭୁ।…
Read More...

୧୨ ଘଣ୍ଟାରେ ୬୬ ନିୟୁତ ଚାରାରୋପଣ

ଭାରତ ବିଶ୍ବର ତୃତୀୟ ସର୍ବାଧିକ ଅଙ୍ଗାରକାମ୍ଲ ନିଃଶରଣକାରୀ ରାଷ୍ଟ୍ର ପାଲଟିଛି। ଏଣୁ ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟାର ନିଦାନ ନିମନ୍ତେ ୨୦୩୦ ସୁଦ୍ଧା ନିଜର ବନାଞ୍ଚଳ ପରିମାଣ ବୃଦ୍ଧି କରିବା ନେଇ ଭାରତ ପ୍ୟାରିସ…
Read More...

ଗୁରୁବାର ରାଶିଫଳ

ମେଷ: କଳହରୁ ମାଲିମୋକଦ୍ଦମା ହେବାର ଖବର ମିଳିପାରେ। ବ୍ୟୟ ବୃଦ୍ଧିର ସମ୍ଭାବନା ଅଛି। ବିଦ୍ୟାର୍ଜନ ହେବ। ଧାର୍ମ-ଧାରଣାରେ ରହିବେ। ବହୁ ସୁଖର ଅଧିକାରୀ ହୋଇପାରନ୍ତି। ଜିତେନ୍ଦ୍ରିୟ ହେବେ। ପାପ ପ୍ରତି ବିମୁଖ ହେବେ।…
Read More...

ବେୟାରଷ୍ଟୋଙ୍କ ଶତକ; ସେମିଫାଇନାଲରେ ଇଂଲଣ୍ଡ

ଚେଷ୍ଟର-ଲି-ଷ୍ଟ୍ରିଟ୍‌ : ୩ୟ ଦଳ ଭାବେ ଚଳିତ ବିଶ୍ବକପ୍‌ରେ ସେମିଫାଇନାଲରେ ପ୍ରବେଶ କରିଛି ଇଂଲଣ୍ଡ। ବୁଧବାର ଶେଷ ଲିଗ୍ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୧୧୯ ରନ୍‌ରେ ପରାସ୍ତକରି ଇଂଲଣ୍ଡ ଏହି କୃତିତ୍ବ ହାସଲ କରିଛି।…
Read More...

ପୂର୍ବ ଘୋଷିତ ଯୋଜନା ପାଇଁ ଅବହେଳିତ ସାମାଜିକ ବିକାଶ

ଭୁବନେଶ୍ୱର, : ଚଳିତ ଆର୍ଥିକ ବର୍ଷର ବଜେଟ୍‍ ବ୍ୟୟବରାଦ ଗତ ବର୍ଷ ତୁଳନାରେ ୧୫.୭% ବୃଦ୍ଧି ଘଟିଛି ସେହି ଅନୁସାରେ ସାମାଜିକ କ୍ଷେତ୍ରର ବ୍ୟୟ ବରାଦ ମଧ୍ୟ ବଢିଛି। ମାତ୍ର କାଳିଆ, ପାର୍ବତୀ ଗିରି ବୃହତ ଉଠା ଜଳସେଚନ,…
Read More...

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୱେବ୍‍ସାଇଟ୍‍ ଉଦ୍‍ଘାଟିତ

ପୁରୀ : ଏଥର ଇଣ୍ଟରନେଟ୍‍ରେ ଉପଲବ୍ଧ ହେବ ଶ୍ରୀକ୍ଷେତ୍ରର ଐତିହ୍ୟ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସମ୍ପର୍କିତ ତଥ୍ୟ। ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବ ମଙ୍ଗଳବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ୱେବ୍‍ସାଇଟ୍‍…
Read More...

ପାଣିପାଗ ବିଭାଗ ପକ୍ଷରୁ ୫ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ୱର : ଝଡବର୍ଷା ଓ ବଜ୍ରପାତ ହେବା ନେଇ ୫ଜିଲ୍ଲାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସମ୍ବଲପୁର, କେନ୍ଦୁଝର, ଝାରସୁଗୁଡା, ସୁନ୍ଦରଗଡ ଏବଂ ବରଗଡ ଜିଲ୍ଲାକୁ ଝଡବର୍ଷା…
Read More...

ବର୍ଷାରେ ବେହାଲ ବଲାଙ୍ଗିର; ନିଦ୍ରାରେ ପ୍ରଶାସନ

ବଲାଙ୍ଗିର : ବଲାଙ୍ଗିରରେ ମୈାସୁମୀ ପ୍ରଭାବରେ ଆରମ୍ଭ ହୋଇଛି ପହିଲି ବର୍ଷା। ପହିଲି ବର୍ଷାରେ ହିଁ ପୈାରପରିଷଦ ପ୍ରସ୍ତୁତିରେ ଫେଲ ମାରିଥିବାରୁ ବେହାଲ ହୋଇଛି ବଲାଙ୍ଗିର । ଏହି ପହିଲି ବର୍ଷାରେ ବଲାଙ୍ଗିର ସହରର…
Read More...

ବକ୍ସ ଅଫିସରେ ଭଲ ବ୍ୟବସାୟ କରୁଛି ‘କବୀର ସିଂହ’

ନୂଆ ଦିଲ୍ଲୀ : ଶାହିଦ କପୁର ଏବଂ କିଆରା ଆଡଭାଣୀ ଅଭିନୀତ ଫିଲ୍ମ ‘କବୀର ସିଂହ’ ବକ୍ସ ଅଫିସରେ ଭଲ ବ୍ୟବସାୟ ଜାରି ରଖିଛି। ରିଲିଜର ୧୧ଦିନ ପରେ ଫିଲ୍ମର ବକ୍ସ ଅଫିସ ଆୟ ୨୦୦କୋଟିରେ ପହଞ୍ôଚଲାଣି । ସନ୍ଦିପ୍‍ ରେଡ୍ଡି…
Read More...

ଗୋପବନ୍ଧୁଙ୍କ ସୁଆଣ୍ଡୋ ସ୍ଥିତ ବାସଗୃହକୁ ଜାତୀୟ ସ୍ମାରକୀ ମାନ୍ୟତା ଦାବି

ପିପିଲି : ଅଗ୍ରଣୀ ନାଗରିକ ସଂଗଠନ ଜନସ୍ୱାର୍ଥ ସୁରକ୍ଷା ସମିତି ପକ୍ଷରୁ ଦାଣ୍ଡମୁକୁନ୍ଦପୁର ଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ…
Read More...

ବାଂଲାଦେଶ ସାମ୍ନାରେ ୩୧୫ରନର ବିଜୟ ଲକ୍ଷ୍ୟ

ବର୍ମିଂହାମ : ହିଟ୍‍ ମ୍ୟାନ୍‍ ରୋହିତ ଶର୍ମାଙ୍କ ଚିତ୍ତାକର୍ଷକ ଶତକ ବଳରେ ବାଂଲାଦେଶ ସାମ୍ନାରେ ୩୧୫ ରନର ବିଜୟ ଲକ୍ଷ୍ୟ ରଖିଛି ଭାରତ । ନିର୍ଦ୍ଧାରିତ ୫୦ ଓଭରରେ ଭାରତ ୯ ୱିକେଟ୍‍ ହରାଇ ୩୧୪ରନ୍‍ କରିବାକୁ ସକ୍ଷମ…
Read More...

ବରୀ ବିଧାୟିକାଙ୍କ ନାଁରେ ହାଇକୋର୍ଟର ମାମଲା

ଯାଜପୁର : ବରୀ ବିଜେଡି ବିଧାୟିକା ସୁନନ୍ଦା ଦାସଙ୍କ ନାଁରେ ମଙ୍ଗଳବାର ହାଇକୋର୍ଟରେ ମାମଲା ଦାଏର ହୋଇଛି। ବିଜେପି ନେତା ତଥା ଗତ ସାଧାରଣ ନିର୍ବାଚନରେ ବରୀରୁ ବିଜେପି ପ୍ରାର୍ଥୀ ହୋଇଥିବା ବିଶ୍ୱରଞ୍ଜନ ମଲ୍ଲିକ…
Read More...

ବାଂଲାଦେଶ ବିପକ୍ଷରେ ରୋହିତଙ୍କ ଦମଦାର ଶତକ

ବର୍ମିଂହାମ : ଚଳିତ ବିଶ୍ୱକପରେ ଦମଦାର ବ୍ୟାଟିଂ ଜାରି ରଖିଛନ୍ତି ଭାରତୀୟ ଦଳର ଓପନର୍‍ ତଥା ହିଟ୍‍ ମ୍ୟାନ୍‍ ରୋହିତ ଶର୍ମା । ବିଶ୍ୱର ଦ୍ୱିତୀୟ ଏବଂ ପ୍ରଥମ ଭାରତୀୟ ଭାବେ ବିଶ୍ୱକପରେ ୪ର୍ଥ ଶତକ ହାସଲ କରିଛନ୍ତି ରୋହିତ…
Read More...

ପୋଲାଭରମ୍‍ ପ୍ରସଙ୍ଗରେ ମୋଦୀଙ୍କୁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: ପୋଲାଭରମ୍‍ ପ୍ରକଳ୍ପ ବନ୍ଦ କରିବା ପାଇଁ ପୁଣି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପ୍ରଧାନମନ୍ତ୍ରୀ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିବା ସହ…
Read More...

ଅଜଣା ଗାଡି ଧକ୍କାରେ ବାଇକ୍ ଆରୋହୀ ମୃତ, ଜଣେ ଗୁରୁତର

ଯୋଡା : ବାମେବାରୀ ଥାନା ଅନ୍ତର୍ଗତ ବିଜୁ ପଟ୍ଟନାୟକ ଏକ୍ସପ୍ରେସ୍ ହାଇୱେରେ ସୋମବାର ସନ୍ଧ୍ୟାରେ ଏକ ସଡକ ଦୁର୍ଘଟଣାରେ ରେଳ କର୍ମଚାରୀ ସୁଧୀର ମହାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ରେଳ କର୍ମଚାରୀ ଗୁରୁତର…
Read More...

ଆହତ କାରଣରୁ ବିଶ୍ବକପରୁ ବାଦ ପଡିଲେ ବିଜୟ ଶଙ୍କର

ଇଂଲଣ୍ଡ : ଆହତ କାରଣରୁ ବିଶ୍ବକପରୁ ବାଦ ପଡିଛନ୍ତି ଭାରତୀୟ ଦଳର ଅଲରାଉଣ୍ଡର ବିଜୟ ଶଙ୍କର । ବିଜୟଙ୍କ ବାମ ଗୋଡ ବୁଢା ଆଙ୍ଗୁଠିରେ ଅଘାତ ଲାଗିଛି । ସୂଚନା ଅନୂଯାୟୀ ଗତ ଜୁନ ୧୯ରେ ନେଟ୍ସରେ  ଅଭ୍ୟାସ କରୁଥିବା ବେଳେ ଗୋଡ…
Read More...

ଭିନ୍ନକ୍ଷମ ଯୁବତୀଙ୍କୁ ସରକାରୀ ସହାୟତା ଦାବି

ବଙ୍ଗୋମୁଣ୍ଡା : ଗରିବ,ଅସହାୟ,ଦିବ୍ୟାଙ୍ଗ,ବାର୍ଦ୍ଧକ୍ୟ,ବିଧବା ମାନଙ୍କ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରି କୋଟି କୋଟି ଟଙ୍କା ରାଜକୋଷରୁ ବ୍ୟୟ କରୁଛନ୍ତି। ତଥାପି ପ୍ରଶାସନିକ ଅବହେଳା ତଥା…
Read More...

ନିରାଶ ହେଲେ ବିଧାୟକ, ଜୁଲାଇ ୫ରେ ପରବର୍ତ୍ତୀ ଶୁଣାଣି

ଭୁବନେଶ୍ବର : ପୂର୍ତ୍ତ ବିଭାଗ ଜେଇଙ୍କୁ ଉଠବସ୍‍ କରାଇବା ମାମଲାରେ ଜେଲରେ ଥିବା ପାଟଣାଗଡ ବିଧାୟକ ସରୋଜ ମେହେରଙ୍କୁ ସୋମବାର  ପାଟଣାଗଡ ପୋଲିସ ଭୁବନେଶ୍ୱର ଏସଡିଜେଏମ୍‍ କୋର୍ଟରେ ହାଜର କରିଥିଲା । ଏବେ ଓକିଲ ସଂଘର…
Read More...

୭ ବର୍ଷ ପରେ ମଧ୍ୟ ସଂପୂର୍ଣ୍ଣ ହୋଇପାରୁନି ଏସସି/ଏସଟି ବାଳିକା ଛାତ୍ରୀ ନିବାସ

ବଙ୍ଗୋମୁଣ୍ଡା : ସରକାର ଶିକ୍ଷାର ବିକାଶ ପାଇଁ  ଯୋଜନା ପରେ ଯୋଜନା କରୁଛନ୍ତି । ଗୁଣାତ୍ମକ ଏବଂ ବାଧ୍ୟତାମୂଳକ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଛାତ୍ରୀ ମାନେ ରହିବା ପାଇଁ ସ୍ୱତନ୍ତ୍ର ଭାବେ କୋଟି କୋଟି ଟଙ୍କା…
Read More...

ଭାରତର ବ୍ୟାଟିଂ ଜାରି,୨୭ ଓଭର ଶେଷ ସୁଦ୍ଧା ୧୪୦/୧

ଲଣ୍ଡନ : ଇଂଲଣ୍ଡର ୩୩୭ରନ ଜବାବରେ ବ୍ୟାଟିଂ ଜାରି ରଖିଛି ଭାରତ । ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ସତ୍ତ୍ବେ ଟିମ୍‍ ଇଣ୍ଡିଆର ଦୁଇ ନିର୍ଭରଯୋଗ୍ୟ ବ୍ୟାଟିଂ ମହାରଥୀ ରୋହିତ ଶର୍ମା ଏବଂ ଅଧିନାୟକ ବିରାଟ କୋହଲି ଲଢୁଆ…
Read More...

ଲୋଇସିଂହା ବ୍ଲକରେ ଫେଲ୍‍ ମାରିଛି ସ୍ୱଚ୍ଛ ଭାରତ ଯୋଜନା

ଲୋଇସିଂହା : କେନ୍ଦ୍ର ସରକାର ସ୍ୱଚ୍ଛ ଭାରତ ପାଇଁ ବିଜ୍ଞାପନ ଜରିଆରେ କୋଟି କୋଟି ଟଙ୍କା ବ୍ୟୟରେ ଜନ ସଚେତନତା ସୃଷ୍ଟି ପାଇଁ ଉଦ୍ୟମ କରୁଛନ୍ତି। ପାଇଖାନା ନିର୍ମାଣ ଏବଂ ବ୍ୟବହାର କରିବା ପାଇଁ ଗ୍ରାମଞ୍ଚଳରେ ଗରିବ…
Read More...

ଭାରତ ସାମ୍ନାରେ ୩୩୮ରନର ବିଜୟ ଲକ୍ଷ୍ୟ

ଲଣ୍ଡନ : ବିଶ୍ଵକପ୍ କ୍ରିକେଟରେ ରବିବାର ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ବହୁ ପ୍ରତୀକ୍ଷିତ ମ୍ୟାଚ୍ ଜାରି ରହିଛି । ତେବେ ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୩୩୭/୭ରନ ସଂଗ୍ରହ କରିଛି। ଜୋନି…
Read More...

୩୩ ଓଭର ସୁଦ୍ଧା ଇଂଲଣ୍ଡ ୨୦୭/୩

ଲଣ୍ଡନ: ବିଶ୍ଵକପ୍‌ କ୍ରିକେଟରେ ରବିବାର ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ବହୁ ପ୍ରତୀକ୍ଷିତ ମ୍ୟାଚ୍‌ ଜାରି ରହିଛି । ତେବେ ଉଭୟ ଟିମ୍‌ ପାଇଁ ଏହି ମ୍ୟାଚ୍‌ ଗୁରୁତ୍ବପୂର୍ଣ୍ଣ ଥିବାବେଳେ ଇଂଲଣ୍ଡ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ…
Read More...

ବର୍ଷାରେ ଚାଲିଛି ରାସ୍ତା କାମ ; ସ୍ଥାୟୀତ୍ବକୁ ନେଇ ପ୍ରଶ୍ନ

ପାଟଣା : ଜାତୀୟ ରାଜପଥ ଢେଙ୍କିକୋଟ - ପାଟଣା ରାସ୍ତାର ଢେଙ୍କିକୋଟ ବଜାର ଅଞ୍ଚଳରେ ରବିବାର ପୂର୍ବାହ୍ନରେ ଝିପଝିପ୍ ବର୍ଷା ସତ୍ତ୍ୱେ ରାସ୍ତାରେ ପିଚୁ କାମ କରାଯାଉଥିବା ଦେଖିବାକୁ ମିଳିଛି । ପୁରୁଣା ରାସ୍ତା ଉପରେ ଝାଡୁ…
Read More...

କଳିଙ୍ଗ ହସ୍ପିଟାଲ ବିରୋଧରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ଭୁବନେଶ୍ବର : ବିଧାୟକ ମୋହନ ମାଝୀଙ୍କୁ କଳିଙ୍ଗ ହସ୍ପିଟାଲ କର୍ତ୍ତୃପକ୍ଷ ଦୁର୍ବ୍ୟହାର କରିବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ । ୪ଜଣିଆ କମିଟି ଗଠନ ସହ ୭ଦିନ ଭିତରେ ତଦନ୍ତ ରିପୋର୍ଟ ଦେବାକୁ…
Read More...

ଦୁର୍ଘଟଣାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ ପରେ ଲଙ୍କାକାଣ୍ଡ

ଜଳେଶ୍ବର : ଜମର୍ଦ୍ଦା ଦାହୁଣଦାରେ ଡମ୍ଫର ଧକ୍କାରେ ଜଣେ ସାଇକେଲ୍ ଆରୋହୀଙ୍କ ମୃତ୍ୟୁ ପରେ ଉତ୍ତ୍ୟକ୍ତ ସ୍ଥାନୀୟ ଲୋକେ ଲଙ୍କାକାଣ୍ଡ ଘଟାଇଛନ୍ତି ।  ଉତ୍ତେଜିତ ଲୋକମାନେ ଘଟଣାସ୍ଥଳରେ ବ୍ୟାପକ ପୋଡାଜଳା କରିଛନ୍ତି ।…
Read More...

ଦାଦନ ସର୍ଦ୍ଦାରଙ୍କ ଦାଦାଗିରି ; ପୁଲିସ ନିରବ

ବଲାଙ୍ଗୀର : ଲାଠୋର ଥାନା ଅଞ୍ଚଳରେ ଦିନକୁ ଦିନ ଦାଦନ ସର୍ଦ୍ଦାର ମାନଙ୍କ ପତିଆରା ବଢିବାରେ ଲାଗିଛି । ବିଭିନ୍ନ ସମୟରେ ନିର୍ଯ୍ୟାତନାର ଶିକାର ହୋଇ ମୃତ୍ୟୁ ବରଣ କରୁଥିବା ଶ୍ରମିକଙ୍କ ପରିବାର ଲୋକଙ୍କୁ ନ୍ୟାୟ ପ୍ରଦାନ…
Read More...

ଚୋରା ଚାଲାଣ ବେଳେ ଟ୍ରେନରୁ କେନ୍ଦୁପତ୍ର, କାଠ ଜବତ କଲା ଆରପିଏଫ

ଟିଟିଲାଗଡ଼ : ଚୋରା ଚାଲାଣ ବେଳେ ଇସ୍ପାତ ଏକ୍ସପ୍ରେସରୁ ବହୁ ପରିମାଣରେ କାଠ ଏବଂ କେନ୍ଦୁପତ୍ର ଜବତ କରିଛି ଆରପିଏଫ । ଆରପିଏଫ ପୋଷ୍ଟ ଅଧିକାରୀ ଏମଏସ କୁମାୱତଙ୍କ ନେତୃତ୍ୱରେ ଟିଟିଲାଗଡ ଏବଂ କେସିଙ୍ଗା ମଧ୍ୟରେ ବ୍ୟାପକ…
Read More...

ପଲିଥିନ ବ୍ୟାନ ନେଇ ଦୋକାନବଜାରରେ ଚଢାଉ

ଟିଟିଲାଗଡ଼ : ଏକ ଐତିହାସିକ ପଦକ୍ଷେପ କ୍ରମେ ଟିଟିଲାଗଡ ପୌରପରିଷଦ ପକ୍ଷରୁ ଆଜି ଠାରୁ ସହରରେ ସମ୍ପୁର୍ଣ୍ଣ ପଲିଥିନ ବ୍ୟାନ କରାଯାଇଛି। ଏନେଇ ପୁର୍ବରୁ ପୌରପରିଷଦରେ ଘୋଷଣା ନେଇ ନାଗରିକଙ୍କ ମଧ୍ୟରେ ଉତ୍କଣ୍ଠା ଜାରି…
Read More...

ଆସନ୍ତାକାଲି କମଳା ରଙ୍ଗର ଜର୍ସି ପିନ୍ଧି ପଡିଆକୁ ଓଲ୍ଲାଇବ ଟିମ୍ ଇଣ୍ଡିଆ

ଇଂଲଣ୍ଡ : ବିଶ୍ୱକପ ମହାସମରରେ ଆସନ୍ତାକାଲି ଦୁଇ ପ୍ରଭାବଶାଳୀ ଟିମ୍‍ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ମୁକାବିଲା ହେବ । ଏଜବାଷ୍ଟୋନରେ ଖେଳାଯିବାକୁ ଥିବା ଏହି ଧମାକାଦାର ମ୍ୟାଚରେ ସେମିଫାଇନାଲକୁ ପ୍ରବେଶ କରିବାକୁ ହେଲେ…
Read More...

ମିଳୁନି କାଳିଆ ଟଙ୍କା, ରାଜରାସ୍ତାକୁ ଓଲ୍ଲାଇବେ ଚାଷୀ

ଟିଟିଲାଗଡ଼-କ୍ରମାଗତ ଭାବରେ ମରୁଡିର ଶିକାର ହୋଇ ତଳିତଳାନ୍ତ ଟିଟିଲାଗଡ ଉପଖଣ୍ଡର ଚାଷୀ ପରିବାର ଭାସିଗଲା ବେଳକୁ କୁଟାଖିଅକୁ ଆଶ୍ରା ପରି କାଳିଆ ଉପରେ ଆସ୍ଥା ପ୍ରକଟ କରିଥିଲେ। କ୍ଷମତାକୁ ପୁଣି ଫେରିଥିବା ଦଳ ଚାଷୀ,…
Read More...

ଫଣି କ୍ଷତିଗ୍ରସ୍ତ ଅଞ୍ଚଳରେ ସ୍ୱେଚ୍ଛାସେବୀ  କରିବେ ୫୦ ଲକ୍ଷ ଚାରା ରୋପଣ

ଭୁବନେଶ୍ୱର: - ଫଣିରେ କ୍ଷତି ହୋଇଥିବା ସବୁଜିମା ଭରଣା କରିବା ଏତେ ସହଜ ନୁହେଁ। ଏଥି ନିମନ୍ତେ ସମସ୍ତଙ୍କ ମିଳିତ ପ୍ରଚେଷ୍ଠା ଲୋଡା ଓ ଯୁବ ଗୋଷ୍ଠୀ, ଶିକ୍ଷାନୁଷ୍ଠାନ, ତୃଣମୂଳ ସ୍ତରୀୟ ସଙ୍ଗଠନମାନଙ୍କ ଗୁରୁ ଦାୟିତ୍ୱ…
Read More...

ଜାପାନ ସହଯୋଗରେ ୫ଟ୍ରିଲିୟନ୍‍ ଅର୍ଥବ୍ୟବସ୍ଥା ହୋଇପାରିବ ଭାରତ : ମୋଦୀ

ଟୋକିଓ : ଜାପାନରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀରେ ଯୋଗଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଜାପାନରେ ବାସ କରୁଥିବା ଭାରତୀୟ ସମୁଦାୟଙ୍କୁ ଭେଟିଛନ୍ତି । ଏହି ସୌଜନ୍ୟ ମୂଳକ ସାକ୍ଷାତ ଅବସରରେ ଜାପାନ ଏବଂ…
Read More...

ସ୍ଥାୟୀ ପଟ୍ଟା ଦାବିରେ ଆଦିବାସୀ ସଂଘର ତହସିଲ ଅଫିସ ଆଗରେ ଧାରଣା

ତୁଷୁରା : ଗୁଡ଼ଭେଲା ବ୍ଳକ ଅର୍ନ୍ତଗତ ଜଙ୍ଗଲ ଜମିରେ ବସବାସ କରୁଥିବା ଅଧିବାସୀ ମାନଙ୍କୁ ସ୍ଥାୟୀ ପଟ୍ଟା ଦେବା ନେଇ ବଲାଙ୍ଗିର ଆଦିବାସୀ ଅଧିକାର ମହାସଂଘର ସଭାପତି ଦ୍ୱିଜ ଦଳପତିଙ୍କ ନେତୃତ୍ୱରେ ଗୁରୁବାର ଶତାଧିକ ମହିଳା…
Read More...

୨୦ହଜାର ଅନ୍ତର୍ଜାତୀୟ ରନ୍‍ କ୍ଲବରେ କୋହଲି

ମାଞ୍ଚେଷ୍ଟର୍‍ : ବିଶ୍ୱର ଦ୍ୱାଦଶ ଖେଳାଳି ଭାବେ ୨୦ହଜାର ଅନ୍ତର୍ଜାତୀୟ ରନ କ୍ଲବରେ ପାଦ ଦେଇଛନ୍ତି ଟିମ ଇଣ୍ଡିଆର ଅଧିନାୟକ ତଥା ରନ୍‍ ମେସିନ ବିରାଟ କୋହଲି । ବିଶ୍ୱର ସବୁଠୁ ଦୃତ କ୍ରିକେଟର ଭାବେ କୋହଲି ଏହିି…
Read More...

ସାଉଦି ରାଜକୁମାରୀ ହେଲେ ଆମେରିକାରେ ପ୍ରଥମ ମହିଳା ରାଷ୍ଟ୍ରଦୂତ

ଓ୍ୱାଶିଂଟନ . – ସାଉଦି ରାଜକୁମାରୀ  ରିମା ବିଂତ ବଂନ୍ଦାର ପ୍ରଥମ ମହିଳା ରାଷ୍ଟ୍ରଦୂତ ଭାବେ ଆମେରିକାରେ ନିଯୁକ୍ତି ପାଇଛନ୍ତି । ରିମା ସାଉଦି ଆରବର ପ୍ରଥମ ମହିଳା ରାଷ୍ଟ୍ରଦୂତ ଭାବେ ନିଯୁକ୍ତି ପାଇଛନ୍ତି ।  ୯/୧୧…
Read More...

ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚଞ୍ଚକତା ଅଭିଯୋଗ

ଟିଟିଲାଗଡ଼ : ଏହି ବ୍ଲକର ଅନେକ ଚାଷୀ ଗତ ୨୦୧୭-୧୮ ଖରିଫରେ ମରୁଡି ନେଇ ପ୍ରଧାନମନ୍ତ୍ରୀ ଫସଲ ବିମା ସହାୟତା ରାଶି ଅଦ୍ୟାବଧି ପାଇନାହାନ୍ତି । ଏନେଇ ଟିଟିଲାଗଡ ଉପ-ଜିଲାପାଳ, ରାଜ୍ୟ ସମବାୟ ସଚିବ, ମୁଖ୍ୟମନ୍ତ୍ରୀ,…
Read More...

ଶଯ୍ୟାଶାୟୀ ମେଧାବୀ ଛାତ୍ର – ପାଠ ପଢାରେ ଡୋରୀ

ବଙ୍ଗୋମୁଣ୍ଡା : ସେ ଜଣେ ମେଧାବୀ ଛାତ୍ର । ବଲାଙ୍ଗୀର ଜିଲା ଡିଏଭି କଲେଜ କଳା ବିଭାଗର ତୃତୀୟ ବର୍ଷ ଛାତ୍ର । ଆଶା ଥିଲା ପାଠ ପଢି ଚାକିରି କରି ପରିବାର ର ଆର୍ଥିକ ସମସ୍ୟା ଦୂର କରିବେ ହେଲେ ବିଧିର ବିଧାନ ଥିଲା ଆଉ…
Read More...

ପ୍ରାଥମିକ ଶିକ୍ଷା ବିପର୍ଯ୍ୟସ୍ତ : ଶିକ୍ଷକ ନାହାନ୍ତି ନାହିଁ ଶ୍ରେଣୀଗୃହ

ବଲାଙ୍ଗୀର : ପାଲି ଗ୍ରାମରେ ଥିବା ଉଚ୍ଚ ପ୍ରାଥମିକ ସ୍କୁଲରେ ଆବଶ୍ୟକ ଶ୍ରେଣୀ କୋଠରୀ ଏବଂ ଶିକ୍ଷକ ଅଭାବ ଯୋଗୁଁ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ  ହୋଇ ପଡିଛି। ଏଠାରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ…
Read More...

ଗିରଫ ହେଲେ ବାହୁବଳୀ ବିଜେପି ବିଧାୟକ

ଇନ୍ଦୋର : ନଗର ନିଗମ ଅଧିକାରୀଙ୍କୁ କ୍ରିକେଟ୍‍ ବ୍ୟାଟରେ ଆକ୍ରମଣ କରିବା ଘଟଣାରେ ମଧ୍ୟପ୍ରଦେଶ ବିଜେପି ବିଧାୟକ ଆକାଶ ବିଜୟବର୍ଗୀୟଙ୍କୁ ଗିରଫ କରିଛି ପୋଲିସ । ବରିଷ୍ଠ ବିଜେପି ନେତା କୈଳାସ ବିଜୟବର୍ଗୀୟଙ୍କ ପୁଅ ଆକାଶ…
Read More...

ଖୋଲାଖୋଲି ବିକ୍ରି ହେଉଛି ବିକ୍ରୟ ନିଷେଧ ଔଷଧ,ମୋବାଇଲରେ ହେଉଛି ଏମଆରଆଇ

ବଡ଼ସାହି : ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକରେ ‘ସ୍ୱାସ୍ଥ୍ୟସେବା ଭଗବାନଙ୍କ ହାତରେ’ ଏକ ବିସ୍ତୃତ ଖବର ‘ସମାଜ’ରେ ପ୍ରକାଶ ପାଇଥିଲା। ସୋମବାର ଜଣେ ଫାର୍ମାସିଷ୍ଟ ଫିଜିସିଆନ ସାମ୍ପୁଲ ବା ବିକ୍ରୟ ନିଷେଧ ଔଷଧ ଲୋକଙ୍କୁ ଚଢା…
Read More...

ବଲାଙ୍ଗୀର ମେଡିକାଲରେ ପିଛା ଛାଡୁନି ଅବ୍ୟବସ୍ଥା

ବଲାଙ୍ଗୀର : ଅନେକ ସମୟରେ ବିଭିନ୍ନ କାରଣରୁ ଚର୍ଚ୍ଚାରେ ରହୁଥିବା ସନ୍ଥ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ପୁଣି ସେହି ପୁରୁଣା ଦୃଶ୍ୟ ଦେଖିବାକୁ ମିଳିଛି। ସିଡିଏମଓଙ୍କ ଠାରୁ ଦାୟିତ୍ୱ କାଢି ଦିଆଯାଇ…
Read More...

ଜି-୨୦ ଶିଖର ଦୁଇଟି ତ୍ରିପାକ୍ଷିକ ବୈଠକରେ ଭାଗ ନେବେ ମୋଦୀ

ନୂଆଦିଲ୍ଲୀ . - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାପାନର ଓସାକାରେ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବେ । ଏହି ଅବସରରରେ ସେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଆଲୋଚନା କରିବେ । ଫ୍ରାନ୍ସର…
Read More...

ଅପରାଧୀର ଜେଲରୁ ମୁକୁଳିବା ଖୁସିରେ ଚାଲିଥିଲା ପାର୍ଟି , ପୁଲିସର ଚଢଉ୧୫ ଗିରଫ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ନୂଆଦିଲ୍ଲୀ . - ଜଣେ ଅପରାଧୀ ଜେଲ୍‌ରୁ ମୁକ୍ତ ହେଲାପରେ ତାହାର ସାଙ୍ଗସାଥୀମାନେ ଖୁସିରେ ପାର୍ଟି କରୁଥିଲେ । ଏତିକି ବେଳେ ପୁଣି ପୁଲିସ ଚଢଉ କରି ୧୫ ଜଣଙ୍କୁ ଗିରଫ କରିବା ସହ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ…
Read More...

ଜମି ବିବାଦକୁ ନେଇ କକାର ଟାଙ୍ଗିଆ ଚୋଟରେ ପୁତୁରା ମୃତ,ବଡ ଭାଇ ଗୁରୁତର

କଲମପୁର : ଜମି ଗଣ୍ଡଗୋଳକୁ ନେଇ କକା ନିଜ ପୁତୁରାକୁ ଟଙ୍ଗିଆରେ ହାଣି ହତ୍ୟା କରିବା ସହ ରକ୍ତ ମୁଖା ହୋଇ ୭୦ ବର୍ଷିୟ ବଡ ଭାଇକୁ ମଧ୍ୟ ଆକ୍ରମଣକରିବାକୁ ପଛାଇ ନାହିଁ। ଏଭଳି ଏକ ଅଭାବନୀୟ ଘଟଣା ଥୁଆମୁଳ ରାମପୁର ଅଂଚଳରେ…
Read More...

ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଧନ୍ୟବାଦ ପ୍ରସ୍ତାବ

ନୂଆଦିଲ୍ଲୀ : ଲୋକସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଧନ୍ୟବାଦ ପ୍ରସ୍ଥାବ ରଖିଛନ୍ତି । ପୁଣିଥରେ ପୂର୍ଣ୍ଣ ବହୁମତ ସହିତ ଦଳ ସରକାରକୁ ଆସିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…
Read More...

ଭଦ୍ରକ ମଦମୃତ୍ୟୁ ମାମଲା: ବ୍ୟୋମକେଶଙ୍କ ବିରୋଧରେ ମାନବାଧିକାର କମିଶନଙ୍କୁ ଭେଟିଲା ବିଜେପି

ଭଦ୍ରକ : ବହୁ ଚର୍ଚ୍ଚିତ ଭଦ୍ରକ ମଦମୃତ୍ୟୁ ମାମଲାରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ବିରୋଧରେ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ମଙ୍ଗଳବାର ମାନବାଧିକାର କମିଶନ ନିକଟରେ ଅଭିଯୋଗ କରିଛି । ଭଦ୍ରକ ମଦମୃତ୍ୟୁ…
Read More...

ପ୍ରଦୀପ୍ତ ନାୟକ ହେଲେ ବିଧାନସଭାରେ ବିରୋଧୀଦଳ ନେତା

ଭୁବନେଶ୍ୱର . - ଭବାନୀପାଟଣା ବିଜେପି ବିଧାୟକ ପ୍ରଦୀପ୍ତ ନାୟକ ବିଧାନସଭାରେ ବିରୋଧି ଦଳ ନେତା ହୋଇଛନ୍ତି । ବିଜେପି  ଓଡିଶା ପ୍ରଭାରୀ ଅରୁଣ ସିଂ ଏ ବିଷୟରେ ସୂଚନା ଦେଇଛନ୍ତି । ରବିବାରରେ  ବିଜେପିର ପ୍ରଦେଶ…
Read More...

‘ଫନୀ’ କ୍ଷତିଗ୍ରସ୍ତ ୫ ଜିଲ୍ଲାର ମଧୁବାବୁ ପେନ୍‌ସନ୍‌ ଉପଭୋକ୍ତାଙ୍କୁ ମାସକର ଅତିରିକ୍ତ ପେନ୍‌ସନ୍‌ ମିଳିବ

ଭୁବନେଶ୍ୱର - ‘ଫନୀ’ ବାତ୍ୟାରେ କ୍ଷତିଗ୍ରସ୍ତ ୫ଟି ଜିଲ୍ଲା ଯଥା-ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧାର ମଧୁବାବୁ ପେନ୍‌ସନ୍‌ ଯୋଜନା ଓ ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ…
Read More...

ରବି ଧାନ ସଂଗ୍ରହ ସଂପର୍କିତ ଉଚ୍ଚସ୍ତରୀୟ ବୈଠକ

ଭୁବନେଶ୍ୱର - ସୋମବାରରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ରବି ଧାନ ସଂଗ୍ରହଣ ସଂପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ସଚିବାଳୟଠାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ…
Read More...

ରୋଗୀଙ୍କ ଜୀବନ ସହ ଖେଳୁଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ

ବଲାଙ୍ଗୀର : ସରକାରୀ ନିୟମକୁ ଖୋଲାଖୋଲି ଉଲଂଘନ କରୁଛନ୍ତି ମେଡିକାଲ କର୍ତ୍ତୃପକ୍ଷ। ଅଗ୍ନି ନିରାପତ୍ତା ଆଇନକୁ ନେଇ ରାଜ୍ୟ ଅଗ୍ନିଶମ ବିଭାଗ ବେଶ ତତ୍ପରତା ପ୍ରକାଶ କରିଥିବା ବେଳେ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ…
Read More...

ପଦ୍ମଶ୍ରୀ ଫେରାଇବେ ମାଉଣ୍ଟେନ୍‍ ମ୍ୟାନ ଦୈତାରୀ ନାୟକ

ଓଡ଼ିଶାର ମାଉଣ୍ଟେନ୍‍ ମ୍ୟାନ ଭାବେ ପରିଚିତ ଦୈତାରୀ ନାୟକ ପାଇଥିବା ପଦ୍ମଶ୍ରୀ ପୁରସ୍କାରକୁ ଫେରାଇଦେବାକୁ ସୋମବାର ଘୋଷଣା କରିଛନ୍ତି । ଦୈତାରୀଙ୍କ ପାଇଁ କେନ୍ଦୁଝର ବାଂଶପାଳ ବ୍ଲକ ବୈତରଣୀ ଗାଁ ବେଶ ଜଣାଶୁଣା। ଦୀର୍ଘ…
Read More...

 ମୁଲାୟମ ସିଂ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ , ଚିକିତ୍ସା ପାଇଁ ଗାଜିଆବାଦର ଏକ ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ . – ସମାଜବାଦୀ ପାର୍ଟିର ନେତା ମୁଲାୟମ ସିଂ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ପୁଣିଥରେ ଖରାପ ହୋଇଯାଇଛି । ତାଙ୍କୁ ଚିକିତ୍ସାପାଇଁ ଗାଜିୟାବାଦର ଏକ ସୁପରସ୍ପେଶାଲିଟି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।…
Read More...

ବିଏସ୍‌ଏନ୍‌ଏଲ୍‌ର ଅବସ୍ଥା ଖରାପ , କର୍ମଚାରୀଙ୍କୁ ଦରମା ଦେବା ପାଇଁ ଅର୍ଥ ନାହିଁ

ନୂଆଦିଲ୍ଲୀ . – ସରକାରୀ ଟେଲିକମ୍‌ କମ୍ପାନୀ ବିଏସ୍‌ଏନ୍‌ର କ୍ଷତି ବଢିବାରେ ଲାଗିଛି । ଏଥିପାଇଁ କମ୍ପାନୀ ପକ୍ଷରୁ ସରକାରଙ୍କୁ ନିକଟକୁ ଏକ ଜରୁରୀ ପତ୍ର ପଠାଯାଇଛି । ଏଥିରେ କମ୍ପାନୀର କାମ ସ୍ୱଭାବିକ ଭାବେ ଚଳାଇବା…
Read More...