www.samajalive.in
Tuesday, December 9, 2025
15.1 C
Bhubaneswar

ମାଓ ମୁକାବିଲା ପାଇଁ ପୁଲିସ ମହାନିର୍ଦେଶକଙ୍କ ସମୀକ୍ଷା ବୈଠକ

ଭବାନୀପାଟଣା : ମାଓ ମୁକାବିଲା ନେଇ ମଙ୍ଗଳବାର ବରିଷ୍ଠ ପୁଲିସ ଅଧିକାରୀମାନେ ସମୀକ୍ଷା କରିଛନ୍ତି। କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ରାୟଗଡା, ନୂଆପଡା ଓ ରାୟଗଡାର ବାଲିଗୁଡା ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ଓ କାର୍ୟ୍ୟକଳାପର ପ୍ରତିରୋଧ ଉପରେ ଏହି ସମୀକ୍ଷା ବୈଠକ ହୋଇଛି। ଏହି ବୈଠକ ଅତିରିକ୍ତ ପୁଲିସ ମହାନିର୍ଦେଶକ (ଅପରେସନ) ଆର୍.ପି କୋଚେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ସଂପୃକ୍ତ ଜିଲାର ଏସ୍‌ପି ଓ ଡିଆଇଜି ହିମାଂଶୁ ଲାଲ ଏବଂ ସିଆରପିଏଫ୍ ଅଧିକାରୀମାନେ ଉପସ୍ଥିତ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories