ପଶ୍ଚିମବଙ୍ଗରେ ରକ୍ତପାତ

ପ୍ରତିହିଂସା ଓ ଘୃଣାର ସଂସ୍କୃତି ସହଜରେ ଦୂର ହୁଏନା; ସାମାନ୍ୟ ସୁଯୋଗ ମିଳିଲେ ଏହା ମୁଣ୍ଡ ଟେକେ ଓ ତାହାର ଭୟାବହତା ଦେଖାଏ। ପଶ୍ଚିମବଙ୍ଗରେ ଏବେ ଯେଉଁ ହିଂସାକାଣ୍ଡ ଓ ରକ୍ତପାତର ଅଧ୍ୟାୟ ଚାଲିଛି ତାହା ନିର୍ବାଚନ…
Read More...

ଗିରିଶ କର୍ଣ୍ଣାଡ଼: ମୂକଜନତାର ସ୍ବର

ତପନ ମିଶ୍ର ୧୯.୫.୧୯୩୮ - ୧୦.୬.୨୦୧୯ ବହୁମୁଖୀ ପ୍ରତିଭାର ଅଧିକାରୀ ଗିରିଶ କର୍ଣ୍ଣାଡଙ୍କ ବିୟୋଗ ଆମ ସମସ୍ତଙ୍କ ପାଇଁ ଏକ ଅପୂରଣୀୟ କ୍ଷତି। ସେ ଏକାଧାରରେ ଜଣେ ଉଚ୍ଚକୋଟୀର ଲେଖକ, ନାଟ୍ୟକାର, ଅଭିନେତା, ନିର୍ଦେଶକ,…
Read More...

ଅନୁଦାର ଗଣତନ୍ତ୍ରର ପୃଥିବୀ

୨୦୧୪ରେ ଦ୍ବିତୀୟ ଥର ନିର୍ବାଚିତ ହେବାପରେ ହଙ୍ଗେରୀର ପ୍ରଧାନମନ୍ତ୍ରୀ ଭିକ୍ଟର ମିହାଲି ଓର୍ବାନ ଦେଶବାସୀଙ୍କୁ ଉଦ୍‌ବୋଧନ ଦେଇ କହିଥିଲେ, ‘‘ମୋ ଦଳ ‘ଫିଡ୍‌ଜ’ର ମୂଳ ଉଦ୍ଦେଶ୍ୟ ହଙ୍ଗେରୀକୁ ଏକ ‘ଇଲିବରାଲ ଷ୍ଟେଟ୍’ ବା…
Read More...

୩୨କେଜିର ଗଞ୍ଜେଇ ଜବତ, ଜଣେ ଗିରଫ

ବାଲେଶ୍ବର : ବାଲେଶ୍ବର ଜିଲାର ସିମୁଳିଆ ଥାନା ଅନ୍ତର୍ଗତ ଜମଝାଡିର ଗୈଡପଡାରେ ଜଣଙ୍କ ଘରୁ ୩୨କେଜିର ଗଞ୍ଜେଇ ଜବତ ହୋଇଛି। ଏହି ଘଟଣାରେ ପୁଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଉଛି…
Read More...

ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଭୁବନେଶ୍ବର : ଭୁବନେଶ୍ବର ଶିଶୁପାଳଗଡର ଏକ ଘର ଭିତରୁ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକ ହୋଟେଲ ମ୍ୟାନେଜମେଣ୍ଟର ଛାତ୍ର ବୋଲି ଜଣାପଡିଛି। ​‌ସେ ନିଜର ଜଣେ ସମ୍ପକୀୟଙ୍କ ଘରେ ରହି ପାଠ ପଢୁଥିଲେ।…
Read More...

ସିଲିଣ୍ଡରରୁ ଗ୍ୟାସ ଲିକ୍‌ ହୋଇ ଅଗ୍ନିକାଣ୍ଡ, ୪ ଗୁରୁତର

ଭଦ୍ରକ : ଭଦ୍ରକ ଜିଲା ପୁରୁଣାବଜାର ଥାନା ଛଡାକମହଲା ଗ୍ରାମରେ ସିଲିଣ୍ଡରରୁ ଗ୍ୟାସ୍ ଲିକ୍‌ ହୋଇ ଅଗ୍ନିକାଣ୍ଡ ହୋଇଛି। ଏଥିରେ ୪ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ୨ଜଣ ଶିଶୁ ରହିଥିବା ଜଣାପଡିଛି। ସମସ୍ତଙ୍କୁ…
Read More...

ବାଲେଶ୍ବର ସହକାରୀ ପରିସଂଖ୍ୟାନ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ବାଲେଶ୍ବର : ବାଲେଶ୍ବରର ସହକାରୀ ପରିସଂଖ୍ୟାନ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ କରାଯାଇଛି। ସହକାରୀ ପରିସଂଖ୍ୟାନ ଅଧିକାରୀ ହେଉଛନ୍ତି ପରମେଶ୍ବର ରାଉତ। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ…
Read More...

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ଅଭିଯୋଗ

ରାଇରଙ୍ଗପୁର : ରାଇରଙ୍ଗପୁରର ଝରାଡିହି ଫାଣ୍ଡି ଡେଓରାଡିହି ଗ୍ରାମରେ ପୂର୍ବ ଶତ୍ରୁତାରୁ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ଯୁବକଙ୍କୁ ୩ରୁ ୪ ଜଣ ଦୁର୍ବୃତ୍ତ କଟୁରୀରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଯୁବକ…
Read More...

ମଣ୍ଡିରେ ଧାନ କିଣା ଯାଉ ନଥିବାରୁ ଚାଷୀଙ୍କ ବିକ୍ଷୋଭ

ଧର୍ମଗଡ : ଧର୍ମଗଡ ମଣ୍ଡିରେ ଧାନ କିଣା ଯାଉ ନଥିବାରୁ ଚାଷୀଙ୍କ ବିକ୍ଷୋଭ କରିଛନ୍ତି। ଚାଷୀମାନେ କଲମପୁର ତହସିଲ କାର୍ୟ୍ୟାଳୟ ସମ୍ମୁଖରେ ଧାନ ବୋଝେଇ ଟ୍ରକ ରଖି ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି। ଫଳରେ…
Read More...

ଯୁବକଙ୍କୁ ହତ୍ୟା କରି ମୁଣ୍ଡ ନେଇ ପଳାଇଲେ ଦୁର୍ବୃତ୍ତ

ସମ୍ବଲପୁର : ସମ୍ବଲପୁରର ଭାଲୁପାଲି ଅଞ୍ଚଳରେ ଦୁର୍ବୃତ୍ତମାନେ ଜଣେ ଯୁବକଙ୍କ ମୁଣ୍ଡ କାଟି ହତ୍ୟା କରିଛନ୍ତି। ଯୁବକ ଜଣକ ଘର ସୋମବାର ରାତିରେ ଘର ବାହାରେ ଶୋଇଥିବା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ହତ୍ୟା କରିଛନ୍ତି।…
Read More...

ସଚିବାଳୟରେ ଥିବା କାର୍ଯ୍ୟାଳୟରେ ଗ୍ରହଶାନ୍ତି ପୂଜାର୍ଚ୍ଚନା କଲେ ମନ୍ତ୍ରୀ ପଦ୍ମନାଭ ବେହେରା

ଭୁବନେଶ୍ୱର .- ସଚିବାଳୟରେ ଥିବା ନିଜ କାର୍ଯ୍ୟଳୟରେ ମନ୍ତ୍ରୀ ପଦ୍ମନାଭ ବେହେରା ଗ୍ରହଶାନ୍ତି ପୂଜାର୍ଚ୍ଚନା କରିଛନ୍ତି । ପଦ୍ମନାଭ ବେହେରା ଏବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଅଛନ୍ତି । ସେ ବୀରମହାରାଜପୁରରୁ ଚଳିତ ଥର…
Read More...

ବିଧାୟକଙ୍କ ଅପଯଶ,ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡମିଳୁ

ବଲାଙ୍ଗୀର ଜିଲା ପାଟନାଗଡ଼ର ନବନିର୍ବାଚିତ ବିଜେଡି ବିଧାୟକ ସରୋଜ ମେହେର ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ସର୍ବସମ୍ମୁଖରେ ଉଠବସ୍‌ କରାଇବାସହ ଜଣେ ବିଭାଗୀୟ ଉପରିସ୍ଥ ଯନ୍ତ୍ରୀଙ୍କ ମାଧ୍ୟମରେ ତାଙ୍କୁ ଯେପରି ଚାପୁଡ଼ା ଖୁଆଇଲେ…
Read More...

ପାଞ୍ଚ ଉପ-ମୁଖ୍ୟମନ୍ତ୍ରୀ

ଗଣତାନ୍ତ୍ରିକ ବ୍ୟବସ୍ଥାରେ ଶାସନ କେବଳ ଦକ୍ଷ ଓ ଉତ୍ତରଦାୟୀ ନୁହେଁ; ଏହା ସମାବେଶୀ ଏବଂ ସବୁବର୍ଗର ପ୍ରତିନିଧିତ୍ବ କରିବା ଉପରେ ଗୁରୁତ୍ବ ଦିଏ। ପ୍ରଧାନମନ୍ତ୍ରୀ ହୁଅନ୍ତୁ ବା ମୁଖ୍ୟମନ୍ତ୍ରୀ, ରାଜନୈତିକ ସମୀକରଣ ଓ…
Read More...

ଅବସର ନେଲେ କ୍ରିକେଟିୟର ଯୁବରାଜ ସିଂ

ନୂଆଦିଲ୍ଲୀ . - କ୍ରିକେଟିୟ ଯୁବରାଜ ସିଂ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ସେ ଟିମ୍‌ ଇଣ୍ଡିଆର ଚାମ୍ପିୟନ ଅଲରାଉଣ୍ଡର ଭାବେ ବେଶ୍‌ ଜଣାଶୁଣା । କ୍ରିକେଟର ସମସ୍ତ ପ୍ରାରୂପ (ଫର୍ମାଟ)ରେ ସେ ବେଶ୍‌…
Read More...

ଜୁନ୍‌ ୨୫ ତାରିଖରେ ବିଧାନସଭାର ମୌସୁମୀ ଅଧିବେଶନ, ଜୁନ ୨୮ ତାରିଖରେ ରାଜ୍ୟ ବଜେଟ୍‌

ଭୁବନେଶ୍ୱର - ଜୁନ୍‌ ୨୫ ତାରିଖରେ ନବଗଠିତ  ଓଡିଶା ବିଧାନ ସଭାର ପ୍ରଥମ ମୌସୁମୀ ଅଧିବେଶନ ଆରମ୍ଭ ହେବ ବୋଲି ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଏହି ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଚାଲିବ । ଜୁନ ୨୬ ତାରିଖରେ…
Read More...

କାଠୁଆ ବଳାତ୍କାର ମାମଲା: ୭ଅଭିଯୁକ୍ତଙ୍କ ମଧ୍ୟରୁ ୬ ଜଣ ଦୋଷୀ ସାବ୍ୟସ୍ତ ଜଣେ ନିର୍ଦୋଷ

ପଠାନକୋଟ . - କାଠୁଆରେ ଜଣେ ଶିଶୁକୁ ବଳାତ୍କାର କରିବା ପରେ ନିର୍ମମ ଭାବେ ହତ୍ୟା କରିବା ମାମଲାରେ ୭ ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ୬ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଏଥିରେ ମୁଖ୍ୟ ଆରୋପି ସାଝିରାମ ବି ସାମିଲ ଅଛି ।…
Read More...

କ୍ଷେପଣାସ୍ତ୍ର କବଚ ମଧ୍ୟରେ ଦିଲ୍ଲୀ – ସୁରକ୍ଷା ପାଇଁ ଭାରତ ଆମେରିକାଠାରୁ କିଣିବ କ୍ଷେପଣାସ୍ତ୍ର

ନୂଆଦିଲ୍ଲୀ . - ରାଜଧାନୀ ନୂଆଦିଲ୍ଲୀର ସୁରକ୍ଷା ପାଇଁ ଭାରତ ଆମେରିକାଠାରୁ କ୍ଷେପଣାସ୍ତ୍ର କିଣିବ । ନାସାମସ୍‌-୨(ନ୍ୟାସନାଲ ଆଡଭାନସ୍‌ ସରଫେସ୍‌ ଟୁ ଏୟା ମିସାଇଲ୍‌ ସିଷ୍ଟମ-୨)କୁ ଋଷ୍‌ ଓ ଇସ୍ରାଏଲ୍‌ର କ୍ଷେପଣାସ୍ତ୍ର…
Read More...

ସମାଜ’ର ବାର୍ତ୍ତା ସମ୍ପାଦକ ସୁଶାନ୍ତ କୁମାର ମହାନ୍ତିଙ୍କୁ ଉଦୟନାଥ ଷଡ଼ଙ୍ଗୀ ସାମ୍ବାଦିକତା ସମ୍ମାନ

କଟକ : ରବିବାର ସନ୍ଧ୍ୟାରେ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନ ପରିସରସ୍ଥ ଶତାବ୍ଦୀ ଭବନଠାରେ ଉତ୍କଳ ସାହିତ୍ୟ ସମାଜର ୧୧୭ତମ ସମାବର୍ତ୍ତନ ଓ ସାରସ୍ବତ ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି…
Read More...

‘ଉତ୍କଳ ସାହିତ୍ୟ ସମାଜ’ର ସମାବର୍ତ୍ତନ ଉତ୍ସବ ଉଦ୍‍ଯାପିତ

କଟକ : ଭାରତୀୟ ଦର୍ଶନ ବ୍ୟକ୍ତିର ବ୍ୟଥାକୁ ମାନବତାର ସୁଗନ୍ଧରେ ଭରିଦେଇପାରେ। ସ୍ୱଭାବରେ ମଧୁରତା, ସୌନ୍ଦର୍ଯ୍ୟରେ ମଧୁରତା ହେଉଛି ଭାରତର ତତ୍ତ୍ବ ଦର୍ଶନ ଯାହା ପୁତନାର ପ୍ରାଣ ବି ନେଇପାରେ, ଯଶୋଦାଙ୍କ ପ୍ରେମମୟ ଗୀତିରେ…
Read More...

୨ ଲକ୍ଷ ଟଙ୍କା ଦେଇ ସୋରୁମ୍‌ରୁ ୧୮.୬ ଲକ୍ଷ ଟଙ୍କାର ଏସ୍‌ୟୁଭି ଗାଡି ନେଇ ଫେରାର

ବେଙ୍ଗାଲୁର . - ୨ ଲକ୍ଷ ଟଙ୍କା ଦେଇ ଜଣେ ବ୍ୟକ୍ତି ଏକ ସୋ ରୁମ୍‌ରୁ ୧୮.୬ ଲକ୍ଷ ଟଙ୍କାର ସ୍ପୋର୍ସ କାର ନେଇ ଫେରାର ହୋଇଯାଇଛି । ଏହି ଘଟଣା ବେଙ୍ଗାଲୁରରେ ଘଟିଛି । ବ୍ୟକ୍ତି ଜଣଙ୍କର ଏକ ସୋରୁମ୍‌କୁ ଆସି ଏକ ସ୍ପୋର୍ସ…
Read More...

ଶୌଚାଳୟ ଭାବି ପାକିସ୍ତାନୀ ବିମାନରେ ଜରୁରୀକାଳୀନ ଦ୍ୱାର ଖୋଲିଦେଲେ ମହିଳା

ଇସଲାମାବାଦ - ପାକିସ୍ତାନ ଅନ୍ତର୍ଜାତୀୟ ଏୟାରଲାଇନସ୍‌ର ଏକ ବିମାନର ଦ୍ୱାରକୁ ଜଣେ ମହିଳା ଶୌଚାଳୟର ଦ୍ୱାର ଭାବି ରନ୍‌ ଓ୍ୱେ ମଝିରେ ଖୋଲି ଦେଇଥିବା ଖବର ପ୍ରକାଶିତ ହୋଇଛି। ଏହା ମାଞ୍ଚେଷ୍ଟରରେ ଉଡାଣ ଭରିବାର ଥିଲା ।…
Read More...

ଦିଲ୍ଲୀ: ମୁଣ୍ଡ ବିହୀନ ମହିଳାଙ୍କ ଶରୀର ଏକ ବାକ୍ସରୁ ଉଦ୍ଧାର

ନୂଊଦିଲ୍ଲୀ . - ଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରେ ଏକ ବାକ୍ସ ମଧ୍ୟରୁ ଜଣେ ମହିଳାଙ୍କର ମୁଣ୍ଡ ବିହୀନ ଶବ ଉଦ୍ଧାର କରାଯାଇଛି । ଏହି ବାକ୍ସକୁ ଏକ ସାଇକେଲ୍‌ ଉପରେ ରଖାଯାଇଥିଲା । ଉତ୍ତରପଶ୍ଚିମ ଦିଲ୍ଲୀରେ ଥିବା…
Read More...

ଭାରତରେ ବର୍ଷାକୁ ଭଲପାଉଥିବା ସାପର ପ୍ରଜାତି

ନୂଆଦିଲ୍ଲୀ .- ଭାରତରେ ଏକ ନୂତନ ପ୍ରଜାତିର ସାପଙ୍କର ସନ୍ଧାନ ମିଳିଛି । ଏହି ସାପ ବିଷୟରେ ଗବେଷଣା କରୁଥିବା ଗବେଷକ ଅନେକ ସ୍ୱତନ୍ତ୍ର ତଥ୍ୟ ପାଇଛନ୍ତି । ମିଜୋରାମରେ ଏହି ପ୍ରଜାତିର ସାପ ମିଳନ୍ତି । ସ୍ଥାନୀୟ ଭାଷାରେ…
Read More...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଦାନ କରାଗଲା ମାଳଦ୍ୱୀପର ସର୍ବୋଚ୍ଚ ସମ୍ମାନ ‘ନିଶାନ…

ନୂଆଦିଲ୍ଲୀ . - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ୱିତୀୟଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାପରେ ପ୍ରଥମ ବିଦେଶ ଯାତ୍ରାରେ ମାଳଦ୍ୱୀପରେ ପହଞ୍ଚିଛନ୍ତି । ମାଳଦ୍ୱୀପ ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ…
Read More...

୮୦ ବର୍ଷୀୟା ଶାଶୁଙ୍କୁ ପିଟିଲା ବୋହୁ , ଭିଡିଓ ଭାଇରାଲ୍‌

ନୂଆଦିଲ୍ଲୀ . - ୮୦ ବର୍ଷୀୟା ଶାଶୁଙ୍କୁ ବୋହୁ ପିଟୁଥିବାର ଭିଡିଓ ଭାଇରାଲ୍‌ ହୋଇଛି । ଘଟଣାଟି ହରିୟାନାର ମହେନ୍ଦ୍ରଗଡ ଜିଲାରେ ଘଟିଛି । ମହେନ୍ଦ୍ରଗଡ ନାରନୌଲରେ ଏହି ଘଟଣା ଘଟିଛି । ଏହି ଭିଡିଓରେ ଚାନ୍ଦ ବାଇ ନାମର…
Read More...

ସଚ୍ଚା ସାଧନା

ଦୁନିଆର ଜଞ୍ଜାଳ ଭିତରେ ବ୍ୟତିବ୍ୟସ୍ତ ହୋଇ, ସାଂସାରିକ ଭାର ମୁଣ୍ଡାଇବାକୁ ଅକ୍ଷମ ପାଞ୍ଚଜଣ ଯୁବକ ହଠାତ୍‌ ଏକ ନିଷ୍ପତ୍ତି ନେଇ ଗୃହତ୍ୟାଗ କରିଥିଲେ- ଗୃହତ୍ୟାଗ ମୂଳରେ ଥିଲା କ୍ଷଣିକ ବୈରାଗ୍ୟ। ନିରୁଦ୍ଦିଷ୍ଟ ଭାବରେ…
Read More...

ହଜୁର, ମୁଣ୍ଡ ରହିଲେ ତୁଣ୍ଡ କହିବ

ଏବେ ଖବରକାଗଜମାନଙ୍କରେ ‘କ୍ୟାପିଟାଲ ହସ୍‌ପିଟାଲରେ ମୁଖ୍ୟମନ୍ତ୍ରୀ’ ଶୀର୍ଷକ ଖବରଟି ପଢ଼ି ବହୁତ ଖୁସି ଲାଗିଲା। ଏହି ଖୁସି ଲାଗିବାର ଦୁଇଟି କାରଣ ଅଛି। ପ୍ରଥମତଃ ଆମ ରାଜ୍ୟର ମୁଖ୍ୟମନ୍ତ୍ରୀ ସାଧାରଣ ଲୋକମାନଙ୍କ ପାଇଁ…
Read More...

ତଥ୍ୟ ଦୃଷ୍ଟିରୁ ଅଜ୍ଞାତପ୍ରାୟ ଆମ ସାହିତ୍ୟ ପ୍ରବାହର ପ୍ରଣମ୍ୟ ଭଗୀରଥବୃନ୍ଦ

ପ୍ର ଶ୍ନ : ବ୍ୟାସ, ବାଲ୍ମୀକି, କାଳିଦାସ ଇତ୍ୟାଦିଙ୍କର ଇଂରାଜୀରେ ସଂକ୍ଷିପ୍ତ ପ୍ରାମାଣ୍ୟ ଜୀବନୀ କାହୁଁ ମିଳିବ ? ବାଲ୍ମୀକିଙ୍କ ଦେହ ଉପରେ ଉଇହୁଙ୍କା ହୋଇଯାଇଥିଲା, କାଳିଦାସ ଏଡ଼େ ମୂର୍ଖ ଥିଲେ ଯେ ଗଛ ଡାଳରେ ବସି…
Read More...

ରିଜର୍ଭ ବ୍ୟାଙ୍କ ମଲମ

ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ୨୦୧୯-୨୦ ଆର୍ଥିକ ବର୍ଷର ଦ୍ୱିତୀୟ ମୁଦ୍ରାନୀତି ସମୀକ୍ଷା ଅବସରରେ ସୁଧ ହାରରେ ୦.୨୫% ହ୍ରାସ କରିଛନ୍ତି। ଭାରତୀୟ ଅର୍ଥନୀତି ଉପରେ ପଡ଼ିଥିବା ମନ୍ଥର ଅଭିବୃଦ୍ଧି ଛାଟ ଜନିତ…
Read More...

ଫୋନ୍‌ ବ୍ୟାଟେରୀ ଫାଟି ୧୨ ବର୍ଷ ବୟସ୍କ ବାଳକର ମୃତ୍ୟୁ

ଭୋପାଳ . - ଏକ ମୋବାଇଲ୍‌ ଫୋନ୍‌ ବ୍ୟାଟେରୀ ଫାଟିଯିବାରୁ ୧୨ ବର୍ଷ ବୟସ୍କ ବାଳକର ମୃତ୍ୟୁ ହୋଇଛି । ମଧ୍ୟପ୍ରଦେଶର ଧର୍‌ ଜିଲାରେ ଏହି ଘଟଣା ଘଟିଛି । କେକରା(କଙ୍କଡା) ଚାର୍ଜର କୁହାଯାଉଥିବା ଚାର୍ଜରରେ ବ୍ୟାଟେରୀ…
Read More...

ନିଖୋଜ ଥିବା ବାୟୁସେନା ବିମାନରେ ରହିଛନ୍ତି ଓଡିଆ ବାୟୁସେନା ଅଧିକାରୀ ସୁନୀତ ମହାନ୍ତି

ନୂଆଦିଲ୍ଲୀ . - ବାୟୁସେନାର ନିଖୋଜ ହୋଇଯାଇଥିବା ବିମାନ ଏଏନ୍‌-୩୨ରେ ଜଣେ ଓଡିଆ ଅଧିକାରୀ ରହିଛନ୍ତି । ଏହି ବିମାନରେ ମୋଟ ୧୩ ଜଣ ବାୟୁସେନା ଅଧିକାରୀ ଓ କର୍ମଚାରୀ ରହିଥିଲେ । ଏଥିରେ ଥିବା ଓଡିଆ ଅଧିକାରୀଙ୍କର ନାମ…
Read More...

ଶିଶୁକୁ ବର୍ବର ଭାବେ ହତ୍ୟାଘଟଣା, ୫ ପୁଲିସ କର୍ମଚାରୀ ନିଲମ୍ବିତ

ଲକ୍ଷ୍ମୌ .- ଉତ୍ତରପ୍ରଦେଶର ତପ୍ପଲା ସହରରେ ଏକ ଅଢେଇ ବର୍ଷର ଶିଶୁକୁ ବର୍ବର ଭାବେ ହତ୍ୟା କରାଯିବା ଘଟଣାରେ ୫ ଜଣ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ନାବାଳିକାର ହାତ କାଟି ଦେବା ସହ ତାହାର ଆଖିକୁ ତାଡି…
Read More...

ବସ ଓଲଟି ୨୦ ଯାତ୍ରୀ ଆହତ, କଣ୍ଡକ୍ଟର ଗୁରୁତର

କୋରାପୁଟ : କୋରାପୁଟ ଜିଲା ପଟାଙ୍ଗି ନିକଟ କାଉଗୁଣ୍ଠାରେ ଏକ ବସ ଭାରସାମ୍ୟ ହରାଇ ଓଲଟି ପଡିଛି। ବସରେ ଥିବା ୨୦ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ପଟାଙ୍ଗି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି…
Read More...

ବିଦ୍ୟୁତ ସଂସ୍ପର୍ଶରେ ଆସି ହାଇୱା ହେଲପର ମୃତ, ଡ୍ରାଇଭର ଗୁରୁତର

ଭଦ୍ରକ : ଭଦ୍ରକ ଜିଲା ନାୟକାଣିଡିହି ଥାନା ଅନ୍ତର୍ଗତ ହାବେଳି ସାହିରେ ବିଦ୍ୟତ ତାର ସଂସ୍ପର୍ଶରେ ଆସି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ମୃତକ ଜଣକ ହାଇୱା ହେଲପର ହୋଇଥିବା ବେଳେ ଡ୍ରାଇଭର ଆହତ…
Read More...

କୁଳଡିହା ଅଭୟାରଣ୍ୟରେ ହାତୀ ଦାନ୍ତ ଲୁଟ ଘଟଣା; ଦୁଇ ବନ କର୍ମଚାରୀ ନିଲମ୍ବିତ

ନୀଳଗିରି : କୁଳଡିହା ଅଭୟାରଣ୍ୟରେ ଦନ୍ତାକୁ ମାରି ଦାନ୍ତ ଲୁଟ୍ ଘଟଣାରେ ଦୁଇ ବନ କର୍ମଚାରୀ ନିଲମ୍ବିତ ହୋଇଛନ୍ତି। ଦାୟିତ୍ବରେ ଅବହେଳା ଯୋଗୁଁ ସେମାନଙ୍କୁ ବାଲେଶ୍ବର ଡିଏଫଓ ନିଲମ୍ବନ କରିଛନ୍ତି। ଦୁଇ ବନ କର୍ମଚାରୀ…
Read More...

ସଡକ ଦୁର୍ଘଟଣାରେ ଜଣେ ମୃତ

ବାଲେଶ୍ବର : ସିମୁଳିଆ ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥରେ ସଡକ ଦୁର୍ଘଟଣା ହୋଇଛି। ଏଥିରେ ଜଣେ ଗୁରୁତର ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ଭଦ୍ରକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନାଯୋଗ୍ୟ ଯେ,…
Read More...

ଖରା ଦିନେ ଉତ୍ତମ ସ୍ବାସ୍ଥ୍ୟ ପାଇଁ ଖାଆନ୍ତୁ ଛତୁଆ

ଖରାରେ ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେଣୁ ଲୋକମା​‌ନେ ଘରୁ ବାହାରିବାକୁ ଅନିଚ୍ଛା ପ୍ରକାଶ କରିଥାଆନ୍ତି। କେତେକ ବ୍ୟକ୍ତି ଗଛ ମୂଳରେ ରହି ଥଣ୍ଡା ରହିବାକୁ ଚେଷ୍ଟା କରିଥାଆନ୍ତି। ଏହାସହ ଅନେକ…
Read More...

ଭଗବାନ ସୂର୍ଯ୍ୟଙ୍କ ରଥରେ ଥିବା ସାତୋଟି ଘୋଡାଙ୍କ ମହତ୍ତ୍ବ

ଭଗବାନ ସୂର୍ଯ୍ୟଙ୍କୁ ନବଗ୍ରହଙ୍କ ମଧ୍ୟରେ ରାଜା ବୋଲି କୁହାଯାଏ। ତାଙ୍କୁ ଆଦିତ୍ୟ, ଭାନୁ ଓ ରବି ପରି ଅନେକ ନାମରେ ସ୍ମରଣ କରାଯାଇଥାଏ। କୁହାଯାଏ ଯେ, ସୂର୍ଯ୍ୟ ଏକମାତ୍ର ଏପରି ଦେବତା ଯାହାଙ୍କ କିରଣ ପୁରା ସଂସାରକୁ…
Read More...

ମେଥି-ପାମ୍ପଡ ତରକାରୀ

ଆବଶ୍ୟକ ସାମଗ୍ରୀ : ମେଥି ମଞ୍ଜି – ୧ଚାମଚ ତେଲ – ୨ଚାମଚ ପିଆଜ (କଟା) – ୧ଟି ଲଙ୍କା ଗୁଣ୍ଡ – ୧ଚାମଚ ହଳଦୀ ଗୁଣ୍ଡ – ୧ଚାମଚ ଧନିଆ ଗୁଣ୍ଡ – ୧ଚାମଚ ପାମ୍ପଡ – ୨/୩ଟି ପାଣି – ଅଧା କପ୍…
Read More...

ବୁଆ-ଭତିଜାଙ୍କ ବିଫଳ ପରୀକ୍ଷା

ରାଜନୀତିରେ ଫାଇଦା ପାଇଁ ପରୀକ୍ଷାନିରୀକ୍ଷା କରାଯାଏ। ପରସ୍ପରର କଟର ବିରୋଧୀ ଓ ଭିନ୍ନ ଆଦର୍ଶର ନେତାମାନେ ନିଜର ସ୍ବାର୍ଥକୁ ଅଗ୍ରାଧିକାର ଦେଇ ହାତ ମିଳାନ୍ତି ଓ ମେଣ୍ଟ କରନ୍ତି। ରାଜନୀତିରେ କିଛି ମେଣ୍ଟ ସ୍ବାଭାବିକ ବା…
Read More...

ଆୟୁଷ୍ମାନ ଭାରତ ଆଡ଼େ

ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ ହେବାର ସମ୍ଭାବନା ଦୃଢ଼ୀଭୂତ ହେଉଛି। ଉଭୟ କେନ୍ଦ୍ର ଓ ପ୍ରାଦେଶିକ ଅଧିକାରୀଙ୍କ ସ୍ତରରେ ଏନେଇ ଆରମ୍ଭ ହୋଇଥିବା କଥାବାର୍ତ୍ତା ଉତ୍ସାହଜନକ ହୋଇଛି। ଏହାଫଳରେ ରାଜ୍ୟର…
Read More...

ବାତ୍ୟା ନିରୋଧୀ ସବୁଜ ପ୍ରାଚୀର

ବିଭୁଧେନ୍ଦ୍ର ପ୍ରତାପ ଦାସ ଉପକୂଳ ଲୋକମାନଙ୍କ ଧନ ଜୀବନ ସୁରକ୍ଷା ନିମନ୍ତେ ସୃଷ୍ଟିକର୍ତ୍ତା ହେନ୍ତାଳ ଜଙ୍ଗଲ ସୃଷ୍ଟି କରିଥିଲେ। ମାତ୍ର ଜନବସତି ସ୍ଥାପନ, ଚିଙ୍ଗୁଡ଼ି ଚାଷ, ହୋଟେଲ, ଉଚ୍ଚ ଅଟ୍ଟାଳିକା ଓ ଶିଳ୍ପ…
Read More...

ବ୍ୟବସାୟ କବଳରେ ମୃତ୍ୟୁର ଇଲାକା

ପ୍ରଭାସ ଆଚାର୍ଯ୍ୟ ପର୍ବତାରୋହୀ ଏଡମଣ୍ଡ ହିଲାରୀ ଓ ତେନ୍‌ଜିଙ୍ଗ ନର୍ଗେ ୧୯୫୩ ମସିହାରେ ଏଭରେଷ୍ଟ ପର୍ବତାରୋହଣ କରି ବିଶ୍ବରେ ଏକ କୀର୍ତ୍ତିମାନ ସ୍ଥାପନ କରିବା ପରଠାରୁ ଏଭରେଷ୍ଟ ଶୃଙ୍ଗ ସମଗ୍ର ବିଶ୍ବର ପର୍ବତାରୋହଣ…
Read More...

ପାଦ ମୋଡି ହୋଇ ଯାଇଛି କି ? ଆପଣାନ୍ତୁ ଏହି ଉପାୟ

ପାଦ ମୋଡି ହୋଇଗଲେ ବା ମକଚି ହୋଇଗଲେ ଅନେକ କଷ୍ଟ ହୋଇଥାଏ। ଚାଲିବାରେ ଅସୁବିଧା ଓ କଷ୍ଟ ହୋଇଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମେ ଅନେକ ଔଷଧ ଖାଇଥାଉ। କିନ୍ତୁ ଔଷଧ ନ ଖାଇ କିଛି ଘରୋଇ ଉପାୟ ଆପଣେଇବା ଦ୍ବାରା…
Read More...

ଖରା ଦିନେ ଗରମ ପାଣିରେ ଗାଧୋଇବା ଅନୁଚିତ୍, ଜାଣନ୍ତୁ ଏହାର କାରଣ

ଖରା ଦିନେ ଗରମ ପାଣିରେ ଗାଧୋଇବା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଏହାଦ୍ବାରା ଶରୀରରେ ଅନେକ ପ୍ରକାରର ସମସ୍ୟା ସୃଷ୍ଟି ହୋଇଥାଏ। ଖରା ଦିନେ ଗରମ ପାଣିରେ ଗାଧୋଇବା ଦ୍ବାରା ଚର୍ମ ଶୁଷ୍କ ହେବା ସହ କେଶରେ ରୂପି ସମସ୍ୟା…
Read More...

ସଧବା ନାରୀଙ୍କ ପାଇଁ ଅନ୍ୟ ଏକ ପରିଚୟ ସୃଷ୍ଟି କରେ ମଙ୍ଗଳସୂତ୍ର

ମଙ୍ଗଳସୂତ୍ର ବୈବାହିକ ଜୀବନର ଏକ ବଡ ପ୍ରତୀକ ଅଟେ। ଏହାକୁ ସଧବା ନାରୀମାନଙ୍କର ପରିଚୟ ବୋଲି କୁହାଯାଏ। ମଙ୍ଗଳସୂତ୍ର ବିନା ମହିଳାଙ୍କ ଶୃଙ୍ଗାର ଅସମ୍ପୂର୍ଣ୍ଣ ବୋଲି କୁହାଯାଇଛି। ସମସ୍ତ ସଧବା ନାରୀଙ୍କ ପାଇଁ…
Read More...

ଟିପ୍ପରକୁ ପଛ ପଟୁ ପିଟିଲା କାର, ସ୍ବାମୀ ମୃତ ଓ ସ୍ତ୍ରୀ ଗୁରୁତର

କାମାକ୍ଷାନଗର : କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ରାୟନୃସିଂହପୁର ପଞ୍ଚାୟତର ଗୋଦରୀ ବିଲ ଠାରେ ଏକ ସଡକ ଦୁର୍ଘଟଣା ହୋଇଛି। କାମାଖ୍ୟାନଗର-ଢେଙ୍କାନାଳ ମୁଖ୍ୟରାସ୍ତାରେ ଗୁରୁବାର ସକାଳେ ରାସ୍ତାରେ ଠିଆ ହୋଇଥିବା ଟିପ୍ପରକୁ…
Read More...

ପ୍ରାତଃ କାଳରେ ଈଶ୍ବରଙ୍କ ପୂଜା କରିବାର ତାତ୍ପର୍ଯ୍ୟ

ଭଗବାନଙ୍କୁ ପୂଜା ଓ ଧ୍ୟାନ କରିବାର ପ୍ରକୃଷ୍ଟ ସମୟ ହେଉଛି ବ୍ରହ୍ମ ମୁହୂର୍ତ୍ତ। ଏହି ମୁହୂର୍ତ୍ତରେ ପୂଜା କରିବା ଦ୍ବାରା ଈଶ୍ବରଙ୍କ ଆଶୀର୍ବାଦ ମିଳିଥାଏ। ଏହାସହ ଭକ୍ତଙ୍କ ମନ ଶାନ୍ତି ରହିଥାଏ। ତେଣୁ ପ୍ରାତଃ ସମୟରେ…
Read More...

ଶିଶୁର ମୃତଦେହକୁ ଟାଣି ଖାଇଲେ କୁକୁର

ସୋର : ସୋର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମ୍ମୁଖରେ ନବଜାତ ଶିଶୁର ମୃତଦେହକୁ କୁକୁର ଟାଣି ଖାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଶିଶୁର ମୃତଦେହକୁ ପୁଲିସ ସ୍ବାସ୍ଥ୍ୟ କେନ୍ଦ୍ର ସମ୍ମୁଖରୁ ଉଦ୍ଧାର କରିଛି। ତେବେ ମୃତଦେହ…
Read More...

ଜିଓ ଗ୍ରାହକ ବିଶ୍ୱ କପ୍‌ କ୍ରିକେଟର ସିଧା ପ୍ରସାରଣ ମାଗଣାରେ ଦେଖିପାରିବେ !

ନୂଆଦିଲ୍ଲୀ . - କ୍ରିକେଟ ପ୍ରେମୀଙ୍କ ପାଇଁ ଜିଓ ଏକ ନୂଆ ଅଫର୍‌ ଘୋଷଣା କରିଛି । ବିଶ୍ୱ କପ୍‌ ସବୁ ମ୍ୟାଚ୍‍କୁ ଜିଓ ବ୍ୟବହାରକରୀମାନେ ମାଗଣା ସିଧା ପ୍ରସାରଣ (ଲାଇଭ୍‍) ଦେଖିପାରିବେ । ଏହା ସହ ମାଇ ଜିଓ ଆପ୍‍ ଯୋଗେ…
Read More...

୧୬୬ଟି ଅନୁଷ୍ଠାନକୁ ପ୍ରକୃତି ମିତ୍ର ଓ ୧୬୫ ଜଣଙ୍କୁ ପ୍ରକୃତିବନ୍ଧୁ ସମ୍ମାନ

ଭୁବନେଶ୍ୱର, .- ସମଗ୍ର ବିଶ୍ୱରେ ଆଜି ବିଶ୍ୱ ପରିବେଶ ଦିବସ ପାଳିତ ହେଉଛି । ଆମର ଜୈବ ବିବିଧତା ଓ ପରିବେଶର ସୁରକ୍ଷା, ପ୍ରାକୃତିକ ଦୁର୍ବିପାକ ଓ ମନୁଷ୍ୟକୃତ ପ୍ରଦୂଷଣ ହ୍ରାସ, ଜଳବାୟୁ ପରିବର୍ତ୍ତନ, ତାପମାନ ବୃଦ୍ଧି,…
Read More...

ବିଶ୍ୱକପ୍‌ କ୍ରିକେଟ- ଭାରତ, ଦକ୍ଷିଣ ଆଫ୍ରିକା ମ୍ୟାଚ, ଟସ୍‌ ଜିତି ବ୍ୟାଟିଂ ନିଷ୍ପତି ନେଲା ଦକ୍ଷିଣ ଆଫ୍ରିକା

ସାଉ . - ବିଶ୍ୱକପ୍‌ କ୍ରିକେଟରେ ଭାରତର ତାହାର ଅଭିଯାନ ଆରମ୍ଭ କରିଛି। ପ୍ରଥମ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ସାମ୍ନା କରୁଛି ଭାରତ । ଦକ୍ଷିଣ ଆଫ୍ରିକା ଟସ୍‌ ଜିତି ବ୍ୟାଟିଂ ନିଷ୍ପତି ନେଇଛି । ଭାରତର ଅଧିନାୟକ ବିରାଟ…
Read More...

ଲୁଟ୍ ଉଦ୍ୟମ ବେଳେ ଟ୍ରକ ତଳେ ଚାପି ହୋଇ ଲୁଟେରା ମୃତ

ରାଉରକେଲା : ରାଉରକେଲାର ବାଗଡେଗା ଘାଟିରେ ଲୁହା ବୋଝେଇ ଟ୍ରକରୁ ଲୁଟ କରିବାକୁ ଉଦ୍ୟମ କରୁଥିବା ବେଳେ ଜଣେ ଲୁଟେରାଙ୍କ ମୃତ୍ୟୁ ହୋଇଛି। ଏହାସହ ୩ଜଣ ଲୁଟେରା ଆହତ ମଧ୍ୟ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ…
Read More...

୪୭ ବର୍ଷରେ ପାଦ ଦେଲେ ଯୋଗୀ , ଶୁଭେଚ୍ଛା ଜଣାଇଲେ ମୋଦୀ ଓ ଶାହ

ନୂଆଦିଲ୍ଲୀ . - ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ତାଙ୍କର ଜନ୍ମଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହା ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଦେବା…
Read More...

ଆସିକା ବିଧାନସଭା ପ୍ରାର୍ଥୀ ମନୋଜ ଜେନା ହତ୍ୟା ଘଟଣା; ଆଉ ୫ଅଭିଯୁକ୍ତ ଗିରଫ

ବ୍ରହ୍ମପୁର : ଆସିକା ବିଧାନସଭା ପ୍ରାର୍ଥୀ ମନୋଜ ଜେନା ହତ୍ୟା ଘଟଣାରେ ବ୍ରହ୍ମପୁର ପୁଲିସ ଆଉ ୫ଜଣ ଅଭିଯୁକ୍ତଙ୍କୁ ବୁଧବାର ଗିରଫ କରିଛି । ସେମାନେ ହେଲେ ଆସିକା ଅଞ୍ଚଳର ଆନନ୍ଦ ସ୍ୱାଇଁ, ଶଙ୍କର ରାଉତ, ଶିବରାମ ବେହେରା,…
Read More...

ଝାରସୁଗୁଡାରୁ ଆରମ୍ଭ ହେଲା ବିମାନ ସେବା

ଝାରସୁଗୁଡ଼ା : ଝାରସୁଗଡାରୁ ଭୁବନେଶ୍ୱର ଓ ଝାରସୁଗୁଡ଼ାରୁ ରାୟପୁରକୁ ବିମାନ ସେବା ଆରମ୍ଭ ହୋଇଛି। ଝାରସୁଗୁଡ଼ା ବୀର ସୁରେନ୍ଦ୍ରସାଏ ଏୟାରପୋର୍ଟରୁ ସ୍ପାଇସଜେଟ୍‌ ସଫଳ ହେବା ପରେ ଉଡାନ-୩ ଯୋଜନାରେ ବୁଧବାର ଠାରୁ ଏଲାୟନ୍ସ…
Read More...

ପରିବେଶ ଅନୁଚିନ୍ତା

ଦିବସପାଳନ ପଛରେ କିଛି ନିର୍ଦିଷ୍ଟ ମହତ୍‌ ଉଦ୍ଦେଶ୍ୟ ଥାଏ। ସେହି ଉଦ୍ଦେଶ୍ୟକୁ ଭୁଲିଯାଇ ଏହାକୁ କେବଳ ଔପଚାରିକ ଦୃଷ୍ଟିରୁ ପାଳନ କଲେ ତାହାର କିଛି ଅର୍ଥ ରହେନାହିଁ। ଆଜି ଆନ୍ତର୍ଜାତିକ ପରିବେଶ ଦିବସ ପାଳିିତ ହେଉଛି।…
Read More...

ଅଣାୟତ୍ତ ବ୍ୟାଙ୍କ ଠକେଇ

ବ୍ୟାଙ୍କ ସମୂହ ଗୋଟିଏ ଦେଶର ଅର୍ଥ ବ୍ୟବସ୍ଥାର ଏକ ପ୍ରମୁଖ ଆଧାର ଯାହା ଅର୍ଥ ସଂଚୟ ଓ ଲଗାଣ ମାଧ୍ୟମରେ ଅର୍ଥନୀତିକୁ ସଂଚାଳିତ ଏବଂ ସୁଦୃଢ଼ କରିଥାଏ। ଏହା ମଧ୍ୟ ସର୍ବସାଧାରଣଙ୍କ ଜମା ଅର୍ଥର ସୁରକ୍ଷା କରେ। ଦୁର୍ଭାଗ୍ୟର…
Read More...

ସରକାର ଆଗରେ ସମସ୍ୟାର ପାହାଡ଼

ପ୍ରଦୋଷ ପଟ୍ଟନାୟକ ​‌ ବିଶ୍ବର ବୃହତ୍ତମ ଗଣତନ୍ତ୍ରର ସାଧାରଣ ନିର୍ବାଚନରେ ଜନସାଧାରଣଙ୍କଠାରୁ ବିପୁଳ ସମର୍ଥନ ହାସଲ କରି ବିଜେପି ନେତୃତ୍ବାଧୀନ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ପୁଣି କ୍ଷମତାସୀନ ହୋଇଛି। ଏହି…
Read More...

ଉତ୍ତପ୍ତ ପୃଥିବୀ ଓ ଶୀତଳ ଚିନ୍ତନ

ପ୍ରଫୁଲ୍ଲ ସାମନ୍ତରା ଆଜିର ଦିନରେ ଗାଁ, ସହର, ସମୁଦ୍ର କୂଳ, ପାହାଡ଼ ଗ୍ରୀଷ୍ମର ପ୍ରକୋପରେ ଅତିଷ୍ଠ। ଓଡ଼ିଶାର ପୁରପଲ୍ଲୀ ସମେତ ରାଜଧାନୀ ଏବେ ତତଲା କଡ଼େଇରେ ଯେପରି ଭାଜି ହେଉଛି। ଅସମୟ ବର୍ଷା , ଅଶାତୀତ ଶୀତ, ବର୍ଷା…
Read More...

କୁଳଡିହା ଅଭୟାରଣ୍ୟରୁ ହାତୀର ମୃତଦେହ ଉଦ୍ଧାର

ନୀଳଗିରି : କୁଳଡିହା ଅଭୟାରଣ୍ୟରୁ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଛି। ହାତୀର ଦୁଇ ଦାନ୍ତ ନ ଥିବା ଦେଖିବାକୁ ମିଳିଛି। ତେବେ ଦୁର୍ବୃତ୍ତମାନେ ଦାନ୍ତ ପାଇଁ ହାତୀକୁ ମାରିଥିବା ସନ୍ଦେହ କରାଯାଉଛି। ଖବର ପାଇ ବନ…
Read More...

ପୋଖରୀରେ ବୁଡି ଜଣେ ନାବାଳିକା ମୃତ, ୨ଗୁରୁତର

ନୂଆପଡା : ପୋଖରୀରେ ବୁଡି ଜଣେ ନାବାଳିକାଙ୍କ ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି। ଏପରି ଦୁଃଖଦ ଘଟଣା ନୂଆପଡା ଜିଲାର ବୋଡେନ୍ ଥାନା ନିକଟ ଧରଣୀମାଲ ଗ୍ରାମରେ ଘଟିଛି। ୨ଜଣ ଗୁରୁତର ନାବାଳିକାଙ୍କୁ ଉଦ୍ଧାର…
Read More...

ମୋବାଇଲ ଫାଟି ଯୁବକ ଗୁରୁତର

ନବରଙ୍ଗପୁର : ନବରଙ୍ଗପୁର ଜିଲା ଝରିଗାଁ ବଡପାଲିଆ ଗ୍ରାମରେ ମୋବାଇଲ ବ୍ୟାଟେରୀ ଫାଟି ଜଣେ ଯୁବକ ଗୁରୁତର ହୋଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଉମରକୋଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି…
Read More...

ଦେହରେ କିରାସିନି ଢାଳି ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ଭଦ୍ରକ : ଭଦ୍ରକ ଜିଲା ସାନକୃଷ୍ଣପୁର ଗ୍ରାମରେ ଜଣେ ମହିଳା ଦେହରେ କିରାସିନି ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ମହିଳାଙ୍କ ଶରୀରର ପ୍ରାୟ  ୯୦ପ୍ରତିଶତ ଜଳି ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ କଟକ…
Read More...

ବଡ ଭାଇକୁ କଟୁରୀରେ ହାଣି ହତ୍ୟା କଲା ସାନ ଭାଇ

ନୟାଗଡ : ନୟାଗଡ ଜିଲା ଶରଣକୁଳ ଥାନା ଚଢେୟାପଲ୍ଲୀ ଗ୍ରାମରେ ବଡ ଭାଇକୁ କଟୁରୀରେ ହାଣି ସାନ ଭାଇ ହତ୍ୟା କରିଛି। ବଡ ଭାଇ ଛାତରେ ଶୋଇଥିବା ବେଳେ ସାନ ଭାଇ ତାଙ୍କୁ କଟୁରୀରେ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ବଡ…
Read More...

ଆଜି ସାରା ରାଜ୍ୟରେ ପାଳନ ହେଉଛି ‘ଇଦ୍ ଉଲ୍ ଫିତର’

ଭୁବନେଶ୍ବର : ମୁସଲମାନ ସମ୍ପ୍ରଦାୟର ପବିତ୍ର ‘ଇଦ୍’ ବୁଧବାର ସାରା ରାଜ୍ୟରେ ପାଳନ ହେଉଛି। ଏଥିପାଇଁ ସାରା ସହର ଚଳଚଞ୍ଚଳ ହୋଇ ଉଠିଛି। ମସଜିଦ୍‌ରେ ସମୂହ ନମାଜ ପାଠ ପାଇଁ ଭିଡ ଜମିଛି। ମସଜିଦକୁ ରଙ୍ଗୀନ ଆଲୋକମାଳରେ ସଜା…
Read More...

ମହିଳାଙ୍କୁ ମାଡ ମାରିବା ଅଭିଯୋଗରେ ଯୁବକ ଗିରଫ

ବିନିକା : ବିନିକାରେ ମହିଳାଙ୍କୁ ମାଡ ମାରିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ବିନିକା ସ୍ଥିତ ଶାହାଜବାହାଲ ଗ୍ରାମରେ ନଳକୂପରେ ଗାଧୋଇବାକୁ କେନ୍ଦ୍ର କରି ଏହି ଗଣ୍ଡଗୋଳ ହୋଇଛି। ଜଣେ ମହିଳା ନକକୂପରେ ଗାଧୋଉ…
Read More...

ଜୁନ୍‌ ୬ ତାରିଖରେ କର୍ଣ୍ଣାଟକର ସମସ୍ତ ମନ୍ଦିରରେ ରାଜ୍ୟ ସରକାର କରିବେ ବରୁଣ ପୂଜାର ଆୟୋଜନ

ବେଙ୍ଗାଲୁର . - କର୍ଣ୍ଣାଟକରେ ଏବେ ମରୁଡି ପରିସ୍ଥିତି ଦେଖାଦେଇଛି । ଏବେ କୌଣସି ଜଳାଶୟରେ ଆବଶ୍ୟକୀୟ ମାତ୍ରାରେ ପାଣି ନାହିଁ । ଜମିରେ ଜଳସେଚନର ସୁବିଧା ହୋଇ ପାରୁ ନାହିଁ । ଏହି ଜଳସଙ୍କଟ ସମସ୍ୟାରୁ ମୁକ୍ତି ପାଇବା…
Read More...

ଜୟ ଶ୍ରୀରାମ ପତ୍ର ବଦଳରେ ଟିଏମ୍‌ସି କାର୍ଯ୍ୟକର୍ତ୍ତା ପଠାଉଛନ୍ତି ଏହି ପତ୍ର

କୋଲକତା .- ପଶ୍ଚମିବଙ୍ଗରେ ଏବେ ରାଜନୀତି ବେଶ୍‌ ସରଗରମ । ସାଧାରଣ ନିର୍ବାଚନ ସମୟରେ ବିଜେପି ଓ ତୃଣମୂଳ କଂଗ୍ରେସ ମଧ୍ୟରେ ସିଧାସଳଖ ପ୍ରତିଦ୍ୱନ୍ଦିତା ହୋଇଥିଲା । ବିଜେପିର ତତ୍‌କାଳୀନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ…
Read More...

ନିଜ ପୁଅର ପରାଜୟ ପାଇଁ ସଚୀନ୍‌ ପାଇଲଟଙ୍କୁ ଦୋଷ ଦେଲେ ଅଶୋକ ଗେହଲଟ୍‌

ଜୟପୁର . - ଚଳିତ ସାଧାରଣ ନିର୍ବାଚନରେ ରାଜସ୍ଥାନରେ ବିଜେପି ଭଲ ପ୍ରଦର୍ଶନ କରିଛି । ରାଜସ୍ଥାନର ୨୫ରୁ ୨୫ ଆସନରେ ବିଜେପି ପ୍ରାର୍ଥୀ ବିଜୟଲାଭ କରିଛନ୍ତି । ରାଜ୍ୟର ଶାସନଭାର କଂଗ୍ରେସ ହାତରେ ଥିଲେ ମଧ୍ୟ ଏବେ ସେଠାରେ…
Read More...

୧୦ ଜଣ ମୋଷ୍ଟ ଓ୍ୱାଣ୍ଟେଡ୍‌ ଆତଙ୍କବାଦୀଙ୍କ ନାମ ପ୍ରକାଶ କଲା କେନ୍ଦ୍ର ଗୃହ ମନ୍ତ୍ରାଳୟ

ନୂଆଦିଲ୍ଲୀ . - କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ କାଶ୍ମୀରରେ ସକ୍ରିୟ ୧୦ ଜଣ କୁଖ୍ୟାତ ଆତଙ୍କବାଦୀଙ୍କ ପ୍ରକାଶ କରାଯାଇଛି । ଏମାନଙ୍କୁ ମୋଷ୍ଟ ଓ୍ୱାଣ୍ଟେଡ୍‌ ତାଲିକାର ଏ++ ତାଲିକାରେ ରଖାଯାଇଛି । ଏମାନେ ୨୦୧୦ରୁ…
Read More...

ଓଡିଆ ପାଣିପାଗ ବିଜ୍ଞାନୀ ମୃତ୍ୟୁଞ୍ଜୟ ମହାପାତ୍ର ହେଲେ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦେଶକ

ନୂଆଦିଲ୍ଲୀ . -ଓଡିଆ ପାଣିପାଗ ବିଜ୍ଞାନୀ ମୃତ୍ୟୁଞ୍ଜୟ ମହାପାତ୍ର ଭାରତୀୟ ପାଣିପାଗ ବିଭାଗର ମହାନିର୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି । ଅଗଷ୍ଟମାସ ଏକ ତାରିଖରୁ ସେ (ଆଇଏମ୍‌ଡି )(ଡିଜି) ଭାରତୀୟ ପାଣିପାଗ ବିଭାଗର…
Read More...

ପନିର ଦହିବରା

ଆବଶ୍ୟକ ସାମଗ୍ରୀ : ପନୀର -୨୦୦ଗ୍ରାମ୍‍ ଆଳୁ(ସିଝା) -୨ଟି ଅଦା - ଅଧା ଇଞ୍ଚ ଲୁଣ - ସ୍ୱାଦ ଅନୁସାରେ କଞ୍ଚା ଲଙ୍କା -୧ଟି ତେଲ (ଛାଣିବା ପାଇଁ) ସଜାଇବା ପାଇଁ : ଦହି - ୪କପ୍‍ ମିଠା ଚଟଣି - ୧କପ୍‍ ଜିରା…
Read More...

ମହିଳାଙ୍କ ଏହି ଭୁଲ ସ୍ୱାମୀ ଓ ପିଲାଙ୍କ ଭାଗ୍ୟ ଖରାପ କରିଥାଏ

ଘରର ଭାଗ୍ୟ ମହିଳାଙ୍କ ଉପରେ ନିର୍ଭର କରିଥାଏ। ମହିଳାମାନେ ଯେପରି କାର୍ଯ୍ୟ କରିବେ ତାର ପ୍ରଭାବ ପରିବାର ସଦସ୍ୟଙ୍କ ଉପରେ ପଡିଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ମହିଳାମାନେ ଘରେ ଅନେକ ଦିଗ ପ୍ରତି ଧ୍ୟାନ ଦେବା ଉଚିତ।…
Read More...

ବାତ୍ୟା ଦୁର୍ଗତଙ୍କ ବିଜୁଳି କଷ୍ଟ

ଫଣି ବାତ୍ୟାର ଏକମାସ ପରେ ମଧ୍ୟ ସର୍ବାଧିକ କ୍ଷତିଗ୍ରସ୍ତ ପୁରୀ ଜିଲାର ଲୋକଙ୍କୁ ବିଜୁଳିଯୋଗାଣ ସ୍ବାଭାବିକ ହୋଇପାରିନାହିଁ। ଏବେ ମଧ୍ୟ ଜିଲାର ୪୦ଭାଗ ଅଞ୍ଚଳରେ ବିଜୁଳି ପୁନଃଯୋଗାଣ ସମ୍ଭବ ହୋଇନି। ଏହାଛଡ଼ା ଅନ୍ୟାନ୍ୟ…
Read More...

ଦେଶରେ ନିଯୁକ୍ତି ସଂକଟ

ଜନ ବିସ୍ଫୋରଣ ଅନେକ ସମସ୍ୟା ସୃଷ୍ଟି କରେ। ଲୋକସଂଖ୍ୟା ଅପ୍ରତ୍ୟାଶିତ ଭାବେ ବଢ଼ିଲେ ସାମାଜିକ, ଆର୍ଥିକ ସମସ୍ୟା ଉତ୍କଟ ହୁଏ। ଭାରତରେ ଜନସଂଖ୍ୟା ଜ୍ୟାମିତିକ ହାରରେ ବୃଦ୍ଧି ପାଉଛି। ଜନସଂଖ୍ୟା ନିୟନ୍ତ୍ରଣ ପାଇଁ ସରକାର…
Read More...

ଓଡ଼ିଶା ପ୍ରଦେଶ କଂଗ୍ରେସ ଓ ପାଳଭୂତ

ହେମନ୍ତ କୁମାର ପଣ୍ଡା ଗଣତନ୍ତ୍ରରେ ବିରୋଧୀଦଳର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ବିରୋଧୀଦଳ ସରକାରଙ୍କୁ ଠିକଣା ବାଟରେ ଶାସନ କାର୍ଯ୍ୟ ପରିଚାଳନା କରିବା ପାଇଁ କେବଳ ଚାପ ସୃଷ୍ଟି କରିଥାଏ, ଏହା ନୁହେଁ; ବରଂ…
Read More...

ବିପଦ କାଳରେ ଭ୍ରାତୃଭାବ

ଅରବିନ୍ଦ ବେହେରା ବାତ୍ୟା ‘ଫଣି’ ଓଡିଶା ଉପକୂଳ ଛୁଇଁବାର ଏକମାସ ବିତିଗଲାଣି। ଏହାର ପ୍ରଭାବରେ ଓଡିଶାର ଅନେକ ସହର ଓ ସହସ୍ରାଧିକ ଗାଁରେ ବିପର୍ଯ୍ୟସ୍ତ ହୋଇଥିବା ଜନଜୀବନ କ୍ରମେ ଫେରି ଆସୁଛି ସ୍ବାଭାବିକତା ଆଡକୁ।…
Read More...

ଏମାନେ ଆମ୍ବ ଖାଇବା ଅନୁଚିତ୍

ଫଳର ରାଜା ଆମ୍ବକୁ ଅଧିକ ଲୋକ ଖାଇବାକୁ ପସନ୍ଦ କରିଥାଆନ୍ତି। ଆମ୍ବରେ ଭିଟାମିନ-ଏ, କପର, ଆଇରନ ଓ ପୋଟାସିୟମ ଭରପୂର ମାତ୍ରାରେ ରହିଛି। କିନ୍ତୁ ଆମ୍ବ ସମସ୍ତଙ୍କ ପାଇଁ ଲାଭଦାୟକ ନୁହେଁ। ଆମ୍ବ ଖାଇବା ଦ୍ବାରା ଅନେକଙ୍କ…
Read More...

ମାଓ ମୁକାବିଲା ପାଇଁ ପୁଲିସ ମହାନିର୍ଦେଶକଙ୍କ ସମୀକ୍ଷା ବୈଠକ

ଭବାନୀପାଟଣା : ମାଓ ମୁକାବିଲା ନେଇ ମଙ୍ଗଳବାର ବରିଷ୍ଠ ପୁଲିସ ଅଧିକାରୀମାନେ ସମୀକ୍ଷା କରିଛନ୍ତି। କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ରାୟଗଡା, ନୂଆପଡା ଓ ରାୟଗଡାର ବାଲିଗୁଡା ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ଓ…
Read More...

ଜାଣନ୍ତୁ, ମନିପ୍ଲାଣ୍ଟ ଗଛ ଲଗାଇବାର ସଠିକ୍‌ ଦିଗ

ଘରେ ଧନର ବୃଦ୍ଧି ପାଇଁ ମନିପ୍ଲାଣ୍ଟ ଗଛ ଲଗାଇ ଥାନ୍ତି। ମନିପ୍ଲାଣ୍ଟ ଗଛ ଲଗାଇବା ଦ୍ୱାରା ଘରେ ସୁଖ ଶାନ୍ତିର ବାତାବରଣ ସୃଷ୍ଟି ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଘରେ ମନିପ୍ଲାଣ୍ଟ ଗଛ ଠିକ ଦିଗରେ ନ ରଖିବା ଦ୍ୱାରା…
Read More...

ଆର୍‌ଏମ୍‌ସି ମାର୍କେଟ କମ୍ପ୍ଲେକ୍ସ ପରିସରରେ ବିସ୍ଫୋରଣ

ଭଦ୍ରକ : ଭଦ୍ରକ ସ୍ଥିତ ଆର୍‌ଏମ୍‌ସି ମାର୍କେଟ କମ୍ପ୍ଲେକ୍ସ ପରିସରରେ ବିସ୍ଫୋରଣ ଘଟିଛି। ମଙ୍ଗଳବାର ମାର୍କେଟ କମ୍ପ୍ଲେକ୍ସ ପରିସରରେ ଥିବା ୧୩୦ ଟନ୍ ବ୍ଲିଚିଂ ପାଉଡର ଥିବା ୩ଟି ରୁମରେ ବିସ୍ଫୋରଣ ହୋଇଛି। ତେବେ…
Read More...

୪ଟି ଜିଲାରେ ଘଡଘଡି ସହ ବର୍ଷା ସମ୍ଭାବନା; ପାଣିପାଗ ବିଭାଗ

ଭୁବନେଶ୍ବର : ରାଜ୍ୟର କିଛି ଜିଲାରେ ମଙ୍ଗଳବାର ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ପବନ ବହିବ ବୋଲି ମଧ୍ୟ ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ରାଜ୍ୟର…
Read More...