www.samajalive.in
Saturday, December 6, 2025
17.1 C
Bhubaneswar

ସ୍ମରଣ ଶକ୍ତି ବଢାଇବା ସହ ଶରୀର ପାଇଁ ଲାଭଦାୟକ ଏହି ବ୍ୟାୟାମ

ନିୟମିତ ବ୍ୟାୟାମ କରିବା ଦ୍ୱାରା ଶରୀର ସୁସ୍ଥ ରହିଥାଏ। ମାତ୍ର ଏହା ଜାଣିଲେ ମଧ୍ୟ ପ୍ରତ୍ୟେକ ବ୍ୟକ୍ତି ନିୟମିତ ବ୍ୟାୟାମ କରିନଥାଆନ୍ତି। ବ୍ୟାୟାମ ସ୍ୱାସ୍ଥ୍ୟ ପାଇଁ ହିତକାରକ ହୋଇଥିବାରୁ ଡ଼ାକ୍ତରମାନେ ମଧ୍ୟ ପ୍ରତିଦିନ ବ୍ୟାୟାମ କରିବା ପାଇଁ ପରାର୍ମଶ ଦେଇଥାଆନ୍ତି। ବ୍ୟାୟାମ ବିଭିନ୍ନ ପ୍ରକାରର ଥାଏ। ଗବେଷକମାନେ ବ୍ୟାୟାମ ଉପରେ ଏକ ନୂତନ ଅଧ୍ୟୟନ କରି ଜଣାଇଛନ୍ତି ଯେ, ପିଲା ଠାରୁ ଆରମ୍ଭ କରି ବୟସ୍କମାନେ ପ୍ରତିଦିନ କିଛି ସମୟ ବ୍ୟାୟାମ କରିବା ଦ୍ୱାରା ସେମାନଙ୍କର ସ୍ମରଣ ଶକ୍ତି ବୃଦ୍ଧି ପାଇଇଥାଏ। ମାତ୍ର ଏକ ସରଳ ବ୍ୟାୟାମ ଅଛି। ଯାହାକୁ ନିୟମିତ କରିବା ଦ୍ୱାରା ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ।
ପ୍ରତିଦିନ ୧୫ ରୁ ୨୦ ମିନିଟ ଚାଲିବା, ସାଇକେଲିଙ୍ଗ କରିବା ଦ୍ୱାରା ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ।
ମସ୍ତିଷ୍କ ସକ୍ରିୟ ହୋଇଥାଏ।
କାର୍ଯ୍ୟ କରିବାକୁ ଆଗ୍ରହ ହେବା ପାଠ ମଧ୍ୟ ଭଲ ଭାବେ ମନେ ରହିଥାଏ।
ବିଭିନ୍ନ ପ୍ରକାରର ରୋଗରୁ ମୁକ୍ତି ମିଳିଥାଏ।
ଶରୀରରେ ରକ୍ତ ସଞ୍ଚାଳନ ସୂଚାରୁ ରୂପେ ହୋଇଥାଏ।
ହାଲିଆ ଲାଗିନଥାଏ। ସତେଜ ଅନୁଭୂତ ହୋଇଥାଏ।
ଖାଦ୍ୟ ଭଲ ଭାବେ ହଜମ ହୋଇଥାଏ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories