ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବେ ମମତା!

ନୂଆଦିଲ୍ଲୀ : ଟିଏମସି-ବିଜେପି ପ୍ରବଳ ବିରୋଧାଭାଷ ପରେ ମଧ୍ୟ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏନଡିଏ ସଂସଦୀୟ ଦଳ ନେତା ନରେନ୍ଦ୍ର ମୋଦୀଙ୍କ ଶପଥଗ୍ରହଣ ଉତ୍ସବରେ ଯୋଗଦେବା ନେଇ ସୂଚନା ଦେଇଛନ୍ତି। ଏହାକୁ…
Read More...

ବିଏସପି ନେତାଙ୍କୁ ହତ୍ୟା; ମିଠା ପ୍ୟାକେଟରେ ଥିଲା ବନ୍ଧୁକ

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ବିଜନୌରରେ ବିଏସପି ନେତା ହାଜି ଏହସାନ ଓ ତାଙ୍କ ଭଣଜା ଶାଦାବଙ୍କୁ ଦୁବୃତ୍ତ ଗୁଳିକରି ହତ୍ୟା କରିଛନ୍ତି। ମଙ୍ଗଳବାର ଅପରାହ୍ନରେ ଏହି ଘଟଣା ଘଟିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ…
Read More...

ଲୋକସଭା ନିର୍ବାଚନ ଫଳାଫଳ ପ୍ରଭାବ; ବିଜେପିରେ ଯୋଗଦେଲେ ଟିଏମସିର ୨ବିଧାୟକ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନ ଫଳାଫଳ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବଡ ଝଟକା ଦେଇଛି। ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସର ୨ ଓ ସିପିଏମର ଜଣେ ବିଧାୟକ ଭାରତୀୟ ଜନତା ପାର୍ଟିରେ ଯୋଗ…
Read More...

ପ୍ରଥମ ଥରପାଇଁ ଏମ୍‌ଆଇ ୧୭ଭି୫ ହେଲିକପ୍ଟରକୁ ଚଳାଇଲେ ବାୟୁସେନାର ମହିଳା ସଦସ୍ୟ

ନୂଆଦିଲ୍ଲୀ . - ଏବେ ମହିଳାମାନେ କୌଣସି କ୍ଷେତ୍ରରେ ପୁରୁଷଙ୍କଠାରୁ ପଛରେ ନାହାନ୍ତି। ଅନେକ କ୍ଷେତ୍ରରେ ଏମାନେ ପୁରୁଷଙ୍କଠାରୁ ଆଗରେ । ବାୟୁସେନାର ଏମ୍‌ଆଇ ୧୭ଭି୫ ଯୁଦ୍ଧ ହେଲିକାପ୍ଟରକୁ ବାୟୁସେନାର ମହିଳା ସଦସ୍ୟମାନେ…
Read More...

ଟାଟା ଟିୟାଗୋରେ ଯୋଡିହେଲା ନୂଆ ଫିଚର

ନୂଆଦିଲ୍ଲୀ : ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ଟାଟା ନିଜର ହେଚବ୍ରେକ କାର ଟାଟା ଟିୟାଗୋରେ ନୂଆ ଅତ୍ୟାଧୁନିକ ସୁବିଧା ଯୋଡାଯାଇଛି। ଏହି କାରରେ ନୂତନ ଭାବରେ ସୁରକ୍ଷା ବ୍ୟବସ୍ଥା ଯୋଡାଯାଇଛି। ଟାଟା ଟିୟାଗୋ ଭାରତରେ ନ୍ୟୁ…
Read More...

ମୃତ୍ୟୁର ଅନ୍ତିମ ଶିଖର

ଏବେ ଚାଲିଥିବା ଏଭରେଷ୍ଟ ଆରୋହଣ ଋତୁ ସବୁଠୁ ଭୟାନକ ସାବ୍ୟସ୍ତ ହୋଇଛି। ଏଯାଏ ବିଶ୍ବର ଏହି ସର୍ବୋଚ୍ଚ ଗିରିଶୃଙ୍ଗରେ ୧୦ଜଣ ପର୍ବତାରୋହୀଙ୍କର ମୃତ୍ୟୁ ଘଟିଲାଣି। ଏହାଛଡ଼ା ଆରୋହଣ ଓ ଅବତରଣ ଅଭିଯାନରେ ଆମ ଓଡ଼ିଶାର…
Read More...

ଏ ସ୍ବୀକାରୋକ୍ତି ଯଥେଷ୍ଟ ନୁହେଁ

ପ୍ରମୁଖ ରାଜନୈତିକ ଦଳମାନେ ସେମାନଙ୍କର ରାଜନୈତିକ ବିପର୍ଯ୍ୟୟଜନିତ କାରଣଗୁଡ଼ିକୁ ନିଜନିଜର ଦଳୀୟ ମଞ୍ଚ କିମ୍ବା ସାଂଗଠନିକ ସ୍ତରରେ ସୀମିତ ରଖି ଲୋକଙ୍କୁ ଏ ବିଷୟରେ ଅବଗତ ନ’କରିବା ଅନୁଚିତ। ଜନତା ବା ଭୋଟର ହିଁ…
Read More...

ପଦୋନ୍ନତି ଓ ଆତ୍ମୋନ୍ନତି

ବ୍ରହ୍ମଚାରୀ ସତ୍ୟଚୈତନ୍ୟ କର୍ମ କ୍ଷେତ୍ରରେ ମଣିଷ ବେଳେବେଳେ ନିଜ ପଦରୁ ଉପର ପାହ୍ୟାକୁ ଯାଏ। ଏହାର ନାମ ପଦୋନ୍ନତି ବା ପ୍ରମୋସନ। ପଦୋନ୍ନତିରେ ବ୍ୟକ୍ତିର ଯୋଗ୍ୟତା, କର୍ମ ଦକ୍ଷତାର ପ୍ରମାଣ ମିଳେ। ତହିଁ ଅନୁପାତରେ…
Read More...

ନବୀନଙ୍କ ପାଇଁ ଶାସନ-ବିରୋଧୀ ତତ୍ତ୍ବ ନଥିଲା

ସତ୍ୟନାରାୟଣ ସାହୁ ୨୩ ମେ ୨୦୧୯ ଭୋଟ ଗଣତି ଦିନ ଭୁବନେଶ୍ବରରେ ଥିଲାବେଳେ କେନ୍ଦ୍ରରେ ବିଜେପି ଶାସନ କ୍ଷମତାକୁ ଫେରୁଥିବା ଧାରା ‘ଟ୍ରେଣ୍ଡ୍’ର ବିପରୀତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ବିଜୁ ଜନତା ଦଳର…
Read More...

ଭୁବନେଶ୍ବରରେ ଚିହ୍ନଟ ହେଲା ୫ଟି ବ୍ଲାକସ୍ପଟ

ଭୁବନେଶ୍ବର : ରାଜଧାନୀ ରାସ୍ତାରେ ବାରମ୍ବାର ଦୁର୍ଘଟଣା ଘଟିବା ପରେ କମିଶନରେଟ ପୁଲିସର ଚିନ୍ତା ବଢିଯାଇଛି। କିଛି ଦିନ ମଧ୍ୟରେ ଦୁର୍ଘଟଣାରେ ଅନେକ ଲୋକଙ୍କ ଜୀବନ ହାନି ଘଟିଛି। ମଙ୍ଗଳବାର ଦିନ କଟକ-ଭୁବନେଶ୍ବର ଭିତର…
Read More...

ରାଜ୍ୟ ସଂଗ୍ରହାଳୟରେ ପ୍ରଦର୍ଶିତ ହେଲା କଳ୍ପନାଙ୍କ ପୋଷାକ

ଭୁବନେଶ୍ବର : ଭୁବନେଶ୍ବର ସ୍ଥିତ ରାଜ୍ୟ ସଂଗ୍ରହାଳୟରେ ମଙ୍ଗଳବାର ସରକାର ପର୍ବତାରୋହିଣୀ କଳ୍ପନା ଦାଶଙ୍କ ସ୍ମୃତିରେ ତାଙ୍କ ପୋଷାକ ପ୍ରଦର୍ଶନ କରିଛନ୍ତି। କଳ୍ପନା ବ୍ୟବହାରର କରିଥିବା ପୋଷାକ ଓ ଉପକରଣ ମଧ୍ୟ ପ୍ରଦର୍ଶିତ…
Read More...

ପିକଅପ୍ ଭ୍ୟାନ ଧକ୍କାରେ ଛାତ୍ର ମୃତ

ଝାରସୁଗୁଡା : ଝାରସୁଗୁଡା ଜିଲା ଅନ୍ତର୍ଗତ କନକତୋରାର ୪୯ନମ୍ବର ଜାତୀୟ ରାଜପଥର ଏକ ଢାବା ନିକଟରେ ମଙ୍ଗଳବାର ଅପରାହ୍ନରେ ସଡକ ଦୁର୍ଘଟଣା ଘଟିଛି। ଟିଉସନ ଘରକୁ ଫେରୁଥିବା ଛାତ୍ରଙ୍କୁ ଏକ ପିକଅପ ଭ୍ୟାନ ଧକ୍କା ଦେଇଛି।…
Read More...

ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ବାମୀ

ପାଟକୁରା : କେନ୍ଦ୍ରାପଡା ଜିଲା ମହାକାଳପଡା ଥାନା ଗୋପାଳପୁର ଗ୍ରାମରେ ଏକ ଦୁଃଖଦନୀୟ ଘଟଣା ଘଟିଯାଇଛି। ସ୍ବାମୀର କାଠ ଫାଳିଆ ମାଡରେ ସ୍ତ୍ରୀର ମୃତ୍ୟୁ ହୋଇଛି। ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ…
Read More...

ଜଙ୍ଗଲରୁ ଦନ୍ତା ହାତୀର ମୃତଦେହ ଉଦ୍ଧାର

ନୟାଗଡ : ନୟାଗଡ ବନଖଣ୍ଡ ପଞ୍ଚରିଡା ବନାଞ୍ଚଳ ଗୋଚ୍ଛା ଜଙ୍ଗଲରେ ଏକ ଦନ୍ତା ହାତୀର ମୃତ୍ୟୁ ହୋଇଛି। ହାତୀଟିର ବୟସ ୭ରୁ ୮ବର୍ଷ ହେବ ବୋଲି ଅନୁମାନ କରାଯାଉଛି। ତେବେ ହାତୀଟିର ମୃତ୍ୟୁ କିପରି ହୋଇଛି ତାହା ସ୍ପଷ୍ଟ ହୋଇ…
Read More...

ସଡକ ଦୁର୍ଘଟଣାରେ ଯୁବକ ମୃତ

ଜୟପୁର : କୋରାପୁଟ ଜିଲାର ପାରାବେଢା ଛକ ନିକଟରେ ମଙ୍ଗଳବାର ସକାଳେ ସଡକ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି। ଯୁବକ ଜଣକ ଜୟପୁରର ପାରାବେଢା ଛକ ନିକଟକୁ ଯାଉଥିବା ବେଳେ ଏକ କ୍ରେନ…
Read More...

ବିଧାୟକ ସୌଭିକ ବିଶ୍ବାଳଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ

ଭୁବନେଶ୍ବର : ବିଜେଡିରୁ ନବ ନିର୍ବାଚିତ କଟକ-ଚୌଦ୍ବାର ବିଧାୟକ ସୌଭିକ ବିଶ୍ବାଳଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ସେ ଓ ତାଙ୍କ ସାଙ୍ଗ କଟକରୁ ଭୁବନେଶ୍ବର ଯାଉଥିବା ବେଳେ ହଂସପାଳ ନିକଟରେ ତାଙ୍କ କାରକୁ ଅନ୍ୟ ଏକ କାର…
Read More...

ବିଦ୍ୟୁତ ଆଘାତରେ ଶ୍ରମିକ ଆହତ

ବାଲେଶ୍ବର : ବାଲେଶ୍ବର ଜିଲାର ଖନ୍ତାପଡା ରେଳ ଷ୍ଟେସନରେ କାର୍ଯ୍ୟ କରୁଥିବା ବେଳେ ବିଦ୍ୟୁତ ଆଘାତରେ ଜଣେ କର୍ମଚାରୀ ଆହତ ହୋଇଛନ୍ତି। ଆହତ କର୍ମଚାରୀ ହେଉଛନ୍ତି ନଇଛଣପୁର ଗ୍ରାମର ଉମେଶ ମଲିକ୍। ସେ କୋଇଲା ବୋଝେଇ…
Read More...

ଟ୍ରକକୁ ପଛରୁ ପିଟିଲା ଆମ୍ବୁଲାନ୍ସ, ୪ ଗୁରୁତର

ସୋର : ବାଲେଶ୍ବର ଜିଲା ସୋର ଥାନା ଅନ୍ତର୍ଗତ ୧୬ନମ୍ବର ଜାତୀୟ ରାଜପଥର ବରଫକଳ ଛକରେ ସୋମବାର ରାତି ଦୁଇଟା ଏକ ସଡକ ଦୁର୍ଘଟଣା ଘଟିଛି। ରୋଗୀ ନେଇ ଯାଉଥିବା ଆମ୍ବୁଲାନ୍ସ ଏକ ପଥର ବୋଝେଇ ଟ୍ରକକୁ ପଛ ପଟୁ ପିଟି ଦେଇଛି।…
Read More...

ଆରଜେଡିରେ ବିଦ୍ରୋହ, ବିଧାୟକ ମାଗିଲେ ତେଜସ୍ୱୀଙ୍କ ଇସ୍ତଫା

ପାଟନା .- ଲୋକସଭା ନିର୍ବାଚନର ଫଳାଫଳ ଘୋଷଣା ପରେ ରାଷ୍ଟ୍ରୀୟ ଜନତା ଦଳରେ ବିଦ୍ରୋହ ଦେଖାଦେଇଛି । ଦଳ ଲୋକସଭା ନିର୍ବାଚନରେ ଗୋଟିଏ ବି ଆସନ ଜିତିପାରି ନାହିଁ । ଏହାପରେ ଦଳରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଦଳର…
Read More...

ତୃଣମୂଳ କଂଗ୍ରେସର ୩ ବିଧାୟକ ବିଜେପିରେ ସାମିଲ ହୋଇ ପାରନ୍ତି.- ସୁତ୍ର

କୋଲକତା . - ପଶ୍ଚିମବଙ୍ଗରେ ଦିଦିଙ୍କର ପ୍ରଭାବ କମୁଥିବା ଦେଖିବାକୁ ମିଳୁଛି । ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ଅଧିକ ନିର୍ବାଚନୀ ହିଂସା ଦେଖିବାକୁ ମିଳିଥିଲା । ହେଲେ ବିଜେପିକୁ ଏଠାର ଭଲ ସଫଳତା ମିଳିଛି । ଚଳିତ…
Read More...

ଓଡିଶାବାସୀ ବାଛିବେ ପରବର୍ତ୍ତୀ ଉତ୍ତରାଧିକାରୀ.- ନବୀନ

ଭୁବନେଶ୍ୱର .- ବିଧାନସଭା ନିର୍ବାଚନରେ ବିଜୁ ଜନତା ଦଳର ବିପୁଳ ବିଜୟ ହୋଇଛି । ସାରା ଦେଶରେ ମୋଦୀ ସୁନାମୀ ଦେଖାଦେଇଥିଲେ ମଧ୍ୟ ବିଧାନସଭା ନିର୍ବାଚନରେ ବିଜେଡି ବେଶ୍‌ ଭଲ ପ୍ରଦର୍ଶନ କରିଛି । ହେଲେ ଲୋକସଭା…
Read More...

ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ସୁନୀଲ ଜାଖର

ଅମୃତସର .- ଅଭିନେତା ସନୀ ଦେଓଲଙ୍କ ଠାରୁ ହାରିବା ପରେ ପଞ୍ଜାବ କଂଗ୍ରେସର ଅଧ୍ୟକ୍ଷ ପଦରୁ ସୁନୀଲ ଜାଖର ଇସ୍ତଫା ଦେଇଛନ୍ତି । ଗୁରୁଦାସପୁର ଲୋକସଭା ଆସନରୁ ଜାଖର କଂଗ୍ରେସର ପ୍ରାର୍ଥୀ ଥିଲେ । ଏହି ଆସନରେ ସନୀ ଦେଓଲ…
Read More...

ସିକ୍କିମର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ ପ୍ରେମ ସିଂ ତମଙ୍ଗ

ଗ୍ୟାଙ୍ଗଟକ .- ସିକ୍କିମର ମୁଖ୍ୟମନ୍ତ୍ରୀ ଭାବେ ପ୍ରେମ ସିଂ ତମଙ୍ଗ ଶପଥ ଗ୍ରହଣ କରିଛନ୍ତି । ସୋମବାରରେ ରାଜ୍ୟପାଳ ଗଙ୍ଗା ପ୍ରସାଦ ଗ୍ୟାଙ୍ଗଟକରେ ଥିବା ପଲଜୋର ଷ୍ଟାଡିୟମରେ ପ୍ରେମ ସିଂ ତମାଙ୍ଗଙ୍କୁ ଶପଥ ଗ୍ରହଣ…
Read More...

ସ୍ବାସ୍ଥ୍ୟ ପାଇଁ ଉପଯୋଗୀ କଲରା

କଲରା ଖାଇବାକୁ ପ୍ରାୟତଃ ସମସ୍ତଙ୍କୁ ଭଲ ଲାଗି ନଥାଏ। ଏହାର ସ୍ବାଦ ପିତା ହୋଇଥିଲେ ମଧ୍ୟ ସ୍ବାସ୍ଥ୍ୟ ପାଇଁ ଉପକାରୀ ଅଟେ। କଲରା ଭଜା, ତରକାରୀ, ଜୁସ ଇତ୍ୟାଦିକୁ ସମସ୍ତେ ସେବନ କରିଥାଆନ୍ତି। କଲରାରେ ପର୍ଯ୍ୟାପ୍ତ…
Read More...

ପତଳା ଦେଖାଯିବାକୁ ଚାହାଁନ୍ତି କି? ତେବେ ଚୟନ କରନ୍ତୁ ଏହି ପ୍ରକାରର ପୋଷାକ

ସବୁ ଝିଅଙ୍କ ଇଚ୍ଛା ଥାଏ ଯେ, ସେମାନେ ସବୁଠାରୁ ସୁନ୍ଦର ଓ ଷ୍ଟାଇଲିସ ଦେଖା ଯାଆନ୍ତୁ। ନିଜର ପୋଷାକ ଓ ଫ୍ୟାଶନକୁ ନେଇ ସବୁ ଝିଅ ଚିନ୍ତିତ ରହିଥାଆନ୍ତି। ଏହାସହ ଝିଅମାନେ ପିନ୍ଧିଥିବା ପୋଷକ ଦ୍ବାରା ମୋଟା ଓ ପତଳା ଦେଖା…
Read More...

ଖରା ଦିନେ କେଶର ସଠିକ୍ ଯତ୍ନ ନେବାର ଉପାୟ

ଖରା ଦିନେ ମୁହଁର ଯତ୍ନ ନେବା ସହ କେଶର ମଧ୍ୟ ଯତ୍ନ ନେବା ଆବଶ୍ୟକ। ଖରାଦିନରେ ଖରା ଓ ପବନରେ ପ୍ରଦୂଷିତ ଧୂଳି ମୁହଁ ଓ କେଶକୁ ଖରାପ କରି ଦେଇଥାଏ। ଏହାଦ୍ବାରା କେଶର ଅନେକ କ୍ଷତି ହୋଇଥାଏ। ଏହାଦ୍ବାରା କେଶରେ ଅନେକ…
Read More...

ଶ୍ରେଷ୍ଠବଳ

ଗୁରୁ କୃପାଚାର୍ଯ୍ୟଙ୍କ ତତ୍ତ୍ବାବଧାନରେ ପାଣ୍ଡବ ଓ କୌରବମାନେ ଏକତ୍ର ଶିକ୍ଷାଲାଭ କରୁଥିଲେ। ପାଣ୍ଡବମାନେ ଶିକ୍ଷାଦୀକ୍ଷାରେ କୌରବମାନଙ୍କଠାରୁ ଢ଼େର ଆଗରେ ଥିଲେ। କୌରବମାନେ ଦୁଷ୍ଟବୁଦ୍ଧି, ଧୂର୍ତ୍ତ ସ୍ବଭାବ ହେତୁ…
Read More...

ପଞ୍ଚମ ପାଳିର ଆହ୍ୱାନ

କ୍ରମାଗତ ୨୦ ବର୍ଷ ଧରି ରାଜ୍ୟବାସୀଙ୍କ ଅକୁଣ୍ଠ ଶ୍ରଦ୍ଧା, ସମର୍ଥନ ଓ ସହଯୋଗର ଅଧିକାରୀ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଓଡ଼ିଶାବାସୀ ଆଉ ୫ ବର୍ଷ ଶାସନ ପାଇଁ ଜନାଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟ ଓ…
Read More...

ଅନିର୍ବାଣ

ଧରଣୀଧର ପାଣିଗ୍ରାହୀ ସ୍ବାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ତିରୋଧାନ ଅର୍ଦ୍ଧ ଶତାବ୍ଦୀରୁ ଅଧିକ କାଳ ହେଲା ହେଲାଣି। ତାଙ୍କର ଅମ୍ଳାନ ସ୍ମୃତି ଏବେ ବି ଜନମାନସରେ ଚିର ଭାସ୍ବର ହୋଇ…
Read More...

ବିଲୁପ୍ତ ପ୍ରାୟ ପ୍ରାଣୀଙ୍କ ସୁରକ୍ଷା ଚିନ୍ତା

ବିଭୂତି ପତି ବିପଦ ପ୍ରବଣ ବନ୍ୟପ୍ରାଣୀ ଓ ଉଦ୍ଭିଦର ଅନ୍ତର୍ଜାତୀୟ ବ୍ୟାପାର(ସିଆଇଟିଇଏସ୍‌) ସଂକ୍ରାନ୍ତ ୧୮ତମ ସମ୍ମିଳନୀ ଶ୍ରୀଲଙ୍କାରେ ଚଳିତ ମେ’ ୨୩ ତାରିଖରୁ ଆସନ୍ତା ଜୁନ୍‌ ୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।…
Read More...

ଡ୍ରାଏ ଫ୍ରୁଟ୍ସ ଓ ଫଳ ସରବତ

ଆବଶ୍ୟକ ସାମଗ୍ରୀ : ସେଓ (କଟା)- ୨ଟି କଦଳୀ – ୨ଟି ଓଟସ୍ – ୧ଚାମଚ ଅଖରୋଟ୍ – ୩ଟି କ୍ଷୀର – ୨କପ୍ ଚାହା ପତି – ୧ ଚାମଚ ଗୁଜୁରାତି ଗୁଣ୍ଡ – ସାମାନ୍ୟ ବରଫ ଖଣ୍ଡ – ୨ଟି ପ୍ରସ୍ତୁତ ପ୍ରଣାଳୀ : ପ୍ରଥମେ…
Read More...

ଜାଣନ୍ତୁ, ଶରୀରରେ ଭିଟାମିନ-ସିର ଅଭାବରେ ହେଉଥିବା ରୋଗ ସମ୍ବନ୍ଧରେ …

ଭିଟାମିନ-ସି ସ୍ବାସ୍ଥ୍ୟ ପାଇଁ ଉତ୍ତମ ଅଟେ। କମଳା, ଲେମ୍ବୁ, କିୱି ଇତ୍ୟାଦି ଫଳରେ ଭିଟାମିନ-ସି ଭରପୂର ମାତ୍ରାରେ ରହିଛି। ଏହାର ଅଭାବ ଦ୍ବାରା ଶରୀରର କ୍ଷତି ହୋଇଥାଏ। ପ୍ରତିଦିନର ଖାଦ୍ୟ-ପାନୀୟରେ ଭିଟାମିନ-ସିକୁ…
Read More...

ସର୍ପାଘାତରେ ନାବାଳିକା ମୃତ

ନୀଳଗିରି : ନୀଳଗିରି ଅନ୍ତର୍ଗତ ବରହମପୁର ଥାନା ନିକଟ ଡାଳିମପାଳର ନୂଆସାହି ଗାଁରେ ସର୍ପାଘାତରେ ଜଣେ ନାବାଳିକାର ମୃତ୍ୟୁ ହୋଇଛି। ମୃତ ନାବାଳିକା ହେଉଛନ୍ତି ନୀଳକଣ୍ଠ ପାତ୍ରଙ୍କ ଝିଅ ନିନି (୮)। ସେ ରବିବାର ବିଳମ୍ବିତ…
Read More...

ପୂଜା ସମୟରେ କର୍ପୂର ପ୍ରଜ୍ବଳିତ କରିବାର ବିଶେଷତ୍ବ

ହିନ୍ଦୁ ଧର୍ମରେ ପୂଜାପାଠ କରିବା ପରେ ଆଳତି କରାଯାଇଥାଏ। ସମସ୍ତଙ୍କ ଘରେ ପୂଜା ପରେ କର୍ପୁର ଆଳତି କରାଯାଇଥାଏ। କିନ୍ତୁ ଆପଣ ଜାଣିଛନ୍ତି କି କର୍ପୂର ଜଳାଇ ଆଳତି କ’ଣ ପାଇଁ କରାଯାଇଥାଏ। କର୍ପୂର ଅତ୍ୟନ୍ତ ପବିତ୍ର…
Read More...

ବସ ଓଲଟି ୧୫ ତୀର୍ଥଯାତ୍ରୀ ଆହତ

ସୋର : ବାଲେଶ୍ବର ଜିଲାର ୧୬ ନଂ ଜାତୀୟ ରାଜପଥରେ ଏକ ବସ ଓଲଟିଲା ୧୫ ତୀର୍ଥଯାତ୍ରୀ ଆହତ ହୋଇଛନ୍ତି। ଏହାସହ ବସରେ ଥିବା ଅନ୍ୟ ୪୫ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଖବରପାଇ ସୋର ପୁଲିସ ଉଦ୍ଧାର କରି ଆହତ…
Read More...

ଜଙ୍ଗଲରେ କାଠ ଆଣିବା ସମୟରେ ବଚସା; ଜଣକୁ ହତ୍ୟା ଅଭିଯୋଗ

କଳାହାଣ୍ଡି : କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନଥାନା ଅନ୍ତର୍ଗତ ପୁରୁଣାପଡା ଗ୍ରମାରେ ଏକ ହୃଦୟବିଦାରକ ଘଟଣା ଘଟିଛି। ସୂଚନା ଅନୁସାରେ ଦେବେନ୍ଦ୍ର ବେହେରା(୩୦) ଓ ଅନ୍ୟ ୭ଜଣ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିଲେ।…
Read More...

ଫ୍ରେଞ୍ଚ୍ ଓପନ୍: ପ୍ରଥମ ରାଉଣ୍ଡରୁ କର୍ବରଙ୍କ ବିଦାୟ; ୨ୟ ରାଉଣ୍ଡରେ ଫେଡେରର

ପ୍ୟାରିସ୍: ରବିବାରଠାରୁ ରୋଲାଣ୍ଡ ଗ୍ୟାରସ୍ ଷ୍ଟାଡିୟମ୍‌ରେ ବର୍ଷର ୨ୟ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ଣ୍ଣାମେଣ୍ଟ ଫ୍ରେଞ୍ଚ୍ ଓପନ୍ ଆରମ୍ଭ ହୋଇଛି। କ୍ଲେକୋର୍ଟ​‌େ​‌ର ଖେଳା ଯାଉଥିବା ଏହି ଗ୍ରାଣ୍ଡସ୍ଲାମ୍‌ର ପ୍ରଥମଦିନରୁ…
Read More...

ବ୍ରହ୍ମପୁରାରେ ‘ସମାଜ’ ପକ୍ଷରୁ ବାତ୍ୟା ବିପନ୍ନଙ୍କୁ ପାଲ ବଣ୍ଟନ

କଟକ: ପ୍ରଳୟଙ୍କରୀ ସାମୁଦ୍ରିକ ଝଡ଼ ‘ଫଣି’ରେ ସର୍ବାଧିକ କ୍ଷତିଗ୍ରସ୍ତ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ୍‌ର ବ୍ରହ୍ମପୁର ପଞ୍ଚାୟତସ୍ଥିତ ବ୍ରହ୍ମପୁରାରେ ‘ସମାଜ ରିଲିଫ୍‌ କମିଟି ତରଫରୁ ରବିବାର ବିପନ୍ନ ତଥା ପ୍ରଭାବିତ…
Read More...

‘ଫଣି’ କ୍ଷତି ଅନୁଧ୍ୟାନ କଲେ ବିଶ୍ବବ୍ୟାଙ୍କ ପ୍ରତିନିଧି

ପୁରୀ: ‘ଫଣି’ କ୍ଷୟକ୍ଷତି ଅନୁଧ୍ୟାନ କରିଛନ୍ତି ବିଶ୍ବବ୍ୟାଙ୍କ ପ୍ରତିନିଧି। କ୍ଷୟକ୍ଷତି ସମ୍ପର୍କରେ ବିଭିନ୍ନ ବିଭାଗ ଅଧିକାରୀଙ୍କ ସହ ସ୍ବତନ୍ତ୍ର ସର୍କିଟ ହାଉସରେ ଆଲୋଚନା କରିଛନ୍ତି। ୧୧ଟି ବିଭାଗ ପକ୍ଷରୁ ସେମାନଙ୍କୁ…
Read More...

‘ଫଣି’ର ୨୩ଦିନ ପରେ ଗାଁରେ ପହଞ୍ଚିନି ବିଜୁଳି; ପୁରୀ ସହରର ୩୫% ଲୋକ ଅନ୍ଧାରରେ

ପୁରୀ: ‘ଫଣି’କୁ ୨୩ଦିନ ପୂରିଲା। ଗ୍ରାମାଞ୍ଚଳରେ ପହଞ୍ଚି ପାରିଲାନି ବିଜୁଳି। ପୁରୀ ପୌରାଞ୍ଚଳର ୩୫% ଅଞ୍ଚଳ ଏବେ ମଧ୍ୟ ଅନ୍ଧାରରେ ରହିଛନ୍ତି। ସବୁ ଅଞ୍ଚଳରେ ବିଜୁଳି ପହଞ୍ଚିବା ପାଇଁ ଆଉ ପ୍ରାୟ ୧୫ଦିନ ଲାଗିବ ବୋଲି…
Read More...

କୋରାପୁଟରେ ବଦଳିଛି ପାରମ୍ପରିକ କୃଷି; ହରାଇବ ଜାତିସଂଘ ମାନ୍ୟତା

କୋରାପୁଟ(ନିହାର ପଟ୍ଟନାୟକ): ପ୍ରାଚୀନ ଜନଜାତି ଅଧ୍ୟୁଷିତ, ସବୁଜିମାମଣ୍ଡିତ ଏବଂ ସୁଉଚ୍ଚ ପୂର୍ବଘାଟ ପର୍ବତମାଳା ପରିବେଷ୍ଠିତ କୋରାପୁଟ ଜିଲା ତାହାର ଜଳବାୟୁ ଏବଂ ସୌନ୍ଦର୍ଯ୍ୟ ପାଇଁ କେବଳ ଓଡ଼ିଶା ନୁହେଁ, ସମଗ୍ର…
Read More...

ସୋମବାର ରାଶିଫଳ

ମେଷ: ତରତର ନହୋଇ ଧୀରେ ସୁସ୍ଥେ କାର୍ଯ୍ୟ କଲେ ସଫଳତା ଲାଭ କରିବେ। ଆୟ ଆଶାନୁରୂପ ହେବ। ବିଭିନ୍ନ ସ୍ତରରୁ ସହଯୋଗ ମିଳିବ। ଧୈର୍ଯ୍ୟବାନ୍‌ ହୋଇପାରନ୍ତି। ପାରିବାରିକ ସୁଖ ମିଳିବ। ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବେ।…
Read More...

ମା’ଙ୍କ ଆର୍ଶୀବାଦ ନେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଗୁଜରାଟ ଗ୍ରସ୍ତ କରିଛନ୍ତି। ଗୁଜରାଟରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ…
Read More...

କୋଲକତାର ପୂର୍ବତନ ପୁଲିସ କମିଶନରଙ୍କ ନାମରେ ଲୁକ ଆଉଟ ନୋଟିସ ଜାରି କଲା ସିବିଆଇ

ନୂଆଦିଲ୍ଲୀ .- ଶାରଦା ଚିଟଫଣ୍ଡ ମାମଲାରେ କୋଲକତାର ପୂର୍ବତନ ପୁଲିସ କମିଶନର ରାଜୀବ କୁମାରଙ୍କ ନାମରେ ସିବିଆ ଲୁକ୍‌ ଆଉଟ୍‌ ନୋଟିସ ଜାରି କରିଛି । ରାଜୀବ କୁମାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ବେଶ୍…
Read More...

ରାଜ୍ୟର ବିଭିନ୍ନସ୍ଥାନରେ ବର୍ଷା ସମ୍ଭାବନା, ପଶ୍ଚିମ ଓଡିଶାରେ ଗ୍ରୀଷ୍ମ ପ୍ରବାହ

ନୂଆଦିଲ୍ଲୀ . - ଛତିଶଗଡ ଓ ଝାଡଖଣ୍ଡ ଉପରେ ଏକ ଚକ୍ରବାତ ବାୟୁ ଚଳାଚଳ କ୍ଷେତ୍ର ସୃଷ୍ଟି ହୋଇଛି । ଅନ୍ତର୍ଜାତୀୟ ପାଣିପାଗ ସୂଚନା ସଂସ୍ଥାନ ସ୍କାଏମେଟର ସୂଚନା ଅନୁସାରେ ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷ। ସମ୍ଭାବନା…
Read More...

ବନ୍ଧୁକମୁନରେ ଭୋଜପୁରୀ ଅଭିନେତ୍ରୀଙ୍କୁ ବଳାତ୍କାର ପରେ ବିବାହ କରିବା ପାଇଁ ଜିଦ୍‌ କଲା ଦୁର୍ବୃତ୍ତ, ପୁଲିସ ଉପରକୁ…

ଲକ୍ଷ୍ମୌ .- ଭୋଜପୁରୀ ଚଳଚ୍ଚିତ୍ରରେ ଅଭିନୟ କରୁଥିବା ଜଣେ ଅଭିନେତ୍ରୀଙ୍କୁ ବନ୍ଧୁକମୁନରେ ବନ୍ଦୀ କରିବା ସହ ବିବାହ ପାଇଁ ଜିଦ୍‌ ଧରିଥିବା ଦୁର୍ବୃତ୍ତକୁ ପୁଲିସ ଗିରଫ କରିଛି । ଏହି ସମୟରେ ଅଭିନେତ୍ରୀଙ୍କୁ ଉଦ୍ଧାର…
Read More...

‘ଫଣି’ ପରେ ଓଡ଼ିଶା

ଶୁଭଶ୍ରୀ ଦାସ କେମିତି ଅଛନ୍ତି ମଉସା? ପ୍ରଶ୍ନର ଉତ୍ତର ଶୁଭିଥିଲା ଫୋନର ଆରପଟୁ। ରାଜଧାନୀ ଭୁବନେଶ୍ବରରୁ- ‘ଭାରି କଲବଲ ହେଉଛୁ ରେ ମା’। ଆଠଦିନ ହେଲା ଆଜିକୁ ଗରମରେ ଶିଝିଗଲୁଣି ପୂରା। ଲାଇନ ଆସିଲାଣି ଯେ, ହେଲେ…
Read More...

ଗଣତନ୍ତ୍ରର ମର୍ମୋଦୟ

ହରପ୍ରସାଦ ଦାସ ଭାରତୀୟ ଲୋକଜୀବନର ବିଚକ୍ଷଣ ରୂପକାର କାର୍ଟୁୁନିଷ୍ଟ ଆର.କେ.ଲକ୍ଷ୍ମଣ ହଠାତ୍‌ ରାଜନୈତିକ କାର୍ଟୁନ୍‌ କରିବା ବନ୍ଦ କରିଦେଲେ। ତାଙ୍କର ଅସଂଖ୍ୟ ପ୍ରଶଂସକ ମର୍ମାହତ, ହେଲେ ତାଙ୍କୁ ଲାଗିଲା ଯେ ମାତ୍ର…
Read More...

ଅୟମାରମ୍ଭଃ ଶୁଭାୟ ଭବତୁ…

ସବୁ ସଂଘର୍ଷ, ସବୁ ଲଢ଼େଇ, ସବୁ ମୁକାବିଲାର ପରିଣତି ନକାରାତ୍ମକ ହୋଇ ନ ଥାଏ, ୟେ ଭଲରେ ହେଉ ବା ମନ୍ଦରେ ହେଉ। ତେବେ ଏକୁ ଏଡ଼େଇବା ନିରହଂକାର ଶାନ୍ତିପ୍ରିୟ ବ୍ୟକ୍ତି ପାଇଁ ଅପରିହାର୍ଯ୍ୟ। ବଡ଼ସାନ ଏଥିରେ ପ୍ରମାଣିତ ନହେଉ,…
Read More...

ଟ୍ରମ୍ପଙ୍କ ଭରସା କିମ୍‌ ଜୋଙ୍ଗ ପ୍ରତିଶ୍ରୁତି ରକ୍ଷା କରିବେ

ଟୋକିଓ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ , ଉତ୍ତର କୋରିଆର ଶାସକ କିମ୍‌ ଜୋଙ୍ଗ ଉପରେ ଭରସା କରୁଥିବା ପ୍ରକାଶ କରିଛନ୍ତି । ପୂର୍ବରୁ ଦୁଇ ଜଣଙ୍କ ସାକ୍ଷାତକାର ଅବସରରେ ନିଆଯାଇଥିବା ନିଷ୍ପତି କୁ କିମ୍‌ ପାଳନ…
Read More...

କାର୍ଯ୍ୟକାରିଣୀ ବୈଠକ: ରାହୁଲଙ୍କ ଇସ୍ତଫାକୁ ଅସ୍ବୀକାର

ନୂଆଦିଲ୍ଲୀ: କ୍ରମାଗତ ଦୁଇ ଦୁଇଟା ସାଧାରଣ ନିର୍ବାଚନରେ ଶୋଚନୀୟ ପରାଜୟ ପରେ କଂଗ୍ରେସ ପାର୍ଟି ଶନିବାର ଏକ ମାରାଥନ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି) ବୈଠକରେ ଆତ୍ମଚିନ୍ତନ କରିଛି। ଦେଶବ୍ୟାପୀ କଂଗ୍ରେସର ପ୍ରମୁଖ…
Read More...

କେରଳରେ ବିଜେପିର ଜୟଯାତ୍ରା ଅଟକିଲା କାହିଁକି?

ନୂଆଦିଲ୍ଲୀ: ସମଗ୍ର ଦେଶରେ ମୋଦୀ ମ୍ୟାଜିକ ଦେଖିବାକୁ ମିଳିଥିବା ବେଳେ କେରଳରେ ବିଜେପିର ବିଜୟ ଯାତ୍ରାରେ ଭଟ୍ଟା ପଡିଛି। ଦକ୍ଷିଣ ଭାରତରେ ନିଜର ସ୍ଥିତି ମଜଭୁତ କରିବା ନିମିତ୍ତ ବିଜେପି କେରଳ ଉପରେ ବିଶେଷ ଧ୍ୟାନ…
Read More...

ଭୋଟ ଗଣତି ଦିନ ଇ-ମେଲରେ ବିତିଥିଲା ମୋଦୀଙ୍କ ସମୟ

ନୂଆଦିଲ୍ଲୀ: ଭୋଟ ଗଣତି ଦିନ ଗୁରୁବାର ପୂର୍ବାହ୍ଣରେ ଟେଲିଭିଜନ ଚ୍ୟାନେଲଗୁଡିକ ଲୋକସଭା ନିର୍ବାଚନରେ ପ୍ରଥମ ଆଗୁଆ ପ୍ରାର୍ଥୀଙ୍କ ନାମ ଜାଣିବାକୁ ଉତ୍ସୁକତାର ସହିତ ଅପେକ୍ଷା କରି ରହିଥିବା ବେଳେ ଇମେଲ ପଠାଇବା, ପଢିବା…
Read More...

ଆଜି ମା’ଙ୍କୁ ଭେଟିବେ ମୋଦୀ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏର ଐତିହାସିକ ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମ ଥର ପାଇଁ ମା’ ହୀରାବେନଙ୍କ ଆଶୀର୍ବାଦ ନେବା ଲାଗି ରବିବାର ସନ୍ଧ୍ୟାରେ ଗୁଜରାଟ ଗସ୍ତ…
Read More...

ରବିବାର ରାଶିଫଳ

ମେଷ: ଆର୍ଥିକ ସ୍ଥିତିର ଢ଼େର ଉନ୍ନତି ଘଟିବ। କାର୍ଯ୍ୟର ସଫଳ ରୂପାୟନ କରି ଆତ୍ମସନ୍ତୋଷ ଲାଭ କରିବେ। ସୁସ୍ଥ ଓ ନିରାମୟ ରହିବେ। ଯଶସ୍ବୀ ହେବେ। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହେବେ। ସରକାରୀ ଅର୍ଥ ଓ…
Read More...

ମୋଦୀ ସୁନାମୀ; ପରାଜିତ ହେଲେ ୯ ପୂର୍ବତନ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହ୍ୱାୱାରେ ବିରୋଧୀ ଦଳ ଏକ ପ୍ରକାର ଧ୍ୱସ୍ତ ହୋଇଯାଇଛି। ୨୦୧୯ ଲୋକସଭା ନିର୍ବାଚନ ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବା ସହ ବିରୋଧୀ ଦଳଙ୍କ ନିଦ ହଜାଇ ଦେଇଛି।…
Read More...

ଟ୍ରାଇ ରିପୋର୍ଟ ଅନୁସାରେ ଓଡିଶାରୁ ମାର୍ଚ୍ଚମାସରେ କମିଲେ ୮.୨୮ ଲକ୍ଷ ମୋବାଇଲ ଉପଭୋକ୍ତା

ଭୁବନେଶ୍ୱର .- ଟେଲିକମ ରେଗୁଲାଟାରୀ ଅଥରଟି ଅଫ୍ ଇଣ୍ଡିଆ ରିପୋର୍ଟ ଅନୁସାରେ ଓଡିଶାରେ ୨୦୧୯ ମାର୍ଚ୍ଚ ମାସରେ ସାମଗ୍ରିକ ଭାବେ ଓଡ଼ିଶାରେ ମୋବାଇଲ ଗ୍ରାହକଙ୍କ ସଂଖ୍ୟାରେ ୮.୨୮ ଲକ୍ଷ ହ୍ରାସ ଘଟି ଏହା ୩.୨୭ କୋଟିରେ…
Read More...

ଖରାପ ପାଗ ଯୋଗୁଁ କୋଲକତା ବଦଳରେ ଭୁବନେଶ୍ୱରରେ ଅବତରଣ କଲେ ଦୁଇଟି ବିମାନ

କୋଲକତା .- ଖରାପ ପାଗ କାରଣରୁ କୋଲକତା ନେତାଜୀ ସୁବାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରର ଦୁଇଟି ବିମାନର ଦିଗ ପରିବର୍ତ୍ତନ କରାଯାଇଛି । ଏହି ଦୁଇଟି ବିମାନ କୋଲକାତା ବିମାନ ବନ୍ଦରରେ ଅବତରଣ କରିବାର ଥିଲା ।…
Read More...

ଦକ୍ଷିଣ ସୁଦାନରେ ଜାତିସଂଘ ମିଶନର ମୁଖ୍ୟହେଲେ ଭାରତୀୟ ସେନା ଅଧିକାରୀ

ନୂଆଦିଲ୍ଲୀ .- ଭାରତୀୟ ସେନା ଅଧିକାରୀ ଲେଫନାଣ୍ଟ ଜେନେରାଲ ଶୈଳେଶ ତିନାକାରଙ୍କୁ ଦକ୍ଷିଣ ସୁଦାନରେ ଚାଲିଥିବା ମିଳିତ ଜାତିସଂଘର ମିଶନର ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି । ମିଳିତ ଜାତିସଂଘର ସେକ୍ରେଟାରୀ ଜେନେରାଲ…
Read More...

ନାଗାଲାଣ୍ଡରେ ଆତଙ୍କବାଦୀ ଆକ୍ରମଣ, ଆସାମ ରାଇଫଲର ଦୁଇଜଣ ଜବାନ ସହିଦ

କୋହିମା - ଭାରତ ମିଆଁମାର ସୀମାରେ ଆତଙ୍କବାଦୀ ଆକ୍ରମଣରେ ଆସମ ରାଇଫଲର ଦୁଇଜଣ ଜବାନ ସହିଦ ହୋଇଛନ୍ତି । ଶନିବାରରେ ଏହି ଘଟଣା ଘଟିଛି । ଆତଙ୍କବାଦୀ ଆକ୍ରମଣରେ ଅନ୍ୟ ୪ଜଣ ଜବାନ ଗୁରୁତର ହୋଇଥିବା ସୂଚନା ମିଳିଛି। ଏହାପରେ…
Read More...

ବିଜେପି କର୍ମୀଙ୍କଠାରୁ ବାଦି ହାରି ଲଣ୍ଡାହେଲେ କଂଗ୍ରେସ କର୍ମୀ

ଭୋପାଳ .- ନିର୍ବାଚନରେ ଆସନ ସଂଖ୍ୟା ଓ ମୋଦୀ ପୁଣି ପ୍ରଧାନମନ୍ତ୍ରୀ ପ୍ରସଙ୍ଗରେ ବାଦି ହାରିବା ପରେ ଜଣେ କଂଗ୍ରେସ କର୍ମୀ ଲଣ୍ଡା ହୋଇଛନ୍ତି । ବିଏଲ୍‌ ସେନ ନାମକ କଂଗ୍ରେସ କର୍ମୀ ଜଣେ ବିଜେପି କର୍ମୀଙ୍କ ସହ ମୋଦୀ ପୁଣି…
Read More...

ପଶ୍ଚିମ ବଙ୍ଗରେ ପାର୍ଟିର ଖରାପ ପ୍ରଦର୍ଶନ ପରେ କବିତା ଲେଖି ନିଜ ମନର ଭାବ ପ୍ରକାଶ କଲେ ମମତା ବାନାର୍ଜୀ

କୋଲକତା .- ପଶ୍ଚିମବଙ୍ଗରେ ତୃଣ ମୂଳ କଂଗ୍ରେସ ଗତ ସାଧାରଣ ନିର୍ବାଚନ ଅପେକ୍ଷା ଖରାପ ପ୍ରଦର୍ଶନ କରିଛି । ଚଳିତ ସାଧାରଣ ନିର୍ବାଚନରେ ତୃଣମୂଳ କଂଗ୍ରେସ ୨୨ଟି ଆସନ ଲାଭ କରିଥିବା ବେଳେ ବିଜେପି ୧୮ଟି ଆସନ ଲାଭ କରିଛି ।…
Read More...

ଖରା ଦିନେ ସୌନ୍ଦର୍ଯ୍ୟ ବଜାୟ ରଖିବା ପାଇଁ ନିଜ ବ୍ୟାଗରେ ରଖନ୍ତୁ ଏହି ସାମଗ୍ରୀ

ଖରା ଦିନେ ପର୍ସରେ ସାଧାରଣତଃ ନିଜର କିଛି ବ୍ୟକ୍ତିଗତ ସାମଗ୍ରୀ ରଖିବା ଉଚିତ। ଏହା ଖରା ଦିନେ ଆପଣଙ୍କର ଆବଶ୍ୟକତାକୁ ପୂର୍ଣ୍ଣ କରିଥାଏ। ବେଳେବେଳେ ଖରା ଦିନେ ବାହାରକୁ ଗଲା ବେଳେ ସ୍ବାସ୍ଥ୍ୟକୁ ନେଇ ଓ ଖାଦ୍ୟପାନୀୟକୁ…
Read More...

ମୁଗ ଡାଲି ପରଟା

ଆବଶ୍ୟକ ସାମଗ୍ରୀ : ମୁଗ ଡାଲି – ୧କପ୍ ଅଟା – ୨କପ୍ ଲୁଣ – ସ୍ବାଦାନୁସାରେ କଞ୍ଚା ଲଙ୍କା – ୨ଟି ଜିରା – ସାମାନ୍ୟ ତେଲ କିମ୍ବା ଘିଅ – ଆବଶ୍ୟକ ଅନୁଯାୟୀ ପ୍ରସ୍ତୁତ ପ୍ରଣାଳୀ : ପ୍ରଥମେ…
Read More...

ଜାଣନ୍ତୁ, କେଉଁ ମାନଙ୍କ ପାଇଁ ବାଦାମ ହୋଇଥାଏ କ୍ଷତିକାରକ

ଆପଣ ବାଦାମ ଖାଇବାର ଅନେକ ଉପକାରିତା ବିଷୟରେ ଜାଣିଛନ୍ତି। ସ୍ମୃତି ଶକ୍ତି ବୃଦ୍ଧି କରିବା ପାଇଁ ପ୍ରତିଦିନ ବାଦାମ ଖାଇବାକୁ କୁହାଯାଇଥାଏ। ଏହାକୁ ଅନେକ ବ୍ୟକ୍ତି ସୁସ୍ଥ ରହିବା ପାଇଁ ଖାଇ ଥାଆନ୍ତି। ବାଦାମରେ ପ୍ରୋଟିନ,…
Read More...

ଜାଣନ୍ତୁ, ହିନ୍ଦୁ ଧର୍ମରେ ଥିବା କିଛି ପରମ୍ପରାର ମହତ୍ତ୍ବ ସମ୍ବନ୍ଧରେ …

ହିନ୍ଦୁଧର୍ମରେ ଅନେକ ପରମ୍ପରା ରହିଛି। ସେହି ପରମ୍ପରାକୁ ମାନି ଚଳିବା ଦ୍ବାରା ଜୀବନରେ ଉନ୍ନତି ହୋଇଥାଏ। ହିନ୍ଦୁ ଧର୍ମରେ ରହିଥିବା ପରମ୍ପରା ସବୁଠାରୁ ଭିନ୍ନ। ତେବେ ଆସନ୍ତୁ ଜାଣିବା ହିନ୍ଦୁ ଧର୍ମରେ ରହିଥିବା କିଛି…
Read More...

ଜାଣନ୍ତୁ, ଭଗବାନ ହନୁମାନଙ୍କ ପଞ୍ଚମୁଖୀ ରୂପର ରହସ୍ୟ

ଆପଣ ହନୁମାନଙ୍କ ପଞ୍ଚମୁଖୀ ରୂପ ସମ୍ବନ୍ଧରେ ଜାଣିଥିବେ। ଏହାସହ ପ୍ରଭୁ ହନୁମାନଙ୍କର ସେହି ରୂପରେ ଅନେକ ପ୍ରତିମା ଓ ଫଟୋ ଦେଖିଥିବେ। ହନୁମାନ ପଞ୍ଚମୁଖୀ ରୂପ ଧାରଣ କରିବାର କାରଣ ଅନେକଙ୍କୁ ଜଣା ନଥାଏ। ରାମାୟଣ…
Read More...

ଶରୀର ପାଇଁ ମାଟିର ଉପକାରିତା

ସମସ୍ତ ବ୍ୟକ୍ତିଙ୍କ ମଧ୍ୟରେ ଯେକୌଣସି ସ୍ବାସ୍ଥ୍ୟଗତ ସମସ୍ୟା ରହିଥାଏ। ସେହି ସମସ୍ୟାରୁ ରକ୍ଷା ପାଇବା ପାଇଁ ସର୍ବଦା ଡାକ୍ତରଙ୍କ ପାଖକୁ ଯିବା ସମ୍ଭବପର ହୋଇ ନଥାଏ। ମୁହଁ ଓ ଚର୍ମ ସମ୍ବନ୍ଧୀୟ ସମସ୍ୟା, ମୁଣ୍ଡବିନ୍ଧା…
Read More...

ଦୁଇ ଜଣଙ୍କ ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ

ଅନୁଗୁଳ : ଅନୁଗୁଳ ଜିଲା କୁମଣ୍ଡ ଚଣ୍ଡିବଜାର ନିକଟରେ ଏକ ଗଛରୁ ଦୁଇ ଜଣଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ତେବେ ସେମାନଙ୍କୁ ହତ୍ୟା କି ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ହୋଇ ନାହିଁ। ଖବର ପାଇ ପୁଲିସ…
Read More...

ଶିଶୁର ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ବଲାଙ୍ଗୀର : ବଲାଙ୍ଗୀର ଜିଲା ଲକ୍ଷ୍ମୀନଗର ପଡାରେ ଜଣେ ନିଖୋଜ ଶିଶୁର ମୃତଦେହ ଉଦ୍ଧାର ହୋଇଛି। ତେବେ ଶିଶୁକୁ ହତ୍ୟା କରାଯାଇଥିବା ପରିବାର ପକ୍ଷରୁ ଟାଉନ ଥାନାରେ ଅଭିଯୋଗ ହୋଇଛି। ଶିଶୁ ଜଣକ ଶୁକ୍ରବାର ଦିନ ନିଖୋଜ ହେବା…
Read More...

ବିଜେପି ନେତାଙ୍କ ଘର ଉପରକୁ ବୋମାମାଡ

ପିପିଲି : ବିଜେପି ନେତା ଆଶ୍ରିତ ପଟ୍ଟନାୟକଙ୍କ ଘର ଉପରକୁ ବୋମାମାଡ ହୋଇଛି। ବଳଙ୍ଗା ଥାନା କମାକନ୍ତିଆରେ ଥିବା ତାଙ୍କର ଘର ଉପରକୁ ବୋମାମାଡ ହୋଇଛି। ତେବେ ଦୁର୍ବୃତ୍ତମାନେ ଶୁକ୍ରବାର ବିଳମ୍ବିତ ରାତିରେ ୨ଟି ବୋମା…
Read More...

ମୋଦୀଙ୍କୁ କୋହଲିଙ୍କ ସମେତ କ୍ରୀଡ଼ାବିତ୍‌ଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ : ଭାରତର ପ୍ରଧାନମନ୍ତ୍ରୀ ଭାବେ ଦ୍ବିତୀୟଥର ଦାୟିତ୍ବ ଗ୍ରହଣ କରିବାକୁ ଯାଉଛନ୍ତି ନରେନ୍ଦ୍ର ମୋଦୀ। ଭାରତୀୟ କ୍ରିକେଟ୍‌ ଦଳ ବିଶ୍ବକପ୍‌ ଖେଳିବାକୁ ଇଂଲଣ୍ଡରେ ଥିବା ବେଳେ ଦଳର ଅଧିନାୟକ ବିରାଟ କୋହଲି…
Read More...

ବିଶ୍ବକପ୍: ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ଅଭ୍ୟାସ ମ୍ୟାଚ୍ ଆଜି

ଲଣ୍ଡନ୍: ଦମ୍ଭ, ଦକ୍ଷତା ଓ ଫର୍ମରେ ବଳଶାଳୀ ଭାରତୀୟ କ୍ରିକେଟ ଦଳ ବିଶ୍ବକପ୍ ଖେଳିବା ଲାଗି ଇଂଲଣ୍ଡରେ ପହଞ୍ଚି ସାରିଛି। ୨ ଦିନ ଅଭ୍ୟାସ କରିବା ପରେ ଶନିବାର ଭାରତୀୟ ଦଳ ମୁକାବିଲାକୁ ଓହ୍ଲାଇବ। ତେବେ ଏହା ପ୍ରକୃତ…
Read More...

ନବରଙ୍ଗପୁର ସଂସଦୀୟ କ୍ଷେତ୍ରରେ; ସର୍ବାଧିକ ‘ନୋଟା’ ଭୋଟ

ଭୁବନେଶ୍ବର: ସଦ୍ୟ େଶଷ େହାଇଥିବା ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ସମେତ ସ୍ବାଧୀନ ପ୍ରାର୍ଥୀମାନେ ପ୍ରତିଦ୍ବନ୍ଦ୍ବିତା କରୁଥିଲେ ା େତବେ ଅଧିକାଂଶ ସ୍ଥାନରେ ୩ରୁ ୪ଜଣ ପ୍ରାର୍ଥୀଙ୍କୁ ଛାଡିଦେଲେ ଅନ୍ୟ ସମସ୍ତେ…
Read More...

ଚଳଚଞ୍ଚଳ ନବୀନନିବାସ; ନୂଆ ସରକାର ଗଠନ ପାଇଁ ତତ୍ପରତା

ଭୁବନେଶ୍ବର: ନିର୍ବାଚନ ଫଳାଫଳ ପ୍ରକାଶ ପରେ ଏବେ ନବୀନ ନିବାସ ପୁଣି ଚଳଚଞ୍ଚଳ ହୋଇଛି। ଟିକଟ ବଣ୍ଟାଯିବା ସମୟରେ ଏଠାରେ ଲାଗିରହିଥିଲା ଗହଳି। ଟିକଟ ପାଇବା ପରେ ଦଳୀୟ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକ ନିଜ ନିଜ…
Read More...

ନିର୍ବାଚନ କମିସନଙ୍କୁ ଦିଲ୍ଲୀ ହାଇକୋର୍ଟ ନୋଟିସ

ନୂଆଦିଲ୍ଲୀ: ରାଜନୈତିକ ଦଳଗୁଡ଼ିକ ଧାର୍ମିକ ନାମ ଓ ପ୍ରତୀକ ବ୍ୟବହାର ପ୍ରସଙ୍ଗରେ ଦିଲ୍ଲୀ ହାଇକୋର୍ଟ ନିର୍ବାଚନ କମିସନ୍‌ଙ୍କୁ ନୋଟିସ ଜାରି କରିଛନ୍ତି। ବିଜେପି ନେତା ତଥା ଆଇନଜୀବୀ ଅଶ୍ବିନୀ ଉପାଧ୍ୟାୟଙ୍କ ଦ୍ବାରା ଆଗତ…
Read More...

ଜୟନାରାୟଣ ହେବେ ବିରୋଧୀଦଳ ନେତା !

ଭୁବନେଶ୍ୱର: ଚଳିତ ବିଧାନସଭା ନିର୍ବାଚନରେ ବିଜେଡ଼ି ତିନି ଚତୁର୍ଥାଂଶ ସଂଖ୍ୟା ଗରିଷ୍ଠତା ୧୧୨ ଆସନରେ ବିଜୟ ଲାଭ କରିଥିବାବେଳେ ବିଜେପିକୁ ୨୩ଟି ଆସନରେ ସୀମିତ ହେବାକୁ ପଡ଼ିଛି। ଆଉ ଦୁଇଦିନ ପରେ ବିଜେଡ଼ି ସଭାପତି ତଥା…
Read More...

୩୦ରେ ଶପଥ ଉତ୍ସବ !

ନୂଆଦିଲ୍ଲୀ: ନିର୍ବାଚନରେ ଐତିହାସିକ ବିଜୟ ପରେ ନରେନ୍ଦ୍ର ମୋଦୀଙ୍କ କ୍ୟାବିନେଟ୍‌ ଶୁକ୍ରବାର ଷୋଡ଼ଶ ଲୋକସଭା ଭଙ୍ଗ ପାଇଁ ରାଷ୍ଟ୍ରପତିଙ୍କୁ ସୁପାରିସ କରିଛନ୍ତି। କେନ୍ଦ୍ର ମନ୍ତ୍ରିପରିଷଦ ବୈଠକରେ ଏ ସଂକ୍ରାନ୍ତ…
Read More...

ଶନିବାର ରାଶିଫଳ

ମେଷ: ବନ୍ଧୁ ବର୍ଗଙ୍କ ଠାରୁ ସାହାଯ୍ୟ ମିଳିବ। ସୁଖ-ସମ୍ମାନ ଲାଭ କରିପାରନ୍ତି। ଧୈର୍ଯ୍ୟ ରଖି ଅପେକ୍ଷା କଲେ ଲାଭବାନ୍‌ ହେବେ। ପାରିବାରିକ ସୁଖ ମିଳିବ। କୀର୍ତ୍ତି, ମର୍ତ୍ତି, ସତ୍ତ୍ବ, ସନ୍ତୋଷ ସବୁ କିଛି ପାଇ ଖୁସି…
Read More...

ସ୍ବାସ୍ଥ୍ୟ ପାଇଁ ହିତକାରକ ଗାଜର

ଗାଜର ଖାଇବା ଆମ ଶରୀର ପକ୍ଷେ ଅତ୍ୟନ୍ତ ଲାଭ ଦାୟକ ଅଟେ। ଗାଜରରେ ଥିବା ଔଷଧୀୟ ଗୁଣ ଆମ ଶରୀରକୁ ସୁସ୍ଥ ରଖିଥାଏ। ଶୀତ ଦିନେ ଗାଜର ପ୍ରଚୁର ମାତ୍ରାରେ ମିଳିଥାଏ। ଆସନ୍ତୁ ଜାଣିବା ଗାଜର ଆମ ଶରୀର ପାଇଁ କେତେ ଉପକାରୀ ଅଟେ।…
Read More...

ରୂପ-ରଙ୍ଗ ନୁହେଁ ବରଂ ଗୁଣ-ବୁଦ୍ଧି ଦ୍ବାରା ମାନସମ୍ମାନ ବୃଦ୍ଧି ହୁଏ

ଏକ ଲୋକକଥା ଅନୁସାରେ, ପୁରାଣ ସମୟରେ ଜଣେ ରାଜା ଖୁବ୍ ସୁନ୍ଦର ଥିଲେ। ସେ ନିଜର ରୂପ ଓ ରଙ୍ଗ ପାଇଁ ଖୁବ୍ ଗର୍ବ କରୁଥିଲେ। ରାଜା ନିଜର ସୁନ୍ଦରତାର ପ୍ରଶଂସା ଶୁଣିବାକୁ ଭଲ ପାଉଥିଲେ। ରାଜାଙ୍କର ମହାମନ୍ତ୍ରୀ ଖୁବ୍…
Read More...

ହସ୍ତରେଖାରୁ ଜାଣନ୍ତୁ ବ୍ୟକ୍ତିଙ୍କ ଆର୍ଥିକ ସ୍ଥିତି

ହସ୍ତରେଖା ଅନୁସାରେ, ହାତର ଆକୃତି, ରେଖା ଓ କିଛି ବିଶେଷ ଚିହ୍ନ ଦ୍ବାରା ବ୍ୟକ୍ତିଙ୍କ ସମ୍ବନ୍ଧ​‌ରେ ଅନେକ କଥା ଜଣାପଡିଥାଏ। ସେହି ରେଖା ଦ୍ବାରା ଭବିଷ୍ୟ ବିଷୟରେ ଜଣାପଡିଥାଏ। ସେହି ରେଖା ଓ ବିଶେଷ ଚିହ୍ନରୁ…
Read More...

ସ୍ବାସ୍ଥ୍ୟ ପାଇଁ ଉପକାରୀ ବିନ୍ସ

ସବୁଜ ପନିପରିବା ସ୍ବାସ୍ଥ୍ୟ ପାଇଁ ଖୁବ୍ ଉତ୍ତମ ଅଟେ। ଏହା ଶରୀରକୁ ଅନେକ ରୋଗ ସହ ଲଢିବାକୁ ଶକ୍ତି ଦେଇଥାଏ। ସବୁଜ ପରିବାରେ ଅନେକ ପ୍ରକାରର ପୋଷକ ତତ୍ତ୍ବ ରହିଛି। ସେହିପରି ଏକ ପରିବା ହେଉଛି ବିନ୍ସ। ଏହା ଖାଇବା…
Read More...

ସୋମବାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ନବୀନ

ଭୁବନେଶ୍ବର : ୨୦୧୯ ନିର୍ବାଚନରେ ବିଜେଡିକୁ ସଫଳତା ମିଳିଛି। ଏହାସହ କ୍ରମାଗତ ପଞ୍ଚମ ଥର ପାଇଁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ସେ ମୁଖ୍ୟମନ୍ତ୍ରୀ ଭାବେ ସୋମବାର ଦିନ ଶପଥ ନେବେ…
Read More...

କଞ୍ଚାଆମ୍ବର ମିଠା ଚଟଣି

ଆବଶ୍ୟକ ସାମଗ୍ରୀ : ଆମ୍ବ-୨ଟି ତେଲ-୧ଚାମଚ ଚିନି-୨ଚାମଚ ଲୁଣ-ସ୍ୱାଦ ଅନୁଯାୟୀ ଫୁଟଣ-୧ଛୋଟ ଚାମଚ ତେଜପତ୍ର-୧ଟି କଞ୍ଚା ଲଙ୍କା-୨ଟି ପାଣି ପ୍ରସ୍ତୁତ ପ୍ରଣାଳୀ : ପ୍ରଥମେ କଞ୍ଚା ଆମ୍ବକୁ ଚୋପା ଛଡ଼ାଇ ଛୋଟ ଛୋଟ…
Read More...

ଜାଣନ୍ତୁ, କେଉଁ ଦିଗକୁ ମୁହଁ କରି ରୋଷେଇ କରିବା ଦ୍ୱାରା କ’ଣ ହୋଇଥାଏ

ବାସ୍ତୁଦୋଷ ଦ୍ୱାରା ଘରେ ଅନେକ ପ୍ରକାର ଅବନ୍ନତି ହୋଇଥାଏ। ଏହାଦ୍ୱାରା ଘରେ ଟଙ୍କାପଇସାର ଅଭାବ ଦେଖାଯାଏ, ଘରେ ଅଶାନ୍ତି ସୃଷ୍ଟି ହୋଇଥାଏ, ପରିବାର ସଦସ୍ୟଙ୍କ ଦେହ ମଧ୍ୟ ଖରାପ ହୋଇଥାଏ। ରୋଷେଇ ଘରେ ବାସ୍ତୁଦୋଷ ଥିବାରୁ…
Read More...

ଧାର୍ମିକ ସ୍ଥାନକୁ ଯାତ୍ରା କରିବାର ଶାରୀରିକ ଲାଭ

ଅଧିକ ଲୋକ ଧାର୍ମିକ ସ୍ଥାନକୁ ଯାତ୍ରା ପଛରେ ପାପରୁ ମୁକ୍ତି ଓ ଦାନ-ପୁଣ୍ୟ କରିବା ମୁଖ୍ୟ କାରଣ ବୋଲି ଭାବିଥାଆନ୍ତି। କିନ୍ତୁ ବାସ୍ତବରେ ଧାର୍ମିକ ସ୍ଥାନକୁ ଯାତ୍ରା କରିବା ଦ୍ବାରା ଅନେକ ଲାଭ ମିଳିଥାଏ। ଦେଖିବାକୁ ଗଲେ…
Read More...

ଓଡ଼ିଶା ଲୋକସଭା ପ୍ରାର୍ଥୀଙ୍କ ବିଜୟ ତାଲିକା

କଳାହାଣ୍ଡି ଲୋକସଭା ଆସନ - ବସନ୍ତ କୁମାର ପଣ୍ଡା(ବିଜେପି) ନବରଙ୍ଗପୁର ଲୋକସଭା ଆସନ - ରମେଶ ଚନ୍ଦ୍ର ମାଝି(ବିଜେଡି) ବ୍ରହ୍ମପୁର ଲୋକସଭା ଆସନ- ଚନ୍ଦ୍ର ଶେଖର ସାହୁ(ବିଜେଡି) କୋରାପୁଟ ଲୋକସଭା ଆସନ - ସପ୍ତଗିରି…
Read More...

ଜାଣନ୍ତୁ କେଉଁ ପ୍ରାର୍ଥୀଙ୍କ ମୁଣ୍ଡରେ ହାତୀ ଢାଳିଲା ସୁନାକଳସ

ଭୁବନେଶ୍ୱର : ଲୋକସଭା ନିର୍ବାଚନ ୨୦୧୯ ଫଳାଫଳକୁ ସମସ୍ତଙ୍କ ମନରେ ଉତ୍କଣ୍ଠା ବଢିବାରେ ଲାଗିଛି। ସେହିପରି ଓଡ଼ିଶାର ୧୪୬ଟି ଆସନରେ ହୋଇଥିବା ବିଧାନସଭା ନିର୍ବାଚନରେ ବିଜେଡି ୧୧୨ଟି ଆସନ ଜିତିଥିବା ବେଳେ ବିଜେପି ଦ୍ୱିତୀୟ…
Read More...

ଏସିଆନ୍‌ ଜିମ୍ନାଷ୍ଟିକ୍‌ ଚମ୍ପିଆନସିପ୍‌ରୁ ଓହରିଲେ ଦୀପା

ନୂଆଦିଲ୍ଲୀ: ଭାରତୀୟ ମହିଳା ଜିମ୍ନାଷ୍ଟ ଦୀପା କର୍ମକାର ଜୁନ୍‌ ୧୩ରୁ ୧୬ ପର୍ଯ୍ୟନ୍ତ ମଙ୍ଗୋଲିଆରେ ଅନୁଷ୍ଠିତ ହେବାକୁ ଥିବା ଏସିଆନ୍‌ ଜିମ୍ନାଷ୍ଟିକ୍‌ ଚମ୍ପିଆନସିପ୍‌ରୁ ଓହରି ଯାଇଥିବା ଜଣାପଡ଼ିଛି। ଦୀପାଙ୍କ ଆଣ୍ଠୁରେ…
Read More...

ସଫଳ ହେଲା ନବୀନଙ୍କ ‘ମିଶନ ଶକ୍ତି ଷ୍ଟ୍ରୋକ’

ବ୍ରହ୍ମପୁର: ଚଳିତ ନିର୍ବାଚନରେ ବିଜେଡି ଅତି ସୁଚିନ୍ତିତ ଉପାୟରେ ଖେଳିଥିବା ମହିଳା କାର୍ଡର ସମ୍ପୂର୍ଣ୍ଣ ଫାଇଦା ଉଠାଇଛି। ମିଶନ ଶକ୍ତିକୁ ବିଜେଡି ଅଧିକ ସଶକ୍ତ କରିବାକୁ ଲକ୍ଷ୍ୟ ରଖି ଆସିକା ସଂସଦୀୟ କ୍ଷେତ୍ରରେ ନିପଟ…
Read More...

ବିଶ୍ବର ଉଚ୍ଚତମ ଶୃଙ୍ଗରୁ ଓହ୍ଲାଇବା​‌ ବେଳେ ପ୍ରାଣହରାଇଲେ

ଭୁବନେଶ୍ବର/ଢ଼େଙ୍କାନାଳ ସଦର : ଓଡ଼ିଶା ପାଇଁ ଏହା ବେଶ୍‌ ଦୁଃଖଦ ଖବର। ପୂର୍ବ ଭାରତର ପ୍ରଥମ ମହିଳା ଏଭରେଷ୍ଟ ଆରୋହରଣକାରିଣୀ କଳ୍ପନା ଦାସଙ୍କ ପରଲୋକ ହୋଇଯାଇଛି। କଳ୍ପନା ଗୁରୁବାର ଅପରାହ୍‌ଣ ୧୨.୫୫ରେ ନେପାଳସ୍ଥିତ…
Read More...

ରାଜ୍ୟବାସୀଙ୍କ ଆଶୀର୍ବାଦ ପାଇଁ କୃତଜ୍ଞତା ଜଣାଇଲେ ନବୀନ

ଭୁବନେଶ୍ବର: ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ଏହାର ଶ୍ରେୟ ରାଜ୍ୟବାସୀଙ୍କୁ ଦେଇଛନ୍ତି। ଆଜି ସନ୍ଧ୍ୟାରେ ନବୀନନିବାସଠାରେ ସାମ୍ବାଦିକମାନଙ୍କୁ ପ୍ରତିକ୍ରିୟା ଦେବା ଅବସରରେ ଶ୍ରୀ…
Read More...

ପୁଣି ଅପରାଜେୟ ନବୀନ

ଭୁବନେଶ୍ବର: କ୍ରମାଗତ ପଞ୍ଚମ ଥର ପାଇଁ ବିଜେଡିକୁ ନିରଙ୍କୁଶ ସଂଖ୍ୟା ଗରିଷ୍ଠତା ମିଳିଛି ା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ନିଜକୁ ଅପରାଜେୟ ବୋଲି ପ୍ରମାଣିତ କରିଛନ୍ତି ା ଲୋକସଭା ଓ ବିଧାନସଭା ପାଇଁ…
Read More...

ଅଧା ପୋଛିନେଲା ବିଜେପି; ତୃଣମୂଳକୁ ଧକ୍କା

କଲକାତା : ତୃଣମୂଳ ନେତ୍ରୀ ମମତା ବାନାର୍ଜୀଙ୍କ ହୁଂକାର କାର୍ଯ୍ୟତଃ ଆଜି ଧୂଳିସାତ୍‍ ହୋଇଛି। କାରଣ ସୁଶ୍ରୀ ବାନାର୍ଜୀ ଘୋଷଣା କରିଥିଲେ ଯେ ରାଜ୍ୟ ୪୨ଟି ଆସନରୁ ପ୍ରତ୍ୟେକଟିରେ ସେମାନଙ୍କ ଦଳ ଅର୍ଥାତ୍‍ ତୃଣମୂଳ ଜୟୀ…
Read More...

ଶୁକ୍ରବାର ରାଶିଫଳ

ମେଷ: କର୍ମ ଚଞ୍ଚଳ ରହିବେ। ପରିବାରର ମୁଖ୍ୟ ଭୂମିକା ଗ୍ରହଣ କରିବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଜୀବେ ଦୟାର ଅବତାର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶ ଅର୍ଜନ କରିବେ। ବୃଷ:…
Read More...

ନିଜ ନାମରୁ ‘ଚୌକିଦାର’ ହଟାଇଲେ ମୋଦୀ

ନୂଆଦିଲ୍ଲୀ : ୨୦୧୯ ସାଧାରଣ ନିର୍ବାଚନ ଫଳାଫଳ ବିଜେପିକୁ ପୁର୍ଣ୍ଣ ସଫଳତା ପ୍ରଦାନ କରିଛି। ସନ୍ଧ୍ୟା ୮.୩୦ ସୁଦ୍ଧା ବିଜେପି ନେତୃତାଧୀନ ଏନଡିଏକୁ ୩୫୦ରୁ ଊର୍ଦ୍ଧ୍ବ ଆସନ ମିଳିଥିବା ବେଳେ କଂଗ୍ରେସ ନେତୃତ୍ୱାଧୀନ…
Read More...

ପରାଜୟ ଭୟ; ଇଭିଏମକୁ ନେଇ ପ୍ରଶ୍ନ ଉଠାଇଲେ ଉର୍ମିଳା

ନୂଆଦିଲ୍ଲୀ : ମୁମ୍ବଇ ଉତ୍ତର ଲୋକସଭା ଆସନରୁ ବହୁ ପଛରେ ରହିବା ପରେ ବଲିଉଡ ଅଭିନେତ୍ରୀ ତଥା କଂଗ୍ରେସ ପ୍ରାର୍ଥୀ ଉର୍ମିଳା ମାତେଣ୍ଡକର ଇଭିଏମକୁ ଦୋଷ ଦେଇଛନ୍ତି। ସେ କେବଳ ଇଭିଏମ ପାଇଁ ପରାଜିତ ହେବେ ବୋଲି ଆଶଂକା…
Read More...