ଭଦ୍ରକ : ଭଦ୍ରକ ସ୍ଥିତ ଆର୍ଏମ୍ସି ମାର୍କେଟ କମ୍ପ୍ଲେକ୍ସ ପରିସରରେ ବିସ୍ଫୋରଣ ଘଟିଛି। ମଙ୍ଗଳବାର ମାର୍କେଟ କମ୍ପ୍ଲେକ୍ସ ପରିସରରେ ଥିବା ୧୩୦ ଟନ୍ ବ୍ଲିଚିଂ ପାଉଡର ଥିବା ୩ଟି ରୁମରେ ବିସ୍ଫୋରଣ ହୋଇଛି। ତେବେ ବିସ୍ଫୋରଣର କାରଣ ଜଣାପଡି ନାହିଁ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାରେ ଲାଗିଛନ୍ତି।
Popular Categories



